www.samajalive.in
Monday, December 15, 2025
17.1 C
Bhubaneswar

ପାଗଳ କୁକୁର କାମୁଡ଼ାରେ ୭ଜଣ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାରରେ ରବିବାର ପାଗଳ କୁକୁର କାମୁଡ଼ାରେ ୪ମହିଳାଙ୍କ ସମେତ ୩ଜଣ ପୁରୁଷଙ୍କୁ ମିଶାଇ ୭ଜଣ ଗୁରୁତର ଆହତ  ହୋଇଛନ୍ତି। ସୂଚନା ଅନୁସାରେ ରବିବାର ସକାଳେ ଏକ ପାଗଳ କୁକୁର ପୁରୁଣା କଟକ ବଜାରର ମାନସ ସାହୁ ୨୨, ପବିତ୍ର ସାହୁ ୪୫, ଶୋଭାଗିନୀ  ଅମାତ୭୦, ଅମ୍ବି ନାଏକ ୩୫, ଉଜ୍ଜୁଳା ଚିନାର ୬୧, ତପନ ମୁଦୁଲି ୨୫, ଏବଂ ରାଜିଙ୍ଗ ଗ୍ରାମର ଅଞ୍ଜଳି ବଗର୍ତ୍ତି ୩୭ଙ୍କୁ ଗୋଡେଇ ଗୋଡେଇ କାମୁଡି ଥିଲା।ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସମସ୍ତଙ୍କ ଦେହରେ ଦୁଇରୁ ତିନୋଟି କ୍ଷତ ଚିହ୍ନ ଥିବା ସୂଚନା ମିଳିଛି । କୁକୁର କାମୁଡା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories