www.samajalive.in
Sunday, December 14, 2025
17.1 C
Bhubaneswar

ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନକୁ ସମର୍ଥନ

ଗୁରୁଡିଝାଟିଆ : ଓଡିଶା ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନ ଡାକରାକୁ ଆଠଗଡ ନିର୍ବାଚନ ମଣ୍ଡଳୀ ନଦୀକୂଳ କଖଡି, ମଞ୍ଚେଶ୍ୱର ଓ ଅନନ୍ତପୁର ୩ ପଞ୍ଚାୟତର ଶତାଧିକ ଗାଡିଚାଳକ ସମର୍ଥନ ଜଣାଇଛନ୍ତି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ନୂଆ ଶାସନର ଜାଗୁଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଆହୂତ ବୈଠକରେ ସଂଘର ଷ୍ଟେରିଂ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ସଫଳ କରାଇବା ଆମର କର୍ତ୍ତବ୍ୟ ବୋଲି ବୈଠକରେ ଯୋଗଦେଇଥିବା ବିଜୟ କୁମାର ସାହୁ, କାର୍ତ୍ତିକ ଛତାର,ସମୟ ରାଉତ, ମନୋରଞ୍ଜନ ଦାସ ପ୍ରମୁଖ ଚାଳକମାନେ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories