www.samajalive.in
Sunday, December 14, 2025
26.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା… ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ୍‌… ଘଟଣାସ୍ଥଳରେ ୩ମୃତ… ଅନେକ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାରେ ଚୁରମାର ହେଲା ଫୁଟ ଓଭରବ୍ରିଜ୍‌… ଓଲଟିପଡ଼ିଲା ୪ ବଗି…

(୨) ମାଲବାହୀ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ପୂର୍ବତଟ ​‌ରେଳବାଇର ସୂଚନା… ଦୁର୍ଘଟଣା ହୋଇଛି ୨ଜଣଙ୍କ ମୃତ୍ୟୁ… ଏକାଧିକ ହୋଇଛନ୍ତି ଆହତ… ଉଭୟ ପାର୍ଶ୍ୱର ଲାଇନ୍‌ ବ୍ଲକ… ସକାଳ ୬ଟା ୪୪ ମିନିଟରେ କୋରେଇ ଷ୍ଟେସନରେ ହୋଇଥିଲା ଦୁର୍ଘଟଣା…

- Advertisement -

(୩) ଉପନିର୍ବାଚନ ପାଇଁ କମ୍ପୁଛି ପଦ୍ମପୁର… ଘନଘନ ପ୍ରଚାର କରୁଛନ୍ତି ସମସ୍ତ ପ୍ରାର୍ଥୀ… ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଘରକୁ ଘରବୁଲି ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ୍‌ ଭିକ୍ଷା… ବିଜେଡି ମଧ୍ୟ ଭୋଟରଙ୍କୁ କରୁଛି ଆକୃଷ୍ଟ… ମୈଦାନରେ କଡ଼ା କସରତ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ…

(୪) ୟୁକ୍ରେନକୁ ସାହାଯ୍ୟ କରିବ ବ୍ରିଟେନ୍‌… ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ… ୟୁକ୍ରେନ ରାଜଧାନୀ କିଭ୍‌ରେ ଉଭୟଙ୍କର ମଧ୍ୟରେ ହେଲା ଆଲୋଚନା… ୟୁକ୍ରେନକୁ ସହାୟତା ଦେବାକୁ ଘୋଷଣା କଲେ ସନକ… ଯୁଦ୍ଧରେ କ୍ଷତି ହୋଇଥିବା ବିଦ୍ୟୁତ୍ ଶକ୍ତି ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମିର ହେବ ନିର୍ମାଣ…

(୫) ଲଘୁଚାପ ବର୍ଷାରେ ଭିଜିବ ଦକ୍ଷିଣ ଓଡ଼ିଶା… ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ… ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ହେବ ବର୍ଷା… ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡ଼ିଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷିବ…

(୬) କାତାରରେ ଫିଫା ଫୁଟବଲ ବିଶ୍ୱକପ୍‌ର ଶୁଭାରମ୍ଭ… ଉଦ୍‌ଘାଟନୀ ମ୍ୟାଚରେ କାତାରକୁ ୨.୦ ଗୋଲରେ ପରାସ୍ତ କଲା ଇକ୍ଵେଡର… ସେପଟେ ଆଜି ମଧ୍ୟ ଖେଳାଯିବ ୨ଟି ମ୍ୟାଚ୍‌… ନେଦରଲାଣ୍ଡନ୍ସକୁ ଭେଟିବ ସେନିଗାଲ… ଆମେରିକା ଓ ୱେଲସ ମଧ୍ୟ ହେବ କଡ଼ା ଟକ୍କର…

(୭) ଗୋଆରେ ଆରମ୍ଭ ହେଲା ୫୩ ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ… ଦେଶ ବିଦେଶର ଅଭିନେତା​, ଅଭିନେତ୍ରୀ, ନିର୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ଭିଡ଼… ମେଗାଷ୍ଟାର ଚିରଞ୍ଜିବୀଙ୍କୁ ମିଳିବ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଆୱାର୍ଡ…

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories