ତାଳୁଫଟା ଖରା : ଝାରସୁଗୁଡା ଉତପ୍ତ ସହର

ଡେସ୍କ :  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର କିଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୨.୪…
Read More...

ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ ବନାମ ରାଜସ୍ଥାନ

ଚେନ୍ନଇ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ବୁଧବାର ୧୭ତମ ଲିଗ୍‌ ମ୍ୟାଚ ଚେନ୍ନଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଚେନ୍ନଇରେ ଖେଳାଯିବ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ…
Read More...

ଛେନାପୋଡ଼ ଦିବସ

ଏପ୍ରିଲ ୧୧ ତାରିଖକୁ ‘ଛେନାପୋଡ଼ ଦିବସ’ ଭାବେ ପାଳିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ଉତ୍ସାହ ସବୁଠୁ ବେଶୀ ଦେଖିବାକୁ ମିଳିଛି। ନୟାଗଡ଼ ଜିଲାର ପ୍ରସିଦ୍ଧ ମିଠା ବ୍ୟବସାୟୀ ସୁଦର୍ଶନ ସାହୁଙ୍କର ଜନ୍ମ ୧୯୩୦…
Read More...

ମହାତ୍ମା ଜ୍ୟୋତିବା ଫୁଲେ

୧୮୨୭ ଆଜିର ଦିନରେ ପୁନେରେ ଜ୍ୟୋତିରାଓ ଗୋବିନ୍ଦ ରାଓ ଫୁଲେ ଜନ୍ମଗ୍ରହଣ କରିଥିଲେ। ସମାଜସେବୀ, ଦାର୍ଶନିକ, କ୍ରାନ୍ତିକାରୀ ଜ୍ୟୋତିରାଓ ସାଧାରଣଲୋକଙ୍କ ଗହଣରେ ‘ଜ୍ୟୋତିବା’ ନାମରେ ପରିଚିତ ଥିଲେ। ଝିଅମାନଙ୍କ…
Read More...

୨୦ରୁ ଓଡ଼ିଶା ଦକ୍ଷତା ସମ୍ମେଳନ

ଭୁବନେଶ୍ବର : ରାଜ୍ୟ ସରକାର ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ…
Read More...

ଆଜିଠୁ ସକାଳୁଆ ବିଦ୍ୟାଳୟ

ଭୁବନେଶ୍ବର :  ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ବିଦ୍ୟାଳୟରେ ସକାଳୁଆ ପାଠ ପଢ଼ା ଆରମ୍ଭ ହୋଇଛି।ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସକାଳୁ ବିଦ୍ୟାଳୟ ଯାଇଛନ୍ତି । ରାଜ୍ୟର…
Read More...

ଅବାଞ୍ଛିତ ବ୍ୟବସାୟୀଙ୍କ ସହ ରହିଛି ରାହୁଲଙ୍କ ସମ୍ପର୍କ : ଗୁଲାମନବୀ

କୋଚି : ଦେଶ ବିିଦେଶର ଏକାଧିକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କ ରହିଥିବା କହିଛନ୍ତି ଗୁଲାମନବୀ ଆଜାଦ୍‌। ବ୍ୟବସାୟୀ ଗୌତମ ଆଦାନିଙ୍କ ସହ ଗୁଲାମନବୀଙ୍କ ସମ୍ପର୍କ ଥିବା…
Read More...

ବ୍ୟବହାରଯୋଗ୍ୟ ନୁହେଁ ୬୮.୨୫% ନଳକୂପ

ଭୁବନେଶ୍ବର : ଗାଁଗୁଡ଼ିକୁ ସ୍ବଚ୍ଛ, ସୁନ୍ଦର ଏବଂ ଉତ୍ତମ ଭିତ୍ତିଭୂମି ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ କାର୍ଯ୍ୟାନ୍ୱୟନ ଏବଂ ବିଭାଗୀୟ ତତ୍ପରତାର ଅଭାବ ଯୋଗୁ…
Read More...

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାତୀୟ ପ୍ରସଙ୍ଗ ନୁହେଁ : ପୱାର

ନାସିକ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେତେକ ରାଜନୈତିକ ଦଳ ତରଫରୁ ପ୍ରଶ୍ନ ଉଠାଯାଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ଦଳର ମୁଖ୍ୟ ଶରଦ ପୱାର। ପ୍ରଧାନମନ୍ତ୍ରୀଙ୍କ…
Read More...

ଅଗ୍ନିପଥ ଯୋଜନା ବିରୋଧୀ ମାମଲା ଖାରଜ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଦୁଇଟି ଆବେଦନକୁ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ସୂଚନାଥାଉ କି ଅଗ୍ନିପଥ ଯୋଜନାରେ ନିଯୁକ୍ତିକୁ ବି‌ିରୋଧ କରି…
Read More...

ମଙ୍ଗଳବାର ରାଶିଫଳ (୧୧.୦୪.୨୦୨୩)

ମେଷ : ସୁଶୋଭିତ ବପୁଯୁକ୍ତ ହୋଇପାରନ୍ତି। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହେବା ଆଶା କରାଯାଏ। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରଧନରେ ଧନୀ ହେବେ। ବୃଷ : ଧର୍ମପ୍ରିୟ ହେବେ।…
Read More...

ଷ୍ଟୋଇନିସ୍‌, ପୁରନ୍‌ଙ୍କ ପ୍ରହାର ; ଶେଷ ବଲ୍‌ରେ ଲକ୍ଷ୍ନୌ ବିଜୟୀ

ବେଙ୍ଗାଲୁରୁ : ଚଳିତ ଆଇପିଏଲ୍‌ରେ ସୋମବାର ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ବଲ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ମାର୍କସ ଷ୍ଟୋଇନିସ୍‌ ଓ ନିକୋଲାସ୍ ପୁରନ୍ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ…
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ବୈଠକ

ସମ୍ବଲପୁର  : ସମ୍ବଲପୁର ମହାନଗର ନିଗମ ବିଜୁ ଜନତା ଦଳ କମିଟି ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ କୁସୁମପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ନିଗମ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସଂଯୁକ୍ତା ମେହେରଙ୍କ…
Read More...

ଶ୍ରୀ ଅଗ୍ର ଭାଗବତ କଥା ଉଦଯାପିତ

ସମ୍ବଲପୁର :  ସମ୍ବଲପୁରର କ୍ଷେତରାଜପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଚାଲିଥିବା ଶ୍ରୀ ଅଗ୍ର ଭାଗବତ କଥା ଉଦଯାପିତ ହୋଇଯାଇଛି। ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ସମ୍ବଲପୁର ଶାଖା ପକ୍ଷରୁ ଆୟୋଜିତ ଏହି ତ୍ରିଦିବସୀୟ…
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ପରିଷଦ ବୈଠକ

ସମ୍ବଲପୁର: ସମ୍ବଲପୁରର ଦଲେଇପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ରାଜ୍ୟର ୨୨ଟି ଜିଲାରୁ ୧୯ଟି ମଣ୍ଡଳର କେନ୍ଦୁପତ୍ର…
Read More...

ବିଶପଙ୍କ ଦ୍ଵାରା ପାଦ ପ୍ରକ୍ଷାଳନ ପର୍ବ ଅନୁଷ୍ଠିତ

ମୋହନା : ସ୍ଥାନୀୟ ପାରିସର ଖାରିଗୁଡା ଗ୍ରାମ ସାଧୁ ପ୍ରେରିତ ଜହନ ଚର୍ଚ୍ଚ ଠାରେ ବ୍ରହ୍ମପୁର ବିଶପ ଡ.ଶରତ ଚନ୍ଦ୍ର ନାୟକଙ୍କ ଦ୍ୱାରା ପାଦ ପ୍ରକ୍ଷାଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନ୍ତିମ…
Read More...

ସମସ୍ତେ ଭାତୃଭାବରେ ବାନ୍ଧି ହେବା ଜରୁରୀ : ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ନଡ଼ିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗ୍ରାମରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉତ୍ସବ ୩ ଦିନ ଧରି ଚାଲିବାକୁ ଥିଲା ବେଳେ ସୋମବାର ଗ୍ରାମ୍ୟ…
Read More...

ଆତ୍ମନିର୍ଭରଶୀଳ ତାଲିମ ଶିବିର

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ଓ କଟକ ଜନ ଶିକ୍ଷଣ ସଂସ୍ଥାନର ମିଳିତ ଆନୁକୁଲ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ମହିଳା ଆତ୍ମନିର୍ଭରଶୀଳ ତାଲିମ୍ ଶିବିର…
Read More...

ବିଦ୍ୟୁତ ଉପଭୋକ୍ତା ଅଭିଯୋଗ ପ୍ରକୋଷ୍ଠ ଉଦଘାଟିତ

ଚୌଦ୍ୱାର : ବିଦ୍ୟୁତ ଉପଭୋକ୍ତା ମାନଙ୍କ ଅଭିଯୋଗ ଗ୍ରହଣ ଏବଂ ସମସ୍ୟା ସମାଧାନ ଲକ୍ଷ୍ୟରେ ଟାଟା ପାୱାର ତରଫରୁ ଏକ ଅଭିଯୋଗ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି । ପୌରପାଳିକାର ୯,୧୭ ଓ ୧୮ନଂ ୱାର୍ଡର ଗ୍ରାହକମାନଙ୍କ ପାଇଁ…
Read More...

ଆଠଗଡ ବିଜେପି ପକ୍ଷରୁ ଦଳିତ ଘରେ ପଂକ୍ତି ଭୋଜନ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଗୁରୁଡିଝାଟିଆ ପଞ୍ଚାୟତର ଡବାଗାଡିଆରେ ଦଳିତ ପରିବାରଙ୍କ ଘରେ ଏକ ପଂକ୍ତି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟଙ୍କ…
Read More...

ବଡ଼ମ୍ବାରେ ଜିଲାପାଳଙ୍କ ଜନଶୁଣାଣି ; ୧୦୮ଟି ଅଭିଯୋଗର ତତ୍କାଳ ସମାଧାନ

ବଡ଼ମ୍ବା : ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲାପାଳ ଡ.ଭବାନୀଶଙ୍କର ଚୟିନୀଙ୍କ ସହିତ ଜିଲାର ପ୍ରମୁଖ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ…
Read More...

ଭାରତୀୟ ଯୋଗ ସଂସ୍ଥାନର ପ୍ରତିଷ୍ଠା ଦିବସ

ତିଗିରିଆ :  ନୂଆପାଟଣା ଯୋଗ ଜିଲ୍ଲା ତରଫରୁ ଭାରତୀୟ ଯୋଗ ସଂସ୍ଥାନ (ନୂଆଦିଲ୍ଲୀ)ର ୫୭ତମ ପ୍ରତିଷ୍ଠା ଦିବସ ନୂଆପାଟଣାସ୍ଥିତ ପତିତପାବନଜୀଉ ମନ୍ଦିର ପରିସରରେ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶା ପ୍ରାନ୍ତର…
Read More...

ଏସଟିଏଫ ଚଢଉ ପରେ ନିଦଭାଙ୍ଗିଲା ; ଫେରାର୍ ବାଘ ଶୀକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ

ହରଭଙ୍ଗା :  କିଛିଦିନ ତଳେ ବୌଦ୍ଧଜିଲ୍ଲାର ହରଭଙ୍ଗା ଏବଂ ପଲାଶ ଅଂଚଳରୁ ବାଘ ,ହରିଣ, କୁଟୁରା ଭଳି ବନ୍ୟପ୍ରାଣୀ ଚମଡା ସାଙ୍ଗକୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଏସଟିଏଫ ଜବତ କରିବା ପରେ ବନ ବିଭାଗ ଏବଂ ବନ୍ୟପ୍ରାଣୀ…
Read More...

ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ : ଯୋଗଦେଲେ ୫ଟି ଦେଶର ୪୭ ଚିତ୍ରଶିଳ୍ପୀ

ପିପିଲି : ପିପିଲି ନିକଟବର୍ତ୍ତୀ ଉତ୍ତରାବଜାର ସ୍ଥିତ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ଠାରେ ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ସୋମବାର ଉଦ୍‌‌ଘାଟିତ ହୋଇଯାଇଛି । ଜଳେଶ୍ୱର ଆର୍ଟ…
Read More...

ବିଶ୍ବାସରେ ବିଷ

‘‘କାକପୁରେ ନେଇ ପିକ ଅଣ୍ଡାଥୋଇ ଅତି ଯତନରେ ପାଳିବ, ଯେତେବେଳେ ପିକ ଚତୁର ହୋଇବ ତା ଗୋତ୍ର ସୁମରି ଉଡ଼ିଯିବ, ଉଦ୍ଧବ କହିବଟି ଗୋପୀନାଥଙ୍କୁ’’ ଛାନ୍ଦଟି ​‌େ​‌ଢର ପ୍ରାଣଛୁଆଁ। ନିଜ କିଏ, ପର କିଏ? ‘‘ପୋଷା ପୁଅ ଗୁଞ୍ଜା…
Read More...

୨୨ତମ ଆଇପିଏଲ୍‌ ହ୍ୟାଟ୍ରିକ୍‌ ନେଲେ ରସିଦ୍‌

କଲକାତା  : ଚଳିତ ଆଇପିଏଲ୍‌ରେ ପ୍ରଥମ ଏବଂ ଆଇପିଏଲ୍‌ ଇତିହାସରେ ୨୨ତମ ହ୍ୟାଟ୍ରିକ୍ ନେଇଛନ୍ତି ରସିଦ୍ ଖାଁ। ରବିବାର କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଗୁଜରାଟ ଟାଇଟାନ୍‌ସର ଅସ୍ଥାୟୀ ଅଧିନାୟକ ରସିଦ୍‌ ଖାଁ ଇନିଂସର…
Read More...

ଧାୱନଙ୍କ ୯୯* ନିଷ୍ଫଳ ; ସନ୍‌ରାଇଜର୍ସର ପ୍ରଥମ ବିଜୟ

ହାଇଦରାବାଦ : ଚଳିତ ଆଇପିଏଲ୍‌ର ୧୪ଶ ମ୍ୟାଚ୍‌ରେ ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଇନିଂସ ବଳରେ ରବିବାର ପଞ୍ଜାବ କିଙ୍ଗ୍‌ସ ଦଳକୁ ସହଜରେ ୮ ୱିକେଟରେ ପରାସ୍ତ କରିଛି…
Read More...

ହୋମିଓପାଥିକ ଚିକିତ୍ସାରେ ହ୍ୟାନିମ୍ୟାନଙ୍କ ଅବଦାନ

ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେଉଛି, ତାହା ହେଉଛି ହୋମିଓପାଥିକ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତିର ଜନକ ଫେଡରିକ ସାମୁଏଲ ହ୍ୟାନିମ୍ୟାନ ଜର୍ମାନୀର ସାକ୍ସୋନି…
Read More...

ଆଜିଠୁ ଦୁଇଦିନିଆ ମକ୍‌ଡ୍ରିଲ

ଭୁବନେଶ୍ବର : ପୁଣି କରୋନା ଡରାଇଲାଣି। କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି। ତିନିଦିନ ହେବ ଏହି ସଂଖ୍ୟା ତଳଉପର ହେଉଛି। ପରୀକ୍ଷଣ କମ୍‌ ହେଉଥିବାବେଳେ ସଂକ୍ରମଣ ସାମାନ୍ୟ…
Read More...

‘ଉତ୍କୃଷ୍ଟ’ ତାଲିକାରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ଭୁବନେଶ୍ୱର : ଦେଶର ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ ବାଘ ସଂଖ୍ୟା ବଢ଼ିଛି। ବ୍ୟାଘ୍ର ସଂରକ୍ଷଣ ନେଇ ଦେଶର ପ୍ରମୁଖ ୧୨ ଅଭୟାରଣ୍ୟ ଭିତରେ ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ସ୍ଥାନ ପାଇଛି । ଏହାର ପରିଚାଳନାଗତ…
Read More...

କାର ସହିତ ୬୬୦ଲିଟର ମଦ ଜବତ, ଜଣେ ଗିରଫ

ଆଠଗଡ :  ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଶନିବାର ରାତିରେ ଖୁଣ୍ଟକଟାର ଅଂଶୁପା ଛକ ନିକଟରୁ ଏକ କାରରେ ୬୬୦ଲିଟର ମଦ ଚାଲାଣ ହେଉଥିବାବେଳେ ତାକୁ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟଜଣେ…
Read More...

ଆଜିଠୁ +୨ ଖାତାଦେଖା : ମେ’ ଶେଷସୁଦ୍ଧା ଫଳ ପ୍ରକାଶ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ +୨ ପରୀକ୍ଷା ଗତ ୫ ତାରିଖରେ ଶେଷ ହୋଇଛି। ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତା…
Read More...

ଆଠଗଡର ସମାଜ ପାଠକ ମଞ୍ଚର ବୈଠକ

ଆଠଗଡ : ଆଠଗଡରେ ନବଗଠିତ ସମାଜ ପାଠକ ମଞ୍ଚର ପ୍ରଥମ ବୈଠକ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ସମାଜର ଆଠଗଡ ପ୍ରତିନିଧି ସୁଧିରଞ୍ଜନ ଦାଶଙ୍କ ପ୍ରସ୍ତାବ କ୍ରମେ ଆଇନଜୀବୀ…
Read More...

ସୋମବାର ରାଶିଫଳ (୧୦.୦୪.୨୦୨୩)​

ମେଷ :  ଯଦିଓ କିଛି ଅଘଟଣ ଘଟିବାର ସମ୍ଭାବନା ଅଛି; ତଥାପି ଧୈର୍ଯ୍ୟ ଓ ସାହସର ସହିତ ତା’ର ମୁକାବିଲା କଲେ କିଛିଟା ସୁଧାର ଆସିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କରେ ଚଳିବେ। ବୃଷ : ସମ୍ବେଦନା ସହିତ…
Read More...

ଶେଷ ୫ ବଲ୍‌ରେ ରିଙ୍କୁଙ୍କ ୫ ଛକା

ଅହମଦାବାଦ : ଚଳିତ ଆଇପିଏଲ୍‌ରେ ଅଦ୍ୟାବଧି ସବୁଠାରୁ ରୋମାଞ୍ଚକର ତଥା ଅବିଶ୍ବସନୀୟ ମ୍ୟାଚ୍‌ ରବିବାର ଦେଖିବାକୁ ମିଳିଛି। ଗତବର୍ଷର ଚମ୍ପିଆନ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୨୦୫…
Read More...

ଅଟ୍ଟାଳି ଜଗନ୍ନାଥଙ୍କ ନୀଳଚକ୍ରରେ ସବୁଜବାନାକୁ ନେଇ ଅସନ୍ତୋଷ

ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ମନ୍ଦିର ଉପରେ ନୀଳଚକ୍ରରେ ଏକ ସବୁଜବାନା ଲାଗିଥିବା ଦେଖି ଶ୍ରଦ୍ଧାଳୁ ଓ ଭକ୍ତମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜଣେ କେହି ଶ୍ରଦ୍ଧାଳୁ ଧଳା, ହଳଦିଆ,…
Read More...

ଗ୍ରାମୀଣ ଅର୍ଥନୀତି ଓ କୃଷିକ୍ଷେତ୍ର ବିକାଶର ସେବକ ସମବାୟ ସମିତି

ବଡ଼ମ୍ବା : ବଡ଼ମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରବିବାର ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତେବେ ଆଉ ସାହୁକାର କି ମହାଜନ…
Read More...

ଭାରତରେ ଅଛନ୍ତି ୩୧୬୭ ବାଘ

ମହୀଶୂର : ଭାରତର ବିଭିନ୍ନ ଜଙ୍ଗଲରେ ୨୦୨୨ ସୁଦ୍ଧା ୩୧୬୭ଟି ବାଘ ରହିଥିବା ରବିବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ବାଘଙ୍କ ସ୍ଥିତି ସମ୍ପର୍କିତ ୨୦୨୨ ରିପୋର୍ଟକୁ ଉନ୍ମୋଚନ କରି ମୋଦୀ…
Read More...

ଜମ୍ମୁ-କାଶ୍ମୀରରେ ୫୦ ଆତଙ୍କବାଦୀ ସକ୍ରିୟ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ପାଖାପାଖି ୫୦ଜଣ ଆତଙ୍କବାଦୀ ସକ୍ରିୟ ଥିବା ସେଠାକାର ପୁଲିସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆତଙ୍କବାଦ ରୋକିବାକୁ କେନ୍ଦ୍ର ସରକାରଙ୍କ ତରଫରୁ କଠୋର ପଦକ୍ଷେପ ଗ୍ରହଣ…
Read More...

ତାଇୱାନ ସୀମାରେ ବଢ଼ୁଛି ଉତ୍ତେଜନା

ତାଇପେ :  ତାଇୱାନ ସୀମାରେ ଚୀନ୍‌ର ଯୁଦ୍ଧାଭ୍ୟାସକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍‌ ଗୁରୁବାର ଆମେରିକା ଗସ୍ତରେ ଯାଇ କାଲିଫର୍ଣ୍ଣିଆଠାରେ…
Read More...

ହରଭଙ୍ଗା ଆଂଚଳିକ ଉନ୍ନୟନ ପରିଷଦ ଗଠିତ

ହରଭଙ୍ଗା : ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ହରଭଙ୍ଗା, ଛତ୍ରଙ୍ଗ, କୁଶଙ୍ଗ, ଶଙ୍କୁଲେଇ, ମହାଲ୍ଲିକପଡା ଓ ତଳଗାଁ ପଂଚାୟତର ଜ୍ଞାନୀଗୁଣି, ଜନପ୍ରତିନିଧି ଓ…
Read More...

ନିରାମୟ ଉପଦେଷ୍ଟାଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଚୌଦ୍ୱାର : ରାଜ୍ୟ ନିରାମୟ ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ଚୌଦ୍ୱାରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର ସ୍ୱାସ୍ଥ୍ୟସେବାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଶ୍ରୀ…
Read More...

ବିଜେପିର ‘ଘର ଘର ଚାଲ’ ଅଭିଯାନ

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ ବିଜେପି ତରଫରୁ ‘ଗାଁ ଗାଁ ଚାଲ ଘର ଘର ଚାଲ’ ଅଭିଯାନ କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇଛି। ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ପାଇକେରାପୁର ଗ୍ରାମରୁ…
Read More...

ଶୂନ୍ୟ ମୃତ୍ୟୁ ସପ୍ତାହ, ଗୋଟିଏ ହାଇଓ୍ବା ଓ ୮ଟି ବାଇକ ଜବତ

ରାମନାଗୁଡା : ରାୟଗଡା ଜିଲ୍ଲାରେ  ଶୂନ୍ୟ ମୃତ୍ୟୁ ସପ୍ତାହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କଡାକଡି ଭାବେ ଯାଞ୍ଚ କରିବା ପାଇଁ ବିଭିନ୍ନ ଥାନାକୁ କଡା ନିର୍ଦ୍ଦେଶ ଦେଇଥିଲେ। ରାୟଗଡା ଜିଲ୍ଲା ରାମନାଗୁଡା…
Read More...

ଚୋରା ମଦ ବ୍ୟବସାୟୀଙ୍କ ମାଡରେ ଗୋଶାଳା ତତ୍ୱାବଧାରକ ଗୁରୁତର

ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥ କପୁରସିଂ ନିକଟରେ ଥିବା ଏକ ଗୋଶାଳାର ତତ୍ୱାବଧାରକଙ୍କୁ ଚୋରା ଦେଶୀମଦ ବ୍ୟବସାୟୀ ମାଡ ମାରିବା ପରେ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁଡିଝାଟିଆ…
Read More...

ପୁରୀରେ ସମାଜ ପାଠକ ମଞ୍ଚ ବୈଠକ

ପୁରୀ : ପୁରୀ ଗୋପବନ୍ଧୁ ଭବନରେ ରବିବାର ସମାଜ ପାଠକ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ଶିକ୍ଷାବିତ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମାଜ ଜିଲ୍ଲା ପ୍ରତିନିଧି ତଥା ଆବାହକ ଜଗନ୍ନାଥ…
Read More...

ବ୍ରାହ୍ମଣବସ୍ତ ରାମମନ୍ଦିର ରତ୍ନମୁଦ ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ମଞ୍ଚେଶ୍ୱର ପଞ୍ଚାୟତର ବ୍ରାହ୍ମଣବସ୍ତରେ ନୂତନ କରି ନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ରତ୍ନମୁଦ ଉତ୍ସବ ଶାସ୍ତ୍ରୀୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଓରନ୍ଦାସ୍ଥିତ…
Read More...

ଆଠଗଡରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଆଠଗଡ :  ଭୂମିକା ଗୃପ ଅଫ ହସପିଟାଲ୍ସ ପକ୍ଷରୁ ଆଠଗଡଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି । ବୀରକିଶୋରପୁର ଗୋଲେଇଛକ ନିକଟରେ ପ୍ରତିଷ୍ଠିତ ଏହି…
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଜନସଚେତନତା କାର୍ଯ୍ୟକ୍ରମ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ…
Read More...

କୌପୀନଧାରୀ ମହିମା ସମାଜ ପକ୍ଷରୁ ନୂତନ ଉପାସନା ପୀଠର ଶିଳାନ୍ୟାସ

ଢେଙ୍କାନାଳ ସଦର : କୌପୀନଧାରୀ ମହିମା ସମାଜ ପକ୍ଷରୁ ଆଞ୍ଚଳିକ ବିକାଶ ପରିଷଦର ସହଯୋଗରେ ଶୁକ୍ରବାର ପୁଷ୍କରିଣୀ ପାର୍ଶ୍ବ ଦଲକ ପଡିଆର ୧ଏକର ଜମି ଉପରେ ଆନୁଷ୍ଠାନିକ ଭାବେ ଉପାସନା ପୀଠ ଅଖଣ୍ଡ ବତୀ ମନ୍ଦିର, ଧୂନି ମନ୍ଦିର…
Read More...

୨୨ଟିକିଆ ହାତୀଦଳରେ ଯୋଗଦେଲେ ଆଉ ଦୁଇ

ଗୁରୁଡିଝାଟିଆ : ଚନ୍ଦକାରୁ ଆଉ ୨ ହାତୀ ଆସି ୨୨ଟିକିଆ ହାତୀଦଳରେ ଯୋଗଦେଇଛନ୍ତି। ଏଥିସହିତ ବ୍ରାହ୍ମଣବସ୍ତରେ ଗୋଟିଏ ଦଳଛଡା ହାତୀ ଘୁରିବୁଲୁଛି । ଏବେ ମୋଟ ହାତୀସଂଖ୍ୟା ୨୫ରେ ପହଞ୍ଚିଛି । ପଛରେ ଆସିଥିବା ୨ ହାତୀ…
Read More...

ଗୋପବନ୍ଧୁ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ଶୀର୍ଷକ ବିଷୟବସ୍ତୁକୁ ନେଇ ଗୋପବନ୍ଧୁ ନର୍ସିଂ କଲେଜର ସେବିକା…
Read More...

ସାତ ମୋକ୍ଷ ଧାମରେ ପୁରୀ ଜଗନ୍ନାଥ ଧାମ

ନୂଆଦିଲ୍ଲୀ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ ଆରମ୍ଭ କରିବାକୁ ଯାଇ ଭାରତର ଯେଉଁ ସାତଟି ମୋକ୍ଷ ସ୍ଥଳ (ସପ୍ତମୋକ୍ଷ ପୁରୀ) କୁ ପ୍ରୋତ୍ସାହିତ କରୁଛି, ସେଥି ମଧ୍ୟରେ…
Read More...

ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ : ଜୁନାଗଡ-ନବରଙ୍ଗପୁର ୧୧୬ କିମି ବ୍ରଡ-ଗେଜ ଲାଇନ୍

ଡେସ୍କ : ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ଥିବା ନେଟୱାର୍କ ଯୋଜନା ଗୋଷ୍ଠୀ (NPG) ଏହାର ୪୬ ତମ ଅଧିବେଶନରେ ୪ଟି ଭିତ୍ତିଭୂମି ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହ ମଞ୍ଜୁରୀ ପ୍ରଦାନ କରିଛି। ଏନପିଜି…
Read More...

ଇ-ବାହନ : ଆଗରେ ମହାରାଷ୍ଟ୍ର

ପୁଣେ : ପ୍ରଦୂଷଣ ହ୍ରାସ ପାଇଁ ଇ-ବାହନ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ପାରମ୍ପରିକ ଇନ୍ଧନକୁ ସବୁଜ ଇନ୍ଧନର ବିକଳ୍ପ କରିବା ନିମନ୍ତେ ଦେଶବ୍ୟାପୀ ନାନା ପ୍ରକାର ପ୍ରୟାସ ଜାରୀ ରହିଛି । ଏହି କ୍ରମରେ…
Read More...

ଭୁଷୁଡୁଛି କଂଗ୍ରେସ ଦୁର୍ଗ : ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରନ ରେଡ୍ଡୀ 

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କଂଗ୍ରେସର ଦୁର୍ଗ ଭୁଷୁଡିବାରେ ଲାଗିଛି । ଦଳର ବରିଷ୍ଠ ନେତା ଓ ସେମାନଙ୍କ ପୁଅଝିଅ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଯାହା ଅନ୍ୟ ଅର୍ଥରେ କଂଗ୍ରେସକୁ ଦୁର୍ବଳ କରୁଥିବା ବେଳେ…
Read More...

ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ବନାମ ହାଇଦରାବାଦ୍‌

ୱିଲିଂଟନ  : ଏକ୍‌ନା କ୍ରିକେଟ ଷ୍ଟାଡ଼ିୟମରେ ଶୁକ୍ରବାର ଚଳିତ ଆଇପିଏଲର ୧୦ତମ ଲିଗ୍‌ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଓ ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟରେ ଖେଳାଯିବ। ଉଭୟ ଦଳ ଶେଷ ଲିଗ୍‌ ମ୍ୟାଚରେ ପରାଜିତ…
Read More...

ଫିଫା ମାନ୍ୟତା : ବ୍ରାଜିଲକୁ ହଟାଇ ୬ ବର୍ଷ ପରେ ଶୀର୍ଷରେ ଆର୍ଜେଣ୍ଟିନା

ନୂଆଦିଲ୍ଲୀ  : ବିଶ୍ବ ବିଜେତା ଆର୍ଜେଣ୍ଟିନା ଦୀର୍ଘ ୬ ବର୍ଷ ପରେ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫେଡେରେଶନ ଅଫ ଇଣ୍ଟରନ୍ୟାସନାଲ ଫୁଟବଲ ଆସୋସିଏସନ(ଫିଫା) ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।…
Read More...

ପଦ୍ମ ଧରିଲେ ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି

ନୂଆଦିଲ୍ଲୀ : ବରିଷ୍ଠ  କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି ।  କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌‌ ଓ ଭି. ମୁରଲୀଧରନଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ…
Read More...

ବୁଦ୍ଧ ମହୋତ୍ସବ, ଚନ୍ଦନ ମହୋତ୍ସବ ଓ ବୈଶାଖୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବଡ଼ମ୍ବା : ଚଳିତବର୍ଷ ଦୀର୍ଘପ୍ରାୟ ମାସେକାଳ ଧରି କଳା ଓ ସଂସ୍କୃତି ସମ୍ପନ୍ନ ବଡ଼ମ୍ବାଗଡ଼ଯାତରେ ପଛକୁପଛ ତିନୋଟି ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରେ ଏହାକୁ ନେଇ ଉତ୍କଣ୍ଠା…
Read More...

କାଳୀକୃଷ୍ଣ ମନ୍ଦିର ଓ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠା ଦିବସ ପାଳିଲେ ବିଜେପି କର୍ମୀ

କଲମପୁର : କଲମପୁର ବ୍ଲକ ବିଜେପି କର୍ମୀଙ୍କ ତରଫରୁ ଗୁରୁବାର ଦୁଇଟି ଜୋନରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବିଜମରା ଜୋନ ତରଫରୁ ବିଜମରା ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜୋନ ସଭାପତି ଅରୁଣ କୁମାର…
Read More...

ଜି-୨୦ ଜନଭାଗିଦାରୀ ଅଭିଯାନ : ଏମ୍‌ସ ଭୁବନେଶ୍ୱରର ପକ୍ଷରୁ ସ୍ୱାସ୍ଥ୍ୟମେଳା

ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଚିକିତ୍ସା ସେବା ପ୍ରଦାନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ…
Read More...

ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୩ ଆହତ 

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପୁତୁଲୀପଙ୍କା ଗ୍ରାମର ଗୋଟିଏ ପରିବାରର ୩ଜଣ ବାଘୁଆ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତିି । ପୁତୁଲୀପଙ୍କା ଗ୍ରାମର ବାପା ଗେର୍ଗାରି ନାୟକ, ମା ସୁଷମା ନାୟକ ଏବଂ ପୁଅ…
Read More...

ଜାପାନରେ ନିପ୍ପନ ଇସ୍ପାତ କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଡେସ୍କ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ନିପ୍ପନ ଇସ୍ପାତ ନିଗମର କିମିତିସୁସ୍ଥିତ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି । ତାଙ୍କ ସହ ଯାଇଥିବା ଭାରତୀୟ ପ୍ରତିନିଧି ଦଳକୁ ମଧ୍ୟ ସେହି କାରଖାନା ବିଷୟରେ ଅବଗତ…
Read More...

ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ୍ ସେବା ଆରମ୍ଭ

ମାଲକାନଗିରି :  ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଗୁରୁବାରଠାରୁ ବସ ସେବା ଆରମ୍ଭ ହୋଇଛି । ଆଜି ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବାଲିମେଳା ଛକ ଠାରେ ମାଲକାନଗିରିରୁ…
Read More...

ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ ଗିରଫ

ଡେସ୍କ :  ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଲା ବେଳେ ନାକା ଗେଟ ନିକଟରେ ୫୦ ହଜାର ଲାଞ୍ଚ ନେଲା ବେଳେ ଏସଆଇ ଶ୍ରୀ ସ୍ୱାଇଁଙ୍କୁ…
Read More...

ବଜେଟ ଅଧିବେଶନ ଶେଷ : ଉଭୟ ସଦନ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଶେଷ ହୋଇଛି । ଉଭୟ ରାଜ୍ୟସଭା ଓ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି । ପରେ ଗଣମାଧ୍ୟମକୁ  ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ…
Read More...

ବିଜେପି ପାଳନ କରୁଛି ୪୪ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ :  ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାର୍ଟିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ।…
Read More...

ଆଇପିଏଲ କ୍ରିକେଟ : ୨ୟ ବିଜୟ ଲକ୍ଷ୍ୟରେ ଆର୍‌ସିବି

କଲକାତା  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆପିଏଲ)-୧୬ର ଗୁରୁବାର ନବମ ଲିଗ୍‌ ମ୍ୟାଚ ଇଡେନଗାର୍ଡେନରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ନିତିଶ ରାଣାଙ୍କ ନେତୃତ୍ବାଧିନ…
Read More...

ଏମ୍‌ସିସିର ଆଜୀବନ ସଦସ୍ୟ ହେଲେ ଧୋନି, ଯୁବରାଜ,ରୈନା, ମିତାଲି, ଝୁଲଣ

ମୁମ୍ବାଇ  : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ, ସୁରେଶ ରୈନାଙ୍କ ସହ ପୂର୍ବତନ ମହିଳା କ୍ରିକେଟର ମିତାଲି ରାଜ୍‌ ଓ ଝୁଲଣ ଗୌସ୍ବାମୀ ସମ୍ମାନଜନକ ମେରିଲିବନ୍‌ କ୍ରିକେଟ…
Read More...

ପଛୁଆବର୍ଗ ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ ଜିଲାସ୍ତରୀୟ ତାଲିମ ଶିବିର

କେନ୍ଦୁଝରଗଡ଼ : ଓଡିଶାର ପଛୁଆବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ନିମନ୍ତେ ବୁଧବାର ଜିଲାପରିଷଦ ସଭା ଗୃହ ଓ ସଦର ବ୍ଲକ ସଭା ଗୃହରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ…
Read More...

ଡେଲି ମାର୍କେଟ ଅଗ୍ନିବିପନ୍ନଙ୍କୁ ସହାୟତା ପାଇଁ ଦାବି

କେନ୍ଦୁଝରଗଡ଼ : କେନ୍ଦୁଝର ଡେଲି ମାର୍କେଟରେ ସୋମବାର ଘଟିଥିବା ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଶୀକାର ହୋଇଥିବା ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ରାସ ପୂଜା କମିଟି ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କ…
Read More...

୧୦ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଡେସ୍କ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌‌ଏସ୍‌‌ଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୧୦ ତାରିଖଠାରୁ…
Read More...

ପୁଞ୍ଜିନିବେଶ ପାଇଁ ଓଡ଼ିଶା ଭାରତରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ଏହା ଗତ ଦେଢ଼ ଦଶନ୍ଧି ମଧ୍ୟରେ ଜାତୀୟ ହାର ଠାରୁ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।…
Read More...

ଶିମିଳପାଳ ଅଭୟାରଣ୍ୟରେ ଅଖଣ୍ଡ ଶିକାର : ମୃତ କୁଟାରୀ ସହ ୭ ଗିରଫ,ମାରଣାସ୍ତ୍ର ଜବତ

ଠାକୁରମୁଣ୍ଡା :  କରଞ୍ଜିଆ ବନଖଣ୍ଡ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ଅଖଣ୍ଡ ଶିକାର ବେଳେ ବନ ବିଭାଗ ୭ ଶିକାରୀଙ୍କୁ ଗିରଫ କରିଛି। ଶିକାର ଯୋଗୁଁ ମୃତ୍ୟୁବରଣ…
Read More...

ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହ : ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହରେ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ…
Read More...

ଷ୍ଟାଣ୍ଡଅପ୍‌‌ ଇଣ୍ଡିଆକୁ ସାତ ବର୍ଷ : ୪୦ହଜାର କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର

ନୂଆଦିଲ୍ଲୀ : ଷ୍ଟାଣ୍ଡ୍‌‌ ଅପ୍‌‌ ଇଣ୍ଡିଆ ଯୋଜନାରେ ସରକାର ୧ ଲକ୍ଷ ୮୦ ହଜାର ମହିଳାଙ୍କୁ ୪୦ ହଜାର ୬୦୦କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର କରିଛନ୍ତି। ଷ୍ଟାଣ୍ଡଅପ୍‌‌ ଇଣ୍ଡିଆ ଯୋଜନାର ସପ୍ତମ ବାର୍ଷିକୀ ଅବସରରେ…
Read More...

ଜି-୨୦ ଓ ୱାଇ-୨୦ ଉପରେ ଆଲୋଚନାଚକ୍ର

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଭାରତ ପ୍ରଥମ ଥର ପାଇଁ ଜି-୨୦ ରାଷ୍ଟ୍ର ସମୂହର ସଭାପତିତ୍ୱ କରୁଥିବାରୁ ଜି-୨୦ ଓ  ୱାଇ-୨୦ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ…
Read More...

ଅତାବିରା ଏନଏସି ନିର୍ବାଚନ : ବିଜେଡିର ବନମାଳି ବରିହା ଅଧ୍ୟକ୍ଷ

ଡେସ୍କ : ଅତାବିରା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏନଏସିର ୧୨ଟି ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି ।…
Read More...

ଆମ୍ବେଦକର ଜୟନ୍ତୀ ଯାଏ ବିଜେପି ଓବିସି ମୋର୍ଚ୍ଚାର ଗାଁକୁ ଚାଲ ଅଭିଯାନ

ଭୁବନେଶ୍ୱର : ବିଜେପି ଗୁରୁବାର (ଆସନ୍ତାକାଲି) ତା’ ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଆସନ୍ତା କାଲିଠାରୁ ୧୪ ତାରିଖ ଯାଏ ଅର୍ଥାତ୍ ଆମ୍ବେଦକର ଜୟନ୍ତୀ ଯାଏ ବିଜେପି ଓବିସି ମୋର୍ଚ୍ଚା ଗାଁ କୁ ଗାଁ ଘର ଘର…
Read More...

ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଜିଲାସ୍ତରୀୟ ତାଲିମ ଶିବିର

ନବରଙ୍ଗପୁର :  ରାଜ୍ୟ ପଛୁଆ ବର୍ଗ କମିଶନ ଦ୍ବାରା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତରେ ସର୍ଭେ କରାଯିବା ପାଇଁ  ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲାପାଳ ଡକ୍ଟର କମଳ…
Read More...

ଆଇପିଏଲ-୨୦୨୩ : ଆଜି ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା

ଗୁଆହାଟୀ‌ : ଚଳିତ ଆଇପିଏଲର ଅଷ୍ଟମ ଲିଗ୍‌ ମ୍ୟାଚ ଆଜି ଗୌହ୍ବାଟୀରେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚ ଜିତି ସମାନ ସ୍ଥିତିରେ ଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟଧାରାକୁ…
Read More...

ମୂଲ୍ୟବୋଧର ମୂଲ୍ୟାଙ୍କନ

ରୁଚି ଓ ମୂଲ୍ୟବୋଧ ଏକ ଗାଣିତିକ ସ୍ବୟଂସିଦ୍ଧ ନିର୍ଣ୍ଣୟ ନୁହେଁ। ବର୍ଷରେ ଋତୁଚକ୍ର ପରି ଏହା ତା’ଠୁ ବି ଢେର ପରିବର୍ତ୍ତନଶୀଳ। ପ୍ରାଣୀ, ପଦାର୍ଥ ଓ ପରିସ୍ଥିତିର ଅଲଂଘନୀୟ ଚାପ ଓ ପ୍ରଭାବ ରୁଚି ଓ ମୂଲ୍ୟରେ ପରିବର୍ତ୍ତନ…
Read More...

ଆଇପିଏଲରେ ଅଦ୍ୟାବଧି ଓପନ୍‌ରଙ୍କ ରାଜୁତି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣ ପ୍ରାରମ୍ଭିକ ଅବସ୍ଥାରେ ରହିଛି। ତଥାପି ଯେଉଁ କେତେକ ମ୍ୟାଚ୍‌ ଖେଳାଯାଇଛି; ସେଥିରେ ଓପନର୍‌ଙ୍କ ରାଜୁତି ଦେଖିବାକୁ ମିଳିଛି। ରବିବାର ସୁଦ୍ଧା ୫ଟି…
Read More...

ବ୍ୟବସାୟୀଙ୍କଠାରୁ ଲୁଟିନେଲେ ସାଢେ ୧୭ ଲକ୍ଷ

ଫୁଲବାଣୀ : ଫୁଲବାଣୀ ସହରରେ ସୋମବାର ଦ୍ବିପ୍ରହରରେ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ସାଢେ ୧୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସହରର ମୁଖ୍ୟ ଵଜାରର ବ୍ୟବସାୟୀ ଅଶ୍ବିନୀ ପାତ୍ର ସକାଳେ ନିଜର ଜଣେ ସହଯୋଗୀ ରମେଶ…
Read More...

ଆଜିଠୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ସୋମବାରଠୁ ଆରମ୍ଭ ହୋଇଛି । ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ମଙ୍ଗଳବାର ଠାରୁ ସପ୍ତାହବ୍ୟାପୀ…
Read More...

ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ; ଜଣେ ଗୁରୁତର, ୪ ଆହତ

ଶରଣକୁଳ : ଶରଣକୁଳ ଥାନା ଅନ୍ତର୍ଗତ ଡିମିଶର ପଞ୍ଚାୟତ ହରିପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ତିନି ଜଣ ଆହତ ହୋଇଥିବାବେଳେ ପରେ ବୋମା ମାଡ଼ ଯୋଗୁଁ ଭୟରେ ଦୌଡ଼ାଦୌଡ଼ି  ଫଳରେ ଦୁଇ ଜଣ ଆହତ ହୋଇଛନ୍ତି। ଥାନା…
Read More...

ମାତିଲେ ସାଇବର ଠକ ; ମାସକରେ ୨.୨୦ କୋଟି ଲୁଟିଲେ

ଭୁବନେଶ୍ୱର : ସାଇବର ଠକେଇରୁ ବର୍ତ୍ତିବା ଲାଗି କମିସନରେଟ ପୁଲିସ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିଥିଲାବେଳେ ସାଇବର ଠକେଇଜନିତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ସୂତ୍ରରୁ…
Read More...

ରାଜପଥରେ ସିରିଜ୍‌ ଦୁର୍ଘଟଣା

ବାଲିଅନ୍ତା  : ପାହାଳ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ରାତି ସାଢ଼େ ୧୧ଟା ସମୟରେ ଏକ ଦ୍ରୁତଗାମୀ କାର୍‌ ଭୁବନେଶ୍ବରରୁ କଟକ ଅଭିମୁଖେ ଯିବା ସମୟରେ ୨୨ ତାଲା ସମ୍ମୁଖରେ ଏକ କାର୍‌ ପଛକୁ ଧକ୍କା ଦେଇଥିଲା…
Read More...

ପର୍ଦାଫାସ୍‌ ହେବ ମୋଦୀ-ଆଦାନୀ ସମ୍ପର୍କ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏବଂ ପ୍ରସାଦ ହରିଚନ୍ଦନଙ୍କ ଆବାହକତ୍ବରେ ସୋମବାର ଅଣବିଜେପି ଦଳଗୁଡ଼ିକର ବୈଠକ ବସିଥିଲା। ନରେନ୍ଦ୍ର ମୋଦୀ ଓ ଆଦାନୀଙ୍କ ସମ୍ପର୍କକୁ ପ୍ରତ୍ୟେକ…
Read More...

ଫିଲ୍ମ ନିର୍ମାଣ ଆଳରେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଠକେଇ ଅଭିଯୋଗ

ସମ୍ବଲପୁର  : ସମ୍ବଲପୁରର ବୁଢ଼ାରଜା କଲ୍ୟାଣ ନଗର ନିବାସୀ କିରଣ ଶଙ୍କର ପଣ୍ଡାଙ୍କଠାରୁ  ଫିଲ୍ପ ନିର୍ମାଣ ଆଳରେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ହୋଇଥିବା ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଅଇଁଠାପାଲି ପୁଲିସର…
Read More...

ସରିଲା ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା

ଭୁବନେଶ୍ୱର : ସରିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା।  ଶୀତଳଷଷ୍ଠୀ ରାସ୍ତା ପାର୍ଶ୍ବରୁ ସୋମବାର ଅପରାହ୍ଣ ସାଢ଼େ ୪ଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୨ରେ ରଥ ମହାଖଳାରେ ଲାଗିଥିଲା। ରଥ ଟାଣିବା…
Read More...

ମଙ୍ଗଳବାର ରାଶିଫଳ (୦୪.୦୪.୨୦୨୩)

ମେଷ :  ଆପଣଙ୍କ ଗୃହଲକ୍ଷ୍ମୀଙ୍କ ଉପରେ ଧନଲକ୍ଷ୍ମୀଙ୍କର ଅପାର କରୁଣା ରହିଛି। ଫଳ ଆଶାତୀତ ହେବ। ପ୍ରତିଯୋଗିତାରେ ଯୋଗ ଦେବାର ପୂର୍ବ ପ୍ରସ୍ତୁତି ସ୍ବରୂପ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବୃଷ : ସସ୍ତ୍ରୀକ ଏକ…
Read More...

ଲକ୍ଷ୍ନୌ ପରାସ୍ତ ; ସିଏସ୍‌କେର ପ୍ରଥମ ବିଜୟ

ଚେନ୍ନଇ : ୪ ବର୍ଷ ପରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ମହେନ୍ଦ୍ର ସିଂହ ଧୋନି ଘରୋଇ ପଡ଼ିଆକୁ ଫେରିଛନ୍ତି । ଫଳରେ ଚଳିତ ଆଇପିଏଲ୍‌ରେ ସିଏସ୍‌କେ ବିଜୟଧାରାକୁ ଫେରିଛି। ସୋମବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ…
Read More...

ଦେଶକୁ ଦୁର୍ନୀତିମୁକ୍ତ କରିବା ଦାୟିତ୍ବ ସିବିଆଇ ହାତରେ : ମୋଦୀ

ନୂଆଦିଲ୍ଲୀ : ଦୁର୍ନୀତି ଦେଶର ଗଣତନ୍ତ୍ର ପାଇଁ ବଡ ପ୍ରତିବନ୍ଧକ ସୃଷ୍ଟି ହୋଇ ରହିଛି । ଦୁର୍ନୀତି ଯୋଗୁଁ ଲୋକେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଦେଶକୁ ଦୁର୍ନୀତିମୁକ୍ତ କରିବା ପୂର୍ବକ ଲୋକଙ୍କୁ…
Read More...

ନାସାର ଚନ୍ଦ୍ର ଅଭିଯାନ ଲାଗି ମନୋନୀତ ୪ ମହାକାଶଚାରୀ

ୱାଶିଂଟନ : ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଏହାର ଚନ୍ଦ୍ର ଅଭିଯାନ ନିମନ୍ତେ ୪ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଅଭିଯାନ ନିମନ୍ତେ ମନୋନୀତ ମହାକାଶଚାରୀମାନେ ହେଲେ କ୍ରିଷ୍ଟିଆନା କୋଚ୍‌, ଭିକ୍ଟର…
Read More...

ଭଗାମୁଣ୍ଡା ଅଙ୍ଗନୱାଡିରେ ତାଲା ଠୁଙ୍କିଲେ ଅଭିଭାବକ

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟକ (ହେଲପର) ନିଯୁକ୍ତିରେ ଅହେତୁକ ବିଳମ୍ବ ପ୍ରତିବାଦରେ ଅଭିଭାବକମାନଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରରେ ତାଲା…
Read More...

ବିଷାକ୍ତ ଛତୁ ଖାଇ ୩ ମେଡିକାଲରେ ଭର୍ତ୍ତି

ମୋହନା :  ଜଙ୍ଗଲର ବିଷାକ୍ତ ଛତୁ ଖାଇ ଜଣେ ବ୍ୟକ୍ତି ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ମୋହନା ବ୍ଲକ…
Read More...

କାଦୁଆ ମେଳଣ ଅନୁଷ୍ଠିତ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକର ଅନ୍ୟତମ ପ୍ରସିଦ୍ଧ କାଦୁଆ ମେଳଣ ଚୈତ୍ର ମାସ ଦ୍ୱାଦଶୀ ଓ ତ୍ରୟୋଦଶୀ ତିଥିରେ ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି। କାଦୁଆ ଥାନପତି ଠାକୁର ଶ୍ରୀ ଶ୍ରୀ ଭଗବତ ବାସୁଦେବ ଓ…
Read More...

ଚୋରା କୋଇଲା ବ୍ୟବସାୟୀଙ୍କ ଢେଲାପଥର ମାଡରେ ଖଣି ବିଭାଗ ଗାଡି ଜଖମ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅଞ୍ଚଳର ୫୫ ନଂ ଜାତୀୟ ରାଜପଥର ଭୋଗରା ଛକ ଠାରୁ ଅଡାଳ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବ ପାଲଟିଛି ଚୋରା ବେପାରୀଙ୍କ ଆଡ୍ଡାସ୍ଥଳ । ବିଶେଷତଃ ଚୋରା କୋଇଲା ବେପାରି ଖୁଲମଖୁଲା ଭାବେ ପସରା…
Read More...