ମଙ୍ଗଳବାର ରାଶିଫଳ (୨୮.୦୨.୨୦୨୩)

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ବୃଷ : ଶ୍ରୀଚନ୍ଦ୍ର ଭୋଗ…
Read More...

୫ ଦିନ ପାଇଁ ସିବିଆଇ ହାଜତକୁ ଗଲେ ସିସୋଦିଆ​‌

ନୂଆଦିଲ୍ଲୀ : ଅବକାରୀ ନୀତି ପ୍ରଣୟନ କ୍ଷେତ୍ରରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି । ରବିବାର ସନ୍ଧ୍ୟାରେ ଗିରଫ…
Read More...

ନାଗାଲାଣ୍ଡରେ ୮୨%, ମେଘାଳୟରେ ୬୩% ମତଦାନ

ନୂଆଦିଲ୍ଲୀ : ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ହୋଇଥିବା ଭୋଟରେ ଯଥାକ୍ରମେ ୮୨% ଓ ୬୩% ମତଦାନ ହୋଇଛି। ଏହି ମତଦାନ ପରେ ନାଗାଲାଣ୍ଡର ୧୮୩ ଜଣ ପ୍ରାର୍ଥୀ ଓ ମେଘାଳୟର ୩୬୯ଜଣ ପ୍ରାର୍ଥୀଙ୍କ…
Read More...

ନାଗାଲାଣ୍ଡରେ ଏନଡିଏ ; ତ୍ରିପୁରା, ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ : ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗ୍ରହଣ ଶେଷ ପରେ ଏହି ତିନି ରାଜ୍ୟର ବୁଥ ବାହୁଡା ମତ (ଏକଜିଟ୍ ପୋଲ) ରିପୋର୍ଟ ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି।…
Read More...

ସାହାରପଡା ଅଞ୍ଚଳରେ ଗାଡ଼ ଭାଲୁ

ପାଟଣା : ପାଟଣା ବନାଞ୍ଚଳ ଓ ସାହାରପଡା ବନକ୍ଷେତ୍ର ଉଦୟପୁର ବିଟ ଅଧିନସ୍ଥ ଖୁଣ୍ଟାପିଙ୍ଗୁ - ହରିଚନ୍ଦନପୁର ନିକଟ ହୁଡ଼ିରେ ସୋମବାର ଦିନ ଏକ ଗାଡ଼ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ। ତେବେ ଅସାମାଜିକ ବ୍ୟକ୍ତି ମାନେ…
Read More...

ବଢ଼ିଲା ଚର୍ଚ୍ଚା, ବାଘ ତଥ୍ୟ ଦେବାକୁ ବନ ବିଭାଗ ଅମଙ୍ଗ

ପାଟଣା : ପାଟଣା ଓ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ରହିଛି। ଏକଥା ପ୍ରଥମେ ‘ସମାଜ’ରେ ଫେବୃଆରୀ ୩ ତାରିଖରେ ସ୍ପଷ୍ଟ କରାଯାଇଥିଲା । ଜାନୁୟାରୀ ଶେଷ ସପ୍ତାହରେ ଏହି ମହାବଳ ବାଘଟି ପାଟଣା ବନାଞ୍ଚଳ…
Read More...

ହରଭଙ୍ଗା ବ୍ଲକ ପ୍ରାଣୀ ସମ୍ପଦ ବିକାଶ ତରଫରୁ ଗୋବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟ ଶିବିର

ବୌଦ୍ଧ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁଷୀଙ୍ଗା ଗ୍ରାମରେ ଏକ ଗୋଵନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ…
Read More...

ଚୌଦ୍ୱାର କଲେଜରେ ପହଞ୍ଚିଲା +୨ ପ୍ରଶ୍ନପତ୍ର

ଚୌଦ୍ୱାର :  ଆସନ୍ତା ମାସ ୧ ତାରିଖରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେଉ ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଭିନ୍ନ ମହାବିଦ୍ୟାଳୟକୁ ହବ୍ ସେଣ୍ଟର କରି କଡା ସୁରକ୍ଷା ଭିତରେ ପ୍ରଶ୍ନପତ୍ର ପଠାଯାଇଛି ।…
Read More...

ମୁସଲିମ୍ ପଞ୍ଚାୟତ ତରଫରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର : ଚୌଦ୍ୱାର ମୁସଲିମ୍ ପଞ୍ଚାୟତ ତରଫରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଯାତ୍ରା ପଡ଼ିଆସ୍ଥିତ ମଦ୍ରାସା ଗୃହରେ କେୟାର ନେତ୍ରମ୍ ସହଯୋଗରେ ଆୟୋଜିତଏହି ଶିବିରକୁ ମୁରବି ସଫିକୁଦ୍ଦିନ୍…
Read More...

ପ୍ରଧାନମନ୍ତ୍ରୀ ଆବାସ ଓ ଫନୀ ସହାୟତାରେ ଅନିୟମିତତା ଅଭିଯୋଗ ; ବିକ୍ଷୋଭ ପ୍ରଦର୍ଶନ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ଫନୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେସୋମବାର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ…
Read More...

ବକୁଳ ବନ ମହୋତ୍ସବ

ସାକ୍ଷୀଗୋପାଳ :  ବକୁଳ ବନ ମହୋତ୍ସବ କମିଟି, ସାକ୍ଷୀଗୋପାଳ ତରଫରୁ ଐତିହାସିକ ବକୁଳ ବନ ପରିସରରେ ୧୮ ତମ ବକୁଳ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର  ସଭାପତି ସାଧୁ ଚରଣ ବେହେରାଙ୍କ  ସଭାପତିତ୍ୱରେ ଅନୁଷ୍ଠିତ…
Read More...

କ୍ଷୁଦ୍ରଜଳସେଚନ କେନାଲ ଜମି ଉପରୁ ଅବକାଶ ସାହୁଙ୍କ ଘରକୁ ଭାଙ୍ଗିଲା ପ୍ରଶାସନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ବଜାର ପାର୍ଶ୍ବରେ ଯାଇଥିବା କ୍ଷୁଦ୍ର ଜଳସେଚନ କେନାଲ ଉପରେ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ୫ଶହ ବର୍ଗଫୁଟର ଦୁଇ ମହଲା ବିଶିଷ୍ଟ ପକ୍କା ଘରକୁ ଜିଲ୍ଲା…
Read More...

ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି । ମାନସ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଦୀର୍ଘ ୫ମାସ ଧରି ବାକିରେ ଚାଲିଛି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ

ବଡ଼ମ୍ବା :  ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତ୍ୟ। ମାସମାସ ଧରି ବାକିରେ ରାସନ କିଣାହୋଇ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଚାଲିଛି । କିଛି ଯାଗାରେ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ହାତରୁ ଏଥିପାଇଁ ପାଇସା ଗଣିବାକୁ ପଡ଼ୁଛି।…
Read More...

ଆଜି ମିଳିବ ପିଏମ୍ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ…
Read More...

ଆଜି ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବ‌ନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର(ଆଜି) ମୁମ୍ବଇ ଗସ୍ତରେ ଯିବେ। ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍…
Read More...

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ନୂଆଦିଲ୍ଲୀ : ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ…
Read More...

ଚାଷୀଙ୍କୁ ଅଡ଼ୁଆ ‘ଓଟିପି’

ଭୁୁବନେଶ୍ୱର : ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ୨୦୧୩ରେ ଚାଷ ଓ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ହଜାର ୧୬୨କୋଟି ଟଙ୍କାର ସ୍ବତନ୍ତ୍ର ବଜେଟ…
Read More...

ଆଜି ମେଘାଳୟ, ନାଗାଲାଣ୍ଡ ଭୋଟ

ନୂଆଦିଲ୍ଲୀ : ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ଭୋଟ ଗ୍ରହଣ ହେବ। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି…
Read More...

ଢାବାମାଲିକଙ୍କୁ ଗୁଳି କରି ହତ୍ୟା

କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ…
Read More...

ମାନବିକତା ଦେଖାଇ ପ୍ରଶଂସା ସାଉଁଟିଲେ ବାସନ୍ତୀ

ମାଲକାନଗିରି: ମାଲକାନଗିରିରେ କନଷ୍ଟେବଳ(ସିଭିଲ୍) ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥିନୀଙ୍କ ଶିଶୁ ସନ୍ତାନର ଯତ୍ନ ନେଇ ଚର୍ଚ୍ଚାରେ ରହିଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ମହିଳା କନଷ୍ଟେବଳ…
Read More...

ରକ୍ତଦାନ ଶିବିର 

ସମ୍ବଲପୁର :  ସମ୍ବଲପୁର ଜିଲା ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ’ ପରିବାର ପକ୍ଷରୁ ମିଳିତ ଭାବରେ ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ନଂ ୧୨ ଗଡମୁଣ୍ଡା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲା ଯୁବ ଜନତା ଦଳର…
Read More...

ସୋମବାର ରାଶିଫଳ (୨୭.୦୨.୨୦୨୩)

ମେଷ :  ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମାନସିକ ସ୍ତରରେ ଗୁରୁପୂଜନକୁ ପ୍ରାଥମିକତା ଦେବେ। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ବିନୟାବନତ ହେବେ। ସଞ୍ଚୟାଭିମୁଖୀ ହେବା ଆଶା କରାଯାଏ। ବୃଷ :…
Read More...

ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ ଆଦାନିଙ୍କ ସମ୍ପର୍କରେ ପ୍ରଶ୍ନ ପଚାରୁଥିବୁ : ରାହୁଲ

ରାୟପୁର : କେନ୍ଦ୍ର ସରକାରଙ୍କ ସହିତ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପର୍କ କ’ଣ? ଗୌତମ ଆଦାନିଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ଏତେ ଶୀଘ୍ର କିପରି ବୃଦ୍ଧି ପାଇଲା ? ଗୌତମ ଆଦାନିଙ୍କ ସମ୍ପର୍କରେ ସତ୍ୟ ପଦାକୁ ଆସିବା…
Read More...

ପାକିସ୍ତାନରେ ଜରୁରୀ ଔଷଧ ଅଭାବ

ଇସଲାମାବାଦ : ଆର୍ଥିକ ଦୁଃସ୍ଥିତି ଦେଇ ଗତିକରୁଥିବା ପାକିସ୍ତାନରେ ଖାଦ୍ୟ, ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଦେଖାଯାଇଥିବାବେଳେ ଏବେ ଜରୁରୀ ଔଷଧର ଅଭାବ ଦେଖାଯାଇଛି । ପାକିସ୍ତାନ ଔଷଧ ବିକ୍ରେତାଙ୍କ…
Read More...

ନବେଢା ରାଜଦୋଳ ସମନ୍ୱୟ ସମ୍ମିଳନୀ

ଗୁରୁଡିଝାଟିଆ : ବାଳି ଶାସନ ଗୋପାଳଦେବ ମନ୍ଦିର ପରିସରରେ ନବେଢା ରାଜଦୋଳ ସମନ୍ୱୟ ସମ୍ମିଳନୀର ବୈଠକ ଫକୀର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜଦୋଳର ସମସ୍ତ…
Read More...

ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ

ପୁରୀ :  ପୁରୀର ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ…
Read More...

ମୃତ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁର ହାତଲେଖା ଚିଠିର ରିପୋର୍ଟ ଆସିଲା 

ଗୁରୁଡିଝାଟିଆ : ଗୁରୁଡିଝାଟିଆର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଶବକୁ ପୁଲିସ ଜବତ କରିଥିଲା। ତା’ର ସ୍କୁଟି ଡିକିରୁ ଏକ ସୁଇସାଇଡ ନୋଟ ମଧ୍ୟ ପୁଲିସ ଜବତ କରିଥିଲା। ଏହା ରାଜଶ୍ରୀର…
Read More...

ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଉଦଯାପିତ

ଚୌଦ୍ୱାର : ଚୌଦ୍ୱାର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୁଲ୍ୟରେ ଆୟୋଜିତ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଡିହସାହିସ୍ଥିତ…
Read More...

ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହିନ୍ଦୁସ୍ତାନ ସ୍ପୋର୍ଟିଂ ଚମ୍ପିୟାନ୍

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଂକରପୁର ଠାରେ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ…
Read More...

ନିର୍ଲିପ୍ତ ସେବା,ତ୍ୟାଗ ଭାବରେ ନିଜକୁ ଅଭିମନ୍ତ୍ରିତ କରି ନବାଗତ ବିଦ୍ୟାର୍ଥୀ ଆଗକୁ ବଢିଲେ ଅନ୍ୟପାଇଁ ଉଦାହରଣ ପାଲଟି…

ଗୁରୁଡିଝାଟିଆ : ନିର୍ଲିପ୍ତ ସେବା ଓ ତ୍ୟାଗ ଭାବରେ ନିଜକୁ ଅଭିମନ୍ତ୍ରିତ କରି ନବାଗତ ବିଦ୍ୟାର୍ଥୀମାନେ ଆଗକୁ ବଢିଲେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ମୂର୍ମୁଷୁ ରୋଗୀମାନଙ୍କ ମୁହଁରେ ଚେନ୍ନାଏ ହସ…
Read More...

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅଳିଆ ଆବର୍ଜନା ହଟାଇଲେ ଅଞ୍ଚଳବାସୀ

ସମ୍ବଲପୁର :  ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ବିଭିନ୍ନ  ଅଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଅନେକ ସ୍ଥାନରେ ଦିନ ଦିନ ଧରି ସଫେଇ କରାଯାଉ ନାହିଁ । ଫଳରେ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା…
Read More...

ଗଛରେ ପିଟି ହେଲା ବାଇକ, ଚାଳକ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଟିଝାର ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ବାଡେଇ ହୋଇଥିଲା । ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ଥାନା ହାଟଗାଁ ଅଂଚଳର ରାଜୁ ଦନାୟକ(୨୫) ନିଜ…
Read More...

ପାରାଦୀପରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭୁବନେଶ୍ବର :  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ରବିବାର ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’…
Read More...

ମାର୍ଚ୍ଚରେ କଂଗ୍ରେସ ପକ୍ଷରୁ ବ୍ୟାପକ ଘେରାଉ

ବୌଦ୍ଧ : ସଂପ୍ରତି ଦେଶରେ ଘୋଟାଲା ସରକାର ଚାଲିଛି । ଆଦାନୀ ଭଳି କମ୍ପାନୀମାନଙ୍କ ଜରିଆରେ ଦେଶର କୋଟି କୋଟି ଟଙ୍କାକୁ ଲୁଟ କରାଯାଇଛି । ଲୁଟ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେନ୍ଦ୍ର…
Read More...

ଓପୋଲଫେଡ଼ର ଅଧ୍ୟକ୍ଷ ହେଲେ ତିଗିରିଆର ଭୋଳେଶ୍ୱର ସ୍ୱାଇଁ

ତିଗିରିଆ :  ଓଡ଼ିଶା ରାଜ୍ୟ କୁକୁଟ ଉତ୍ପାଦକ ସମବାୟ ମହାସଂଘ (ଓପୋଲଫେଡ଼)ର ନୂତନ ଅଧ୍ୟକ୍ଷ ଭାବେ ତିଗିରିଆ ଅଞ୍ଚଳର ଭୋଳେଶ୍ୱର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସ୍ୱାଇଁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ…
Read More...

ଶନିବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ

ନୂଆଦିଲ୍ଲୀ : ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ ଶନିବାର (ଆସନ୍ତାକାଲି)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ଜର୍ମାନୀର ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସୁଛନ୍ତି ।…
Read More...

ଟିକସ ଫାଙ୍କି ଅଭିଯୋଗରେ ଜିଏସଟି ଚଢ଼ଉ

ଧର୍ମଗଡ଼ : ଟିକସ ଫାଙ୍କି ଅଭିଯୋଗରେ ଧର୍ମଗଡ଼ ସହର ଚାରିଛକ ସ୍ଥିତ ଚିଦାନନ୍ଦ ଇଲେକ୍ଟ୍ରୋନିକ୍ସରେ ଜିଏସଟି ଚଢ଼ଉ କରାଯାଇଥିଲା। ଦିନ ୧୨ଟାରୁ ରାତି ୯ଟା ଯାଏଁ ଚଢ଼ଉ ଜାରି ରହିଥିଲା। ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ…
Read More...

ସିପିଏ ଇଣ୍ଡିଆ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀ ଅବସରରେ ଗ୍ରୁପ ଫଟୋ

ସିକ୍କିମର ଗାଙ୍ଗଟକ୍ ଠାରେ ଗତ ୨୩ ତାରିଖରେ ସିପିଏ ଇଣ୍ଡିଆ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀ ଅବସରରେ ଏକ ଗ୍ରୁପ ଫଟୋରେ ଅଂଶ ଗ୍ରହଣ କରିଥିବା ପ୍ରତିନିଧୀମାନେ
Read More...

ସିପିଏ ଇଣ୍ଡିଆ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀରେ ଦର୍ଶକବୃନ୍ଦ

ସିକ୍କିମର ଗାଙ୍ଗଟକ୍ ଠାରେ ଗତ ୨୩ ତାରିଖରେ ସିପିଏ ଇଣ୍ଡିଆ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀରେ ଉପସ୍ଥିତ ଦର୍ଶକବୃନ୍ଦ
Read More...

ସିପିଏ ଭାରତ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନ

ସିକ୍କିମ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂ ତମାଙ୍ଗ ଗାଙ୍ଗଟକ୍ ଠାରେ ଗତ ୨୩ ତାରିଖରେ ରାଜ୍ୟଗୋଷ୍ଠି ସଂସଦୀୟ ସଂଘ (ସିପିଏ) ଭାରତ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ…
Read More...

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ ହଟ୍ଟଗୋଳ, ଗୃହ ୧୧.୩୦ ଯାଏ ମୁଲତବି

ଡେସ୍କ : ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିବସରେ ଶୁକ୍ରବାର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବି କରିଛନ୍ତି ।…
Read More...

ସମାଜ ବ୍ୟବସ୍ଥା ଓ ସାମାଜିକ କର୍ମୀ

ଆମ ସମାଜରେ ସାଧାରଣ ବ୍ୟକ୍ତିଟିଏ ଗତାନୁଗତିକ ଜୀବନଟିଏ ବଞ୍ଚେ। ନିଜର ତଥା ପରିବାର ସଦସ୍ୟମାନଙ୍କର ଜୀବନଧାରଣ ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ତା’ର ଅଧିକାଂଶ ସମୟ ଓ ଶକ୍ତି ଅପଚୟ ହୋଇଥାଏ। ଆଉ କିଛି…
Read More...

ଗାଙ୍ଗଟକ୍ ଠାରେ ସିପିଏ ଭାରତ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ସମ୍ମିଳନୀରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା

ସିକ୍କିମର ଗାଙ୍ଗଟକ୍ ଠାରେ ଗତ ୨୩ ତାରିଖରେ ରାଜ୍ୟଗୋଷ୍ଠି ସଂସଦୀୟ ସଂଘ (ସିପିଏ) ଭାରତ ଅଞ୍ଚଳର ୧୯ ତମ ବାର୍ଷିକ ଜୋନ୍ ତୃତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ଲୋକସଭା ବାଚସ୍ପତି ଶ୍ରୀ ଓମ…
Read More...

ସାମାଜିକ ବିଭ୍ରାଟର କାରଣ ଓ ନିରାକରଣ

ଆଜିକାଲି ପ୍ରତିଟି ଖବର କାଗଜରେ ଛାଇ ହୋଇ ଯାଉଛି ସାମାଜିକ ବିଭ୍ରାଟର ନଗ୍ନ ନମୁନା ନେଇ ପ୍ରକାଶ ପାଉଥିବା ଅନେକ ଖବର, ଯନ୍ତ୍ରଣାପ୍ରଦ ଖବର, ଅତ୍ୟନ୍ତ ସମ୍ବେଦନଶୀଳ ଖବର। ଏଇ ନିର୍ଦୟ ତଥା ଅନାକାଂକ୍ଷିତ ଖବର ପଢ଼ି ହଠାତ୍‍…
Read More...

ପତିଆରା ଲଢ଼େଇର ନୂଆ ରୂପ

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଲା। ଆଗକୁ ପୁଣି ଏକ ଲମ୍ବା ଖେଳ ଖେଳିବା ପାଇଁ ଆମେରିକା ଓ ରୁଷର କୂଟନୈତିକ ଗୋଟି ଚାଳନାରୁ ସ୍ପଷ୍ଟ ହୋଇଛି। ହଠାତ୍‌ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ କିବ୍‌ରେ ଉପସ୍ଥିତି ଓ ରୁଷ…
Read More...

ମହିଳା ଟି-୨୦ ବିଶ୍ବକପ୍‌ : ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ୨ୟ ସେମିଫାଇନାଲ

କେପ୍‌ଟାଉନ୍‌ : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨ୟ ସେମିଫାଇନାଲରେ ଶୁକବ୍ରାର ପ୍ରଥମ ସଂସ୍କରଣର ଚମ୍ପିଆନ୍ ଇଂଲଣ୍ଡ ଓ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ନିଶ୍ଚିତ ଭାବେ…
Read More...

ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରୁଷକୁ ଅନୁରୋଧ

ନ୍ୟୁୟର୍କ : ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କୀତ ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଗୃହୀତ ହୋଇଛି। ୟୁକ୍ରେନରୁ ନିଜର ସୈନ୍ୟ…
Read More...

ପୁଣି ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଲେ ପୁଟିନ

ମସ୍କୋ : ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ…
Read More...

ଆଗାମୀ ୧୦୦ ବର୍ଷରେ ବଦଳିବ ମଣିଷ ରୂପ

ଗବେଷକ ଦଳଙ୍କ ଅନୁମାନ କହୁଛି, ଆଗାମୀ ୧୦୦ ବର୍ଷରେ ମନୁଷ୍ୟର ଶାରୀରିକ ଗଠନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। -ସ୍ମୃତି ଶକ୍ତି କ୍ଷିପ୍ର ଗତିରେ ବଢ଼ିବ। କମ୍ପ୍ୟୁଟର ସହ ତାଳ ଦେଇ ମନୁଷ୍ୟ ମସ୍ତିଷ୍କ କାମ କରିବ। ତା’ ସହ…
Read More...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର : ବଜେଟ ଅଧିବେଶନର ଚତୁର୍ଥ ଦିବସରେ ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।…
Read More...

ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩ ଆଗତ

ମୁଣ୍ଡ ପିଛା ଆୟ ଜାତୀୟ ହାରଠୁ ପଛରେ, ବଢ଼ିଛି ମୁଦ୍ରାସ୍ଫୀତି, ଶିଳ୍ପର ଅବଦାନ ସର୍ବାଧିକ ୪୧.୩% ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ୭.୮ପ୍ରତିଶତକୁ ବଢ଼ିବ ବୋଲି ଆକଳନ…
Read More...

ଫେରିଲେ ମ୍ୟାକ୍ସୱେଲ ଓ ମାର୍ଶ ; କମିନ୍‌ସ ଅଧିନାୟକ

ମେଲବୋର୍ଣ୍ଣ  : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆସନ୍ତା ମାର୍ଚ୍ଚ ୧୭ରୁ ଖେଳାଯିବ।ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ସ୍ପିନ…
Read More...

ପୁଲିସ ଗୁଳିରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦିଅ : ହାଇକୋର୍ଟ

କଟକ : ପାରାଦୀପ ଅଞ୍ଚଳରେ ଜଣେ ଯୁବ ଇଂଜିନିୟରଙ୍କ ୨୦୦୫ରେ ପୁଲିସ ଗୁଳିରେ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି।…
Read More...

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ସୋନପୁର : ରୋଗୀଙ୍କୁ ନୁହେଁ, ବରଂ ଗଞ୍ଜେଇ ବୋହୁଥିଲା ଏଇ ଆମ୍ୱୁଲାନ୍ସ। ବୌଦ୍ଧ ଜିଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି। ସୋନପୁର…
Read More...

ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟରେ ରଦ୍ଦ

ନୂଆଦିଲ୍ଲୀ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଆଦି ଅଭିଯୋଗଗୁଡ଼ିକର ପ୍ରାଥମିକ ତଦନ୍ତ…
Read More...

ନବ ଦାସଙ୍କ ହତ୍ୟା ଘଟଣାରେ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ; ‘ଏଫବିଆଇ’ର କୌଣସି ଭୂମିକା ନାହିଁ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣାରେ ‘ଏଫବିଆଇ’ର କୌଣସି ଭୂମିକା ନାହିଁ ବୋଲି ବିଜେପିର ବରି‌ଷ୍ଠ ନେତା ତଥା…
Read More...

ଶୁକ୍ରବାର ରାଶିଫଳ (୨୪.୦୨.୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କୁ ବଶକରି ପାରନ୍ତି। ଶତ୍ରୁଘାତୀ ହେବେ। ବିଚକ୍ଷଣ ରାଜନୀତିଯୁକ୍ତ ହୋଇପାରନ୍ତି। ବହୁଭୋଜନ କରିବେ। ଧନଶାଳୀ ଚଞ୍ଚଳମନା ଓ କ୍ରୋଧୀ ହେବେ। ବୃଷ : …
Read More...

ପାଟଣାରେ ଭଳିବଲ ପ୍ରତିଯୋଗିତା

ପାଟଣା : ପାଟଣା ମହାବିଦ୍ୟାଳୟ ଭଲି ମଇଦାନରେ ଏକ ଦିବସୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତାରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ…
Read More...

ପଲାନିସ୍ବାମୀ ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ରହିବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏଆଇଏଡିଏମ୍‌କେର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ଗୁରୁବାର ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।…
Read More...

ଖିରେଇଟାଙ୍ଗିରୀ ଜାଗର ମହୋତ୍ସବ ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀର ସର୍ବେଶ୍ୱର ମହାଦେବଙ୍କ ୫ ଦିନିଆ ଶିବଜାଗର ମହୋତ୍ସବ ଗତରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନ ଦିବସରେ ଭଦ୍ରକର ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପର ନୃତ୍ୟ ସଙ୍ଗୀତ…
Read More...

ରୁଷ୍-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଗୁରୁବାର ଏକବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସ୍ବତନ୍ତ୍ର ସାମରିକ ଅଭିଯାନ ଘୋଷଣା କରିବା…
Read More...

ବିମାନ ଚଢ଼ିବା ବେଳେ ପଡ଼ିଗଲେ ବାଇଡେନ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ସିଡି ଚଢିବା ବେଳେ ପଡିଯାଇଛନ୍ତି। ବାଇଡେନ ପଡିଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ବାଇଡେନ ପୋଲାଣ୍ଡରୁ ସ୍ବଦେଶ…
Read More...

ଛାତ୍ରୀ ନିବାସର ବାର୍ଷିକ ଉତ୍ସବ

ଫୁଲବାଣୀ :  ଫୁଲବାଣୀ, ସରକାରୀ କନିଷ୍ଠ ମହାବିଦ୍ୟାଳୟ ଛାତ୍ରୀ ନିବାସର ବାର୍ଷିକ ଉତ୍ସବ ଅଧ୍ୟକ୍ଷା ଜ୍ୟୋତିର୍ମୟୀ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି କଲେଜର ଅଧ୍ୟକ୍ଷ…
Read More...

ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର

ନବରଙ୍ଗପୁର : ଓଡ଼ିଶା ରେଡକ୍ରସର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲା ଯୁବ ରେଡକ୍ରସ ତରଫରୁ ତିନି ଦିନିଆ ଜିଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭ।ବେ ଜିଲାପାଳ ଡ଼ଃ.…
Read More...

ଧାନକିଣା ଟାର୍ଗେଟ୍ ନାହିଁ, ମଣ୍ଡିରେ ପଡିଛି ଶହ ଶହ ବସ୍ତା ଧାନ

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା ବାରମ୍ବାର ନଜରକୁ ଆସୁଛି। ଦୁଇ ଦିନ ତଳେ ଧାନକିଣା ଟାର୍ଗେଟ ନଥିବାକୁ କେନ୍ଦ୍ରକରି ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରୁ ଚଳିତବର୍ଷ…
Read More...

ଓରନ୍ଦାରେ ନବନିର୍ମିତ ଗୌରୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଗ୍ରାମର ସମ୍ବେଶ୍ୱର ମନ୍ଦିର ପରିସରରେ ମା ଗୌରୀଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞିକ ବ୍ରାହ୍ମଣଙ୍କ ଦ୍ୱାରା…
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଲି ବୋଝେଇ ହାଇୱା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ-ଛତ୍ରଙ୍ଗ ପୁର୍ତ୍ତ ବିଭାଗ ରାସ୍ତା ହରଭଙ୍ଗା ଅବକାରୀ ଅଫିସ ନିକଟରେ  ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି। ସୂଚନାନୁସାରେ…
Read More...

ହିନ୍ଦୁ ଜାଗରଣ ମଞ୍ଚ ଆଠଗଡ ଶାଖା ପୁନର୍ଗଠିତ

ଆଠଗଡ :  ହିନ୍ଦୁ ଜାଗରଣ ମଞ୍ଚର ଆଠଗଡ ଶାଖା ପୁନର୍ଗଠିତ ହୋଇଛି। ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସାଇ ଭବନଠାରେ ଆୟୋଜିତ ଏକ ବୈଠକରେ ଆଠଗଡ ଶାଖାର ସଭାପତି ରୂପେ ସମାଜସେଵୀ ତଥା ପୂର୍ବତନ କାଉନସିଲର ଲକ୍ଷ୍ମୀ ନାରାୟଣ…
Read More...

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ; ଆଜି ଲୋକାର୍ପଣ

ପୁରୀ/ସୁଆଣ୍ଡୋ/ସାକ୍ଷିଗୋପାଳ : ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଗୁରୁବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ ସ୍ମୃତି ଦେଖିବ ସମଗ୍ର…
Read More...

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଆଜି

କେପ୍‌ଟାଉନ୍‌ : ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ଗୁରୁବାର ଅ​ଷ୍ଟ୍ରେ‌ଲିଆ ଓ ଭାରତ ମଧ୍ୟରେ ଖେଳାଯିବ। ଅଦ୍ୟାବଧି ପ୍ରଦର୍ଶନକୁ ଦେଖିଲେ କହିହେବ ଯେ ଏହି ମ୍ୟାଚ୍‌ ଜିତି ୮ମ ସଂସ୍କରଣରେ ୭ମ…
Read More...

ମାର୍ଚ୍ଚ ୧ରୁ +୨ ଥିଓରୀ ପରୀକ୍ଷା

ଭୁବ‌େ‌ନଶ୍ବର : ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି । ଭୁବନେଶ୍ବର ଠାରୁ ୧୦୦କିମି…
Read More...

ସଡ଼କ ଦୁର୍ଘଟଣାରେ ୯ ମୃତ

ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‍ ଜିଲାର…
Read More...

ପ୍ରଥମ ୨ଟି ସ୍ଥାନରେ ଜାଡେଜା ଓ ଅଶ୍ବିନ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ଦୁଇ ଭାରତୀୟ ସ୍ପିନର ସ୍ଥାନ ପାଇଛନ୍ତି। ରବୀନ୍ଦ୍ର ଜାଡେଜା ୧ ନମ୍ବର ସ୍ଥାନ ବଜାୟ…
Read More...

କପି ସୁଯୋଗ ନ ଥିବାରୁ ବୋର୍ଡ଼ ପରୀକ୍ଷା ଦେଲେନି ୬.୫ ଲକ୍ଷ ବିଦ୍ୟାର୍ଥୀ

ପ୍ରୟାଗରାଜ : ବୋର୍ଡ ପରୀକ୍ଷାରେ କପି କରିବାକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ପ୍ରାୟ ୬.୫ ଲକ୍ଷ ବିଦ୍ୟାର୍ଥୀ…
Read More...

ଭାରତ-ଚୀନ କୂଟନୈତିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଲାଗି ରହିଥିବା ବିବାଦର ସମାଧାନ ନିମନ୍ତେ ବୁଧବାର ଭାରତ-ଚୀନ ମଧ୍ୟରେ କୂଟନୈତିକ କଥାବାର୍ତ୍ତା ହୋଇଛି। ସୀମା ବିବାଦର ଆପୋଷ ସମାଧାନ ନିମନ୍ତେ ଦୁଇ…
Read More...

ବିଶ୍ବ ଆତଙ୍କବାଦୀ ଘୋଷିତ ସଲାହୁଦ୍ଦିନକୁ ପାକ୍ ସେନାର ସୁରକ୍ଷା

ଇସଲାମାବାଦ : ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ହିଜବୁଲ୍ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ଏବେ ପାକିସ୍ତାନରେ ମୁକ୍ତ ଓ ଅବାଧ ବିଚରଣ କରୁଛି। ଏପରିକି ପାକିସ୍ତାନ ସେନା ପକ୍ଷରୁ ସଲାହୁଦ୍ଦିନକୁ…
Read More...

ଡିଜିପିଙ୍କ ସହ ବୋଥ୍ରାଙ୍କ ରୁଦ୍ଧଦ୍ବାର ବୈଠକ

ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୨୫ଦିନ ବିତିଛି। ଏବେସୁଦ୍ଧା ହତ୍ୟାକାଣ୍ଡର ରହସ୍ୟଘେରରେ ରହିଛି। ଦିନ ଗଡ଼ିବା ସାଙ୍ଗକୁ ହତ୍ୟାକାଣ୍ଡର ନୂଆ ନୂଆ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି।…
Read More...

ଗୁରୁବାର ରାଶିଫଳ (୨୩.୦୨.୨୦୨୩)

ମେଷ : ଜ୍ଞାନଗରିମାଯୁକ୍ତ ହେବେ। ପ୍ରତି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରନ୍ତି। ଚଳଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଆଦର୍ଶ ଯୁଗପୁରୁଷ ମାନ୍ୟତା ପ୍ରାପ୍ତ ହେବେ। ବୃଷ : ଆୟୁଷ୍ମାନ…
Read More...

ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ସର୍ବନିମ୍ନ ବୟସ ୬ବର୍ଷ

ନୂଆଦିଲ୍ଲୀ : ଶିଶୁମାନଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରାଯାଇଛି। ଏପରି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ…
Read More...

ଅନଲାଇନ୍ ସଟ୍ଟା ଖେଳ ଉପରେ ପୁଲିସର ଚଢଉ ; ଦୁଇ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ପୁଲିସ ପାଟ୍ରୋଲିଂ ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଦୁଇଟି ସ୍ଥାନରେ ଅନଲାଇନ୍ ସଟ୍ଟା ଖେଳ ଉପରେ ଚଢଉ କରିଛି । ରେଙ୍ଗାଲିକ୍ୟାମ୍ପ ଛକରେ ଅତାବିରା ବ୍ଲକ କୁଲଣ୍ଡା ଗ୍ରାମର ଆକାଶ ଭୁଏ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ଚିନ୍ତନ ଦିବସ

କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସରରେ ବୁଧବାର ଜିଲାସ୍ତରୀୟ ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ…
Read More...

ସୋମବାର ଯୋଡାରେ ‘ନିଧି ଆପକେ ନିକଟ ୨.୦’ର ଅଭିଯୋଗ ଶୁଣାଣୀ

କେନ୍ଦୁଝରଗଡ : କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ତା’ର ସଦସ୍ୟ ମାନଙ୍କ ସୁବିଧାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି । ୨୦୧୫ ମସିହା ପୂର୍ବରୁ ‘ଭବିଷ୍ୟନିଧି ଅଦାଲତ’ ମାଧ୍ୟମରେ ଏହାର ସଦସ୍ୟ ମାନଙ୍କର ଅଭିଯୋଗକୁ ସମାଧାନ…
Read More...

ଜିଲାସ୍ତରୀୟ ‘ମୋ ସ୍କୁଲ ଅଭିଯାନ’ ଉତ୍ସବ

କେନ୍ଦୁଝରଗଡ : ଡି.ଏନ୍‌.ହାଇସ୍କୁଲ ସଭା ଗୃହରେ ବୁଧବାର ପଞ୍ଚମ ଜିଲାସ୍ତରୀୟ ‘ମୋ ସ୍କୁଲ ଅଭିଯାନ’ ଉତ୍ସବ ପାଳିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା

ପିପିଲି : ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଅଛି କି’ ନାହିଁ ତାହାର ତଦନ୍ତ ହେବା ଦରକାର ବୋଲି ପିପିଲି…
Read More...

ନିୟମଗିରିରେ ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ ; ଜଣେ ଅଟକ ପୁଲିସ ତଦନ୍ତ ଜାରି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ ଉପରେ ଜନ୍ତୁ ଶିକାର କରିବାକୁ ଯାଇ ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ ହୋଇଥିବାବେଳେ ପଲିସ ତଦନ୍ତ ଆରମ୍ଭ କରିଛି।…
Read More...

ଏମ୍‌ସ ଭୁବନେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ : ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ

ପ୍ରଥମେ ଔଷଧ ସେବନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକଲେ ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମାଗଣା ବାତଜ୍ବର ବଣ୍ଟନ ନିମନ୍ତେ…
Read More...

କାଜୁ ଜଙ୍ଗଲରେ ନିଆଁ

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ମୁଣ୍ଡିଆ ସାହି ନିକଟରେ ଥିବା କାଜୁ ଜଙ୍ଗଲରେ ନିଆଁ ଲାଗି ଶହ ଶହ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନିଆଁର ପ୍ରକୋପରେ କାଜୁ, ଶାଗୁଆନ ଓ ୟୁକାଲିପଟାସ ଗଛ ବହୁ ସଂଖ୍ୟାରେ…
Read More...

ସ୍ୱେଚ୍ଛାସେବୀ ମନୋବୃତ୍ତିର ବିକାଶ ଓ କାର୍ଯ୍ୟଧାରା ଆଲୋଚନାଚକ୍ର

ତିଗିରିଆ : ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର (କେନ୍ଦ୍ରୀୟ ଯୁବ ଓ କ୍ରିଡ଼ା ବିଭାଗ ) ସହଯୋଗରେ ଏକ ଦିବସୀୟ ସ୍ୱେଚ୍ଛାସେବୀ ମନୋବୃତ୍ତିର ବିକାଶ…
Read More...

ହରଭଙ୍ଗା ଠାରୁ ଧଳପୁର ରାସ୍ତା ଶୋଚନୀୟ ; ସ୍ଥାୟୀ ଉଚ୍ଚ ରାସ୍ତା ନିର୍ମାଣ ଦାବି

ହରଭଙ୍ଗା : ବହୁପ୍ରତୀକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀସେତୁ ନିର୍ମାଣକାର୍ଯ୍ୟ ଶେଷ ପରେ ଅନୁଗୁଳୁ ଜିଲ୍ଲା ସହିତ ବୌଦ୍ଧଜିଲ୍ଲାକୁ ଗମନାଗମନ ପାଇଁ ବାଟଫିଟିଛି । ସର୍ମ୍ପକର ସେତୁ ନିର୍ମାଣ ପରେ ଉଭୟପଟୁ ବସ୍ ଚଳାଚଳ…
Read More...

ବାଳିକା ହାଇସ୍କୁଲରେ ଅଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଆଠଗଡ଼ :  ଆଠଗଡ଼ ସରକାରୀ ବାଳିକା ହାଇସ୍କୁଲରେ ବୁଧବାର ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାକରଣ ଓ ସୁରକ୍ଷା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ…
Read More...

ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ରକ୍ତଦାନ ଶିବିର

ଆଠଗଡ଼ :  ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏନଏସଏସ, ଯୁବ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ର ମିଳିତ ଆନକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ…
Read More...

ଛଟେଇ ପ୍ରତିବାଦରେ କାରଖାନା ସମ୍ମୁଖରେ ଧାରଣା ୨ୟ ଦିନରେ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଠାରେ ପ୍ରତିଷ୍ଠିତ ଟାଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନା ସମ୍ମୁଖରେ ଛଟେଇ ପ୍ରତିବାଦରେ ନୂଆଶାସନ ଗ୍ରାମର ବିପିନ ବିହାରୀ ବେହେରା ପରିବାର ସହିତ ଧାରଣାରେ…
Read More...

୧୫୦ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ; ହରମନପ୍ରୀତ ବିଶ୍ବର ପ୍ରଥମ କ୍ରିକେଟର

ଜିକ୍ଵେ‌ବେରା  (ଦକ୍ଷିଣ ଆଫ୍ରିକା) : ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର ସୋମବାର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପୁରୁଷ ହେଉ ବା ମହିଳା; ବିଶ୍ବର ପ୍ରଥମ କ୍ରିକେଟର ଭାବେ ହରମନପ୍ରୀତ ୧୫୦ଟି…
Read More...

ତୁର୍କୀ ଭୂମିକମ୍ପ ଉଦ୍ଧାରକାରୀଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ହୋଇଥିବା ଭୟାବହ ଭୂମିକମ୍ପର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ରବିବାର ତୁର୍କୀ ସରକାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ନେଇ ଘୋଷଣା କରିଛନ୍ତି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଭାରତର…
Read More...

ଆଜିଠୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର :  ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଗୃହ କିଭଳି ସୁରୁଖୁରୁରେ ଚାଲିବ ତାହାକୁ ଦୃ‌ଷ୍ଟିରେ ରଖି ସୋମବାର ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ…
Read More...

ବିଭିଆର ସୁବ୍ରମଣ୍ୟମ୍‌ ନିତି ଆୟୋଗ ସିଇଓ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍‌ଙ୍କୁ କେନ୍ଦ୍ର ସରକାର ସୋମବାର ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି। ପରମେଶ୍ବରନ୍…
Read More...

ବାଲେଶ୍ୱରରେ ହେବ ଶହେ ଶଯ୍ୟାର ଇଏସ୍ଆଇ ହସପିଟାଲ

ନୂଆଦିଲ୍ଲୀ : ବାଲେଶ୍ୱର ଠାରେ ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲ ସ୍ଥାପନ ଲାଗି କେନ୍ଦ୍ର ଶ୍ରମ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଘୋଷଣା କରିଛନ୍ତି। ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ…
Read More...

ଆୟରଲାଣ୍ଡକୁ ହରାଇ ସେମିରେ ଭାରତ

ଜିକ୍ଵେ‌ବେରା (ଦକ୍ଷିଣ ଆଫ୍ରିକା): ଭାରତୀୟ ମହିଳା କ୍ରିକେଟ୍‌ ଦଳ କ୍ରମାଗତ ୨ୟ ଏବଂ ମୋଟ ୩ୟ ଥର ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଆୟରଲାଣ୍ଡକୁ ବର୍ଷା ନିୟମ…
Read More...

ଇପିଏଫ୍‌ କର୍ମଚାରୀଙ୍କୁ ଉଚ୍ଚହାର ପେନ୍‌ସନ୍‌ ସୁଯୋଗ

ନୂଆଦିଲ୍ଲୀ : ଭବିଷ୍ୟନିଧି କର୍ମଚାରୀଙ୍କୁ ଅଧିକ ପେନ୍‌ସନ୍‌ ପ୍ରଦାନ ଲାଗି ୪ ମାସ ତଳେ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ ତା’ ଉପରେ ସୋମବାର କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ପଦକ୍ଷେପ ଗ୍ରହଣ କରିଛି।…
Read More...