ଶୁକ୍ରବାରଠୁ ମାଟ୍ରିକ ପରୀକ୍ଷା ; ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ

ଡେସ୍କ : ଶୁକ୍ରବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଓଡ଼ିଶା ମଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ମୋଟ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ…
Read More...

ଲିଭୁନି ନିଆଁ ; ୧୬ ଘଣ୍ଟା ପରେ ମଧ୍ୟ ସ୍ଥିତି ଅଣାୟତ୍ତ

ଡେସ୍କ :  ପୁରୀ ବଡଦାଣ୍ଡ ମରଚିକୋଟ ଛକରେ ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଲାଗିଥିବା ନିଆଁ ଏବେ ମଧ୍ୟ ଲିଭିନି । ଦୀର୍ଘ ୧୬ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀ ନାକେଦମ୍‌ ହେଲେଣି । ସମଗ୍ର…
Read More...

୭୫ ବର୍ଷରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧ : ମ୍ୟାଚ୍ ଦେଖିଲେ ଦୁଇ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ : ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧକୁ ୭୫ ବର୍ଷ ପୁରିଛି । ଏହି ଅବସରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବର୍ଡ଼ର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ​‌ ଟେଷ୍ଟ ମ୍ୟାଚ୍‌ ଆରମ୍ଭ…
Read More...

ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନରାଡ୍ ସାଙ୍ଗମା

ସିଲଂ : କନରାଡ୍ କେ. ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ କ୍ରମାନ୍ୱୟରେ ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ…
Read More...

ଭେଜିଆ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ 

ତିଗିରିଆ :  ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ କାଳିଚାବଲ୍ଲଭ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଭୋଗଡା ପଞ୍ଚାୟତର ଭେଜିଆ ଗ୍ରାମରେ  ରାତିରେ ଏକ ଦନ୍ତାହାତୀ ଜନବସତି ନିକଟକୁ ଆସି ଆତଙ୍କ ଖେଳାଇଛି।  ଗ୍ରାମବାସୀଙ୍କ ଘର…
Read More...

ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

ଲାଞ୍ଜିଗଡ଼ : ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ କଂପାନୀ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ତରଫରୁ ଏକ ମହତ୍ତ୍ବପୂର୍ଣ୍ଣ ପ୍ରକଳ୍ପ ‘ପ୍ରୋଜେକ୍ଟ ପଞ୍ଛି ' ଉଦଘାଟିତ ହୋଇଯାଇଛି। ଦେଶରେ ସର୍ବପ୍ରଥମ ଥର…
Read More...

ହୋଲି ବଜାରରେ ଚୀନ୍‌ ସାମଗ୍ରୀ ଚାହିଦା ହ୍ରାସ

ନୂଆଦିଲ୍ଲୀ : ହୋଲି ବଜାରରେ ଚଳିତଥର ଚୀନ୍‌ ସାମଗ୍ରୀର ଚାହିଦା ହ୍ରାସ ପାଉଥିବା ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଭାରତରେ ପ୍ରସ୍ତୁତର ଚାହିଦା ବେଶ୍‌ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ହୋଲି ନିମନ୍ତେ…
Read More...

ସ୍ମିଥ୍ ୪ର୍ଥ ଟେଷ୍ଟରେ ଅଧିନାୟକ

ଅହମ୍ମଦାବାଦ : ଇନ୍ଦୋର ପରେ ଅହମ୍ମଦାବାଦରେ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ମଧ୍ୟ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେବେ। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଦଳ ନିୟମିତ ଅଧିନାୟକ…
Read More...

ଲିଭୁନି ଶିମିଳିପାଳର ନିଆଁ… ନାକେଦମ ବନବିଭାଗ

ଠାକୁରମୁଣ୍ଡା : କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଲାଣି। ଜଙ୍ଗଲରୁ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି । ବନ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ…
Read More...

ଭିଜିଲାନ୍ସ ହାତରେ ଲମତାପୁଟ ବନଖଣ୍ଡ ଅଧିକାରୀ

ଡେସ୍କ : ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଲମତାପୁଟ ବନଖଣ୍ଡ ଅଧିକାରୀ ସୁରଜିତ ସାହୁ। ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ତା​‌ଙ୍କୁ ଭିଜିଲାନ୍ସ ​‌ ଧରିଛି । କୋରାପୁଟରୁ ଭୁବନେଶ୍ବର ଯାଉଥିବାଳେ ତା​‌ଙ୍କୁ…
Read More...

ଭାରତ ବିକାଶର ଗତିପଥ

୧୯୪୭ରେ ଭାରତ ବିଦେଶୀ ଶାସନରୁ ସ୍ୱାଧୀନତା ପାଇବା ଠାରୁ ଏ ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ବିକାଶର କେଉଁ ଗତିପଥ ଅନୁସରଣ କରିଛି ତାହାକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ମୌଳିକ ଅର୍ଥରେ ବିକାଶ କହିଲେ ମାନବ…
Read More...

ରଙ୍ଗର ହୋଲି

ରଙ୍ଗର ସ୍ବତନ୍ତ୍ର ଏକ ଭାଷା ଅଛି। ରଙ୍ଗର ସ୍ବତନ୍ତ୍ର ଏକ ଆବେଦନ ମଧ୍ୟ ରହିଛି। ରଙ୍ଗର କାଉଁରି ଛୁଆଁରେ ମନ କଦମ୍ବିତ ହୋଇଯାଏ। ରଙ୍ଗର ବିଚିତ୍ରତା ହିଁ ସଭିଙ୍କୁ କେମିତି ସତରେ ଚମତ୍କୃତ କରିଦିଏ, ପୁଣି କରିଦିଏ ଆନନ୍ଦ…
Read More...

କଟକଣା : ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ

ଡେସ୍କ : ଯାତ୍ରାରେ ଆଉ ପ୍ରଦର୍ଶନ ହେବନି  ଅଶ୍ଳୀଳ ନୃତ୍ୟ। ଶୁଣିବାକୁ ମିଳିବନି ଅଶ୍ଳୀଳ ଏବଂ ଦ୍ବିଅର୍ଥବୋଧକ ସଂଳାପ । ସରକାର ଏ ନେଇ କଟକଣା ଜାରି କରିଛନ୍ତି । ତେବେ କେବଳ ଯାତ୍ରା ନୁହେଁ ମେଲୋଡି ମଞ୍ଚରେ ମଧ୍ୟ…
Read More...

ଭୂତାଣୁ ପ୍ରକୋପ

ଚଳିତ ବର୍ଷ ଶୀତଋତୁର ଲୁଚକାଳି ମଧ୍ୟରେ କ୍ରମାଗତ ଭାବେ ଅସୁସ୍ଥ ରହୁଥିବା ଲୋକଙ୍କ ସମସ୍ୟା ବଢ଼ିଚାଲିଥିଲା। ଋତୁ ପରିବର୍ତ୍ତନଜନିତ ଥଣ୍ଡା, କାଶ ଓ ଜ୍ବର ହେଉଛି ବୋଲି ମନେ କରାଯାଉଥିଲା। ତେବେ ଦୀର୍ଘଦିନ ଧରି ଅସୁସ୍ଥତା…
Read More...

ହୋଲିରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ମଙ୍ଗଳବାରଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ…
Read More...

ଦୋଳ ପୂର୍ଣ୍ଣିମା : ଗାଁଠୁ ସହର ଉତ୍ସବ ମୁଖର

ଡେସ୍କ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ  ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ…
Read More...

ଆଜି ଦୋଳ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ

ଡେସ୍କ : ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି ।…
Read More...

ଦାଦନ ଦୁଃଖ : ୨ ମୃତ ଓ ୩ ଗୁରୁତର

ମୋହନା : ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଶ୍ରମିକଙ୍କୁ ମାଡ଼ ମାରିବା ସମୟର ଦୃଶ୍ୟକୁ ଅଭିଯୁକ୍ତମାନେ ସମ୍ପର୍କୀୟଙ୍କୁ…
Read More...

ସରକାରଙ୍କ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର : ଫେବୃଆରୀ ମାସରୁ ରାଜ୍ୟରେ ତାତି ବଢ଼ିବାରେ ଲାଗିଥିବାବେଳେ ରାଜ୍ୟର ସମସ୍ତ ଅଞ୍ଚଳରେ ପାନୀୟ ଜଳ ସୁନିଶ୍ଚିତ କରିବା, ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ଓ ଅଂଶୁଘାତ ଚିକିତ୍ସା ପାଇଁ…
Read More...

ବାଣ ବିସ୍ଫୋରଣରେ ୫ମୃତ, ୨ ଗୁରୁତର

ଖୋର୍ଦ୍ଧା/ଟାଙ୍ଗୀ : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗ୍ରାମରେ ବାଣ ବିସ୍ଫୋରଣରେ ୩ଜଣ ଲୋକଙ୍କର ମୃତ୍ୟୁ ଘଟିବାର ଦୁଃଖଦ ଘଟଣା ଲୋକଙ୍କ ମନରୁ ନ ଲିଭିଣୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଭୁଷଣ୍ଡପୁର…
Read More...

ପାଗଳ ନୁହେଁ ଗୋପାଳ​‌

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ପାଗଳ ଦର୍ଶାଇ ଷଡ଼ଯନ୍ତ୍ର ଉପରେ ପରଦା ଢାଙ୍କିବାକୁ ପ୍ରୟାସ କରାଯାଉଛି ବୋଲି ବିରୋଧୀ ଦଳର ଅଭିଯୋଗ କରୁଛନ୍ତି ।…
Read More...

ମଙ୍ଗଳବାର ରାଶିଫଳ (୦୭.୦୩.୨୦୨୩)

ମେଷ :  ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବାଣିଜ୍ୟ ଲୋକମାନଙ୍କଠାରୁ ରାଜପୂଜା ମିଳିବ। ବୃଷ : ପ୍ରତ୍ୟେକ…
Read More...

ମାନିକ ଶାହା ପୁଣି ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା : ​ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମାନିକ ଶାହା ପୁନର୍ବାର ଆସନ୍ତା ୮ରେ ଦାୟିତ୍ବ ଗ୍ରହଣ କରିବେ। ମାନିକ ଶାହା ନିର୍ବାଚନ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ଥିଲେ। ତ୍ରିପୁରା…
Read More...

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଲିଖିତ ପତ୍ର ପ୍ରଦାନ

କଲ୍ୟାଣସିଂହପୁର : ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ଙ୍କ ଡ଼ାକରାରେ  କଲ୍ୟାଣସିଂହପୁର ବ୍ଲକରେ ଥିବା ସମସ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ- ଶିକ୍ଷୟିତ୍ରୀ ନ୍ୟାଯ୍ୟ ଦାବି…
Read More...

ଘର୍ କେ ତରଭୁଜ ଟେ ନେଇକରି ଜିମା 

ଲଡୁଗାଁ: ଖରାଦିନେ  ତରଭୁଜର ସ୍ୱାଦ ନିଆରା। ଡହ ଡହ ଖରାରେ ରାସ୍ତା ପାର୍ଶ୍ଵରେ ତରଭୁଜ ଦେଖିଲେ ସ୍ଵତଃପ୍ରବୃତ୍ତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ।  ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ । ଏବେ ପାରଦ ଆସ୍ତେ ଆସ୍ତେ ବଢି…
Read More...

ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକରେ ସଚେତନତା ଉପରେ ଗୁରୁତ୍ୱାରୋପ

କେନ୍ଦୁଝରଗଡ : ଆଗାମୀ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଦରବାରହଲଠାରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ…
Read More...

ବିପଦପୂର୍ଣ୍ଣ ସ୍ମାର୍ଟ ବିଦ୍ୟାଳୟରେ ହେବ ମାଟ୍ରିକ ପରୀକ୍ଷା !

ସାକ୍ଷୀଗୋପାଳ : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ସତ୍ୟବାଦୀ ବ୍ଲକର ନୋଡାଲ ବିଦ୍ୟାଳୟ ଓ ପୂର୍ବପରି ଚଳିତ ବର୍ଷ ଏହି ବିଦ୍ୟାଳୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଅଛି। ମାତ୍ର ଏହି ବିଦ୍ୟାଳୟ ଛାତରୁ ନିୟମିତ କଂକ୍ରିଟ ଖଣ୍ଡ ବା…
Read More...

ଭତ୍ତା ଓ ଉନ୍ନୟନ ମୂଳକ କାମର କାର୍ଯ୍ୟାଦେଶ ବଣ୍ଟନ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଭତ୍ତା ହିତାଧିକାରୀ ଓ ବିଭିନ୍ନ ଉନ୍ନୟନମୂଳକ କାମର କାର୍ଯ୍ୟାଦେଶକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ…
Read More...

କଖଡିରେ ତ୍ରୟୋଦଶୀ ଦୋଳ ମେଲଣ

ଗୁରୁଡିଝାଟିଆ : କଖଡି ପାଲାତୋଟା ମଣ୍ଡପ ଠାରେ ତ୍ରୟୋଦଶୀ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଧବଳେଶ୍ୱର, କଖଡିର ଲକ୍ଷ୍ମୀନାରାୟଣ, ମହାଳପଡା, ବ୍ରହ୍ମପୁର, ଗଜାମ୍ବ, କାପ୍ତାବରାଇ, ବ୍ରାହ୍ମଣବସ୍ତ, ଘଣ୍ଟିଖାଲ,…
Read More...

ଅଗ୍ରୱାଲ ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ସହରର ସମସ୍ତ ଅଗ୍ରୱାଲ ସମାଜର ମହିଳା ଓ ପୁରୁଷ  ସ୍ଥାନୀୟ ସାପ୍ତାହିକ…
Read More...

ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ 

ଆଠଗଡ଼ :  ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ରେଗେଡାପଡା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ…
Read More...

ନରସିଂହପୁର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମେଳଣ ଉଦଯାପିତ

ନରସିଂହପୁର : କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଥିବା ଶୈବପୀଠରେ ଅଷ୍ଟଶମ୍ଭୁ ତଥା ପ୍ରତ୍ୟେକ୍ଷ ଶମ୍ଭୁ ମାନଙ୍କୁ ନେଇ ଏହି ଐତିହାସିକ ଅଷ୍ଟଶମ୍ଭୁ ମେଳଣ ଉଦଯାପିତ ହୋଇଯାଇଛି । ୧୮୨୮ ମସିହାରୁ ତତ୍କାଳୀନ ରାଜା ସ୍ୱର୍ଗତ…
Read More...

‘ଷ୍ଟୋରି ଇମେଜ’ର ନିଆରା ହୋଲି

ଚୌଦ୍ୱାର : ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଷ୍ଟୋରି ଇମେଜର ନିଆରା ହୋଲି ଉତ୍ସବ ‘ରଙ୍ଗ ଦେ ରଙ୍ଗ ନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁଙ୍କ ପରିଚାଳନାରେ…
Read More...

ଅପହଞ୍ଚ ଅଞ୍ଚଳରେ ଗ୍ରାମ ‘ଚାଟଶାଳୀ’କୁ ପୁରିଲା ଏକ ବର୍ଷ

ସମ୍ବଲପୁର(ସିଟି) : ସମ୍ବଲପୁର ଜିଲାର ଅପହଞ୍ଚ ଗ୍ରାମାଞ୍ଚଳ ଗୁଡିକରେ ଶିକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆରମ୍ଭ କରାଯାଇଥିବା ‘ଚାଟଶାଳୀ’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହୋଇଛି । ସମ୍ବଲପୁର ଜିଲା…
Read More...

ବିଦୁରଙ୍କ ସାଧନାଭୂମି ଓଳକଣା

ପୁରାଣବର୍ଣ୍ଣିତ ତଥା ଦିନିକିଆ ଅସାଧାରଣ ଓଳକଣା ଦୋଳ ମେଳଣ ଚଳିତ ଫାଲଗୁନ ମାସ ପୂର୍ଣ୍ଣିମା ତିଥିର ପ୍ରତ୍ୟୁଷରେ ଅନୁଷ୍ଠିତ ହେବ। ଓଳକଣା ମେଳଣ ପଡ଼ିଆଟି ଅବିଭକ୍ତ କଟକ ଜିଲାର ହଳଦିଆ ଏବଂ ଏଣ୍ଡର ପଞ୍ଚାୟତର ମଧ୍ୟସ୍ଥଳରେ…
Read More...

ଚିନ୍ମୟୀ ମୃତ୍ୟୁ ମାମଲାରୁ ଉଠୁଛି ପରଦା

ବୁର୍ଲା : ଭିସୁଟରୁ ସଦ୍ୟ ଉତ୍ତୀର୍ଣ୍ଣ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟୁଛି। ଚିନ୍ମୟୀଙ୍କ ଘରୁ ମିଳିଥିବା ଲାପଟପ୍‌, ତାଙ୍କ ଫୋନ୍‌ ଓ ଅନ୍ୟ ସାମଗ୍ରୀ, ବନ୍ଧୁ ପ୍ରୀତିମାନ…
Read More...

ସମ୍ବଲପୁରରେ ବିଜୁ ଜୟନ୍ତୀ ପାଳିତ

ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ନବୀନ ଓଡିଶା" ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରବିବାର ପ୍ରବାଦ ପୁରୁଷ ବିଜୁ…
Read More...

ରାଜ୍ୟର ପ୍ରଥମ ବୈଦ୍ୟୁତିକ ଯାନ ଚାର୍ଜିଂ କରିଡର ଲୋକାର୍ପିତ

ସମ୍ବଲପୁର(ସିଟି) : ବୈଦ୍ୟୁତିକ ଯାନ ପାଇଁ ଭାରତ ପେଟ୍ରୋଲିୟମର ‘ସମ୍ବଲପୁର-ରାୟପୁର-ନାଗପୁର ଜାତୀୟ ରାଜପଥ’ ଦ୍ରୁତ ଚାର୍ଜିଂ କରିଡ଼ର ଆଜି ଉଦ୍‌ଘାଟିତ ହୋଇଯାଇଛି। ସାରା ଦେଶର ବିଭିନ୍ନ ରାଜପଥର ପେଟ୍ରୋଲ…
Read More...

ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ

ଭୁବ‌େ‌ନଶ୍ବର : ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ । ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବା ସହିତ ପିଲାମାନଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବରୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତ : ବିଜୁ ଏକ୍ସପ୍ରେସ ୱେ ଲୋକାର୍ପିତ

ଭବାନୀପାଟଣା/ଧର୍ମଗଡ଼/ନୂଆପଡ଼ା/ସୋହେଲା/ଆମପାଣି : ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲା ଗସ୍ତରେ ଯାଇ…
Read More...

ୟୁପିକୁ ରୋମାଞ୍ଚକର ବିଜୟ ଦେଲେ ହାରିସ୍‌

ମୁମ୍ବଇ : ୩ ୱିକେଟ ହାତରେ ଥିବା ବେଳେ ୪ ଓଭରରୁ ୟୁପି ୱାରିଅର୍ଜ ୬୩ ରନ୍‌ ଆବଶ୍ୟକ କରୁଥିଲା। ହେଲେ ଅଷ୍ଟ୍ରେଲିଆର ସାଥୀ ଖେଳାଳି ସୋଫି ଇକ୍ଲେଷ୍ଟୋନ୍‌ଙ୍କ ସହ ମିଶି ଗ୍ରେସ୍‌ ହାରିସ୍‌ ୨୩ ବଲ୍‌ରୁ ୬୮ ରନ୍‌ ମାରି…
Read More...

୨ କାର ସମେତ ୮୦ କେଜି ଗଞ୍ଜେଇ ଜବତ : ୪ ଗିରଫ

ସମ୍ବଲପୁର  : ଅବୈଧ୍ୟ ନିଶା କାରବାରକୁ ରୋକିବା ଅଭିଯାନ କ୍ରମରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ରବିବାର ସମ୍ବଲପୁର ଅଞ୍ଚଳରୁ ପୁର୍ନବାର ଗଞ୍ଜେଇ ଧରାପଡିଛି । ଅବକାରୀ ବିଭାଗର ଇଆଇବି ୟୁନିଟ…
Read More...

ସୋମବାର ରାଶିଫଳ(୦୬.୦୩.୨୦୨୩)

ମେଷ : ଦୈବୀ ବଳରେ ବଳୀୟାନ ହୋଇପାରନ୍ତି ଓ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ବ୍ୟବସାୟରେ ଲକ୍ଷ୍ମୀ ବରଦାୟିକା ସାଜିଛନ୍ତି। ବୃଷ : ଉଦାର…
Read More...

ଚାନ୍ଦିପୁଟ ହାଟପଦାରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଚାନ୍ଦିପୁଟ : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମରେ ବିରାଟ ସମ୍ମିଳନୀ ଅନୁଷ୍ଠିତ ‌ହୋଇଯାଇଛି । ଗଜପତି ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ମୋହନା ବ୍ଳକ…
Read More...

ଉତ୍ତମ ମଣିଷ ଗଢିବା ଶିକ୍ଷାର ଉଦ୍ଦେଶ୍ୟ ହେଉ: ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ

ସମ୍ବଲପୁର  : ସମ୍ବଲପୁରର ଝାଡୁଆପଡା ସ୍ଥିତ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ରବିବାର ଆରଣ୍ୟକ ମଞ୍ଚ ଠାରେ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱାତ୍ମ ଚେତନା ପରିଷଦର ଅଧ୍ୟକ୍ଷ ପରମହଂସ ସ୍ୱାମୀ ଶ୍ରୀ…
Read More...

ବିଜୁବାବୁଙ୍କ ପରି ଦିଗଦର୍ଶୀ ଜନନେତା ଦେଶରେ ବିରଳ

ଆଠଗଡ :  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, କଳିଙ୍ଗ ବୀର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଜୟନ୍ତୀ ଏବଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଆଠଗଡରେ ପାଳିତ ହୋଇଯାଇଛି । ସ୍ଥାନୀୟ ମହୋତ୍ସବ…
Read More...

ମହିଳା ପ୍ରିମିୟର ଲିଗ୍‌ : ଆର୍‌ସିବିକୁ ସହଜରେ ହରାଇଲା ଦିଲ୍ଲୀ

ମୁମ୍ବଇ : ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ଶନିବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ଅଧିନାୟିକା ହରମନପ୍ରୀତ କୌର…
Read More...

ଆମଣାକୁଦ ଛକରେ ଦୁର୍ଘଟଣା : ଜଣେ ମୃତ, ୩ ଆହତ

ବନମାଳିପୁର : ରାସ୍ତା ପାର୍ଶ୍ବରେ ଥିବା ଏକ ଡମ୍ପର ସହ କାର୍‌ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ…
Read More...

ଯୁଦ୍ଧ ଜାହାଜରୁ ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ : ଭାରତୀୟ ନୌସେନା ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି । ରବିବାର ଆରବସାଗରରୁ ଏକ ଯୁଦ୍ଧ ଜାହାଜରୁ ବ୍ରହ୍ମସ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିବାବେଳେ ଏହା ନିର୍ଦିଷ୍ଟ ସ୍ଥାନକୁ ଠିକ୍…
Read More...

ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଉତ୍ସବ ମୁଖର ସହର

ଗଞ୍ଜାମ : ଗଞ୍ଜାମ ସହରରେ ଐତିହାସିକ ଦୋଳଯାତ୍ରା ଅବସରରେ ରବିବାର ଦିନ ସାହି ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ଗଞ୍ଜାମ ସହର ସମେତ ଏହାର ଆଖ ଫାଖ ଅଞ୍ଚଳ ଏବେ ଚଳଚଞ୍ଚଳ ସହିତ ଉତ୍ସବ ମୁଖର ହୋଇଉଠିଛି। ଶନିବାର…
Read More...

ଗିରଫ ଏଡାଇବାକୁ ଘରୁ ଲୁଚି ପଳାଇଲେ ଇମ୍ରାନ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ଏକ ଦୁର୍ନୀତି (ତୋସଖାନା) ମାମଲାରେ ପୁଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ଲାହୋରସ୍ଥିତ ତାଙ୍କ ବାସଭବନକୁ…
Read More...

ନିଜସ୍ୱ ଉଦ୍ୟମରେ ଡିଜିଟାଲ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷାଦାନ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର  ଶିକ୍ଷକ ବିଶ୍ୱଜିତ ପ୍ରଧାନ ସାଧାରଣରେ ପ୍ରଶଂସାର  ପାତ୍ର ହୋଇଛନ୍ତି। ଶିକ୍ଷକ ଶ୍ରୀ ପ୍ରଧାନ ନିଜେ  ୩୨,୦୦୦( ବତିଶ ହଜାର) ଟଙ୍କା…
Read More...

ସରାସପଶି ଜଙ୍ଗଲରେ ଅଗ୍ନିକାଣ୍ଡ, ଆୟତ୍ତ କଲା ପାଟଣା ଅଗ୍ନିଶମ ବାହିନୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ସ୍ଥାନରେ ଏବେ ନିଆଁ ଲାଗୁଥିବା ଦେଖାଯାଇଛି। ଏପରିକି ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଅନେକ ଜଙ୍ଗଲ ମଧ୍ୟ ଜଳି ଯାଉଛି । ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗ…
Read More...

ପଞ୍ଚାୟତିରାଜ ଦିବସ ପାଳିତ

ଆଠଗଡ :  ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି, ଏମବିକେ, ସିଆରପି,…
Read More...

ନାଗରିକଙ୍କୁ ସଠିକ୍‌ ସମୟରେ ନ୍ୟାୟ ପ୍ରଦାନ ପାଇଁ ସରକାର ପ୍ରତିବଦ୍ଧ : କିରେନ୍ ରିଜିଜ୍ଜୁ

ଡେସ୍କ : ଭାରତୀୟ ନ୍ୟାୟ ବ୍ୟବସ୍ଥା, ସମୟର ଗତି ସହ ତାଳଦେଇ ପରିବର୍ତ୍ତନ ହୋଇ ଚାଲିଛି ଏବଂ ସାଧାରଣ ନାଗରିକକୁ ସଠିକ୍‌ ସମୟରେ ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ…
Read More...

ପ୍ରଯୁକ୍ତି ବିଦ୍ୟା​‌ ନବାଚାର ଓ କଲ୍ୟାଣକାରୀ ଯୋଜନା ବିଶ୍ୱ ପାଇଁ ପ୍ରେରଣାଦାୟୀ : ବିଲ ଗେଟ୍ସ

ନୂଆଦିଲ୍ଲୀ : ଭାରତରେ ପ୍ରଯୁକ୍ତି ବିଦ୍ୟା​‌ କ୍ଷେତ୍ରରେ ହେଉଥିବା ନବାଚାର ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସାରା ବିଶ୍ୱ ପାଇଁ ପ୍ରେରଣାଦାୟୀ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍ ଫାଉଣ୍ଡେସନର…
Read More...

ରାସ୍ତାରେ ଜଳିଗଲା କାର : ୪ ଗୁରୁତର

ଡେସ୍କ : ପୁରୀ-ଭୁବନେଶ୍ୱର ରାସ୍ତାର ବୀରଗୋବିନ୍ଦପୁର ଗ୍ରାମ ନିକଟରେ ଶନିବାର ଗୋଟିଏ କାର ହଠାତ  ରାସ୍ତାରେ ଜଳିଯାଇଛି। ଫଳରେ ସେଥିରେ ଥିବା ଜଣେ ଶିଶୁ ସମେତ ମୋଟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ…
Read More...

ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ଗୁରୁଡିଝାଟିଆ : ସତର୍କତା,ସାବଧାନତା ଓ ଉପସ୍ଥିତ ବୁଦ୍ଧି ବଳରେ ସଡକ ଦୁର୍ଘଟଣାକୁ ଦୂରେଇ ରଖିପାରିବା । ସମସ୍ତେ ସଡକ ସୁରକ୍ଷା ନିୟମ ମାନିବା ସହ ଅନ୍ୟମାନଙ୍କୁ ଜଣାଇବା, ମଦ୍ୟପାନ କରି ଗାଡି ଚଳାଇବା ନାହିଁ, ଜୀବନ…
Read More...

୫-ଟି ରୂପାନ୍ତରିତ ବିଦ୍ୟାଳୟ : ଛାତରୁ କଂକ୍ରିଟ ଖସି କିରାଣୀ ଆହତ

ସାକ୍ଷୀଗୋପାଳ : ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଆଜି ପୂର୍ବାହ୍ନରେ ଏକ କଂକ୍ରିଟ ଖଣ୍ଡ(ସିଲିଂ) ହଠାତ  ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀ ସୁମନ୍ତ କୁମାର ଷଡ଼ଙ୍ଗୀ (୫୨) ଙ୍କ ଉପରେ ଖସି ପଡିଥିଲା। ଏଥିରେ…
Read More...

ସେବାଶ୍ରମ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି : ୬ ଛାତ୍ରୀ ମୋହନା ମେଡ଼ିକାଲରେ

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ସେବାଆଶ୍ରମରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଗୁରୁବାର ସେବାଶ୍ରମ ବିଦ୍ୟାଳୟ ର ୧୧ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ…
Read More...

ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ୧୦ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ମାଟ୍ରିକ ପରୀକ୍ଷାରେ ସକାରାତ୍ମକ ଢଙ୍ଗରେ ସମସ୍ତ ପ୍ରଶ୍ନକୁ ପଢି ସଠିକ୍ ଉତ୍ତର ପ୍ରଦାନ କରିବା, ବିଦ୍ୟାଳୟର ନାମ ରଖିବା ସର୍ବୋପରି ମାଟି ମାଆର ଋଣ ସୁଝିବା କ୍ଷେତ୍ରରେ ବଳିଷ୍ଠ ଭୂମିକା ତୁଲାଇବା ପାଇଁ…
Read More...

୨୦୨୪ ସୁଦ୍ଧା ଦେଶରେ ବିଶ୍ବସ୍ତରୀୟ ରାଜପଥ, ଓଡ଼ିଶାରେ ଆମେରିକା ଭଳି ସଡ଼କ : ଗଡକରୀ

ଡେସ୍କ : ୨୦୨୪ଶେଷ ସୁଦ୍ଧା ସାରା ଦେଶରେ ବିଶ୍ବସ୍ତରୀୟ ରାଜପଥ ନିର୍ମାଣ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଆମେରିକା ଭଳି ସଡ଼କ ନିର୍ମାଣ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି…
Read More...

ଆରମ୍ଭ ହେଲା ଯୁବ ଉତ୍ସବ-ଇଣ୍ଡିଆ@୨୦୪୭

ନୂଆଦିଲ୍ଲୀ : ସ୍ବାଧୀନତାର ଅମୃତକାଳରେ ଶନିବାରଠାରୁ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଆରମ୍ଭ ହୋଇଛି । ଯୁବ ବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ପଞ୍ଜାବର ରୋପାର ଆଇଆଇଟିରେ ଏହାକୁ ଉଦ୍‌ଘାଟନ କରିଛନ୍ତି ।…
Read More...

ଲାଞ୍ଜିଗଡ଼ରେ ଲଜ୍ଜା : ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ବାପା

ଲାଞ୍ଜିଗଡ଼ : ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ। ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି। ଏଇ…
Read More...

‘ସମାଜ’ରେ ଖବର ପ୍ରକାଶ ପରେ ଅପହଞ୍ଚ ରୁମ୍ବେଲି ଗ୍ରାମରେ ପହଞ୍ଚିଲା ପ୍ରଶାସନ

ଲକ୍ଷ୍ମୀପୁର :  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଅପହଞ୍ଚ ରୁମ୍ବେଲି ଗାଁ କୁ ନେଇ ଏକ ଖବର ଗତ ୨୮ ତାରିଖ ଦିନ 'ସମାଜ'ରେ ପ୍ରକାଶିତ ହୋଇଥିଲା। ପ୍ରଶାସନ ଏହି ଖବରକୁ ଗୁରୁତ୍ବ ଦେଇ ରୁମ୍ବେଲି ଗ୍ରାମରେ ପହଞ୍ଚିବା…
Read More...

ଗୁଜରାଟ-ମୁମ୍ବଇ ଉଦ୍‌ଘାଟନୀ ମ୍ୟାଚ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅଭୂତପୂର୍ବ ସଫଳତା ପରେ ବିସିସିଆଇ ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) ଆୟୋଜନ କରୁଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ମାର୍ଚ୍ଚ ୪ରୁ ମହାରାଷ୍ଟ୍ରରେ ଖେଳାଯିବ।…
Read More...

ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା

କିଭ୍‌ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି…
Read More...

ଶନିବାର ରାଶିଫଳ(୦୪.୦୩.୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କୁ ବଶକରି ପାରନ୍ତି। ଶତ୍ରୁଘାତୀ ହେବେ। ବିଚକ୍ଷଣ ରାଜନୀତିଯୁକ୍ତ ହୋଇପାରନ୍ତି। ବହୁଭୋଜନ କରିବେ। ଧନଶାଳୀ ଚଞ୍ଚଳମନା ଓ କ୍ରୋଧୀ ହେବେ। ବୃଷ : …
Read More...

ବିନା ସୂଚନା ଫଳକରେ ପୁରୁଣାକଟକ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କାହା ସ୍ୱାର୍ଥରେ !

ହରଭଙ୍ଗା : ହରଭଙ୍ଗା ବ୍ଲକର ପୁରୁଣାକଟକଠାରେ ନିର୍ମାଣଧିନଥିବା ବସଷ୍ଟାଣ୍ଡ କାର୍ଯ୍ୟ ଶୁକ୍ରବାର ବୌଦ୍ଧ  ଜିଲ୍ଲାପାଳ ସତ୍ୟରଞନ ସାହୁ ପରିଦର୍ଶନ କରିଥିବା ଜଣାପଡିଛି । କୋଟି କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ…
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ ଶୀର୍ଷକ କର୍ମଶାଳା

କେନ୍ଦୁଝର/ପାଟଣା  : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ପାଟଣା ବ୍ଲକର ଚାକୁଣ୍ଡାପାଳ ଗ୍ରାମ ପଞ୍ଚାୟତଠାରେ ଏକ…
Read More...

୯୭୦ ବରିଷ୍ଠ ନାଗରିକଙ୍କ ଶନିବାରଠୁ ଆଜ୍‌ମେର୍‌ ଓ ପୁଷ୍କର ପରିଭ୍ରମଣ

ଭୁବନେଶ୍ବର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାଜ୍ୟର ୯୭୦ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ସୁରକ୍ଷା ଅଧିକାରୀ ଶନିବାର ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ତୀର୍ଥଯାତ୍ରୀ ଆରମ୍ଭ କରିବାର କାର୍ଯ୍ୟକ୍ରମ…
Read More...

ଲୁଣିବାହାଲ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ଏଇଇ ଓ କନିଷ୍ଠ ଯନ୍ତ୍ରୀଙ୍କ ଦରମା ବନ୍ଦ

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ଶୁକ୍ରବାର ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସେ ବ୍ଲକର ପୁରୁଣା କଟକଠାରେ ନିର୍ମାଣଧିନ ଥିବା ବସଷ୍ଟାଣ୍ଡ ଏବଂ ଭେଣ୍ଡିଂ ଜୋନ୍…
Read More...

ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ପରିଦର୍ଶନ କଲେ ସିକ୍କିମ ନିଟର ଛାତ୍ରଛାତ୍ରୀ

ରେଙ୍ଗାଲି : ଯୁବା ସଙ୍ଗମ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ଅଧୀନରେ ସିକ୍କିମର ଜାତୀୟ ବୈଷୟିକ ପ୍ରତିଷ୍ଠାନ (ନିଟ୍)ର ଛାତ୍ରଛାତ୍ରୀ ମାନେ ଖିଣ୍ଡା ସ୍ଥିତ…
Read More...

ବିଦାୟକାଳୀନ ସମ୍ବର୍ଦ୍ଧନାରେ କୋହ ସମ୍ଭାଳି ପାରିଲେନି ବିଦ୍ୟାର୍ଥୀ

ଲଡୁଗାଁ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରାଜା ହାଇସ୍କୁଲର ୬୮ ଛାତ୍ରଛାତ୍ରୀ ଚଳିତ ବର୍ଷ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ,  ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବେ। ସ୍କୁଲ ଓ ଜୁନିୟର…
Read More...

ବିଧାନସଭାରେ ଉଠିବ ଚିନ୍ମୟୀ ମୃତ୍ୟୁ ପ୍ରସଙ୍ଗ : ଜୟ ନାରାୟଣ

ଭୁବନେଶ୍ୱର :  ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି । ଓଡ଼ିଶାରେ ପୁଲିସ ଏବେ ସବୁ କଥାକୁ ଚାପି…
Read More...

ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ମନ୍ଦିର ମାଳିନୀ ଭୁବନେଶ୍ବର ତଥା ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିରର ପୁନବିକାଶ କରାଯିବ। ଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…
Read More...

ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅମିତ୍ ଏକାଦଶ ବିଜୟୀ

ପଦ୍ମପୁର :  ଖମାପଦର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଚାଲିଥିବା ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସରେ ପଦ୍ମପୁର ଅମିତ ଏକାଦଶ ସହିତ ପଦ୍ମପୁର ବୁଲେଟ୍ ଏକାଦଶ ଦଳ ମଧ୍ୟରେ ଫାଇନାଲ…
Read More...

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ଆବଶ୍ୟକ : ମୋଦୀ

ନୂଆଦିଲ୍ଲୀ : ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ପର୍ଯ୍ୟଟନ କ୍ଷମତା ସଂକ୍ରାନ୍ତ ବଜେଟ୍‌…
Read More...

ଧାନ ସଂଗ୍ରହରେ ଲାଭବାନ ହେଲେଣି ଏକ କୋଟିରୁ ଅଧିକ ଚାଷୀ

ଡେସ୍କ : ୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହରେ ଏକ କୋଟିରୁ ଅଧିକ କୃଷକ ଲାଭବାନ ହୋଇଛନ୍ତି । ଗତ ପହିଲା ସୁଦ୍ଧା ୭୧୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଏ ବାବଦରେ ଏକ ଲକ୍ଷ ୧୪ହଜାର କୋଟି ଟଙ୍କା…
Read More...

ଭୁବନେଶ୍ୱରରେ ବିଜେପି ପକ୍ଷରୁ ଏତଲା

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟା ମାମଲା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ସମୟରେ ରାଜ୍ୟ ପୁଲିସ ପକ୍ଷରୁ ଷଡଯନ୍ତ୍ର କରି ଯୁବ ମୋର୍ଚ୍ଚା…
Read More...

ଶ୍ରୀନିବାସ ଉଦ୍‌ଗାତା ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

କଟକ : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ-୨୦୨୩’ ପ୍ରଦାନ କରାଯିବ ବୋଲି ଗଙ୍ଗାଧର ଫାଉଣ୍ଡେସନର ସମ୍ପାଦିକା ସୁସ୍ମିତା ରଥ ସୂଚନା…
Read More...

ଠେକୁଆ ମୃତ୍ୟୁର ଖିଅ ଖୋଜୁଛି ପ୍ରଶାସନ ; ୨ଜଗୁଆଳୀଙ୍କୁ ପଚରାଉଚରା, ସିସିଟିଭି ଫୁଟେଜ ଯାଞ୍ଚ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ଖଜୁରୀପଡା ନିକଟସ୍ଥ ଯାଯାବରସ୍ଥିତ ଇକୋ ପାର୍କରେ ଗତ ସୋମବାର ରାତିରେ ୧୧ଟି ଠେକୁଆଙ୍କ ଅସ୍ୱାଭାବିକ ମୃତ୍ୟୁର ଖିଅ ଖୋଜୁଛି ପ୍ରଶାସନ। ବୌଦ୍ଧ…
Read More...

ଏଲ.ଭି.ନେତ୍ର ପ୍ରତିଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ

କେନ୍ଦୁଝରଗଡ଼ : କେନ୍ଦୁଝର କଲେଜରୋଡସ୍ଥିତ ଏଲ.ଭି.ପ୍ରସାଦ ନେତ୍ର ପ୍ରତିଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧.୪୯ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଫେବୃୟାରୀ ମାସରେ ୧ ଲକ୍ଷ ୪୯ ହଜାର କୋଟିରୁ ଅଧିକ ଟଙ୍କା ଜିଏସ୍‌ଟି ରାଜସ୍ୱ ସଂଗ୍ରହ ହୋଇଛି। ଗତ ଆର୍ଥିକ ବର୍ଷରେ ଏହି ସମୟ ମଧ୍ୟରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ପରିମାଣ ଠାରୁ ଏହା ୧୨…
Read More...

ଇନ୍ଦୋର ଟେଷ୍ଟ : ଅଷ୍ଟ୍ରେଲିଆ ୪୭ ରନରେ ଆଗୁଆ

ଇନ୍ଦୋର : ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪ ୱିକେଟ୍‌ ବିନିମୟରେ ୧୫୬ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ…
Read More...

ଯୁକ୍ତ ୨ ପରୀକ୍ଷା : ୪୫ଟି  ପରୀକ୍ଷା କେନ୍ଦ୍ର, ୮ ପ୍ରଶ୍ନପତ୍ର ହବ୍‌ ଓ ୧୦ ଘରୋଇ ଶିକ୍ଷାନୁଷ୍ଠାନକୁ ଟ୍ୟାଗିଂ

କେନ୍ଦୁଝରଗଡ଼ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ବୁଧବାର ଠାରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଅପ୍ରେଲ ୫ ତାରିଖରେ ପରୀକ୍ଷା ଶେଷ ହେବାକୁ…
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୧ ବଖରା ଘର

ନରସିଂହପୁର :  ନରସିଂହପୁର ତହସିଲ ଅର୍ନ୍ତଗତ ବାଲିସାହି ପଞ୍ଚାୟତ କେନ୍ଦୁମୂଳ(କଅଁରପୁର) ଗ୍ରାମର ଦଳିତରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରଙ୍କର ଏଗାର ବଖରା ଘର ପୋଡି ପାଉଶଁ ହୋଇ ସର୍ବସାନ୍ତ ହୋଇଯାଇଛନ୍ତି ।…
Read More...

ଗୁରୁବାର ଜି-୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର ଏକ ସର୍ବବୃହତ ବୈଠକ ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀମାନଙ୍କର…
Read More...

ଗ୍ରାମାଞ୍ଚଳରେ ମହିଳାଙ୍କ ଆତ୍ମ ନିଯୁକ୍ତି ନିମନ୍ତେ ସଚେତନତା ଶିବିର

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତରେ ଗ୍ରାମୀଣ ମହିଳା ମାନଙ୍କ ଆତ୍ମ ନିଯୁକ୍ତି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଳଗୁମ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସଚେତନତା…
Read More...

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଭୁବନେଶ୍ୱର :  ବରିଷ୍ଠ ଆଇଏସ୍ ଅଧିକାରୀ ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର ମୁଖ୍ୟ ସଚିବ ସୁରେଶ ମହାପାତ୍ର ଅବସର ଗ୍ରହଣ କରିଥିଲେ। ପୂର୍ବରୁ ରାଜ୍ୟ…
Read More...

ହଟ୍ଟଗୋଳ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ, ୧୦ ଯାଏ ଗୃହ ମୁଲତବି

ଡେସ୍କ : ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ବାଚସ୍ପତି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବୁଧବାର ଗୃହ କାର୍ଯ୍ୟ…
Read More...

ଯୁକ୍ତ ୨ ପ୍ରଶ୍ନପତ୍ର ପ୍ରଘଟ ମାମଲା : ସାଇବର ଥାନାରେ ଏତଲା

ଡେସ୍କ :  ସାମାଜିକ ଗଣମାଧ୍ୟମରେ + ୨ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସାଇବର ଥାନାରେ ଏତଲା ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କିଛି ଲୋକେ ଦଲାଲି…
Read More...

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ରାଜେଶ ମାଲହୋତ୍ରା

ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ ରାଜେଶ ମାଲହୋତ୍ରା, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସତ୍ୟେନ୍ଦ୍ର ପ୍ରକାଶ ଗତକାଲି ଏହି…
Read More...

ସରକାରଙ୍କୁ ଘେରିଲେ ବିରୋଧୀ ; ମିଲର୍ସ ଚଳାଉଛନ୍ତି ଧାନମଣ୍ଡି

ଭୁବନେଶ୍ବର : ଚାଷ ଓ ଚାଷୀଙ୍କ ସଶକ୍ତୀକରଣକୁ ନେଇ ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି। ହେଲେ ଚାଷୀର କୋହ କହିଲେ ନସରେ। ଧାନ ସଂଗ୍ରହ ଲାଗି ସରକାରଙ୍କ ପାଖରେ ଆବଶ୍ୟକ ମଣ୍ଡି ନଥିବାବେଳେ ଟୋକନ ବ୍ୟବସ୍ଥା ଭେଳିକିରେ…
Read More...

ରାତି ପାହିଲେ +୨ ପରୀକ୍ଷା ; ଅଧ୍ୟାପକଙ୍କ ବର୍ଜନ ନିଷ୍ପତ୍ତି

ଭୁବ‌େ‌ନଶ୍ବର : ବୁଧବାରଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଥିଓରୀ ପରୀକ୍ଷା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରରେ ଲାଗିସାରିଛି ସିସିଟିଭି।…
Read More...

ଇଂଲଣ୍ଡରେ ବିବାହ ବୟସ ୧୮କୁ ଧାର୍ଯ୍ୟ

ଲଣ୍ଡନ : ଇଂଲଣ୍ଡ ଏବଂ ୱେଲ୍‌ସରେ ସେଠାକାର ସରକାର ବିବାହ ବୟସ ୧୮କୁ ଧାର୍ଯ୍ୟ କରିଛନ୍ତି । ସୋମବାରଠାରୁ ଏହି ନିୟମ ଲାଗୁ ହୋଇଛି। ପୂର୍ବରୁ ଇଂଲଣ୍ଡ ଏବଂ ୱେଲ୍‌ସରେ ବିବାହ ନିମନ୍ତେ କୌଣସି ନିର୍ଦିଷ୍ଟ ବୟସ ସୀମା ନ…
Read More...

ପହିଲାରେ ଗୋପାଳର ମାନସିକ ଯାଞ୍ଚ ଶୁଣାଣି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲା ଓ ଦୌରା ଅଦାଲତରେ କରିଥିବା ଆବେଦନର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧ ତାରିଖରେ ହେବ। ଅଭିଯୁକ୍ତର ମାନସିକ…
Read More...

ଗୃହ ଭିତରେ ଓ ବାହାରେ ନବ ତାତି

ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ତାତି ଥମୁନାହିଁ। ଗୃହ ଭିତରେ ଓ ବାହାରେ ବିରୋଧୀ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବାକୁ ଉଦ୍ୟମ କରୁଥିବାବେଳେ ସରକାରୀ ଦଳ…
Read More...

ଅନ୍ଧାରି ମୁଲକର ଗାଁ ରୁମ୍ବେଲି ; ମୌଳିକ ସୁବିଧାରୁ ବଞ୍ଚିତ ୧୮ ଆଦିବାସୀ ପରିବାର

ଲକ୍ଷ୍ମୀପୁର :  ଅବହେଳିତ ରୁମ୍ବେଲି ଗାଁ। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ପଞ୍ଚାୟତରେ ଅବସ୍ଥିତ ଏହି ଆଦିବାସୀ ଗ୍ରାମ। ଗ୍ରାମରେ ପରିବାର ସଂଖ୍ୟା ୧୮ ହୋଇଥିବା ବେଳେ ଜନ ସଂଖ୍ୟା ୮୦ ହେବ। ସରକାର ଆଦିବାସୀ…
Read More...

ସ୍ମିଥ୍‌ଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆର ଭାଗ୍ୟ ବଦଳିବ?

ଇନ୍ଦୋର : ଚଳିତ ଟେଷ୍ଟ ଶୃଙ୍ଖଳରେ ୦-୨ରେ ପଛୁଆ ଅଛି ଅଷ୍ଟ୍ରେଲିଆ ଏବଂ ଏହାସହ ବର୍ଡର-ଗାଭାସ୍କର ଟ୍ରଫି ହାସଲ କରିବାର ମଉକା ହରାଇଛି। ତଥାପି ଅସ୍ଥାୟୀ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ ନେତୃତ୍ବରେ ପ୍ରତ୍ୟାବର୍ତ୍ତନ…
Read More...