ଦଳ ମାନ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟ ଗଲେ ଉଦ୍ଧବ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ନିର୍ବାଚନ କମିସନ (ଇସି) ପ୍ରକୃତ ଶିବସେନା ଦଳ ବୋଲି ମାନ୍ୟତା ପ୍ରଦାନ କରିବା ସହ ଧନୁ ଏବଂ ତୀର ଚିହ୍ନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ…
Read More...

ମଙ୍ଗଳବାର ରାଶିଫଳ (୨୧.୦୨.୨୦୨୩)

ମେଷ : ଶାରୀରିକ ସ୍ତରରେ ରୋଗ ଓ ମାନସିକ ସ୍ତରରେ ଶୋକର ପ୍ରଶ୍ନ ଉଠୁ ନାହିଁ। ପତ୍ନୀଙ୍କ କର୍ତ୍ତବ୍ୟ ପରାୟଣତା ଓ ନମନୀୟ ବ୍ୟବହାର ଘରଟିକୁ ବୈକୁଣ୍ଠ ସମତୁଲ୍ୟ କରିପାରେ। କୁଳର କଳଙ୍କ ପୋଛିପାରନ୍ତି। ବୃଷ : ପତ୍ନୀଙ୍କ…
Read More...

ୟୁକ୍ରେନକୁ ଦୁର୍ବଳ ମନେ କରିବା ପୁଟିନଙ୍କ ବଡ଼ ଭୁଲ୍‌

କିଭ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି। ଗସ୍ତ କାଳରେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ। ବାଇଡେନ ୟୁକ୍ରେନରେ ପ୍ରାୟ ୫ଘଣ୍ଟା…
Read More...

ଯୁବକର ଆତ୍ମାହୂତି ଉଦ୍ୟମ

ତିଗିରିଆ :  ତିଗିରିଆ ଥାନା ସମ୍ମୁଖରେ ସୋମବାର ଅପରାହ୍ଣରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ପୁଲିସ ଯୁବକ ଜଣଙ୍କୁ କାବୁ କରିନେଇଥିବାରୁ ଏକ ବଡ଼ ଅଘଟଣକୁ ରୋକାଯାଇ ପାରିଥିବା…
Read More...

ଧର୍ମାନ୍ତରୀକରଣ ଓ ଗୋ ଚାଲାଣ ରୋକିବାକୁ ସରକାର କଠୋର ପଦକ୍ଷେପ ନେବା ଉଚିତ

ସୁନ୍ଦରଗଡ଼ : ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡା.ପ୍ରବିନ ଭାଇ ତୋଗାଡ଼ିଆ ସୋମବାର ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି । ହିନ୍ଦୁ ଜାଗରଣ ଅଭିଯାନର କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ନିତ…
Read More...

ବିଶିଷ୍ଟ ବ୍ୟବବସାୟୀ ତଥା ପୂର୍ବତନ ସମିତିସଭ୍ୟଙ୍କ ପରଲୋକ

ହରଭଙ୍ଗା : ହରଭଙ୍ଗା ବଜାର ସାହିର ବିଶିଷ୍ଟ ବ୍ୟବସାୟୀ ଓ ହରଭଙ୍ଗା ପଂଚାୟତର ପୂର୍ବତନ ସମିତିସଭ୍ୟ ମହୋନଞି ଲାଲ୍ (୬୧)ଙ୍କ ସୋମବାର ହୃଦଘାତରେ ପରଲୋକ ଘଟିଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ…
Read More...

ଲୁହାପାଣି ପାଇପ୍ ଚୋରି ଘଟଣାରେ ୫ ଆନ୍ତଃରାଜ୍ୟ ଡକାୟତି ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ପୁଲିସ ଲୁହା ପାଣି ପାଇପ୍ ଚୋରି ଘଟଣାରେ ୫ଜଣ ଆନ୍ତଃରାଜ୍ୟ ଡକାୟତିଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ପିଇବା ପାଣି…
Read More...

ପଦ୍ମପୁର – ନୂଆପଡା ରେଳ ଲାଇନ ନେଇ ସ୍ପଷ୍ଟୀକରଣ ରଖିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ :  ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ସହିତ ଅନ୍ୟାନ ବିଷୟରେ କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶୃତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀ ସ୍ପଷ୍ଟୀକରଣ…
Read More...

ବିଜୁ ପଟ୍ଟନାୟକ କପ୍ କ୍ରିକେଟ : ଦ୍ୱିତୀୟ ମ୍ୟାଚରେ ବାଲାବାବା ବିଜୟୀ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଦ୍ୱାଦଶ ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ କେନ୍ଦ୍ରପଡ଼ାର ବାଲାବାବା କ୍ରିକେଟ କ୍ଲବ୍ ଭଦ୍ରକର…
Read More...

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ

ଚୌଦ୍ୱାର : ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର ସେବା ତରଫରୁ ଚୌଦ୍ୱାର ପୌରପାଳିକା ୧୨ ନମ୍ବର ୱାର୍ଡ଼ର ଭିନ୍ନକ୍ଷମ ବ୍ୟକ୍ତି ଦେବେନ୍ଦ୍ର ସାମଲଙ୍କୁ ସହାୟତା ପ୍ରଦାନ କରାଯାଇଛି । ସଂଗଠନର ସଦସ୍ୟମାନେ ଶ୍ରୀ…
Read More...

ରାସ୍ତା ମରାମତି ଦାବି

ସମ୍ବଲପୁର : ସମ୍ବଲପୁରର ସିଟି ରେଳ ଷ୍ଟେସନ ନିକଟରୁ ପୁରୁଣା ରାଞ୍ଚି ରୋଡକୁ ଠେମରା ଗ୍ରାମ ଦେଇ ଯାଇଥିବା ରାସ୍ତାକୁ ମରାମତି ପାଇଁ ଦାବି କରାଯାଇଛି । ଏହି ରାସ୍ତାଟି ଏବେ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଥିବାରୁ ଠେମରା,…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ବନ ବିଭାଗର ଚଳଚ୍ଚିତ୍ର ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ହେବ ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ବର୍ତ୍ତମାନ ଖରା ଦିନ ଆସୁଥିବାରୁ ଜଙ୍ଗଲରେ ନିଆଁ ଲାଗିବା ଯଥେଷ୍ଟ…
Read More...

ଛଅଗାଁ ଉତ୍କଳମଣି ବିଦ୍ୟାପୀଠରେ କ୍ରୀଡା ପ୍ରତି ବିମୁଖ ଭାବ

ଗୁରୁଡିଝାଟିଆ :  ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ଦେବା ସହିତ ବିଦ୍ୟାଳୟସ୍ତରରୁ ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗିତାମୂଳକ ଭାବନାରେ ଗଢିତୋଳିବା ପାଇଁ କ୍ରୀଡା ପ୍ରତିଯୋଗିତା ଉପରେ ବେଶ ଗୁରୁତ୍ୱ…
Read More...

ମହାନଦୀରେ କୁମ୍ଭୀର ଆତଙ୍କ

ଗୁରୁଡିଝାଟିଆ : ମହାନଦୀର କଖଡି ଠାରୁ ମଧୁସେତୁ ଭିତରେ ଥଣ୍ଟିଆ କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋମବାର କୁମ୍ଭୀରଟି ଧବଳେଶ୍ୱର ନିକଟରୁ କିଛିଦୂରରେ କଟକ ଆଡକୁ ଯାଉଥିବା ଦେଖାଯାଇଥିଲା । ଖବର ପାଇବା ପରେ ଆଠଗଡ ବନଖଣ୍ଡ…
Read More...

ହିତାଧିକାରୀଙ୍କୁ ମାସ ମାସ ଧରି ମିଳିନି ଚାଉଳ ଓ ଗହମ

ଆଠଗଡ :  ଆଠଗଡ ଏନଏସିର ୯ ନମ୍ବର ଓ ୧୬ ନମ୍ବର ଓ୍ଵାର୍ଡରେ ହିତାଧିକାରୀଙ୍କୁ ରେସନ ସାମଗ୍ରୀ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ…
Read More...

ସିରିୟା ଉପରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ ; ୧୫ ମୃତ

ବେରୁଟ : ଭୂମିକମ୍ପ କ୍ଷତିଗ୍ରସ୍ତ ସିରିୟା ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଇସ୍ରାଏଲ। ସିରିୟା ରାଜଧାନୀ ଦମାସ୍କସ୍‌ର ଜନବସତି ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ସିରିୟା…
Read More...

ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର ମନା

କାବୁଲ : ଆଫଗାନିସ୍ତାନର ତାଲିବାନ ଶାସକ ମହିଳା ବିରୋଧୀ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ଏହି କ୍ରମରେ ତାଲିବାନ ସରକାର ମହିଳାଙ୍କୁ ଗର୍ଭନିରୋଧକ ଔଷଧ କିମ୍ବା ଗର୍ଭନିରୋଧ ସମ୍ପର୍କିତ ଅନ୍ୟ ପ୍ରକ୍ରିୟା ଆପଣାଇବା ଉପରେ…
Read More...

ଶେଷ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ; ପ୍ରଥମ ଦିନିକିଆରୁ ଓହରିଲେ ରୋହିତ

ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ରହି ଅପରାଜେୟ ଲିଡ୍‌ ନେଇପାରିଛି। ଏହାକୁ ଦେଖି ଜାତୀୟ ସିନିୟର ମନୋନୟନକାରୀ ବାକି ୨ଟି ଟେଷ୍ଟମ୍ୟାଚ୍‌ ଲାଗି ଭାରତୀୟ ଦଳରେ କୌଣସି…
Read More...

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ : ଭାରତ ଫାଇନାଲର ନିକଟତର

ନୂଆଦିଲ୍ଲୀ  : ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲର ନିକଟତର ହୋଇଛି। ଅଷ୍ଟ୍ରେଲିଆ ପଏଣ୍ଟ ପ୍ରତିଶତର ପ୍ରଥମ ସ୍ଥାନରେ ରହିଥିବାବେଳେ…
Read More...

ପ୍ରତିଶ୍ରୁତି ଓ ପ୍ରତାରଣାର ଲଢ଼େଇ

ଭୁବନେଶ୍ୱର : ପଦ୍ମପୁରକୁ ଜିଲା ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପୁଣି ଏକ ବର୍ଷ ସମୟ ନେବା ପ୍ରତାରଣା ନୁହେଁ କି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।…
Read More...

ଆଜିଠୁ ସିବିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସୋମବାର (ଆଜିଠାରୁ) ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ…
Read More...

ପଦ୍ମପୁରକୁ ପ୍ରତିଶ୍ରୁତି ପରେ ବଢ଼ିଲା ୯ ଜିଲା ମାନ୍ୟତା ଦାବି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ସମୟରେ ଏହି ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସାର୍ବଜନୀନ ହେବା ପରେ ଅନ୍ୟୂନ ୧୪ ଉପଖଣ୍ଡକୁ ନୂଆ ଜିଲା ମାନ୍ୟତା ନେଇ ଦାବି…
Read More...

ମନ୍ଦା ମଇଁଷିକୁ ଜାତୀୟ ମାନ୍ୟତା

ଭୁବ‌େ‌ନଶ୍ବର : ଓଡ଼ିଶାର ‘ମନ୍ଦା ମଇଁଷି’ ପ୍ରଜାତିକୁ ମିଳିଛି ଜାତୀୟ ମାନ୍ୟତା। ନିକଟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ…
Read More...

ଆଜିଠୁ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଆରବିଏସ୍‌କେ ଆୟୁଷ ଡାକ୍ତର। ଏଥିପାଇଁ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ସେବା ବ୍ୟାହତ ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ…
Read More...

ପ୍ରେମିକାକୁ ହତ୍ୟା କରି ମୃତଦେହ ଖଣ୍ଡଖଣ୍ଡ କଲା ପ୍ରେମିକ

ଜୟପୁର : ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି ରାଜସ୍ଥାନରେ ଘଟିଛି। ରାଜସ୍ଥାନ ନାଗୌର ଅଞ୍ଚଳରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ହତ୍ୟା କରି ତାର ମୃତଦେହକୁ ଖଣ୍ଡଖଣ୍ଡ କରି ଏଣେତେଣେ…
Read More...

ଉତ୍ତର-କୋରିଆ ପରୀକ୍ଷା କଲା ଆଇସିବିଏମ୍

ସିଓଲ : ନିଜର ଆଣବିକ ଶକ୍ତି ବୃଦ୍ଧି ପୂର୍ବକ ଉତ୍ତର-କୋରିଆ ଏହାର ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ୍) ପରୀକ୍ଷା କରିଛି। ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ରବିବାର ଉତ୍ତରକୋରିଆ…
Read More...

ସୋମବାର ରାଶିଫଳ (୨୦.୦୨.୨୦୨୩)

ମେ​ଷ :​‌ ପ୍ରଚୁର ପରିମାଣର ଧନରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ଜଳାଇ କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ବୃଷ : ଧର୍ମ କଥାନୁରକ୍ତର…
Read More...

ରେଳ ବିହାର ଯୁବ ପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ରେଳ ବିହାର ଯୁବ ପରିଷଦ କାର୍ଯ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ତଥା ପରିବେଶବିତ ଦିଲ୍ଲୀପ ଶ୍ରୀଚନ୍ଦନ…
Read More...

ଏପଟେ ବିଦ୍ୟାଳୟ ରୂପାନ୍ତର, ସେପଟେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଆଠଗଡ : ଆଠଗଡ ସହରଠାରୁ ମାତ୍ର ୩କିମି ଦୂରରେ ଅବସ୍ଥିତ ଧାଇପୁର ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିକରଣ ହେଉଥିବାବେଳେ ବିଦ୍ୟାଳୟ ପରିସରରେ ଖୋଲାମେଲା ଅବସ୍ଥାରେ ଥିବା…
Read More...

ଚିକିତ୍ସାଧିନ ଅବସ୍ଥାରେ ଆହତଙ୍କ ମୃତ୍ୟୁ, ୮ଦିନ ପରେ ବି ପୁଲିସ ହାତ ଖାଲି

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଗତ ୧୨ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩ଜଣଙ୍କ ମଧ୍ୟରେ ଜଣଙ୍କର ରବିବାର…
Read More...

ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ

 ଜି.ଉଦୟଗିରି : ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ରବିବାର ଜି.ଉଦୟଗିରି ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ବଟକୃଷ୍ଣ ଦାସ ବିବରଣୀ ପାଠ…
Read More...

ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଂକରପୁର ଗ୍ରାମରେ ଦ୍ୱାଦଶ ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଏହି…
Read More...

ପିପିଲି ବ୍ଲକ ପରିଦର୍ଶନ କଲେ ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧି

ପିପିଲି : ଦେଶର ୧୨ଟି ରାଜ୍ୟର ପଞ୍ଚାୟତ ଜନ ପ୍ରତିନିଧିମାନେ ରବିବାର ପିପିଲି ବ୍ଲକ୍‌କୁ କ୍ଷେତ୍ର ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ବ୍ଲକ ପରିସରରେ ଥିବା ‘ମିଲେଟ୍‌ ଡିଲାଇଟ୍‌’…
Read More...

ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ, ଲୋକେ ଅନ୍ଧାରରେ

ହରଭଙ୍ଗା : ଦୀର୍ଘଦିନର ଦାବି ପରେ ହରଭଙ୍ଗା ବ୍ଲକ ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂରପାଇଁ ‘ଏଲ ଏଣ୍ଡ ଟି’ କମ୍ପାନୀ ଦ୍ୱାରା ୧୯୦କୋଟି ଟଙ୍କା ବ୍ୟୟ ବରାଦରେ ହରଭଙ୍ଗାରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ…
Read More...

ରୂପାରେ ଝଲସିଲେ ବାବା ସର୍ପେଶ୍ୱର ଦେବ 

ଆଠଗଡ : ଆଠଗଡ଼ ଅଞ୍ଚଳର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ସର୍ପେଶ୍ୱର ଦେବଙ୍କୁ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚଳିବ ବର୍ଷ ପ୍ରଥମ କରି ୩୦ କିଲୋ ଓଜନର (ପ୍ରାୟ ୨୨ଲକ୍ଷ ୨୫ ହଜାର ଟଙ୍କା) ଚାନ୍ଦି ରୂପାରେ…
Read More...

ହରିୟାଣାରରେ ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପ୍ଲାଣ୍ଟ : ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ହରିୟାଣାର ଫତେହବାଦ୍ ଜିଲ୍ଲାର ଗୋରଖପୁର ଗ୍ରାମରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କେନ୍ଦ୍ର ବା ନ୍ୟୁକ୍ଲିୟର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଗୋରଖପୁର ଗ୍ରାମ ରାଜଧାନୀ ଦିଳ୍ଲୀର ଉତ୍ତରରେ ୧୫୦ କିଲୋମିଟର…
Read More...

ଜିଏସଟି କ୍ଷତିପୂରଣ ବାବଦ ୧୭ ହଜାର କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯିବ : ସୀତାରମଣ

ଡେସ୍କ : ଦ୍ରବ୍ୟ ଓ ସେବାକର(ଜିଏସଟି) ପରିଷଦ ରାଜ୍ୟମାନଙ୍କୁ ଭରଣା କରିବାକୁ ଥିବା ଏସଟି କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ସ୍ଥିର କରିଛି। ଜିଏସଟି ପରିଷଦର ୪୯ତମ ବୈଠକ ପରେ ନୂଆଦିଲ୍ଲୀଠାରେ ଅର୍ଥମନ୍ତ୍ରୀ…
Read More...

୨୫ ଶାଗୁଆନ ଗଣ୍ଡି ସହ ଟ୍ରାକ୍ଟର ଜବତ, ଆସାମୀ ଫେରାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ରେଞ୍ଜ ବନବିଭାଗ ମିଳିତ ଭାବେ ବରକାନୀ ଗ୍ରାମରୁ ଏକ ଟ୍ରାକ୍ଟର ୨୫ଖଣ୍ଡ ଗୋଲ ଲମ୍ବା ଶାଗୁଆନ ଗଣ୍ଡି ନେଇ ଯାଉଥିବା ସମୟରେ ମିଳିତ ଭାବେ ଜବତ କରିଛନ୍ତି। ଏହି କାଠ…
Read More...

ପିପିଲିରେ ଜାଗର ଉତ୍ସବ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ ସମାରୋହରେ ପାଳିତ ହେଉଛି । ବିଭିନ୍ନ ଶୈବପୀଠ ମାନଙ୍କରେ ଏଥିପାଇଁ ଶନିବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍‌ ଭିଡ ପରିଲକ୍ଷିତ ହୋଇଥିବା…
Read More...

ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ମହାଦୀପକୁ ପ୍ରତୀକ୍ଷା

ଡେସ୍କ : ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ନିରାପତ୍ତା…
Read More...

ପ୍ରସିଦ୍ଧ ସିଂହନାଥ ପୀଠରେ ମହାଶିବରାତ୍ରୀ

ବଡ଼ମ୍ବା : ମହାଶିବରାତ୍ରୀ ଅବସରରେ କଟକ ଜିଲା ବଡ଼ମ୍ବାର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଦେବଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି । ପୀଠ ପରିସର ସମେତ ମନ୍ଦିରକୁ ଗମନାଗମନର ସୁବିଧା ଲାଗି ନିକଟସ୍ଥ ଟି…
Read More...

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ : କଂଗ୍ରେସ

ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଆବଶ୍ୟକ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ : ପ୍ରଥମ ପାଳିରେ ଭାରତ ୨୬୨, ଅଷ୍ଟ୍ରେଲିଆ ୬୨ ରନ ଆଗୁଆ

ଡେସ୍କ :  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ଦ୍ବିତୀୟ ଟେଷ୍ଟର  ପ୍ରଥମ ପାଳିରେ ଭାରତ ୨୬୨ ରନରେ ଅଲ ଆଉଟ ହୋଇଛି । ଦ୍ବିତୀୟ  ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ  ଇନିଂସରେ…
Read More...

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ : ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଦେଲା ଭାରତ

କେପ୍‌ଟାଉନ  : ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ  ଗ୍ରୁପ-ବିର ଏକ ଲିଗ୍‌ ମ୍ୟାଚ ଆଉ କିଛି ସମୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେଣ୍ଟ ଜଜ୍‌ ପାର୍କରେ ଖେଳାଯିବ। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ…
Read More...

ଚାକିରୀ ଠକେଇ : ମାଷ୍ଟରମାଇଣ୍ଡ ବିହାରରୁ ଗିରଫ

ଭୁବନେଶ୍ୱର : ଚାକିରି ଦେବା ନାଁରେ ଠକେଇ କରୁଥିବା ମୁଖ୍ୟ ଅଭିଯୁକ୍ତକୁ  ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି । ଗିରଫ ମାଷ୍ଟରମାଇଣ୍ଡ ହେଉଛି ଧର୍ମପାଲ୍ ସିଂହ । ୧୭ ରାଜ୍ୟର ଲୋକଙ୍କୁ ଠକିଥିବା…
Read More...

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଚାନ୍ଦିପୁଟ : ବାହାଘର ଭୋଜିରେ ନାଚଗୀତରେ ସଭିଏଁ ମସଗୁଲ ଥିବା ବେଳେ ସାମାନ୍ୟ ଅବହେଳାରୁ ଅକାଳରେ ଚାଲିଗଲା ଦୁଇ ଦୁଇଟିର ନିରୀହ ଜୀବନ । ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ…
Read More...

ଏନ୍ଏସିର ବିକାଶ ପାଇଁ ଏକ କୋଟି ଟଙ୍କାର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସିକୁ ଅଧିକରୁ ଅଧିକ ବିକଶିତ କରିବା ପାଇଁ  ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପ୍ରତି ୱାର୍ଡ ମାନଙ୍କରେ ସମସ୍ତ ପ୍ରକାର ସୁବିଧା ସୁଯୋଗ…
Read More...

ପ୍ରସିଦ୍ଧ ଅଷ୍ଟଶମ୍ଭୁ ପୀଠ ବାବା ବିଶ୍ୱେଶ୍ୱର ମନ୍ଦିରରେ ମହାଶିବରାତ୍ରୀ

ରେଙ୍ଗାଲିକ୍ୟାମ୍ପ : ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବ ପୀଠ ମଧ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଅତାବିରା ବ୍ଲକ ସରଣ୍ଡା ସ୍ଥିତ ଅତି ପ୍ରାଚୀନ ଶୈବ ପୀଠ ବାବା ବିଶ୍ଵେଶ୍ୱର ଶିବ ମନ୍ଦିରରେ ଶନିବାର ମହାଶିବରାତ୍ରୀ  …
Read More...

ଟିଟିଲାଗଡ଼ରେ ଆରମ୍ଭ ହେଲା ମହାଶିବରାତ୍ରୀ ମେଳା

ଟିଟିଲାଗଡ଼ : ଟିଟିଲାଗଡ଼ର ଐତିହାସିକ ଧବଳେଶ୍ୱର ପୀଠ ଠାରେ ମହା ଶିବରାତ୍ରୀ ମେଳା ଶନିବାର ଠାରୁ ଆରମ୍ଭ ହୋଇଛି। କୁମୁଡା ପାହାଡ଼ ଗୁମ୍ପାରେ ପ୍ରାଚୀନ କାଳରୁ ଅବସ୍ଥିତ ଧଵଳେଶ୍ୱରଙ୍କ ଏହି ପୀଠରେ ପ୍ରତିବର୍ଷ ମହା…
Read More...

କେନ୍ଦ୍ରୀୟ ଯୋଜନାର ସଠିକ କ୍ରିୟାନ୍ୱୟନ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ସାମିଲ ଜରୁରୀ : ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ :  ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ପ୍ରତିନିଧି ମାନଙ୍କୁ ସଠିକ ଭାବେ ଶକ୍ତିଶାଳୀ ନ କଲେ ଓ ସେମାନଙ୍କୁ ସାମିଲ ନ କଲେ କେନ୍ଦ୍ରୀୟ ଯୋଜନା ଗୁଡିକର ସଠିକ ଭାବେ କ୍ରିୟାନ୍ୱୟନ କିମ୍ବା ଧନରାଶିର ସଠିକ ବିନିଯୋଗ ହୋଇ…
Read More...

ବଜେଟରେ ମନରେଗା ଅନୁଦାନ ହ୍ରାସ ପାଇ ନାହିଁ : ସୀତାରମଣ

ଡେସ୍କ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପୋଷ୍ଟ ବଜେଟ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ହୋଟେଲ ମେ’ ଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି…
Read More...

ଯେତେବେଳେ ଏକ ସ୍ବପ୍ନର ମୃତ୍ୟୁ ହୁଏ

୧୯୩୧ ମସିହା ମାର୍ଚ୍ଚ ମାସର ଏକ ଭାରାକ୍ରାନ୍ତ ସନ୍ଧ୍ୟା। ଜଳଭାରହୀନ ଖଣ୍ଡେଖଣ୍ଡେ ଉଦାସୀ ମେଘର ଆସ୍ତରଣ ତଳେ ସେଦିନ ଲଣ୍ଡନ ସହରର ପ୍ରସିଦ୍ଧ ଆଲବର୍ଟ ହଲ୍‌ର ବାତାବରଣ ଥିଲା ଉଦ୍‌ବେଗରେ ଭରା ଓ ଗମ୍ଭୀର। ଠିକ ବର୍ଷକ ତଳେ…
Read More...

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବଇ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇ​ଛନ୍ତି । ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ସେ ନିଜର  ଇସ୍ତଫା ପତ୍ର ପଠାଇଛନ୍ତି । ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ଥିଲେ।…
Read More...

ସଂଯମ ଓ ଶୃଙ୍ଖଳା

ଆମ ରାଜ୍ୟରେ କ୍ଷମତାସୀନ ସରକାର ଦୀର୍ଘ ୨୩ବର୍ଷ ଧରି ଦେଇଚାଲିଛି ସ୍ଥିର ଶାସନ। ନିଃଶବ୍ଦ ବିରୋଧୀ ଓ ନିରଙ୍କୁଶ କ୍ଷମତା ନେଇ ଆମର ଏଠାରେ କିଛି ମତାମତ ଦେବାର ନାହିଁ; ତେବେ ଏତିକି କୁହାଯାଇପାରେ ଯେ ସ୍ଥିର ସରକାର…
Read More...

ଆଇସକ୍ରିମ୍ ଦୋସା

ନୂଆ ପ୍ରକାର ଖାଦ୍ୟକୁ ଆଜିକାଲି ଲୋକେ ‘ଫ୍ୟୁଜନ୍‌ ଫୁଡ୍’ ବୋଲି କହୁଛନ୍ତି। ଏଇ ଫ୍ୟୁଜନ୍ ଫୁଡ୍ ତାଲିକାରେ ଏଥରକ ‘ଆଇସକ୍ରିମ୍ ଦୋସା’ ସ୍ଥାନ ପାଇଛି। ଚେନ୍ନଇର ଜଣେ ରାସ୍ତାକଡ଼ ଦୋକାନୀ ଏହି ସ୍ବାଦର ଦୋସା ତିଆରି…
Read More...

୬୦ ଘଣ୍ଟା ପରେ ବିବିସି କାର୍ଯ୍ୟାଳୟରେ ଆୟକର ଯାଞ୍ଚ ଶେଷ

ନୂଆଦିଲ୍ଲୀ : ଦୀର୍ଘ ୬୦ ଘଣ୍ଟା ପରେ ମୁମ୍ବଇ ଓ ଦିଲ୍ଲୀସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ଯାଞ୍ଚ ଶେଷ ହୋଇଛି । ମଙ୍ଗଳବାର ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିବା ଆୟକର ଯାଞ୍ଚ କ୍ରମାଗତ ଭାବେ ୬୦ଘଣ୍ଟା ଧରି ଜାରି…
Read More...

ତୁର୍କୀ ଓ ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା, ୨୪୮ ଘଣ୍ଟା ପରେ ନାବାଳକ ଉଦ୍ଧାର

ଅଙ୍କାରା : ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର…
Read More...

ବୋନ୍‌ସାଲ୍ ; ଏଲିଅନ୍‌‌ଙ୍କ ପ୍ରିୟ ଗାଁ

ବ୍ରିଟେନ୍‌ ମାଞ୍ଚେଷ୍ଟରସ୍ଥିତ ବୋନ୍‌ସାଲ୍ ନାମରେ ଛୋଟ ଗାଁ। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ‘ନାସା’ର ଗବେଷକମାନେ ଏହି ଗାଁରେ ଡେରା ଜମାଇ ରହୁଛନ୍ତି କହିଲେ ଚଳେ। ୨୦୦୦ ମସିହା ପରଠାରୁ ବୋନ୍‌ସାଲ୍ ଗାଁ ଚର୍ଚ୍ଚାର…
Read More...

ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର

ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହୋଇଛି। ଡଚ୍‌ ଲୋକେସନ ଟେକ୍ନୋଲୋଜି ସ୍ପେସାଲିଷ୍ଟ ଟମ୍ ଟମ୍‌ର ଟ୍ରାଫିକ ଇଣ୍ଡେକ୍ସ ଅନୁଯାୟୀ ୨୦୨୨ ରେ ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ…
Read More...

କଟକ ବଡ଼ ଡାକ୍ତରଖାନା : ୨ସିଟି ସ୍କାନ ଅଚଳ, ରୋଗୀ ହଟହଟା

କଟକ : ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ମାଗଣାରେ ସମସ୍ତ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଏଥିନେଇ ରାଜ୍ୟ ସରକାର ‘ନିଦାନ’ ଯୋଜନା ଆରମ୍ଭ କରିଛନ୍ତି। କଟକ ବଡ଼ ମେଡିକାଲରେ ରକ୍ତ…
Read More...

ଭୁବନେଶ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବ‌େ‌ନଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ପୋଷ୍ଟ ବଜେଟ୍ ସାମ୍ବାଦିକ ସମ୍ମିଳନୀକୁ ସେ ଶୁକ୍ରବାର ସମ୍ବୋଧିତ…
Read More...

ରାଜପଥରୁ ଜବରଦଖଲ ହଟାଅ ; ଓଡ଼ିଶାକୁ ୬୭% ନମ୍ବର

ଭୁବନେଶ୍ୱର : ରାଜ୍ୟରେ ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତଙ୍କୁ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକ।ର ନେଉଥିବା ପଦକ୍ଷେପ ଉପରେ ସୁପ୍ରିମକୋର୍ଟ କମିଟି ସଚିବ ସଞ୍ଜୟ…
Read More...

ଉତ୍ସାହିତ ଭାରତ ବନାମ ଚିନ୍ତିତ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତ ଏପରି ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବହୁତ କମ୍ ଲୋକ ଆଶା କରିଥିଲେ। ସମସ୍ତ ବିଭାଗରେ ଭାରତ ଶକ୍ତି ପ୍ରଦର୍ଶନ କରି ଇନିଂସ ବିଜୟ ହାସଲ…
Read More...

ବିବାହ ବନ୍ଧନରେ ସ୍ବରା ଭାସ୍କର

ମୁମ୍ବଇ  : ଅଭିନେତ୍ରୀ ସ୍ବରା ଭାସ୍କର ରାଜନେତା ଫୱାଦ୍‌ ଅହମ୍ମଦଙ୍କୁ ବିବାହ କରିଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ସ୍ବରା ବିବାହ ନେଇ ବାର୍ତ୍ତା ଛାଡ଼ିଛନ୍ତି । ଗତ ଜାନୁଆରୀ ୬ରେ ଅଦାଲତରେ ପୱାଦ୍‌ଙ୍କୁ…
Read More...

ଗୋଆରେ ଛୁଟି କଟାଉଛନ୍ତି ଋଷି ସନକଙ୍କ ପରିବାର

ପାଣାଜୀ  : ୟୁକେ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ପରିବାର ଗୋଆରେ ଛୁଟି କଟାଉଥିବା ଜଣାପଡ଼ିଛି। ସନକଙ୍କ ପତ୍ନୀ ଅକ୍ଷତା, ଦୁଇ ଝିଅ ଅଂଶୁକା ଓ କ୍ରିଷ୍ଣାଙ୍କ ସହ ଅକ୍ଷତାଙ୍କ ବାପା ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା…
Read More...

ଦୁଇ ମାସରେ ସରିବ ୩ ରେଳ ପ୍ରକଳ୍ପ ସର୍ଭେ

ନୂଆଦିଲ୍ଲୀ : ଉତ୍ତର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବୁଢ଼ାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଦାମପାହାଡ଼-କେନ୍ଦୁଝର ନୂତନ ରେଳପଥ ପ୍ରକଳ୍ପର ଚୂଡ଼ାନ୍ତ ଗତିପଥ ସର୍ଭେ କାର୍ଯ୍ୟ ଚାଲିଛି। ଆସନ୍ତା ଦୁଇ ମାସ…
Read More...

ଶୁକ୍ରବାର ରାଶିଫଳ (୧୭.୦୨.୨୦୨୩)

ମେଷ : ଦୀନ, ଦରିଦ୍ରମାନେ ଆପଣଙ୍କ ନିକଟରେ କୃତଜ୍ଞ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାଣ୍ଡିତ୍ୟର ପଟାନ୍ତର ନାହିଁ। ମହିଳାମାନଙ୍କ ସହାୟକ ହେବେ। ଭୋଜନ ତୃପ୍ତିଦାୟକ ହେବ। ବୃଷ : ବିଶେଷ…
Read More...

ସପ୍ନେଶ୍ୱର ଭାଗବତ ମହାମଣ୍ଡଳର ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ଜେନାପୁର-ଗୋପାଳପ୍ରସାଦ ଗ୍ରାମର ଆରାଧ୍ୟଦେବ ଶ୍ରୀ ଶ୍ରୀ ସପ୍ନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସପ୍ନେଶ୍ୱର ଭାଗବତ ମହାମଣ୍ଡଳର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
Read More...

ଏକଦିବସୀୟ କ୍ରିକେଟ ମ୍ୟାଚ ; ଛତିଶଗଡ ବିଜୟୀ

ଗୁରୁଡିଝାଟିଆ :  ଓଡିଶା କ୍ରିକେଟ ଆସୋସିଏସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ କପୁରସିଂ ସ୍ଥିତ ଏମଜିଏମ ସ୍ପୋର୍ଟସ ସ୍କୁଲ ଓ କ୍ରିକେଟ ଉତ୍କର୍ଷ କେନ୍ଦ୍ର ଖେଳପଡିଆରେ ଆୟୋଜିତ ୫୦ ଓଭର ବିଶିଷ୍ଟ ଏକଦିବସୀୟ କ୍ରିକେଟ ମ୍ୟାଚରେ…
Read More...

ମୁଣ୍ଡ ପିଛା ୫କି.ଗ୍ରା ଚାଉଳରୁ ବଞ୍ଚିତ ; ବିଜେଡିର ଗଣଧାରଣା ଓ ପ୍ରତିବାଦ ସଭା

କେନ୍ଦୁଝରଗଡ଼ : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ ବନ୍ଦ କରିଦେବା ଫଳରେ ମାସିକ ଅତିରିକ୍ତ ୫ କି.ଗ୍ରା ଚାଉଳ ହିତାଧିକାରୀଙ୍କୁ ଆଉ ମିଳିବନି । ଫଳରେ ରାଜ୍ୟର ୩.୨୫କୋଟି…
Read More...

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

କେନ୍ଦୁଝରଗଡ଼ : ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ କାର୍ଯ୍ୟକାରୀ ବୈଠକ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପରିଷଦର ସଦସ୍ୟ ଜଗନ୍ନାଥ ଦେହୁରୀ,…
Read More...

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ପ୍ରତିବାଦ ସଭା

ବଡ଼ମ୍ବା : ବାରମ୍ବାର କେନ୍ଦ୍ର ସରକାର ରାଜ୍ୟର ବିକାଶ ଏବଂ ଉନ୍ନତିରେ ବାଧକ ସାଜୁଛନ୍ତି। ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ରାଜ୍ୟର କୋଟା ହ୍ରାସ କରୁଛନ୍ତି । ଦିନ ମଜୁରିଆ ଏବଂ ଗରିବଙ୍କ ହକରେ ଏଭଳି ଅଙ୍କୁଶ ତଥା ବିଭିନ୍ନ…
Read More...

ରଘୁନାଥ ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ଜନ୍ତାଳ ଉତ୍ସବ

ବଡ଼ମ୍ବା :  ବଡ଼ମ୍ବା ତେଲିସାହି ରଘୁନାଥ ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ପ୍ରଥମକରି ମା ପନ୍ଥେଇ ଠାକୁରାଣୀଙ୍କ ନିକଟରେ ଜନ୍ତାଳ ସାହି ଉତ୍ସବ ପାଳନ ହୋଇଯାଇଛି । ସଂଘର ସଭାପତି ସନ୍ତୋଷ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ…
Read More...

ଦୁଇ ଭିନ୍ନକ୍ଷମଙ୍କ ସହ ଅସହାୟ ଜୀବନ ବିତାଉଛନ୍ତି ଡୋଳାମଣି 

ଲକ୍ଷ୍ମୀପୁର : ଅସହାୟ ଜୀବନ ଜୀଉଁଛନ୍ତି ଡୋଳାମଣି । ପରିବାରର ଦୁଇ ଭିନ୍ନକ୍ଷମଙ୍କ ସହ ବିତୁଛି ଅଭିଶପ୍ତ ଜୀବନ। ଡୋଳାମଣିଙ୍କ ଏକମାତ୍ର ଝିଅ ଜନ୍ମରୁ ମୂକ ଓ ବଧିର, ଏବେ ସ୍ବାମୀ ସୀମାଞ୍ଚଳଙ୍କ ଶରୀର ସମ୍ପୂର୍ଣ୍ଣ ଅଚଳ…
Read More...

ଭୁତକୋଠି ପାଲଟିଛି ସରକାରୀ ଛାତ୍ରୀନିବାସ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଂଚାୟତ ତିଲିକପୁର ଠାରେ ଦୀର୍ଘ ୧୨ବର୍ଷ ତଳେ ନିର୍ମାଣ ସରିଥିବା ଛାତ୍ରୀ ନିବାସଟି କାର୍ଯ୍ୟକ୍ଷମ ହୋଇନପାରି ଭୁତକୋଠି ପାଲଟିଥିବା ଅଭିଯୋଗ ହୋଇଛି।…
Read More...

ଚାଉଳ ପାଇଁ କେନ୍ଦ୍ର ଉପରେ ଗର୍ଜିଲା ବିଜେଡି

ଆଠଗଡ :  କେନ୍ଦ୍ର ସରକାର କରୋନା କାଳରେ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଉଥିବା ଅତିରିକ୍ତ ୫କେଜି ଚାଉଳ ବନ୍ଦ କରି ଓଡିଶାର ୩.୨୫କୋଟି ଗରିବ ଲୋକଙ୍କ ପେଟରେ ଲାତ ମାରିଛନ୍ତି ବୋଲି…
Read More...

ଜିଲ୍ଲାର ପ୍ରଥମ ମୃତ୍ତିକା ପରୀକ୍ଷାଗାର ଉଦ୍‌ଘାଟିତ

ଆଠଗଡ : କଟକ ଜିଲ୍ଲାର ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ରାଧାମାଧବପୁର ଗ୍ରାମରେ ଜିଲ୍ଲାର ପ୍ରଥମ ମୃତ୍ତିକା ପରୀକ୍ଷା କେନ୍ଦ୍ର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଆଠଗଡ ଅଞ୍ଚଳର ଅନ୍ୟତମ ସଫଳ…
Read More...

ରଜାବସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତର ରଜବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିବନ୍ଧ ସରପଞ୍ଚ ରୀନା ମାଝୀ ଯୋଗଦାନ…
Read More...

ଝୁମ୍ପୁରା ବ୍ଲକ ବିଜେଡିର ଗଣଧାରଣା ଓ ପ୍ରତିବାଦ ସଭା

ଝୁମ୍ପୁରା :  ଝୁମ୍ପୁରା ବ୍ଲକ ସମ୍ମୁଖରେ ବିଜେଡି କର୍ମୀ ମାନେ ଗୁରୁବାର ଦିନ ଗଣଧାରଣା ଦେବା ସହିତ ପ୍ରତିବାଦ ସଭା ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା । ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ସଭାପତି କଫିଲ ଆନସାରୀଙ୍କ…
Read More...

ତ୍ରିପୁରାରେ ଆଜି ମତଦାନ

ନୂଆଦିଲ୍ଲୀ : ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ ହେବ। ରାଜ୍ୟର ୬୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ୨୮.୧୩ ଲକ୍ଷ। ଶୃଙ୍ଖଳିତ ମତଦାନ ନିମନ୍ତେ ୩୩୨୮ଟି ମତଦାନ…
Read More...

ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଚାପୁଡ଼ା

ସମ୍ବଲପୁର : ପୁଣି ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପକ୍ଷରୁ ଆଜି ବିକ୍ଷୋଭ ସମାବେଶ ଚାଲଥିବାବେଳେ ବିରୋଧୀ ଦଳ ନେତା…
Read More...

ପ୍ରେମିକାକୁ ହତ୍ୟା କରି ଖଟ ତଳେ ଲୁଚାଇଥିଲା ପ୍ରେମିକ

ମୁମ୍ବଇ : ମହାରାଷ୍ଟ୍ରର ନାଲାସୋପାରା ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ମୃତଦେହ ଖଟ ତ​‌େ​‌ଳ ଲୁଚାଇ ରଖିଥିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୁଲିସ। ପ୍ରେମିକର ନାମ ହାର୍ଦିକ ଶାହା (୩୦)…
Read More...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚ : ୧୧ଦିନରେ ୨୬୭୪ ଚାଲାଣ

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି…
Read More...

ଗୁରୁବାର ରାଶିଫଳ (୧୬.୦୨.୨୦୨୩)

ମେଷ : ଭାଗ୍ୟଶାଳୀ ହେବେ। ଭୋଗୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ :…
Read More...

ମହେନ୍ଦ୍ର ମିଶ୍ରଙ୍କୁ ୟୁନେସ୍କୋ ମାତୃଭାଷା ପୁରସ୍କାର

ନୂଆପଡ଼ା :  ନୂଆପଡ଼ା ଜିଲା ସିନାପାଲି ବ୍ଳକର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ବାଂଲାଦେଶର ରାଜଧାନୀ ଢ଼ାକାରେ…
Read More...

୨୩ରେ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ

ସାକ୍ଷିଗୋପାଳ/ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ତରଫରୁ ୨୫.୮ କୋଟି ଟଙ୍କା ବ୍ୟୟରେ ଉନ୍ନୟନ ଓ ପୁନଃରୁଦ୍ଧାର କାର୍ଯ୍ୟକ୍ରମ ଚାଲିଛି। ଆସନ୍ତା ୨୩ ତାରିଖ ଦିନ…
Read More...

ସହିଦ୍ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ସହିଦ୍ ଭଗତ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ପ୍ରତିଭା…
Read More...

କେନ୍ଦ୍ରର ଧାନ କିଣା ଓ ଚାଉଳ କାଟ ନୀତିକୁ ବିଜେଡ଼ିର ବିରୋଧ

ଚୌଦ୍ୱାର: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରୁ ଧାନକିଣାରେ କାଟ ଓ ଚାଉଳ କାଟର ପ୍ରତିବାଦରେ ଚୌଦ୍ୱାର-କଟକ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ପଞ୍ଚାୟତରେ ପ୍ରତିବାଦ କରାଯିବା ସହିତ କେନ୍ଦ୍ର ସରକାରଙ୍କ ଏହି ଜନ ମାରଣ…
Read More...

ଡ଼ମ୍ବା ବ୍ଲକରେ ୫୭ହଜାର ୬୮୨ କ୍ୱିଣ୍ଟାଲ ଧାନ ସଂଗ୍ରହ

ବଡ଼ମ୍ବା : ମଣ୍ଡିରେ ଖରିଫ ଧାନ ସଂଗ୍ରହ,ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ବିଦ୍ୟାଳୟ ସମୁହରେ ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପିତ : ଚାଷୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବ‌େ‌ନଶ୍ବର : ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଚାଷୀ ଭାଇ-ଭଉଣୀଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକସେବା ଭବନ…
Read More...

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜାମିନ ନାମଞ୍ଜୁର

ଭୁବନେଶ୍ବର : ବେହିସାବ ସମ୍ପତ୍ତି ମାମଲାରେ ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସ ଦମ୍ପତିଙ୍କୁ…
Read More...

ନିର୍ମାଣକୁ ବିରୋଧ, ପୁଲିସ-ଗ୍ରାମବାସୀ ଧସ୍ତାଧସ୍ତି : ୧୫ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳୀପଲ୍ଲୀ ମୌଜାରେ ଟାଟା ଅଧିକୃତ ଜମିରେ ପ୍ରସ୍ତାବିତ ସ୍ମାର୍ଟକେମ ସାର କାରଖାନା ନିର୍ମାଣକୁ କେନ୍ଦ୍ର କରି ପ୍ରଶାସନ- କାରଖାନା କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ…
Read More...

ସୀମା ଉତ୍ତେଜନା : ଏଲ୍‌ଏସିରେ ଭାରତର ଶକ୍ତି ବୃଦ୍ଧି

ନୂଆଦିଲ୍ଲୀ : ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିଚାଲିଛି । ଏହି କ୍ରମରେ ଚୀନ ସଂଲଗ୍ନ ସୀମା ସୁରକ୍ଷାକୁ…
Read More...

ମହିଳା ଟି-୨୦ ବିଶ୍ବକପ୍‌ : ୨ୟ ବିଜୟ ସହ ସେମିର ନିକଟତର ଭାରତ

କେପ୍‌ଟାଉନ୍‌ : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ୨ୟ ବିଜୟ ହାସଲ କରିଛି । ଫଳରେ ଗତଥରର ରନର୍ସଅପ୍‌ ଭାରତ ସେମିଫାଇନାଲ ଖେଳିବାର ନିକଟତର ହୋଇଛି । ବୁଧବାର ଖେଳା ଯାଇଥିବା ଗ୍ରୁପ୍‌-୨…
Read More...

କଂଗ୍ରେସରେ ଯୋଗଦେଲେ ପ୍ୟାରୀଙ୍କ ଝିଅ 

ଭୁବନେଶ୍ୱର :  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ. ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା…
Read More...

ଦେଶୀ ଚୋରାମଦ ରନ୍ଧା କେନ୍ଦ୍ର ଉପରେ ଚଢଉ

ଗୁରୁଡିଝାଟିଆ : ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଅବାଧରେ ଚୋରା ଦେଶୀମଦ ରନ୍ଧା ଚାଲିଛି । ଏକାଧିକ ଭାଟିଦ୍ୱାରା ବର୍ଷ ତମାମ ଚୋରା ଦେଶୀମଦ ରନ୍ଧା ହୋଇ ବାହାରକୁ ଚୋରା ଚାଲାଣ ହେବା ସହ ଜଙ୍ଗଲକୁ କାଟି ଧ୍ୱଂସ କରାଯାଉଛି ।…
Read More...

ସମ୍ବଲପୁର ପୁସ୍ତକ ମେଳା : ଡ. ଲିପିକାଙ୍କ ୨ଟି ପୁସ୍ତକ ଲୋକାର୍ପିତ

ସମ୍ବଲପୁର : ସମ୍ବଲପୁର ଠାରେ ସେତୁ ପକ୍ଷରୁ ଆୟୋଜିତ ପୁସ୍ତକ ମେଳାର ୪ର୍ଥ ଦିବସରେ ଅଧ୍ୟାପିକା ଡ. ଲିପିକା ମିଶ୍ରଙ୍କ ୨ଟି ପୁସ୍ତକ ‘ଉତ୍ତର ଆଧୁନିକତାର ରୂପରେଖ ଓ ଓଡିଆ ନାଟକ’ ଏବଂ ସମ୍ପାଦନା ଓ ସମୀକ୍ଷା ଭିତ୍ତିକ…
Read More...

ଦୁର୍ଗନ୍ଧରେ ଅତିଷ୍ଠ ୨୨ନଂ ୱାର୍ଡବାସୀ : ଆମରଣ ଅନଶନ ଚେତାବନୀ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଭରତପୁର ନିକଟସ୍ଥ ଜି.ଏ କଲୋନୀରେ ବିଏମ୍‌ସି ପକ୍ଷରୁ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି । ଏହି ପ୍ଲାଣ୍ଟରୁ ବାହାରୁଥିବା ଦୁର୍ଗନ୍ଧ…
Read More...

ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନକୁ ସମର୍ଥନ

ଗୁରୁଡିଝାଟିଆ : ଓଡିଶା ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନ ଡାକରାକୁ ଆଠଗଡ ନିର୍ବାଚନ ମଣ୍ଡଳୀ ନଦୀକୂଳ କଖଡି, ମଞ୍ଚେଶ୍ୱର ଓ ଅନନ୍ତପୁର ୩ ପଞ୍ଚାୟତର ଶତାଧିକ ଗାଡିଚାଳକ ସମର୍ଥନ ଜଣାଇଛନ୍ତି । ଏଥିପାଇଁ ଏକ…
Read More...

ସିଟି ହସ୍ପିଟାଲ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର : କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ୭ ଜଣିଆ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ସ୍ମାରକପାତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ମନ୍ତ୍ରୀ…
Read More...