www.samajalive.in
Sunday, December 14, 2025
19.1 C
Bhubaneswar

ହରଭଙ୍ଗାରେ ‘ମୋ ମାଟି-ମୋ ଦେଶ’ କାର୍ଯ୍ୟକ୍ରମ

ହରଭଙ୍ଗା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ଓ ପୁରୁଣାକଟକ ମଣ୍ଡଳର ବିଭିନ୍ନ ଗ୍ରାମରେ ‘ମୋ ମାଟି- ମୋ ଦେଶ’ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବ ପ୍ରଥମେ ହରଭଙ୍ଗା କାଳୀ ମନ୍ଦିରରୁ ମାଟି ସଂଗ୍ରହ କରି ହରଭଙ୍ଗା ର ବିଭିନ୍ନ ସାହି ବୁଲିବା ସହ ଖରଭୂଇଁ, ଲୋକାପଡ଼ା, ଲଷ୍ମଣପୁର, ଗ୍ରାମର ଘରକୁ ଘର ବୁଲି ମାଟି ସଂଗ୍ରହ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ, ସରୋଜ ପ୍ରଧାନ, ସଂଯୋଜକ ଯୁଗଳ ସାମଲ, ବିଧାନସଭା ପ୍ରଭାରୀ ରାକେଶ ତ୍ରିପାଠୀ, ବରିଷ୍ଠ ନେତା ସୌମିତ୍ରି ନାୟକ, ସଚ୍ଚିଦାନନ୍ଦ ଦଲାଲ, ସୁବାସ ପ୍ରଧାନ, ଯୁଗଳ ସାହୁ, ଅରୂପା ଦୀପ, ଚିତ୍ତରଞ୍ଜନ ସେଠି, ସଂଗ୍ରାମ ବେହେରା, ସୁଶାନ୍ତ ରଥ, ସୁବ୍ରତ ପ୍ରଧାନ, ସୁଶୀଲ ଦେହୁରୀ, ଵାଲୀ ପାତ୍ର, ବିଶାଳ ହାତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଛଅ ଦିନ ଧରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବ ବୋଲି ସୂଚନା ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories