www.samajalive.in
Sunday, December 7, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟ୍ବିନସିଟିରେ ଦେଖାଯାଇଥିଲା ପ୍ରବଳ କୁହୁଡ଼ି, ୧୦୦ ମିଟର ଆଗକୁ ଦେଖାଯାଉନଥିଲା ରାସ୍ତା, ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ..

କଟକ ସଦର ଥାନା ସୁଭଦ୍ରାପୁରରେ ଅଭାବନୀୟ ଘଟଣା : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ,
ବ୍ୟବସାୟିକ ଶତ୍ରୁତାରୁ ବୋମାମାଡ ସନ୍ଦେହ, ଦୁର୍ବୁତ୍ତ ଫେରାର୍ , କାହାର କିଛି କ୍ଷତି ହୋଇନଥିବା ସୂଚନା..

- Advertisement -

ପଞ୍ଜାବର ଲୁଧିଆନା (ପଶ୍ଚିମ) ବିଧାୟକ ଗୁରପ୍ରୀତ ବାସୀ ଗୋଗୀଙ୍କ ଆହତ୍ମତ୍ୟା, ନିଜ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ ଆମ ଆଦମୀ ପାର୍ଟି ବିଧାୟକ, ଭୁଲବଶତଃ ଗୁଳି ଚଳାଇଥିବା ପରିବାର ଲୋକଙ୍କ ସୂଚନା..

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

ନିର୍ମାଣାଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ ଜବତ, ଗଞ୍ଜାମ ଜିଲାର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଖଜୁରିଆ ନିକଟ ଏକ କୋଠାରୁ ବୋମା ଜବତ, ବ୍ୟାଗରେ ୩୦ରୁ ଅଧିକ ବୋମା ରହିଛି..

ମାଲକାନଗିରି କାଲିମେଳା ଥାନା ଏମଭି ୬୬ ଗାଁରେ ଜଘନ୍ୟ କାଣ୍ଡ : ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ , ହତ୍ୟା ପରେ ଥାନାରେ ଅଭିଯୁକ୍ତ ସ୍ଵାମୀର ଆତ୍ମସମର୍ପଣ..

ବାଲେଶ୍ଵର: ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ, ଅରଡ ବଜାର ଠାରୁ ପରିବା ମାର୍କେଟ୍ ଅଞ୍ଚଳରେ କର୍ଫ୍ୟୁ , ଆସନ୍ତାକାଲି ରାତି ୧୦ ଯାଏଁ କର୍ଫ୍ୟୁ ଜାରି, ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରୁଛି ପ୍ରଶାସନ..

‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories