www.samajalive.in
Sunday, December 7, 2025
23.1 C
Bhubaneswar

କଳାହାଣ୍ଡିରେ ଡିଜିସିଏ ଦଳ : ଉତ୍କେଲା ଏୟାର ଷ୍ଟ୍ରିପରୁ ଯାତ୍ରୀବାହୀ ବିମାନ ଉଡାଣ

ଭବାନିପାଟଣା : କଳାହାଣ୍ଡି ଜିଲ୍ଲା ଉତ୍କେଲା ଏୟାର ଷ୍ଟ୍ରିପରୁ ଯାତ୍ରୀବାହୀ ବିମାନର ନିୟମିତ୍ତ ଉଡାଣ ନେଇ ସ୍ଥିତି ପରଖିବାକୁ ଶୁକ୍ରବାର ମଧ୍ୟାହ୍ନରେ ଡିଜିସିଏର ଏକ ୫ ଜଣିଆ ଦଳ ପହଞ୍ଚିଛନ୍ତି। ଏହି ଦଳ ଦିଲ୍ଲୀରୁ ଭୁବନେଶ୍ୱର ଏବଂ ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଉତ୍କେଲାରେ ପହଞ୍ଚିଛନ୍ତି। ଉତ୍କେଲାରୁ ନିୟମିତ ଦୁଇଟି ବିମାନ ଉଡାଣ ପାଇଁ ୨ଜି ଲାଇସେନ୍ସ ପାଇଁ ଗତ ଫେବୃୟାରୀ ୨୮ ତାରିଖରେ  ଆବେଦନ କରାଯାଇଥିଲା । ଏହାର ଅନୁଧ୍ୟାନ ପାଇଁ ଆଜି ଡିଜିସିଏର ୪ ଜଣ ବିଶେଷଜ୍ଞ ଦଳ ଆସିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories