www.samajalive.in
Friday, December 5, 2025
16.1 C
Bhubaneswar

ମଧ୍ୟପ୍ରଦେଶ ଗସ୍ତରେ ଯୋଗୀ ଆଦିତ୍ୟନାଥ

ଇନ୍ଦୋର : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଆଜି ଅହଲ୍ୟାବାଇଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ସେ ଉଜ୍ଜୟିନୀ ଗସ୍ତ କରି ଜ୍ୟୋର୍ତିଲିଙ୍ଗ ଭଗବାନ ମହାକାଳଙ୍କର ପୂଜାର୍ଚ୍ଚନା କରିଛନ୍ତି। ସେ ନାଥ ସମ୍ପ୍ରଦାୟର ପ୍ରମୁଖ ସ୍ଥଳୀ ଭର୍ତ୍ତୃହରୀ ଗୁମ୍ପା ମଧ୍ୟ ପରିଦର୍ଶନ କରିବେ। ପରେ ସେ ବଗଳାମୁଖୀ ଧାମ ମଧ୍ୟ ଯିବାର  କାର୍ଯ୍ୟକ୍ରମ ରହିଛି ।

ପରେ ସେ ଇନ୍ଦୋରରେ ରାଜୱାଡା ଉଦ୍ୟାନ ଯିବେ। ସେହିପରି ସେ ନାଥ ମନ୍ଦିର ସ୍ଥିତ ମାଧବ ରାଜ ମହାରାଜଙ୍କ ସମାଧି ସ୍ଥଳ ଯିବେ। ଏଠାରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମାସ୍ଥଳର ଲୋକାର୍ପଣ କରିବେ। ଅପରାହ୍ନ ୪ଟାରେ ଅହଲ୍ୟାବାଇ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ  ସାମିଲ ହେବେ। ସନ୍ଧ୍ୟାରେ ସେ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories