www.samajalive.in
Monday, December 15, 2025
27.1 C
Bhubaneswar

‘ସୁଦେଷ୍ଣା’ ଉନ୍ମୋଚିତ

ଚୌଦ୍ୱାର : ଚୌଦ୍ୱାର ମହାବିଦ୍ୟାଳୟର ମୁଖପତ୍ର ‘ସୁଦେଷ୍ଣା’ଉନ୍ମୋଚିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ମୁଖପତ୍ର ଉନ୍ମୋଚନ କରିଥିଲେ। ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫୁଲ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ.ହରପ୍ରୀୟା ମହାପାତ୍ର ସଂପାଦକୀୟ ପାଠ କରିଥିଲେ। ଅଧ୍ୟାପକ ସଞ୍ଜୟ ଧଳ, ଦୀପକ ମହାନ୍ତି, ପ୍ରଭାକର ମିଶ୍ର, ରଶ୍ମୀ ରାଉତରାୟ, କ୍ଷୀରାବ୍ଧୀ ଚୌଧୁରୀ, ମୋହିତ କର, ପ୍ରଭାବତୀ ପଡ଼ିହାରୀ, ମମତା ସାହୁ, ଚିତ୍ତ ରଞ୍ଜନ ଦାସ, ବସନ୍ତ କୁମାର ବିଶ୍ୱାଳ, ଦେବାଶୀଷ ସାହୁ, ଚନ୍ଦ୍ର ଶେଖର ପଣ୍ଡା, ସୁମନ ଚୌଧୁରୀ, ବିସ୍ମିତା ସାହୁ, ସବିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଅଧ୍ୟାପିକା ସସ୍ମିତା ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories