www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ : ପ୍ରଥମ ପାଳିରେ ଭାରତ ୨୬୨, ଅଷ୍ଟ୍ରେଲିଆ ୬୨ ରନ ଆଗୁଆ

ଡେସ୍କ :  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଚାଲିଥିବା ଦ୍ବିତୀୟ ଟେଷ୍ଟର  ପ୍ରଥମ ପାଳିରେ ଭାରତ ୨୬୨ ରନରେ ଅଲ ଆଉଟ ହୋଇଛି । ଦ୍ବିତୀୟ  ଟେଷ୍ଟର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ  ଇନିଂସରେ ୧ ୱିକେଟ ହରାଇ ୬୧ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ଏବେ ୬୨ ରନ ଆଗୁଆ ରହିଛି।

ଭାରତ ଶନିବାର ତା’ର ଅସମାପ୍ତ ଖେଳ ୨୧ରନରୁ ଆରମ୍ଭ କରିଥିଲା। ତେବେ ଅକ୍ଷର ପଟେଲଙ୍କ ୭୪ ରନ୍‌ ସତ୍ତ୍ୱେ ଭାରତ ୨୬୨ ରନ୍‌ରେ ସୀମିତ ରହିଛି। ଅଷ୍ଟମ ୱିକେଟରେ ଅକ୍ଷର ପଟେଲ ଓ ଅଶ୍ୱିନୀ ୧୧୪ ରନ୍‌ ଯୋଡ଼ିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିଅନ ସର୍ବାଧିକ ୫ ୱିକେଟ ଅକ୍ତିଆର କରି ଦଳ ପାଇଁ ସଫଳତା ହାସଲ କରିଛନ୍ତି।

- Advertisement -

ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ କରିଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories