ଆଜି ବିଶ୍ବ ମେଲେରିଆ ଦିବସ :୨୦୨୭ ସୁଦ୍ଧା ମେଲେରିଆ ମୂଳୋତ୍ପାଟନ

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟ ସ୍ବାସ୍ଥ୍ୟବିଭାଗ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୭କୁ ଲକ୍ଷ୍ୟ ରଖି କାର୍ଯ୍ୟ…
Read More...

ଖାନନଗର-ଲିଙ୍କ୍‌ରୋଡ଼ ହେବ ୬ ଟିକିଆ

‘ଏସ୍‌ଇବିସି’କୁ ଯିବେ ୨୨ ସମ୍ପ୍ରଦାୟ,  ନିର୍ମାଣ ହେବ ଆଉ ୮୬୬ ବିଜୁ ସେତୁ, ଇ-ଯାନ ରିଆତି ବୃଦ୍ଧି, ୨୦୨୬ ସୁଦ୍ଧା ନିରନ୍ତର ବିଦ୍ୟୁତ୍‌ ସେବା ଭୁବନେଶ୍ୱର : ରାଜ୍ୟରେ ଗମନାଗମନ ଓ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼…
Read More...

ଓଡ଼ିଶା ପିସିସି ପଦାଧିକାରୀ ତାଲିକା ଘୋଷିତ

ନୂଆଦିଲ୍ଲୀ : ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳର ୯ ମାସ ପରେ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ପିସିସି ପଦାଧିକାରୀ ତାଲିକା ଘୋଷିତ ହୋଇଛି। ଶରତ ପଟ୍ଟନାୟକ ନିଜର ୨୧୨ଜଣିଆ ବିଶାଳ ଟିମ୍…
Read More...

ପାକିସ୍ତାନରେ ସେନାର କ୍ଷମତା ଦଖଲ ଆଶଙ୍କା

ଇସଲାମାବାଦ : ପାକିସ୍ତାନରେ ଅର୍ଥନୈତିକ ଓ ରାଜନୈତିକ ସଂକଟ ଲାଗି ରହିଥିବାବେଳେ ଦେଶରେ ସେନା କ୍ଷମତା ଦଖଲ କରିବାର ଆଶଙ୍କା ପ୍ରକାଶ ପାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖାକ୍ବାନ ଆବାସି ସେନା…
Read More...

ସନ୍‌ରାଇଜର୍ସର ହ୍ୟାଟ୍ରିକ୍‌ ପରାଜୟ ; ଦିଲ୍ଲୀର ୨ୟ ବିଜୟ

ହାଇଦରାବାଦ : ପ୍ରଥମ ୫ଟି ମ୍ୟାଚ୍‌ ହାରିବା ପରେ ଆଇପିଏଲ୍‌ରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ସୋମବାର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ୭ ରନ୍‌ରେ ଦିଲ୍ଲୀ…
Read More...

ମଙ୍ଗଳବାର ରାଶିଫଳ (୨୫.୦୪.୨୦୨୩)

ମେଷ :  ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷାର ମାଧୁରିମା ଦ୍ବାରା ଲୋକସମ୍ପର୍କ ବୃଦ୍ଧି କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ। ବୃଷ :…
Read More...

ସଲାଉଦ୍ଦିନର ଦୁଇ ପୁଅଙ୍କ ସମ୍ପତ୍ତି ଜବତ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ତଥା ଆତଙ୍କବାଦୀ ସୟଦ ସଲାଉଦ୍ଦିନର ଦୁଇ ପୁଅ ସାହିଦ୍‌ ୟୁସୁଫ ଓ ସୟଦ୍‌ ଅହମ୍ମଦ ସକିଲର ଦୁଇଟି ସମ୍ପତ୍ତିକୁ ସୋମବାର ଜବତ କରିଛି ଜାତୀୟ ତଦନ୍ତକାରୀ…
Read More...

ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ଲାଗି ‘କାବେରୀ’ ଅଭିଯାନ

ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାର ‘କାବେରୀ’ ନାମରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବୈଦେଶିକ…
Read More...

ବନୀକରଣ ନାଁରେ ଦୁର୍ନୀତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ମନରେଗା କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ଚାଲିଥିବା ବାରମ୍ବାର ଅଭିଯୋଗ ଉଠୁଛି।କିଛିଦିନ ତଳେ ଲୁଣିବାହାଲ ପଂଚାୟତରେ ମନରେଗା ଯୋଜନାରେ ବିନା କାମରେ ରାସ୍ତା ଏବଂ ବନ୍ଧ ବିଲ…
Read More...

ଲିଙ୍ଗାପଦା ତାରିଣୀ ମନ୍ଦିରର ରତ୍ନମୁଦ ଉତ୍ସବ

ଗୁରୁଡିଝାଟିଆ : ମଞ୍ଚେଶ୍ୱର ପଞ୍ଚାୟତ ଲିଙ୍ଗାପଦା ଗ୍ରାମରେ ନିର୍ମିତ ନୂତନ ତାରିଣୀ ମନ୍ଦିରର ରତ୍ନମୁଦ ଉତ୍ସବ ଶୁଭଲଗ୍ନରେ ଶାସ୍ତ୍ରୀୟ ବିଧିମୁତାବକ, ପୂଜାର୍ଚ୍ଚନା ସହିତ ସମାପନ ହୋଇଛି । ଗାଁର ଆବାଳ ବୃଦ୍ଧ ବନିତା…
Read More...

୪ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯିବ

ଗୁରୁଡିଝାଟିଆ :  ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ ପରିସରଭୁକ୍ତ ଗୁରୁଡିଝାଟିଆ ଅଞ୍ଚଳର ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ବ୍ଲକ ଶିକ୍ଷାଧିକାରୀ ଚିଠି…
Read More...

ଗୁରୁଡିଝାଟିଆ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ଡଃ ରାମଚନ୍ଦ୍ର ସାହୁ

ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ପ୍ରାଧ୍ୟାପକ ଡଃ ରାମଚନ୍ଦ୍ର ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ…
Read More...

ମହାଳପଡା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ କଖଡି ପଞ୍ଚାୟତର ମହାଳପଡା ଶ୍ରୀରାମ ମନ୍ଦିରର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି । ଶାସ୍ତ୍ରୀୟ ବିଧି ମୁତାବକ ଯାଜ୍ଞିକ ବ୍ରାହ୍ମଣଙ୍କ…
Read More...

ବଜ୍ରପାତରେ ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ

କଲମପୁର : ବଜ୍ରପାତ ଯୋଗୁଁ ଦୁଇ ସମ୍ପର୍କୀୟ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସୋମବାର ସଂଧ୍ୟାରେ ଦେଖା ଦେଇଥିଲା କାଳ ବୈଶାଖୀର ପ୍ରଭାବ । ଏହି କାଳ ବୈଶାଖୀ ଯୋଗୁଁ ବଜ୍ରପାତ ହେବା କାରଣରୁ ତରଭୁଜ ବାଡିରେ ଥିବା ଦୁଇ…
Read More...

ଓଡିଶା ପ୍ରତିଭା ସମ୍ମାନ-୨୦୨୩

କେନ୍ଦୁଝରଗଡ଼ : ଦୈନିକ ଖବରକାଗଜ ପ୍ରତିକାରର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ସୋମବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝର ସହରର ଯୁବ ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀଙ୍କୁ ସମାଜସେବା…
Read More...

ପଞ୍ଚାୟତ ନିର୍ବାଚନରେ ଭଡା ନେଇନଥିବା ଯାନର କାଗଜପତ୍ର ଦାଖଲ ଲାଗି ନିର୍ଦ୍ଦେଶ

କେନ୍ଦୁଝରଗଡ଼ :  ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା ଯାନର ଭଡା ବାବଦ ଅର୍ଥ ଯେଉଁ ମାଲିକ ମାନେ ଅଦ୍ୟାବଧି ନେଇ ନାହାନ୍ତି ସେହି ଯାନର ମାଲିକ ମାନେ ନିୟୋଜିତ ଯାନର ଆବଶ୍ୟକ କାଗଜପତ୍ର ଆସନ୍ତା ୭…
Read More...

ସମ୍ବଲପୁର ଘଟଣା : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସଦର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝରଗଡ଼ : ସମ୍ବଲପୁରରେ ଚଳିତମାସ ୧୪ ତାରିଖ ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ସାରି ବାଇକ୍‌‌ ଯୋଗେ ଘରକୁ ଫେରୁଥିବା ହିନ୍ଦୁ ଭକ୍ତଙ୍କ ଉପରେ ଯେଭଳି ଆକ୍ରମଣ ସହ ହତ୍ୟା କରିବା ଘଟଣା ପ୍ରତିବାଦରେ ବିଶ୍ୱ ହିନ୍ଦୁ…
Read More...

କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ ଉଦ୍‌‌ଯାପିତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ପକ୍ଷରୁ ଗତ ୨୦ ତାରିଖଠାରୁ ଅଡିଟୋରିୟମ ଠାରେ  ଆରମ୍ଭ ହୋଇଥିବା ଜାତୀୟ ନାଟକ ଉତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌‌ଯାପିତ…
Read More...

ଆକ୍ରମଣକାରୀଙ୍କୁ ଗିରଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଦାବିପତ୍ର ପ୍ରଦାନ 

ଲଡୁଗାଁ : ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍ ରାଲି ସମୟରେ ନିର୍ଦ୍ଧିଷ୍ଟ ଏକ ସମ୍ପ୍ରଦାୟ ଦ୍ଵାରା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଓ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପ୍ରଶାସନିକ ସ୍ଥାଣୁତା ଓ ନିଷ୍ଫଳତାକୁ ଦର୍ଶାଉଛି।…
Read More...

ଜ୍ଞାନପ୍ରଭା ମିଶନ ପକ୍ଷରୁ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତରେ ଥିବା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଦୁଇ ଦିନିଆ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର ‘ପ୍ରଜ୍ଞାଧାରା’ ଆୟୋଜିତ ହୋଇଅଛି। ଏହି…
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଭିଜିଲାନ୍ସ ଚାର୍ଜସିଟ୍

ଡେସ୍କ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍‌‌ ଦାଖଲ କରାଯାଇଛି। ୩ ହଜାର ପୃଷ୍ଠାର ଏହି ଚାର୍ଜସିଟ୍‌‌ରେ…
Read More...

ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ

ଡେସ୍କ/ସାକ୍ଷୀଗୋପାଳ :  ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଷ୍ଟ୍ରୀୟ ରାଇଫଲର  ଓଡ଼ିଆ ଯବାନ ଲାନ୍ସ ନାୟକ, ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ଶନିବାର ତାଙ୍କ ଜନ୍ମମାଟି ପୁରୀଜିଲ୍ଲା ସତ୍ୟବାଦୀ…
Read More...

ବିଜୟ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଡେସ୍କ : କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ ମିଳିଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏନେଇ ଏଆଇସିସି ପକ୍ଷରୁ…
Read More...

ପୁଣି ଅଶାନ୍ତ ବିଜେବି କଲେଜ : ଅଣଛାତ୍ରଙ୍କ ଆକ୍ରମଣରେ ୩ ଛାତ୍ର ଆହତ

ଡେସ୍କ : ବିଜେବି କଲେଜ ପୁଣି ଅଶାନ୍ତ ହୋଇ ଉଠିଛି । ଛାତ୍ର-ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଶନିବାର ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏଥିରେ କଲେଜର ୩ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ…
Read More...

ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଅନୁଗୋଳ :  ଅନୁଗୋଳ ସହରର ହୁଲିରିସିଂହା ଘାଷି ସାହି ଅଞ୍ଚଳରେ ଶୁକ୍ରବାର ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀକୁ ଗିରଫ ଦାବୀରେ ଶନିବାର ଘାଷି ସାହିର ଶତାଧିକ ମହିଳା ୫୫ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି…
Read More...

ଆଇପିଏଲ କ୍ରିକେଟ : ପଞ୍ଜାବ ବନାମ ମୁମ୍ବଇ

ମୁମ୍ବଇ  : ୱାଙ୍ଖଡେ ଷ୍ଟାଡ଼ିୟମରେ ଶନିବାର ଚଳିତ ଆଇପିଏଲର ୩୧ତମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ - ପଞ୍ଜାବ କିଙ୍ଗ୍‌ସକୁ ଭେଟିବ। ମୁମ୍ବଇ କ୍ରମାଗତ ୪ର୍ଥ ବିଜୟ ଲକ୍ଷ୍ୟ ରଖିଥିବାବେଳେ ପଞ୍ଜାବ ବିଜୟ ଧାରାକୁ ଫେରିବା…
Read More...

ନ୍ୟୁୟର୍କ ବିଶ୍ବର ଧନୀ ସହର ; ଅଛନ୍ତି ୩.୪ଲକ୍ଷ କୋଟିପତି

ନୂଆଦିଲ୍ଲୀ  ଚଳିତବର୍ଷ ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବରେ ସୁନାମ ଅର୍ଜନ କରିଛି। ‘ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ’ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି…
Read More...

ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ମୁକାବିଲା

ଲକ୍ଷ୍ନୌ  : ଚଳିତ ଆଇପିଏଲର ଶନିବାର ୩୦ତମ ଲିଗ୍‌ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ-ଗୁଜରାଟ ଟାଇଟାନ୍‌ସକୁ ଏକ୍‌ନା ଷ୍ଟାଡ଼ିୟମରେ ଭେଟିବେ। ଗୁଜରାଟ ୬ଷ୍ଠ ଓ ଲକ୍ଷ୍ନୌ ସପ୍ତମ ମ୍ୟାଚ ଖେଳିବେ। ଲକ୍ଷ୍ନୌ ବିଜୟକୁ…
Read More...

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୧୨,୧୯୩ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କସଂଖ୍ୟା ୪,…
Read More...

ବିତଣ୍ଡା ତର୍କ

ପୁରୁଣା କଥା ମନେ ପଡ଼େ। ରେଭେନ୍ସା କଲେଜରେ ଅଧ୍ୟାପକ ଚଟ୍ଟୋପାଧ୍ୟାୟ ମହାଶୟ ତର୍କଶାସ୍ତ୍ର ପଢ଼଼ଉଥିଲେ। ଛାତ୍ରଛାତ୍ରୀମାନଙ୍କର ପ୍ରଥମ ବର୍ଷ। କୈଶୋର ଅବସ୍ଥା, ତେଣୁ ଅଧ୍ୟାପକ ମହାଶୟ ତର୍କଶାସ୍ତ୍ରରେ ତର୍କ କିପରି…
Read More...

ଧାର୍ମିକ ସହନଶୀଳତା

ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି। ତରିବା ପାଇଁ କି ସଂସାର ବାରିଧି।। କବିବର ରାଧାନାଥ ରାୟ, ଦରବାର ମହାକାବ୍ୟରେ କହିଛନ୍ତି, ଧର୍ମକୁ, ଦର୍ଶନକୁ ବିଶ୍ୱାସକୁ ବ୍ୟକ୍ତିର ମଙ୍ଗଳପାଇଁ ଗଢ଼ିଛନ୍ତି। ବିଶ୍ୱାସ ବୋଇଲେ…
Read More...

ଅଧର୍ମଘଟକୁ ଅଙ୍କୁଶ ଲୋଡ଼ା

ବିରୁଡ଼ି ବସାରେ ହାତ ମାରିବା, ସାପ ଗାତରେ ହାତ ପୂରେଇବା, ନାତୁଆ ଘୋଡ଼ାଠି ଲଗାମ ଲଗାଇବା ଏକ ଦୁରୂହ ବା ବିପଜ୍ଜନକ କାମ ହୋଇପାରେ, ମାତ୍ର ଅସମ୍ଭବ ଆଦୌ ନୁହଁ। ପଦ୍ମତୋଳା ମାଲୁମ ତ ଦେଖୁନା, ନାଗ ଗୋଖର ପରି ଭୟଙ୍କର…
Read More...

ଜନ୍ମମାଟିରେ ସହିଦ ଦେବାଶିଷଙ୍କ ଶେଷକୃତ୍ୟ

ସାକ୍ଷିଗୋପାଳ : ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅନ୍ତିମ ସଂସ୍କାର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମମାଟି ଗ୍ରାମ ଶ୍ମଶାନରେ ଅନୁଷ୍ଠିତ ହେବ । ଶନିବାର…
Read More...

ଖସିଲା ପାରଦ, ତାତିରୁ ଆଶ୍ବସ୍ତି

ଭୁବନେଶ୍ବର : ଏପ୍ରିଲ ୧୪ରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶୁକ୍ରବାର ପ୍ରଚଣ୍ଡ ତାତି ପ୍ରକୋପରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ…
Read More...

ଚେନ୍ନଇର ଚତୁର୍ଥ ବିଜୟ

ଚେନ୍ନଇ  : ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ବୋଲିଂ ପରେ ଡିଭନ୍‌ କନ୍‌ୱେଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପରକିଙ୍ଗ୍‌ସ ଚଳିତ ଆଇପିଏଲରେ ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ଏମ୍‌.ଏ ଚିଦାମ୍ବରମ ଷ୍ଟାଡ଼ିୟମ…
Read More...

ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର : ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ଅକ୍ଟୋବର ସୁଦ୍ଧା ‘ଆମ ହସ୍ପିଟାଲ’ ପ୍ରକଳ୍ପ ସାର

ଭୁବନେଶ୍ୱର : ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ ବିଭାଗ ତ୍ୱରାନ୍ୱିତ କରିଛି। ପ୍ରକଳ୍ପ…
Read More...

ସୋନିଆ ଗାନ୍ଧୀଙ୍କ ସମ୍ପର୍କୀୟଙ୍କ ଜମି ଜବରଦଖଲ କରିଥିଲା ଆତିକ

ପ୍ରୟାଗରାଜ : କୁଖ୍ୟାତ ଅପରାଧୀରୁ ରାଜନେତା ପାଲଟିଥିବା ଆତିକ ଅହମ୍ମଦକୁ କିଛିଦିନ ତଳେ ପୁଲିସ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଆତିକର ଗୁଣ୍ଡାରାଜ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ଖବର ଲୋକଲୋଚନକୁ…
Read More...

ସମ୍ବଲପୁର : ଇଦଗାହାରେ ନମାଜ ପାଠ ପାଇଁ ଅନୁମତି ନାହିଁ

ସମ୍ବଲପୁର : ଇଦ ପାଳନ ପାଇଁ ଇଦଗାହା ଓ ମସଜିଦରେ ନମାଜ ପାଠ ଅନୁମତି ପ୍ରସଙ୍ଗରେ ଶୁକ୍ରବାର ବଡ଼ବଜାରରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର କହିଛନ୍ତି ଯେ ଚଳିତବର୍ଷ ଇଦ୍ ପାଳନରେ ଇଦଗାହାରେ ନମାଜ ପାଠ ପାଇଁ ଅନୁମତି…
Read More...

ଡିଏଲଏଫ୍ ଜମି ଦୁର୍ନୀତି : ରବର୍ଟଙ୍କ ଦୋଷମୁକ୍ତକୁ ନେଇ ଦ୍ବନ୍ଦ୍ବ

ଚଣ୍ଡିଗଡ : ଡିଏଲଏଫ୍ ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଦୋଷମୁକ୍ତ (କ୍ଲିନଚିଟ୍) କରାଯିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହି ମାମଲାରେ ରବର୍ଟଙ୍କୁ କ୍ଲିନଚିଟ୍ ଦିଆଯାଇଥିବା ନେଇ କେତେକ ଗଣମାଧ୍ୟମରେ ଖବର…
Read More...

ସେନା ଗାଡ଼ି ଆକ୍ରମଣ ପଛରେ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ସେନା ଗାଡି ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ଗୁଇନ୍ଦା ବିଭାଗ କହିଛି। ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ…
Read More...

ଶନିବାର ରାଶିଫଳ (୨୨/୦୪/୨୦୨୩)

ମେ​​ଷ :​‌​‌ ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ସହନଶୀଳ ମନୋଭାବ ଆପଣଙ୍କୁ ମହାନ୍‌ କରିପାରେ। ବୃଷ :…
Read More...

ରେଳସେବାରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଉପେକ୍ଷିତ

ନବରଙ୍ଗପୁର :  ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରେଳ ସେବାରୁ ବଞ୍ଚିତ ହୋଇ ରହିଛି। ଏହି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଜୟପୁର-ନବରଙ୍ଗପୁର  ଏବଂ ଜୟପୁର- ମାଲକାନଗିରି ନୂଆ ବ୍ରଡଗେଜ ରେଳ ଲାଇନର ଦୁଇଟି…
Read More...

ଢେଙ୍କିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପାଟଣା : ଢେଙ୍କିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ଶିକ୍ଷକ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗଦେଇ ଉପସ୍ଥିତ ଅଭିଭାବକ ମାନଙ୍କୁ ଶୁଭେଚ୍ଛା…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ଅମଲା ମଞ୍ଚର ଦାବିପତ୍ର ପ୍ରଦାନ

କେନ୍ଦୁଝରଗଡ଼ : ଅମଲା ମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଦକ୍ଷତା ସତ୍ତ୍ବେ ସରକାର ବେତନ ପ୍ରଦାନରେ ତାରତମ୍ୟ ରଖୁଥିବାରୁ ଲେଭେଲ-୯କୁ ବୃଦ୍ଧି ସହ ଗ୍ରେଡ ପେ ୪୨୦୦ଟଙ୍କା ପ୍ରଦାନ ଦାବିରେ…
Read More...

ଜିଲା ପ୍ରଶାସନ ନିକଟରେ ଫେରାଦ ହେଲେ ଗ୍ରାମବାସୀ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ଜଂଘିରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଗ୍ରାମବାସୀ ଶୁକ୍ରବାର ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ…
Read More...

ଟେଣ୍ଡରରେ ଅଟକିଛି ପଳାଶପଙ୍ଗା-ବାମେବାରୀ ରାସ୍ତା

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା କେନ୍ଦୁଝର ଇନ୍‌‌ଫ୍ରାଷ୍ଟକ୍‌‌ଚର ଡେଭଲପମେଣ୍ଟ କମ୍ପାନୀ (କିଡକୋ) ପକ୍ଷରୁ ଉନ୍ନତୀକରଣ…
Read More...

ଅଗ୍ନି ନିରାପତ୍ତା ସଚେତନତା ପାଇଁ ମକ୍‌‌ଡ୍ରିଲ

ଆଠଗଡ :  ଜାତୀୟ ଅଗ୍ନିଶମ ସେବା ସୁରକ୍ଷା ସପ୍ତାହ ଅବସରରେ ଆଠଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସଚେତନତା ପାଇଁ ବଜାରରେ ଏକ ଛୋଟ ମଲରେ ମକଡ୍ରିଲ କରାଯାଇଥିଲା । ଆଠଗଡ ସହକାରୀ ଅଗ୍ନିଶମାଧିକାରୀ ଦୁଷ୍ମନ୍ତ…
Read More...

ବରିଷ୍ଠ ଅଧିକାରୀଙ୍କ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ

ଆଠଗଡ : ଆଠଗଡ ଓ ତିଗିରିଆ ଅଞ୍ଚଳକୁ ପାଇପ ଯୋଗେ ମହାନଦୀରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ରାଜ୍ୟସରକାରଙ୍କର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ…
Read More...

କାଠ ମାଫିଆଙ୍କ ଉପରେ ଭିଜିଲାନ୍ସ ଚଢାଉ

ଆଠଗଡ :  ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମେଘା ପଞ୍ଚାୟତର ଧୁରୁକୁଡିଆ ଗ୍ରାମରେ ନିୟମିତ ଚୋରା କାଠ ବ୍ୟବସାୟ କରୁଥିବା କାଠମାଫିଆଙ୍କ କୁକୁଡାଫାର୍ମ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇ ବହୁ ପରିମାଣରେ କାଠ ଜବତ…
Read More...

ଆଠଗଡ କଂଗ୍ରେସ ପକ୍ଷରୁ ଜାନକୀ ବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ :  ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ତିରୋଧାନ ଦିବସରେ ଆଠଗଡ କଂଗ୍ରେସ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି…
Read More...

ବିଡିଓଙ୍କୁ ଫେରାଦ ହେଲେ ନାଏବ ସରପଞ୍ଚ ଏବଂ ଓାର୍ଡସଭ୍ୟ

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତରେ ହାଟ ନିଲାମକୁ କେନ୍ଦ୍ରକରି ଗୁରୁବାର ସରପଞ୍ଚ ଏବଂ ଓାର୍ଡ ସଭ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ତିଲେଶ୍ୱର ସରପଞ୍ଚର କେତେଜଣ…
Read More...

ଦଲାଇଲାମାଙ୍କ ପ୍ରତି ଅପମାନକୁ ନିନ୍ଦା କରି ପ୍ରତିବାଦ ଜଣାଇଲେ ଶହଶହ ଶରଣାର୍ଥୀ 

ଚାନ୍ଦିପୁଟ : ଗଜପତି ଜିଲ୍ଲାରେ ବସବାସ କରୁଥିବା ଶହ ଶହ ତିଦ୍ଦତୀୟ ଶରଣାର୍ଥୀ ମାନେ ଶୁକ୍ରବାର ରାଜ ରାସ୍ତାକୁ ଓଲ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚନ୍ଦ୍ରଗିରି ଅଞ୍ଚଳର ତିଦ୍ଦତୀୟ ଶରଣାର୍ଥୀ ହାତରେ ପ୍ଳାକାର୍ଡ ଓ…
Read More...

ଡଃ. ସଦାଶିବ ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ

ନବରଙ୍ଗପୁର : ନବରଙ୍ଗପୁର ମାଟିର ଯୋଗ୍ୟତମ ସନ୍ତାନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ନବରଙ୍ଗପୁର ଜିଲା ପ୍ରଶାସନ ତରଫରୁ  ଜିଲା ସଦର…
Read More...

ଅନ ଲାଇନ ଟ୍ରେଡିଂ ନାମରେ ୫ କୋଟି ଠକେଇ ; ଦୁଇ ଯୁବକଙ୍କୁ ଗିରଫ କଲା ଇଡି

ସୋର : ବାଲେଶ୍ୱର ଜିଲା, ସୋର ସହର ଉତ୍ତରେଶ୍ୱର ଗାଁର ଦୁଇ ଜଣ ଯୁବକ ଏକ ବ୍ରୋକର ହାଉସ ଖୋଲି ଲୋକମାନଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଆଜି ଅର୍ଥନୈତିକ ଅପରାଧିକ ଶାଖା(ଇଡି) ପକ୍ଷରୁ…
Read More...

୯୦୦ ଟଙ୍କାରେ ପୋଟଳ !

ଦେଶୀ ବଜାରରେ ପୋଟଳ ଦର ଏବେ ଚଢ଼ା ଅଛି। ସବୁବର୍ଗର ଲୋକେ ଏଇ ଦାମୀ ପରିବାକୁ କିଣି ପାରୁନାହାନ୍ତି। ଦିଲ୍ଲୀ ବଜାରରେ କିଲେ ପୋଟଳ ୧୨୦-୧୫୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଲଣ୍ଡନ ବଜାରରେ ଆମ ଦେଶୀ ପୋଟଳ ୯୦୦ ଟଙ୍କାରେ…
Read More...

ଆହୁରି ୩୬ ଘଣ୍ଟା ଅଗ୍ନିବର୍ଷା

ଭୁବନେଶ୍ବର : ପୂର୍ବପରି ଗୁରୁବାର ମଧ୍ୟ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ୨୮ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରେକର୍ଡ ହୋଇଛି। ଗୁରୁବାର ବୌଦ୍ଧରେ ସର୍ବାଧିକ ଦିନ…
Read More...

ଆଜି ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ

‘ଅବକାଶ ଗୃହକାର୍ଯ୍ୟ’କୁ ପ୍ରୋତ୍ସାହିତ କରିବେ ଅଭିଭାବକ ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ଶୁକ୍ରବାରଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ…
Read More...

ଜାନକୀ ବଲ୍ଲଭ ପଟ୍ଟନାୟକ

୧୯୨୭ ଜାନୁଆରୀ ୩ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଶିକ୍ଷା ଲାଭ କରିଥିଲେ। ସାମ୍ବାଦିକ ଭାବେ ପେସାଗତ ଜୀବନ ଆରମ୍ଭ କରିଥିବା ଜାନକୀ ବଲ୍ଲଭ…
Read More...

୮ରୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୂରଭଞ୍ଜକୁ ଦୁଇଦିନିଆ…
Read More...

ବୋଲର, ୱାର୍ଣ୍ଣର ଚମକିଲେ ; ଖାତା ଖୋଲିଲା ଦିଲ୍ଲୀ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ୬ଷ୍ଠ ମ୍ୟାଚ୍‌ରେ ପଏଣ୍ଟ ଖାତା ଖୋଲିପାରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଗୁରୁବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୪ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଗୁରୁବାର ଏହି ବର୍ଷା…
Read More...

ଅନ୍‌ଲାଇନରେ ହେବ ଲିଖିତ, ପରୀକ୍ଷା

ଭୁବନେଶ୍ୱର : ସେନାବାହିନୀରେ ଅଗ୍ନିବୀର ଓ ଅନ୍ୟମାନଙ୍କ ପାଇଁ ଯୋଗଦେବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପରୀକ୍ଷାର୍ଥୀ ପ୍ରଥମେ ସଞ୍ଚାର (ଅନ୍‌ଲାଇନ)ରେ ନିଜର…
Read More...

ଡୁ ପ୍ଲେସି, କୋହଲିଙ୍କ ଅର୍ଦ୍ଧଶତକ ପରେ ସିରାଜ୍‌ଙ୍କୁ ୪ ୱିକେଟ୍ : ପଞ୍ଜାବକୁ ହରାଇଲା ଆର୍‌ସିବି

ଜୟପୁର : ଗୁରୁବାର ଆଇପିଏଲ୍‌ର ୨୭ଶ ମ୍ୟାଚ୍‌ ପରେ ଫାଫ୍‌ ଡୁ ପ୍ଲେସି କହିଥିଲେ, ଇମ୍ପାକ୍ଟ ଖେଳାଳି ନିୟମ ନଥିଲେ ସେ ଏହି ମ୍ୟାଚ୍‌ ଖେଳି ନଥାଆନ୍ତେ। କାରଣ ତାଙ୍କ ନିତମ୍ବରେ ଆଘାତ ଲାଗିଥିଲା। ବିରାଟ କୋହଲିଙ୍କୁ…
Read More...

ଶୁକ୍ରବାର ରାଶିଫଳ (୨୧.୦୪.୨୦୨୩)

ମେଷ :  ଲୋକପୂଜ୍ୟ ହେବା ଆଶା କରାଯାଏ। ଲୋଭାସକ୍ତ ହେବାର ସୂଚନା ମିଳୁଛି। ପରୋପକାରୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଶାଳୀ ହେବାର ସୁଯୋଗ ସୃଷ୍ଟି ହୋଇଛି। କୃପଣ ହୋଇପାରନ୍ତି। ବୃଷ : ଦେବ କାର୍ଯ୍ୟ ସମ୍ପାଦନ…
Read More...

ଧବଳେଶ୍ୱର ପୂଜକଙ୍କ ପରଲୋକ

ଗୁରୁଡିଝାଟିଆ : ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ବରିଷ୍ଠ ପୂକକ ବ୍ରଜକିଶୋର ପତ୍ରୀ(ଚଗଲାନନା)ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପତ୍ରୀ ଧବଳେଶ୍ୱର ପୀଠର ଉନ୍ନତି,ପ୍ରଭୁଙ୍କ ନୀତିକାନ୍ତିକୁ…
Read More...

୮୯୭୦ଲିଟର ପୋଚ ନଷ୍ଟ, ୮୪୦ ଲିଟର ମଦ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ସରସ୍ୱତୀପୁର, ଖଣ୍ଡୁଆଳି ଓ ଡାଳୁଆ ଅଞ୍ଚଳ ଜିଲ୍ଲାରେ ଚୋରା ଦେଶୀମଦ ରନ୍ଧନର ଅପଖ୍ୟାତି ମୁଣ୍ଡାଇଛି । ବର୍ଷତମାମ ଅବକାରୀ ବିଭାଗ ଚଢାଉ କରିଛି ତ ପୁଣି କେତେବେଳେ ମିଳିତ…
Read More...

ଲୁହା ପାଇପ ଚୋରି ଅଭିଯୋଗରେ ୪ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଳକ ଅନ୍ତର୍ଗତ ଜହ୍ନ।ପଡା ଅଞ୍ଚଳରେ ପାନୀୟ ଜଳଯୋଗାଣ ନିମନ୍ତେ ଏଲଏନଟି ପକ୍ଷରୁ କେନାଲ କଡରେ ରହିଥିବା ୩୦୦ ଏମଏମର ୧୧ ଗୋଟି ଲୁହା ପାଇପ ଚୋରି ହୋଇଥିବା ଅତାବିରା ଥାନାରେ କମ୍ପାନୀ…
Read More...

ପାଣି ନ ମିଳିବାରୁ ୨ ପମ୍ପ ହାଉସରେ ତାଲା ପକାଇଲେ ମହିଳା

ପାଟଣା : ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଅନୁଦାନରେ ନିର୍ମିତ ଓଭରହେଡ ପାଣି ଟାଙ୍କି ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ଥାଉ ଥାଉ ଢେଙ୍କିକୋଟର ପ୍ରତେକ ପରିବାର କିପରି ପିଇବା ପାଣି ଟ୍ୟାପରୁ…
Read More...

ପଛୁଆ ବର୍ଗ ସର୍ବେକ୍ଷଣ ପାଇଁ ପ୍ରଶିକ୍ଷଣ ଶିବିର

ପାଟଣା : ପାଟଣା ବ୍ଲକରେ ଓବିସି ଓ ଏସଇବିସି ସର୍ବେକ୍ଷଣ ପାଇଁ ଅଙ୍ଗନବାଡି କର୍ମୀ ଓ ପରିଦର୍ଶିକା ମାନଙ୍କୁ ୨ଟି ପର୍ଯ୍ୟାୟରେ ୬ ଦିନ ଧରି ତାଲିମ ପ୍ରଦାନ କରାଯାଇଛି । ଏପ୍ରିଲ ୧୦ ରୁ ୧୨ ଏବଂ ୧୮ ରୁ ୨୦ ତାରିଖ…
Read More...

ଜାମ୍ମୁ-କାଶ୍ମୀରର ପୁଞ୍ଛରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ

ସାକ୍ଷୀଗୋପାଳ : ଜାମ୍ମୁ-କାଶ୍ମୀରର ପୁଞ୍ଛରେ ସେନା ଗାଡ଼ିରେ ନିଆଁ ଲାଗି ୫ ଯବାନ ଶହୀଦ ହୋଇଛନ୍ତି । ଏହି  ଘଟଣାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଥିବା ଜଣାପଡିଛି । ଶହୀଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର…
Read More...

ପୃଥକ ଅପରାଧିକ ମାମଲାରେ ୨ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ୨ଟି ପୃଥକ୍ ଅପରାଧିକ ମାମଲାରେ ୨ଜଣଙ୍କୁ ଗିରଫ କରିଛି । ଗୋଟିଏ ଘଟଣାରେ ଜଣେ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ…
Read More...

ଅନୁଶୟା ବିଶ୍ଵାଳ ହେଲେ ଏନ୍ଏସି ଉପାଧ୍ୟକ୍ଷା

ରେଙ୍ଗାଲିକ୍ୟାମ୍ପ :  ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞପିତ ଅଞ୍ଚଳ ପରିଷଦ ୧୧ ନଂ  ୱାର୍ଡର କାଉନସିଲର ଅନୁଶୟା ବିଶ୍ଵାଳ  ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।  କାଉନସିଲର ଶିବାନନ୍ଦ ତ୍ରିପାଠୀ ଓ ପ୍ରମିଳା ପ୍ରଧାନ…
Read More...

୭୬ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ପିପିଲି : ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ କରଣ ସାହି ଗ୍ରାମ୍ୟ ଛକ ଠାରେ ଥିବା ଲୋଟସ ମଣ୍ଡପ ସମ୍ମୁଖରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୭୬ଗ୍ରାମ ଧଳାଜହର ଜବତ କରାଯାଇଛି । ଏହି ଘଟଣାରେ…
Read More...

ପ୍ରମୁଖ ଶାସନ ସଚିବ ତଥା ଜିଏସଟି କମିଶନରଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

କେନ୍ଦୁଝରଗଡ : ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଏସଟି କମିଶନର ସଞ୍ଜୟ କୁମାର ସିଂହ ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ…
Read More...

ଉତ୍ତର ଓଡିଶା ଯୁବ ବିଜେଡି ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ

କେନ୍ଦୁଝରଗଡ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୭ତମ ବର୍ଷ ପୂର୍ତ୍ତି ଅବସରରେ ଉତ୍ତର ଓଡ଼ିଶା ବିଜୁ ଜନତା ଦଳ ବାଲେଶ୍ୱର ଜୋନ୍ ପକ୍ଷରୁୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ମହାନ…
Read More...

ପୌରପାଳିକା ପକ୍ଷରୁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌‌ଘାଟିତ

କେନ୍ଦୁଝରଗଡ : କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣଙ୍କ ନିମନ୍ତେ ଏକ ବିଶୁଦ୍ଧ ଓ ଥଣ୍ଡା ପାନୀୟଜଳ ଯୋଗାଣ ପ୍ରକଳ୍ପ ‘ଆମ ଅମୃତଝର’କୁ ନଗରପାଳ ନିକୁ ସାହୁ ଗୁରୁବାର ଉଦ୍‌‌ଘାଟନ କରିଛନ୍ତି…
Read More...

ଆଜିଠୁ ଓଡ଼ିଶା ଦକ୍ଷତା ସମ୍ମେଳନ

ଭୁବନେଶ୍ବର : ରାଜ୍ୟ ସରକାର ଗୁରୁବାରଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ…
Read More...

ବୋଲରଙ୍କ ସଫଳତା; ରାଜସ୍ଥାନକୁ ୧୦ ରନ୍‌ରେ ପରାସ୍ତ କଲା ଲକ୍ଷ୍ନୌ

ଜୟପୁର : ଆଇପିଏଲ୍‌ରେ ବୁଧବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ରାଜସ୍ଥାନ ରୟାଲ୍‌ସକୁ ୧୦ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍‌ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୭…
Read More...

ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ରାଶି ବୃଦ୍ଧି

ଭୁବନେଶ୍ବର : ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ୍ ସ୍କଲାରସିପ୍ (ମେଧାବୃତ୍ତି) ରାଶିକୁ ବୃଦ୍ଧି କରାଯାଇଛି। ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ…
Read More...

‘ସବୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇବା ଲକ୍ଷ୍ୟ’

ଖୋର୍ଦ୍ଧା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର…
Read More...

ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ବଡ଼ କମ୍ପନ

ଅଜିତ ପୱାରଙ୍କୁ ନେଇ କଳ୍ପନାଜଳ୍ପନା ଜାରି, ବିଜେପି ସହ ଅଜିତ ମିଶିଲେ ସରକାରରୁ ଶିବସେନା ଓହରିବ ମୁମ୍ବଇ : ଏନ୍‌ସିପି ନେତା ଅଜିତ ପୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ଦୋଦୁଲ୍ୟମାନ ସ୍ଥିତିରେ ଥିବାବେଳେ ତାଙ୍କର…
Read More...

କର୍ଣ୍ଣାଟକ ନିର୍ବାଚନ : ଟଙ୍କିକିଆ ମୁଦ୍ରାରେ ଅମାନତ ଅର୍ଥ ଦେଲେ ପ୍ରାର୍ଥୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ସ୍ବାଧୀନ ପ୍ରାର୍ଥୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀଙ୍କୁ ଅମାନତ ବାବଦକୁ ୧୦ ହଜାର ଟଙ୍କା…
Read More...

ବୁର୍ଲାରେ ବନ୍ଦର ପ୍ରଭାବ : ରୋଗୀସଂଖ୍ୟା ୭୦ ପ୍ରତିଶତ ହ୍ରାସ

ବୁର୍ଲା : ପଶ୍ଚିମ ଓଡିଶା ବନ୍ଦ ଡାକରାର ପ୍ରଭାବ ଶିକ୍ଷା ତଥା ସ୍ୱାସ୍ଥ୍ୟର ନଗରୀ ବୁର୍ଲା ସହରରେ ମଧ୍ୟ ଦେଖିବାକୁ ମିଳିଛି। ସମ୍ବଲପୁରରେ ହନୁମାନ ଜୟନ୍ତି ସମୟରେ ଶୋଭାଯାତ୍ରା ଉପରେ ପଥରମାଡ଼ ଏବଂ ଜଣେ ହିନ୍ଦୁ ଯୁବକଙ୍କୁ…
Read More...

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

କେନ୍ଦୁଝରଗଡ : ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା କରିଛନ୍ତି। ଜିଲା ପ୍ରଶାସନର ଅଭିନବ…
Read More...

ରାଜ୍ୟପାଳଙ୍କ ଦ୍ବାରା ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ପୁରୀ :  ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା କର୍ମଶାଳା ଏବଂ ଅଷ୍ଟାଦଶ ବାର୍ଷିକ ଉତ୍ସବ ବୁଧବାର ପୁରୀରେ ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାହାକୁ ଉଦ୍‌ଘାଟନ…
Read More...

ଗୁରୁବାର ରାଶିଫଳ (୨୦.୦୪.୨୦୨୩)

ମେଷ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ବୃଷ :…
Read More...

ଏସସି-ଏସଟି ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟ ଦେଇନାହାନ୍ତି ୪୮ ବିଦ୍ୟାଳୟ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ନବମ ଏବଂ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ତଥ୍ୟ ଖୋର୍ଦ୍ଧା ଜିଲାର ୪୮ଟି ବିଦ୍ୟାଳୟ ଦେଇନାହାନ୍ତି।…
Read More...

ସମାଜସେବୀଙ୍କ ପରଲୋକ

ତମାଣ୍ଡୋ : ମେଣ୍ଢାଶାଳ ଅଞ୍ଚଳର ସମାଜସେବୀ ତଥା ବରିଷ୍ଠ କଂଗ୍ରେସ କର୍ମୀ  ପ୍ରାଣବନ୍ଧୁ ମହାରଣାଙ୍କ  ପରଲୋକ ହୋଇଛି। ସେ ଘର ବାହାରେ ଫୁଲ ତୋଳୁଥିବା ବେଳେ ହଠାତ୍ ପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ…
Read More...

ପ୍ରାକ୍‌ ଜଟିଳ ପାକସ୍ଥଳୀ ରୋଗ ନିରୂପଣ

ଭୁବନେଶ୍ବର :  ଜଣେ ୬୦ବର୍ଷର ମହିଳାଙ୍କ ପାକସ୍ଥଳୀରେ ‘ମଲ୍ଟ ଲିମ୍ଫୋମା’ ନାମକ ଏକ ଜଟିଳ ରୋଗକୁ ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏ‌େ‌ଣ୍ଟ୍ରାଲୋଜି ଆଣ୍ଡ ଲିଭର ସାଇନ୍ସରେ ପ୍ରାଥମିକ ଅବସ୍ଥାରୁ…
Read More...

ଚୋରା ମହୁଲି ମଦ ପ୍ରସ୍ତୁତକାରୀଙ୍କ କୁଟୀର ଶିଳ୍ପ ପାଲଟିଛି ପାଟଣା ଅବକାରୀ ଥାନା ଅଞ୍ଚଳ 

ପାଟଣା : ଚୋରା ମହୁଲି ମଦ ପ୍ରସ୍ତୁତକାରୀଙ୍କ ପାଇଁ ପାଟଣା ଅବକାରୀ ଥାନା ଅଞ୍ଚଳ ପେଣ୍ଠସ୍ଥଳୀ ପାଲଟିଛି। ପାଟଣା ଅବକାରୀ ଥାନାର ଅଧିକାରୀଙ୍କ ପରେ ଅଧିକାରୀ ବଦଳୁଛନ୍ତି ହେଲେ ଚୋରା ମଦ ପ୍ରସ୍ତୁତକାରୀଙ୍କ ଉପରେ ଅଙ୍କୁଶ…
Read More...

ଏସ୍ଓଜି ଜବାନଙ୍କ ମାନବିକତା : ଗୁରୁତର ରୋଗୀଙ୍କୁ ଭାରରେ ଡାକ୍ତରଖାନା ନେଲେ

ଫୁଲବାଣୀ : : କନ୍ଧମାଳ ଜିଲାର ବିିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ଏସ୍.ଓ.ଜି ଜବାନ । ବିଭିନ୍ନ ସମୟରେ ମାଓବାଦୀଙ୍କୁ ଦମନ କରିବା ହେଉ କିମ୍ବା ମାଓବାଦୀଙ୍କ କ୍ୟାମ୍ପ ଓ ମାଓ ସାମଗ୍ରୀ ଜବତ କରିବାରେ…
Read More...

ଅସହ୍ୟ ହେଲାଣି ପ୍ରଚଣ୍ଡ ତାତିକୁ ତୁହାକୁ ତୁହା ବିଦ୍ୟୁତ କାଟ

ଗୁରୁଡିଝାଟିଆ : ତାତି ଅସମ୍ଭାଳ। ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ତା’ ସାଙ୍ଗକୁ ଅପରାହ୍ନରେ ଗୁଳୁଗୁଳି ଯନ୍ତ୍ରଣା ତାତିକୁ ବଳିପଡୁଛି। ଏଥିରେ ପୁଣି ତୁହାକୁ ତୁହା ବିଦ୍ୟୁତ୍ କାଟ । ଅସ୍ତବ୍ୟସ୍ତ…
Read More...

ପୋଖରୀରେ ଗାଧୋଇବା ବେଳେ ଅଘଟଣ :

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଆଡେଣିଗଡ ବଦଲାସାହିରେ ବୁଧବାର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ ଆଜି ଅପରାହ୍ନରେ ବଦଲାସାହିର ଅଶୋକ ମାଝିଙ୍କ ପୁଅ ଅଭିନାଶ…
Read More...

ଅଶ୍ୱେନୀ ବାସେଳୀଙ୍କ ଚୈତ୍ରପର୍ବ ମହୋତ୍ସବ

ଚୌଦ୍ୱାର : ସ୍ଥାନୀୟ ବାଜି ରାଉତ ଯୁବକ ସଂଘ ଆନୁକୁଲ୍ୟରେ ଇଷ୍ଟଦେବୀ ମା ଅଶ୍ୱେନୀ ବାସେଳୀଙ୍କ ଚୈତ୍ରପର୍ବ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଯୁବକ ସଂଘ ସଭାପତି ବିଜୟ କୁମାର ବେହେରାଙ୍କ ପୌରୋହିତ୍ୟରେ ବଡ଼ ବଜାରସ୍ଥିତ…
Read More...

ସେସୁଠାରୁ ମହିଳା ଏସଏଚଜିଙ୍କ ବକେୟା ପ୍ରାପ୍ୟ ଦାବି

ଆଠଗଡ : ରାଜ୍ୟ ସରକାର ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ମହିଳା ଏସଏଚଜି ଗୁଡିକ ତାର ସୁଫଳ ପାଇପାରୁ…
Read More...

ଛାତ୍ରୀ ଓ ଶିକ୍ଷୟିତ୍ରୀ ଅସୁରକ୍ଷିତ, ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା

ଆଠଗଡ :  ଆଠଗଡର ବହୁ ପୁରାତନ ସରକାରୀ ବାଳିକା ହାଇସ୍କୁଲର ପଛପାଖର ପାଚେରୀ ୨ଟି ସ୍ଥାନରେ ପ୍ରାୟ ୨ବର୍ଷରୁ ଅଧିକ ସମୟ ହେବ ଭାଙ୍ଗିଯାଇଛି । ଫଳରେ ବହୁ ଅସମାଜିକ ତତ୍ତ୍ୱ ବିଦ୍ୟାଳୟ ମଧ୍ୟରେ ଅବାଧ ବିଚରଣ କରିବା ସହ…
Read More...

ଗୋପବନ୍ଧୁ ସ୍ନାତକ ମହିଳା କଲେଜରେ ଇଂରାଜୀ ପାଠଚକ୍ର

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ସ୍ନାତକ ମହିଳା କଲେଜର ଇଂରାଜୀ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଷୟଭିତ୍ତିକ…
Read More...

ବିଦ୍ୟୁତ୍‌‌ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଆଠଗଡ : ଆଠଗଡ ବିଦ୍ୟୁତ୍‌‌ ବିଭାଗ ଅଧିନ ଖୁଣ୍ଟୁଣୀ ସେକ୍ସନରେ କାର୍ଯ୍ୟରତ ଜଣେ ବିଦ୍ୟୁତ୍‌‌ କ୍ଷେତ୍ର କର୍ମଚାରୀଙ୍କର ମଙ୍ଗଳବାର ଅପରାହ୍ନରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କୁଲେଇଲୋ ପଞ୍ଚାୟତ…
Read More...

କାଲିଠୁ ନୀଳଗିରି ବଜାରରେ ମିଳିବନି ପନିପରିବା !

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଏନଏସି ପକ୍ଷରୁ ଏକ ନୂତନ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯାଇ ମାର୍କେଟ ଭିତରେ ବ୍ୟବସାୟ ପସରା ମେଲାଉଥିବା ଦୋକାନୀଙ୍କୁ ଥଇଥାନ କରାଯାଇଥିଲା । କିନ୍ତୁ ଏକାଧିକ ଅମାନିଆ…
Read More...

‘ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ’ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର : ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କର ଏକ ସୁନ୍ଦର ସଙ୍ଗୀତ ସଂଧ୍ୟା ବୁଧବାର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏସ ଏସ ମିଡ଼ିଆ…
Read More...