ରାଘବ-ପରିଣୀତି ନିର୍ବନ୍ଧ ଶେଷ samajalive May 14, 2023 ନୂଆଦିଲ୍ଲୀ : ଆମ୍ ଆଦ୍ମୀ ପାର୍ଟି ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ବହୁଚର୍ଚ୍ଚିତ ନିର୍ବନ୍ଧ ଶନିବାର ରାଜଧାନୀର କପୁରତାଲା ହାଉସ୍ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପରିଣୀତିଙ୍କ… Read More...
ସାପ୍ତାହିକ ରାଶିଫଳ (୧୪ ରୁ ୨୦.୦୫.୨୦୨୩) samajalive May 14, 2023 ମେଷ : ରବିବାର ସଫଳତା ପ୍ରାପ୍ତି। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ଦ୍ରବ୍ୟ ଲାଭ… Read More...
ମହିଳାଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ କର୍ମଶାଳା samajalive May 14, 2023 ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ନିୟୁ କନଫରେନ୍ସ ହଲ ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଇନ ବିଭାଗ ଓ ନିଯୁକ୍ତି କେନ୍ଦ୍ର ତରଫରୁ ଏକ ଦିବସୀୟ ମହିଳା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ… Read More...
ବୁଥ ସଶକ୍ତିକରଣ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଗୁରୁତ୍ବ samajalive May 14, 2023 ଆଠଗଡ : ଭାରତୀୟ ଜନତା ପାର୍ଟି ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ଦେଶବ୍ୟାପୀ ଲୋକସଭା ନିର୍ବାଚନ ମଣ୍ଡଳି ଗୁଡିକରେ ପ୍ରବାସ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କଟକ ଲୋକସଭା ନିର୍ବାଚନ… Read More...
ମଙ୍କଡ଼, ପୁରନ୍ ଲକ୍ଷ୍ନୌକୁ ଜିତାଇଲେ samajalive May 14, 2023 ହାଇଦରାବାଦ : ଚଳିତ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପୁନର୍ଜୀବନ ପାଇଛି । ଗତ ୪ଟି ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲକରି ପ୍ଲେଅଫ୍ ଦୌଡ଼ରେ ଲକ୍ଷ୍ନୌ ସାମିଲ ହୋଇଛି । ଶନିବାର ପ୍ରେରକ ମଙ୍କଡ଼, ମାର୍କସ… Read More...
ବିଜେଡିର ବିଜୟ ଉତ୍ସବ samajalive May 14, 2023 କଣ୍ଟାବାଞ୍ଜି : ଝାରସୁଗୁଡା ଉପ ନିର୍ବାଚନରେ ବିଜେଡିର ଦୀପାଳି ଦାସ ବିଜୟୀ ହେବା ପରେ ବିଜେଡ଼ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଇନ୍ଦ୍ରା ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି… Read More...
ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟ samajalive May 14, 2023 ଗୋପାଳପୁର : ଗୋପାଳପୁର ଥାନା ଅର୍ନ୍ତଗତ ଆମ୍ବପୁଆ ରେଳଫାଟକ ନିକଟରୁ ୬ ଜଣ ଦୁର୍ବୃତ୍ତ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଛତ୍ରପୁର ଥାନା ଅର୍ନ୍ତଗତ… Read More...
ଅଖା ବିହୁନେ ଶସ୍ୟ ହାନି, ରାଜ ରାସ୍ତାରେ ଅମଳ ଧାନ samajalive May 14, 2023 ରେଙ୍ଗାଲିକ୍ୟାମ୍ପ : ଚଳିତ ରବି ଧାନ ସଂଗ୍ରହ ପାଇଁ ଅତାବିରାରେ ମଣ୍ଡି ଖୋଲିଛି । ଅଞ୍ଚଳର ଚାଷୀ ମାନେ ମଧ୍ୟ ନିଜ ନିଜର ଧାନ ଅମଳ କରିବାରେ ଲାଗିଛନ୍ତି । ସମସ୍ତ ଚାଷୀଙ୍କୁ ଘାରୁଛି ଟୋକନ ବାତିଲ ହେବାର ଭୟ । ଟୋକନ୍ ସମୟ… Read More...
କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ samajalive May 14, 2023 ଭୁବନେଶ୍ୱର : କର୍ଣ୍ଣାଟକ ବିଧାନସଭା ନିର୍ବାନରେ କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଶନିବାର ଦିନ ତମାମ କଂଗ୍ରେସର କର୍ମୀ ଓ… Read More...
ନବରଙ୍ଗପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ samajalive May 14, 2023 ନବରଙ୍ଗପୁର : ନବରଙ୍ଗପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଜିଲା ଦୌରାଜଜ ସଂଜୀବ ଦୁବେ ଗୋଟିଏ ଏମ.ଏ.ସି.ଟି. କେସ ଫଇସଲା କରି… Read More...
ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା, ୩ ଗୁରୁତର,୨ ଆହତ samajalive May 13, 2023 ମୋହନା : ବିପଦ ସଙ୍କୁଳ ବୁଲାଣି ଛକରେ ଏକ ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଯୁବକ ଓ ୭ ବର୍ଷର ଜଣେ ଶିଶୁ ଗୁରୁତର ହୋଇଥିବା ଫଳରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ… Read More...
ନୀଳଗିରି କଂଗ୍ରେସର ବିଜୟ ଉତ୍ସବ samajalive May 13, 2023 ନୀଳଗିରି : କର୍ଣ୍ଣାଟକରେ କଂଗ୍ରେସର ବିଜୟକୁ ନେଇ ନୀଳଗିରି କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି । ଆଗାମୀ ଦିନରେ ନୀଳଗିରିରେ କଂଗ୍ରେସ ଦଳକୁ ଅଧିକ ସକ୍ରିୟ କରିବାକୁ ଏହି କର୍ଣ୍ଣାଟକ ନିର୍ବାଚନ ଏକ ଆହ୍ୱାନ… Read More...
ପ୍ରେମ, ବିବାହ ପରେ ଧୋକ୍କା, ଥାନାରେ ମହିଳା ଓଏଏସ୍ ଅଧିକାରୀ samajalive May 13, 2023 ଜୟପୁର : ପ୍ରଥମେ ଅନ୍ଲାଇନ ଓଡ଼ିଆ ମାଟ୍ରିମୋନି ସାଇଟ୍ରେ ପରିଚୟ ପରେ ପ୍ରେମ ଓ ବିବାହ ପରେ ଧୋକ୍କା...। କେହି ସାଧାରଣ ମହିଳା ନୁହେଁ ଜଣେ ମହିଳା ଓଏଏସ୍ ଅଧିକାରୀ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ… Read More...
ଝାରସୁଗୁଡାରେ ବିଜୟକୁ ନେଇ ଆଠଗଡ ବିଜେଡିର ବିଜୟ ଉତ୍ସବ samajalive May 13, 2023 ଆଠଗଡ : ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ଆଠଗଡ ବିଜେଡି ପକ୍ଷରୁ ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେଡି ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ… Read More...
ଧବଳେଶ୍ୱର କଂକ୍ରିଟସେତୁ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ samajalive May 13, 2023 ଗୁରୁଡିଝାଟିଆ : ମଞ୍ଚେଶ୍ୱର ପାର୍ଶ୍ବରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁର ପରିସମାପ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ… Read More...
ସୂର୍ଯ୍ୟଙ୍କ ଶତକ, ଗୁଜରାଟ ବିପକ୍ଷରେ ମୁମ୍ବଇର ପ୍ରତିଶୋଧ samajalive May 13, 2023 ମୁମ୍ବଇ : ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଶତକ ପରେ ବୋଲରଙ୍କ ମିଳିତ ସଫଳତା ବଳରେ ମୁମ୍ବଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି। ଶୁକ୍ରବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ୫୭ତମ ମ୍ୟାଚରେ… Read More...
୨୨ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମକାଳୀନ ଅବକାଶ samajalive May 13, 2023 କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମକାଳୀନ ଅବକାଶ ଚଳିତମାସ ୨୨ରୁ ଆରମ୍ଭ ହେବ। ୨୦ ଓ ୨୧ ତାରିଖ (ଶନିବାର ଓ ରବିବାର)ଦୁଇଦିନ ଛୁଟି ଥିବାରୁ ଅଦାଲତ କାର୍ଯ୍ୟ ବନ୍ଦ ରହିବ। ଆସନ୍ତା ଜୁନ୍ ୨୦ ପର୍ଯ୍ୟନ୍ତ ଏହି… Read More...
ଝାରସୁଗୁଡ଼ା ଫଳ ଆଜି samajalive May 13, 2023 ଭୁବନେଶ୍ବର : ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ୧୦ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଇଭିଏମ ଗୁଡ଼ିକୁ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଷ୍ଟ୍ରଙ୍ଗରୁମରେ ରଖାଯାଇଥିବାବେଳେ ଆସନ୍ତାକାଲି ଭୋଟ ଗଣତି କରାଯାଇ ଉପନିର୍ବାଚନ… Read More...
ଆଜି କର୍ଣ୍ଣାଟକ ମତ ଗଣତି samajalive May 13, 2023 ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଶନିବାର ହେବ। ସକାଳ ୮ଟାରୁ ରାଜ୍ୟର ୩୬ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ… Read More...
ବିଜୁଳି ବିଭ୍ରାଟ ପାଇଁ ଇଡ୍କୋ ଦାୟୀ samajalive May 13, 2023 ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୬ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ୯ ମିନିଟ୍ ଅନ୍ଧାରରେ ଅଭିଭାଷଣ ରଖିଥିଲେ। ଅନ୍ଧାରରେ… Read More...
ଖଣ୍ଡାରେ ଆକ୍ରମଣ କରି ୨ ଯୁବକ ଗିରଫ samajalive May 13, 2023 ବ୍ୟାସନଗର : ଯାଜପୁରରୋଡ ଥାନା ମୁଣ୍ଡମାଳ ଗ୍ରାମର ଟିଲୁଆ ଦେହୁରୀଙ୍କୁ ଗତକାଲି ରାତିରେ ଦୁଇ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରି ଜୀବନରୁ ମାରି ଦେବାକୁ ଧମକ ଚମକ ଦେବା, ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଅଭିଯୋଗ… Read More...
ବାଇକ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା, ୩ ଗୁରୁତର samajalive May 13, 2023 ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ନିକଟରେ ଶୁକ୍ରବାର ରାତି ସାଢେ ୧୨ଟା ସମୟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣକ ଅବସ୍ଥା ସଂକଟପନ୍ନ ଥିବା… Read More...
ଶନିବାର ରାଶିଫଳ (୧୩.୦୫.୨୦୨୩) samajalive May 13, 2023 ମେଷ : ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବାର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ। କରିତ୍କର୍ମା ହେବେ।… Read More...
ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ନିର୍ଦେଶ samajalive May 13, 2023 ଆହ୍ଲାବାଦ୍ : ଉତ୍ତରପ୍ରଦେଶସ୍ଥିତ ଜ୍ଞାନବାପି ମସ୍ଜିଦ ପରିସରରେ ରହିଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଶୁକ୍ରବାର ନିର୍ଦେଶ ଦେଇଛନ୍ତି ଆହ୍ଲାବାଦ୍ ଉଚ୍ଚ ନ୍ୟାୟାଳୟ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ)… Read More...
ନିରାପତ୍ତା କର୍ମଚାରୀ ପୁରସ୍କୃତ samajalive May 13, 2023 ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ରେଢ଼ାଖୋଲରେ କାର୍ଯ୍ୟରତ ରେଳ କର୍ମଚାରୀ ରୂପେଶ କର୍ମୀଙ୍କୁ ପୁରସ୍କୃତ କରାଯାଇଛି । ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି… Read More...
ମୃତ୍ୟୁ ପରେ ଶରୀରଦାନ ପାଇଁ ଲୋକନାଥଙ୍କ ସଂକଳ୍ପ ପତ୍ର ପ୍ରଦାନ samajalive May 13, 2023 ସମ୍ବଲପୁର : ସମ୍ବଲପୁରର ଗୋପାଳମାଳ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଷଡଙ୍ଗୀ ତାଙ୍କର ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଶରୀର ଦାନ ସକାଶେ ଆଇନଗତ ଇଚ୍ଛାପତ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ଜରିଆରେ ପ୍ରଦାନ… Read More...
ପରିବହନ ଅଧିକାରୀଙ୍କୁ ଡର, ଗାଡ଼ିରୁ ପଳାଇଲା ବର samajalive May 13, 2023 ରାୟଗଡ଼ା : ପରିବହନ ଅଧିକାରୀଙ୍କ ଯାଞ୍ଚ ଚାଲିଥିବାବେଳେ ଜଣେ ବର ଯାଞ୍ଚକୁ ଡରି ଗାଡ଼ିରୁ ଓହ୍ଲାଇ ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବହନ ଅଧିକାରୀ ମାନବିକତା ଦେଖାଇ ଉକ୍ତ ଗାଡ଼ିକୁ ଛାଡ଼ିବା ପରେ ବହୁ… Read More...
ଉଦ୍ଭିଦ ବିଜ୍ଞାନ ସମ୍ମାନ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା samajalive May 13, 2023 ଆଠଗଡ : ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜରେ ଶୁକ୍ରବାର ଉଦ୍ଭିଦ ବିଜ୍ଞାନ ସମ୍ମାନ ଶେଷବର୍ଷ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ପ୍ରତିଭା ମହାନ୍ତିଙ୍କ… Read More...
ଅଟ୍ଟାଳି ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ samajalive May 13, 2023 ଆଠଗଡ : ଆଠଗଡ ଗଡଜାତ ପରମ୍ପରାର ଅନ୍ୟତମ ଗଣପର୍ବ ଶ୍ରୀ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ରଥଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି ।… Read More...
ଗୋପାଳପୁର ଏନ୍ଏସି ପକ୍ଷରୁ ବେଳାଭୂମିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା samajalive May 13, 2023 ଗୋପାଳପୁର : ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ବେଳାଭୂମି ବୁଲି ଆସିଥାନ୍ତି।ତାହାକୁ ନଜରରେ ରଖି ସ୍ଥାନୀୟ ଏନ୍ଏସି ପକ୍ଷରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ… Read More...
୧୫ରେ ୭ ଜିଲାରେ ବନ୍ଦ ପାଳନ ପାଇଁ ଆହ୍ୱାନ samajalive May 13, 2023 କଲ୍ୟାଣସିଂହପୁର : ରାୟଗଡ଼ା ଜିଲାରେ ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଆଉ ଏକ ଅଡିଓଟେପ୍ ଜାରି ହୋଇଛି। ଅଡିଓଟେପ୍ରେ ମେ ୧୫ ତାରିଖରେ ୧୨ଦଫା ଦାବି ନେଇ ୭ ଜିଲାରେ ବନ୍ଦ ପାଳନ ନିମନ୍ତେ ଆହ୍ବାନ କରାଯାଇଛି । ସେହି… Read More...
ଆଠଗଡ ଡାକ୍ତରଖାନାରେ ଅନ୍ତର୍ଜାତୀୟ ସେବିକା ଦିବସ samajalive May 13, 2023 ଆଠଗଡ : ଆଠଗଡ ଡାକ୍ତରଖାନାରେ ଅନ୍ତର୍ଜାତୀୟ ସେବିକା ଦିବସ ଶୁୁକ୍ରବାର ପାଳିତ ହୋଇଯାଇଛି । ଆଧୁନିକ ନର୍ସିଂ ସେବାର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମଦିନରେ ମେ ୧୨ତାରିଖ ସେବିକା ଦିବସ ବିଶ୍ୱବ୍ୟାପୀ ପାଳନ… Read More...
ବିଦ୍ୟାଳୟ ଉନ୍ନତି ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ samajalive May 13, 2023 ତିଗିରିଆ : ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ହରିଶରଣପୁର ପ୍ରାଥମିକ ବିଦ୍ୟାଳୟର ଉନ୍ନତି ନିମନ୍ତେ ପାଣ୍ଠି ଯୋଗାଡ ପାଇଁ ବିଦ୍ୟାଳୟ ତରଫରୁ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ… Read More...
ନୂଆପାଟଣା ମଦନମୋହନଙ୍କ ଚନ୍ଦନ ଯାତ୍ରା ଆରମ୍ଭ samajalive May 13, 2023 ତିଗିରିଆ : ଆନ୍ତର୍ଜାତୀୟ ସ୍ତରରେ ହସ୍ତତନ୍ତ ପାଇଁ ପ୍ରସିଦ୍ଧ ତଥା କଳା ଓ ସଂସ୍କୃତି ସମ୍ପନ୍ନ ନୂଆପାଟଣାରେ ବାର ମାସରେ ୧୩ ପର୍ବ ଅନୁଷ୍ଠିତ ହୋଇଥାଏ। ସେଥି ମଧ୍ୟରେ ଗ୍ରାମର ଆରାଧ୍ୟ ପ୍ରଭୁ ମଦନମୋହନଙ୍କ ପ୍ରସିଦ୍ଧ… Read More...
ଡାଲଗୁମାଠାରେ ନୂତନ କୃଷି ସମବାୟ ସମିତି ଉଦଘାଟିତ samajalive May 12, 2023 ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଠାରେ ନୂତନ କୃଷି ସମବାୟ ସମିତି ଶୁକ୍ରବାର ଉଦଘାଟିତ ହୋଇଯାଇଛି।ପୂର୍ବରୁ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ପ୍ରାଥମିକ କୃଷି ସମବାୟ ସମିତି ଡ଼ହଗାଁ… Read More...
ପୂର୍ବତନ ବିଧାୟକଙ୍କ ତେଲୁଗୁ ବସ୍ତି ପରିଦର୍ଶନ samajalive May 12, 2023 ଚୌଦ୍ୱାର : ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ୱାର୍ଡର ସଫେଇ କାର୍ଯ୍ୟ ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ପଚାରି ବୁଝିଥିଛନ୍ତି । ସେ ୯ନଂ ୱାର୍ଡର ତେଲଗୁ… Read More...
ନର୍ଲାରେ ମିଶନ୍ ଶକ୍ତି କାଫେ ଉଦଘାଟିତ samajalive May 12, 2023 ନର୍ଲା : ବ୍ଲକ ପାର୍ଶ୍ବରେ ମିଶନ୍ ଶକ୍ତି କାଫେ ନୂତନ ଗୃହ ଶୁକ୍ରବାର ଦଘାଟିତ ହୋଇଅଛି । ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି ପାରମ୍ପରିକ ରୀତିନୀତିରେ ଏହାର… Read More...
ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ samajalive May 12, 2023 ଗୁରୁଡିଝାଟିଆ : ସେବା ହିଁ ସେବିକାର ଭୂଷଣ। ରୋଗୀଙ୍କୁ ନିସ୍ୱାର୍ଥପର ଭାବରେ ସେବା ଓ ଚିକିତ୍ସା ଯୋଗାଇଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ସେବିକା ନିଜର କର୍ତ୍ତବ୍ୟକୁ ଠିକଣା ଭାବରେ ସମାପନ କରିଥାଏ । ଯେଭଳି… Read More...
ଚହଲ, ଯଶସ୍ବୀଙ୍କ କୀର୍ତ୍ତିମାନ ; ରାଜସ୍ଥାନର ବିପୁଳ ବିଜୟ samajalive May 12, 2023 କଲକାତା : ରାଜସ୍ଥାନ ରୟାଲ୍ସର ୟୁଜବେନ୍ଦ୍ର ଚହଲ ଓ ଯଶସ୍ବୀ ଜୟସୱାଲ ଗୋଟିଏ ମ୍ୟାଚ୍ରେ ନୂତନ ଆଇପିଏଲ୍ କୀର୍ତ୍ତିମାନ ହାସଲ କରିଛନ୍ତି । ଉଭୟଙ୍କ କୃତିତ୍ବ ବଳରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପୁଳ ବିଜୟ ହାସଲ… Read More...
ଆଜି ପ୍ରକାଶ ପାଇବ ସିବିଏସ୍ଇ ପରୀକ୍ଷା ଫଳ samajalive May 12, 2023 ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ)ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ସିବିଏସ୍ଇର ୱେବ୍ସାଇଟ୍… Read More...
ଆଭାସିରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ samajalive May 12, 2023 ଭୁବନେଶ୍ବର : ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏହି ରେଳ… Read More...
ଅନ୍ତର୍ଜାତୀୟ ସେବିକା ଦିବସ samajalive May 12, 2023 ରୋଗୀଙ୍କୁ ନିଷ୍ଠାପର ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ହେଉଛି ପ୍ରକୃତ ମାନବ ଧର୍ମ। ଏହି ସେବା କାର୍ଯ୍ୟରେ ସେବିକାମାନଙ୍କ ଯୋଗଦାନ ଅତୁଳନୀୟ। ସମାଜରେ ସେବିକାମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ… Read More...
ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନିୟମ : ଜଣେ ପ୍ରଫେସର ଚଳାଉଛନ୍ତି ଦୁଇ ବିଭାଗ samajalive May 12, 2023 କଟକ : ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲିଚାଲିଛନ୍ତି। ଏକାଧିକ ନୂଆ ମେଡିକାଲ କଲେଜରେ ଅଧ୍ୟାପକ ଅଭାବ ଯୋଗୁଁ ଉଭୟ ଶିକ୍ଷାଦାନ ଓ ରୋଗୀ ସେବା… Read More...
ଏଟିଏମ୍ ଲୁଟ ଯୋଜନା ପଣ୍ଡ : ୭ ଅଭିଯୁକ୍ତଙ୍କୁ ଧରିଲା ପୁଲିସ samajalive May 12, 2023 ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ଏଟିଏମ୍ ଲୁଟ ଯୋଜନା ପଣ୍ଡ ହୋଇଛି। ଅଭିଯୁକ୍ତ ୭ ଜଣଙ୍କୁ ଧରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ସମେତ ୪ଟି ଥାନାର ୮ ପୁଲିସ ଗାଡ଼ିରେ ୩୫ରୁ ଉର୍ଦ୍ଧ୍ବ… Read More...
ମଣିପୁରରେ ଆତଙ୍କବାଦୀଙ୍କ ହିଂସା : ଯବାନ ସହିଦ samajalive May 12, 2023 ଇମ୍ଫାଲ : ମଣିପୁରରେ ନିକଟରେ ଦେଖା ଦେଇଥିବା ଜାତିଆଣ ହିଂସା ନିୟନ୍ତ୍ରଣକୁ ଆସିଥିବା ବେଳେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଗୁୁରୁବାର କୁଲକି ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ ଯବାନ ସହିଦ ହୋଇଥିବା ବେଳେ… Read More...
ଦୁଇଦିନ ପରେ ମହାନଦୀରୁ ନିଶାଙ୍କ ମୃତଦେହ ଉଦ୍ଧାର samajalive May 12, 2023 ବୁର୍ଲା : ବୁର୍ଲା ନିକଟସ୍ଥ ଅଠର ହଜାର ରାସ୍ତାର ସାଇଫୋନକୁ ବୁଲିବାକୁ ଯାଇ ଗତ ମଙ୍ଗଳବାର ଦିନ ପାଣିରେ ଭାସିଯାଇ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ। ସମ୍ବଲପୁର ମହାନଦୀ ସଡ଼କ ଘାଟରୁ ଗୁରୁବାର ବୁର୍ଲା ଅଗ୍ନିଶମ ବିଭାଗ… Read More...
କଳାଦିବସ ପାଳନ କଲେ ଧାରଣାରତ କୁସ୍ତିଯୋଦ୍ଧା samajalive May 12, 2023 ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଚଳାଇଥିବା ଧାରଣା ଏଥିମଧ୍ୟରେ ୨୦ ଦିନରେ ପହଞ୍ଚିଛି। ବ୍ରିଜଭୂଷଣଙ୍କ ବିରୁଦ୍ଧରେ ତଦନ୍ତ… Read More...
ଶୁକ୍ରବାର ରାଶିଫଳ (୧୨.୦୫.୨୦୨୩) samajalive May 12, 2023 ମେଷ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ ମିଳିବ। ସୁଷମ ଖାଦ୍ୟରେ ତୃପ୍ତି ଲାଭ କରିବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ମିଳିବ। ବୃଷ :… Read More...
ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବନି : ସୁପ୍ରିମକୋର୍ଟ samajalive May 12, 2023 ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ଗତବର୍ଷ ହୋଇଥିବା ମହାନାଟକ ପ୍ରସଙ୍ଗରେ ଗୁରୁବାର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ରାୟ ଶୁଣାଇଛନ୍ତି। ରାୟରେ ସୁପ୍ରିମକୋର୍ଟ ଉଦ୍ଧବ ଠାକରେଙ୍କ ନେତୃତ୍ବ ମହାରାଷ୍ଟ୍ରର… Read More...
ରାୟ ସଂରକ୍ଷିତ ରଖିଲେ ଶୀର୍ଷ ନ୍ୟାୟାଳୟ samajalive May 12, 2023 ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପ୍ରସଙ୍ଗକୁ ନେଇ ଶୀର୍ଷ ନ୍ୟାୟାଳୟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗରେ ଶୀର୍ଷ ନ୍ୟାୟାଳୟର ସାମ୍ବିଧାନିକ ପୀଠ ୧୦ଦିନ ଧରି ଶୁଣାଣି କରିଥିଲେ।… Read More...
ଫାର୍ମାସିଷ୍ଟ ସଂଘ ତରଫରୁ ଡ଼ାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ samajalive May 12, 2023 ବୁର୍ଲା : ବୁର୍ଲା ଭିମସାର ହସପିଟାଲରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହେବା ସହିତ ବିଭିନ୍ନ ମହଲରେ ଏହି ଡ଼ାକ୍ତରଙ୍କ ଦୁର୍ବ୍ୟବହାରକୁ ପ୍ରବଳ ନିନ୍ଦା କରାଯାଉଛି । ତେବେ ଏହାକୁ ନେଇ ଓଡ଼ିଶା… Read More...
ଜେଏସଡ୍ଳୁ-ଭୂଷଣ ଟାଉନସିପରେ ଦୁର୍ଘଟଣା : ୬ ମହଲା ବାଲକୋନିରୁ ଖସି ଶିଶୁର ମୃତ୍ୟୁ samajalive May 12, 2023 ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କାରଖାନାର ଟାଉନସିପ୍ ରେ ଗୁରୁବାର ଏକ ଦୁର୍ଘଟଣା ଘଟି ଜନୈକ ଦେଢ ବର୍ଷ ବୟସ ଶିଶୁର ମୃତ୍ୟୁ ହୋଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । … Read More...
ତେନ୍ତୁଳିଆରେ ବାଦିପାଲା ମହୋତ୍ସବ ଉଦ୍ଯାପିତ samajalive May 12, 2023 ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତ ଅଧିନ ତେନ୍ତୁଳିଆ ଗ୍ରାମରେ ଗତ ୫ଦିନ ଧରି ଚାଲିଥିବା ବାଦିପାଲା ମହୋତ୍ସବ ବୁଧବାର ରାତିରେ ଉଦ୍ଯାପିତ ହୋଇଯାଇଛି । ବାବା ଆଖଣ୍ଡଳମଣି ପାଲା କମିଟି ପକ୍ଷରୁ ଆୟୋଜିତ… Read More...
ନଦୀବନ୍ଧ ଜବରଦଖଲ : ଉପଜିଲ୍ଲାପାଳଙ୍କୁ ଗମେଇବାସୀଙ୍କ ଫେରାଦ samajalive May 12, 2023 ଆଠଗଡ : ଆଠଗଡ ଉପଖଣ୍ଡର ବଡମ୍ବା ବ୍ଲକ ଅନ୍ତର୍ଗତ ଗମେଇ ଗ୍ରାମଟି ଏକ ବନ୍ୟା ପ୍ରପୀଡିତ ଅଞ୍ଚଳ ହୋଇଥିବାବେଳେ ସେଠାରେ ନଦୀବନ୍ଧ ଉପରେ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରିବା ଯୋଗୁଁ ଗ୍ରାମବାସୀ… Read More...
ଅମୁଣିଆସାହିରେ ମରାମତି ହେଲା ଆଲୋକ ବତୀ samajalive May 12, 2023 ତିଗିରିଆ : ତିଗିରିଆ ବ୍ଳକ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଅମୁଣିଆ ସାହି ଗ୍ରାମରେ ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଥିବା ରାସ୍ତା ଆଲୋକୀକରଣ ବ୍ୟବସ୍ଥାରେ ଗୁରୁବାର ସୁଧାର ଆସିଛି । ଆଲୋକୀ କରଣ ଦାୟିତ୍ଵ ନେଇଥିବା… Read More...
ଦୁର୍ବୃତ୍ତର ଖଣ୍ଡା ଚୋଟରେ ବଡଭାଇ ମୃତ, ସାନଭାଇ ଗୁରୁତର samajalive May 12, 2023 ବାଣପୁର : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେଗୁରୁବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଦାଣ୍ଡପିଣ୍ଡାରେ ଦୁଇ ଭାଇ କଥାବାର୍ତ୍ତା ହେଉଥିବା ବେଳେ ଜଣେ ଗ୍ରାମବାସୀ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିବାରୁ… Read More...
ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ samajalive May 12, 2023 ପାଟଣା : ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ କାଠବାରୀ ନିକଟସ୍ତ ବାରିଗାଁ ଗ୍ରାମର ଅମିୟ କୁମାର ପଲେଇ (୩୬) ବୋଲି ଜଣାପଡିଛି। ଶ୍ରୀ ପଲେଇ ଗତକାଲି ବିଳମ୍ବିତ ସଂଧ୍ୟାରେ ଘଟଗାଁରୁ ବାଇକ୍… Read More...
ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର samajalive May 12, 2023 ପାଟଣା : ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ତରଫରୁ ୯ ଦଫା ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସାହାରପଡା ବ୍ଲକ ପାଚିକା ସଂଘ ପକ୍ଷରୁ ସଭାନେତ୍ରୀ ଓ… Read More...
ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା samajalive May 11, 2023 ପାଟଣା : ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଏକାନ୍ତ ଆବଶ୍ୟକ। ଏଣୁ ଏବେ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ମାନେ । କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଉପରଡିହା ପଞ୍ଚାୟତ ଅନ୍ତର୍ଗତ… Read More...
ବିଜେଡିରେ ସାମିଲ ହେଲେ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ samajalive May 11, 2023 କଣ୍ଟାବାଞ୍ଜି : ଢୋଲମାନଦଲ ପଞ୍ଚାୟତର ଆଦିବାସୀ ନେତା କୈଳାସ ଭୋଇଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ… Read More...
ପମ୍ପୁ ବନ୍ଧ ଦୁର୍ନୀତି : ଦୁଇ ମାସ ଭିତରେ ତଦନ୍ତ ପାଇଁ ପୁଣି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ samajalive May 11, 2023 କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ପ୍ରାଣକେନ୍ଦ୍ର କୁହା ଯାଉଥିବା ପମ୍ପୁ ତଲାବ(ବନ୍ଧ) ଦୁର୍ନୀତି ଉପରେ ଓଡ଼ିଶା ହାଇକୋର୍ଟ ବ୍ରକ୍ତିଗତ ଭାବେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଦୁଇ ମାସ ଭିତରେ ତଦନ୍ତ କରିବା ପାଇଁ କଡା… Read More...
ପରିବେଶ ସୁରକ୍ଷା ପାଇଁ ଯୁବକଙ୍କ ପଦଯାତ୍ରା samajalive May 11, 2023 ଆଠଗଡ଼ : ପରିବେଶ ପ୍ରଦୂଷଣ ଏବେ ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ତେବେ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପଦଯାତ୍ରାରେ ବାହାରିଛନ୍ତି ଉତ୍ତର ପ୍ରଦେଶର… Read More...
ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ samajalive May 11, 2023 ଦେଶ ବିକାଶରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଗବେଷକ ଓ ଇଂଜିନିୟରଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ… Read More...
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ samajalive May 11, 2023 ନୂଆଦିଲ୍ଲୀ : ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗରେ ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଦିଲ୍ଲୀରେ ପହଞ୍ଚିବା ପରେ… Read More...
ସୁଡ଼ଙ୍ଗ ଜରିଆରେ ଜଳ ଯୋଗାଣ samajalive May 11, 2023 ଗଞ୍ଜାମ ଓ ଗଜପତିର ୬୨୬୦ ହେକ୍ଟର ଜମିକୁ ପାଣି, ୪୦ କୋଟି ବ୍ୟୟରେ ପାରଳାଖେମୁଣ୍ଡି ବାଇପାସ୍ ସଂସ୍କୃତି ଭବନ ଓ ଟାଉନ୍ ହଲ୍ ପାଇଁ ୬.୫ କୋଟି ଭୁବନେଶ୍ବର : ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ଛେଳିଗଡ଼… Read More...
ଝୁଲା ବିଧାନସଭା ସମ୍ଭାବନା samajalive May 11, 2023 ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଶେଷ ସହିତ ବୁଥ ବାହୁଡା ମତ (ଏକ୍ଜିଟ୍ ପୋଲ) ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସିଗୁଡିକ ପକ୍ଷରୁ ପ୍ରକାଶିତ ବୁଥ ବାହୁଡା ମତ ଅନୁଯାୟୀ… Read More...
ଝାରସୁଗୁଡ଼ା ଉପ ନିର୍ବାଚନ : ୭୫.୬% ମତଦାନ samajalive May 11, 2023 ଭୁବନେଶ୍ବର/ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ମତଦାନ କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ପ୍ରାୟତଃ ସବୁ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାେର ମତଦାନ ଶେଷ ହୋଇଛି। ବୁଧବାର… Read More...
ବୋଲରଙ୍କ ସଫଳତା ; ସିଏସ୍କେ ବିଜୟୀ, ସଙ୍କଟରେ ଦିଲ୍ଲୀ samajalive May 11, 2023 ଚେନ୍ନଇ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ; ମୋଟଉପରେ ଦଳଗତ ସଫଳତା ବଳରେ ବୁଧବାର ଚଳିତ ଆଇପିଏଲ୍ରେ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ୨୭ ରନ୍ରେ ପରାସ୍ତକରି ୧୨ଶ… Read More...
ଆଦାନି-ହିଣ୍ଡେନବର୍ଗ ମାମଲାର ଶୁଣାଣି ୧୨ରେ samajalive May 11, 2023 ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ସମ୍ପର୍କରେ ହିଣ୍ଡେନବର୍ଗ ସଂସ୍ଥା ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆଦାନି ଗ୍ରୁପ୍ ନିଜ ସେୟାର ମୂଲ୍ୟ ଅଧିକ ଦର୍ଶାଇଥିବା ହିଣ୍ଡେନବର୍ଗ ନିଜ ରିପୋର୍ଟରେ ଦର୍ଶାଇଥିଲା। ଏହାଫଳରେ… Read More...
ଗୁରୁବାର ରାଶିଫଳ (୧୧.୦୫.୨୦୨୩) samajalive May 11, 2023 ମେଷ : ସାହସୀ ହେବେ। ଶୁରବୀରର ମର୍ଯାଦା ପାଇବେ। ଧୈର୍ଯ୍ୟବାନ୍ ହୋଇପାରନ୍ତି। ମାତୃ କଷ୍ଟକାରକ ହୋଇପାରନ୍ତି। ଭାଷାରେ କଟୁତା ପ୍ରକାଶ ପାଇପାରେ। ଉଦାର ସ୍ବଭାବ ଓ ପରୋପକାରୀ ହେବେ। ବୃଷ : ସର୍ବଦା ହାସ୍ୟ ସୁଖସମ୍ପନ୍ନ… Read More...
ଜୁନ୍ ୨୨ରେ ମୋଦୀ-ବାଇଡେନ କଥାବାର୍ତ୍ତା samajalive May 11, 2023 ୱାଶିଂଟନ : ଆସନ୍ତା ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ବୁଧବାର ହ୍ବାଇଟ ହାଉସ୍ ପ୍ରେସ ସଚିବ କାରିଏନ୍ ଜିନ୍ ଦୁଇ ନେତାଙ୍କ… Read More...
କାର ସହ ଅଟୋ ମୁହାଁମୁହିଁ ଧକ୍କା,୭ ଆହତ samajalive May 11, 2023 ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି। ସୂଚନା ଅନୁସାରେ ପୁଲବାଣୀ ପଟୁ… Read More...
୧୨ ଘର ଭାଙ୍ଗିଲାଣି ଗୋଠ ଛଡ଼ା ଦନ୍ତା samajalive May 11, 2023 ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ବନାଞ୍ଚଳରୁ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ଆସି ଉତ୍ପାତ ଆରମ୍ଭ କରିବା ସହ ୪୮ ଘଣ୍ଟା ଭିତରେ ୧୨ ଜଣଙ୍କ ଘର ଓ ପାଚେରୀ ଭାଙ୍ଗିଲାଣି।… Read More...
କାଳ ବୈଶାଖୀ ତାଣ୍ଡବ : ଉଡ଼ିଲା ଘର ଛପର, ଉପୁଡ଼ିଲା ଗଛ samajalive May 11, 2023 ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ମାଛଗଡ଼ ଅଞ୍ଚଳରେ ବୁଧବାର ଅପରାହ୍ନ ସମୟରେ ପବନ, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା। ତେବେ କାଳ ବୈଶାଖୀ ଏତେ ପ୍ରଭାବଶାଳୀ ଥିଲା ଯେ କିଛି ସମୟ ଭିତରେ ବହୁ… Read More...
‘ସକାଳ’ ପକ୍ଷରୁ ଦେଶୀ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର samajalive May 11, 2023 ମୋହନା : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଢ଼େପାଲାଞ୍ଚୁ ଗ୍ରାମଠାରେ ଥିବା ସକାଳ ସ୍ଵେଚ୍ଛାସେବୀ ଅନୁଷ୍ଠାନର ତାଲିମ କେନ୍ଦ୍ରଠାରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀକୁ ନେଇ ୧୫ ଦିନିଆ ଖାଦ୍ୟ… Read More...
ମାଓବାଦୀ ନିପାତ, ବିପୁଳ ପରିମାଣର ଗୁଳି ଗୋଳା ଜବତ samajalive May 11, 2023 ଭବାନିପାଟଣା : ଏସଆଇଡ଼ବ୍ଲୁ ଟିମ ଦ୍ଵାରା ଗତ ମଙ୍ଗଳବାର ୩ ମାଓବାଦୀ ମୃତ୍ୟୁ ଘଟଣା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ୍ ପଣ୍ଡିତ ଏଠାରେ ସବିଶେଷ ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳେ ଏସଆଇଡ଼ବ୍ଲୁ ଟିମ୍ ସହ… Read More...
ମାତିଲେଣି ଲୁଟେରା, ଘର ସମ୍ମୁଖରୁ ବୁଲେଟ ଚୋରି samajalive May 11, 2023 ହରଭଙ୍ଗା : ବୌଦ୍ଧ ଜିଲ୍ଲ ପୁରୁଣାକଟକ ଥାନା ଅଂଚଳରେ ପୁଣି ମାତିଲେଣି ଲୁଟେରା। ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ପୁରୁଣା କଟକ ବଜାରର ହନୁମାନ ସାହିରୁ ତୋଫାନ ସାହୁଙ୍କ ଏକ ବୁଲେଟ ଚୋରି ହୋଇଥିବା ଜଣାପଡିଛି।… Read More...
ଜଳୁନି ରାସ୍ତା କଡ ଆଲୋକ ବତୀ, ଅନ୍ଧାରରେ ଅମୁଣିଆସାହି ଗ୍ରାମ samajalive May 11, 2023 ତିଗିରିଆ : ତିଗିରିଆ ବ୍ଲକ ପୁରୁଣାତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଅମୁଣିଆସାହି ଗ୍ରାମରେ ରାସ୍ତା ଆଲୋକୀକରଣ ପ୍ରହସନରେ ପରିଣତ ହୋଇଛି। ଗତ ପ୍ରାୟ ଦୁଇମାସ ତଳେ ଗ୍ରାମ ରାସ୍ତାରେ ଲଗାଯାଇଥିବା ଆଲୋକ ବତୀ ମାତ୍ର ଦଶ ଦିନ… Read More...
ବଡ଼ନାଉପୁଟ ପଞ୍ଚାୟତ : ପ୍ରଥମ ମହିଳା ସରପଞ୍ଚଙ୍କ ପରଲୋକ samajalive May 11, 2023 ତିଗିରିଆ : ତିଗିରିଆ ବ୍ଳକ ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଶଶୀପ୍ରଭା ପଣ୍ଡା ( ୯୦) ଙ୍କର ବୁଧବାର ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଘରେ… Read More...
ଉନ୍ନୟନ କାର୍ଯ୍ୟ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା samajalive May 10, 2023 କଲମପୁର : କଲମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହଠାରେ ସମିତି ବୈଠକ ଅନୁଷ୍ଠିତ ହେଇଯାଇଛି । ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ଅଧ୍ୟକ୍ଷତା… Read More...
ରାଜନୀତିର ଆଧ୍ୟାତ୍ମିକରଣ ଗୋଖଲେଙ୍କ ଲକ୍ଷ୍ୟ ଥିଲା samajalive May 10, 2023 ଚୌଦ୍ୱାର : ପ୍ରଖ୍ୟାତ ରାଷ୍ଟ୍ରନାୟକ, ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଗୁରୁ,ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ ସେବକ ସଂଘର ପ୍ରତିଷ୍ଠାତା ଗୋପାଳକୃଷ୍ଣ ଗୋଖଲେଙ୍କ ୧୫୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି… Read More...
କାନକୁଟରୁ ଗାଁରେ ମାଓ ପୋଷ୍ଟର samajalive May 10, 2023 ଲାଞ୍ଜିଗଡ଼ : ମଦନପୁର-ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମଙ୍ଗଳବାର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ… Read More...
ଗୁରୁଡିଝାଟିଆ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଶେଷ ବର୍ଷ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା samajalive May 10, 2023 ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଶେଷବର୍ଷ ରାଜନୀତି ବିଜ୍ଞାନ ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ପ୍ରଶାନ୍ତ… Read More...
ସମାଜ ବ୍ୟବସ୍ଥାରେ ସୁଧାର ଆଣିବାରେ ମହିମା ଧର୍ମର ଭୂମିକା ଗୁରୁତ୍ୱପୂର୍ଣ୍ଣ samajalive May 10, 2023 ଗୁରୁଡିଝାଟିଆ : ଜଗତ ଭଗତଙ୍କ ଉନ୍ନତି ସାଙ୍ଗକୁ ସାତ୍ତ୍ୱିକ ଶାନ୍ତି ଓ ସମାଜରେ ଭାତୃତ୍ୱ ଆଣିବା କ୍ଷେତ୍ରରେ ମହିମା ଧର୍ମର ଭୂମିକା ଅତୀ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ଭିତରେ ଆଧ୍ୟାତ୍ମିକ ଭାବଧାରାକୁ ଉଦଜୀବିତ କରାଇବା… Read More...
ଆଜି ନବୀନ-ନୀତୀଶ ଭେଟ ! samajalive May 9, 2023 ଭୁବନେଶ୍ବର : କେନ୍ଦ୍ରରେ ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି (ମଙ୍ଗଳବାର) ଓଡ଼ିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି।… Read More...
ଗୋପାଳ କୃଷ୍ଣ ଗୋଖଲେ samajalive May 9, 2023 ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ୍ କର୍ଣ୍ଣଧାର ଗୋପାଳ କୃଷ୍ଣ ଗୋଖଲେ ୧୮୬୬ ମେ ୯ରେ ମହାରାଷ୍ଟ୍ରର ରତ୍ନଗିରି ଜିଲାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କ ବିଚକ୍ଷଣ ମେଧାଶକ୍ତିର ପ୍ରତିଭା ବିଷୟରେ ଶିକ୍ଷକମାନେ… Read More...
ସରିଲା ଝାରସୁଗୁଡ଼ା ପ୍ରଚାର, ବୁଧବାର ଭୋଟ samajalive May 9, 2023 ଭୁବନେଶ୍ବର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରଚାର ଶେଷ ହୋଇଛି। ୨୦ ଦିନ ଧରି ଚାଲିଥିବା ଘମାଘୋଟ ପ୍ରଚାର ଶେଷ ହୋଇଥିବାବେଳେ ଶେଷ ଦିନରେ ପ୍ରାର୍ଥୀମାନେ… Read More...
୧୯ରୁ ନ୍ୟାୟାଧିକରଣଙ୍କ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ samajalive May 9, 2023 ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ସମାଧାନ ଲାଗି ନ୍ୟାୟାଧିକରଣ (ଟ୍ରାଇବୁନାଲ)ଅଧ୍ୟକ୍ଷ ବିଚାରପତି ଏ.ଏମ୍. ଖାଣ୍ଡୱିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ… Read More...
‘ରତ୍ନଭଣ୍ଡାର ଖୋଲିବା ପାଇଁ ହସ୍ତକ୍ଷେପ କରିବୁନି’ samajalive May 9, 2023 ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଦାଖଲ ସ୍ଥିତିପତ୍ର ଅନୁଯାୟୀ ନ୍ୟାୟାଳୟଙ୍କ ୪… Read More...
ଶୁଖିଲାଣି ୭୨% ଭୂତଳ ଜଳ, ୧୯ ରାଜ୍ୟରେ ଜଳାଭାବ samajalive May 9, 2023 ଦୁଇ ମୁଖ୍ୟମନ୍ତ୍ରୀ ଚାହିଁଲେ ଦୁଇ ଘଣ୍ଟାରେ ମହାନଦୀ ବିବାଦର ସମାଧାନ ଜଳ ସଙ୍କଟ ବଢ଼ାଇବ ଅର୍ଥନୈତିକ ଓ ସ୍ଥାନାନ୍ତର ସମସ୍ୟା ‘ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ‘ସମାଜ’ ତୁଲାଉଛି ଉତ୍ତରଦାୟିତ୍ବ’ ପୁରୀ : ଦେଶର… Read More...
ମୁଖ୍ୟ ସଚିବ ଓ କୁଳପତିଙ୍କୁ ରାଜ୍ୟପାଳଙ୍କ ରିପୋର୍ଟ ତଲବ samajalive May 9, 2023 ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଅଭିଭାଷଣ ଦେବା ସମୟରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଏବଂ ରାଷ୍ଟ୍ରପତି ୯ ମିନିଟ୍ ଧରି ଅନ୍ଧାରରେ… Read More...
ଶେଷ ବଲ୍ ରୋମାଞ୍ଚ ; ପଞ୍ଜାବକୁ ହରାଇଲା କେକେଆର୍ samajalive May 9, 2023 କଲକାତା : ଆଇପିଏଲ୍ରେ ଏକ ରୋମାଞ୍ଚକର ମ୍ୟଚରେ ସୋମବାର ଶେଷ ବଲ୍ରେ ବିଜୟୀ ହୋଇଛି କଲକାତା ନାଇଟ୍ ରାଇଡର୍ସ (କେକେଆର୍) । ଶେଷ ବଲ୍ରେ ୨ ରନ୍ ଆବଶ୍ୟକ ଥିବା ବେଳେଳ ରିଙ୍କୁ ସିଂହ ଚୌକାମାରି କେକେଆର୍ ଦଳକୁ… Read More...
ପ୍ରଭଞ୍ଜନ ମହାପାତ୍ର ନେସନାଲ ହାଉସିଙ୍ଗ ବ୍ୟାଙ୍କର ନିର୍ଦେଶକ samajalive May 9, 2023 ନୂଆଦିଲ୍ଲୀ : ପ୍ରଭଞ୍ଜନ ମହାପାତ୍ରଙ୍କୁ ନେସନାଲ ହାଉସିଙ୍ଗ ବ୍ୟାଙ୍କର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେ ତିନି ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ। ଭାରତ ସରକାରଙ୍କର ଅର୍ଥମନ୍ତ୍ରଣାଳୟର ଆର୍ଥିକ ସେବା… Read More...
ମଙ୍ଗଳବାର ରାଶିଫଳ (୦୯.୦୫.୨୦୨୩) samajalive May 9, 2023 ମେଷ : ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ନିରୋଗ ରହିବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।… Read More...
ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ samajalive May 9, 2023 ଗୋପାଳପୁର : ଆମର ସମସ୍ତ କର୍ମ ହୃଦୟରୁ ହିଁ ଆସିଥାଏ (ଏଭିଂଥିଙ୍ଗ୍ ୱି ଡୁ କମ୍ ଫ୍ରମ୍ ଦି ହାର୍ଟ)- ରେଡକ୍ରସ୍ର ଏହି ଥିମ୍ରେ ସମସ୍ତେ କାର୍ଯ୍ୟ କରିବାକୁ ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବିଶ୍ବ ରେଡକ୍ରସ୍ ଦିବସ… Read More...
ତିଗିରିଆରେ ଦୁଇ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ samajalive May 9, 2023 ତିଗିରିଆ : ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମର ତୃତୀୟ ପର୍ୟ୍ୟାୟରେ ତିଗିରିଆ ବ୍ଲକର ୨ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ… Read More...
ମନରେଗା ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି samajalive May 9, 2023 ହରଭଙ୍ଗା : ବିଜେପି ଯୁବ ମୋର୍ଚ୍ଚା ହରଭଙ୍ଗା ବ୍ଲକରେ ମନରେଗା ଦୁର୍ନୀତିର ତଦନ୍ତ ଦାବି କରିଛି । ଏ ସମ୍ପର୍କରେ ଏକ ଦାବି ପତ୍ର ସୋମବାର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଅରୂପା ଦୀପ, ରଞ୍ଜନ ଦଳେଇ, ସୁନିତ… Read More...
ମଣ୍ଡଳ କାରାଗାରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର samajalive May 9, 2023 ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଦୀର୍ଘ ୩ମାସ ଧରି ଚାଲିଥିବା କେଶ ଯତ୍ନ ଓ ପ୍ରଶାଧନ, ଚର୍ମ ଓ କେଶ ଯତ୍ନ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଶିବିରର ପ୍ରଥମ ବ୍ୟାଚ ତାଲିମ୍ ଶେଷ ହୋଇଛି… Read More...
ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ samajalive May 8, 2023 ଚୌଦ୍ୱାର : ଚୌଦ୍ୱାର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ୫-ଟି ରୂପାନ୍ତରିତ ସ୍କୁଲ ଗୁଡ଼ିକର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ।… Read More...
ପଥଚାରୀଙ୍କୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର samajalive May 8, 2023 କଲମପୁର : କଲମପୁର ଥୁଆମୁଳ-ରାମପୁର ମୁଖ୍ୟ ରାସ୍ତାର ବେଲପଡା ଭରୁଆମୁଣ୍ଡା ଛକ ନିକଟରେ ଜଣେ ପଥଚାରୀଙ୍କୁ ବାଇକ ଧକ୍କା ଦେବା ଫଳରେ ଉଭୟ ପଥଚାରୀ ଏବଂ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ସୋମବାର ସଂଧ୍ୟାରେ ଏହି… Read More...