ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ ପାଳନ

ଫୁଲବାଣୀ: କନ୍ଧମାଳ ଜିଲା ସମବାୟ ସଂଘ ପକ୍ଷରୁ ରବିବାର ସହକାରୀ ନିବନ୍ଧକଙ୍କ ସମବାୟ ସମିତି ସଭାଗୃହରେ ନିଖିଳ ଭାରତ ସମବାୟ ସପ୍ତାହ ସମାରୋହ ପାଳନ ହୋଇଯାଇଛି । ଜିଲା ସମବାୟ ସଂଘ ସଭାପତି ସୁପ୍ରଭା ନାୟକଙ୍କ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା… ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ୍‌… ଘଟଣାସ୍ଥଳରେ ୩ମୃତ… ଅନେକ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି……
Read More...

ବୌଦ୍ଧ ବୁଣାକାର ବଜାରର ଦ୍ୱିତୀୟ ପାଳିରେ ରେକର୍ଡ ବିକ୍ରି

ବୌଦ୍ଧ: ଗତ ଏକ ସପ୍ତାହତଳେ (ରବିବାର ଦିନ) ବୌଦ୍ଧରେ ଆରମ୍ଭ ହୋଇଥିବା ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଧୀରେ ଧୀରେ ବ୍ୟବସାୟୀ ମାନଙ୍କୁ ଆକର୍ଷିତ କରୁଛି । ଏହି ବୁଣାକାର ବଜାର ଖୋଲିବାର ଦ୍ୱିତୀୟ…
Read More...

ଆରମ୍ଭ ହେଲା ସମ୍ବଲପୁର ମହୋତ୍ସବ; ୧୦ଦିନ ପର୍ଯ୍ୟନ୍ତ ଜମିବ କଳା, ସଂସ୍କୃତିର ମେଳା           

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ୫ମ ‘ସମ୍ବଲପୁର ମହୋତ୍ସବ’ ରବିବାର ମହାଆଡମ୍ବରେ ଆରମ୍ଭ ହୋଇଯାଇଛି । କୋଭିଡ ସଙ୍କଟର ୨ ବର୍ଷ ପରେ ଆୟୋଜିତ ହେଉଥିବା ଏହି ଭବ୍ୟ ସାଂସ୍କୃତିକ ମେଳାରେ…
Read More...

ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ୍‌; ୩ମୃତ

ଯାଜପୁର: କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ୍‌ ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନେକ…
Read More...

ବିଶ୍ବ ଟେଲିଭିଜନ ଦିବସ

କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ…
Read More...

ନବୀନଙ୍କ ଏକକ ରେଳବାଇ ଜୋନ୍‌ ଦାବି

ଭୁବନେଶ୍ବର : ରାଜ୍ୟର ସମସ୍ତ ରେଳପଥକୁ ଗୋଟିଏ ଜୋନ ଅଧୀନକୁ ଆଣି ଓଡ଼ିଶା ପାଇଁ ଏକକ ରେଳବାଇ ଜୋନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ରେଳବାଇ…
Read More...

ହରେକୃଷ୍ଣ ମହତାବ

୧୮୯୯ ନଭେମ୍ବର ୨୧ରେ ଭଦ୍ରକର ଅଗରପଡ଼ା ଗାଁରେ ହରେକୃଷ୍ଣ ମହତାବ ଜନ୍ମଗ୍ରହଣ କରିଥିଲେ। ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, ସେ ୧୯୨୧ରେ ସ୍ୱାଧୀନତା ଆନ୍ଦୋଳନରେ…
Read More...

ଆଜିଠାରୁ ଦକ୍ଷିଣରେ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ରବିବାର ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ନୂଆ ଯୋଜନା ନିର୍ମାଣ ହେବ ; ‘ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧି କରିଡର’

ଭୁବନେଶ୍ବର : ଗ୍ରାମାଞ୍ଚଳରେ ସବୁ ପ୍ରକାର ପାଣିପାଗକୁ ସୁହାଉଥିବା ଉତ୍ତମ ମାନର ରାସ୍ତା ନିର୍ମାଣ କରାଯିବ। ଏହା ମାଧ୍ୟମରେ ଉଭୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ପର୍ଯ୍ୟଟନ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଯୋଗାଯୋଗ…
Read More...

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ପ୍ରଘଟ ଘଟଣା, ଥାନାରେ ମାମଲା ; ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନସିଂହାସନ ଫଟୋ ପ୍ରଘଟ ଘଟଣାରେ ରବିବାର ମୋକଦ୍ଦମା ରୁଜୁ କରିଛି ସିଂହଦ୍ୱାର ଥାନା ପୁଲିସ। ନିଷେଧାଦେଶ ଉଲ୍ଲଂଘନ କରିଥିବା ଆକାଶ ଚୌଧୁରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।…
Read More...

ଗାନ୍ଧୀ ମାର୍ଗରେ ଗର୍ଜିଲେ ୨୦ ହଜାର ଶିକ୍ଷକ, କର୍ମଚାରୀ

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛନ୍ତି। ଏହା ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ; କିନ୍ତୁ ପ୍ରଥା ଉଚ୍ଛେଦରେ ସମସ୍ତ ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ…
Read More...

୨୦୨୨ରେ ସର୍ବାଧିକ ଟ୍ବେଣ୍ଟି-୨୦ରନ କଲେ ସୂର୍ଯ୍ୟ

ମାଉଣ୍ଟ ମଙ୍ଗାନୁଇ  : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ବିଶ୍ବର ଏକ ନମ୍ବର ବ୍ୟାଟସମ୍ୟାନ…
Read More...

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟିତ

ପଣଜୀ : “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି । ଭାରତ ନିଶ୍ଚିତ ଭାବେ…
Read More...

ଉଦ୍‌ଘାଟନୀ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  : ରବିବାର ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ବିଗୁଲ୍‌ ବାଜିଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କାତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଗ୍ରୁପ୍‌ ‘ଏ’ର ଏହି ମ୍ୟାଚ୍‌ରେ…
Read More...

ରଙ୍ଗାରଙ୍ଗ ଫିଫା ବିଶ୍ବକପ୍‌ ଉଦ୍‌ଘାଟିତ

ଅଲ୍‌ ଖୋର୍ : ଏକ ସଂକ୍ଷିପ୍ତ ତଥା ରଙ୍ଗାରଙ୍ଗ ଉତ୍ସବ ସହ ଚଳିତ ଫିଫା ଫୁଟ୍‌ବଲ କପ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଚିତ୍ତାକର୍ଷକ ଆଲୋକମାଳା, ଶ୍ରୁତିମଧୁର ସଂଗୀତ ଓ ଆକର୍ଷଣୀୟ ନୃତ୍ୟ ଏବଂ ଆତସବାଜି ପ୍ରଦର୍ଶନ ଏହି…
Read More...

ସୋମବାର ରାଶିଫଳ (୨୧/୧୧/୨୦୨୨)

ମେ​ଷ :​‌  ମିତବ୍ୟୟୀ ହେବା ପାଇଁ ପ୍ରୟାସ ଜାରି ରଖିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ବ ନେଇପାରନ୍ତି। ଲୋଭୀ ହେବେ। ବହୁ ବ୍ୟୟର ସମ୍ମୁଖୀନ ହେବେ। ବୃଷ : ଶୋଭନ…
Read More...

ଜେଲେନସ୍କିଙ୍କୁ ଭେଟିଲେ ଋଷି ସନକ ; ସାମରିକ ସହାୟତା ଦେବାକୁ ପ୍ରତିଶ୍ରୁତି

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ ରାଜଧାନୀ କିଭ୍‌ରେ ଉଭୟଙ୍କର ସାକ୍ଷାତ ଆଲୋଚନା ହୋଇଛି । ସାକ୍ଷାତ କାଳରେ…
Read More...

ଆଖଣ୍ଡଳମଣିଙ୍କ ବଡସିଂହାର ବେଶ ପାଇଁ ୧.୨କିଗ୍ରା ରୂପା ଅଳଙ୍କାର ଦାନ କଲେ ଭକ୍ତ

ଆରଡି : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ସହ ବାବା ଦିଗମ୍ବର, ଯୋଗୀ ଓ ବଡସିଂହାର ବେଶ ୩ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତାହାସହ ଜାଗରଯାତ୍ରାରେ ସୁନାବେଶ, କାର୍ତ୍ତିକ…
Read More...

ବାପା ଓ ମା ପାଲଟିଛି ୧୬ ବର୍ଷୀୟା ସରୋଜିନୀ !

ମୋହନା :  ବାପା ନିଜ ପୁଅ ଝିଅକୁ ମଣିଷ କରିବା ପାଇଁ ନିଜେ ବହୁ କଷ୍ଟ ସ୍ବୀକାର କରିଥାନ୍ତି । ପୁଅ-ଝିଅଙ୍କର ମୌଳିକ ଆବଶ୍ୟକତା ପୂରଣ କରିଥାନ୍ତି। ତେବେ ଯଦି କୌଣସି କାରଣରୁ ବାପା ମା' ଆରପାରିକୁ ଚାଲିଗଲେ ତେବେ ପୁଅ…
Read More...

ଆଖଣ୍ଡଳମଣି ଭଦ୍ରକ ମୁଖ୍ୟରାସ୍ତା ମରାମତି ପାଇଁ ଅର୍ଥ ଅଛି ; ତତ୍ପରତା ନାହିଁ

ଆରଡି :  ରାଜ୍ୟର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ରାଜ୍ର ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ…
Read More...

ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ପଦଯାତ୍ରା

ସମ୍ବଲପୁର  : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ଐତିହ୍ୟ ପଦଯାତ୍ରା କରାଯାଇଛି । ରବିବାର ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନେ ଗୋପାଲଜୀ ମଠ ଓ…
Read More...

ଦଳିତ ନେତାଙ୍କ ଉପରେ ଆକ୍ରମଣ ଘଟଣା : ଦୋଷୀଙ୍କୁ ଗିରଫ ଦାବି

ଆଠଗଡ଼ :  ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ଶନିବାର ଦଳିତ ନେତା ତଥା ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ସେଠୀଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରାନଗଲେ ୨୬ତାରିଖରେ ଥାନା ସମ୍ମୁଖରେ ଧାରଣା…
Read More...

ଆଠଗଡ଼ ବିଜେପିର ସାଂଗଠନିକ ବୈଠକ

ଆଠଗଡ଼ :  ଆଠଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର ରାଧାଦର୍ଶନପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବା ସହ ଆଠଗଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ…
Read More...

ବୟୋବୃଦ୍ଧଙ୍କ ଶାରିରୀକ ଓ ମାନସିକ ସମସ୍ୟା ନିମନ୍ତେ ଯୋଗାଭ୍ୟାସ ଏକ ନିତ୍ୟକର୍ମ

ବଡ଼ମ୍ବା :  ସମୟକ୍ରମେ ମନୁଷ୍ୟ ବୟୋବୃଦ୍ଧ ହୁଏ ଏବଂ ଏହି ସମୟରେ ଉପୁଜୁଥିବା ଶାରିରୀକ ଓ ମାନସିକ ସମସ୍ୟାର ଉପଚାର ନିମନ୍ତେ ଯୋଗାଭ୍ୟାସ ଏକ ନିତ୍ୟକର୍ମ ବୋଲି ଅଭିଜ୍ଞମାନେ ଅନୁଷ୍ଠିତ ଏକ ବନ୍ଧୁମିଳନରେ ମତପୋଷଣ…
Read More...

ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଡ଼ମ୍ବା :  ମା ଭଟ୍ଟାରିକାଙ୍କ ପୀଠରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର  ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ରତ୍ନାକର ନାଏକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ…
Read More...

ଆନନ୍ଦପୁୁରରୁ ବଜ୍ରକାପ୍ତା ଉଦ୍ଧାର 

ଆଠଗଡ :  ଆଠଗଡ ବନାଞ୍ଚଳ ଅଧିନ ବାଙ୍କୀ ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ଏକ ବଜ୍ରକାପ୍ତା ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସନ୍ଧ୍ୟାରେ ଜଣେ…
Read More...

ମେଗାଷ୍ଟାର ଚିରଞ୍ଜିବୀଙ୍କୁ ଆଇଏଫଏଫଆଇ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ପୁରସ୍କାର

ପଣଜୀ : ୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ପୁରସ୍କାରରେ ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ରବିବାର ଗୋଆରେ ଭାରତର…
Read More...

ଜାଡ଼ରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା; ସିମିଳିଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଲାଣି । ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ପାରଦ ତଳମୁହାଁ ହେଉଥିବା ବେଳେ, କିଛି ସ୍ଥାନରେ ୯ ଡିଗ୍ରୀ ତଳେ ତାପମାତ୍ରା…
Read More...

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା; ସିଂହଦ୍ୱାର ଥାନା​‌ରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ ହେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନା​‌ରେ ଏତଲା ଦିଆଯାଇଛି । ଭିଡିଓ ଓ ଫଟୋ ଭାଇରାଲ କରିଥିବା ୟୁଟ୍ୟୁବର ଯୁବକଙ୍କ ନାଁରେ ଥାନାରେ ଏତଲା…
Read More...

ଅପରେସନ ନୀଳଜହର; ୧୩ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ୧୩ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି  ।  ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ…
Read More...

ଦାବି ହାସଲ ପାଇଁ ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ

କାମାକ୍ଷାନଗର: ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦରେ ରାଜରାସ୍ତାରେ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଢେଙ୍କାନାଳ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିଶାଳ…
Read More...

କାନାରା ବ୍ୟାଙ୍କ ତରଫରୁ କମ୍ବଳ ବଣ୍ଟନ

ସମ୍ବଲପୁର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କର ସମ୍ବଲପୁର ଶାଖା ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତା ଶ୍ରୀ ଅମ୍ବେଲ ସୁବାରାଓ ପାଇଙ୍କ ଜନ୍ମ ଦିବସକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଏହି କ୍ରମରେ ୧୧୭ତମ…
Read More...

ସର୍ଟସର୍କିଟରେ ଜଳିଗଲା ଦୋକାନ ଓ ଗୋଦାମ ଗୃହ

ଫୁଲବାଣୀ: ସ୍ଥାନୀୟ ମୁଖ୍ୟ ବଜାରରେ ଥିବା ଭାସ୍କର ପୃଷ୍ଟିଙ୍କ ଜେନେରାଲ୍‌ ଷ୍ଟୋରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ସର୍ଟସର୍କିଟ୍‌ ଯୋଗୁଁ ଦୋକାନ ସହିତ ଗୋଦାମ…
Read More...

ପିକଅପ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ଗୁରୁତର

ଫୁଲବାଣୀ: ପିକଅପ୍ ଓ ବାଇକ୍ ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ରତଙ୍ଗ ପଞ୍ଚାୟତ ଗେଟ୍ ସମ୍ମୁଖରେ ଏକ ପିକଅପ ଓ ବାଇକ୍‌ ମୁହାଁ ମୁହି ଧକ୍କା ହୋଇଥିଲା । ଖବର ପାଇ ଫିରିଙ୍ଗିଆ…
Read More...

କାଲେଶ୍ୱର ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ସରସରା ପଂଚାୟତର କାଲେଶ୍ୱର ଗ୍ରାମ ଠାରେ ଥିବା ଏକ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଓ ମାଡ ମରାଯାଉଥିବା ଅଭିଯୋଗ କରି ୫ ଜଣ ଛାତ୍ର ହଷ୍ଟେଲ ଛାଡି ପଳାଉଥିବା…
Read More...

ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ: ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନ ହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ…
Read More...

ମଣିଷ ପରି ଦିଶୁଛି ଛେଳିଛୁଆ; ଦେଖନ୍ତୁ ଏହି ଭିଡିଓ

ମଣିଷ ପରି ଦିଶୁଛି ଛେଳିଛୁଆ । ସଦ୍ୟ ଜନ୍ମିତ ଏହି ଛେଳି ଛୁଆଟିର ଆଖି ଯେପରି ଅବିକଳ ମଣିଷ ପରି ଦିଶୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ମଧ୍ୟପ୍ରଦେଶର ବିଦିଶା…
Read More...

ସକାଳ @୯ ମୁଖ୍ୟ ଖବର

(୧) ଧୀରେଧୀରେ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର… ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଲା ଲେଡି ବ୍ଲାକମେଲରଙ୍କ ‘ଏଣ୍ଡେଭର’ କାର୍‌… ପରିତ୍ୟକ୍ତ ଅବସ୍ଥାନରେ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
Read More...

ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ: ବିଇଓଙ୍କୁ ଦାବିପତ୍ର ପ୍ରଦାନ

କଟକ: ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବଢ଼ୁଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିବା…
Read More...

ଆଜିଠୁ ୧୦ଦିନ ବ୍ୟାପି ସମ୍ବଲପୁର ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ‘ସମ୍ବଲପୁର ମହୋତ୍ସବ’ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏ ସର୍ମ୍ପକରେ ଶନିବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ମାନେ…
Read More...

ସମ୍ବଲପୁରର ସୌମ୍ୟା ନନ୍ଦଙ୍କ ଏମ୍‌ସରେ ସଫଳତା

ସମ୍ବଲପୁର: ସମ୍ବଲପୁରର ଝିଅ ସୌମ୍ୟା ନନ୍ଦ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ସେ ସର୍ବଭାରତୀୟ ସ୍ତରରେ ସାଧାରଣ ବର୍ଗରେ ୧୩୮ ରାଙ୍କ…
Read More...

ପ୍ରଥମ ଦିଲ୍ଲୀପ ଚାନ୍ଦ ମେମୋରିଆଲ ରାଜ୍ୟସ୍ତରୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର ପୁରାତନ ଖେଳାଳି ସଂଘ ତରଫରୁ ଖ୍ୟାତନାମା ଖେଳାଳି ଦିଲୀପ ଚାନ୍ଦଙ୍କ ସ୍ମୃତିରେ ଦ୍ୱିଦିବସୀୟ ପ୍ରଥମ ଦିଲ୍ଲୀପ ଚାନ୍ଦ ମୋମୋରିଆଲ ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।…
Read More...

ସାପ୍ତାହିକ ରାଶିଫଳ (୨୦-୨୬/ ୧୧/ ୨୦୨୨)

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଲାଭ କରିବେ। ପୈତୃକ ସମ୍ପତ୍ତିରୁ ଲାଭବାନ…
Read More...

କଲ୍ଲୋଳ ୨୦୨୨ ଶିଶୁ ମହୋତ୍ସବ

ଉତ୍ତର ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ କେବଳ ଏକ ବିଷୟବସ୍ତୁ ନୁହେଁ ଏହା ସମଗ୍ର ବିଶ୍ୱ ପାଇଁ ଏକ ଜଟିଳ ସମସ୍ୟା । କୁନିକୁନି ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ଲୋକଙ୍କ ପାଇଁ ଏକ ମାର୍ଗଦର୍ଶକ ହୋଇପାରିବ ବୋଲି…
Read More...

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସ୍ମାରକ ପତ୍ର ପ୍ରଦାନ

ବଡ଼ମ୍ବା :  ଠିକା କର୍ମଚାରୀ ବ୍ୟବସ୍ଥା ଉଛେଦ ହୋଇଥିଲେ ହେଁ ସେମାନଙ୍କୁ ସ୍ଥାୟୀ ଶିକ୍ଷକର ମାନ୍ୟତା ମିଳିନଥିବା ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା…
Read More...

କାଶୀ ଏବଂ ତାମିଲନାଡୁ ଆମ ସଂସ୍କୃତି ଓ ସଭ୍ୟତାର କାଳଜୟୀ କେନ୍ଦ୍ର : ପ୍ରଧାନମନ୍ତ୍ରୀ

ବାରାଣସୀ : ‘କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର ’ ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସବ୍ୟାପୀ ଚାଲିବାକୁ ଥିବା କାଶୀ-…
Read More...

ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତକଳୀନ ସହାୟତା

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ସେ ବାବଦରେ ଏକକାଳୀନ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ମାସରେ…
Read More...

ପଦ୍ମପୁର ଉପନିର୍ବାଚନକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ

ଡେସ୍କ : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନକୁ ସ୍ୱଚ୍ଛ ନିରପେକ୍ଷ ଭାବେ କରାଯିବା ନେଇ ଶନିବାର ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…
Read More...

ଇଞ୍ଜିନୟରିଂ କଲେଜରେ ନାମଲେଖା ଅବଧି ଆଉ ୫ ଦିନ ବୃଦ୍ଧି

ଭୁବନେଶ୍ବର :  ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନୟରିଂ କଲେଜଗୁଡ଼ିକରେ ନାମଲେଖା ଅବଧିକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି । ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ…
Read More...

ସମାଧାନ ମୂଳକ ସାମ୍ବାଦିକତା ଦ୍ୱାରା ସମୃଦ୍ଧ ଭାରତ ଗଠନ ସମ୍ଭବ

କଟକ : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଗିନୀ ସଂସ୍ଥା ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ ଅନ୍ତର୍ଗତ ‘ଗଣମାଧ୍ୟମ ପ୍ରଭାଗ’ ଆନୁକୁଲ୍ୟରେ ଆୟୋଜିତ ସମୃଦ୍ଧ ଭାରତ ଗଠନ ପାଇଁ ସମାଧାନ…
Read More...

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ; ବିଶେଷଜ୍ଞ ଡାକ୍ତର ଅଭାବରୁ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା 

ସାକ୍ଷୀଗୋପାଳ :  ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥିତ। ସତ୍ୟବାଦୀ ବ୍ଲକ ସମେତ କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ, ପୁରୀ ସଦର ଓ ବ୍ରହ୍ମଗିରି…
Read More...

ଗୋଆରେ ଆସନ୍ତାକାଲିଠାରୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ପଣଜୀ :  ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୩ତମ ସଂସ୍କରଣ ଆସନ୍ତାକାଲିଠାରୁ ଗୋଆରେ ଅନୁଷ୍ଠିତ ହେବ। ତାଲେଇଗାଓଁ ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ…
Read More...

ଗୋଆରେ ପୁଣି ଜଣେ ଦାଦନ ଶ୍ରମିକର ମୃତ୍ୟୁ

କଲମପୁର/ମୁଖିଗୁଡା/ରଣମାଲ : କଥା ଦେଇ ଯାଇଥିଲା କିଛି ଟଙ୍କା କମେଇ ଫେରିବା ପରେ ନିଜ ଘରର କିଛି ସୁନା ଗହଣା ସମେତ ବନ୍ଧକ ପଡିଥିବା ଜମିକୁ ମୁକୁଳେଇବ। ଦୁଇ ଛୁଆଙ୍କୁ ପାଠ ପଢେଇବ। ନିଜ ପତ୍ନୀ ଲଳିତାକୁ ଏଭଳି କିଛି…
Read More...

ନାନ୍ଦପୁର ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ଆରଡି : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନାନ୍ଦପୁର ପଞ୍ଚାୟତରେ କଂଗ୍ରେସ ଦଳର ବହୁ  ଛାମୁଆ  ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ଆରଡି ବସଷ୍ଟାଣ୍ଡରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା…
Read More...

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପତ୍ର ପ୍ରଦାନ

ଗଞ୍ଜାମ : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ବିଇଓଙ୍କ ଅନୁପସ୍ଥିତରେ ଅତରିକ୍ତ ବ୍ଲକ ଶିକ୍ଷା ଅଧିକାରୀ…
Read More...

ଆସନ୍ତାକାଲିଠାରୁ କାତାର ଫିଫା ଫୁଟବଲ ବିଶ୍ବକପ ୨୦୨୨

ଦୋହା  : ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ସର୍ବବୃହତ ଏକକ କ୍ରୀଡ଼ା ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ କାତାରରେ ଚଳିତ ୨୦ ତାରିଖରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଏକ…
Read More...

ଆୟାପ୍ପା ସ୍ୱାମୀଙ୍କ ଇରୁମୁଲି ପୂଜା : ଶାବରୀମାଳା ଯାତ୍ରାରେ ୩୩ ଜଣ ଦୀକ୍ଷାଧାରୀ

କଲ୍ୟାଣସିଂହପୁର :  ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା  ଆୟାପ୍ପା ସ୍ୱାମୀଙ୍କ ଇରୁମୁଲି ପୂଜା ଶନିବାର ଶେଷ ହୋଇଛି । ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୩ ଜଣ ଆୟାପ୍ପା ଦୀକ୍ଷାଧାରୀ ମନ୍ଦିରରେ ରୀତିନୀତି…
Read More...

ଦେଶରେ ବିକାଶ ମୂଳକ ପ୍ରକଳ୍ପ ଆଉ ବିଳମ୍ବିତ ହେଉନାହିଁ : ମୋଦୀ

ଇଟାନଗର : ଦେଶରେ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଆଉ ବିଳମ୍ବିତ ହେଉନାହିଁ କିମ୍ବା ଅଟକୁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଅରୁଣାଚଳ ପ୍ରଦେଶରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ…
Read More...

ଇଡିରେ ହାଜର ହେଲେନି ଅକ୍ଷୟ ପରିଜା

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇନାହାନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରୁ ବାହାରିବା ପରେ ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟଗତ…
Read More...

ସଂସଦର ଶୀତ ଅଧିବେଶନ ଡିସେମ୍ବର ୭ରୁ

ନୂଆଦିଲ୍ଲୀ :  ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି…
Read More...

ପଦ୍ମପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ରହିଥିବା ବେଳେ କିଛି କେନ୍ଦ୍ରମନ୍ତ୍ରୀଙ୍କ ନାଁ ମଧ୍ୟ ପ୍ରକାଶ…
Read More...

ପଦ୍ମପୁର ପାଇଁ ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଥିବା ବେଳେ, ଷ୍ଟର ପ୍ରଚାରକ…
Read More...

ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ୱର: ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଆଜି ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟରେ ଅକ୍ଷୟ ହାଜର ହେବା ନେଇ ସୂଚନା ମିଳିଛି । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ଅକ୍ଷୟଙ୍କୁ…
Read More...

ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ

ପୁରୀ: ଦୁର୍ବଳ ହେଉଛି ମହାପ୍ରଭୁଙ୍କ ଗରୁଡ଼ ସ୍ତମ୍ଭ । ଶ୍ରଦ୍ଧାଳୁ ମାନେ ଛୁଇଁବା ଦ୍ୱାରା ଗରୁଡ଼ ସ୍ତମ୍ଭ ଦୁର୍ବଳ ହେଉଥିବା ସୂଚନା ଦିଆଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ କୋଳାଗ୍ରତ ଯୋଗୁଁ ମୋଟେଇ ପତଳା…
Read More...

ବାଉଁଶୁଣୀ ଠାରେ ବାଇପାସ ନିର୍ମାଣ କେବେ ? 

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ବଜାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଅଟେ। ଏହାଛଡା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ- ସୋନପୁର ମଝିର ଏକ ଗୁରୁତ୍ୱପୂର୍ଣ୍ଣ ବସଷ୍ଟପ ବାଉଁଶୁଣୀ ହୋଇଥିବା ଯୋଗୁଁ…
Read More...

ଅସହାୟ କୁଷ୍ଠରୋଗୀଙ୍କ ଶବ ସତ୍କାର କଲେ ସତ୍ୟସାଇ ସେବା ସଂଗଠନ

ବୌଦ୍ଧ: କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହଁନ୍ତି । ହେଲେ ସଭ୍ୟ ସମାଜରେ ଏହା ଏକ ସାମାଜିକ ବ୍ୟାଧୀ ହୋଇ ରହିଛି । ଏହାର ଜ୍ୱଳନ୍ତ ଉଦାହରଣ ଅହଲ୍ୟା ପ୍ରଧାନ, ଯିଏକି ବୌଦ୍ଧ ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀ । ଅହଲ୍ୟା ଦୀର୍ଘଦିନ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା… ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହୋଇପାରନ୍ତି ହାଜର… ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟଙ୍କୁ ପଚରାଉଚରା କରିପାରେ ଇଡି… ପୂର୍ବରୁ ବ୍ଲାକମେଲିଂ…
Read More...

ପାଟଣା ରେଞ୍ଜକୁ ପୁଣି ଲେଉଟିଲେ ୨୪ ଟିକିଆ ହାତୀପଲ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି କିଛି ଦିନର ବ୍ୟବଧାନ ପରେ ଆଜି ୨୪ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି । ଏହି ହାତୀପଲ ଶୁକ୍ରବାର ସଂଧ୍ୟାରେ ସାହାରପଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁଦାବେଡା ଗ୍ରାମ…
Read More...

ଆଉଟସୋର୍ସିଂ କର୍ମଚାରୀ ସଂଘର ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ସରକାର ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ନିଯୁକ୍ତିକୁ ନିୟମିତ କରିବାସହ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନଦାବିରେ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ, ଦେବଗଡ ଶାଖା ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବ…
Read More...

ଆଉଟସୋର୍ସିଂ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଲୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ…
Read More...

ମହିଳାଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର; ଏସପିଙ୍କ ନିକଟରେ ଅଭିଯୋଗ କଲେ ମହିଳା

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଭାବପୁର ଗ୍ରାମର ଜଣେ ମହିଳାଙ୍କୁ ହରଭଙ୍ଗା ଥାନା ଅଧିକାରୀ ମାଡ ମାରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ଆଜି ବୌଦ୍ଧ ଆରକ୍ଷୀଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା…
Read More...

ଆରମ୍ଭ ହେଲା ଜରିଖଣ୍ଡି ପୁନଃରୁଦ୍ଧାର କାର୍ଯ୍ୟ

ବୌଦ୍ଧ: ଅନିଶ୍ଚିତତା ମଧ୍ୟରେ ଦୀର୍ଘଦିନ ହେବ ବନ୍ଦ ହୋଇପଡିଥିବା ବୌଦ୍ଧ ଜରିଖଣ୍ଡି(ଗଡଖାଇ) ପୁନଃରୁଦ୍ଧାର କାର୍ଯ୍ୟ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମକ୍ରମେ ପୁଣିଥରେ ଆରମ୍ଭ ହୋଇଛି । ବୌଦ୍ଧ ସହରର…
Read More...

ଜାତୀୟ ଶିଶୁ ମହୋତ୍ସବ ପାଇଁ ଦେଉଳିରୁ ନୂଆଦିଲ୍ଲୀ

ସମ୍ବଲପୁର: ପଶ୍ଚିମ ଓଡିଶାର ବରଗଡ ଜିଲା ପଦ୍ମପୁର ବ୍ଲକ ଅର୍ନ୍ତଗତ ଦେଉଳି ଗ୍ରାମର ଶିଶୁ କଳାକାର ମାନେ ଜାତୀୟ ଶିଶୁ ମହୋତ୍ସବରେ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ୧୧ ତାରିଖରେ ଦେଉଳି ଗ୍ରାମର ଶିଶୁ…
Read More...

ଧନକଉଡା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ ଅଭିଯାନ

ସମ୍ବଲପୁର: ସମ୍ବଲପୁରର ଧନକଉଡା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କ୍ରିଷ୍ଣା ସ୍ୱୟଂ ସହାୟକ ମହାସଂଘ ଗେଙ୍ଗୁଟିପାଲିର ୨୦ରୁ ଅଧିକ ମହିଳା ଏହି…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ପାଇଁ ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ… ମାଗଣାରେ ବୁଲିପାରିବେ ତାଜମହଲ, ଆଗ୍ରା ଦୁର୍ଗ ଭିଳି ଅନେକ ବଡ଼ବଡ଼ ସ୍ଥାନ… ଏଏସଆଇ ଅଧୀନରେ ଆସୁଥିବା ଐତିହ୍ୟ ସ୍ଥଳି ଗୁଡ଼ିକ ବୁଲିଲେ ଦେବାକୁ ପଡ଼ିବ ନାହିଁ…
Read More...

ଆଜି ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ; ମାଗଣାରେ ବୁଲିପାରିବେ ତାଜମହଲ

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଦେଶର ସମସ୍ତ ଐତିହ୍ୟ ସ୍ଥଳି ମାଗଣାରେ ବୁଲିପାରିବେ ପର୍ଯ୍ୟଟକ । ଏଏସଆଇ ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳି ଆଜି ଦିନକ ପାଇଁ ଦେୟମୁକ୍ତ କରାଯାଇଛି । ବିଶ୍ୱ ଐତିହ୍ୟ…
Read More...

ବେଦାନ୍ତ ଲିମିଟେଡ ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ତରଫରୁ ପ୍ଲାଣ୍ଟ ପରିସରରେ ଥିବା ଅକୁପେସନାଲ ହେଲ୍‌ଥ ସେଣ୍ଟର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ…
Read More...

କେଶ ପାଇଁ ସୁନା କ୍ଳିପ୍

ଆମେରିକାର ଜଣାଶୁଣା ଫେସନ୍ ବ୍ରାଣ୍ଡ ‘ଖେଇତେ’। ଏହି ବ୍ରାଣ୍ଡ ଯୁବପିଢ଼ିଙ୍କ ପାଇଁ ପୋଷାକ, ଜୋତା, ବ୍ୟାଗ୍, କେଶ କ୍ଲିପ୍ ଆଦି ଡିଜାଇନ୍ କରେ। ନିକଟରେ ଖେଇତେ ଅନ୍-ଲାଇନ୍ ସାଇଟ୍‌ରେ ସୁନା କ୍ଲିପ୍, ହୀରା ଜଡ଼ିତ କ୍ଲିପ୍…
Read More...

ବିଶ୍ବ ଶୌଚାଳୟ ଦିବସ

ସର୍ବେକ୍ଷଣ ଅନୁସାରେ ଭାରତର ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି। ମିଳିତ ଜାତିସଂଘର ଏକ ତଥ୍ୟରୁ ଜଣାପଡ଼ିଛି, ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଖରେ ଏବେ ମଧ୍ୟ…
Read More...

ଇନ୍ଦିରା ଗାନ୍ଧୀ

ପ୍ରୟାଗରାଜ (ଆଲାହାବାଦ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ୧୯୧୭ ନଭେମ୍ବର୧୯ରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ପିତା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ମାତା କମଳା ନେହେରୁଙ୍କ…
Read More...

ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଶନିବାର (ଆଜି) ପଇତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ…
Read More...

ପଦ୍ମପୁର ଉପନିର୍ବାଚନ ; ୧୧ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଶୁକ୍ରବାର ସେମାନଙ୍କ ପ୍ରାର୍ଥିପତ୍ର ଯାଞ୍ଚ…
Read More...

ବାଲିଯାତ୍ରା ପରିଚାଳନାକୁ ନେଇ ଗର୍ଜିଲେ ପ୍ରଭାତ

କଟକ : ଐତିହାସିକ ବାଲିଯାତ୍ରାର ବ୍ୟବସାୟୀକରଣକୁ କଟକ ମହାନଗର ପୂଜା କମିଟି ସହିତ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ମହାନଗର ଶାନ୍ତି କମିଟି ପକ୍ଷରୁ ବିରୋଧ କରାଯାଇଛି। ବାଲିଯାତ୍ରା ଆୟୋଜନ ପାଇଁ ରାଜ୍ୟ…
Read More...

୧୭ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଇଚ୍ଛାଧୀନ କୋଟାରୁ ଏକକ ଆବଣ୍ଟନ ବାଦ୍‌ ଖଣି ବିଭାଗ ଅଧୀନକୁ ଗଲା ଲଘୁ ଖଣିଜ ହାଡୁଆ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ଭୁବନେଶ୍ୱର : ରାଜ୍ୟରେ ଶିଶୁଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଲାଗି ଶିଶୁ ନୀତି-୨୦୨୨, କୋଭିଡରେ…
Read More...

ନିର୍ମାଣ ହେବ ଓଡ଼ିଶା ଗ୍ରାଣ୍ଡ ରିଙ୍ଗ ରୋଡ଼

ଭୁବନେଶ୍ବର : ରାଜ୍ୟର ଉତ୍ତର ପ୍ରାନ୍ତରୁ ଦକ୍ଷିଣ, ପଶ୍ଚିମ, ପୂର୍ବ ଏବଂ ଦ୍ଵୈତନଗରୀ ଭୁବନେଶ୍ବର ଓ କଟକ ସହରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗ ରୋଡ। ଏହି ୪ ଟିକିଆ ରାସ୍ତା ପୂର୍ବ ଦିଗରେ ଜଳେଶ୍ବର,…
Read More...

କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ !

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ଲାଗି ୨୦୧୩ରୁ ପ୍ରସ୍ତାବ ରହିଥିଲା । ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଗତବର୍ଷଠାରୁ ଆନ୍ତରିକତା ଦେଖାଉଛନ୍ତି। ଶିଶୁଭବନ…
Read More...

ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା

ଭୁବନେଶ୍ବର : ଖୁବଶୀଘ୍ର ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ିବ । ଏହାସହିତ ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବୃଦ୍ଧି ପାଇବ। ଏହିଭଳି ନିଷ୍ପତ୍ତି ଗୁରୁବାର ବିଧାନସଭାର ଉପଦେଷ୍ଟା କମିଟି ନେଇଛି । ବିଧାନସଭାର ଉପଦେଷ୍ଟା…
Read More...

ଅଦାଲତର ଭାଷା ଇଂରାଜୀ

ନୂଆଦିଲ୍ଲୀ  : ଅଦାଲତରେ ମାମଲା ପରିଚାଳନାର ଭାଷା ଇଂରାଜୀ ବୋଲି ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଶଙ୍କର ଲାଲ ଶର୍ମା ନାମକ ଜଣେ ବୟସ୍କ ବ୍ୟକ୍ତି…
Read More...

ଭାଙ୍ଗିଲା ସିନିୟର ମନୋନୟନ କମିଟି

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତୀୟ ଦଳ ସେମିରେ ଶୋଚନୀୟ ଭାବେ ପରାଜିତ ହେବା ପରେ ବିସିସିଆଇ ବଡ ପଦକ୍ଷେପ ନେଇଛି। ଚେତନ ଶର୍ମାଙ୍କ ନେତୃତ୍ବାଧିନ ୪ଜଣିଆ ସିନିୟର ପୁରୁଷ ମନୋନୟନ…
Read More...

ବର୍ଷା ବାଧକ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ : ଟି-୨୦ ବିଶ୍ବକପର ସେମିଫାଇନାଲରେ ପରାଜିତ ଦୁଇଦଳ ଭାରତ ଓ ନ୍ୟୁଜିଲାଣ୍ଡ ସୀମିତ ଓଭର କ୍ରିକେଟରେ ନୂଆ ଇନିଂସ ଆରମ୍ଭ କରିବା ପଥରେ ବର୍ଷା ବାଧକ ସାଜିଛି। ୱେଲିଂଟନରେ ପ୍ରବଳ ବର୍ଷା ଯୋଗୁ ଭାରତ ଓ…
Read More...

ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା : ପଶ୍ଚିମ ଇଣ୍ଡୋନେସିଆରେ ଶୁକ୍ରବାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରହିଥିଲା। ଆମେରିକା ଭୂତତ୍ତ୍ବ…
Read More...

ଶନିବାର ରାଶିଫଳ (୧୯/୧୧/୨୦୨୨)

ମେଷ : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ। ବୃଷ : କର୍ମଚଞ୍ଚଳ ରହିବେ। କନ୍ୟା…
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଲାଇନ୍ ମ୍ୟାନ

ଫୁଲବାଣୀ :  ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା  ଟିକାବାଲି ବିଦ୍ୟୁତ୍ ବିଭାଗର ଲାଇନ୍ ମ୍ୟାନ୍। ପାଞ୍ଚ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଫୁଲବାଣୀର ଭିଜିଲାନ୍ସ ଟିମ୍ । ଟିପିଏସଓଡିଏଲର ଟିକାବାଲି…
Read More...

ବୁଲିବାକୁ ଯାଇ ବୃଦ୍ଧ ନିଖୋଜ, ଥାନାରେ ଏତଲା ଦେଲେ ପରିବାର ଲୋକ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାସିନି ପଦର ପଞ୍ଚାୟତ ସାଶି ପଦର ଗାଁର ୬୫ ବର୍ଷୀୟ ବୃଦ୍ଧ ଭୁବନେଶ୍ୱର ବୁଲିବାକୁ ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୨ ତାରିଖରେ କାଶିନି ପଦର…
Read More...

ପୁଲିସ ପାଟ୍ରୋଲିଙ୍ଗ ବେଳେ କବଜାରେ ପଡିଲା ସୁନା ବେପାରୀ

ମୋହନା : ଗଜପତି ଜିଲ୍ଲା ମୋହନା ପୁଲିସ ସ୍ଥାନୀୟ ଥାନା ଅନ୍ତର୍ଗତ କମଳାପୁର ନାକା ପଏଣ୍ଟ ଠାରେ ମୋଟର ଯାନ ତନଖି କରୁଥିବା ବେଳେ ପୁଲିସ କବଜାରେ ପଡିଲା ଜିଏସଟି ଠକୁଥିବା ସୁନା ବେପାରୀ। ମୋହନା ପୁଲିସ କାମଳାପୁର ନାକା…
Read More...

ଜନ୍ତୁ ଶିକାର ଅଭିଯୋଗରେ ୫ ଶିକାରୀ ଗିରଫ

କାମାକ୍ଷାନଗର :  କାମାକ୍ଷାନଗର ପୂର୍ବାଞ୍ଚଳ ବନବିଭାଗକୁ ବଡ ସଫଳତା ମିଳିଛି । ଗୋଟିଏ ବନ୍ଧୁକ ଓ ଧନୁତୀର ସହ ୫ ଶିକାରୀ ଗିରଫ ହୋଇଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୁର୍ବାଞ୍ଚଳ ରେଞ୍ଜ ଏକୁଲ ଗ୍ରାମରୁ ବନବିଭାଗ ୫ ଜଣ…
Read More...

ହେପାଟାଇଟ୍ସ-ବି ସଚେନତ କର୍ମଶାଳା

ତିଗିରିଆ :  ତିଗିରିଆ ନିଜିଗଡ଼ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେପାଟାଇଟ୍ସ-ବି ରୋଗ ସମ୍ପର୍କୀତ ଏକ କର୍ମଶାଳା ଶୁକ୍ରବାର ଡାକ୍ତରଖାନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…
Read More...

ନଡ଼ିଆ ଚାଷ ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ : ସତ୍ୟବାଦୀ  ବ୍ଲକ ଅନ୍ତର୍ଗତ ସାଣ୍ଡରା ଗ୍ରାମ ପଞ୍ଚାୟତର ନିଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବବିନା କୋକୋନଟ ପ୍ରଡ୍ୟୁସର ସୋସାଇଟି ଆନୁକୂଲ୍ୟରେ ନଡ଼ିଆ ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ…
Read More...

ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସରେ ସଚେତନତା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଅନନ୍ତପୁରଠାରେ ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସ ପାଳନ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...