ଗୁରୁବାର ରାଶିଫଳ (୧୬.୦୩.୨୦୨୩)

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ :…
Read More...

ଓଡିଶା ସାଂସ୍କୃତିକ ସମାଜରେ ଖାଉଟି ସୁରକ୍ଷା ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସମ୍ମିଳନୀ କକ୍ଷରେ ଖାଉଟି ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ଡ୍ରାଇଭର ମହାସଂଘର ଧର୍ମଘଟ : ଜାତୀୟ ରାଜପଥରେ ଗାଡି ଗୁଡିକର ଲମ୍ବା ଧାଡି

ସମ୍ବଲପୁର : ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ବୁଧବାର ସାରା ରାଜ୍ୟରେ ଚକଅଖ ଜାମ୍ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଠାରେ ଜିଲା ମହାସଂଘର ଶାଖା ତରଫରୁ ସମ୍ବଲପୁର ଦେଇ…
Read More...

୬୦ କିଗ୍ରା ଗଞ୍ଜେଇ ଜବତ, ଗ୍ରାମରକ୍ଷୀ ଗିରଫ

ଫୁଲବାଣୀ :  ଫୁଲବାଣୀ  ଅବକାରୀ ବିଭାଗ  ମୋବାଇଲ ଟିମ୍ ବୁଧବାର ଦିନ ପାଟ୍ରୋଲିଂ କରୁଥିବା ବେଳେ ଲଦଡି ଛକରେ ଚଢଉ କରି ଜଣେ ବ୍ୟକ୍ତିଙ୍କ ଠାରୁ ୬୦କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ  ଫିରିଙ୍ଗିଆ ଥାନା…
Read More...

ସମ୍ବଲପୁର ରେଳ ମଣ୍ଡଳରେ ଶତ ପ୍ରତିଶତ ବିଦ୍ୟୁତକରଣ : ସଞ୍ଚୟ ହେବ ୧୪୮ କୋଟି ଟଙ୍କା

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ଶତ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିଶ୍ୱ ରେଳବାଇରେ ସବୁଠାରୁ ବଡ ସବୁଜ ରେଳବାଇ ହେବା ପାଇଁ ଭାରତୀୟ ରେଳବାଇ ମିଶନ ମୋଡରେ…
Read More...

୭ଟି ଚୋରି ମଟର ସାଇକେଲ ଉଦ୍ଧାର : ୨ ଗିରଫ

ସମ୍ବଲପୁର : ବିଗତ କିଛି ଦିନ ହେବ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମୋଟର ସାଇକେଲ ଚୋରି ଘଟଣା ଅଚାନକ ବୃଦ୍ଧି ପାଇଛି । ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଅଦାତଲ ପରିସରରୁ ୨ଟି ମୋଟର ସାଇକେଲ ସମେତ ବିଭିନ୍ନ ଥାନା…
Read More...

ଅତାବିରା ଏନ୍ଏସି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଏନ୍ଏସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ବୁଧବାର ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଦଳ ପ୍ରାର୍ଥୀମାନେ…
Read More...

ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ 

ନରସିଂହପୁର : ଓଡିଶା ଡ୍ରାଇଭର ମହାସଂଘର ୧୦ ଦଫା ଦାବିନେଇ ଦେଇଥିବା ବନ୍ଦ ଡାକରାରେ ନରସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ରାସ୍ତା ଉପରେ ବସି ରହିଛନ୍ତି । ସ୍ଥାନୀୟ ଓଡିଶା ଡ୍ରାଇଭର…
Read More...

ସୀମା ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ବରିଷ୍ଠ ଅଧିକାରୀ ମାନେ ବୁଧବାର ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।…
Read More...

ଓଡ଼ିଶା ବୃତ୍ତି ସେବା ପଞ୍ଜୀକରଣରେ ବିଭ୍ରାଟ : ସର୍ଭର ଡାଉନ୍,ଲକ୍ଷ ଲକ୍ଷ ବେକାର ପଞ୍ଜୀକରଣରୁ ବଞ୍ଚିତ

ଭୁବ‌େ‌‌ନଶ୍ବର : ଓଡ଼ିଶା ବୃତ୍ତି ସେବା ପଞ୍ଜୀକରଣରେ ଗୁରୁତର ବିଭ୍ରାଟ ଦେଖାଦେଇଛି । ସର୍ଭର ଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ବେକାର ଯୁବକ-ଯୁବତୀ ଓଡ଼ିଶା ବୃତ୍ତି ସେବା ବିଭାଗର ଅନଲାଇନ(ପ୍ରତ୍ୟକ୍ଷ ସେବା ବ୍ୟବସ୍ଥା)…
Read More...

ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ମହାବୀର ଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ପାଳନ ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଗ୍ରାମ ପଞ୍ଚାୟତ ପରିସରରେ ଗତ ୨ ଦିନ ଧରି ଚାଲିଥିବା ମାଗଣା ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ଜେଏସଡବ୍ଲ୍ୟୁ  ଓ ରେଙ୍ଗାଲି ପଞ୍ଚାୟତର ମିଳିତ…
Read More...

ଛଅଗାଁରେ ଲଉଡି ଉତ୍ସବ

ଗୁରୁଡିଝାଟିଆ : ନବେଢାର ଛଅଗାଁ ଯାଦବ ସମାଜ ଆନୁକୂଲ୍ୟରେ ଲଉଡି ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ସର୍ବଭାରତୀୟ ଯାଦବ ସଭାର ସଂପାଦକ ଇଂ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶ,ସମାଜ ଓ ଗାଁରେ…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ପାଲା ମାଧ୍ୟମରେ ସଚେତନତା

ଗୁରୁଡିଝାଟିଆ:  ଜଳୁଛି ଜଙ୍ଗଲ । ବନ୍ୟପ୍ରାଣୀ ବିପଦରେ ।ଜଙ୍ଗଲ ଜଳିବା କ୍ଷେତ୍ରରେ ସାରା ଦେଶରେ ଓଡିଶା ପ୍ରଥମ। ଏଥିରୁ ବାଦ ପଡିନି ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ । କିଛି ଦିନ ତଳେ ସୁବାସୀ ସଂରକ୍ଷିତ ଜଙ୍ଗଲ…
Read More...

ଜର୍ମାନୀକୁ ୬-୩ରେ ହରାଇ ଭାରତ ଶୀର୍ଷରେ

ରାଉରକେଲା : ଓଡ଼ିଶାରେ ଗତ ବିଶ୍ବକପ୍‌ର ନିରାଶା ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୨-୨୩ରେ ଭୁଲାଇ ଦେଇଛି ଭାରତୀୟ ପୁରୁଷ ହକି ଦଳ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ପ୍ରୋ…
Read More...

ମୟୂରଭଞ୍ଜରେ ହାତୀ-ମଣିଷ ଲଢ଼େଇ : ୮ ବର୍ଷରେ ଶତାଧିକ ମୃତ

ବାରିପଦା : ରାଜ୍ୟର ସର୍ବ ବୃହତ୍‌‌ ଜିଲା ମୟୂରଭଞ୍ଜରେ ପରିବ୍ୟାପ୍ତ ବିଶାଳ ଶିମିଳିପାଳ ବନାଞ୍ଚଳରେ ଅନ୍ୟ ଜଙ୍ଗଲ ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ। ଏହି ହାତୀ ଏବେ ବର୍ଷ ସାରା ଜନବସତିମୁହାଁ ହେଉଛନ୍ତି। ସେହିପରି…
Read More...

ମଙ୍ଗଳବାର ରାଶିଫଳ (୧୪.୦୩.୨୦୨୩)

ମେଷ : ଧାର୍ମିକ ସମାବେଶରେ ଅରୁଚି ଓ ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅନାଦର ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସତର୍କରେ ଚଳିବାକୁ ପଡ଼ିବ। ବୃଷ : ଧାର୍ମିକ ଚେତନାରେ ସାମାଜିକ…
Read More...

‘ଲକ୍ଷଣ ଥିଲେ କରୋନା ପରୀକ୍ଷା କର’

ଭୁବନେଶ୍ୱର : ରାଜ୍ୟରେ ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଭୟ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା-ଏ…
Read More...

୪୦ ଲକ୍ଷ ଟଙ୍କାର କଫ ସିରପ ଜବତ, ୪୦ ଗିରଫ

ବଲାଙ୍ଗିର/ପଦ୍ମପୁର : ବେଆଇନ କଫ ସିରପ କାରବାର ଧରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି। ବଲାଙ୍ଗୀର ପୁଲିସ ସୋମବାର ୩୫ଲକ୍ଷ ଟଙ୍କାର କଫ ସିରପ୍‌ ସହ ବନ୍ଧୁକ, ୪ଟି ଗାଡି, ଖଣ୍ଡା, ମୋବାଇଲ୍‌, ସୁନାଗହଣା ଓ ଟଙ୍କା ଜବତ…
Read More...

ପୂରଣ ହେବ ୫୧,୫୩୫ ଶିକ୍ଷକ ପଦ

ଭୁବ‌େ‌‌ନଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବ୍ୟୟ ଅଟକଳ ୨୨,୫୨୭.୮୦ କୋଟି ଟଙ୍କା ରହିଛି। ଯାହା ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ। ଚଳିତ ଆର୍ଥିକ ବର୍ଷରେ…
Read More...

ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା ; ଋଣ ତୁଳନାରେ ଆୟ ୫ଗୁଣରୁ ଅଧିକ

ଭୁବନେଶ୍ୱର : ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧,୨୮,୮୭୩ ଟଙ୍କା ଥିଲା। ତେବେ ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ଟଙ୍କା ଥିବାବେଳେ ମୁଣ୍ଡ…
Read More...

୫-ଟିକୁ ନେଇ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ୱର : ବିଧାନସଭାରେ ସୋମବାର ୫ଟି ପ୍ରସଙ୍ଗକୁ ନେଇ ବିରୋଧୀ-ଶାସକଙ୍କ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ୫-ଟି କ’ଣ ବୁଝାପଡୁନି, ଯଦି ଏହା ଏକ ବିଭାଗ ତେବେ କେଉଁଠି ଅଛି। ଯଦି ଏଥିପାଇଁ ସ୍ୱତନ୍ତ୍ର ବିଭାଗ…
Read More...

୪ର୍ଥ ଟେଷ୍ଟ ଅମୀମାଂସିତ ; ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ନିର୍ଜୀବ ପିଚ୍‌ ହିଁ ଶେଷରେ ନିର୍ଣ୍ଣାୟକ ହୋଇଛି। ସୋମବାର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ର ଅନ୍ତିମ ଦିନରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍‌ ଓ ମାର୍ନସ ଲାବୁସେନ୍‌…
Read More...

ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପର୍କ

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ବିପାକ୍ଷିକ ସମ୍ପର୍କକୁ ତିକ୍ତ କରିଛି…
Read More...

ରାହୁଲଙ୍କ ମନ୍ତବ୍ୟକୁ ନେଇ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ବିଶୃଙ୍ଖଳା ଦେଖାଯାଇଛି। ବିଶୃଙ୍ଖଳା ଯୋଗୁଁ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଆଜିର…
Read More...

ଇମ୍ରାନଙ୍କ ବିରୋଧରେ ଗିରଫ ପରୱାନା

ଇସଲାମାବାଦ୍‌ : ​ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିମନ୍ତେ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଇସଲାମାବାଦ୍‌ ଜିଲା ଓ ଦୌରା ଜଜ୍‌ଙ୍କ ତରଫରୁ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ…
Read More...

ପାଟଣା ବ୍ଲକ ସରପଞ୍ଚ ସଙ୍ଘର ବୈଠକ, ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ସଭାଗୃହରେ ପାଟଣା ବ୍ଲକ ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ତଥା ଡୁମୁରିଆ ପଞ୍ଚାୟତର ସରପଞ୍ଚ ଗୌରହରୀ ନାଏକଙ୍କ ନେତୃତ୍ୱରେ…
Read More...

ଫୁଲବାଣୀ ଲେଖକ ସାମ୍ମୁଖ୍ୟ ପୁସ୍ତକ ମେଳା ଉଦଯାପିତ

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଦଶଦିନ ବ୍ୟାପୀ ଚାଲିଥିବା ୪୨ ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ…
Read More...

ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉଛି ଅଭିଯୋଗ ଶୁଣାଣି ଶିବିର !

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନର ଅବହେଳା ଓ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ଦିଆ ନଯିବା କାରଣରୁ  ବ୍ଳକସ୍ତରୀୟ  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଧିକାରୀଙ୍କ ଉପସ୍ଥିତି ଅଧିକ…
Read More...

ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜ୍ଞାନ ଓ ଅକ୍ଷର ଜ୍ଞାନ ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ତିଗିରିଆ : ପ୍ରଥମରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ କିଭଳି ସଂଖ୍ୟା ଜ୍ଞାନ ଓ ଅକ୍ଷର ଜ୍ଞାନ ସଠିକ ଭାବେ ଆହରଣ କରିବେ ଏବଂ ଏହାର ସୁବିନିଯୋଗ କରିପାରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି…
Read More...

ଭାଗିରଥି ନନ୍ଦ ସେରିଫେଡ୍ ସଭାପତି ଭାବେ ନିର୍ବାଚିତ

ତିଗିରିଆ :  ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ)ର ସଭାପତି ଭାବରେ  ଭାଗିରଥି ନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ନନ୍ଦ ପୂର୍ବରୁ ତିଗିରିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ…
Read More...

ଓଡ଼ିଶାରେ ବନାଗ୍ନି ସମସ୍ୟା : ଭୂପେନ୍ଦ୍ର ଯାଦବଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ  ସାକ୍ଷାକ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
Read More...

ଅର୍ଶଳାରେ ପ୍ରସ୍ତାବିତ ମଦ ଦୋକାନକୁ ମୁସଲମାନ ସମ୍ପ୍ରଦାୟର ବିରୋଧ

କେନ୍ଦୁଝରଗଡ :  ଯୋଡା ବ୍ଲକ ଅଧିନ ରୋଇଡା ଠାରେ କାର୍ଯ୍ୟକ୍ଷମ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ଝୁମ୍ପୁରା ବ୍ଲକ ଅର୍ଶଳାରେ ପ୍ରସ୍ତାବିତ ନୂତନ ମଦ ଦୋକାନ ଖୋଲିବାକୁ ଜିଲା ଅବକାରୀ ବିଭାଗ ପକ୍ଷରୁ ପଞ୍ଚାୟତକୁ ଚିଠି…
Read More...

ବନ୍ଧାପଥର ୫-ଟି ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ସୋମବାର ହରଭଙ୍ଗା ବ୍ଲକ ଅର୍ନ୍ତଗତ ବନ୍ଧାପଥର ୫-ଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ…
Read More...

ଭୈରବୀ ଡିଗ୍ରୀକଲେଜ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢିବା ପାଠ ପଢାଇଲେ ଜିଲ୍ଲାପାଳ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକସ୍ଥିତ ଭୈରବୀ ଡିଗ୍ରୀକଲେଜରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ‘ମାଇଁ ହାପିନେସ୍-ମାଇଁ କ୍ୟାରିୟର’ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ…
Read More...

ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ; ଅଢେଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକର କଂରଜକଟା ପଂଚାୟତ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ଅଂଚଳରୁ ୧୨୮ଟି ଅଭିଯୋଗର ପଞିକରଣ…
Read More...

ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ : ୬ଗୋରୁ ଜୀବନ୍ତ ଦଗ୍ଧ, ୧୯ ଆହତ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ତଳଗଡ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ରବିବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କ ଗୁହାଳରେ ନିଆଁ ଲଗାଇଦେବାରୁ ୬ଗୋରୁ ଜୀବନ୍ତ ଦଗ୍ଧ…
Read More...

ଶାନ୍ତିଶୃଙ୍ଖଳାରେ ଶେଷ ହେଲା ପ୍ରସିଦ୍ଧ ପଞ୍ଚୁଦୋଳ ଓ ହୋଲି

ଆଠଗଡ :  ଆଠଗଡ ଗଡଜାତର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ ଗଣପର୍ବ ପଞ୍ଚୁଦୋଳ ମେଲଣ ଓ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସ ଏବଂ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ପ୍ରଭୁ ଶ୍ରୀ ରାଧାଗୋବିନ୍ଦଙ୍କର ନିମନ୍ତ୍ରଣ…
Read More...

ଇତିହାସ ରଚିଲା ଭାରତ : ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ ଓ ‘ଅରଆରଆର’ ର ନାଟୁ ନାଟୁ…କୁ ଓସ୍କାର

ଲସଏଞ୍ଜେଲସ : ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ଭାରତ ୨୦୨୩ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି। ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର…
Read More...

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବାକୁ ଦାବି

ନୂଆଦିଲ୍ଲୀ : ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ଲାଗି କେତେକ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ଙ୍କ ନିକଟରେ ଦାବି କରିଛନ୍ତି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା…
Read More...

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ…
Read More...

ହଟିବ ଲିଜ୍‌ ; ମିଳିବ ପଟ୍ଟା

ଭୁବନେଶ୍ୱର : ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ (ଡିଏ) ଏବଂ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି…
Read More...

କୋହଲିଙ୍କ ଶତକ ଭାରତକୁ ବିଜୟ ଆଶା ଦେଲା

ଅହମ୍ମଦାବାଦ : ଟେଷ୍ଟ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଶତକର ମରୁଡ଼ି ଉଭେଇ ଯାଇଛି। ବିରାଟଙ୍କ ଶତକ ଓ ଅକ୍ଷର ପଟେଲଙ୍କ ୭୯ ରନ୍‌ର ଇନିଂସ ଚଳିତ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଭାରତର ବିଜୟ ଆଶା ଜାଗ୍ରତ କରିଛି।…
Read More...

ଏକାଠି ହେଲେ ବଡ଼ମ୍ବା-ନରସିଂହପୁର ପୁରୁଖା ବିଜେପି ନେତୃବର୍ଗ

ବଡ଼ମ୍ବା :  ଆଗାମୀ ନିର୍ବାଚନକୁ ଆଖିରେ ରଖି ରାଜନୀତି ପାଣିପାଗରେ ଧୀରେଧୀରେ ଉଷ୍ମତା ପରିଲକ୍ଷିତ ହେଉଛି । ଗତ ୯୦ଦଶକରୁ ବଡ଼ମ୍ବା ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ(ବିଜେଡି)ର ଦୁର୍ଗହୋଇ ରହିଛି । ହେଲେ ପ୍ରମୁଖ…
Read More...

ସୋମବାର ରାଶିଫଳ (୧୩.୦୩.୨୦୨୩)

ମେଷ : ଧୈର୍ଯ୍ୟର ସହ ସାହସ ସଞ୍ଚୟ କରି ଆଶୁ ବିପଦ୍‌ଜନକ ପରିସ୍ଥିତିର ମୁକାବିଲା କରିପାରନ୍ତି। ପାରିବାରିକ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ ଆଜି। ବୃଷ :…
Read More...

କଂଗ୍ରେସରୁ କିରନ ରେଡ୍ଡିଙ୍କ ଇସ୍ତଫା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରନ କୁମାର ରେଡ୍ଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି…
Read More...

ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ନିବେଦନ ; ମହିଳାଙ୍କ ସମ୍ମାନ, ସୁରକ୍ଷା ପ୍ରତି ସମ୍ବେଦନଶୀଳ ହୁଅ

ନୂଆଦିଲ୍ଲୀ : ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଗଣମାଧ୍ୟମ ସଂସ୍ଥାଗୁଡିକୁ ନିବେଦନ କରିଛନ୍ତି। ନବଭାରତ ଟାଇମ୍ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ…
Read More...

ହରିରାଜପୁରର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମିଲା

ପିପିଲି : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ରବିବାର ମଧ୍ୟରାତ୍ରରୁ ବିପୁଳ ଜନସମାଗମ ମଧ୍ୟରେ ଆରମ୍ଭ ହୋଇଛି । ରାତି ତମାମ୍‌ ବିଭିନ୍ନ ପ୍ରକାର ଆତସବାଜିରେ ସମଗ୍ର ମେଳଣ ପଡିଆ କମ୍ପି ଉଠିଥିବା…
Read More...

ବନାଗ୍ନି ତାପ ସହି ନପାରି ଗୋପାଳପୁର ଗାଁ ମୁହାଁ ଦନ୍ତା

ବଡ଼ମ୍ବା :  ବଡ଼ମ୍ବା ବନାଞ୍ଚଳରେ ପୁଣି ହାତୀକୁ ନେଇ ସମସ୍ୟା । ଏବେ ଜଙ୍ଗଲପୋଡ଼ି ବନାଗ୍ନିକୁ ନେଇ ନାନା ବନ୍ୟଜନ୍ତୁଙ୍କ ସମେତ ହାତୀପଲ କଲବଲ । ଏହି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ସନ୍ନିକଟ ଜଙ୍ଗଲରେ ବନାଗ୍ନିର ତାଉ…
Read More...

କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତି ପ୍ରସ୍ତର ସ୍ଥାପନ…
Read More...

ଅବକାରୀ ଚଢାଉ : ୩ହଜାର ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲର ଝରଣାକୂଳ ଓ କଅଁସର ଓ ଡାଳୁଆ ଆଦି ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ପାଲଟିଛି ଚୋରା ଦେଶୀମଦ ରନ୍ଧନର ଏନ୍ତୁଡିଶାଳ। ଦୂଷିତ ପାଣି , ପୋଚ ଆଦି ପିଇ…
Read More...

୧୩୨/୩୩ କେଭି ବିକଳ୍ପ ବିଦ୍ୟୁତ ସଂଯୋଗର ଶୁଭ ଉଦଘାଟନ

ଗୁରୁଡିଝାଟିଆ :  ନଦୀକୂଳ ଓ ନଅବେଢା ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଚୌଦ୍ୱାର ଗ୍ରୀଡରୁ ସଂଯୋଗ ବିଦ୍ୟୁତ ସରବରାହ ଅଧିକାଂଶ ସମୟରେ ବ୍ୟାଘାତ ହେବା ସହ ୧୦ ରୁ ୧୨ଘଣ୍ଟା ଲେଖାଏଁ ବିଦ୍ୟୁତ ରହୁନଥିଲା । ଏହି…
Read More...

କେନ୍ଦୁଝର ଜିଲା ରାଜସ୍ୱ ଅମଲା ସଂଘର ସମ୍ମିଳନୀ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ରାଜସ୍ୱ ଅମଲା ସଂଘର ଚତୁର୍ଥ ତ୍ରୟୋବାର୍ଷିକୀ ଜିଲା ସମ୍ମିଳନୀ ରବିବାର ଦରବାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ମହମ୍ମଦ ଅଲ୍ଲୀ ଜିନ୍‌ହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଅବହେଳିତ କେନ୍ଦୁଝର ଷ୍ଟାଡିୟମ ; ପ୍ରଶାସନର ନଜର ପଡିବ କେବେ ?

କେନ୍ଦୁଝରଗଡ : ଜିଲାର କ୍ରୀଡା ପ୍ରତିଭା ଚିହ୍ନଟ କରିବା ସହ ଜାତୀୟ ଓ ଆର୍ନ୍ତଜାତୀୟସ୍ତରର ଖେଳାଳୀ ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇଥିବା କେନ୍ଦୁଝର ଷ୍ଟାଡିୟମ ଅବହେଳିତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି ।…
Read More...

ଆଦିମ ଜନଜାତି ପାଉଡି ଭୂୟାଁ ତାଲିମ ଶିବିର

କେନ୍ଦୁଝରଗଡ : ପାରମ୍ପରିକ ପାଉଡି ଭୂୟାଁ ମହାସଭା (ଡେରଙ୍ଗ ପୀଢ଼) ଏବଂ ସ୍ୱେଚାସେବୀ ଅନୁଷ୍ଠାନ ବନବାସୀ ଚେତନା ମଣ୍ଡଳ ମିଳିତ ସହଯୋଗରେ ପାଉଡି ଭୂୟାଁ ମାନଙ୍କର (ଡେରେଙ୍ଗ ପୀଢ଼)ର ଆବାସ ସ୍ଥଳି ଅଧିକାର ହାସଲ ପାଇଁ ଜଙ୍ଗଲ…
Read More...

ଗ୍ରାମାଞ୍ଚଳ କ୍ରିକେଟ : ନାରଙ୍ଗବସ୍ତ ଚମ୍ପିୟନ

ଚୌଦ୍ୱାର : ବଡ଼ାସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ପାଦାଗାଁରେ ଆୟୋଜିତ ଏକ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଦୁଇଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ୮ଟି ଟିମ୍…
Read More...

ବୁଥ ସଶକ୍ତିକରଣ ପ୍ରଶିକ୍ଷଣ କର୍ମଶାଳା

ଚୌଦ୍ୱାର : ବିଜେପି ଚୌଦ୍ୱାର ମଣ୍ଡଳର ବୁଥ ସଶକ୍ତିକରଣ ପ୍ରଶିକ୍ଷଣ କର୍ମଶାଳା ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି…
Read More...

ବିପର୍ଯ୍ୟୟ ବିପତ୍ତି ହ୍ରାସ ଓ ପରିଚାଳନା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି : ପି.କେ ମିଶ୍ର

‘‘ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ ନେତୃତ୍ବ ଉପରେ ଜୋର ଦିଆଯାଇଛି’’ ‘‘ବିପର୍ଯ୍ୟୟ ବିପତ୍ତି…
Read More...

ଆସନ୍ତା ସପ୍ତାହରୁ ରାଜ୍ୟରେ ଅଗ୍ନି ନିରାପତ୍ତା ଯାଞ୍ଚ କଡାକଡି

କଟକ : ଏକ ମହଲାରୁ ଅଧିକ ଉଚ୍ଚ ଅଟ୍ଟାଳିକାରେ ରହିବ ଜରୁରୀ ପ୍ରସ୍ଥାନ ସୁବିଧା। କେବଳ ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଅଟ୍ଟାଳିକା ନୁହେଁ; ଆବାସସ୍ଥଳୀରେ ମଧ୍ୟ ଏହି ବ୍ୟବସ୍ଥା ରହିବ। ଅଗ୍ନିକାଣ୍ଡ ଜନିତ ଅଘଟଣରେ…
Read More...

ଆଇପିଏଲ୍‌ରୁ ସନ୍ନ୍ୟାସ ନେବେ ଧୋନି !

ନୂଆଦିଲ୍ଲୀ :  ଆଇପିଏଲ୍‌ରୁ ସନ୍ନ୍ୟାସ ନେବେ ଧୋନି ! ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ​ତେବେ ​୨୦୨୩ ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଚେନ୍ନଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ…
Read More...

ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ  : ବୌଦ୍ଧ ଗଡଜାତର ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି…
Read More...

୧୨୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ୧୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ବାଇକ୍ ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ…
Read More...

ହ୍ବାଟ୍‌ସ ଆପ୍‌ ବ୍ୟବହାର ; ଆଗରେ ମହିଳା

ମହିଳାମାନେ ପୁଣି ଆଗରେ। ସାମାଜିକ ଗଣମାଧ୍ୟମ ‘ହ୍ବାଟ୍‌ସ ଆପ୍’ ବ୍ୟବହାର କ୍ଷେତ୍ରରେ ଭାରତରେ ମହିଳାମାନେ ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। ମୁମ୍ବଇ ବାନ୍ଦ୍ରାରେ ଥିବା ଏକ ସଂସ୍ଥା ଭାରତର କେତୋଟି ରାଜ୍ୟରେ ଏନେଇ…
Read More...

ତେଜସ୍ୱୀଙ୍କ ଅଡୁଆ ବଢିଲା : ପୁଣି ସିବିଆଇ ସମନ, ଘାଣ୍ଟୁଛି ଇଡି

ନୂଆଦିଲ୍ଲୀ/ପାଟନା : ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ଦିନୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ଇଡି ତରଫରୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରାଯାଇ ଥିବାବେଳେ ଶନିବାର ପୁଣି ସିବିଆଇ ସମନ…
Read More...

ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଓ ବନରକ୍ଷୀ ନିଲମ୍ବିତ

ମାଲକାନଗିରି : ମାଲକାନଗିରି ଜିଲା ବାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଅନ୍ତର୍ଗତ କୁଡୁମୁଲୁଗୁମ୍ମାରେ ୮ ଜଣ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଦୁର୍ଗାପ୍ରସାଦ…
Read More...

ନବରଙ୍ଗପୁରରେ ଆଜାଦୀ କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଜୟପୁର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସମ୍ପର୍କିତ…
Read More...

ଏଚ୍‌ ୩ ଏନ୍ ୨ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ

ଡେସ୍କ : ଏଚ୍‌୩ଏନ୨ ଭୂତାଣୁ ସଂକ୍ରମଣରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଥିବା କୁହାଯାଇଛି। ପଞ୍ଜାବ ଓ ହରିୟାଣାରେ ଆଉ କେତେକ ସଂକ୍ରମିତ ଏଥିରେ ପ୍ରାଣ…
Read More...

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ବଟି ମାଗି ଯୁବକ ଗିରଫ

ଦାନଗଦି  : ଟମକା ଟୋଲ୍ ଗେଟ୍ ମ୍ୟାନେଜର ଚନ୍ଦନ କୁମାର ଦାସଙ୍କୁ ସ୍ଥାନୀୟ ଯୁବକ ସନ୍ତୋଷ କୁମାର ବେହେରା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗତ ୮ ତାରିଖରେ ସନ୍ତୋଷ ମ୍ୟାନେଜର୍‌ଙ୍କୁ ଧମକ ଦେବା ସହିତ ମାଡ…
Read More...

ନିଜକୁ ସଜାଡ଼ିଲେ ଦୁନିଆ ସଜାଡ଼ି ହୋଇଯାଏ…

ଆଦର୍ଶ ଓ ସଂସ୍କାର ପ୍ରତ୍ୟେକ ଜୀବନଯାତ୍ରାର ନିୟାମକ। ଜଣକର ଚିନ୍ତାଧାରା ତାର କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରେ। ଆମେ ଜିଉଥିବା ଜୀବନ ପଛରେ ବ୍ୟତୀତ ଜୀବନର ଗଭୀର ପ୍ରଭାବ। ପୂର୍ବର ବାସନା ଓ ସୂକ୍ଷ୍ମଶରୀର ଦେହରୁ ଦେହ…
Read More...

ଶାସ୍ତ୍ରୀୟ ଓଡ଼ିଆ ଗବେଷଣାର ରୂପରେଖ

୨୦୧୪ ଆଜିର ଦିନରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ପାଇବା ପରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଭାଷା ସଂସ୍ଥାନ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ…
Read More...

‘ଲଜ୍ଜାହୀନ ହେଲେ ହେଳେ ସେ ଜିଣିପାରେ…’

ସବୁ ଲଢ଼େଇ, ସବୁ ମୁକାବିଲା ବା ସବୁ ଆଲୋଚନା ଏକ ପ୍ରକାର ହୋଇନଥାଏ। ରୁଚି, କିସମ ବା ସଂସ୍କାର ଅନୁଯାୟୀ ତାହା ହୋଇଥାଏ। ବଣକୁ ଗଲାବେଳେ ବାଣୁଆର ବେଶ ଓ ପ୍ରସ୍ତୁତି, ବିତର୍କ ସଭାରେ ଯୋଗ ଦେଉଥିବା ବୁଦ୍ଧିଜୀବୀର…
Read More...

ଓଡ଼ିଶାକୁ ଆପଦା ପ୍ରବନ୍ଧନ ଜାତୀୟ ପୁରସ୍କାର

କୟାଁଗୋଲା: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶାକୁ ପୁଣିଥରେ ଭାରତ ସରକାର ସମ୍ମାନିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର…
Read More...

ଆଜି ଦିଲ୍ଲୀକୁ ଭେଟିବ ଗୁଜରାଟ

ମୁମ୍ବଇ  : ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣରେ ଶନିବାର ଗୁଜରାଟ ଜ୍ୟାଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ ଡିୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟ ଦଳ ପ୍ରଥମ ରାଉଣ୍ଡର ଶେଷ…
Read More...

ସନ୍ଦିଗ୍ଧ ପାରାକୁ ସିଏଫ୍‌ଏସ୍‌ଏଲ୍‌ ପଠାଯିବ

ଭୁବନେଶ୍ୱର : ପାରାଦୀପରୁ ମତ୍ସ୍ୟଜୀବୀଙ୍କ ଦ୍ବାରା ୬ ତାରିଖରେ ଉଦ୍ଧାର ସନ୍ଦିଗ୍ଧ ପାରାକୁ କେନ୍ଦ୍ର ଅପରାଧ ବିଧି ବିଜ୍ଞାନାଗାର (ସିଏଫଏସଏଲ)କୁ ପଠାଯିବ। କଲକାତା କିମ୍ବା ହାଇଦରାବାଦରେ ଥିବା ସିଏଫଏସଏଲକୁ ସନ୍ଦିଗ୍ଧ…
Read More...

ଚାଷ କାର୍ଯ୍ୟରେ ନିୟୋଜିତ ହେବେ ୧୪.୫ ଲକ୍ଷ ଜନଜାତି ପରିବାର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ ଗତକାଲି ଅନୁମୋଦିତ ୧୮ଟି ପ୍ରସ୍ତାବ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଥିଲେ। ଶ୍ରୀ ପୂଜାରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ…
Read More...

ଆଜିଠୁ ଖୋଲିବ ‘ନ୍ୟାୟ ସଂଗ୍ରହାଳୟ’

କଟକ : କଟକ ଗଡ଼ଖାଇ ପରିସରରେ ଉଦ୍‌ଘାଟିତ ନ୍ୟାୟ ସଂଗ୍ରହାଳୟ (ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌) ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ପ୍ରକାଶ କରିଛନ୍ତି।…
Read More...

ନବ ଦାସ ହତ୍ୟା ପ୍ରସଙ୍ଗରେ ପୁଣି ଗୃହ ହୁଲସ୍ତୁଲ : ଆରମ୍ଭରୁ ଅଚଳ

ଭୁବନେଶ୍ବର : ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳ ହୋଇପଡ଼ିଥିଲା। ବିରୋଧୀ ପୁନର୍ବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ରହସ୍ୟ…
Read More...

ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଟାଙ୍ଗୀ : ଖୋର୍ଦ୍ଧା ଜିଲା ଭୁଷଣ୍ଡପୁରରେ ସୋମବାର ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ବିସ୍ଫୋରଣ ଘଟିବା ଦିନ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ…
Read More...

ବିଶ୍ବ ଚମ୍ପିଆନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୨-୨୩ରେ ଭାରତ ବିଶ୍ବ ଚମ୍ପିଆନ ଜର୍ମାନୀକୁ ପରାସ୍ତ କରିଛି। ଶୁକ୍ରବାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ସୁଖଜିତ…
Read More...

ଶନିବାର ରାଶିଫଳ (୧୧/୦୩/୨୦୨୩)

ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ଶିକ୍ଷାଦାନ ଉପରେ ଗୁରୁୁତ୍ବ ଦେଇପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ବୃଷ :  ଶତ୍ରୁତାର ଅବସାନ ଘଟାଇ…
Read More...

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୮୦ ରନରେ ସୀମିତ, ଭାରତ ୦/୩୬

ଅହମ୍ମଦାବାଦ୍‌  : ଓପନର ଉସ୍‌ମାନ ଖାୱାଜାଙ୍କ ପରେ କାମେରୁନ ଗ୍ରୀନଙ୍କ ଶତକ ବଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅନ୍ତିମ ଟେଷ୍ଟରେ ଘରୋଇ ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ବିଶାଳ ସ୍କୋର…
Read More...

ଏଚ୍‌୩ଏନ୍‌୨ ଭୂତାଣୁ ନେଲା ଦୁଇ ଜୀବନ

ନୂଆଦିଲ୍ଲୀ/ବେଙ୍ଗାଲୁରୁ : ଏଚ୍‌୩ଏନ୨ ଭୂତାଣୁ ସଂକ୍ରମଣରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମୃତବ୍ୟକ୍ତି ହେଉଛନ୍ତି କର୍ଣ୍ଣାଟକ ହାସନ ଜିଲାର ହିରେ ଗୌଡା (୮୭)। ଫେବୃଆରୀ ୨୪ରେ ଗୌଡାଙ୍କୁ ହାସନ ଇନଷ୍ଟିଚ୍ୟୁଟ୍…
Read More...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ହମ୍ପ୍ସ ନିର୍ମାଣ ଦାବି କଲେ ଉତ୍ୟକ୍ତ ଜନତା

ବଡ଼ମ୍ବା : ବାଇକ ସହିତ ବାଇକ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଏହି ବ୍ଲକ ଅନ୍ତର୍ଗତ ବାରିମୁଳ ଗ୍ରାମର ପଦ୍ମନାଭ ପ୍ରଧାନଙ୍କ ପୁତ୍ର ଟୁକୁନା ପ୍ରଧାନ(୪୦)। ମୃତକ ଏକ ବିବାହ କାର୍ଯ୍ୟରେ…
Read More...

ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ସଭା

ବଡ଼ମ୍ବା : ଓ୍ଥାନୀୟ ଖରୋଡ଼ସ୍ଥିତ ମା ମହାକାଳୀଙ୍କ ପୀଠରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ଏକ ରାଜ୍ୟସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରତ୍ନାକର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ…
Read More...

ଚଳନ୍ତା ବାଇକ୍ ଉପରେ ଖସି ପଡିଲା ଗଛ, ଦୁଇ ଗୁରୁତର

 ଆଠଗଡ଼ :  ଏକ ଚଳନ୍ତା ବାଇକ୍ ଉପରେ ଗୋଟିଏ ଶୁଖିଲା ବରଗଛ ସହିତ ବିଦ୍ୟୁତ ଖୁଣ୍ଟ ଖସିପଡିବାରୁ ଦୁଇଜଣ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଦୁଇ ଜଣ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର…
Read More...

କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ସଦସ୍ୟଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ-ସଭ୍ୟାମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର…
Read More...

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସର ପକ୍ଷରୁ ଶୁକ୍ରବାର ହାଟପଦାଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ, ଗଣ…
Read More...

ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ବାରୁଣା ଗ୍ରାମରେ ଲକ୍ଷ୍ମୀମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବଦାନ୍ୟ ବ୍ୟକ୍ତି ତଥା ସମାଜସେବୀ ପ୍ରଫୁଲ ଚନ୍ଦ୍ର ମହାନ୍ତ ଗ୍ରାମରେ ଏକ…
Read More...

ବିଜୁ ଜନତା ଦଳର ନେତୃତ୍ୱ ବୈଠକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ସରାସିଙ୍ଗ ସିଦ୍ଧେଶ୍ୱର ମଠ ପରିସରରେ ବିଜୁ ଜନତା ଦଳର ଝୁମ୍ପୁରା ବ୍ଲକର ୧୦ଟି ପଞ୍ଚାୟତ ଏବଂ ଚମ୍ପୁଆ ବ୍ଲକର ୬ଗୋଟି ପଞ୍ଚାୟତ କର୍ମୀ…
Read More...

ଜୟଶ୍ରୀରାମ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଆୟୋଜକ ଦଳ ଚମ୍ପିଆନ୍‌

ଆଠଗଡ : ଜୟଶ୍ରୀରାମ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଉପରସାହିର ମାଟିଗାଡିଆ ଖେଳପଡିଆରେ ଚାଲିଥିବା ୧୬ତମ ଜୟଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଜୟଶ୍ରୀରାମ କ୍ରିକେଟ…
Read More...

ମାଟ୍ରିକ୍‌ ପରୀକ୍ଷା, ୨୭ ପରୀକ୍ଷାର୍ଥୀ ଅନୁପସ୍ଥିତ

ଆଠଗଡ :  ଆଠଗଡ ବ୍ଲକରେ ମୋଟ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୭୩୬ ପରୀକ୍ଷାର୍ଥୀ ଶୁକ୍ରବାର ଆରମ୍ଭ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା…
Read More...

ମହିଳା ସ୍ନାତକ କଲେଜରେ ମହିଳା ଦିବସ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଏନଏସଏସ ଆନୁକୁଲ୍ୟରେ ଶୁକ୍ରବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଏହି ଉପଲକ୍ଷେ…
Read More...

ସାତଗଡ ତୈଳିକ ବୈଶ୍ୟ ସମାଜର ଅଧିବେଶନ

ଆଠଗଡ : ସାତଗଡ ରାଜ୍ୟ ତୈଳିକ ବୈଶ୍ୟ ସମାଜର ୫୩ତମ ବାର୍ଷିକ ସାଧାରଣ ଅଧିବେଶନ ଇଚ୍ଛାପୁର ଠାରେ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ନିଧି ସାହୁଙ୍କୁ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
Read More...

ଜାତୀୟ ବିପର୍ଯ୍ୟୟ ପ୍ରଶମନ ମଞ୍ଚକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ମଞ୍ଚକୁ ଉଦ୍‌ଘାଟନ କରିବେ । ଏ ସମ୍ବନ୍ଧରେ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ…
Read More...

ବିପଦ ଆଡକୁ ଟାଣୁଛି କୃତ୍ରିମ ବନାଗ୍ନି

ହରଭଙ୍ଗା :  ବିପଦ ଆଡକୁ ଟାଣୁଛି କୃତ୍ରିମ ବନାଗ୍ନି। ଏହା ଯେ ଆଗକୁ ବଡ ବିପଦ ସୃଷ୍ଟି ନକରିବ ସେ କଥା କହିବା ମୁସ୍କିଲ। ବେଳ ଥାଉ ଥାଉ କୃତ୍ରିମ ବନାଗ୍ନିକୁ ରୋକାନଗଲେ ପ୍ରାଣୀଜଗତ ପାଇଁ ଏହା ଧ୍ୱଂସର ଲୀଳା ରଚିବା…
Read More...

ଗଞ୍ଜେଇ ମାଫିଆକୁ ଧରିଲା ନର୍ଲା ପୁଲିସ

ନର୍ଲା : ନର୍ଲା ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିଛି । ଆଇଆଇସି ଙ୍ଗାଧର ମେହେରଙ୍କ ତତ୍ତ୍ୱାବଧାନରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଫଳତା ପାଇବାରେ ଲାଗିଛି । ଏହି କ୍ରମରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ…
Read More...

ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ନକରିବାକୁ ଶକ୍ତିମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ଆଗାମୀ ଗ୍ରୀଷ୍ମ ଋତୁରେ ବିଜୁଳିକାଟ ନକରିବା ପାଇଁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହ ସେ ସମସ୍ତ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମଋତୁରେ ପର୍ଯ୍ୟାପ୍ତ…
Read More...

ଜେଲ୍‌ରେ ସିସୋଦିଆଙ୍କୁ ଜେରା

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗୁରବାର ତିହାର ଜେଲ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ…
Read More...

ଇନରହ୍ୱିଲ କ୍ଲବ ପକ୍ଷରୁ ମହିଳା ଦିବସ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ଏକ ନିଆରା ଢଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନରହ୍ୱିଲ କ୍ଲବ ମୁମ୍ବାଇର ସ୍ୱେଚ୍ଛାସେବୀ ସଂଗଠନ ‘ୟୁବା’ ସହଯୋଗରେ ଢେଙ୍କାନାଳ ସଦର ବ୍ଲକର…
Read More...

ଆଠଗଡର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ପ୍ରାକ୍ତନ ବିଚାରପତି ଅନଙ୍ଗ ପଟ୍ଟନାୟକ

ଆଠଗଡ : ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଆଠଗଡ ଆସିି ଏଠାରେ ଥିବା ପ୍ରାଚୀନ ମନ୍ଦିରଗୁଡିକ ପରିଦର୍ଶନ କରିଥିଲେ। ଆଠଗଡ ଗଦାସାହିର ମୂଳବାସିନ୍ଦା ଜଷ୍ଟିସ୍‌ ପଟ୍ଟନାୟକ…
Read More...