www.samajalive.in
Tuesday, December 9, 2025
16.1 C
Bhubaneswar

ତୁର୍କୀ ଓ ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା, ୨୪୮ ଘଣ୍ଟା ପରେ ନାବାଳକ ଉଦ୍ଧାର

ଅଙ୍କାରା : ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପର ୨୪୮ ଘଣ୍ଟା ପରେ ତୁର୍କୀର ଖାରମାନମାର୍ସ ସହରର ଭଗ୍ନାବଶେଷ ମଧ୍ୟରୁ ଗତକାଲି ଏକ ନାବାଳକକୁ ଜୀବନ୍ତ ଉଦ୍ଧାର କରାଯାଇଛି।

ତେବେ ପୀଡିତଙ୍କୁ ସହାୟତା ନିମନ୍ତେ ଜାତିସଂଘ ପକ୍ଷରୁ ବିଶ୍ବବାସୀଙ୍କୁ ନିବେଦନ କରାଯାଇଛି। ବିଶେଷକରି ତୁର୍କୀରେ ହୋଇଥିବା ଭୂମିକମ୍ପ ପୀଡିତଙ୍କ ସହାୟତା ନିମନ୍ତେ ଜାତିସଂଘ ୧୦୦ କୋଟି ଡଲାର ସହାୟତା ଯୋଗାଡ କରିବାକୁ ଯୋଜନା  କରିଛି। ଅନ୍ୟପଟେ ତୁର୍କୀ ଓ ସିରିୟାରେ ଭୂମିକମ୍ପ ମୃତ୍ୟୁସଂଖ୍ୟା ୪୨ହଜାର ଅତିକ୍ରମ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories