‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ

ଗାଜିଆବାଦ : ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି,ଜୀବନ ହାରିଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ଥାନା ଲୋନୀ ବର୍ଡର ନିକଟରେ ଘଟିଛି। ଲୋନୀ ବର୍ଡର ନିକଟରେ ରହୁଥିବା ଜଣେ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ସ୍ତ୍ରୀ ଦିଲ୍ଲୀ ପଳାଇ ଯାଇଥିଲେ। ଏହାପରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସ୍ୱାମୀଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପତ୍ନୀ ମଧ୍ୟ ନିଜ ବାପା ଘରେ … Continue reading ‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ