ଉତ୍ତରାଚଣ୍ଡୀ ପୀଠରେ ଝାମୁଯାତ୍ରା samajalive Mar 29, 2023 ଆଠଗଡ : ପବିତ୍ର ଚୈତ୍ର ଅଷ୍ଟମୀ ବା ଅଶୋକାଷ୍ଟମୀ ଅବସରରେ ଆଠଗଡର ଆରାଧ୍ୟା ମା’ଉତ୍ତରାଚଣ୍ଡୀଙ୍କ ପୀଠରେ ଆନନ୍ଦଉଲ୍ଲାସ ମଧ୍ୟରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ପୀଠରେ ଉପବାସ ବ୍ରତଧାରୀ ଝାମୁଆମାନେ… Read More...
ନୂତନ ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ samajalive Mar 29, 2023 ଆଠଗଡ : ଆଠଗଡ ସହରର ବୀରକିଶୋରପୁରଠାରେ ଏକ ନୂତନ ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ବୁଧବାରଠାରୁ ଆରମ୍ଭ ହୋଇଛି । ବୀରକିଶୋରପୁର ସାହିର ୩୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ରଥଗଡା… Read More...
ହରଡ଼ ଡାଲିର ଷ୍ଟକ୍ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର samajalive Mar 28, 2023 ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି ।… Read More...
୪୫ଟି ଅଭିଯୋଗର ଶୁଣାଣି କଲେ ଜିଲାପାଳ samajalive Mar 28, 2023 ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଲକ୍ କାର୍ଯ୍ୟଳୟ ଠାରେ ସୋମବାର ଜିଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ସମୁଦାୟ ୪୫ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥି ମଧ୍ୟ ରୁ ୩୮… Read More...
ଭାଲୁ ଆକ୍ରମଣରେ ୪ ଗୁରୁତର, ଘଟଣା ସ୍ଥଳରେ ଉତ୍ତେଜନା samajalive Mar 28, 2023 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି… Read More...
ଗାଁ ମଶାଣୀ ବାରଣ ; ଶବ ସତ୍କାର କଲେ ଭରସା ପରିବାର samajalive Mar 28, 2023 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମର ଶୁକ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ ଦୁଇ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ । କୌଣସି କାରଣବଶତଃ ଗ୍ରାମବାସୀମାନେ ଗାଁ… Read More...
ବାଉଁଶ ଖୁଣ୍ଟରେ ୱାଇଫାଇ ସେବା ; ଅପହଞ୍ଚ ଅଞ୍ଚଳର ଭରସା ବ୍ୟାଙ୍କ ଦିଦି samajalive Mar 28, 2023 ସୋରଡ଼ା : ସାରା ଦେଶରେ ବ୍ୟାଙ୍କସେବା କ୍ଷେତ୍ରରେ ଅନେକ ସଂସ୍କାର ଆସିଛି। ୫-ଜି ନେଟୱର୍କ ସାଙ୍ଗକୁ ଡିଜିଟାଲ ସେବା ମାଧ୍ୟମରେ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କାଗଜପତ୍ରବିହୀନ ସେବା… Read More...
ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ : ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ samajalive Mar 28, 2023 କଟକ/ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ହାର ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ପ୍ରତିଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏବେ ୧୮ବର୍ଷରୁ କମ୍ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଳାଉଥିବା କରୁଥିବା… Read More...
କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ୨୦ ଲକ୍ଷ ଟନ୍ ବଳକା ଚାଉଳ ନେବାକୁ ଅନୁରୋଧ samajalive Mar 28, 2023 ଭୁବନେଶ୍ବର : ଖରିଫ ବିପଣନ ବର୍ଷ ୨୦୨୨-୨୩ରେ ଓଡ଼ିଶାରେ ୨୦ଲକ୍ଷ ଟନ୍ ଚାଉଳ ବଳକା ରହିଯିବ। ଏହି ବଳକା ଚାଉଳ କେନ୍ଦ୍ର ସରକାର ନ ଉଠାଇଲେ ଆଗାମୀ ଋତୁରେ ଧାନ ସଂଗ୍ରହ କାର୍ଯ୍ୟ ଗଭୀର ବାଧାପ୍ରାପ୍ତ ହେବ। ରାଜ୍ୟର… Read More...
କୁନୋରେ ଆଫ୍ରିକୀୟ ଚିତାର ମୃତ୍ୟୁ samajalive Mar 28, 2023 ଭୋପାଳ : ଆଫ୍ରିକାର ନାମିବିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଗତ ବର୍ଷ ଆସିଥିବା ୮ ଚିତାଙ୍କ ମଧ୍ୟରୁ ଗୋଟିଏର ସୋମବାର ମୃତ୍ୟୁ ଘଟିଛି। ଏହି ଚିତାର ନାମ ସାସା। ସେ ବୃକ୍କ ଜନିତ ରୋଗରେ ପୀଡ଼ିତ ଥିଲା।… Read More...
ରାଣା କେକେଆର୍ର ଅଧିନାୟକ samajalive Mar 28, 2023 ମୁମ୍ବଇ : ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ଆସନ୍ତା ଆଇପିଏଲ୍ ପାଇଁ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି । ସୋମବାର କେକେଆର୍ ଦଳ ପକ୍ଷରୁ ଏହା ଘୋଷଣା… Read More...
ମଙ୍ଗୋଲୀୟ ବାଳକ ହେଲେ ତୃତୀୟ ଲାମା samajalive Mar 28, 2023 ଧର୍ମଶାଳା : ବୌଦ୍ଧ ଧର୍ମର ସର୍ବୋଚ୍ଚ ଗୁରୁ ଦଳାଇ ଲାମା ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ଓ ପରିବର୍ଦ୍ଧିତ ମଙ୍ଗୋଲୀୟ ବାଳକଙ୍କୁ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ତୃତୀୟ ସର୍ବୋଚ୍ଚ ଲାମା ତଥା ଦଶମ ‘ଖାଲ୍କା… Read More...
ସରକାରୀ ଘର ଖାଲି କରିବାକୁ ରାହୁଲଙ୍କୁ ନିର୍ଦେଶ samajalive Mar 28, 2023 ନୂଆଦିଲ୍ଲୀ : ସାଂସଦ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସୋମବାର ନିର୍ଦେଶ ଦିଆଯାଇଛି। ନିର୍ଦେଶ ଅନୁଯାୟୀ ଦିଲ୍ଲୀର ୧୨ ତୋଗଲୋକ ଲେନ୍ରେ ରାହୁଲଙ୍କୁ ଦିଆଯାଇଥିବା… Read More...
ମଙ୍ଗଳବାର ରାଶିଫଳ (୨୮.୦୩.୨୦୨୩) samajalive Mar 28, 2023 ମେଷ : ଆର୍ଥିକ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରି ଶାନ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ। ଶୁଭ ଅଙ୍କ ୯, ଶୁଭ ରଙ୍ଗ ଲାଲ। ବୃଷ : ଧନବାନ୍ ହେବେ।… Read More...
ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ samajalive Mar 28, 2023 ବଡ଼ମ୍ବା : ସଂସ୍କୃତି ସଂଗଠକ, ପ୍ରବୀଣ ସାହିତ୍ୟିକ, ବାଗ୍ମୀ ତଥା ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ମୃତିପରିଷଦ… Read More...
ଜାନକୀ ବାବୁଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ samajalive Mar 28, 2023 ଚୌଦ୍ୱାର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ… Read More...
ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ samajalive Mar 28, 2023 ଚୌଦ୍ୱାର : ମଙ୍ଗରାଜପୁର ପଞ୍ଚାୟତସ୍ଥିତ କଲ୍ୟାଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଦିବ୍ୟଜ୍ୟୋତି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୃଷି,… Read More...
ଜିଲାରେ ବୃଦ୍ଧି ପାଉଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା samajalive Mar 28, 2023 ସୁନ୍ଦରଗଡ଼ : ଅଧିକ ଲୁଣ, ଟ୍ରାନ୍ସ-ଫ୍ୟାଟ, ତୈଳ ଓ ଚର୍ବି ଜାତୀୟ ଖାଦ୍ୟର ଅଧିକ ବ୍ୟବହାର, ମାନସିକ ଚାପ ଓ ଅନ୍ୟାନ୍ୟ କାରଣରୁ ଜିଲାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲାର ଚିକିତ୍ସା… Read More...
ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ନିର୍ମାଣ କଲେ ରାସ୍ତା samajalive Mar 27, 2023 ଫୁଲବାଣୀ : ରାସ୍ତା ମରାମତି ପାଇଁ ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ,ବାରମ୍ବାର ରାସ୍ତା ଖଣ୍ଡେ ପାଇଁ ପଲ୍ଲୀସଭାରେ ପଞ୍ଚାୟତ ସଭାରେ କହି କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା… Read More...
ଲଉଡି ଉତ୍ସବକୁ ଅଧିକ ଲୋକାଭିମୁଖି କରିବା ପାଇଁ ଅଣ୍ଟା ଭିଡିଲା ଯାଦବ ସମାଜ samajalive Mar 27, 2023 ଗୁରୁଡିଝାଟିଆ : ଲଉଡି ଖେଳର ପ୍ରଚାର ଓ ପ୍ରସାର ମାଧ୍ୟମରେ ସମାଜରେ ଭାଇଚାରା ,ବନ୍ଧୁତ୍ୱ,ସର୍ବୋପରି ସମସ୍ତଙ୍କ ଭିତରେ ସଂପ୍ରିତି ଆଣିଦେବା ପାଇଁ ନଅବେଢା ଓ ନଦୀକୂଳ ଯାଦବ ସମାଜ ଅଣ୍ଟା ଭିଡିଛି । ଆଗାମୀ ଦିନରେ ଉଭୟ… Read More...
କେନ୍ଦ୍ର ସରକାରଙ୍କ କୋଭିଡ-୧୯ ମୁକାବିଲା ପ୍ରସ୍ତୁତିର ସମୀକ୍ଷା samajalive Mar 27, 2023 ପଜିଟିଭ ନମୁନାର ସମ୍ପୂର୍ଣ୍ଣ ଜିନ୍ ଅନୁଶୀଳନ ଉପରେ ଗୁରୁତ୍ୱାରୋପ ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ଡାକ୍ତରଖାନା ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ ସ୍ଥିତିରେ ପ୍ରସ୍ତୁତ… Read More...
କେନ୍ଦୁଝରରେ ଖୋଲିଲା ହାଇକୋର୍ଟର ଆଭାସୀ ଅଦାଲତ samajalive Mar 27, 2023 କେନ୍ଦୁଝରଗଡ଼ : ଜିଲା ଓ ଦୌରାଜଜ୍ କେନ୍ଦୁଝରଙ୍କ ଅଦାଲତ ପରିସରରେ ସୋମବାର ଓଡିଶା ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଉଦ୍ଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟଳୟର ପ୍ରଶାସନିକ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର… Read More...
ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ଶାନ୍ତି କମିଟି ବୈଠକ samajalive Mar 27, 2023 କେନ୍ଦୁଝରଗଡ଼ : ଚଳିତମାସ ୩୦ ତାରିଖ ରାମନବମୀ ଓ ଅପ୍ରେଲ ୪ ତାରିଖ ହନୁମାନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସାଧାରଣରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ହିନ୍ଦୁ ଓ ସଂଖ୍ୟାଲଘୁ… Read More...
ଶାଶୁ ହାତ୍ୟାକାରୀ ଜ୍ୱାଇଁକୁ ୭ବର୍ଷ ଜେଲ samajalive Mar 27, 2023 କେନ୍ଦୁଝରଗଡ଼ : ଘରୋଇ ବଚସାକୁ କେନ୍ଦ୍ର କରି ଶାଶୁକୁ ତଣ୍ଟିଚିପି ହତ୍ୟା କରିବା ଅଭିଯୋଗରେ ସୋମବାର କେନ୍ଦୁଝର ଜିଲା ଓ ଦୌରାଜଜ୍ ଅଭିଯୁକ୍ତ ଜ୍ୱାଇଁକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।… Read More...
ହରଭଙ୍ଗାରେ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ଅପହଞ୍ଚ samajalive Mar 27, 2023 ହରଭଙ୍ଗା : ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଦୁର୍ଗମ ଅଂଚଳରେ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଅଧିକରୁ ଅଧିକ ବିଏସଏନଏଲ ଟାଓାର ପ୍ରତିଷ୍ଠା ସହ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।… Read More...
ସରକାରୀ ଜାଗା ଚିହ୍ନଟ ପାଇଁ ଦାବି samajalive Mar 27, 2023 ଆଠଗଡ : ଆଠଗଡ ସହରର ଅଶୋକନଗରରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଜବରଦଖଲ ଉଚ୍ଛେଦ କରିବା ପାଇଁ ସାହିବାସିନ୍ଦା ଦାବି କରିଛନ୍ତି । ସେଠାରେ ୪୦ବର୍ଷ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ମିତ ଓ… Read More...
ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ତଦାରଖ କଲେ ବିଡିଓ samajalive Mar 27, 2023 ଆଠଗଡ : ଆଠଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ ୫-ଟି ବିଭାଗ ଦ୍ୱାରା ରୂପାନ୍ତର କାର୍ଯ୍ୟ ଚାଲିଥିବା କେତେକ ବିଦ୍ୟାଳୟ ସୋମବାର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। କୁଲାଇଲୋସ୍ଥିତ ଅନନ୍ତ… Read More...
ବାଉତୀଙ୍କ ଝାମୁ ପଡିଆରେ ନିର୍ମାଣକୁ ବିରୋଧ samajalive Mar 27, 2023 ଆଠଗଡ : ଆଠଗଡର ଅଧିଷ୍ଠାତ୍ରୀ ମା’ବାଉତୀଙ୍କ ଝାମୁଯାତ୍ରା ପାଇଁ ଉଦ୍ଦିଷ୍ଟ ଜାଗାରେ ଏନଏସି ପକ୍ଷରୁ କରାଯାଉଥିବା ଉନ୍ନୟନ ଓ ନିର୍ମାଣ କାର୍ଯ୍ୟକୁ ମନ୍ଦିର ପୂଜକ ସମାଜ ଏବଂ କିଛି ଶ୍ରଦ୍ଧାଳୁ ବିରୋଧ କରିଛନ୍ତି। ଆଠଗଡ… Read More...
ବେଜବରୁଆ ଭବନର ପୁନରୁଦ୍ଧାର : ଆସାମ ସରକାର ୨ୟ କିସ୍ତିରେ ଦେଲେ ୪୭. ୫୦ ଲକ୍ଷ ଟଙ୍କା samajalive Mar 27, 2023 ସମ୍ବଲପୁର : ସମ୍ବଲପୁରରେ ଥିବା ବେଜବରୁଆ ଭବନର ପୁନରୁଦ୍ଧାର ପାଇଁ ଆସାମ ସରକାର ଦ୍ବିତୀୟ କିସ୍ତିରେ ୪୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରଥମ ଦଫାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ସରକାର… Read More...
ଚେନାବ ଉପରେ ବିଶ୍ବର ଦୀର୍ଘତମ ରେଳସେତୁ samajalive Mar 27, 2023 ଭୁବନେଶ୍ବର : ଚେନାବ ନଦୀ ଉପରେ ବହୁ ପ୍ରତୀକ୍ଷିତ ୩୫୯ ମିଟର (୧,୧୭୮ଫୁଟ) ଉଚ୍ଚ ବିଶିଷ୍ଟ ରେଳସେତୁ ନିର୍ମାଣ ହୋଇଛି। ଏହି ସେତୁ ବିଶ୍ବର ଉଚ୍ଚତମ ରେଳସେତୁ। ଏହାଯୋଗୁଁ ଜମ୍ମୁରୁ ଶ୍ରୀନଗର ପହଞ୍ଚିବାକୁ ମାତ୍ର ସାଢ଼େ… Read More...
ଜମ୍ବେଶ୍ବରପୁର ଗାଁରେ ଆତଙ୍କ samajalive Mar 27, 2023 ବାଲେଶ୍ବର : ବାଲେଶ୍ବର ଜିଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ବରପୁର ଗଁାରେ ନାମ ଜଣାନଥିବା ପୋକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସହସ୍ରାଧିକ ସଂଖ୍ୟାରେ ଏହି ପୋକ ଘର, ବାହାର, ପୋଷାକ, ଖାଦ୍ୟ ଭିତରେ ପଶି… Read More...
ସାତ୍ତ୍ବିକ-ଚିରାଗ ଜିତିଲେ ସୁଇସ୍ ଓପନ ଯୁଗଳ ଟ୍ରଫି samajalive Mar 27, 2023 ବାସେଲ୍ : ଭାରତୀୟ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟି ସୁଇସ୍ ଓପନ ସୁପର ସିରିଜ୍ ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗରେ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା… Read More...
ଖର୍ଚ୍ଚ ହୋଇପାରୁନି ଖଣିଜ ପାଣ୍ଠି : ଆଦାୟ ୯୮%; ବିନିଯୋଗ ୫୫.୯୨% samajalive Mar 27, 2023 ଭୁବନେଶ୍ବର : ଖଣି ଅଞ୍ଚଳ ଲୋକଙ୍କ ଜୀବନରେଖାକୁ ସୁଗମ କରିବା ଓ ସେଠାରେ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଜିଲା ଖଣିଜ ପାଣ୍ଠି (ଡିଏମଏଫ) ଗଠିତ ହୋଇଛି। କେବଳ ଡିଏମ୍ଏଫ ଗଠିତ ହୋଇଛି ତାହା ନୁହେଁ;… Read More...
୧୩ ଜିଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା samajalive Mar 27, 2023 ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରବିବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବହୁ ସ୍ଥାନରେ ପବନ ବହିବା ସହ ବର୍ଷା ହୋଇଛି। ଅପରାହ୍ଣରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ପାଗ ବଦଳି ଥିଲା। ଆକାଶ ମେଘାଚ୍ଛନ୍ନ ରହିବା ସହ… Read More...
ବିଶ୍ବବିଦ୍ୟାଳୟ ଶିକ୍ଷାଭିତ୍ତି ଦୁର୍ବଳ ; ଅଧାରୁ ଅଧିକ ପ୍ରାଧ୍ୟାପକ ପଦ ଖାଲି samajalive Mar 27, 2023 ଭୁବନେଶ୍ବର : ନିକଟରେ ରାଜ୍ୟ ସରକାର କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ କୋରାପୁଟର ବିକ୍ରମଦେବ ସ୍ବୟଂଶାସିତ ମହବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କଲେ। ଉଚ୍ଚଶିକ୍ଷା ଲାଗି ରାଜ୍ୟରେ ଅଧିକ… Read More...
ସୋମବାର ରାଶିଫଳ (୨୭.୦୩.୨୦୨୩ samajalive Mar 27, 2023 ମେଷ : ବହୁ ପୁଣ୍ୟକର୍ମ ହେତୁ ଧନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବା ଆଶା କରାଯାଏ। ନୀତିମାନ୍ ହୋଇପାରନ୍ତି। ପୁତ୍ର ସନ୍ତାନ ଲାଭର ସୌଭାଗ୍ୟ ଅଛି। ଅତିଥି ସତ୍କାର କରିବାର ସୁଯୋଗ ମିଳିପାରେ। ସୁଖୀ ହେବେ। ବୃଷ :… Read More...
ଦେଶବ୍ୟାପୀ କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ samajalive Mar 27, 2023 ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ବିରୋଧ କରି କଂଗ୍ରେସ ରବିବାର ଦେଶବ୍ୟାପୀ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ କରିଛି। ସତ୍ୟାଗ୍ରହକୁ ନେଇ କଂଗ୍ରେସ କର୍ମୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ… Read More...
କୁସୁମଖୁଣ୍ଟିଠାରେ ବଂଜାରା ସମାଜର ସମ୍ମିଳନୀ samajalive Mar 27, 2023 କୋକସରା : କୋକସରା ବ୍ଲକର କୁସୁମଖୁଣ୍ଟି ସ୍ଥିତ ନୀଳକଣ୍ଠେଶ୍ଵର ଶିଵ ମନ୍ଦିର ଠାରେ ଶନିବାର କଳାହାଣ୍ଡି ଜିଲ୍ଲା ବଂଜାରା ସମାଜର ଏକ ସମ୍ମିଳନୀ ଆୟୋଜନ ହୋଇଥିଲା। ଜିଲ୍ଲା ସଭାପତି ଯଶୋବନ୍ତ ନାଏକଙ୍କ… Read More...
ମାଁ ସମଲେଶ୍ଵରୀଙ୍କ ରୂପା ଛତ୍ର ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ samajalive Mar 27, 2023 ସମ୍ବଲପୁର : ମା’ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ରବିବାର ଏକ ପ୍ରେସ ବାର୍ତ୍ତାରେ ମାଁ ସମଲେଶ୍ଵରୀଙ୍କ ରୂପାର ଛତ୍ର ନିର୍ମାଣ ବିଷୟରେ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର… Read More...
ଡବ୍ଲ୍ୟୁପିଏଲ୍: ଦିଲ୍ଲୀକୁ ହରାଇ ମୁମ୍ବଇ ଇଣ୍ଡିଆନ୍ସ ଚମ୍ପିଆନ୍ samajalive Mar 27, 2023 ମୁମ୍ବଇ : ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍ ହୋଇଛି ମୁମ୍ବଇ ଇଣ୍ଡିଆନ୍ସ। ରବିବାର ଖେଳା ଯାଇଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସ… Read More...
ବଢ଼ିଲା ମନରେଗା ମଜୁରି samajalive Mar 27, 2023 ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା)ର ମଜୁରି ଦର କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଜୁରି ବୃଦ୍ଧି ନିମନ୍ତେ… Read More...
ରାଜ୍ୟ ବାହାରେ ଗଲା ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ samajalive Mar 27, 2023 କୋକସରା/ ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁଣି ଜଣେ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ରବିବାର ତାମିଲନାଡୁରେ କାମ କରୁଥିବା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର… Read More...
ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍ସିପ : ନିଖତ୍ ଓ ଲଭ୍ଲିନା ବିଶ୍ବ ବିଜୟିନୀ samajalive Mar 27, 2023 ନୂଆଦିଲ୍ଲୀ : ଚଳିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍ସିପରେ କ୍ରମାଗତ ୨ୟ ଦିନରେ ଭାରତକୁ ଡବଲ୍ ସ୍ବର୍ଣ୍ଣପଦକ ମିଳିଛି। ଶନିବାର ଦୁଇ ଭାରତୀୟ ନୀତୁ ଘାଙ୍ଘାସ୍ ଓ ସ୍ବିଟି ବୁରା ସ୍ବର୍ଣ୍ଣପଦକ ଜିତିଥିଲେ।… Read More...
ପୋପରା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ samajalive Mar 26, 2023 ତିଗିରିଆ : ତିଗିରିଆ ବ୍ଳକ ନୂଆ ସଡ଼କ ସ୍ଥିତ ପୋପରା ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଭାବକ- ଶିକ୍ଷକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଚନ୍ଦ୍ର ସ୍ୱାଇଁଙ୍କ… Read More...
ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ବୈଠକ samajalive Mar 26, 2023 ତିଗିରିଆ : ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ତିଗିରିଆ ରାଜ୍ୟ ବାର୍ଷିକ ବୈଠକ ଗୋଡିଝରିଆସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ… Read More...
ବ୍ଲକସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା samajalive Mar 26, 2023 ତିଗିରିଆ : ତିଗିରିଆ ବ୍ଳକ ସମବାୟ ବିଭାଗ ତରଫରୁ ବ୍ଳକସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ରବିବାର ନିଜିଗଡ଼ସ୍ଥିତ ଗାନ୍ଧି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ତିଗିରିଆ ବ୍ଲକ ସମବାୟ ସଂଯୋଜକ ରମେଶ ଚନ୍ଦ୍ର… Read More...
ଉଡ଼ିଲା ଆଜବେଷ୍ଟସ, ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ samajalive Mar 26, 2023 ତିଗିରିଆ : ତିଗିରିଆ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଝଡ଼ ଦେଖାଦେଇଥିଲା। ଦିନ ପ୍ରାୟ ୨ଟା ବେଳକୁ ଆକାଶରେ କଳା ବାଦଲ ଘୋଟି ଆସିବା ସହିତ ଭୀଷଣ ବର୍ଷା ପବନ ହୋଇଥିଲା। ଏହାର ପ୍ରଭାବ ବ୍ଳକର ନୂଆପାଟଣା ଅଞ୍ଚଳରେ… Read More...
ଚିତ୍ତଜ୍ଞାନୀ ଟ୍ରଷ୍ଟ ପକ୍ଷରୁ ସବଡେଗାରେ ମେଗା ସ୍ବାସ୍ଥ୍ୟ ଶିବିର samajalive Mar 26, 2023 ସୁନ୍ଦରଗଡ଼/ସବଡେଗା: ସବଡେଗା ବ୍ଲକ ଅନ୍ତର୍ଗତ ଗାଈବିରା ଉଚ୍ଚ ବିଦ୍ୟାଳୟ ପରିସରରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ସାମନ୍ତସାହି କଟକ ଆନୁକୂଲ୍ୟରେ ଏକ ବିଶାଳ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି… Read More...
ଭାରତର ଗଣତନ୍ତ୍ର ପାଇଁ ଲଢୁଛି, କେହି ମୋ ମୁହଁ ବନ୍ଦ କରି ପାରିବେ ନାହିଁ : ରାହୁଲ ଗାନ୍ଧୀ samajalive Mar 25, 2023 ନୂଆଦିଲ୍ଲୀ : ସାଂସଦ ପଦ ରଦ୍ଦ ପରେ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ମୁଁ… Read More...
ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ samajalive Mar 25, 2023 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଜିଲ୍ଲା ମାନ୍ୟତା ଦାବିନେଇ ଶନିବାର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା… Read More...
ପୁଣି ବଢିଲା କରୋନା : ଦୈନିକ ସଂକ୍ରମଣ ଦେଢ ହଜାର ଟପିଲା samajalive Mar 25, 2023 ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଦେଢ ହଜାର ଟପିଛି । ଦିନକରେ ପୁଣି ଦେଶରେ ୧୫୯୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଦିନକରେ ୯୧୦ ଜଣ… Read More...
ସିବିଆଇରେ ହାଜର ହେଲେ ତେଜସ୍ବୀ samajalive Mar 25, 2023 ନୂଆଦିଲ୍ଲୀ : ଶେଷରେ ସିବିଆଇରେ ହାଜର ହୋଇଛନ୍ତି ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସିବିଆଇ ପକ୍ଷରୁ ବାରମ୍ବାର ସମନ ପରେ ଶେଷରେ ତେଜସ୍ୱୀ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି । ସିବିଆଇ ପକ୍ଷରୁ ତାଙ୍କୁ… Read More...
ସମଗ୍ର ଶିକ୍ଷାକୁ ଉପହାସ : ନିର୍ମାଣାଧୀନ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ samajalive Mar 25, 2023 ଲଡୁଗାଁ : ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହାକୁ ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ… Read More...
ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିଆତି samajalive Mar 25, 2023 ଡେସ୍କ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ହିତାଧିକାରୀଙ୍କୁ ବର୍ଷକୁ (୧୨ଟି ରିଫିଲ୍) ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ରିଆତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର… Read More...
ନଈ ଓ ଜୀବନ samajalive Mar 25, 2023 ଜୀବନ ନଈଟିଏ। ନଈର ବି ଗୋଟଏ ଜୀବନ ଥାଏ। ନିର୍ଦିଷ୍ଟ ଆୟୁଷ ଭୋଗିବା ଦୁହିଁଙ୍କ କପାଳରେ ଲେଖା। କେଉଁଠି ନଈ ସମୁଦ୍ରରେ ମିଶେ। ଆୟୁଷ ସରେ। ପୁଣି କେଉଁଠି ଜୀବନ ଆତ୍ମା ପରମାତ୍ମାରେ ଲୀନ ହୁଏ। ନିଜର ସତ୍ତା ଅନ୍ୟ ଏକ… Read More...
ଆମ ସଂସ୍କାର ଓ ସଂସ୍କୃତି samajalive Mar 25, 2023 ପ୍ରିୟ ବନ୍ଧୁଗଣ, ଜଣେ ଓଡ଼ିଆ ଭାବରେ କହିବା ପାଇଁ ଆପଣମାନଙ୍କ ଆଗରେ ଠିଆହେଲାବେଳେ ମତେ ଓଡ଼ିଆରେ କହିବାକୁ ସୁଖ ଲାଗିଥାଆନ୍ତା। ପ୍ରକୃତପକ୍ଷେ ତା’ ନିହାତି ସ୍ବାଭାବିକ ଓ ସହଜ ହୋଇଥାଆନ୍ତା। ମାତ୍ର, ମତେ ସେପରି… Read More...
ବଳି ପଡ଼ିଲେ ସାଆନ୍ତେ samajalive Mar 25, 2023 ‘ଆଶୀର୍ବାଦ’ ଓ ‘ଅଭିଶାପ’, ସଦିଚ୍ଛା, ଶିଷ୍ଟାଚାର ଓ ଆଖିଲୁହର ଏକ ଅସହାୟ ବା ଅନ୍ତରଙ୍ଗ ପରିପ୍ରକାଶ। ମାତ୍ର ଆଜିର ବହୁ ଜନତାଙ୍କର ବିଶେଷତଃ ଯୁବ ସମାଜର ଧାରଣା। ‘ଶବ୍ଦ’ କ’ଣ ତା’ ବୁଝି ନଥିବା ଲୋକେ ଏମିତି ଅନଭିଜ୍ଞ ଓ… Read More...
ଟ୍ରକକୁ ପାଟିଲା ସ୍କର୍ପିଓ ; ୨ ଆହତ, ଜଣେ ଗୁରୁତର samajalive Mar 25, 2023 ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟରାଜପଥ ବାରାହାଦେବତା ଠରେ ଶନିବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକକୁ ପଛରୁ ପିଟିଛି ସ୍କର୍ପିଓ । ର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା… Read More...
ନଳକୂପରୁ ପାଣି ସହ ବାହାରୁଛି ସୁନାଗୁଣ୍ଡ ! samajalive Mar 25, 2023 ଖପ୍ରାଖୋଲ : ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ଗ୍ରାମରେ ସୁନା ଖଣିଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଖପ୍ରାଖୋଲ… Read More...
ଏପ୍ରିଲ ପହିଲାରୁ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ samajalive Mar 25, 2023 ଭୁବନେଶ୍ୱର : ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ଉଦ୍ଦେଶ୍ୟରେ ନିୟମିତ ବ୍ୟବଧାନରେ ପାଳିତ ହେଉଛି ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ। ଏହି ଅବସରରେ ଦୁର୍ଘଟଣା ଓ ତଦ୍ଜନିତ ମୃତ୍ୟୁ ରୋକିବା ଦିଗରେ ସଚେତନ… Read More...
ରାହୁଲଙ୍କ ଦଶା ଭୋଗିଥିଲେ ଏମାନେ samajalive Mar 25, 2023 ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟପଦ ରଦ୍ଦ ହେବା ପରେ ପୂର୍ବରୁ ସମାନ ଦଶା ଭୋଗିଥିବା ସାଂସଦ ଓ ବିଧାୟକମାନଙ୍କ ନାମ ଚର୍ଚ୍ଚାକୁ ଆସିଛି। ଜନପ୍ରତିନିଧି ଆଇନାନୁସାରେ କୌଣସି ମାମଲାରେ ଜନ ପ୍ରତିନିଧିମାନେ ଦୁଇ ବର୍ଷ ବା… Read More...
ୟୁପି ବିଦା : ରବିବାର ଦିଲ୍ଲୀ-ମୁମ୍ବଇ ଫାଇନାଲ samajalive Mar 25, 2023 ମୁମ୍ବଇ : ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣର ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍ସ ପ୍ରବେଶ କରିଛି। ଶୁକ୍ରବାର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବଇ… Read More...
ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଦସ୍ୟପଦ samajalive Mar 25, 2023 ଅତୀତରେ ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀ ମଧ୍ୟ ଲୋକସଭା ସଦସ୍ୟପଦ ହରାଇଥିଲେ। ୧୯୭୮ ନଭେମ୍ବର ୧୫ରେ ଇନ୍ଦିରାଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ। ଏହା… Read More...
ଗୃହରେ ରାହୁଲ ତାତି samajalive Mar 25, 2023 ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଅପରାହ୍ଣରେ ରାହୁଲ ତାତି ଦେଖିବାକୁ ମିଳିଥିଲା। ଗତକାଲି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ପରେ ସଂସଦରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ଘଟଣା ନେଇ କଂଗ୍ରେସ ସଭ୍ୟମାନେ ବିଭିନ୍ନ… Read More...
ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ samajalive Mar 25, 2023 ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଶୁକ୍ରବାର ଅଦଳ ବଦଳ କରିଛନ୍ତି । ତଦନୁଯାୟୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ନିକୁଞ୍ଜ ବିହାରୀ ଧଳକୁ ନିଯୁକ୍ତି… Read More...
ନଦୀକୁ ଧସିଲା ୪ଶହ ଫୁଟର ସୁରକ୍ଷାବନ୍ଧ samajalive Mar 25, 2023 ଆରଡ଼ି : ଶୀତଳପୁର ଗାଁ ନିକଟସ୍ଥ ସାଳନ୍ଦୀ ନଦୀର ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଧସିଛି ୪ଶହ ଫୁଟର ସୁରକ୍ଷା ନଦୀବନ୍ଧ। ଫଳରେ ନଦୀକୂଳରେ ଥିବା ପାଖାପାଖି ୧୫/୨୦ ପରିବାର ଏବେ ଭୟଭୀତ ହୋଇପଡ଼ିଛନ୍ତି। ତା’ସହ… Read More...
ଚନ୍ଦ୍ର ପାଖରେ ଦେଖାଗଲା ଶୁକ୍ର ଗ୍ରହ samajalive Mar 25, 2023 ଭୁବନେଶ୍ବର : ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଲୁଚିଗଲା, ଅର୍ଥାତ ଚନ୍ଦ୍ରର ଖୁବ୍ ପାଖରେ ଦେଖାଯାଇଛି ଶୁକ୍ର ଗ୍ରହ। ଶୁକ୍ରବାର ଏଭଳି ବିରଳ ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ଆକାଶରେ ଦେଖିବାକୁ ମିଳିଥିଲା। ଭୁବନେଶ୍ବରସ୍ଥିତ… Read More...
ଶନିବାର ରାଶିଫଳ (୨୫.୦୩.୨୦୨୩) samajalive Mar 25, 2023 ମେଷ : ମାନବୀୟ ଧର୍ମଭାବାପନ୍ନ ହେବାକୁ ପ୍ରବଚନରେ ପରାମର୍ଶ ଦେଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ମୂଲ୍ୟବାନ ବସ୍ତୁରତ୍ନ ପାଇପାରନ୍ତି। ବିଳାସ-ବ୍ୟସନରେ ବୁଡ଼ି କୃତଘ୍ନ ହୋଇପାରନ୍ତି। ବୃଷ : … Read More...
ଲୋକସଭାରେ ଅର୍ଥ ବିଧେୟକ ୨୦୨୩ ଗୃହୀତ samajalive Mar 25, 2023 ନୂଆଦିଲ୍ଲୀ : ଲୋକସଭାରେ ଶୁକ୍ରବାର ଅର୍ଥ ବିଧେୟକ ୨୦୨୩ ବିନା ଆଲୋଚନାରେ ଗୃହୀତ ହୋଇଛି । ଆଦାନି-ହିଣ୍ଡେନବର୍ଗ ବିବାଦର ଜେପିସି ତଦନ୍ତ ଦାବି କରି ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା ଚଳାଇଥିବାବେଳେ ସରକାର ବାଚନିକ… Read More...
ବାରୁଣୀଯାତ୍ରା କମିଟି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା samajalive Mar 25, 2023 ଗୁରୁଡିଝାଟିଆ : କଖଡି ବାରୁଣୀଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଭୁ ଧବଳେଶ୍ୱର-ସର୍ପେଶ୍ୱରଙ୍କ ମହାମିଳନ ଅନୁଷ୍ଠିତ ହେବା ସହ ବିମାନରୁଢ ଦିଅଁ କଖଡି ପାଲାତୋଟା ଠାରେ ସମ୍ମିଳିତ… Read More...
ଆଠଗଡ ଅମଲା ସଂଘର କର୍ମକର୍ତ୍ତା ନିର୍ବାଚନ samajalive Mar 25, 2023 ଆଠଗଡ : ଆଠଗଡ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଆଠଗଡ ଅମଲା ସଂଘର ଏକ ବୈଠକ ଆୟୋଜନ ହେବା ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅମଲା ସଂଘର ରାଜ୍ୟ ମୁଖ୍ୟ… Read More...
ଯୁବ-ଛାତ୍ର ବିଜେଡି ପକ୍ଷରୁ ବଳିଦାନ ଦିବସ samajalive Mar 25, 2023 ଆଠଗଡ : ଆଠଗଡ ବିଜୁ ଯୁବ-ଛାତ୍ର ବିଜେଡି ପକ୍ଷରୁ ଆଠଗଡର ଲକ୍ଷ୍ମୀବଜାର ମଣ୍ଡପରେ ସହିଦ୍ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା… Read More...
କୃଷିମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟର ସମୀକ୍ଷା samajalive Mar 25, 2023 ଆଠଗଡ : ଆଠଗଡ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଠଗଡ ଓ ତିଗିରିଆ ବ୍ଲକ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ… Read More...
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ samajalive Mar 25, 2023 ରେଙ୍ଗାଲି : ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଓ ସ୍ୱାଧୀନ ଏକତା ସଂଗଠନ ଅନୁକୂଲ୍ୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ରେଙ୍ଗାଲି ବ୍ଲକକୁ ଯକ୍ଷ୍ମା ମୁକ୍ତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିବା… Read More...
ଡକାୟତି ଯୋଜନା ପଣ୍ଡ : ୩ ଡକାୟତ ଗିରଫ, ମାରଣାସ୍ତ୍ର ଜବତ samajalive Mar 25, 2023 ଗୋପାଳପୁର : ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପୁଲିସ ଆଗରେ ଧୂଳି ଦେଇ ଫେରାର ଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀ ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ କବଜାରେ ପଡ଼ି ଜେଲ ଯିବାକୁ ପଡ଼ିଛି।… Read More...
ଜଙ୍ଗଲରେ ହାତୀ ମଲେ ମିଳୁଛି ପୁରସ୍କାର ! samajalive Mar 25, 2023 ନୀଳଗିରି : ବନବିଭାଗର ଅଜବ ନୀତିକୁ ନେଇ ସମ୍ପ୍ରତି ଚର୍ଚ୍ଚା ଜୋର ଧରିଛି । ଜଙ୍ଗଲରେ ହାତୀ ମଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଏଠାରେ ପୁରସ୍କାର ମିଳିବା ଘଟଣା ହଟଚମଟ ସୃଷ୍ଟି କରିଛି । ଏହି ଖବର ଶୁଣିବା ପରେ… Read More...
ଚୌଦ୍ୱାର ସହରରେ ରାସ୍ତା ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ samajalive Mar 25, 2023 ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ ରାସ୍ତା ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି । ପୌରପାଳିକା ତରଫରୁ ରାସ୍ତାରେ ଲଗାଯାଇଥିବା ଏଲଇଡ଼ି ଲାଇଟ ଗୁଡିକ ବହୁ ସ୍ଥାନରେ ଜଳୁ ନଥିବାରୁ ରାତିରେ ରାସ୍ତା ଅନ୍ଧାର ରହିବା… Read More...
କୁଲଡିହା ଜଙ୍ଗଲରେ ଦନ୍ତା ଶିକାର ; ଦାନ୍ତ ଜବତ samajalive Mar 24, 2023 ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ପଶି ଏକ ଦନ୍ତାହାତୀକୁ ଗୁଳି ମାରି ଦାନ୍ତ କାଟି ନେବା ଘଟଣାରେ ବନବିଭାଗ ୨ଟି ଦାନ୍ତ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ଏଥିରେ ସମ୍ପୃକ୍ତ ଥିବା… Read More...
ଭରାନଦୀକୁ ଖସିପଡିଲେ ୮ବର୍ଷର ବାଳକ ଓ ବୃଦ୍ଧ, କୌଶଳ କ୍ରମେ ୨ ଉଦ୍ଧାର samajalive Mar 24, 2023 ଆରଡି : ଆରଡିପୀଠ ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ଯାତ୍ରୀବାହୀ ଓ ବାଲି ବୋଝେଇ ଡଙ୍ଗା ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଭରା ନଦୀକୁ ଖସି ପଡିଥିଲେ ଜଣେ ବୃଦ୍ଧ ମୁରଲିଧର ନାୟକ(୬୮)ଙ୍କ ସହ… Read More...
ଜୟନ୍ତୀ ଅବସରରେ ନୃସିଂହ ଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ samajalive Mar 24, 2023 ସମ୍ବଲପୁର : 'ପଶ୍ଚିମ ଓଡିଶାର ଗାନ୍ଧୀ' ରୂପେ ସୁପରିଚିତ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଖ୍ୟାତ ସାମ୍ବାଦିକ ନୃସିଂହ ଗୁରୁଙ୍କ ୧୨୧ତମ ଜୟନ୍ତୀ ଅବସରରେ କୃତଜ୍ଞ ସମ୍ବଲପୁର ବାସୀ ତାଙ୍କ ତ୍ୟାଗପୂତ ଜୀବନ ଓ… Read More...
ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା samajalive Mar 24, 2023 ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ସୁମଞ୍ଜିଲାଲଙ୍କ… Read More...
ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ, ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ samajalive Mar 23, 2023 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଶୁକ୍ରବାର(ଆସନ୍ତାକାଲି) ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନରେ ସେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ।… Read More...
ବନବାସୀ ଚେତନା ମଣ୍ଡଳ ପକ୍ଷରୁ ବିଶ୍ୱ ଜଳ ଦିବସ samajalive Mar 23, 2023 କେନ୍ଦୁଝରଗଡ଼ : ବନବାସୀ ଚେତନା ମଣ୍ଡଳ ପକ୍ଷରୁ ବାଂଶପାଳ ବ୍ଲକ ଗୋନାସିକା ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଲକ୍ଷ୍ମୀଧର ଜୁଆଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୈତରଣୀ ନଦୀ ସଂଘର୍ଷ କେନ୍ଦୁଝରର ସଂଯୋଜକ… Read More...
ସ୍ଥାୟୀ ଲୋକ ଅଦାଲତ ; ଆଇନ ସଚେତନତା ଶିବିର samajalive Mar 23, 2023 କେନ୍ଦୁଝରଗଡ଼ : ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ନରଣପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାୟୀ ଲୋକ ଅଦାଲତ, ଜନ ଉପଯୋଗିତା, ତଫସିଲଭୁକ୍ତ ଜାତି ଓ ଉପଜାତି ଅଧିନିୟମ ସମ୍ପର୍କିିତ ଆଇନ ସଚେତନତା ଶିବିର… Read More...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସହିଦ ଦିବସ ପାଳିତ samajalive Mar 23, 2023 କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ ଠାରେ ଗୁରୁବାର ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ୱୟଂ… Read More...
ଘାଜୁୱା-ଇ-ହିନ୍ଦ୍ ମାମଲା : ୮ସ୍ଥାନରେ ଏନ୍ଆଇଏ ଚଢଉ samajalive Mar 23, 2023 ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଗୁରୁବାର ଘାଜୁୱାଇହିନ୍ଦ୍ ମାମଲାରେ ଦେଶର ୮ଟି ସ୍ଥାନରେ ଚଢଉ କରିଛି । କେବଳ ମହାରାଷ୍ଟ୍ର ନାଗପୁରର ୪ଟି ସ୍ଥାନରେ ଚଢଉ କରାଯାଇଛି । ନାଗପୁରରୁ ଏନ୍ଆଇଏ… Read More...
ତିନି ବର୍ଷରେ ବଜ୍ରପାତରେ ୮୮୧ ଜଣଙ୍କ ମୃତ୍ୟୁ samajalive Mar 23, 2023 ଡେସ୍କ : ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏଥିନିମନ୍ତେ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୩୫ କୋଟି ୨୪ ଲକ୍ଷ ଟଙ୍କା… Read More...
ପୁଣି ଚିନ୍ତା ବଢାଇଲା କରୋନା : ଦିନକରେ ୧୩୦୦ ସଂକ୍ରମିତ ଚିହ୍ନଟ samajalive Mar 23, 2023 ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ହଜାର ଟପିଛି । ଦିନକରେ ପୁଣି ଦେଶରେ ୧୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି… Read More...
ଜାତୀୟ ଫସଲ ବୀମା ପୋର୍ଟାଲ ଜରିଆରେ ଡିଜିକ୍ଲେମ ବ୍ୟବସ୍ଥାର ଶୁଭାରମ୍ଭ samajalive Mar 23, 2023 ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀର କୃଷି ଭବନ ଠାରେ ଗୁରୁବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧୀନରେ ଡିଜିକ୍ଲେମ ନାମକ ଏକ ଡିଜିଟାଲ… Read More...
ବିଶ୍ୱ ଜଳ ଦିବସ : ଗୋପାଳପୁରରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ samajalive Mar 23, 2023 ଗଞ୍ଜାମ : ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗୋପାଳପୁର ବେଳାଭୁମିରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN- ଅନୁଷ୍ଠିତ ହୋଇଯାଇଛି । ଓଡିଶାର ଜଳବାୟୁ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍,… Read More...
ସମାଜ ବିତରକ ଶୁଭକାନ୍ତ ମହୁମାଛି ଆକ୍ରମଣରେ ଆହତ, କଟକ ସ୍ଥାନାନ୍ତର samajalive Mar 23, 2023 ଧାମର। : ଧାମରା ଅଞ୍ଚଳର ସମାଜ ବିତରକ ଶୁଭକାନ୍ତ ଛାତରୁ ଖସି ପଡି ଆହତ ହୋଇଛନ୍ତି । ଗତକାଲି ସେ ନିଜ ଘରୁ ସମାଜ ବିତରଣ କରିବା ଉଦ୍ଦେଶ୍ୟରେ ବାହାରିବା ସମୟରେ ଏହି ଅଘଟଣ ଘଟିଛି । ସକାଳେ ସେ ନିଜ ଘର ଛାତ ଉପରକୁ… Read More...
ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ samajalive Mar 23, 2023 ଡେସ୍କ : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଥିବା ନେଇ ସୂଚନା ମିଳିଛି ।… Read More...
ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର samajalive Mar 23, 2023 ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ… Read More...
ଆଠଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ samajalive Mar 23, 2023 ଆଠଗଡ଼ : ଆଠଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦରେ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ଏହି ଅବସରରେ ଖୁଣ୍ଟୁଣୀ ଗାନ୍ଧୀ ପଡିଆ ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ବାହାରି ଆଠଗଡ଼… Read More...
ଜଣେ କିରାଣୀ ଓ ୨ଜଣ ଶିକ୍ଷକରେ ଚାଲିଛି ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ samajalive Mar 23, 2023 ମୋହନା : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ତଥା ସ୍ବତନ୍ତ୍ର ବିଦ୍ୟାଳୟ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। କର୍ମଚାରୀଙ୍କ ଅଭାବ ସାଙ୍ଗକୁ ସଂପାଦକଙ୍କ ମନୋମୁଖୀ କାର୍ଯ୍ୟ… Read More...
ଓଡ଼ିଶା ସମେତ ୪ ରାଜ୍ୟରେ ବିଜେପିର ନୂଆ ସଭାପତି samajalive Mar 23, 2023 ଡେସ୍କ : ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ବିଜେପି ପକ୍ଷରୁ ନୂଆ ସଭାପତି ନିଯୁକ୍ତ କରାଯାଇଛି । ଓଡ଼ିଶା, ରାଜସ୍ଥାନ, ବିହାର ଏବଂ ଦିଲ୍ଲୀରେ ନୂଆ ବିଜେପି ସଭାପତି ନିଯୁକ୍ତ କରାଯାଇଛି । ମନମୋହନ ସାମଲଙ୍କୁ ଓଡ଼ିଶା ବିଜେପି… Read More...
ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ samajalive Mar 23, 2023 ନୂଆଦିଲ୍ଲୀ : କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନ ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର… Read More...
ଦିନିକିଆ ବୋଲିଂରେ ୩ୟକୁ ଖସିଲେ ସିରାଜ୍, ଟେଷ୍ଟ ବ୍ୟାଟିଂରେ ୱିଲିୟମସନ ୨ୟ samajalive Mar 23, 2023 ଦୁବାଇ : ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବୋଲିଂ ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ସିରାଜ୍ ଶୀର୍ଷରୁ ୩ୟ ସ୍ଥାନକୁ ଖସି ଆସିଛନ୍ତି।… Read More...
ଦାରୁଣ ଦୁର୍ଘଟଣା : କାର ଧକ୍କାରେ ଆଖି ବୁଜିଲେ ୩ ଛାତ୍ର samajalive Mar 23, 2023 ସୋନପୁର : ପରୀକ୍ଷା ଥିଲା। ସକାଳୁ ସାଙ୍ଗମାନଙ୍କ ସହ ବେଶ୍ ହସଖୁସିରେ ଆସିଥିଲେ ବିଦ୍ୟାଳୟକୁ। ପରୀକ୍ଷା ଦେଲେ; କିନ୍ତୁ ଆଉ ଘରକୁ ଫେରିପାରିଲେ ନାହିଁ। ବିଦ୍ୟାଳୟ ଫାଟକ ଡେଇଁବା କ୍ଷଣି ବାଟରେ ଅପେକ୍ଷା କରିଥିଲା… Read More...
‘ମହାନଦୀ ପାଣି’ରେ ଧୋଇଗଲା ଶୂନ୍ୟକାଳ samajalive Mar 23, 2023 ଭୁବନେଶ୍ୱର : ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ପ୍ରାୟ ୧୫ଟି ଜିଲାର ୨କୋଟିରୁ ଊର୍ଦ୍ଧ୍ବ ଲୋକେ ପାଣି ପାଇଁ ଏହା ଉପରେ ନିର୍ଭର କରନ୍ତି। ହେଲେ ଛତିଶଗଡ଼ ସରକାର ଏକତରଫା ଭାବେ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି… Read More...