ସମୁଦ୍ରକୁ ବହିଯାଉଛି ୫୪ ପ୍ରତିଶତ ପାଣି

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ଭୂତଳ ଜଳସ୍ତର। ଅଣମୌସୁମୀ ସମୟରେ ଜଳାଭାବ ଦେଖାଦେଉଥିବାବେଳେ ଗ୍ରୀଷ୍ମ ଋତୁରେ ଜଳସଂକଟ ଉତ୍କଟ ହେଉଥିବା ପରିଲକ୍ଷିତ ହେଉଛି। କୃଷି, ଶିଳ୍ପ ପ୍ରଭାବିତ ହେବାକୁ ଥିବାବେଳେ ଲୋକଙ୍କୁ…
Read More...

ଶ୍ରମିକ ଦିବସ

ବିଶ୍ବର ଶତାଧିକ ରାଷ୍ଟ୍ରରେ ମେ ୧ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଉଛି। ସବୁଠୁ ପ୍ରଥମେ ୧୮୮୨ରେ ଆମେରିକା ଓ କାନାଡାରେ ସେପ୍ଟେମ୍ବର ମାସରେ ଶ୍ରମିକ ଦିବସ ପାଳିତ ହେଲା। କିଛି ବର୍ଷ ପରେ ମେ ପହିଲାରେ ଏହି ଦିବସ…
Read More...

ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ୍‌ ବରୋଦା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ପୁଣି ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଭାରତ ସରକାର ୫୨ ବର୍ଷୀୟ ଦେବଦତ୍ତ ଚାନ୍ଦଙ୍କୁ ବ୍ୟାଙ୍କ ଅଫ ବରୋଦା (ବିଓବି)ମୁଖ୍ୟ ରୂପେ ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତା ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ…
Read More...

କେବେ ଆସିବ ସାମାଜିକ ସୁରକ୍ଷା ପରିଷଦ ନୀତି ?

-ବଢ଼ିଛି ମହିଳା ଓ ପୁରୁଷ ମଜୁରିରେ ପାର୍ଥକ୍ୟ, -କମୁଛି ମନରେଗା ଅନୁଦାନ; ଶ୍ରମିକଙ୍କୁ ଉପହାସ, -ସହରାଞ୍ଚଳ ଶ୍ରମିକଙ୍କ ପାଇଁ ନାହିଁ ଯୋଜନା ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରି ରାଜ୍ୟ ସରକାର…
Read More...

୯ ବିଶ୍ବବିଦ୍ୟାଳୟ, ୩୨୮ ମହାବିଦ୍ୟାଳୟର ନାହିଁ ‘ନାକ୍‌’ ମାନ୍ୟତା

ଭୁବନେଶ୍ବର : ବିନା ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ମାନ୍ୟତାରେ ରାଜ୍ୟରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ହେଲେ ୯ଟି ବିଶ୍ବବିଦ୍ୟାଳୟ ଏବଂ ୩୨୮ ମହାବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ। ରାଜ୍ୟ ସରକାର…
Read More...

ସାତ୍ତ୍ବିକ-ଚିରାଗଙ୍କୁ ଐତିହାସିକ ସ୍ବର୍ଣ୍ଣ

ଦୁବାଇ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ରେ ନୂଆ ଇତିହାସ ରଚିଛନ୍ତି ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି। ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ୍‌ରେ ଭାରତ ପାଇଁ ୨ୟ ଏବଂ ପୁରୁଷ…
Read More...

ସୋମବାର ରାଶିଫଳ (୦୧.୦୫.୨୦୨୩)

ମେଷ : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ପତ୍ନୀଙ୍କ କୋମଳ ସ୍ପର୍ଶ ଓ ସନ୍ତାନଙ୍କ ଅଳିଅଝଟ ସୁଖଦାୟକ ହୋଇପାରେ। ଅର୍ଥାଗମର ମାର୍ଗ ଅତ୍ୟନ୍ତ ସରଳ ଥିବାରୁ ସରକାରୀ କଳକୁ ଧନ୍ୟବାଦ ଦେବେ। ବୃଷ : ଆପଣଙ୍କ…
Read More...

ମନ କୀ ବାତର ୧୦୦ତମ ଅଧ୍ୟାୟ : ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ପ୍ରୋଜେକ୍ସନ ମ୍ୟାପିଂ

 ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀରେ ଲାଲକିଲ୍ଲା ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ପ୍ରୋଜେକ୍ସନ ମ୍ୟାପିଂ ଆୟୋଜନ କରାଗଲା ଭୁବନେଶ୍ବର :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ…
Read More...

କାବେରୀ ଅଭିଯାନ : ଫେରିଲେ ଆଉ ୨୨୯ ଭାରତୀୟ

ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ୨୨୯ଜଣଙ୍କୁ ରବିବାର ସ୍ବଦେଶ ଫେରାଇ ଅଣାଯାଇଛି। ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ନିମନ୍ତେ ସରକାର କାବେରୀ ଅଭିଯାନ ଚଳାଇଛନ୍ତି। ଏହି…
Read More...

ଜିଲ୍ଲା ବିଜେପି ତରଫରୁ ୭୬ ଶକ୍ତି କେନ୍ଦ୍ରରେ ୧୦୦ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ

ବୌଦ୍ଧ :  ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ଜିଲ୍ଲାର ୭୬ଟି ଶକ୍ତି କେନ୍ଦ୍ର ମାନଙ୍କରେ ପୂର୍ବ ପ୍ରସ୍ତୁତି ପ୍ରକାରେ ବୁଥ ସ୍ତରରେ ସୁବ୍ୟବସ୍ଥିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ବୌଦ୍ଧ ବିଧାନ…
Read More...

ବଜ୍ରାଘାତରେ ୪ ବଦଳ ମୃତ

ଫୁଲବାଣୀ : କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତର ଗୁଣାକୁମ୍ପା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଶରତ ପ୍ରଧାନ ଓ ଅନନ୍ତ ପ୍ରଧାନଙ୍କର ୪ ଗୋଟି ବଳଦଙ୍କ  ମୃତ୍ୟୁ ଘଟିଛି। ଏହି ସମୟରେ…
Read More...

ବସ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ଭାଇ୨ ମୃତ

ଗୁଣପୁର : ସ୍ଥାନୀୟ ବିକ୍ରମପୁର ବାଇପାସ ରୋଡ଼ ଠାରେ ରବିବାର ସନ୍ଧ୍ୟାରେ ବସ ବାଇକ ମୁହାଁ ମୁହିଁ ଧକ୍କା ଯୋଗୁଁ ୨ଭାଇଙ୍କ ମୃତ୍ୟୁ ଘଟିଛି । ଖବର ନେବାରୁ ଜଣା ପଡ଼ିଛି ଯେ ଚିଣ୍ଟୁ ଗୌଡ଼ (୮) ଏବଂ ସନ୍ତୋଷ ପ୍ରଧାନ (୨୨)…
Read More...

କଲମପୁରରୁ ପୁରୁଣା ୱାରେଣ୍ଟି ଗିରଫ

କଲମପୁର :  ଗତ ୨୦୧୦ ମସିହାରୁ ନିଜ ନାମକୁ ବଦଳାଇ କଲମପୁର ଠାରେ ଆତ୍ମଗୋପନ କରି ରହୁଥିବା ଜଣେ ପୁରୁଣା ଅଭିଯୁକ୍ତକୁ ରବିବାର ପୁଲିସ ଗିରଫ କରିବାରେ ସଫଳ ହେଇଛି। ସୂଚନା ଅନୁସାରେ ଭବାନୀପାଟଣା ଟାଉନ ଥାନା କେସ ନଂ…
Read More...

ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟ ନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ…
Read More...

ସ୍ଥାୟୀ ଦୋକାନ ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ପନିପରିବା ବ୍ୟବସାୟୀଙ୍କ ଦାବି

ବୌଦ୍ଧ : ଜିଲାପ୍ରଶାସନ ନିଷ୍ପତ୍ତି କ୍ରମେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ଆଦର୍ଶ କୃଷି ବଜାର ମଧ୍ୟକୁ ଦୈନିକ ବଜାର ସ୍ଥାନାନ୍ତର କରାଯିବା ତିନିଦିନ ପରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ ।…
Read More...

ଗୋପାଳପୁର ନିର୍ବାଚନମଣ୍ଡଳୀ : ୪୦ ଶକ୍ତି କେନ୍ଦ୍ରରେ ମନ କୀ ବାତ କାର୍ଯ୍ୟକ୍ରମ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀର ୪୦ଟି ଶକ୍ତି କେନ୍ଦ୍ର ସମେତ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ…
Read More...

ଚୌଦ୍ୱାର ବିଜେପିର ସମ୍ବର୍ଦ୍ଧନା ସଭା

ଚୌଦ୍ୱାର : ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମ ଅବସରରେ ବିଜେପିର ଚୌଦ୍ୱାର ମଣ୍ଡଳ ଆନୁକୁଲ୍ୟରେ ଏକ ଜନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ…
Read More...

ପୋଖରୀରେ ବୁଡି ନାବାଳକ ମୃତ

ଆଠଗଡ଼ : ଆଠଗଡ ସୀମାବର୍ତ୍ତୀ ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡି ପଞ୍ଚାୟତର ମାଳବିହାରପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହି ଗ୍ରାମର ମନ୍ମଥ ବେହେରାଙ୍କ ପୁଅ ଅକ୍ଷୟ…
Read More...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଗୋପାଳପୁର : ମାଣ୍ଡିଆପଲ୍ଲୀ ସ୍ଥିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ରବିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ  (ଓୟୁଏଟି) କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଭିନ୍ନ ପ୍ରକଳ୍ପ ଉଦଘାଟନ…
Read More...

ମୋଦୀଙ୍କ ୧୦୦ତମ ମନ କି ବାତ୍‌‌ କାର୍ଯ୍ୟକ୍ରମ : ପିପିଲି ଚାନ୍ଦୁଆ ବିଶ୍ୱ ଦରବାରରେ ପହଞ୍ଚିବ

ପିପିଲି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୧୦୦ତମ ‘ମନ କି ବାତ୍‌‌’ କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲା ବିଜେପି ପକ୍ଷରୁ ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡ଼ିଆ ଠାରେ ଶିଶୁମାନଙ୍କୁ ନେଇ ‘ମୁଁ…
Read More...

ସମ୍ବଲପୁର ହିଂସା ଘଟଣା : ମେ ୧ରେ ଓଡିଶା ଆସିବ ବିଜେପି ଟିମ୍

ଭୁବନେଶ୍ୱର : ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତା ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶନିବାର ଏହି…
Read More...

ବଢୁଛି ସଂକ୍ରମଣ : ରାଜ୍ୟରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ଦୈନିକ ୫୦୦ ଉପରେ ରହୁଛି ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂତନ…
Read More...

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକଲେ ଥାନା ଘେରାଉ ଚେତାବନୀ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଳକ ସଂଘ…
Read More...

ମହାନଦୀ ନ୍ୟାୟାଧିକରଣର ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା, ରାୟପୁରରେ ପହଞ୍ଚିଲେ ପ୍ରତିନିଧି ଦଳ

ଝାରସୁଗୁଡ଼ା : ମହାନଦୀ ବିବାଦ ସମାଧାନ ନ୍ୟାୟାଧୀକରଣ (ଟ୍ରିବୁନାଲ) ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା ଆରମ୍ଭ କରିବେ । ଆଜି ଏହି ପ୍ରତିନିଧି ଦଳ ଦିଲ୍ଲୀରୁ ଆସି ରାୟପୁରରେ ପହଞ୍ଚିଛନ୍ତି । ଶନିବାର ନ୍ୟାୟାଧୀକରଣ ଦ୍ବିତୀୟ…
Read More...

ଅନ୍ତର୍ଜାତୀୟ ନୃତ୍ୟ ଦିବସ

ସାରା ବିଶ୍ବରେ ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି । ଆଧୁନିକ ବାଲେ ନୃତ୍ୟର ସ୍ରଷ୍ଟା ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମ ଦିନ। ୧୭୨୭ ଏପ୍ରିଲ ୨୯ରେ ଜିନ୍ ଜର୍ଜେସ୍ ନୋଭେର ଜନ୍ମଗ୍ରହଣ କରିଥିଲେ। ପ୍ରଥମେ…
Read More...

ଆଇପିଏଲ କ୍ରିକେଟ : ଆଜି କଲକାତା-ଗୁଜରାଟ ଓ ଦିଲ୍ଲୀ-ହାଇଦରାବାଦ୍‌ ମଧ୍ୟରେ ମୁକାବିଲା

କଲକାତା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) -୧୬ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଇଡେନଗାର୍ଡେନରେ କଲକାତା ନାଇଟ୍‌ ରାଇଡର୍ସ ଓ ଗୁଜରାଟ ଟାଇଟାନ୍‌ସକୁ ଦିଲ୍ଲୀରେ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ-ସନରାଇଜର୍ସ…
Read More...

ସମବାୟ ଆନ୍ଦୋଳନ ପ୍ରଗତିର ପଥପ୍ରଦର୍ଶକ

ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ସମବାୟ ଆନ୍ଦୋଳନ ଦିଗଦର୍ଶନ ଦେଇଥାଏ। ସମବାୟର ବଳିଷ୍ଠ ଚିନ୍ତାଧାରା, ଆଦର୍ଶ ଚିନ୍ତନ, ଠିକ୍‌ ଦିଗଦର୍ଶନ ତା’ର ସଭ୍ୟମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ସାମାଜିକ, ଅର୍ଥନୈତିକ ଓ…
Read More...

ଆର୍ଥିକ କାରବାର ଓ ଗାଣିତିକ ଦ୍ବନ୍ଦ୍ବ

ତିନି ବନ୍ଧୁ ଗୋଟିଏ ଭୋଜନାଳୟରେ ଖାଇବା ପାଇଁ ପହଞ୍ଚିଲେ। ଖାଇବା ପରେ, ଖାଦ୍ୟ ବାବଦକୁ ଦେୟ ଦେବାର ସମୟ ଆସିଲା। ଜଣପିଛା ଦଶଟଙ୍କା କରି ତିନିଜଣଙ୍କର ସର୍ବମୋଟ ଟ୩୦/- ଦେଇ ସେମାନେ ଫେରିଲେ। କିଛି ସମୟ ପରେ ଭୋଜନାଳୟର…
Read More...

ବ୍ୟକ୍ତିତାନ୍ତ୍ରିକ ଗଣତନ୍ତ୍ର !

କ୍ଷେତ ଖିଆ ବାଡ଼ ଗୁଣ ଅସରା। ଇଏ ଖଜୁରିଗଛ ମୂଳରୁ ପାହାଚ ପାହାଚ। ଏବେ ପୃଥିବୀରେ ଗଣତନ୍ତ୍ର ଶାସନ ବେଶ୍‌ ଲୋକପ୍ରିୟ ହୋଇଛି। ଗଣତନ୍ତ୍ରର ଜନକ କୁହାଯାଉଥିବା ବିଲାତରେ କିନ୍ତୁ ରାଜାରାଣୀ ଶାସନ ଚଳେଇ ରଖାଯାଇଛି। ଏମିତି…
Read More...

ପଥର ଭିତରେ ପ୍ରତିମା..

ବିଶ୍ୱ ବିଖ୍ୟାତ ସ୍ଥପତି ମାଇକେଲ ଆଞ୍ଜେଲୋ ଥରେ କହିଥିଲେ, ‘ ପ୍ରତିଟି ପଥର ଭିତରେ ଗୋଟିଏ ଗୋଟିଏ ପ୍ରତିମା ଲୁଚି ରହିଛନ୍ତି। ଏହାକୁ ଖୋଜି ବାହାର କରିବା ହେଉଛି ସ୍ଥପତିର କାମ।’ ବାସ୍ତବିକ ଏହି ଉକ୍ତିର ଯଥାର୍ଥତା…
Read More...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଖିଣ୍ଡା ପାଞ୍ଚୟତର ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମରଣ୍ଡା ଗ୍ରାମର ଖଜୁରୀ ବେହେରା (୬୦) ଶନିବାର ପ୍ରାତଃ ସମୟରେ…
Read More...

୨ ଦୁର୍ଘଟଣା : ଜଣଙ୍କର ମୃତ୍ୟୁ,୧୦  ଗୁରୁତର

ଡେସ୍କ : ଭଦ୍ରକରେ ଶନିବାର ସକାଳେ ୨ଟି ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀର ଛତାବର ନିକଟରେ ଏକ ଦୁର୍ଘଟଣାରେ ଟ୍ରକ୍ ତଳେ କାର୍…
Read More...

ଗୋପବନ୍ଧୁ ଚୌଧୁରୀ

ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ନେତା ଗୋପବନ୍ଧୁ ଚୌଧୁରୀ ୧୮୯୫ ମେ ୮ରେ ଜଗତସିଂହପୁର ନିକଟସ୍ଥ ଖେରାସା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଗାଁ ବିଦ୍ୟାଳୟରୁ ପାଠ ପଢ଼ି ଉଚ୍ଚଶିକ୍ଷା ପାଇଁ…
Read More...

ବଢୁଛି ବ୍ରିଜ୍‌ଭୂଷଣଙ୍କ ଅଡୁଆ : ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ବୃଦ୍ଧି ପାଉଛି ସମର୍ଥନ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ଅଡୁଆ ବଢିବାରେ ଲାଗିଛି।ତାଙ୍କୁ ଗିରଫ କରିବା ଦାବିରେ ଧାରଣ ଦେଉଥିବା ଦେଶର ନାମୀ ଅନ୍ତର୍ଜାତୀୟ କୁସ୍ତି ଖେଳାଳିଙ୍କ…
Read More...

ପଞ୍ଜାବକୁ ହରାଇ ଦ୍ବିତୀୟ ସ୍ଥାନରେ ଲକ୍ଷ୍ନୌ

ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଶୁକ୍ରବାର ମୋହାଲିରେ ଖେଳାଯାଇଥିବା ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ୫୬ରନରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି। ଏଥି ସହିତ ପଞ୍ଜାବ…
Read More...

ନିଜଆଡ଼ୁ ମାମଲା ରୁଜୁ କରନ୍ତୁ ରାଜ୍ୟ

ନୂଆଦିଲ୍ଲୀ : ଘୃଣ୍ୟ ମନ୍ତବ୍ୟ ପ୍ରଦାନ ପ୍ରସଙ୍ଗରେ ଶୁକ୍ରବାର ଶୀର୍ଷ ନ୍ୟାୟାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଘୃଣ୍ୟ ମନ୍ତବ୍ୟ ପ୍ରଦାନକାରୀଙ୍କ ବିରୋଧରେ…
Read More...

ଲାଗୁ ହେବ ଗୋଟିଏ ବୋର୍ଡ

ଆଗକୁ ହ୍ରାସ ପାଇବ ବିଦ୍ୟାଳୟ ପାଠ୍ୟକ୍ରମ, ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ଆସିବ ନୂତନ ପାଠ୍ୟପୁସ୍ତକ ୬ଷ୍ଠ ଶ୍ରେଣୀର ପିଲା ପଢ଼ିବେ ଦକ୍ଷତା ବିକାଶ ପାଠ ଭୁବନେଶ୍ବର : ଜାତୀୟ ଶିକ୍ଷାନୀତି ଅନୁସାରେ ଦେଶରେ ଏକକ ଆକଳନ…
Read More...

ଗଡ଼ିଲା ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ରେଳ

ପୁରୀ : ହାୱଡ଼ା-ପୁରୀ ମଧ୍ୟରେ ଶୁକ୍ରବାର ପରୀକ୍ଷାମୂଳକ ଯାତାୟାତ କରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ (ଦ୍ରୁତଗାମୀ ରେଳ)। ପ୍ରଥମ ପର୍ଯ୍ୟାୟ ଯାତ୍ରା ନିର୍ବିଘ୍ନରେ ଶେଷ ହୋଇଛି। ଦିନ ୧୨ଟା ୩୫ରେ ଏହି ଅତ୍ୟାଧୁନିକ…
Read More...

ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ପୁଅକୁ ମିଳିପାରିବ ଚାକିରି

କଟକ : ଅନୁକମ୍ପା ମୂଳକ ଥଇଥାନ ଆବେଦନର ଶୁଣାଣି କରି ଉଚ୍ଚନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ପୁଅକୁ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଚାକିରି ମିଳିପାରିବ ବୋଲି ବିଚାରପତି…
Read More...

ଶନିବାର ରାଶିଫଳ(୨୯.୦୪.୨୦୨୩)

ମେଷ :  ଧନବାନ୍‌ ହେବେ; କିନ୍ତୁ କୌଣସି ସୂତ୍ରରୁ ଅର୍ଥାଗମର ସୁଯୋଗ ମିଳିବା ଅସମ୍ଭବ ହୋଇପାରେ। କେବଳ ନିଜ ବଳାର୍ଜିତ ଧନରେ ଧନୀ ହେବେ। ଚତୁସ୍ପଦ ପ୍ରାଣୀ ଲାଭ ହେବ। ଅନ୍ନପାନାଦି ସୁଖ ମିଳିବ। ବୃଷ : ଉଚ୍ଚ ପଦସ୍ଥ…
Read More...

ପ୍ରତି ବ୍ଲକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ସରକାର

 ସାକ୍ଷୀଗୋପାଳ : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖାର ସଭାପତି ଭୀମସେନ ମହାପାତ୍ରଙ୍କ ସଭାପତିତ୍ବରେ ମଧୁବାବୁଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତିଙ୍କ ପ୍ରାକ ସୂଚନା ପରେ ମୁଖ୍ୟ ଅତିଥି ୩୨ ନଂ ଜିଲ୍ଲା ପରିଷଦ…
Read More...

ଜଳ ଉତ୍ସର ଉନ୍ନତିକରଣ ପାଇଁ ୧୧୪୨.୬୮ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟର ଉଦଘାଟନ

ଗୁରୁଡିଝାଟିଆ : କୃଷି ହିଁ ରାଜ୍ୟକୁ ପ୍ରଗତି କ୍ଷେତ୍ରରେ ଆଗେଇ ନେବ। କୃଷକକୁ ବଳ,ଜମିକୁ ଜଳ ରାଜ୍ୟ ସରକାରଙ୍କ ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ। ବିିଭିନ୍ନ ଜଳଉତ୍ସଗୁଡିକର ଉନ୍ନତି ସାଙ୍ଗକୁ ବର୍ଷାଜଳର ସଂରକ୍ଷଣ ପାଇଁ କୃଷି ଓ…
Read More...

୧୭.୭୨ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଉଭାନ : ଖୋଜା ଚାଲିଛି ଚୋର କୁଆଡେ ଗଲା 

ଲଡୁଗାଁ :  କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତରେ ନ ପହଞ୍ଚି କୁଇଣ୍ଟାଲ କୁଇଣ୍ଟାଲ ପିଡ଼ିଏସ ଚାଉଳ ଗାଏବ୍ ହେଉଥିବା ଅଭିଯୋଗ ହୋଇଛି ।  ସିଡବ୍ଲୁସି ଗୋଦାମରୁ କୋକସରା ବ୍ଲକର ୨୨ ପଞ୍ଚାୟତକୁ  ଏଲ- ୨ ଠିକାଦାର ଅମିତ କୁମାର…
Read More...

ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ଜନ୍ମସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବ​ନେଶ୍ବର :​‌ ଓଡ଼ିଆ ଜାତି ପାଇଁ କୁଳବୁଦ୍ଧ ମଧୁବାବୁଙ୍କ ବଡ ସ୍ୱପ୍ନ ଓ ବଡ ଚିନ୍ତା ବ୍ୟର୍ଥ ଯିବ ନାହିଁ ଏବଂ ଏହା ଆଜିର ନାଗରିକଙ୍କର ଦାୟିତ୍ୱ ବୋଲି ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ…
Read More...

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ

ଚୌଦ୍ୱାର :  ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ମହିଳା…
Read More...

ବାରମ୍ବାର ଗୁହାରୀ ସତ୍ବେ ମିଳିଲାନି ଆବାସ, ଘର ତିଆରି କଲେ ବଦାନ୍ୟ ବ୍ୟକ୍ତି

ଚାନ୍ଦିପୁଟ : ଭୁମିହୀନ ଗରିବ ପରିବାରକୁ ଭୁମି ସହ ପକ୍କାଘର ନିର୍ମାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ହେଲେ ବର୍ଷ ବର୍ଷ ଧରି ଝାଟିମାଟି ପାଲ କୁଡିଆ ତଳେ ଜୀବନ ବିତାଉଥିବା ପରିବାର…
Read More...

ମୋହନାରେ ଆକାଶବାଣୀର ଏଫଏମ ଟ୍ରାନ୍ସମିଟର ଉଦଘାଟିତ

ମୋହନା : ଗଜପତି ଜିଲ୍ଲା ମୋହନାରେ ଆକାଶବାଣୀର ୧୦୦ ୱ।ଟ ଏଫଏମ ଟ୍ରାନ୍ସମିଟର ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି। ସର୍ଵଦଭାରତୀୟ ସ୍ତରରେ ଆଜି…
Read More...

ନବରଙ୍ଗପୁରରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂସଲ : ସଙ୍ଗଠନକୁ ସୁଦୃଢ଼ କରିବାକୁ ଆହ୍ୱାନ 

ନବରଙ୍ଗପୁର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂସଲ ପ୍ରଥମଥର ପାଇଁ ନବରଙ୍ଗପୁର ଲୋକସଭା ପ୍ରବାସ ଯୋଜନା ଗସ୍ତରେ ଆସି ନବରଙ୍ଗପୁରରେ ପହଞ୍ଚିଥିଲେ। ଏହି ଅବସରରେ…
Read More...

ମହିଳା କଲେଜରେ ଇଂରାଜୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜର ଇଂରାଜୀ ସମ୍ମାନ ଶେଷ ଛାତ୍ରୀଙ୍କୁ ଶୁକ୍ରବାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଇଂରାଜୀ ବିଭାଗୀ ମୁଖ୍ୟ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ…
Read More...

ଜୟନ୍ତୀରେ ଉତ୍କଳ ଗୌରବ ମଧୁସୁଦନଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ଆଠଗଡ ପ୍ରଶାସନ ଏବଂ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି  ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଆଠଗଡ ପ୍ରଶାସନ ପକ୍ଷରୁ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ,…
Read More...

ଦୋକାନ ସଟର ଭାଙ୍ଗି ବଡ ଧରଣର ଲୁଟ୍

ଆଠଗଡ : ଆଠଗଡ ସହରର ଝରଣଛକ ନିକଟରେ ଥିବା ଏକ କମ୍ପାନୀର ଅଧିକୃତ ପାଇକାରୀ ବିକ୍ରେତାଙ୍କ ଦୋକାନର ସଟର ଭାଙ୍ଗି ପ୍ରାୟ ୨୫ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବେଣ୍ଟପଦା ଗ୍ରାମର…
Read More...

ମଧୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ 

ତିଗିରିଆ : ତିଗିରିଆ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ସଭାଗୃହରେ ସଭାପତି ମଙ୍ଗଳକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ଅତାବିରା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ

ରେଙ୍ଗାଲିକ୍ୟାମ୍ପ :  ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ଥିବା ଅତାବିରା ଗ୍ରାମ୍ୟ ନ୍ୟାୟାଳୟ ପରିସରରେ ଅତାବିରା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇ…
Read More...

ମେ ୨ ଯାଏ କାଳବୈଶାଖୀ

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, କୁଆପଥର ବୃଷ୍ଟି ଏବଂ ଝଡ଼ତୋଫାନ ହେଉଛି। ଆଜି ଉପକୂଳ ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ,…
Read More...

ସିଏସ୍‌କେକୁ ହରାଇ ରାଜସ୍ଥାନ ଶୀର୍ଷରେ

ଜୟପୁର : ଗୁରୁବାର ଚଳିତ ଆଇପିଏଲ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩୨ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ସହ ଧ୍ରୁବ ଜୁରେଲ ଓ ଦେବଦତ୍ତ…
Read More...

ସରକାରୀ କଳରେ ପରିବର୍ତ୍ତନ ଆଣିଛି ୫-ଟି ଓ ମୋ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୋଜନାର ଲାଭ ଏବଂ ଗୁଣାତ୍ମକ ଜନସେବା କିପରି ସଠିକ୍ ସମୟରେ ପ୍ରଦାନ କରାଯିବ, ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ରୂପାନ୍ତରଣ ପଦକ୍ଷେପ ନେଇଛନ୍ତି। ସରକାରୀ କଳରେ ୫-ଟି ଏବଂ ମୋ ସରକାର ବ୍ୟାପକ…
Read More...

ପଶ୍ଚିମବଙ୍ଗ ରାମନବମୀ ହିଂସାର ଏନ୍‌ଆଇଏ ତଦନ୍ତ ନିର୍ଦେଶ

କଲକାତା : ରାମନବମୀ ଅବସରରେ ପଶ୍ଚିମବଙ୍ଗ ହାୱଡା ଜିଲାରେ ହୋଇଥିବା ହିଂସାର ଏନଆଇଏ ତଦନ୍ତ ନିର୍ଦେଶ ଦେଇଛନ୍ତି କଲକାତା ହାଇକୋର୍ଟ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟିଏସ୍‌ ଶିବାଙ୍ଗନମଙ୍କ ନେତୃତ୍ବରେ ଗଠିତ ପୀଠ…
Read More...

‘ସାକି’ରେ ଓଡ଼ିଶାକୁ ୪୫୨୮ କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ସହାୟତା ଯୋଜନା(ସାକି)ରେ ଚଳିତ ଆର୍ଥିକବର୍ଷ ଓଡ଼ିଶା ଭାଗରେ ୪୫୨୮କୋଟି ଟଙ୍କା ପଡ଼ିଛି। ଭାରତ ସରକାରଙ୍କ…
Read More...

ଉତ୍କଳ ଗୌରବ ମଧୁସୂଦନ ଦାସ

ଆଧୁନିକ ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ ଏପ୍ରିଲ ୨୮ରେ ଜନ୍ମଗ୍ରହଣ କରିଥିଲେ। କଟକରେ ବିଦ୍ୟାଳୟ ପାଠପଢ଼ା ସାରି ଉଚ୍ଚଶିକ୍ଷା ପାଇଁ ସେ କଲକାତା ଗଲେ। ସେଠି ପ୍ରଥମ ଓଡ଼ିଆ ଭାବେ…
Read More...

ବୁର୍ଲା ଭିସୁଟରେ ପ୍ରଥମ ଘଟଣା ; ଜଣେ ଛାତ୍ର ଓ ଛାତ୍ରୀଙ୍କୁ ଟିସି ଦେଇ ବିଦାକଲେ କର୍ତ୍ତୃପକ୍ଷ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) କର୍ତ୍ତୃପକ୍ଷ ଏକ ଦୃଷ୍ଟାନ୍ତମୁଳକ ପଦକ୍ଷେପ ନେଇଛନ୍ତି । ଭିସୁଟ୍ କର୍ତ୍ତୃପକ୍ଷ ଏକ ଘଟଣାର ତଦନ୍ତ କରି ଜଣେ ଛାତ୍ର ଏବଂ ଜଣେ ଛାତ୍ରୀଙ୍କୁ…
Read More...

‘ରାଜିନାମା ଆଧାରରେ ସୀମା ସମସ୍ୟା ସମାଧାନ ହେଉ’

ନୂଆଦିଲ୍ଲୀ : ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ବୈଠକ ଅବସରରେ ଗୁରୁବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ସାଙ୍ଗଫୁ ଲିଙ୍କ ମଧ୍ୟରେ ବୈଠକ ହୋଇଛି। ଗଲୱାନ ସଂଘର୍ଷ ପ୍ରଥମ କରି…
Read More...

ସଂକୀର୍ତ୍ତନ କଳାକାରଙ୍କୁ ଉପେକ୍ଷା ନେଇ ଅସନ୍ତୋଷ ; ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

ଭୁବନେଶ୍ବର : ଶ୍ରୀଜୟଦେବ ସଂକୀର୍ତ୍ତନ ଯାତ୍ରା ସହ ଜଡ଼ିତ ସଙ୍ଗୀତ ଓ ନୃତ୍ୟ କଳାକାରଙ୍କର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ବିଗତ ଜୟନ୍ତୀ ସମାରୋହର ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଯାଇଛି। ସଭାରେ ଅଧ୍ୟକ୍ଷତା…
Read More...

ଶୁକ୍ରବାର ରାଶିଫଳ (୨୮.୦୪.୨୦୨୩)

ମେଷ :  ବାସଗୃହର ପରିବେଶ ଉତ୍ତମ ମାନର ହେବ। ଦିନଟି ସମସ୍ୟା ବହୁଳ ହୋଇପାରେ। କୃଚ୍ଛ୍ର ସାଧନା ବଳରେ ସମସ୍ୟାର ସମାଧାନ କରିପାରନ୍ତି। ଯାନବାହନ ସୁଖ ମିଳିବ। କୃଷି କର୍ମଦକ୍ଷ ହେବେ। ବୃଷ : ସରକାରୀ କର୍ମକର୍ତ୍ତାଙ୍କ…
Read More...

ସ୍ବତନ୍ତ୍ର ପଦୋନ୍ନତି ନୀତି ଲାଗୁ : ହଟିବ ଦରମା ଅସଙ୍ଗତି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏଣିକି ପଦୋନ୍ନତି ଦିଆଯିବ। ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…
Read More...

ମହୁମାଛି ଆକ୍ରମଣରେ ଭିସୁଟର ୪ ଛାତ୍ରଛାତ୍ରୀ ଆହତ, ଭିମସାରରେ ଭର୍ତ୍ତି

ବୁର୍ଲା : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ(ଭିସୁଟ୍)ର ଚାରିଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଚାରିଜଣ ଯାକ ଆହତ ହୋଇଥିବା ବେଳେ ସେମାନଙ୍କୁ…
Read More...

ପିଡିଏସ୍ ଅନିୟମିତା ପ୍ରସଙ୍ଗ : ଲଡୁଗାଁ ପଞ୍ଚାୟତରେ ଉଚ୍ଚ ସ୍ତରୀୟ ତଦନ୍ତ ହେବ କେବେ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ  ଗ୍ରାମ ପଞ୍ଚାୟତରେ ପିଡିଏସ୍ ହେରଫେରକୁ ନେଇ ସରପଞ୍ଚ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୨୦୨୩ ଜାନୁୟାରୀ ୩ ତାରିଖରେ  ପତ୍ର ସଂଖ୍ୟା ୦୩  ଅନୁସାରେ  ଗ୍ରାମ…
Read More...

ଦୋଷ ମୁକ୍ତ ହେବା ପାଇଁ ଅପହରଣ ନାଟକ, ଥାନାରେ ଅଭିଯୋଗ କଲେ ପୀଡିତ ବୃଦ୍ଧ

ମୋହନା :  ରକ୍ଷକ ସାଜିଲା ଭକ୍ଷକ। ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ପୁଲିସ ଉପରେ ଜନସାଧାରଣ ଭରସା କରନ୍ତି, ସେହି ପୁଲିସ ଆଜି ସାଜିଛି ଲାଞ୍ଚୁଆ ଓ ଅପହରଣକାରୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି…
Read More...

ସାରସ୍ୱତ ସାଧକ ମନୋଜ ଦାସଙ୍କ ସ୍ମୃତି ସଭା

ଚୌଦ୍ୱାର : ବିଶିଷ୍ଟ ସାହିତ୍ୟିକ ତଥା ସାରସ୍ୱତ ସାଧକ ମନୋଜ ଦାସଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଆନୁକୁଲ୍ୟରେ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ପୌରହିତ୍ୟରେ…
Read More...

କୁଆପଥର ମାଡରେ ୩୦ହେକ୍ଟର ଜମିରେ ତରଭୂଜ ଓ ପନିପରିବା ଫସଲ ନଷ୍ଟ

ହରଭଙ୍ଗା : ମହାନଦୀକୂଳିଆ ଉର୍ବର ପଟୁମାଟିରେ ତରଭୁଜ ସାଙ୍ଗକୁ ପନିପରିବା ଚାଷ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ବେଶ ମଜଭୁତ୍ କରିପାରିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀକୂଳରେ ଥିବା ରାମଗଡ, ପରଗଳପୁର କୋଇଲିସୂତା…
Read More...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଏବିଭିପିର ବିକ୍ଷୋଭ

କେନ୍ଦୁଝରଗଡ଼ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଗୁରୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲା ଏବଂ ନଗର ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କ…
Read More...

ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ସ୍ୱାଗତ

ଆଠଗଡ :  ଆଠଗଡ ବିଜେପି ପକ୍ଷରୁ ଏହି ରାସ୍ତା ଦେଇ ଝାରସୁଗୁଡା ନିର୍ବାଚନ ପ୍ରଚାରରେ ଯାଉଥିବା ବିଜେପି ଯୁବମୋର୍ଚ୍ଚା ରାଜ୍ୟସ୍ତରୀୟ ନେତାଙ୍କୁ ସ୍ୱାଗତ କରାଯାଇଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ…
Read More...

ମହିଳା କଲେଜ ଗୃହବିଜ୍ଞାନ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହିଳା ସ୍ନାତକ କଲେଜର ଗୃହବିଜ୍ଞାନ ଶେଷବର୍ଷ ଛାତ୍ରୀଙ୍କୁ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ଅଧ୍ୟାପିକା ସରିତା ଆଚାର୍ଯ୍ୟଙ୍କ ସଂଯୋଜନାରେ…
Read More...

ସରକାରୀ ଅର୍ଥରେ ରାଜନୀତି ଅଭିଯୋଗ ; ବିଜେପିର ସ୍ମାରକପତ୍ର ପ୍ରଦାନ

ଆଠଗଡ :  ସରକାରୀ ଅର୍ଥ ବ୍ୟୟ କରି ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପୁଅକୁ କୃଷି ବିଭାଗ ଅଧିକାରୀ ରାଜନୀତି କରିବାର ସୁଯୋଗ ଦେଇଥିବା ନେଇ ଆଠଗଡ ବିଜେପି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏ ସଂପର୍କୀତ ଏକ…
Read More...

୪ ଦିନ କାଳବୈଶାଖୀ

ଭୁବନେଶ୍ବର : ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି, ଝଡ଼ତୋଫାନ ଏବଂ କୁଆପଥର ବୃଷ୍ଟିର ସମ୍ଭାବନା ଥିବାରୁ ବିଭିନ୍ନ ସ୍ଥାନକୁ ସତର୍କ ସୂଚନା ଜାରି କରାଯାଇଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ମନୋଜ ଦାସ

ବାଲେଶ୍ୱର ଜିଲାର ଶଙ୍ଖାରି ଗାଁରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ମନୋଜ ଦାସ ଜନ୍ମଗ୍ରହଣ କରିଥିଲେ। ଛାତ୍ରବସ୍ଥାରୁ ଲେଖାଲେଖି କରୁଥିବା ମନୋଜ ହାଇସ୍କୁଲରେ ପଢ଼ିବା ସମୟରେ ତାଙ୍କର କବିତା ସଙ୍କଳନ ‘ଶତାବ୍ଦୀର…
Read More...

ସମୟର ଠିକ୍‌ ଉପଯୋଗ କର : ମୁଖ୍ୟମନ୍ତ୍ରୀ

ମୁଁ ମୁଖ୍ୟମନ୍ତ୍ରୀ ହେବି : କୋରାପୁଟ ଛାତ୍ରୀ ବିଷ୍ଣୁପ୍ରିୟା ଭୁବନେଶ୍ବର : ଆମେ ଏବେ ବଡ଼ବଡ଼ ସ୍ବପ୍ନ ଦେଖିପାରୁଛୁ ଏବଂ ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ। ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ…
Read More...

ଫାଇଦା ନେବ ଛତିଶଗଡ଼, କ୍ଷତି ସହିବ ଓଡ଼ିଶା

ଝାରସୁଗୁଡ଼ା :  କଲମା ବ୍ୟାରେଜରୁ ମହାନଦୀରେ ପାଣି ଛାଡିବା ଆକସ୍ମିକ ନୁହେଁ; ଏଥିପାଇଁ ଛତିଶଗଡ଼କୁ ପୂର୍ବରୁ ଚିଠି ଲେଖିଥିଲେ ଓଡ଼ିଶା ସରକାର । ଅଣମୌସୁମୀ ଋତୁରେ ତଳମୁଣ୍ଡରେ ଜଳପ୍ରବାହ କମି ଯାଇଥିବାରୁ ପାଣି…
Read More...

ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ମନ୍ତ୍ରୀ

ଭୁବନେଶ୍ୱର : ବିଗତ ୪ବର୍ଷ ହେଲା ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ବାତ୍ୟା ହେଉଛି। ସରକାର ବାତ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରିଛନ୍ତି। ଚଳିତ ବର୍ଷ ମଧ୍ୟ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ…
Read More...

ଜ୍ଞାନ ଓ ଦକ୍ଷତା ସହ ଆବେଗ ଜରୁରୀ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ଜି-୨୦ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଆରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’…
Read More...

ସୁଦାନରୁ ୫୩୦ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ : କାବେରୀ ଅଭିଯାନ କ୍ରମରେ ହିଂସା ପ୍ରଭାବିତ ସୁଦାନରେ ଅଟକି ରହିଥିବା ୫୩୦ଜଣ ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ୨୭୮ ଜଣ ଭାରତୀୟଙ୍କୁ ସୁଦାନ ବନ୍ଦରକୁ ଅଣାଯିବା ପରେ…
Read More...

ଆର୍‌ସିବି ପରାସ୍ତ ; ବିଜୟଧାରାକୁ ଫେରିଲା କେକେଆର୍‌

ବେଙ୍ଗାଲୁରୁ : ବୁଧବାରର ଆଇପିଏଲ୍‌ ମୁକାବିଲାରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବ୍ୟାଟ୍‌ସମ୍ୟାନଙ୍କ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…
Read More...

ବ୍ୟାଟିଂରେ ସୂର୍ଯ୍ୟଙ୍କ ଶୀର୍ଷସ୍ଥାନ ବଜାୟ

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିିସି ) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୮୧୧ ପଏଣ୍ଟ ସହ…
Read More...

ଲୁଟିନେଲେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଚନ୍ଦନେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ ଥିବା ୟୁନିଅନ ବ୍ୟାଙ୍କ୍‌ ଶାଖାରୁ ବୁଧବାର ଦିନ ଦ୍ୱି ପ୍ରହରରେ ଡକାୟତମାନେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି। ଡକାୟତମାନେ ଦୁଇଟି…
Read More...

ଗୁରୁବାର ରାଶିଫଳ (୨୭.୦୪.୨୦୨୩)

ମେଷ : ଆପଣଙ୍କ ଉଦାରତା ଭାବରୁ ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଥିବାବେଳେ ଠକମାନଙ୍କର ଠକାମିର ଶିକାର ହୋଇପାରନ୍ତି। ଦାନଶୀଳ ହେବେ। କୃଷି ଉପରେ ଧ୍ୟାନ ଦେବେ। ବୁଦ୍ଧିମାନ ହେବେ। ବୃଷ : ମନ ପ୍ରସନ୍ନ ରହିବ।…
Read More...

‘ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ’

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବୁଧବାର ବିଜେପି ପାଇଁ ପ୍ରଚାର କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ…
Read More...

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ନିଷ୍ପତ୍ତି ସଂସଦ ନେଉ : କେନ୍ଦ୍ର

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପାଇଁ ହୋଇଥିବା ଆବେଦନର ଶୁଣାଣି ଶୀର୍ଷ ନ୍ୟାୟାଳୟରେ ଜାରି ରହିଛି। ବୁଧବାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା…
Read More...

ପୁଞ୍ଚ ଆକ୍ରମଣ : ତିନି ମାସ ପୂର୍ବରୁ ହୋଇଥିଲା ଷଡ଼ଯନ୍ତ୍ର

ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ମେନ୍ଧାରଠାରେ ଏପ୍ରିଲ ୨୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ତିନି ମାସ ପୂର୍ବରୁ ଷଡ଼ଯନ୍ତ୍ର ହୋଇଥିଲା। ଏହାର ସମସ୍ତ ଖସଡ଼ା ପାକିସ୍ତାନରେ ପ୍ରସ୍ତୁତ…
Read More...

ଓଡ଼ିଶାରେ ଛୁଟି ଆନ୍ଧ୍ରରେ ଖୋଲା ; ପାଠପଢିବାକୁ ଯାଉଛନ୍ତି ଓଡ଼ିଶା ଆଦିବାସୀ ପିଲା

ପାତ୍ରପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ଓଡ଼ିଶାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ  ସୀମାନ୍ତ  ଅଂଚଳର ବହୁ ଆଦିବାସୀ  ପିଲା ରାତି ପାହିଲେ ଆନ୍ଧ୍ର ସ୍କୁଲକୁ ଯାଉଛନ୍ତି। ଏହି ଭଳି ଅବସ୍ଥା ପାତ୍ରପୁର ବ୍ଳକର…
Read More...

ପେସା ଆଇନ ଲାଗୁ ପାଇଁ ଆଦିବାସୀ ସମନ୍ବୟ ସମିତିର ଦାବି

ଫୁଲବାଣୀ : ରାଜ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଦାବି କରିଛି ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି । ବୁଧବାର ଏ ନେଇ ଫୁଲବାଣୀ ଠାରେ ଏକ ଶୋଭାଯାତ୍ରାର  ଆୟୋଜନ କରାଯିବା ସହ ଜିଲାପାଳଙ୍କ ଜରିଆରେ…
Read More...

କାରାଗାରରେ ମାନସିକ ରୋଗୀଙ୍କର ହେବ ସ୍ୱତନ୍ତ୍ର ଚିକିିତ୍ସା : ଜେଲ ଡିଜି ମନୋଜ ଛାବ୍ରା

ଚୌଦ୍ୱାର : ରାଜ୍ୟର ବିଭିନ୍ନ କାରାଗାରରେ ମାନସିକ ରୋଗରେ ପୀଡ଼ିତ କଏଦୀ ମାନଙ୍କର ସ୍ୱତନ୍ତ୍ର ଚିକିତ୍ସା ପାଇଁ ଜେଲ ବିଭାଗ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି। କାରାଗାରରେ ରହୁଥିବା କଏଦୀ ପୁର୍ବରୁ ହେଉ ଅବା…
Read More...

ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ଭାରତୀୟ ମଜଦୁର ସଂଘ, ନବରଙ୍ଗପୁର ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମାଝୀଗୁଡାଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ…
Read More...

ଘୁଟୁର-କେନ୍ଦୁଝରଗଡ ଷ୍ଟେସନ ରାସ୍ତା ମରଣଯନ୍ତା

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଛକ ଠାରୁ କେନ୍ଦୁଝରଗଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଥିବାରୁ ଗ୍ରୀଷ୍ମ ଋତୁରେ ମଧ୍ୟ ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ…
Read More...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘର ବିକ୍ଷୋଭ

କେନ୍ଦୁଝରଗଡ଼ : ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସମସ୍ୟା ସମ୍ବଳିତ ୪ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ କେନ୍ଦୁଝର ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…
Read More...

ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର-୨୦୨୩

ଫୁଲବାଣୀ : ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ୨୨ ଦିନ ଧରି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର -୨୦୨୩ ଆୟୋଜନ ପାଇଁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ…
Read More...

ଖଇରନ୍ଧା ସାହିରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବାକୁ ଦାବି   

ପାଟଣା : ଟାଟା ପାୱାର ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମର ନ ବସାଇବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏପରି ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।…
Read More...

ସାହାରପଡା ବ୍ଲକରେ ୩ ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପାଟଣା : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଗୁଣାତ୍ମକ ତଥା ବିଦ୍ୟାଳୟ ଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ହେଉଛି ଆମୂଳଚୂଳ ପରିବର୍ତ୍ତନ। ୫-ଟି ଉଚ୍ଚ ବିଦ୍ୟାଳୟ ରିପାନ୍ତରୀକରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା।…
Read More...

ସରକାରୀ ଜମିରୁ ଅବାଧ ମାଟି ଚାଲାଣ ; ମଧ୍ୟସ୍ଥି ମାଲେମାଲ

ଗୁରୁଡିଝାଟିଆ :  ଆଠଗଡ ତହସିଲ ଅନ୍ତର୍ଗତ ନିଧିପୁର ଏବଂ ଓରନ୍ଦା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଞ୍ଚଳରୁ ଅବାଧରେ ସରକାରୀ ଜମିରୁ ଶହଶହ ଟ୍ରକ ମାଟି ଚୋରା ଚାଲାଣ ହେଉଛି । ଏଥିରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି…
Read More...

ହାତୀ ଦାଉରୁ ଫସଲ ସୁରକ୍ଷା : ସୌର ତାର ଓ ଲୁହା ଖମ୍ବକୁ ଚୋରାଇ ନେଲେ ଦୁର୍ବୁତ୍ତ

ଗୁରୁଡିଝାଟିଆ : ବନ୍ୟପ୍ରାଣୀଙ୍କ ପାଇଁ ବ୍ୟାପକ ମାତ୍ରାରେ ହେଉଛି ଫସଲ ହାନୀ । କୃଷକ କୃଷି ପାଇଁ ମୁହଁ ବୁଲାଇଦେଲେଣି। ଫସଲ ପାଇଁ ଆଣୁଥିବା କରଜ ସଠିକ୍ ଢଙ୍ଗରେ ସୁଝୁପାରୁନାହାନ୍ତି । କେତେବେଳେ ବାରାହା, ମିରିଗ ତ’…
Read More...

ଆଇପିଏଲ୍‌ -୨୦୨୩ : ଆଜି ଗୁଜରାଟ ବନାମ ମୁମ୍ବଇ

ଅହମ୍ମଦାବାଦ : ମଙ୍ଗଳବାର ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ ଖେଳାଯିବ। ଏଠାରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଗତବର୍ଷର…
Read More...

ଅର୍ଦ୍ଧଶତକରେ ଶତକ ପୁରୁଷ

କଟକ  (କ୍ରୀଡ଼ା ବ୍ୟୁରୋ) : ଜଣେ କ୍ରୀଡ଼ାବିତ୍‌ଙ୍କ ୫୦ତମ ଜନ୍ମଦିନକୁ ନେଇ ଏତେ ଉନ୍ମାଦନା ଦେଶରେ କେବେ ବି ଦେଖିବାକୁ ମିଳିନଥିଲା। ଭାରତମାଟିରେ ବହୁତ ପ୍ରଥିତଯଶା କ୍ରୀଡ଼ାବିତ୍‌ ଜନ୍ମହୋଇ ଦେଶର ନାମକୁ ଉଚ୍ଚା କରିବା…
Read More...