୫୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିଛନ୍ତି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଗତ…
Read More...

ପ୍ରତିଶୃତି ପରେ ପ୍ରତାରଣା : ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ  ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନର ସଦସ୍ୟ-ସଦସ୍ୟା ଏକାଠି ହୋଇ ବିଗତ ଦିନରେ  ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆଙ୍କ…
Read More...

ଅଟୋରେ ପ୍ରସବ କଲେ ମହିଳା 

ଚାନ୍ଦିପୁଟ :  ପୁଣି ସାମ୍ନାକୁ ଆସିଲା ଜନନୀ ଜନନୀ ଯନ୍ତ୍ରଣାର ଦୁଃଖଦ ଚିତ୍ର । ମେଡିକାଲ ଯାଉଥିବା ବେଳେ ଅଧା ରାସ୍ତାରେ ଅଟୋରେ ପ୍ରସବ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା…
Read More...

ଦୁର୍ଘଟଣାରେ ୨ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ବଡ ବଡିଆଙ୍କୁ ସାତ ଖୁନ ମାଫ ବୋଲି ଥିବା କଥା ସାର୍ଥକ ହେଉଥିବା ଭଳି ପ୍ରତୀତ ହେଉଛି। ସମ୍ବଲପୁରର ଜିଏମ କଲେଜ ଛକ ନିକଟରେ ଥିବା ଚର୍ଚ୍ଚ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ରୁ ୮ଟା ସମୟ…
Read More...

ଗୁରୁବାର ରାଶିଫଳ (୨୩.୦୩.୨୦୨୩)

ମେଷ : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବା ଆଶା କରାଯାଏ। କର୍ମଚଞ୍ଚଳ ରହିବେ। ରାଜସମ୍ମାନ ଲାଭ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଧନ ଲାଭ ହେବ। ବୃଷ : ଜ୍ଞାନ…
Read More...

ଭାରତୀୟ ବ୍ୟାଟିଂ ବିଫଳ ; ଅଷ୍ଟ୍ରେଲିଆ ଶୃଙ୍ଖଳା ବିଜୟୀ

ଚେନ୍ନଇ : ୪ ବର୍ଷ ପରେ ଘରୋଇମାଟିରେ ଦିନିକିଆ ଶୃଙ୍ଖଳା ହାରିଛି ଭାରତ। ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୧ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ସମସ୍ତ ବିଭାଗ​‌େ​‌ର ଭାରତକୁ ପଛରେ ପକାଇଥିବା…
Read More...

ଯୁଦ୍ଧ ବନ୍ଦ ପାଇଁ ଚୀନ୍‌ର ପ୍ରସ୍ତାବକୁ ରୁଷ୍‌ର ସ୍ବାଗତ

ବେଜିଂ : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ବନ୍ଦ କରିବାକୁ ଚୀନ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚୀନ୍‌ର ଏହି ପ୍ରସ୍ତାବକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି…
Read More...

‘ଆମ ସଂସ୍କୃତି ଆମ ଖେଳନା’ କର୍ମଶାଳା

ପିପିଲି : ସମଗ୍ର ଶିକ୍ଷା ଅଭିଯାନ, ପୁରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ବ୍ଲକ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ ଠାରେ ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା…
Read More...

ମହିଳା ଡିଗ୍ରୀ କଲେଜରେ ଉତ୍କଳ ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା 

ଆଠଗଡ :  ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଉତ୍କଳ ଦିବସ ଉପଲକ୍ଷେ ବୁଧବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବିଭିନ୍ନ ବିଭାଗ ପକ୍ଷରୁ…
Read More...

ଶ୍ରୀ ହନୁମାନ ମନ୍ଦିରରେ ଶ୍ରୀରାମଚରିତ ମାନସ ଓ ଯଜ୍ଞାରମ୍ଭ

ଆଠଗଡ :  ଆଠଗଡ ଚାନ୍ଦବାଲି ଛକସ୍ଥିତ ଶ୍ରୀ ଶ୍ରୀ ହନୁମାନ ଜୀଉ ମନ୍ଦିରରେ ୨୫ତମ ବାର୍ଷିକ ଉତ୍ସବ, ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ, ଯଜ୍ଞ ଓ ପ୍ରବଚନ ଜ୍ଞାନଯଜ୍ଞ ଏକ ଭକ୍ତିମୟ ତଥା ପବିତ୍ର ପରିବେଶରେ ଆରମ୍ଭ ହୋଇଛି।…
Read More...

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ପୁଞ୍ଜି ‘ପ୍ରଗତି’ ଓ ‘ସରଳତା’: ମନ୍ତ୍ରୀ

ଭୁବନେଶ୍ବର : ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ଅପରାଜେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି…
Read More...

ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ହଟ୍ଟଗୋଳ, ଗୃହ ୪ଟା ଯାଏଁ ମୁଲତବି

ଡେସ୍କ : ରାଜ୍ୟ ବିଧାନସଭା ପ୍ରଶ୍ନକାଳରେ ଆଜି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ…
Read More...

ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଖାତା ଦେଖା

ଡେସ୍କ :  ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୋମବାର ଶେ​‌ଷ ହୋଇଛି । ଶେଷ ଦିନରେ  ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେଇ ଖୁସି ମନରେ ଘରକୁ ଫେରିଛନ୍ତି । ତେବେ ପରୀକ୍ଷା ପରିଚାଳନାରେ କିଛି ତ୍ରୁଟି ଦେଖାଯାଇଥିଲା,…
Read More...

ପରିବେଶ ପ୍ରହରୀ ଘରଚଟିଆ

ବିଶିଷ୍ଟ ପରିବେଶବିତ୍‌‌ ମହମ୍ମଦ୍‌‌ ଦିଲ୍‌‌ୱାର୍‌‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଘରଚଟିଆର ବୈଜ୍ଞାନିକ ନାମ…
Read More...

ଆରମ୍ଭ ହେଲା ପୋଷଣ ପକ୍ଷ 

ଡେସ୍କ : ସମଗ୍ର ଦେଶରେ ସୋମବାର ଠାରୁ ପଞ୍ଚମ ପୋଷଣ ପକ୍ଷ  ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପୋଷଣର ଗୁରୁତ୍ୱ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଏହି ପକ୍ଷ ପାଳନର…
Read More...

ପଖାଳ : ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ

ଡେସ୍କ : ଆମ ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ପଖାଳ ଦିବସ ପାଳନ କରାଯାଉଛି । ଏଥର ପଖାଳ ଦିବସ ପାଳନ କରିବା ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ ତତ୍ପରତା ତଥା​‌ ଉତ୍ସୁକତା ପ୍ରକାଶ ପାଇଛି ।…
Read More...

ଖୁସି ଖୋଜିବାର ଦିନ

‘ଖୁସି’ ଏକ ଛୋଟିଆ ଶବ୍ଦ ସତ; କିନ୍ତୁ ଏହାର ଅର୍ଥ ବ୍ୟାପକ ଓ ବିଶାଳ। ସେହି କାରଣରୁ ଏହାର ପ୍ରତିଶବ୍ଦ ଓ ଭାବଗତ ପରିଭାଷା ମଧ୍ୟ ଅନେକ। ପ୍ରାପ୍ତି ଓ ପୂର୍ଣ୍ଣତା ଅନୁପ୍ରବିଷ୍ଟ ଅବସ୍ଥା, ମୋହମୁକ୍ତି, ପଦ୍ମପତ୍ରେ ନୀର,…
Read More...

ପଖାଳ: ପ୍ରଖର ତାପକୁ ପ୍ରହାର

ବିଶ୍ୱବିଦିତ ଜଗନ୍ନାଥ ସଂସ୍କୃତିର ପୀଠ ଓଡ଼ିଶାରେ ‘ପଖାଳ’ ଅତି ପରିଚିତ ଓ ବହୁଳ ଭାବେ ଜନାଦୃତ ଖାଦ୍ୟ। ଶ୍ରୀଜଗନ୍ନାଥଙ୍କ ଛପନ ଭୋଗର ଏହା ଏକ ଅଂଶ ବିଶେଷ। ଜଗନ୍ନାଥପ୍ରେମୀଙ୍କ ପାଇଁ ‘ଟଙ୍କ ତୋରାଣି’ ଅମୃତ ସଦୃଶ। ଦଶମ…
Read More...

ବାଃରେ ଶିକ୍ଷା ବ୍ୟବସ୍ଥା

ଜୀବ ଓ ଜୀବତ୍ବ ମଧ୍ୟରେ ଖେଳ ଜମାଏ ‘ମୁଁ’। ‘ମୁଁ’ର ଅନ୍ୟ  ନାଁ ହେଲା ଅହଂ, ଅହଂକାର। ଏ ଜଗତରେ ଜମାଣିଆ ଖେଳର ଖଳନାୟକ ହେଲା ‘ମୁଁ’। କବିବର ରାଧାନାଥ ତ ଲେଖିଲେ, ‘‘ମୁଁ ଭାବେ ଜଡ଼ିତ ଅମର ଚିତ୍‌କଣା ଦେଖାଉଛି ଭବେ…
Read More...

ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ…
Read More...

ସଲମାନଙ୍କୁ ପୁଣି ହତ୍ୟା ଧମକ ; ସୁରକ୍ଷା କଡାକଡି

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଭାଇଜାନ ତଥା ସଲମାନ ଖାଁଙ୍କୁ ପୁଣି ହତ୍ୟା ଧମକ ମିିଳିଛି। ସଲମାନଙ୍କ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କ ଇମେଲ୍‌କୁ ଶନିବାର ଏହି ଧମକ ଆସିଛି। ଜେଲ୍‌ରେ ଥିବା କୁଖ୍ୟାତ…
Read More...

ଆଜି ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ସେ ଭାରତ-ଜାପାନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିବେ। ଏହା…
Read More...

ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଚୈତ୍ର କୃଷ୍ଣ ଚତୁର୍ଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ…
Read More...

ଖେତ ଉଜାଡ଼ିଲା ପଶ୍ଚିମାଝଡ଼

ଭୁବନେଶ୍ବର : ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କୁଆପଥର ମାଡ଼, ବିଜୁଳି ଘଡଘଡ଼ି ଏବଂ ପ୍ରବଳ ବର୍ଷା ହୋଇଛି। ଏଥିସହ ଏକାଧିକ ଜିଲାରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିବା ହେତୁ ବ୍ୟାପକ…
Read More...

ଦିଲ୍ଲୀ ଅଭିମୁଖେ ଲକ୍ଷ ଲକ୍ଷ କୃଷକ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ସୋମବାର ହେବ କୃଷକ ମହାପଞ୍ଚାୟତ। ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଉଥିବାବେଳେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଲକ୍ଷ ଲକ୍ଷ କୃଷକ…
Read More...

‘ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟର ସୃଷ୍ଟି’

କଟକ : ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ କଳାବିକାଶ କେନ୍ଦ୍ରଠାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ। ଭାଷା…
Read More...

ଅମୃତପାଲ ପଳାତକ ଘୋଷିତ

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ଗିରଫ କରିବାକୁ ରବିବାର ଦ୍ବିତୀୟ ଦିନ ପାଇଁ ପଞ୍ଜାବ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଅମୃତପାଲଙ୍କୁ…
Read More...

ସୋମବାର ରାଶିଫଳ (୨୦.୦୩.୨୦୨୩)

ମେଷ :  ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ବୃଷ :…
Read More...

ନାମ ସଂକୀର୍ତ୍ତନର ମୌଳିକତା ଅକ୍ଷୁର୍ଣ୍ଣ ରହୁ

ସମ୍ବଲପୁର : ହରିନାମ ସଂକୀର୍ତ୍ତନ ଚିତ୍ତଶୁଦ୍ଧି, ମନ ନିର୍ମଳ ଓ ଇନ୍ଦ୍ରିୟ ଗୁଡିକୁ ଆଧ୍ୟାତ୍ମିକ ଚିନ୍ତନରେ ଆବଦ୍ଧ କରି ରଖିଥାଏ । କିନ୍ତୁ ଏବେ କୀର୍ତ୍ତନ ମନୋରଞ୍ଜନର ମାଧ୍ୟମ ହୋଇଯାଇଥିବାରୁ, ପ୍ରତ୍ୟେକ କଳାକାର ଏହାର…
Read More...

ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଙ୍ଗୁନପଦର ଠାରେ ଥିବା ବିଏସଏଫ କ୍ୟାମ୍ପ ପକ୍ଷରୁ ସୁମେରବନ୍ଧ ଠାରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। ସହକାରୀ କମାଣ୍ଡାଣ୍ଟ ଶମ୍ଭୁ…
Read More...

ଓଜେୟୁର ଜିଲା ସାଧାରଣ ପରିଷଦ ବୈଠକ

ନବରଙ୍ଗପୁର : ଓଡିଶା ସାମ୍ବାଦିକ ସଙ୍ଘ ( ଓଜେୟୁ),ନବରରଙ୍ଗ ପୁର ଜିଲା ଶାଖାର  ସାଧାରଣ ପରିଷଦ  ବୈଠକ ଆରଏମସି  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ…
Read More...

ଅବସରପ୍ରାପ୍ତ ସେନା କର୍ମଚାରୀ ସମାବେଶ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ପରିସରରେ ସେନା ବାହିନୀରେ ଯୋଗ ଦେଇ ଦେଶ ସେବାରେ ନିଜକୁ ନିୟୋଜିତ ରଖିଥିବା ଯବାନ ମାନେ ଅବସର ନେବା ପରେ କିଭଳି ଖୁସିରେ ଜୀବନ ଅତିବାହିତ କରି ପାରିବେ ତାହାକୁ ଦୃଷ୍ଟିରେ…
Read More...

ସାଗର ସ୍ନାନ : ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ 

ସାକ୍ଷୀଗୋପାଳ : ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପବିତ୍ର  ମହା ବାରୁଣୀ ସ୍ନାନ ବା ପବିତ୍ର ସାଗର ସ୍ନାନ। ପବିତ୍ର ମହା ବାରୁଣୀ ସ୍ନାନ ଅବସରରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନିକଟରେ ଭାର୍ଗବୀ ନଦୀର…
Read More...

ପାଗଳ କୁକୁର କାମୁଡ଼ାରେ ୭ଜଣ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାରରେ ରବିବାର ପାଗଳ କୁକୁର କାମୁଡ଼ାରେ ୪ମହିଳାଙ୍କ ସମେତ ୩ଜଣ ପୁରୁଷଙ୍କୁ ମିଶାଇ ୭ଜଣ ଗୁରୁତର ଆହତ  ହୋଇଛନ୍ତି। ସୂଚନା ଅନୁସାରେ ରବିବାର ସକାଳେ ଏକ ପାଗଳ କୁକୁର ପୁରୁଣା କଟକ…
Read More...

ପଣ୍ଡିଆପାଲିରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବନାଞ୍ଚଳ ପକ୍ଷରୁ ରେଙ୍ଗାଲି ବନାଞ୍ଚଳ ଅନ୍ତର୍ଗତ ପଣ୍ଡିଆପାଲି  ଗ୍ରାମରେ ରବିବାର  ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ଅନୁଷ୍ଠିତ…
Read More...

‘ସୁଦେଷ୍ଣା’ ଉନ୍ମୋଚିତ

ଚୌଦ୍ୱାର : ଚୌଦ୍ୱାର ମହାବିଦ୍ୟାଳୟର ମୁଖପତ୍ର ‘ସୁଦେଷ୍ଣା’ଉନ୍ମୋଚିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ମୁଖପତ୍ର ଉନ୍ମୋଚନ କରିଥିଲେ। ଓଡିଆ ଭାଷା ସାହିତ୍ୟ…
Read More...

ୟୁଥ ଫର ସେବାର ବାର୍ଷିକୋତ୍ସବ

ଚୌଦ୍ୱାର :  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର ସେବାର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶାରଦା ରଞ୍ଜନ ପରିଜାଙ୍କ ଅଧ୍ୟକ୍ଷତାରେ ପୌର ଟାଉନହଲରେ ଅନୁଷ୍ଠିତ ଏହି ଉତ୍ସବକୁ କାର୍ସିନୋଭା…
Read More...

ବିଭିନ୍ନ ସ୍ଥାନରୁ ୩ଟି ନାଗସାପ ଉଦ୍ଧାର

ଆଠଗଡ : ଶୀତ ପରେ ଖରା ଓ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହେବା ମାତ୍ରେ ଏବେ ଆଠଗଡ ଅଞ୍ଚଳରେ ବିଷଧର ସାପଙ୍କ ଆବିର୍ଭାବ ଲାଗି ରହିଛି । ଶନିବାର ଆଠଗଡରେ ରହୁଥିବା ବାଙ୍କୀ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟିଙ୍କ…
Read More...

ରାସ୍ତା ଉପରେ ତୋରଣ, ଦୁର୍ଘଟଣାକୁ ଆମନ୍ତ୍ରଣ

ଆଠଗଡ : ଆଠଗଡ ସହର ମଧ୍ୟଦେଇ ଯାଇଥିବା ୬୫ନମ୍ବର ରାଜ୍ୟ ରାଜପଥ ସମେତ ଆଠଗଡ-ମୁଣ୍ଡଳି ଏବଂ ଧବଳେଶ୍ୱର ରାସ୍ତାରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପ୍ରଚାର ତୋରଣ ମାସ ମାସ ଧରି ରହୁଥିବାରୁ ଏହା ଦୁର୍ଘଟଣାର କାରଣ ହେଉଛି।…
Read More...

ତିଗିରିଆରେ ୮୭ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ଋଣ ବଣ୍ଟନ 

ତିଗିରିଆ :  ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ଏହାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ଶନିବାର…
Read More...

ପ୍ରଭାବିତ ଅଞ୍ଚଳବାସୀଙ୍କୁ ନିଯୁକ୍ତି ନମିଳିଲେ ହେବ ଜନଆନ୍ଦୋଳନ

କେନ୍ଦୁଝରଗଡ଼ : ଖଣି ଓ ଶିଳ୍ପ ଓଡିଶାରେ । ନିଯୁକ୍ତି ଝାଡଖଣ୍ଡ ବେକାରୀଙ୍କୁ । କେନ୍ଦୁଝର ଜିଲା ଯୋଡା ବ୍ଲକ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନାରେ ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ନିକଟରେ ପ୍ରକାଶିତ…
Read More...

ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ଉଦ୍‌ଘାଟନ କଲେ ମୋଦୀ ଓ ଶେଖ ହସିନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଶନିବାର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଉଭୟ…
Read More...

ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା, ମିଳୁନି ପରିଚୟ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ଯୋଗୀପଥର ନିକଟସ୍ଥ ଜଙ୍ଗଲରୁ ଗତ ୧୫ତାରିଖ ପୁରୁଣାକଟକ ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…
Read More...

ସରକାର କା ମାଲ…… ଖତ ଖାଉଛି ଅଳିଆବୁହା ସାଇକେଲ୍

ହରଭଙ୍ଗା : ସ୍ୱଛଭାରତ ମିଶନ ଜରିଆରେ ସ୍ୱଛତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ହରଭଙ୍ଗା ଜଳ ଓ ପରିମଳ ବିଭାଗ ପକ୍ଷରୁ ସରକାରୀ ଟଙ୍କାରେ ଅଳିଆ ବୁହା ସାଇକେଲ କ୍ରୟ କରାଯାଇଥିଲେ ମଧ୍ୟ ସେଗୁଡିକ…
Read More...

ମାଟ୍ରିକ ପରୀକ୍ଷା ପାଇଁ ୪୫ କିମି. ଯାତ୍ରା, ଦୈନିକ ଅଟୋ ଭଡା ୧୫୦

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକରେ ଚଳିତ ବର୍ଷ ୯ଟି କେନ୍ଦ୍ରରେ ୨୧୬୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ୪୫ କିମି ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ  ଛାତ୍ର ଛାତ୍ରୀମାନଙ୍କୁ ୨ ଘଣ୍ଟା ଅଟୋ ଯାତ୍ରା…
Read More...

ଧବଳେଶ୍ୱରପୀଠରେ ଲଉଡି ଉତ୍ସବ

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ନଦୀକୂଳ ଲଉଡି ମହାସଂଘ ପକ୍ଷରୁ ଲଉଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନଦୀକୂଳ ଅଞ୍ଚଳର ଘଣ୍ଟିଖାଲ, ରାଧାଶ୍ୟାମପୁର ସହିତ ଅନ୍ୟାନ୍ୟ ଲଉଡି ଦଳର ସଦସ୍ୟମାନେ ଭଗବାନ କୃଷ୍ଣ…
Read More...

ଅପ୍ରେଲ ପହିଲାରେ କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ

କଲ୍ୟାଣସିଂହପୁର : ଆସନ୍ତା ଅପ୍ରେଲ ପହିଲାରେ କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ କନ୍ଧକୁଳ ସମାଜ ର ୧୩ଟି ଗ୍ରାମ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିର କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଆରଡି : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିଲା ୬କୋଟି ଟଙ୍କା। ଏବେ ମନ୍ଦିର ନୂଆରୂପ  ପାଇବା ପରେ ଝଲସୁଛି ବେଢା ଓ…
Read More...

୧୫୮ କୋଟିରେ ଐତିହ୍ୟ ସ୍ଥଳର ଉନ୍ନତିକରଣ : ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର : ରାଜ୍ୟରେ  ବିଜୁ ଏକ୍ସପ୍ରେସ ୱେ-୨ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୩୫ କିଲୋମିଟର ଦୈର୍ଘ୍ୟ ରାସ୍ତାକୁ ୪-ଲେନ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି…
Read More...

ଶିବମନ୍ଦିରରୁ ଚୋରି, ଥାନାରେ ଅଭିଯୋଗ 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା  ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ନେଇ  ଥାନାରେ ଅଭିଯୋଗ ହୋଇଛି। ସକାଳେ ଶିବ ମନ୍ଦିରକୁ ବହୁ ଭକ୍ତ…
Read More...

ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ସଚେତନତା ରଥର ଶୁଭାରମ୍ଭ

କଣ୍ଟାବାଞ୍ଜି : ରାଜ୍ୟ ସରକାର ଛାତ୍ର- ଛାତ୍ରୀ ଓ ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।  ନିଯୁକ୍ତି ଲାଗି ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି…
Read More...

ଏସଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ, ନିଶା କାରବାରକୁ ନେଇ ଉଦବେଗ

କଟକ :  ଦେଶ ତଥା ବିଦେଶରେ ଗଚ୍ଛିତ କଳା ଧନ ଠାବ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ବା ଏସଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଶନିବାର କଟକରେ ଅନୁଷ୍ଠିତ ହୋଇଛି। ଏସଆଇଟିର ଉପାଧ୍ୟକ୍ଷ ସୁପ୍ରିମକୋର୍ଟର…
Read More...

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ଶ୍ରୀଅନ୍ନ ସମ୍ମିଳନୀର ସିଧାପ୍ରସାରଣ

ସାକ୍ଷୀଗୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀରେ ବିଶ୍ୱ ଶ୍ରୀଅନ୍ନ ବା ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ଉଦଘାଟନ କରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ…
Read More...

ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଶ୍ରୀଅନ୍ନ ଦେଶର ଅଢ଼େଇ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ । ଏହା ଦ୍ୱାରା ଗ୍ରୀମଣ ଅର୍ଥନୀତି ସୁଦୃଢ଼ ହେବ ବୋଲି…
Read More...

ଛତୁମଞ୍ଜି ଉତ୍ପାଦନ ପ୍ରଶିକ୍ଷଣ ଶିବିର

ପିପିଲି : ପୁରୀ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ସ୍ଥିତ କଳିଙ୍ଗ ଛତୁ ଉଦ୍ୟୋଗଠାରେ ଏକ ୪ଦିନିଆ ଛତୁମଞ୍ଜି ଉତ୍ପାଦନ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

କଳାହାଣ୍ଡିରେ ଡିଜିସିଏ ଦଳ : ଉତ୍କେଲା ଏୟାର ଷ୍ଟ୍ରିପରୁ ଯାତ୍ରୀବାହୀ ବିମାନ ଉଡାଣ

ଭବାନିପାଟଣା : କଳାହାଣ୍ଡି ଜିଲ୍ଲା ଉତ୍କେଲା ଏୟାର ଷ୍ଟ୍ରିପରୁ ଯାତ୍ରୀବାହୀ ବିମାନର ନିୟମିତ୍ତ ଉଡାଣ ନେଇ ସ୍ଥିତି ପରଖିବାକୁ ଶୁକ୍ରବାର ମଧ୍ୟାହ୍ନରେ ଡିଜିସିଏର ଏକ ୫ ଜଣିଆ ଦଳ ପହଞ୍ଚିଛନ୍ତି। ଏହି ଦଳ ଦିଲ୍ଲୀରୁ…
Read More...

ଶନିବାର କଟକରେ କଳାଧନ ସଂକ୍ରାନ୍ତ ଏସ୍‌ଆଇଟି ବୈଠକ

କଟକ : କଳାଧନ କାରବାର ରୋକିବା ସଂକ୍ରାନ୍ତ ଏସ୍‌ଆଇଟି ବୈଠକ ଆସନ୍ତାକାଲି ଶନିବାର କଟକରେ ଅନୁଷ୍ଠିତ ହେବ । ଦେଶରେ କଳାଧନ କାରବାରକୁ ରୋକିବା ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତ କମିଟି…
Read More...

ପଡ଼ିକାର୍ଡ଼ ଓ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା : ଭିକରେ ମେଣ୍ଟୁଛି ଭୋକ

ବଡ଼ମ୍ବା :  ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଉଥିବା ମାସିକ ସାମଗ୍ରୀ ପ୍ରଦାନ ହେଉ କି ପଡ଼ିକାର୍ଡ଼ ବଣ୍ଟନରେ ବିଭିନ୍ନ ପଞ୍ଚାୟତରେ ସମସ୍ୟା ଲାଗି ରହିଛି । ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା…
Read More...

ରାହୁଲଙ୍କ ମନ୍ତବ୍ୟ ଓ ଆଦାନୀ ପ୍ରସଙ୍ଗ ; ​୫ ଦିନ ଧରି ଅଚଳାବସ୍ଥା​

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହରେ ଶୁକ୍ରବାର ମଧ୍ୟ ହୋ ହାଲ୍ଲା ଲାଗି ରହିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଉଭୟ ରାଜ୍ୟସଭା ଓ…
Read More...

ନିଃସର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ

ଲହୋର : ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ  ନିଃସର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା…
Read More...

ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନତା ଅଭିଯାନ

କଣ୍ଟାବାଞ୍ଜି :  ତୁରେକେଲା ବ୍ଳକରେ କଣ୍ଟାବାଞ୍ଜି ବନାଞ୍ଚଳ ଓ ବଙ୍ଗୋମୁଣ୍ଡା ବନାଞ୍ଚଳର ମିଳିତ ଆନୁକୂଲ୍ୟରେ ବ୍ଳକ ସଭାଗୃହରେ ଜଙ୍ଗଲ ନିଆଁ ବିରୋଧରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ରେଞ୍ଜର…
Read More...

ଆଲୁଅ ତା’ର କି ମନୋହର, ଅନ୍ଧକାର ତା’ଠାରୁ ଭଲ

ଆଲୁଅ ତା’ର କି ମନୋହର, ଅନ୍ଧକାର ତା’ ଠାରୁ ଭଲ, ଜୀବନ ପଥେ ସକଳ ତା’ର, ଫିଟାଏ ନୂଆ ରାହାଟି , ଛୋଟ ମୋର ଗାଁ ଟି - କବି ସଚ୍ଚି ରାଉତରାୟଙ୍କ କାଳଜୟୀ କବିତାର ଏଇ କିୟଦଂଶ ପଢିଲେ ପାଠକ ମନରେ ଶିହରଣ ଜାଗେ ଓ କବି ଏଠାରେ…
Read More...

ବିକାଶର କୁହେଳିକା ସାଙ୍ଗେ ଅଭିବୃଦ୍ଧିର ପ୍ରହେଳିକା

ସାରା ବିଶ୍ୱ ସାମ୍ପ୍ରତିକ ପରିସ୍ଥିତିରେ ତିନୋଟି ସଂକଟ; ଅର୍ଥନୈତିକ ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନ ଓ କରୋନା ମହାମାରୀର ସମ୍ମୁଖୀନ ହୋଇଛି। ପଚିଶ ବର୍ଷର ଅମୃତ କାଳ ପରିକଳ୍ପନା କରି ଇଣ୍ଡିଆ ୭୫ରୁ ଇଣ୍ଡିଆ ୧୦୦କୁ…
Read More...

ପ୍ରତିନିଧିଙ୍କ ଭାଉକଷା

‘ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବେଭାର,’ ସଂସ୍କୃତରେ ଏ କଥାର ଏକ ପ୍ରତିଧ୍ବନ୍ୟାତ୍ମକ ଶ୍ଳୋକ ହେଲା, ‘ନ ହି ବନ୍ଧ୍ୟା ବିଜାନାତି ଗୁର୍ବୀ ପ୍ରସବବେଦନା।’ ସତରେ ବି ବନ୍ଧ୍ୟା କାହୁଁ ଜାଣିବ ପ୍ରସବ…
Read More...

ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ ହୋଇଥିବା ଗୁରୁବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ଉତ୍‌କ୍ଷେପଣ ସମୟରେ ଚନ୍ଦ୍ରଯାନ-୩କୁ ଯେଉଁ…
Read More...

ରାଜ୍ୟରେ ପୁଣି ଦୁଇ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ ଜଣ ଏଚ୩ଏନ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି। ଆରଏମ୍‌ଆରସି…
Read More...

ପଣ୍ଟିଂଙ୍କ କୀର୍ତ୍ତିମାନ ଭାଙ୍ଗିବା ଦ୍ବାରରେ କୋହଲି

ମୁମ୍ବଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛି ଘରୋଇ ଭାରତ। ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ବାରରେ ପହଞ୍ଚିଛନ୍ତି ଭାରତୀୟ…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ‘ଟାସ୍କଫୋର୍ସ’

ଭୁବ‌େ‌‌ନଶ୍ବର : ଚାଳକ ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏଥିରେ ପୁଲିସ ମହାନିର୍ଦେଶକ, ଉନ୍ନୟନ ଆୟୁକ୍ତ, ବାଣିଜ୍ୟ ଓ ପରିବହନ ବିଭାଗ…
Read More...

ଆଜି ବିବୃତି ରଖିବେ ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାର ପ୍ରଶ୍ନକାଳ ଗୁରୁବାର ସ୍ୱାଭାବିକ ଚାଲିଥିଲେ ହେଁ ଶୂନ୍ୟକାଳ କିନ୍ତୁ ଅଶାନ୍ତ ହୋଇପଡ଼ିଥିଲା। ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀ ଦଳର…
Read More...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ମୁମ୍ବଇ : ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ବିନା ରୋମାଞ୍ଚରେ ହୋଇଛି। ଘରୋଇ ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିବାରେ ସଫଳ ହୋଇଛି। କ୍ରିକେଟ୍‌ପ୍ରେମୀଙ୍କ ଦୃଷ୍ଟି ଏବେ ୩ ମ୍ୟାଚ୍‌ର ଦିନିକିଆ…
Read More...

ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ

ଭୁବନେଶ୍ବର : ସାରା ରାଜ୍ୟରେ ଚାଳକ ସଂଘର ଆନ୍ଦୋଳନ ଚାଲିଥିବାରୁ ରାଜ୍ୟ ବାହାରୁ କୌଣସି ଗାଡ଼ିମୋଟର ରାଜ୍ୟ ଭିତରକୁ ଆସୁନାହିଁ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଗୁଡ଼ିକରେ ହଜାର ହଜାର ସାମଗ୍ରୀ ପରିବହନ ଗାଡ଼ି ଠିଆ…
Read More...

ଯୁବକଙ୍କ ପେଟରୁ ବାହାରିଲା ୫୬ ବ୍ଲେଡ

ଜୟପୁର : ​ରାଜସ୍ଥାନର ସାନ୍‌ଚେର ଅନ୍ତର୍ଗତ ଦତ୍ତା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ପେଟରୁ ଡାକ୍ତର ଅ​ପରେସନ କରି ୫୬ଟି ବ୍ଲେଡ ବାହାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଯୁବକଜଣକ ରକ୍ତ ବାନ୍ତି କରିବାରୁ ତାଙ୍କୁ…
Read More...

ରୁକୁଣା ରଥ ଯାତ୍ରାକୁ ୧୨ଦିନ : ପହଞ୍ଚି ପାରିଲାନି କାଠ

ଭୁବନେଶ୍ୱର : ଏବର୍ଷ ରୁକୁଣାରଥ କାମ ଚିନ୍ତା ବଢ଼ାଇଲାଣି। ହାତରେ ଆଉ ମାତ୍ର ୧୨ ଦିନ। ଏତେବେଳକୁ ୪ ଚକର କାମ ସରି ଅଖ କାମ ହୋଇଥାନ୍ତା। ଏବେ କିନ୍ତୁ ଦୁଇ ଚକର ଅର ଓ ପହି କାମ ସରିଥିବା ବେଳେ ଆଉ ଦୁଇଟି ଚକର ପହି ବଦଳା…
Read More...

ଯନ୍ତ୍ରୀଙ୍କ ବଦଳି ହେଉ ; ନଚେତ୍ ବିଧାନସଭା ସମ୍ମୁଖରେ ଧାରଣା

ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଭଦ୍ରକ ଜିଲା ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ଏକ ଜରୁରୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ମକର୍ତ୍ତାମାନେ ସେମାନଙ୍କ ହାତକୁ…
Read More...

ଚାଳକ ସଂଘ ଆନ୍ଦୋଳନ ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଚାଳକ ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ(ଟ୍ୱିଟ୍) ଜରିଆରେ…
Read More...

ଶୁକ୍ରବାର ରାଶିଫଳ (୧୭.୦୩.୨୦୨୩)

ମେଷ :  କର୍ମକୁଶଳତା ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। କୃତୀ ପ୍ରତିଯୋଗୀଭାବେ ପୁରସ୍କୃତ ହେବେ। ବୃଷ : ଦୁଃସାହସିକ ପଦକ୍ଷେପ ନେଇ…
Read More...

ଭୋଗରାରେ ଦୋଳ ମେଳଣ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରାରେ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଠଦୋଳରେ ଗାଁରେ ବିମାନରୁଢ ପ୍ରଭୁ ଦଧିବାମନ, ବାବା ସପ୍ନେଶ୍ୱର, ବାଲୁଙ୍କେଶ୍ୱର,ରାଧାକୃଷ୍ଣଙ୍କୁ ପରମ୍ପରା ମୁତାବକ…
Read More...

ଦନ୍ତାହାତୀର ଉତ୍ପାତ ; ଭାଙ୍ଗିଲା ଘରର କାନ୍ଥ ,ଖାଇଲା ଧାନ, ପନିପରିବା

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଗୋବରା ପଞ୍ଚାୟତର ରାଜବଲ୍ଲଭପୁର, ଗୁରୁଡିଝାଟିଆ ପଞ୍ଚାୟତର ସାଉରିଆ ଓ ଡେରା ଆଦି ଗାଁରେ ହାତୀ ଉପଦ୍ରବ ବଢିଚାଲିଛି। କପିଳାସ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ୧୦ଟିକିଆ…
Read More...

ପ୍ରଶାସନିକ ଅବହେଳା ପାଇଁ ଆଗକୁ ବଢିପାରୁନି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ

ଗୁରୁଡିଝାଟିଆ :  ଆଠଗଡ ବ୍ଲକ ଅନନ୍ତପୁର ପଞ୍ଚାୟତର ବ୍ରହ୍ମପୁର ଏକ ସଂସ୍କୃତିସଂପନ୍ନ ଓ ଭାଇଚାରାର ଗାଁ । ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭରଶୀଳ । ପଞ୍ଚାୟତର ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ କଲ୍ୟାଣ…
Read More...

ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ତଦାରଖ କଲେ ବିଜେଡ଼ି ପ୍ରତିନିଧି

କଣ୍ଟାବାଞ୍ଜି : ଛଅ କୋଟି ଟଙ୍କା ବ୍ୟୟରେ କଣ୍ଟାବାଞ୍ଜିରେ ଏକ ଇଣ୍ଡୋର ଷ୍ଟାଡିୟମ୍ ପାଇଁ ନିର୍ମାଣ କାର୍ଯ୍ୟ ବିଜେଡିର ଏକ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ବିଜେଡି ନଗର ସଭାପତି ଦେବାର ବାରିକ, ଯୁବ ସଭାପତି ବିଶାଳ…
Read More...

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ତିଗିରିଆ :  ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ଗ୍ରାମରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତିଗିରିଆ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଗତ ୧୪ ତାରିଖ ବିଳମ୍ବିତ…
Read More...

ତହସିଲଦାରଙ୍କ ପୋପରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

ତିଗିରିଆ :  ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ ଗୁରୁବାର ଅଚାନକ ବ୍ଲକର ପାଞ୍ଚଗାଁ ପଞ୍ଚାୟତର ନୂଆସଡକ ଠାରେ ଥୁବା ପୋପରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରେଣୀଗୃହ, ରୋଷେଇଶାଳ, ଖାଦ୍ୟର…
Read More...

‘ଆମ ଜଙ୍ଗଲ ଯୋଜନା’ ଉପଦେଷ୍ଟାଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ମଙ୍ଗଳବାର ଓ ବୁଧବାର ଦୁଇଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ବନ ସୁରକ୍ଷା ସମିତି ଓ ସେମାନଙ୍କୁ ହସ୍ତାନ୍ତରିତ ଜଙ୍ଗଲ…
Read More...

ଲାଖ ଶିଳ୍ପ ସାମଗ୍ରୀର ବିବିଧକରଣ ସମ୍ପର୍କିିତ ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏସସି/ଏସଟି ଆରଟିଆଇ ପକ୍ଷରୁ ଓମ୍ବାଡ଼ିସି ସହାୟତାରେ ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ବିଲ୍ଲା ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ…
Read More...

ବିଜେପିକୁ ସଭା କରାଇ ଦେଲେନି ଶାସକ ଦଳ କର୍ମୀ

ଆଠଗଡ : ଆଠଗଡ ବ୍ଲକର ଧୁରୁଷିଆ ପଞ୍ଚାୟତ ଅଧିନ ଭୁଇଁବରେଇ ଗ୍ରାମରେ ବୁଧବାର ବିଜେପିର ଏକ ସାଂଗଠନିକ ସଭା ଚାଲିଥିବାବେଳେ ଶାସକ ଦଳର କେତେକ କର୍ମୀ ସେଠାରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ସେଠାରେ ସଭା…
Read More...

ଶୁକ୍ରବାର ବିଜେଡିର ମହିଳା ଦିବସ ସମାବେଶ

ଆଠଗଡ :  ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ତାରିଖରେ ପାଳିତ ହୋଇଥିବାବେଳେ ସେଦିନ ହୋଲିଉତ୍ସବ ଥିବାରୁ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଏହାକୁ ଶୁକ୍ରବାର (ଆସନ୍ତାକାଲି) ପାଳନ କରାଯିବ ବୋଲି ମହିଳା ବିଜେଡି ପକ୍ଷରୁ…
Read More...

ଆମ ଦରମା ବଢ଼ାଅ

ଭୁବନେଶ୍ୱର : ‘ଆମ ଦରମା ବଢ଼ାଅ । ଦିଲ୍ଲୀ ବିଧାୟକଙ୍କ ଦରମା ୬୬ପ୍ରତିଶତ ବଢ଼ିଛି ; ଆମେ ୧ ଲକ୍ଷ ଟଙ୍କା ବି ପାଉନୁ। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟୁଛି । ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତେଣୁ…
Read More...

ଦଶମ ଶ୍ରେଣୀ ପରୀକ୍ଷା : ପ୍ରଶ୍ନପତ୍ର ପ୍ରେରଣ ସମୟ ବଦଳିଲା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାରେ କପି(ନକଲ) ରୋକିବାକୁ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୬ଟା୩୦ ପରେ ନୋଡାଲ…
Read More...

୧୨ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବୁଧବାର ସକାଳୁ ପାଗ ମୁଖ୍ୟତଃ ମେଘୁଆ ରହିଥିବାବେଳେ ସକାଳ ୮ଟା ବେଳକୁ ବାଲେଶ୍ବର, କେନ୍ଦୁଝର ଏବଂ ଭୁବନେଶ୍ବରରେ ଝିପିଝିପି ବର୍ଷା ହୋଇଛି। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହୋଇଥିବା ନଜରକୁ ଆସିଛି।…
Read More...

ଉତ୍ତର ଘୁମୁସରରେ ପୁଣି ହାତୀ ମୃତ

ଭଞ୍ଜନଗର : ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଥିବାରୁ ଉତ୍ତର ଘୁମୁସର ବନଖଣ୍ଡରୁ ହାତୀବଂଶ ଲୋପ ପାଇବା ଭଳି ସ୍ଥିତି ସୃଷ୍ଟି ହୋଇଛି। ୮ ମାସ ମଧ୍ୟରେ ୭ଟି ହାତୀର ମୃତ୍ୟୁ ଘଟଣା ବିଭାଗୀୟ କର୍ମଚାରୀଙ୍କୁ ବିବ୍ରତ କରି…
Read More...

ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ : ଆମେରିକା

ନ୍ୟୁୟର୍କ : ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ। ଆମେରିକା ପକ୍ଷରୁ ଗୃହୀତ ଦ୍ୱିପାକ୍ଷିକ ପ୍ରସ୍ତାବରେ ମ୍ୟାକ୍‌‌ମୋହନ ଲାଇନକୁ ଅରୁଣାଚଳ ପ୍ରଦେଶ ଏବଂ ଚୀନ ମଧ୍ୟରେ ଆନ୍ତର୍ଜାତିକ ସୀମା ଭାବରେ ସ୍ୱୀକୃତି…
Read More...

ଦୋକାନ ଭିତରେ ପଶିଲା ଟ୍ରକ

ସମ୍ବଲପୁର  : ସମ୍ବଲପୁରର ଅଇଁଠାପାଲି ଥାନା ସମ୍ମୁଖରେ ଥିବା ଏକ ମୋଟରଯାନ ସ୍ପେୟାର ପାର୍ଟ୍ସ ଦୋକାନକୁ ଏକ ମାଲବାହୀ ଟ୍ରକ ପଶିଯାଇଛି । ଝାରସୁଗୁଡା ପଟରୁ ସମ୍ବଲପୁରକୁ ଆସୁଥିବା ଏକ ମାଲବାହୀ ଟ୍ରକ ଅଚାନକ ଭାରସାମ୍ୟ…
Read More...

୨୦୨୩-୨୪ରୁ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ : ନିତିନ ଗଡ଼କରି

ନୂଆଦିଲ୍ଲୀ : ୨୦୨୩-୨୪ ବର୍ଷରେ ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟସଭାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରି ସୂଚନା ଦେଇଛନ୍ତି। ସାଂସଦ ଡ଼ ସସ୍ମିତ ପାତ୍ରଙ୍କ…
Read More...

ଧର୍ମପ୍ରାଣ ମହିଳାଙ୍କ ପରାଲୋକ

ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ତଳକୁସୁମା ନିବାସୀ ମନୋରମା ଦେବୀଙ୍କର ୭୩ ବର୍ଷ ବୟସରେ ସ୍ଥାନୀୟ ରଘୁନାଥପୁରସ୍ଥିତ ନିଜ ବାସଭବନରେ ମଙ୍ଗଳବାର ପରଲୋକ ଘଟିଛି । ସେ ଗତ କିଛି ମାସ ହେବ ଯକୃତ ଜନିତ ରୋଗରେ…
Read More...

ପ୍ରଥମ ଦିନିକିଆ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦିନିକିଆ ଦଳର କିଛି ସଦସ୍ୟ ମଙ୍ଗଳବାର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ…
Read More...

ସଡନଡେଥ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଉରକେଲା : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୨-୨୩ ସଂସ୍କରଣର ଭାରତ ଘରୋଇ ଅଭିଯାନ ଶେଷକରିଛି। ବୁଧବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ପେନାଲ୍‌ଟି ସୁଟ୍‌ଆଉଟ୍‌ ସଡନଡେଥ୍‌ ୨-୨…
Read More...

ରାହୁଲ କ୍ଷମା ମାଗିବେ ନାହିଁ : ଖଡଗେ

ନୂଆଦିଲ୍ଲୀ : ଲଣ୍ଡନରେ ଭାରତର ଗଣତନ୍ତ୍ର ସମ୍ପର୍କରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ଖଡଗେ କହିଛନ୍ତି ଯେ…
Read More...

ଇମ୍ରାନଙ୍କୁ ସାମୟିକ ଆଶ୍ବସ୍ତି : ଗିରଫ ଉପରେ ଲାହୋର ହାଇକୋର୍ଟଙ୍କ ରହିତାଦେଶ

ଲାହୋର : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ ଭୟରୁ ସାମୟିକ ଆଶ୍ବସ୍ତି ମିଳିଛି। ତୋଷଖାନା ଦୁର୍ନୀତି ମାମଲାରେ ପୁଲିସ ଇମ୍ରାନଙ୍କୁ ଗିରଫ ପାଇଁ ଜଗି ବସିଥିବାବେଳେ ଲାହୋର ହାଇକୋର୍ଟ ଏଥିରେ…
Read More...

ବାଇକ ଚାଳକଙ୍କୁ ଲୁଟ ଘଟଣାରେ ୩ ଗିରଫ

ସମ୍ବଲପୁର : ସମ୍ବଲପୁରର ଧନୁପାଲି ଥାନା ଅର୍ନ୍ତଗତ ଖଣ୍ଡୁଆଳ ଛକ ଦେଇ ଯାଉଥିବା ଜଣେ ବାଇକ ଚାଳକ ବିନୋଦ ବିହାରୀ ସାହୁଙ୍କୁ ମଙ୍ଗଳବାର ରାତ୍ରିରେ ୩ ଜଣ ଯୁବକ ଛୁରୀ ଦେଖାଇ ମୋବାଇଲ ଓ ୩୨ ଶହ ଟଙ୍କା ଲୁଟ କରି ନେଇଥିଲେ। ଏ…
Read More...