ପଛୁଆ ବର୍ଗ ସର୍ଭେକୁ କୁଲତା ସମାଜର ସ୍ୱାଗତ

ସମ୍ବଲପୁର : ରାଜ୍ୟରେ ଆରମ୍ଭ ହୋଇଥିବା ପଛୁଆ ବର୍ଗ ମାନଙ୍କର ସର୍ଭେ କାର୍ଯ୍ୟକୁ କୁଲତା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି। ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୭ ଦିନ…
Read More...

ମା’ ଲିମସରିଏନ ଯୁବକ ସଚେତନ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର  : ଗ୍ରୀଷ୍ମର ପ୍ରବାହ ଓ ସମ୍ବଲପୁରରେ ଦୀର୍ଘ ଦିନର ଅଶାନ୍ତ ବାତାବରଣ ଯୋଗୁଁ ଏବେ ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି ସମସ୍ୟାକୁ ଧ୍ୟାନରେ ରଖି ମା ଲିମସରିଏନ ଯୁବକ ସଚେତନ ସଂଘ ପକ୍ଷରୁ ଏକ…
Read More...

ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

ସମ୍ବଲପୁର : ପୂର୍ବତଟ ରେଳବାଇ ମହିଳା ସଙ୍ଗଠନର ସମ୍ବଲପୁର ଶାଖା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର ସୋମବାର ଉଦଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।…
Read More...

ତିନି ଦିନିଆ ମେଟ୍ ତାଲିମ ଶିବିର

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକର ସମ୍ୱନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସଭା ଗୃହରେ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମେଟ୍ ମାନଙ୍କ ତିନି ଦିନିଆ ତାଲିମ୍ ଶିବିର ଆରମ୍ଭ ହୋଇଛି । ଶିବିରର…
Read More...

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମୋହନା ଓ ଚନ୍ଦ୍ରଗିରିରେ ସମୀକ୍ଷା ବୈଠକ

ମୋହନା : ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ମଙ୍ଗଳବାରଠୁ ୨ ଦିନିଆ ଗଜପତି ଜିଲ୍ଲାର ମୋହନା ଓ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୌଦ୍ଧ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଅପରାହ୍ନ ୪ଟାରେ ସ୍ଥାନୀୟ ସରକାରୀ…
Read More...

କେରଳରେ ଡଙ୍ଗାବୁଡ଼ି ଘଟଣା : ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ତିରୁଅନନ୍ତପୁରମ୍ : କେରଳର ମାଲାପୁରମ୍‌‌ ଜିଲ୍ଲା ତନୁର୍‌‌ ନିକଟସ୍ଥ ଅତୁମବ୍ରାମ୍‌‌ ଥୋବାଲ୍‌‌ ଥେରାମ୍‌‌ଠାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ିଯିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ଅନେକ ମହିଳା ଓ…
Read More...

ଶେଷ ବଲ୍‌ରେ ଛକା ; ରାଜସ୍ଥାନକୁ ହରାଇଲା ସନ୍‌ରାଇଜର୍ସ

ଜୟପୁର : ରବିବାର ଆଇପିଏଲ୍‌ ମ୍ୟାଚ୍‌ର ନାଟକୀୟ ଅନ୍ତଃ ଘଟିଛି। ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦର ଅବ୍‌ଦୁଲ ସମାଦ୍‌ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ଏହ ନୋ’ବଲ୍‌ ଥିବାରୁ…
Read More...

ପୁରୀରେ ଆଜିଠୁ ୨ ଦିନିଆ ବିଶ୍ବ ଜଳ ସମ୍ମିଳନୀ

ପୁରୀ :  ପୁରୀରେ ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ ଆଜିଠୁ  ଅନୁଷ୍ଠିତ ହେବ। ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶର ଜଳ ସମସ୍ୟା…
Read More...

ଆଜି ଲଘୁଚାପ ; ଏପର୍ଯ୍ୟନ୍ତ ଓଡ଼ିଶାକୁ ଭୟ ନାହିଁ

ଭୁବନେଶ୍ବର :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଶନିବାର ସୃଷ୍ଟ ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଛି।…
Read More...

ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସଙ୍କୁ ଅତିବଡ଼ୀ ସମ୍ମାନ

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । ୨୦୨୧ ପାଇଁ ବିିଶିଷ୍ଟ ସାରସ୍ବତ ସାଧିକା ପଦ୍ମଭୂଷଣ ପ୍ରତିଭା ରାୟ, ୨୦୨୨ ପାଇଁ…
Read More...

୨୦୨୪ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବେ କେବଳ ମହିଳା

ନୂଆଦିଲ୍ଲୀ : ଆଗାମୀ ୨୦୨୪ ସାଧାରଣତନ୍ତ୍ର ଦିବସ ସ୍ବତନ୍ତ୍ର ଢଙ୍ଗରେ ପାଳନ ହେବାକୁ ଯାଉଛି। ୨୦୨୪ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ, ପ୍ରଜ୍ଞାପନ ମେଢ ଓ ଅନ୍ୟାନ୍ୟ…
Read More...

ଆଭାସି ଶୁଣାଣି ସାମ୍ପ୍ରତିକ ଆବଶ୍ୟକତା: ବିଚାରପତି ବୋପନ୍ନା

କଟକ : କରୋନା ମହାମାରୀ ସମୟରେ ବିଶ୍ୱରେ ବହୁ ପରିବର୍ତ୍ତନ ଆସିଛି। ସେ ସମୟରେ ଅଦାଲତରେ ମାମଲା ପରିଚାଳନା ଆଭାସି(ଭର୍ଚୁଆଲ) ମାଧ୍ୟମରେ ହେଉଥିଲା। କାଗଜବିହୀନ ଅଦାଲତ ପରିଚାଳନା କରୋନା ସମୟରେ ସମ୍ଭବ ହୋଇପାରିଛି। ତେଣୁ…
Read More...

ଜୟନ୍ତୀଙ୍କୁ ୩ୟ, ପଙ୍କଜ ଜିତିଲେ ୨ୟ ସ୍ବର୍ଣ୍ଣ

କଟକ  : ବେଙ୍ଗାଲୁରୁର ଶ୍ରୀ କେଣ୍ଟରେଭା ଷ୍ଟାଡ଼ିୟମରେ ଚାଲିଥିବା ଇଣ୍ଡିଆନ ଓପନ ପାରା ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ରବିବାର ଓଡ଼ିଶାକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି। ଧାବିକା ଜୟନ୍ତୀ ବେହେରା ତୃତୀୟ…
Read More...

ଶାହା, ଗିଲ୍‌ଙ୍କ ପ୍ରହାର; ଗୁଜରାଟର ବିପୁଳ ବିଜୟ

ଅହମ୍ମଦାବାଦ : ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲ୍‌‌ର ପ୍ଲେଅଫ୍‌ ଖେଳିବା ପ୍ରାୟ ନିଶ୍ଚିତ କରିଛି। ୧୧ଟି ମ୍ୟାଚ୍‌ରୁ ଗୁଜରାଟ ୮ଟି ଜିତି ୧୬ ପଏଣ୍ଟ ସହ ଶୀର୍ଷରେ ରହିଛି। ପୁଣି ଏହାର ନେଟ୍‌…
Read More...

ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ଫଟୋ ଉଠାଇ ଫାର୍ମାସିଷ୍ଟ ନିଲମ୍ବିତ

ଶୁକୃଳି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ନିକଟରେ ସେଲ୍‌ଫି ନେଇ ଏବେ ଅଡୁଆରେ ପଡିଛନ୍ତି ଜାମୁକେଶ୍ବର ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ମହଙ୍ଗା ପଡ଼ିଛି।…
Read More...

କେଜରିୱାଲଙ୍କ ବଙ୍ଗଳା ମରାମତିରେ ୧୭୧ କୋଟି ଖର୍ଚ୍ଚ : ଅଜୟ ମାକେନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳା ମରାମତି ବାବଦରେ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରିଛନ୍ତି କଂଗ୍ରେସ ନେତା ଅଜୟ ମାକେନ। ରବିବାର ମାକେନ କହିଛନ୍ତି ଯେ…
Read More...

ସୋମବାର ରାଶିଫଳ (୦୮.୦୫.୨୦୨୩)

ମେଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ବର୍ଜନୀୟ। ପଡ଼ୋଶୀ ଶତ୍ରୁ ହାନିକାରକ ହେବାର ସୂଚନା ମିଳୁଛି। ଜଳଯାତ୍ରା ବିପଦପୂର୍ଣ୍ଣ ହୋଇପାରେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ବୃଷ : ଆଜି…
Read More...

ମୋଦୀ କଲେ ଶୋଭାଯାତ୍ରା ; ସ୍କୁଟରରେ ବୁଲିଲେ ରାହୁଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାରୁ ରବିବାର କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ପକ୍ଷରୁ ଜୋରଦାର…
Read More...

ଦିବ୍ୟାଙ୍ଗ ପ୍ରହଲ୍ଲାଦ ରଣା ଜିତିଲେ ଭଏସ ଅଫ ବୌଦ୍ଧ ଟ୍ରଫି

ବୌଦ୍ଧ : ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଚାଲିଥିବା ଭଏସ ଅଫ୍ ବୌଦ୍ଧ ପ୍ରତିଯୋଗୀତାରେ ଦିବ୍ୟାଙ୍ଗ ପ୍ରହଲ୍ଲାଦ ରଣା ପ୍ରଥମ ସ୍ଥାନ ଅଧିକାର କରି ଭଏସ ଅଫ୍ ବୌଦ୍ଧ ଟ୍ରଫିର ବିଜେତା ହୋଇଛନ୍ତି ।…
Read More...

ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ : ବୌଦ୍ଧଜିଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରୀ…
Read More...

ମାରଣାସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ୪ ବଙ୍ଗୀୟ ଯୁବକ ଗୋପାଳପୁରରୁ ଗିରଫ

ଗୋପାଳପୁର : ଗୋପାଳପୁରର ଏକ ତାରକା ହୋଟେଲରେ ପର୍ଯ୍ୟଟକ ଭାବେ ରହୁଥିବା ୩ ବଙ୍ଗୀୟ ଯୁବକଙ୍କ ସମେତ ଜଣେ ଡ୍ରାଇଭରକୁ ମାରଣାସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରି ପୁଲିସ କଲକାତା ନେଇଥିବା…
Read More...

ଦୂଷିତ ପାଣି ପିଇ ଲୋକ ପେଟ ରୋଗରେ ଆକ୍ରାନ୍ତ, ବଧୁଧା ଯୋଜନା କାହାପାଇଁ ?

ମୋହନା  : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ସ୍ଵଚ୍ଛ ନିର୍ମଳ ପାନୀୟ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମୋହନା ଅଞ୍ଚଳର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ…
Read More...

ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଦୁର୍ଘଟଣା : ଭିସୁଟର ଜଣେ ଛାତ୍ର ମୃତ, ଜଣେ ଆହତ

ବୁର୍ଲା : ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଗୁରୁତର ଉଭୟେ ବୁର୍ଲା ଭିସୁଟ ଛାତ୍ର ବୋଲି ଜଣାପଡିଛି। ଉଭୟେ ସମ୍ବଲପୁର…
Read More...

ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର : ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ଗଠନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି । ଏହି କ୍ରମରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମାଁ…
Read More...

ଚାପ ମୁକ୍ତ ଜୀବନ ଉପରେ ବ୍ରହ୍ମକୁମାରୀ ପକ୍ଷରୁ କର୍ମଶାଳା

ସମ୍ବଲପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର କେନ୍ଦ୍ର ପକ୍ଷରୁ ଚାପ ମୁକ୍ତ ଜୀବନ ଉପରେ ବୁର୍ଲା ସ୍ଥିତ ନର୍ସିଂ ମହାବିଦ୍ୟାଳୟ ଠାରେ ଏକ ଆଧ୍ୟାତ୍ମିକ କର୍ମଶାଳା ଆୟୋଜିତ ହୋଇଯାଇଛି ।…
Read More...

ଜାତୀୟ ସେବା ଯୋଜନା ପକ୍ଷରୁ ଓ୍ବାଇ-୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ନର୍ଲା : ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ନର୍ଲା ପରିସରରେ ଓ୍ବାଇ-୨୦ ପରାମର୍ଶଦାତା (କନସଲଟେସନ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ଅବସ୍ଥା ଶୋଚନୀୟ

ହରଭଙ୍ଗା : ହରଭଙ୍ଗା-ଧଳପୁର ଐତିହାସିକ ଜଗନ୍ନାଥ ସଡକ ରାସ୍ତା ନିର୍ମାଣର ତିନିବର୍ଷ ନପୂରୁଣୁ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକାଂଶ ସ୍ଥାନରେ ପିଚୁ ଉଠି ଖାଲଖମାରେ ପରିଣତ ଯୋଗୁଁ ଯାତାୟତରେ ବହୁ ଅସୁବିଧା ହେଉଛି…
Read More...

କୃଷିମନ୍ତ୍ରୀଙ୍କ ଦ୍ୱାରା ୩ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ୩ନଂ ଜିଲ୍ଲାପରିଷଦ ଜୋନ ଅଧିନ ୩ଟି ପଞ୍ଚାୟତରେ ତିନୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ…
Read More...

ରବିବାର ନିଟ୍‌ (ୟୁଜି) ପ୍ରବେଶିକା ପରୀକ୍ଷା, ମଣିପୁରରେ ପରୀକ୍ଷା​‌ ବନ୍ଦ

ନୂଆଦିଲ୍ଲୀ :  ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍‌ (ୟୁଜି)-୨୦୨୩ ଆସନ୍ତାକାଲି(ରବିବାର) ଅନୁଷ୍ଠିତ ହେବ। ଦେଶର ୪୯୯ଟି ସହରର ବିଭିନ୍ନ କେନ୍ଦ୍ରରେ ଏବଂ ବିଦେଶର ୧୪ଟି ସହରରେ ଦିନ ୨ଟାରୁ ୫ଟା୨୦ ମଧ୍ୟରେ…
Read More...

ପୋଲ ତଳକୁ ଓଲଟିଲା ଗାଡି : ୧୫ରୁ ଉର୍ଦ୍ଧ୍ଵ ଆହତ,୩ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ସହର ସନ୍ନିକଟ ମହୁଲପାଳଠାରେ ପୋଲ ତଳକୁ ଏକ  ଟାଟା ଏସି ଗାଡି ଓଲଟି ପଡିବାରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ…
Read More...

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା : ବିଶ୍ୱବିଦ୍ୟାଳୟର ବିଦ୍ୟୁତ କର୍ମଚାରୀ ନିଲମ୍ବିତ

ଡେସ୍କ : ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମଏସ୍‌ସିବିୟୁ) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ବିଦ୍ୟୁତ ବିଭ୍ରାଟ ଓ  ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ…
Read More...

ତ୍ୱରିତ ନ୍ୟାୟ ପ୍ରଦାନ କରିବ ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା : ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼

ଡେସ୍କ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ବାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ। କଟକର ଜୁଡିସିଆଲ ଏକାଡେମୀରେ ଶନିବାରଠାରୁ…
Read More...

ମୟୂରଭଞ୍ଜ ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି

ଡେସ୍କ : ତିନି ଦିନିଆ ମୟୂରଭଞ୍ଜ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି  ବାରିପଦା ତଖତପୁର ସ୍ଥିତ ମହାରାଜା…
Read More...

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ

ଡେସ୍କ : ଭାରତୀୟ ପାଣିପାଗ ବିଭାଗର ପୁର୍ବ ଆକଳନ ଅନୁସାରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ତେବେ​ ‌୯ ତାରିଖ…
Read More...

ନାରୀ ଶିକ୍ଷା ଦେଶ ବିକାଶର ଏକ ମୁଖ୍ୟ ଉପାଦାନ : ରାଷ୍ଟ୍ରପତି

ଡେସ୍କ : ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ନୀରଜଙ୍କୁ ଦୋହା ଡାଏମଣ୍ଡ ଲିଗ୍‌ ଟାଇଟଲ

ଦୋହା  :  ଭାରତର ଅଲିମ୍ପିକ୍ ଚାମ୍ପିଆନ୍ ନୀରଜ ଚୋପ୍ରା ଜାଭେଲିନ୍‌ ଥ୍ରୋ’ରେ ଦୋହା ଡାଏମଣ୍ଡ ଲିଗ୍‌ ଟାଇଟଲ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କ  ନୀରଜ ଚୋପ୍ରା ଗତ ସେପ୍ଟେମ୍ବରରେ ସ୍ୱିଜରଲ୍ୟାଣ୍ଡରେ ୨୦୨୨ ଡାଇମଣ୍ଡ…
Read More...

ସତ୍ୟ ପ​ଥେ ଧର୍ମ ପଥେ….

ଇଂରାଜୀ ଭାଷାରେ କୁହାଯାଇଛି- ଅଲଟିମେଟ୍‌ ଟ୍ରୁଥ୍‌ ଇଜ୍‌ ମ୍ୟାନ। କଥାଟି ସଂପୂର୍ଣ୍ଣ ଭାବରେ ସତ୍ୟ। ସତ୍ୟର ମୂଳଭିତ୍ତି ଉପରେ ସମାଜ ଓ ସମାଜଜୀବନ ପର୍ଯ୍ୟବସିତ ଏବଂ ସତ୍ୟ ନ୍ୟାୟ ହିଁ ମଣିଷକୁ ତଥା ବିବେକ ବୁଦ୍ଧିକୁ…
Read More...

ବଞ୍ଚିବାର ଅଧିକାର ବନାମ ବିଡ଼ମ୍ବିତ ନ୍ୟାୟ

ବିଚାରାଧୀନ କଏଦୀ ଭାବେ ଜେଲ୍‍ରେ ପ୍ରାୟ ପନ୍ଦର ବର୍ଷ କାଟି ନି​‌େ​‌ର୍ଦାଷରେ ଖଲାସ ହେବା ପରେ ଗାଁକୁ ଫେରିଛନ୍ତି ମଞ୍ଜୁଲତା ମୁଦୁଲି। ଜଗତସିଂହପୁର ଜିଲାର ଜଣେ ଯାତ୍ରା କଳାକାରଙ୍କ ବଡ଼ଝିଅ ମଞ୍ଜୁ। ୨୦୦୮ ମସିହାରେ…
Read More...

ମାତୃହରା ମାତୃଭାଷା

ମଣିଷ ପଶୁଠାରୁ ବଢ଼ିଯିବାର କାରଣ ହେଲା, ପଶୁ କେବଳ ନିଜ ଅଭିଜ୍ଞତାରୁ ଶିଖେ। ଯେତେ ସେ ଠିକେ, ସେତେ ସେ ଶିଖେ। ମାତ୍ର ଅନ୍ୟର ଅଭିଜ୍ଞତାରୁ ସେ ଟିକିଏ କିଛି ବି ଶିଖି ପାରେନି। ମାତ୍ର ମଣିଷ ନିଜର ସୀମିତ ଉଦାହରଣକୁ କେବଳ…
Read More...

ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ-ମୁମ୍ବଇ ଓ ଦିଲ୍ଲୀ-ବାଙ୍ଗାଲୋର ମଧ୍ୟରେ ମୁକାବିଲା

ଚେନ୍ନଇ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍‌ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ- ମୁମ୍ବଇ ଇଣ୍ଡିଆନ୍‌ସକୁ ଭେଟିବାବେଳେ ଦିଲ୍ଲୀରେ ଦିଲ୍ଲୀ…
Read More...

ରାଜସ୍ଥାନ ରୟାଲ୍‌ସକୁ ୯ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍‌ସ

ଜୟପୁର : ରସିଦ ଖାନ ଓ ନୂର ଅହମ୍ମଦଙ୍କ ଘାତକ ବୋଲିଂ ପରେ ରିଦ୍ଧିମାନ ସାହ, ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଟାଇଟାନ୍‌ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି। ଶୁକ୍ରବାର ସୱାଇ…
Read More...

ଦାରୁବ୍ରହ୍ମଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି

କଟକ  : ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଶୁକ୍ରବାର ମଧ୍ୟାହ୍ଣରେ ପହଞ୍ଚିବା ପରେ ସିଧା ଶ୍ରୀକ୍ଷେତ୍ର ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି…
Read More...

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ବର :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶନିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ୭ତାରିଖରେ ଏକ ଲଘୁଚାପରେ ପରିଣତ ହୋଇପାରେ । ଲଘୁଚାପ ଅଧିକ ଘନୀଭୂତ ହୋଇ ୮ତାରିଖ ସୁଦ୍ଧା…
Read More...

ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ବାରିପଦା : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମର ଶୁକ୍ରବାର ଦ୍ୱିତୀୟ ଦିବସରେ ବିରଳ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିଲେ। ସେଠାରୁ ଫେରି ହେଲିକପଟର ଯୋଗେ…
Read More...

ବିଜେପିକୁ ଇଡି, ସିବିଆଇ ଭୋଟ୍‌ ଫାଇଦା ଦେଇ ପାରିବେ ନାହିଁ : ମମତା

ସମରେସଜଙ୍ଗ୍‌(ପଶ୍ଚିମବଙ୍ଗ) : ବିରୋଧୀ ଦଳ ନେତାଙ୍କୁ ଭୟଭୀତ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ସିବିଆଇକୁ ବ୍ୟବହାର କରୁଛନ୍ତି। ତେବେ ବିଜେପିକୁ ଇଡି ଓ ସିବିଆଇ ଭୋଟ୍‌ ଫାଇଦା ଦେଇ…
Read More...

ମଣିପୁର ହିଂସା ; ମୁଖ୍ୟମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ଇମ୍ଫାଲ : ମଣିପୁରରେ ଦେଖାଯାଇଥିବା ଜାତିଆଣ ହିଂସା ଏକପ୍ରକାର ନିୟନ୍ତ୍ରଣାଧୀନ ରହିଛି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟରେ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ଏପରିକି ପଡୋଶୀ ରାଜ୍ୟଗୁଡିକରେ ମଧ୍ୟ…
Read More...

ଉଦଘାଟିତ ହେଲା ଗୋଷ୍ଠୀ ବେତାର କେନ୍ଦ୍ର ‘ଆଦର’

ବୌଦ୍ଧ  : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ନାରାୟରପୁର ସ୍ଥିତ ସେବାବିହାର ଠାରେ ଜିଲାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ‘ଆଦର’ ଶୁକ୍ରବାର ଦିନ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥିଭାବେ ଜିଲାପାଳ ସତ୍ୟରଂଜନ ସାହୁ ଯୋଗଦେଇ…
Read More...

ବୌଦ୍ଧ ଜିଲାରେ ବୁଦ୍ଧ ପୁର୍ଣ୍ଣିମା ପାଳିତ

ବୌଦ୍ଧ  : ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ବୁଦ୍ଧ ପୁର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲାପ୍ରଶାସନ ଓ ବୁଦ୍ଧ ଜୟନ୍ତି କମିଟି ପକ୍ଷରୁ ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ…
Read More...

କାର୍ଯ୍ୟଦକ୍ଷତା ବୃଦ୍ଧି ନେଇ ତିନିଦିନିଆ ତାଲିମ ଶିବିର

ଫୁଲବାଣୀ : ଗ୍ରାମାଞ୍ଚଳର ବିକାଶ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଯୋଜନା ସଂପର୍କିତ ଶିକ୍ଷା ଓ ସଚେତନତା ପହଞ୍ଚାଇବାରେ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କର ଭୂମିକା…
Read More...

ବିଦ୍ୟାଳୟ ମୁଖପତ୍ର ପାଇଁ ୧୫ହଜାର ଟଙ୍କା ଦାନ

କେନ୍ଦୁଝରଗଡ଼ : କେନ୍ଦୁଝର ପୁରୁଣାବଜାରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ମୁଖପତ୍ର ‘ଅନନ୍ୟା’ର ଉନ୍ମୋଚନ ପାଇଁ ବିଦ୍ୟୁତଲତା ବଳ ଚ୍ୟାରିଟି ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ବଳ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ…
Read More...

ବୟନିକାର ୬୭ବର୍ଷ ପୂର୍ତ୍ତି

କେନ୍ଦୁଝରଗଡ଼ : ରାଜ୍ୟ ବୟନିକାର ୬୭ତମବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦୁଝର ଡେଲିମାର୍କେଟ ପରିସରରେ ଥିବା କେନ୍ଦୁଝର ବୟନିକାର ମଧ୍ୟ ୬୭ତମ ପୂର୍ତ୍ତି ପାଳନକୁ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ପ୍ରଦୀପ ପ୍ରଜ୍ୱଳନ…
Read More...

ଭାରତୀୟ ମଜଦୁର ସଂଘ ଜିଲା ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

କେନ୍ଦୁଝରଗଡ : ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଶୁକ୍ରବାର ଭାରତୀୟ ମଜଦୁର ସଂଘର ଜିଲା ସମ୍ମିଳନୀ ଜିଲା ଉପସଭାନେତ୍ରୀ ବିଣାପାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର…
Read More...

ଜିଲାସ୍ତରୀୟ ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀ ; ଧରଣୀଧର ଥିଲେ ଗର୍ବ ଓ ଗୌରବର ପ୍ରତୀକ

ସ୍ୱର୍ଗତଃ ଅନ୍ଧାରୁ ପ୍ରଧାନଙ୍କୁ ମରଣୋତ୍ତର ଧରଣୀଧର ସମ୍ମାନ କେନ୍ଦୁଝରଗଡ଼ : ମହାନ ବିପ୍ଳବୀ ଧରଣୀଧରଙ୍କ ୧୫୯ତମ ଜିଲାସ୍ତରୀୟ ଜୟନ୍ତୀ ସମାରୋହ ଶୁକ୍ରବାର ଜିଲା ପ୍ରଶାସନ ଆନୂକୁଲ୍ୟରେ ଏବଂ ଭୂୟାଁ ସାଂସ୍କୃତିକ…
Read More...

ବଜ୍ରାଘାତରେ ଜଣେ ମୃତ

ଧାମରା : ଧାମରା ନିକଟସ୍ଥ କରଣପଲ୍ଲୀ ପଞ୍ଚାୟତରେ ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ଘଟି ଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କରଣପଲ୍ଲୀ ପଞ୍ଚାୟତର ସିଦ୍ଧେଶ୍ୱର ମଣ୍ଡଳଙ୍କ ପୁଅ ପଲଟୁ ମଣ୍ଡଳ(୨୦) ଚିଙ୍ଗୁଡି…
Read More...

ବଧୀ କୁଦରେ ବୁଦ୍ଧ ପୂର୍ଣ୍ଣିମା

ଚୌଦ୍ୱାର  : ସୁପ୍ରତିଷ୍ଠିତ ବୌଦ୍ଧ ସମାଧୀ ଚୌଦ୍ୱାରସ୍ଥିତ ପ୍ରସିଦ୍ଧ ବଧୀ କୁଦରେ ବୁଦ୍ଧ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଭଗବାନ ବୁଦ୍ଧଦେବଙ୍କ ଜୟନ୍ତୀ ଅବସରରେ ଅଞ୍ଚଳର ବହୁ ସଂଖ୍ୟକ ଲୋକ…
Read More...

ବିରୂପା ଉପରେ ନିର୍ମାଣ ହେବ ମଣ୍ଡାପଡ଼ା-ଜଗତପୁର ସେତୁ

ଚୌଦ୍ୱାର :  ଚୌଦ୍ୱାର ସହରାଞ୍ଚଳ ଅନ୍ତର୍ଗତ ମଣ୍ଡାପଡ଼ା ଠାରୁ ଜଗତପୁର ବଟ ଛକ ପର୍ଯ୍ୟନ୍ତ ବିରୂପା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ସ୍ଥିର କରାଯାଇଛି । ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି…
Read More...

ତୃତୀୟ ବର୍ଷ ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ସମ୍ମାନ ବିଭାଗର ତୃତୀୟ ବର୍ଷର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ରାଜନୀତି ବିଜ୍ଞାନ  ଅଧ୍ୟାପକ…
Read More...

୫୭ ଗ୍ରାମ ସିଡିଏ ଅଧିନକୁ ଯିବା ନେଇ ଆଠଗଡରେ ଦ୍ୱନ୍ଦ ଓ ତୀବ୍ର ପ୍ରତିକ୍ରିୟା

ଆଠଗଡ :  ଆଠଗଡ ବ୍ଲକର ୫୩ଟି ଗ୍ରାମ ଓ ଏହି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡି ପଞ୍ଚାୟତର ୪ଟି ଗ୍ରାମକୁ ମିଶାଇ ମୋଟ ୫୭ଟି ଗ୍ରାମ ସିଡିଏ ଅଧୀନକୁ ଯିବା ନେଇ ବିଜ୍ଞପ୍ତି ପ୍ରକାଶ ପରେ ଆଠଗଡ ଅଞ୍ଚଳରେ ତୀବ୍ର ଅସନ୍ତୋଷ,…
Read More...

ବିପୁଳ ମଦ, ପୋଚ ସହ ୩ଟି କାର ଜବତ

ଆଠଗଡ :  କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶୁକ୍ରବାର ପ୍ରତ୍ୟୁଷରେ ଆଠଗଡ ଥାନା ଅନ୍ତର୍ଗତ…
Read More...

ଆଠଗଡ ମହୋତ୍ସବର ସମୀକ୍ଷା ବୈଠକ

ଆଠଗଡ :  ଆଠଗଡ ମହୋତ୍ସବ ୨୦୨୨ର ଏକ ସମୀକ୍ଷା ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗତ ଡିସେମ୍ବର ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ ଆୟୋଜିତ ହୋଇଥିଲା । ମହୋତ୍ସବର କାର୍ଯ୍ୟକ୍ରମ ଏବଂ ଆୟ…
Read More...

ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ

ଆଠଗଡ : ଆଠଗଡ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଆମ୍ବେଦକର ଭବନଠାରେ ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…
Read More...

ଆଇପିଏଲ-୨୦୨୩ : ଆଜି ଜୟପୁରରେ ଗୁଜରାଟ ବନାମ ରାଜସ୍ଥାନ

ଜୟପୁର  : ଚଳିତ ଆଇପିଏଲର ୪୮ତମ ମ୍ୟାଚ ଶୁକ୍ରବାର ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍‌ସ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୧୦ମ ମ୍ୟାଚ ଖେଳିବେ। ଶେଷ ମ୍ୟାଚରେ ଉଭୟ ଦଳ ପରାଜିତ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୨ ଗୁରୁତର

ବାଲେଶ୍ବର : ସୋରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ିକୁ ଧକା ଦେଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ଓ  ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ…
Read More...

ମହାନ ସନ୍ଥ ଭୀମଭୋଇ

ଯୋଗଜନ୍ମା ମହାପୁରୁଷ, ମହାନ ସନ୍ଥ, ଅସାଧାରଣ ଧୀଶକ୍ତିସଂପନ୍ନ (ଜାତସ୍ମର) ପ୍ରତିଭୂ, ମହିମା ଅଲେଖ ଧର୍ମର ମହାନ ଉଦ୍‌ଗାତା, ସନ୍ଥକବି ଭୀମ ଭୋଇଙ୍କର ଆଜି ପବିତ୍ର ଜୟନ୍ତୀ। ୧୮୫୦ ମସିହା ପବିତ୍ର ବୈଶାଖ ପୂର୍ଣ୍ଣମାରେ…
Read More...

ବୁଦ୍ଧ ପୂର୍ଣ୍ଣିମା

ବୁଦ୍ଧ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ହେଉଛି ଏହି ଦିନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ। ତା’ ସହ ସେହିଦିନ ବୁଦ୍ଧତ୍ବ ପ୍ରାପ୍ତ ହେବା ସଙ୍ଗେସଙ୍ଗେ ନିର୍ବାଣ ମଧ୍ୟ ପ୍ରାପ୍ତ ହୋଇଥିଲେ। ‘ନିର୍ବାଣ’ ହିଁ ଚିରଶାନ୍ତି।…
Read More...

ଭୀଷଣ ରୂପ ନେବ ସାମୁଦ୍ରିକ ଝଡ଼ ; ଗତିପଥକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ କିମ୍ବା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେବ। ଏହା ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। ଏହି ବାତ୍ୟା ଭୀଷଣ ହେବା ନେଇ ସମସ୍ତ…
Read More...

ସନ୍‌ରାଇଜର୍ସକୁ ୫ ରନ୍‌ରେ ହରାଇଲା କଲକାତା

ହାଇଦରାବାଦ : ଆଇପିଏଲ୍‌ରେ ଗୁରୁବାର କର ବା ମର ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ମାତ୍ର ୫ ରନ୍‌ରେ କେକେଆର୍ ପରାସ୍ତ…
Read More...

ଏକାଧିକ ପହିଲମାନ ଆହତ ; ପଦକ ଫେରାଇବାକୁ ଧମକ

ନୂଆଦିଲ୍ଲୀ : ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ବିବାଦ ବଢିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ମଧ୍ୟରେ…
Read More...

ଭାରତରେ ପାକ୍ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମେ ୪ ଓ ୫ ତାରିଖ ଦୁଇଦିନ…
Read More...

ଜାତିଭିତ୍ତିକ ସର୍ଭେ ଉପରେ ପାଟନା ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ

ପାଟନା : ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିହାରର ମହାଗଠବନ୍ଧନ ସରକାର ରାଜ୍ୟରେ ଜାତିଭିତ୍ତିକ ସର୍ଭେ କରୁଥିବାବେଳେ ଗୁରୁବାର ଏହା ଉପରେ ରହିତାଦେଶ ଜାରି କରିଛନ୍ତି ପାଟନା ଉଚ୍ଚ ନ୍ୟାୟାଳୟ। ଜାତିଭିତ୍ତିକ ସର୍ଭେ…
Read More...

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ଗୁରୁବାର ପ୍ରାଣ ହରାଇଛି। ମେରଟ୍‌ର ଭୋଲା ଝାଲ୍‌ ଅଞ୍ଚଳରେ ଅନିଲ ଲୁଚି ରହିଥିବା ଖବର ପାଇ ପୁଲିସର ସ୍ବତନ୍ତ୍ର ଦଳ ସେହି ଅଞ୍ଚଳରେ ତଲାସୀ…
Read More...

ଶୁକ୍ରବାର ରାଶିଫଳ (୦୫.୦୫.୨୦୨୩)

ମେଷ : ବନ୍ଧୁ ମିଳନ ସୁଖଦାୟକ ହେବ। ଜଣେ ସମାଜସେବୀ ଭାବେ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ବୃଷ : ଭାଇମାନଙ୍କ ଉପରେ ସ୍ନେହଭାବ ରହିବ।…
Read More...

ବାଣୀପଦା ଗଣ୍ଡଗୋଳ ଘଟଣାରେ ୪ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ବାଣୀପଦା ଗ୍ରାମରେ ଗଣ୍ଡଗୋଳ ଘଟଣାରେ ପୁଲିସ୍ ୪ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଣୀପଦା ମଲ୍ଲିକ ସାହିତ ଜିତୁ ମଲ୍ଲିକ(୨୪), ତ୍ରିନାଥ…
Read More...

ରେଡିଓ ହିରାଖଣ୍ଡକୁ ‘ପିଓର ସୋସିଆଲ ଇମ୍ପାକ୍ଟ’ ପୁରସ୍କାର

ସମ୍ବଲପୁର  : ଉତ୍ତର ପ୍ରଦେଶର ନୋଏଡା ଠାରେ ‘ପିଓର ଇଣ୍ଡିଆ ଟ୍ରଷ୍ଟ’ ପକ୍ଷରୁ ‘ପିଓର ସୋସିଆଲ ଇମ୍ପାକ୍ଟ ପୁରସ୍କାର’ ଏବଂ ‘କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଆଲୋଚନଚକ୍ର’ ଆୟୋଜିତ ହୋଇଥିଲା । ଏହି ଅବସରରେ ଉପସ୍ଥିତ…
Read More...

ପ୍ରଣବ ପ୍ରକାଶଙ୍କ ସହ ଶୀତଳଷଷ୍ଠୀ ସମନ୍ୱୟ ସମିତିର ସାକ୍ଷାତ ଆଲୋଚନା

ସମ୍ବଲପୁର :  ଆଗାମୀ ୨୦ ତାରିଖରୁ ସମ୍ବଲପୁର ଠାରେ ଆରମ୍ଭ ହେଉଥିବା ବିଶ୍ୱ ପ୍ରସିଦ୍ଧ ମହାଦେବ ଓ ମାତା ପାର୍ବତୀଙ୍କ ପବିତ୍ର ସପ୍ତାହବ୍ୟାପି ବିବାହ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି ଏବେ ଜୋରସୋରରେ ଚାଲିଛି । ଏହି…
Read More...

ଉତ୍କଳର ଗର୍ବ ମାଣିଆବନ୍ଧର ବୌଦ୍ଧ ସଂସ୍କୃତି ଓ ବୟନ କଳା ଅନନ୍ୟ

ବଡ଼ମ୍ବା  : ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପରମ କାରୁଣିକ ବୁଦ୍ଧଦେବଙ୍କ ତ୍ରିଶରଣ ବାଣୀର ଧ୍ୱନିରେ ଗୁରୁବାର ଉଦଘାଟିତ ହୋଇଯାଇଛି ଏକାଦଶ ମାଣିଆବନ୍ଧ ବୁଦ୍ଧ ମହୋତ୍ସବ । ଶିଳ୍ପୀଗ୍ରାମ ମାଣିଆବନ୍ଧର…
Read More...

ପ୍ରଶାସନର ପଦକ୍ଷେପ : ବିଦ୍ୟାଳୟରେ ନାମ ଲେଖାଇଲେ ୨ଶିଶୁ 

ଗୁରୁଡିଝାଟିଆ : ଗୋବରା ପଞ୍ଚାୟତ ଓର୍ଦା ଗ୍ରାମର ୨ ଅନାଥ ଭାଇଭଉଣୀଙ୍କ ମୁହଁରେ ଚେନ୍ନାଏ ହସ ଦେଖାଦେଇଛି। ପ୍ରଶାସନ ଓର୍ଦାରେ ପହଞ୍ଚି ବର୍ଷା ଦିଗି ଓ ବଳଭଦ୍ର ଦିଗିଙ୍କୁ ପାଠ ପଢାଇବା ପାଇଁ ଆଜି କଟକସ୍ଥିତ ଯଶୋଦା ଶିଶୁ…
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ହରିଡାପାଳ ଗ୍ରାମରେ ଅଗ୍ନି ବିପନ୍ନ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସହାୟତା ପ୍ରଦାନ କରାଯାଇଛି । ଗତ ୨ତାରିଖରେ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ବଖରା ଘର…
Read More...

କାର ସହ ୭୭ କେଜି ଗଞ୍ଜେଇ ଜବତ,୨ ଗିରଫ

ସାକ୍ଷୀଗୋପାଳ :  ସତ୍ୟବାଦୀ ପୁଲିସ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରୁ ୭୭ କେଜି ଗଞ୍ଜେଇ ଓ ଏକ କାର ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସତ୍ୟବାଦୀ ଥାନା ଅଧିକାରୀ ବିଜୟ…
Read More...

ବଡବାବୁ ଛୁଟିରେ, ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ହରଭଙ୍ଗା : ହରଭଙ୍ଗା ବ୍ଲକର କାର୍ଯ୍ୟରତ ସେକ୍ସନ ଅଫିସର(ବଡବାବୁ) ଗତ ବୁଧୁବାର ଠାରୁ ଛୁଟିରେ ରହିଛନ୍ତି। ଫଳରେ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ ବଡବାବୁ ରାଜଗୋପାଳ ମହାପାତ୍ରଙ୍କ…
Read More...

କାରଖାନା କ୍ଷତିଗ୍ରସ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ରାସ୍ତାଘାଟ

ରେଙ୍ଗାଲି :  ଶିଳ୍ପାୟନ ପ୍ରକ୍ରିୟାରେ କଳକାରଖନା ପ୍ରତିଷ୍ଠା ହେଲେ ଅଞ୍ଚଳର ପାରିପାରିର୍ଶ୍ବିକ ଉନ୍ନୟନ ହେବ ଏବଂ ମୌଳିକ ଭିତ୍ତିଭୁମିର ବିକାଶ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କଳକାରଖନା ପ୍ରତିଷ୍ଠା ସମୟରେ…
Read More...

ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗା :  ପବିତ୍ର ନୃସିଂହ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ଚାରିଛକ ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ…
Read More...

ନୃସିଂହ ଚତୁର୍ଦଶୀ ପାଳିତ

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା, ବଡ଼ ବଜାର ଓ ହୁମା ଗ୍ରାମରେ ପବିତ୍ର ନୃସିଂହ ଚତୁର୍ଦଶୀ ପାଳିତ ହୋଇଯାଇଛି। ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହୁମାରେ ଏହି ଅବସରରେ…
Read More...

ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁର ଗଳିତ ଶବ ଉଦ୍ଧାର

ନୀଳଗିରି : ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁର ଗଳିତ ଶବ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ମୋହନ ମୁର୍ମୁ (୩୬) ଗତ ରବିବାର ନୀଳଗିରି ବ୍ଲକ କେସିପୁର ପଞ୍ଚାୟତର ଖଡ଼ିଚୁଆସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ।…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜନଶୁଣାଣୀ ଶିବିର

ଆଠଗଡ : ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ଆଠଗଡ ଏନ୍ଏସି ପକ୍ଷରୁ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି…
Read More...

ରାଜ୍ୟରେ ଆରମ୍ଭ ହେଲା ପଛୁଆବର୍ଗ ସର୍ଭେ

ଡେସ୍କ :  ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତିକୁ ଆକଳନ କରିବା ନେଇ ଏକ ସ୍ୱତନ୍ତ୍ର ସର୍ଭେ ସୋମବାରଠାରୁ ଆରମ୍ଭ ହୋଇଛି। ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟକ୍ରମ ଚାଲିବ। ସମସ୍ତ…
Read More...

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଇସ୍ତଫା ଦେଲେ ଜିଲ୍ଲା ସଭାପତି

ଡେସ୍କ :  ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ଉପନିର୍ବାଚନ ପାଇଁ ଆଉ ମାତ୍ର କେଇ ଦିନ ବାକି ଥିବାବେଳେ  ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଇସ୍ତଫା ଦେଇଛନ୍ତି…
Read More...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା,‌ ଆସନ୍ତା ସୋମବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ

ଡେସ୍କ :  ସୁପ୍ରିମକୋର୍ଟରେ ସୋମବାର ଶ୍ରୀମନ୍ଦିର ସଂସ୍କାର ମାମଲାର​‌ ଶୁଣାଣି ହୋଇଛି । ତେବେ ଆମିକସକ୍ୟୁରି ୭ ଦିନ ସମୟ ମାଗିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଦିନ ଧାର୍ଯ୍ୟ…
Read More...

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୋଳ : ଅନୁଗୋଳ ବ୍ଲକ କରତପଟା ଛକ ନିକଟରେ ସୋମବାର ସକାଳୁ ଏକ ୧୦୮ଆମ୍ବୁଲାନ୍ସ ଯାହାର (ଓଡି ୦୨ ବିଜେ ୦୭୭୨) ଦୁର୍ଘଟଣାଗ୍ରସ୍ତ ହୋଇଛି। ପରେ ଏହା ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ…
Read More...

୩୬ ବର୍ଷରେ ରୋହିତ

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ହିଟ୍‌ ମ୍ୟାନ ରୋହିତ ଶର୍ମା ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ରବିବାର ରୋହିତଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବଇ ଇଣ୍ଡିଆନ୍‌ସର ଖେଳାଳି…
Read More...

ରାଜ୍ୟରେ ନିୟନ୍ତ୍ରଣ ବାହାରେ ସାଇବର ଅପରାଧ

ଭୁବନେଶ୍ୱର : ଓଡ଼ିଶାରେ ସାଇବର ଅପରାଧ ବଢ଼ିବା ସହ ଦୈନିକ ସାଇବର ଠକେଇର ଶିକାର ହେଉଛନ୍ତି ସାଧାରଣ ଜନତା । ପୁଲିସ ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କରାଗଲେ ମଧ୍ୟ ସାଇବର ଅପରାଧୀ ଦିନକୁ ଦିନ ନୂଆ ନୂଆ ଉପାୟରେ ଠକିବାରେ…
Read More...

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଅନୁଗୁଳ : ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ସକାଳ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ରାଉତ ମନ୍ଦିର ପାଖରେ ଏକ ଭୋଗ…
Read More...

ଆଇପିଏଲ କ୍ରିକେଟ : ଆଜି ବାଙ୍ଗାଲୋର ବନାମ ଲକ୍ଷ୍ନୌ

ଲକ୍ଷ୍ନୌ  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ରେ ସୋମବାର ୪୩ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ…
Read More...

ସର୍ବନିମ୍ନ ମଜୁରି ଓ ଆଠଘଣ୍ଟା କାମ

ଶ୍ରେଣୀ ବିଭକ୍ତ ସମାଜରେ ଅଧିକାଂଶ ମଣିଷ ନିଜର ଶ୍ରମଶକ୍ତି ଓ ନିଜର ଧି-ଶକ୍ତି ବିକ୍ରିକରି ଜୀବିକା ନିର୍ବାହ କରନ୍ତି। ଅଧୁନା ପୁଞ୍ଜିବାଦୀ ସମାଜରେ ପୁଞ୍ଜିପତି ମାଲିକ ଶ୍ରେଣୀ ଶ୍ରମିକକୁ ବେଶି ସମୟ ଖଟାଇବାକୁ ଚାହେଁ।…
Read More...

ଚିର ଜାଗ୍ରତ ତ୍ରିଲୋଚନଙ୍କ ତୃତୀୟ ନୟନ

‘ଜାତସ୍ୟ ହି ଧ୍ରୁବୋ‌ ମୃତ୍ୟୁ’- ଏକଥା ଜାଣି ମଧ୍ୟ ତ୍ରିଲୋଚନଙ୍କ ଯୋଗନିଦ୍ରା ଶେଷନିଦ୍ରାରେ ପରିଣତ ହେବାର ଦୁଃସମ୍ବାଦ ଅଶେଷ ଦୁଃଖ ଦେଲା। ରାଜନୀତିରେ ମୂଲ୍ୟବୋଧକୁ ସାବ୍ୟସ୍ତ କରିଥିବା ଜଣେ ପ୍ରବୀଣ ରାଜନୀତିଜ୍ଞ…
Read More...

ଚେଇଁ ଶୋଇଥିବ ଯିଏ…..

ସ୍ରଷ୍ଟା ବା ପ୍ରକୃତିର ସୃଷ୍ଟି ଚକ୍ରରେ ‘ପ୍ରଦୂଷଣ’ର ଚିହ୍ନ ହିଁ ନଥିଲା। ଫସଲ ପୋକ ଖାଇଗଲେ ତ, ବିଭିନ୍ନ ପକ୍ଷୀ ଓ ଜୀବ ଫସଲରୁ ବାଛିବାଛି ପୋକ ତକ ଖାଇଯାଆନ୍ତି। ଯାହାକୁ ଇଂରାଜୀରେ ଇକୋଲୋଜିକାଲ ବାଲାନ୍‌ସ (ପ୍ରାକୃତିକ…
Read More...

କମିଲା ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଗ୍ରା  ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀମାନେ ଦର ସଂଶୋଧନ କରିଥିବାରୁ…
Read More...

ଆଜିଠୁ ଭିତରକନିକା ବନ୍ଦ

ଡେସ୍କ : ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ସୋମବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି। ଏହା ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ…
Read More...

ଆଜି ଅର୍ପା ଭଇଁଷାଝର ଓ ଦାରୀ ବ୍ୟାରେଜ୍‌ ପରିଦର୍ଶନ କରିବେ ନ୍ୟାୟାଧିକରଣ ଦଳ

ବୁର୍ଲା/ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ସମାଧାନ ନ୍ୟାୟାଧୀକରଣ(ଟ୍ରିବୁନାଲ)ଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା କରୁଛନ୍ତି । ସୋମବାର ନ୍ୟାୟାଧିକରଣ ଦଳ ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ…
Read More...

୧୦୦୦ତମ ମ୍ୟାଚ୍‌ରେ ଯଶସ୍ବୀଙ୍କ ଶତକ ନିଷ୍ଫଳ ; ମୁମ୍ବଇ ବିଜୟୀ

ମୁମ୍ବଇ :  ମୁମ୍ବଇ ଇଣ୍ଡିଆନ୍‌ସ ରରିବାର ଆଇପିଏଲ୍‌ ଇତିହାସରେ ୧୦୦୦ତମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ଓପ୍‌ନର…
Read More...