ଆଇପିଏଲ ୨୦୨୩ : ଆଜି ହାଇଦରାବାଦ୍‌ ବନାମ ମୁମ୍ବଇ

ହାଇଦରାବାଦ୍‌  : ଚଳିତ ଆଇପିଏଲର ୨୫ତମ ଲିଗ୍‌ ମ୍ୟାଚ ମଙ୍ଗଳବାର ହାଇଦରାବାଦରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ସନରାଇଜର୍ସ ହାଇଦରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ୫ମ ମ୍ୟାଚ ଖେଳିବାବେଳେ କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟ…
Read More...

ଝାରସୁଗୁଡ଼ା ଉପନିର୍ବାଚନ : ଟଙ୍କଧର ଓ ତରୁଣଙ୍କ ନାମାଙ୍କନ ଦାଖଲ

ଝାରସୁଗୁଡ଼ା : ଝାରସୁଗୁଡ଼ାର ଉତ୍ତପ୍ତ ତାତି ଭିତରେ ଏକ ଭବ୍ୟ ପଟୁଆରରେ ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ଶନିବାର କଂଗ୍ରେସର ତରୁଣ ପାଣ୍ଡେ ନାମାଙ୍କନ ଦାଖଲ…
Read More...

କେନ୍ଦ୍ରୀୟ ଯୋଜନା ଗରିବ, ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି

ଭୁବନେଶ୍ୱର : ବିଗତ କିଛି ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଗ୍ରାମାଞ୍ଚଳ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସବୁଠୁଁ ଗରିବ ଓ ମହିଳାଙ୍କ ଜୀବନର ମାନରେ ଉନ୍ନତି…
Read More...

ବାଦ୍ ପଡ଼ିବେ ୫୦,୭୨୩ ଅଯୋଗ୍ୟ

ଭୁବନେଶ୍ବର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାକୁ ନେଇ ରାଜନୈତିକ ବାକ୍‌ବିତଣ୍ଡା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ କିଏ ଯୋଗ୍ୟ କିଏ ଅଯୋଗ୍ୟ ତାହା ପରଖିବା ପାଇଁ ସରକାରଙ୍କ ପକ୍ଷରୁ…
Read More...

ଅନଲାଇନ ଆପ୍‌ରେ ୧୦୦୦ କୋଟି ଠକେଇ

ଭୁବନେଶ୍ବର :  ‘୧୮ ଫୁଟ୍‌ବଲ୍‌ ଡଟ୍‌ କମ୍‌’ ଦେଶରେ ୧୦୦୦ କୋଟିରୁ ଅଧିକ ଠକେଇ କରିଛି। ଏହି ଅସାଧୁ କାରବାରର ଚେର ଚୀନ୍‌କୁ ଲମ୍ବିଛି। ଅନଲାଇନ ଫୁଟବଲ ଜୁଆ (ବେଟିଂ)ରେ ଟଙ୍କା ଲଗାଇ କୋଟିପତି ହେବା ସ୍ବପ୍ନରେ ଦେଶର…
Read More...

ମଙ୍ଗଳବାର ରାଶିଫଳ (୧୮.୦୪.୨୦୨୩)

ମେଷ : ଏକାନ୍ତରେ ମୌନ ରହି ତପ ସାଧନାରେ ନିମଗ୍ନ ହୋଇପାରନ୍ତି। ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। ଜଣେ ସମ୍ମାନାସ୍ପଦ ବ୍ୟକ୍ତିଭାବେ ଜନସାଧାରଣଙ୍କ ବିଶ୍ବାସର ପାତ୍ର ହେବେ। ଜ୍ଞାନୀ ହେବେ। ବୃଷ : ଶତ୍ରୁତାର…
Read More...

ଚେନ୍ନଇର ରୋମାଞ୍ଚକର ବିଜୟ

ବାଙ୍ଗାଲୋର  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ରେ ଚେନ୍ନଇ ସୁପରକିଙ୍ଗ୍‌ସ ତୃତୀୟ ବିଜୟ ହାସଲ କରିଛି। ସୋମବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ସୋମବାର ଖେଳାଯାଉଥିବା ୨୪ତମ ଲିଗ୍‌ ମ୍ୟାଚରେ ଚେନ୍ନଇ ୮ ରନରେ…
Read More...

ଭୁବନେଶ୍ୱରରେ ୨୭-୨୮ରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ପୂର୍ବରୁ ବର୍ତ୍ତମାନ ରାଜ୍ୟରେ ଆୟୋଜିତ ହେଉଛି ମାସେବ୍ୟାପୀ ଜନ ଭାଗିଦାରୀ କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ…
Read More...

ଆତିକ, ଅସ୍ରଫ୍‌ ହତ୍ୟା ଘଟଣା : ଆଦିତ୍ୟନାଥଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନୂଆଦିଲ୍ଲୀ : ଆତିକ ଓ ଅସ୍ରଫ୍‌କୁ ପୁଲିସ ଉପସ୍ଥିତିରେ ହତ୍ୟା କରାଯିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଉତ୍ତରପ୍ରଦେଶରେ ଜଙ୍ଗଲରାଜ୍‌ ଚାଲିଥିବା ବିରୋଧୀ ଦଳ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ…
Read More...

କର୍ଣ୍ଣାଟକ : ୨୦୦ ଆସନରେ ଲଢ଼ିବ ଆପ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନରେ ପ୍ରବେଶ କରିଛି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଜାତୀୟ ଦଳ ମାନ୍ୟତା ପାଇବା ପରେ ଏହି ଦଳ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ମଧ୍ୟରୁ ୨୦୦ରେ ପ୍ରାର୍ଥୀ ଦେବାକୁ…
Read More...

ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ

କଲକାତା : ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ତରଫରୁ ସୋମବାର ତୃଣମୂଳ କଂଗ୍ରେସ ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସୂଚନାଥାଉ କି ଶିକ୍ଷକ…
Read More...

ଆଠଗଡ଼-ତିଗିରିଆ ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ

ତିଗିରିଆ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣ ଓ ପଣାସଂକ୍ରାନ୍ତି ଅବସରରେ ଜନୈକ ବ୍ୟକ୍ତିଙ୍କୁ ନିର୍ମମ  ହତ୍ୟା ପ୍ରତିବାଦରେ ହିନ୍ଦୁ ସମାଜ ଆଠଗଡ଼ ତିଗିରିଆ ଶାଖା ପକ୍ଷରୁ ହିନ୍ଦୁ…
Read More...

ପୁଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ

ଫୁଲବାଣୀ :  କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୁଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି। ପାଙ୍ଗାଉପରସାହି ପଂଚାୟତବାସୀ ଏହି ଅଭିଯୋଗ ଆଣିବା ସହ ସୋମବାର ଏସ୍‌ପିଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ…
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ !

ହରଭଙ୍ଗା : ହରଭଙ୍ଗା ବ୍ଲକ  ପୁରୁଣା କଟକ ଥାନା  ଅନ୍ତର୍ଗତ ଚାରିଛକ  ବଜାରରେ ସୋମବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣଙ୍କ ଚାରିଛକର  ବାଲାଜୀ ପାତ୍ରଙ୍କ ଧର୍ମପତ୍ନୀ ଲିପିକା…
Read More...

ଶ୍ରାଦ୍ଧ ଦିବସରେ ବିଜୁ ବାବୁୁଙ୍କୁ  ଶ୍ରଦ୍ଧାଞ୍ଜଳି 

ଆଠଗଡ : ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହସିକତାର ପ୍ରତୀକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ…
Read More...

ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ଆକ୍ରୋଶ ବିକ୍ଷୋଭ

ଆଠଗଡ :  ହନୁମାନ ଜୟନ୍ତୀରେ ହିନ୍ଦୁ ସଂଗଠନଗୁଡିକ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା ସମୟରେ ହୋଇଥିବା ଆକ୍ରମଣ ଓ ଆକ୍ରମଣରେ ଜଣଙ୍କର ମୃତ୍ୟୁଘଟଣା ବିରୋଧରେ ଆଠଗଡ ହିନ୍ଦୁ ସମାଜ ପକ୍ଷରୁ ଏକ ହିନ୍ଦୁ ଆକ୍ରୋଶ ବିକ୍ଷୋଭ…
Read More...

ମୋ ସ୍କୁଲ ଅଭିଯାନରେ ବିକଶିତ ଶ୍ରେଣୀଗୃହ ଉଦ୍‌‌ଘାଟିତ

ଆଠଗଡ :  ଆଠଗଡ ସରକାରୀ ବାଳିକା ହାଇସ୍କୁଲର ୧୯୭୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରୀଙ୍କ ଆର୍ଥିକ ସହାୟତାରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିକଶିତ ହୋଇଥିବା ଶ୍ରେଣୀଗୃହ ସୋମବାର ଉଦ୍‌‌ଘାଟିତ ହୋଇଯାଇଛି । ଉକ୍ତ ବ୍ୟାଚର…
Read More...

ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ତିଗିରିଆ :  ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ତିଗିରିଆ ବ୍ଲକ ବିଜୁ ଜନତା ଦଳ ତରଫରୁ ନିଜିଗଡ଼ସ୍ଥିତ ଦଳର କାର୍ୟ୍ୟାଳୟ (ମହାରାଜ କ୍ଲବ) ପରିସରରେ ପାଳିତ ହୋଇଯାଇଛି।…
Read More...

ଗ୍ରାମ୍ୟ ଜଙ୍ଗଲରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ,ମଲଦା ପଞ୍ଚାୟତବାସୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼ :  ଝୁମ୍ପୁରା ତହସିଲ ଅଧିନ ମଲା ପଞ୍ଚାୟତର ମଲଦା ଓ କାଳିଆପାଳ ମୌଜାରେ ଅବସ୍ଥିତ ଗ୍ରାମ୍ୟ ଜଙ୍ଗଲ ଜମିରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍‌‌ ନାମକ ଏକ ଘରୋଇ କମ୍ପାନୀ ପକ୍ଷରୁ…
Read More...

ସମ୍ବଲପୁର ଘଟଣା : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝରଗଡ଼ : ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ସାରି ବାଇକ୍‌‌ ଯୋଗେ ଘରକୁ ଫେରୁଥିବା ହିନ୍ଦୁ ଭକ୍ତଙ୍କ ଉପରେ ଯେଭଳି ଆକ୍ରମଣ ସହ ହତ୍ୟା ଉଦ୍ୟମ କରିବା ଘଟଣା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ପକ୍ଷରୁ…
Read More...

ଇଣ୍ଟରନେଟ ସେବା ବନ୍ଦ : ଅନ୍ ଲାଇନ୍ କାମ ଠପ୍, ସୀମାନ୍ତ ଗାଁକୁ ଧାଉଁଛନ୍ତି ଯୁବପିଢି

ରେଙ୍ଗାଲି : ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବ ଦିନ ଅନୁଷ୍ଠିତ ବାଇକ୍ ରାଲି ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ପରିପ୍ରେକ୍ଷୀରେ ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି ।…
Read More...

ନଦୀରୁ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ହରଭଙ୍ଗା : ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଢହ ଢହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଖରା ସାଙ୍ଗକୁ ଅଧିକାଂଶ ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା ସାଧାରଣ ଲୋକଙ୍କ ଜନଜୀବନକୁ ବହୁମାତ୍ରାରେ…
Read More...

ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ପୁସ୍ତକ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ ପୁସ୍ତକ ବଣ୍ଟନ ଓ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ପଞ୍ଚମ…
Read More...

ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଜେଡି ତରଫରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ  ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରେ ସ୍ଥାନୀୟ ଡାକ୍ତରଖାନା ପରିସର ବ୍ଲଡ଼ ବ୍ୟାଙ୍କ ସମ୍ମୁଖ,…
Read More...

ଆଇପିଏଲ କ୍ରିକେଟ : ବାଙ୍ଗାଲୋର ଓ ଚେନ୍ନଇ ମଧ୍ୟରେ ମୁକାବିଲା

ବାଙ୍ଗାଲୋର : ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଚଳିତ ଆଇପିଏଲର ୨୪ତମ ଲିଗ୍‌ ମ୍ୟାଚ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୫ମ ମ୍ୟାଚ ଖେଳିବେ ।…
Read More...

ଧରାପଡ଼ିଲା ବାଘ, ଅଂଶୁଘାତ ଆକ୍ରାନ୍ତ

ନୂଆପଡ଼ା : ନୂଆପଡ଼ା ଜିଲାରେ ପାଖାପାଖି ୨ ମାସ ହେଲା ନିଦ ହଜାଇଥିବା ରକ୍ତମୁଖା କଲରାପତରିଆ ବାଘ ରବିବାର ମୁମୂର୍ଷ ଅବସ୍ଥାରେ ଧରାପଡ଼ିଛି। ସେ ଅଂଶୁଘାତର ଶିକାର ହେବାରୁ ଆପେ ବନବିଭାଗ ହାତରେ ଧରାଦେଇଛି। ନୂଆପଡ଼ା…
Read More...

ଆଜି ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ବୈଶାଖ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ପଇତା ଲାଗି କରାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ବାଡ଼ଗ୍ରାହୀ ଦଇତାପତି ଏହି ନୀତି ସମ୍ପନ୍ନ କରିବେ। ଏଥିପାଇଁ…
Read More...

ବିକ୍ରି ହେବ ବରଗଡ଼ ଚିନିକଳ !

ଭୁବନେଶ୍ବର : ରାଜ୍ୟରେ ଚିନିକଳକୁ ମହାଦଶା ପଡ଼ିଛି । ବରଗଡ଼ ସମବାୟ ଚିନିକଳ, ବିଜୟାନନ୍ଦ ସମବାୟ ଚିନିକଳ, ବଡ଼ମ୍ବା ସମବାୟ ଚିନିକଳ ଓ ନୟାଗଡ ସମବାୟ ଚିନିକଳ ବନ୍ଦ ରହିଛି। ଫଳରେ ଆଖୁଚାଷୀଙ୍କ ଅବସ୍ଥା ଦୁର୍ଦିନରେ…
Read More...

କର୍ଫ୍ୟୁ କୋହଳ ଅବଧି ବଢ଼ିଲା

ସମ୍ବଲପୁର : ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହୋଇଥିବା ହିଂସାକାଣ୍ଡ ଏବଂ ଏହା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଜାରି ରହିଛି। ଶୁକ୍ରବାର ମଧ୍ୟରାତ୍ରରୁ ଏଠାରେ…
Read More...

ବିଜୁ ପଟ୍ଟନାୟକ

ସ୍ବାଭିମାନୀ, ସାହସୀ, ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଓ…
Read More...

ଆଜିଠୁ ଖୋଲିବ ବିଦ୍ୟାଳୟ ଓ ଅଙ୍ଗନବାଡ଼ି

ଭୁବନେଶ୍ବର/ସମ୍ବଲପୁର : : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ସୋମବାରଠାରୁ ଖୋଲିବ। ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଗତ ୧୨ ତାରିଖରୁ…
Read More...

‘ପ୍ରଥମ ଆଞ୍ଚଳିକ ଭାଷାର ସ୍ରଷ୍ଟା ସାରଳା ଦାସ’

ଭୁବନେଶ୍ବର : ଆଦିକବି ସାରଳା ଦାସ ଭାରତବର୍ଷର ପ୍ରଥମ ଆଞ୍ଚଳିକ ଭାଷାର ସ୍ରଷ୍ଟା ଥିଲେ। ଓଡ଼ିଆ ଭାଷାର ପଞ୍ଜୀକରଣ ପ୍ରଥମେ ସେ ସାରଳା ମହାଭାରତରେ କରିଥିଲେ। ସାରଳା ମହାଭାରତର ଅନୁଧ୍ୟାନ ଓ ଅନୁଶୀଳନ ଅଧିକରୁ ଅଧିକ ହେ‌େଲ…
Read More...

‘ଭାରତ ପୁନର୍ଗଠନ ପାଇଁ ଓଡ଼ିଶାର ପୁନର୍ଗଠନ ଜରୁରୀ’

ଉତ୍ତର ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀ  ଭାରତ ବର୍ଷର ସ୍ଥିତି ଦେଖି କହିଥିଲେ ପ୍ରକୃତ ଭାରତ ହେଉଛି ଆମ ଗାଁରେ। ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜର ପରିକଳ୍ପନା ଆଜିବି ବଞ୍ଚି ରହିବାର ଆବଶ୍ୟକତା ଅଛି ବୋଲି…
Read More...

ଆତିକଙ୍କ ଖେଳ ଖତମ

ଲକ୍ଷ୍ନୌ : ମାସାଧିକ କାଳ ଧରି ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚିତ ଥିବା ଆତିକ ଅହମ୍ମଦଙ୍କ ଖେଳ ଏମିତି ସମୟରେ ଶେଷ ହୋଇଛି ଯେ ସମସ୍ତଙ୍କୁ ବିସ୍ମିତ କରିଛି। ପୁଲିସ ଗୁଳିରେ ପୁଅର ମୃତ୍ୟୁ ପରେ ଶେଷକୃତ୍ୟରେ ଉପସ୍ଥିତ ହେବା…
Read More...

ସୋମବାର ରାଶିଫଳ (୧୭.୦୪.୨୦୨୩)

ମେଷ : ସୁଖୀ ହେବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନକୁ ସେବା ଭାବରେ ଗ୍ରହଣ କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ। ବୃଷ : ବିନୟ…
Read More...

କେଜରିୱାଲଙ୍କୁ ସିବିଆଇର ୯ ଘଣ୍ଟା ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଆଇନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମନ ଅନୁସାରେ ରବିବାର ପୂର୍ବାହ୍ଣ ୧୧ଟା ୧୦ରେ ସିବିଆଇ ମୁଖ୍ୟାଳୟରେ ହାଜର ହେବା ସହ ଦୁଇ ଦଫାରେ ପ୍ରାୟ ୯ଘଣ୍ଟା ଜେରାର…
Read More...

ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ କକ୍ଷ ଏବଂ ଔଷଧ ଭଣ୍ଡାର ଉଦଘାଟିତ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଭାବେ ନିର୍ମିତ ପ୍ରସୂତି କକ୍ଷ, ଔଷଧ ଭଣ୍ଡାର ପ୍ରକୋଷ୍ଠକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି କହିଥିଲେ ଏହା…
Read More...

ଓରନ୍ଦାରେ ନବେଢା ଯାଦବ ସମାଜର ବୈଠକ

ଗୁରୁଡିଝାଟିଆ : ଓରନ୍ଦାର ସମ୍ଭେଶ୍ୱର ମନ୍ଦିର ପରିସରରେ ନବେଢା ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଛି । ଉତ୍କଳ ଯାଦବ ସମାଜ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାଷ ବେହେରା ଏଥିରେ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ…
Read More...

ପାଲାକାରଙ୍କୁ ଚିନ୍ତା ଚେତନା ବୈଶାଖୀ ସମ୍ମାନ

ଚୌଦ୍ୱାର : ସୁପ୍ରତିଷ୍ଠିତ ପାଲାକାର ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ସତ୍ୟ ସନାତନ ଭାଗବତ ପ୍ରଚାର ସମିତିର ସଭାପତି ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକଙ୍କୁ ମର୍ଯ୍ୟାଦାଜନକ ଚିନ୍ତା ଚେତନା ବୈଶାଖୀ ସମ୍ମାନରେ ସମ୍ମାନିତ…
Read More...

ଓସାର ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର : ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ କଟକ ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର ପୌର ପାଳିକା ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ବଧୀସ୍ଥିତ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର କଟକ…
Read More...

ଆଠଗଡ ଖଣ୍ଡାୟତ ସମାଜର ବୈଠକ

ଆଠଗଡ : ଆଠଗଡ ଖଣ୍ଡାୟତ ସମାଜର ଏକ ବୈଠକ ରବିବାର ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ ସହର ଓ ବିଭିନ୍ନ ଗ୍ରାମାଞ୍ଚଳରୁ…
Read More...

ବୁଦ୍ଧିଜୀବୀ ସଂଘ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଆଠଗଡ :  ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ରବିବାର ସଂଘ କାର୍ଯ୍ୟାଳୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକ ସିଡିଏସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର…
Read More...

ଏମଏସଏସ ବିଦ୍ୟାପୀଠ ସ୍କାଉଟ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ

ଆଠଗଡ :  ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠର ସ୍କାଉଟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଜଣାପଡିଛି । ରାଜଭବନର ଅଭିଷେକ ହଲ୍‌‌ରେ ଆୟୋଜିତ ଏକ…
Read More...

ରାମଲୀଳାର ୭୫ବର୍ଷ ପୂର୍ତ୍ତି ସମାରୋହ ଉଦ୍‌‌ଯାପିତ

ଆଠଗଡ : ଆଠଗଡର ବହୁ ପୁରାତନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂଘର ୭୫ ବର୍ଷ ପୂର୍ତ୍ତି ଅବସରରେ ଗତ ୧୭ ଦିନ ଧରି ଚାଲିଥିବା ସମାରୋହ ରାତିରେ ଉଦ୍‌‌ଯାପିତ ହୋଇଯାଇଛି।…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ  ଲାୟନ୍ସ କ୍ଲବ ଓ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଧୀରେନ୍ଦ୍ର ରଥଙ୍କ…
Read More...

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳର ବୈଠକ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର  ଭି.ଆର.ଓ଼ ଠାରେ ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ଆଗାମୀ ୨୦୨୪  ନିର୍ବାଚନକୁ ଆଖି ଆଗରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ ପୂର୍ବତନ…
Read More...

ଆଠଗଡ ଯୁବ ସାହିତ୍ୟ ସଂସଦ ପକ୍ଷରୁ ପୁରସ୍କାର ବିତରଣ ଉତ୍ସଵ

ଆଠଗଡ : ଆଠଗଡ ଯୁବସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ରବିବାର ସନ୍ଧ୍ୟାରେ ସଭାପତି ଗଣେଶ୍ୱର ନାଏକଙ୍କ ସଭାପତିତ୍ୱରେ ପ୍ରତିଭାଧରଙ୍କୁ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ।…
Read More...

ଖାଉଟି ଆଶ୍ବସ୍ତ ; କମୁଛି ସୋରିଷ ତେଲ ଦର

ନୂଆଦିଲ୍ଲୀ : ସୋରିଷ ତେଲର ଦାମ ହ୍ରାସ ପାଇଛି। ଏଣିକି ଶସ୍ତାରେ ମିଳିବ ସୋରିଷ ତେଲ। ଉତ୍ତରପ୍ରଦେଶରେ ସୋରିଷ ତେଲର ମୂଲ୍ୟ ୫୫ ଟଙ୍କା ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ…
Read More...

ସରକାରଙ୍କ ବଡ଼ ନିଷ୍ପତ୍ତି : ହିନ୍ଦୀ ଓ ଇଂରାଜୀ ସହ ୧୩ ଆଞ୍ଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ଜିଡି ପରୀକ୍ଷା

ନୂଅଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ…
Read More...

ସର୍ବୋଚ୍ଚ ସ୍ତରରେ ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଗଚ୍ଛିତ ପରିମାଣ ଚଳିତ ମାସ ୭ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ପୂର୍ବ ସପ୍ତାହ ତୁଳନାରେ ୬.୩ ବିଲିଅନ ଡଲାର ବୃଦ୍ଧିପାଇ ୫୮୪.୭୬ ବିଲିଅନ ଡଲାର ହୋଇଛି । ଏହା ଗତ ନଅମାସ…
Read More...

କବି ବ୍ରଜନାଥ ବଡ଼ଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

କାମାକ୍ଷାନଗର : ଓଡ଼ିଶା ସାହିତ୍ୟ ଏକାଡେମୀ, ସମାଜ ପାଠକ ମଞ୍ଚ ଓ କଳ୍ପନା କ୍ଲବର ମିଳିତ ଆନୁକୂଲ୍ୟରେ କବି ବ୍ରଜନାଥ ବଡ଼ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ  ହୋଇଯାଇଛି । ସମାଜ ପାଠକ ଵିଚାର ମଞ୍ଚର ଆବାହକ ଶୁଭମୟ…
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଫୁମିଓ କିସିଦା

ବାକାୟାମା : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ବିସ୍ଫୋରଣ ଘଟିଛି । ବାକାୟାମ୍‌ରେ ଏକ ସଭାରେ ପ୍ରଧାନମନ୍ତ୍ରୀ କିସିଦା ଭାଷଣ ଦେଉଥିବା​ବେଳେ ବିସ୍ଫୋରଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ  …
Read More...

କୋହଳ ହେଲା କର୍ଫ୍ୟୁ, ଘରୁ ବାହାରିଲେ ନାହିଁ ଲୋକ ; ୧୭ ଯାଏ ଇଣ୍ଟରନେଟ ବନ୍ଦ

ସମ୍ବଲପୁର : ସମ୍ବଲପୁରରେ ଶୁକ୍ରବାର ରାତି ୧୨ଟାରୁ କର୍ଫ୍ୟୁ ଲାଗୁ ହୋଇଛି। କିନ୍ତୁ ରାତି ଅଧରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକେ କର୍ଫ୍ୟୁ ନେଇ ଅବଗତ ନୁହନ୍ତି। ପୁଲିସ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରୁଛି…
Read More...

ରାଜନୀତିର ସ୍ବାର୍ଥ ଭୁଲି ଚୀନ୍‌ ସଙ୍ଗେ ସୁସମ୍ପର୍କ ଆଚରଣୀୟ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅନ୍ତରାଳରେ ବେଶ୍‌ କିଛିଦିନ ଧରି ବିଶ୍ବର ରାଜନୀତିରେ ଚୀନ୍‌, ଆମେରିକା ଏବଂ ଭାରତକୁ ନେଇ କିଛି ଦୃଷ୍ଟି ଆକର୍ଷଣକାରୀ ବିଷୟ ଭବିଷ୍ୟତ ଦୃଷ୍ଟିରୁ ବିଶେଷ ଭାବରେ ପ୍ରାସଙ୍ଗିକ ହୋଇପଡ଼ିଛି।…
Read More...

ନିର୍ବାଚନରେ ଇଭିଏମ୍‌ର ପ୍ରୟୋଗ ଜରୁରୀ କି?

ଆଫ୍ରିକାର ପ୍ରମୁଖ ଦେଶ ମଧ୍ୟରେ ନାମିବ୍ୟା ଏକ ଦେଶ। ୨୦୧୪ରେ ନିର୍ବାଚନ ସମୟରେ ପ୍ରଥମଥର ପାଇଁ ‘ଇଲୋକ୍‌ଟ୍ରୋନିକ ଭୋଟିଙ୍ଗ ମେସିନ -ଇଭିଏମ’ର ପ୍ରୟୋଗ ହୋଇଥିଲା। ଚାରିହଜାର ଭୋଟିଙ୍ଗ ମେସିନର ଯେଉଁ ଫଳାଫଳ ଆସିଲା,…
Read More...

ଦୀପ ତେଜିଲେ ଟିପ ତେଲିଆ

‘ଚକୁଳିଆ ପଣ୍ଡା’, ‘ଜାନୁ ଘଣ୍ଟ’ ଆଦି ଏକ ଭିନ୍ନ ଭାବ, ରୁଚି ଓ ସଂସ୍କୃତିର ଭିକ୍ଷାର୍ଥୀ। ଏମାନେ ଦୁଆର ଦୁଆର ବୁଲି ସାଧାରଣ ଭିକାରିଟିଏ ପରି ‘ମା’ ଗଣ୍ଡେ ଭିକ ଦିଅ’ର କରୁଣ ଧ୍ବନି କରନ୍ତି ନାହିଁ। ଏଙ୍କୁ ଭିକ୍ଷା…
Read More...

ପଦ ପୂରଣକୁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ୱର : ରାଜ୍ୟ ସରକାରରେ ୨ଲକ୍ଷ ୨୬ହଜାରରୁ ଊର୍ଦ୍ଧ୍ବ ପଦ ଖାଲି ପଡ଼ିଛି। ଏହି ପଦରେ ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟଶାସନ ସଚିବ…
Read More...

୭% ଆଇ ଫୋନ୍‌ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ବଢ଼ିଛି ଆପଲ୍ ଆଇଫୋନ୍‌ ଉତ୍ପାଦନ। ଦେଶ​‌ରେ ଆର୍ଥିକ ବର୍ଷ ୨୦୨୨-୨୩ରେ ଆପଲ ଆଇଫୋନ୍ ଉତ୍ପାଦନ ପ୍ରାୟ ୩ ଗୁଣା ବଢ଼ି ୭%କୁ ବୃଦ୍ଧି ପାଇଛି। ୨୦୨୧ରେ ଉତ୍ପାଦନ ମାତ୍ର ୧% ଥିଲା। କମ୍ପାନୀ ଗତ…
Read More...

ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ବନାମ ପଞ୍ଜାବ

ଲକ୍ଷ୍ନୌ : ଶନିବାର ଚଳିତ ଆଇପିଏଲର ୨୧ତମ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ପଞ୍ଜାବ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବାବେଳେ ଲକ୍ଷ୍ନୌ କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟ…
Read More...

ଷ୍ଟାଲିନ୍‌ ଓ ସହଯୋଗୀଙ୍କ ପାଖରେ ୧.୩୪ ଲକ୍ଷ କୋଟିର କଳାଧନ

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ବିଜେପି। ବିଜେପି ପକ୍ଷରୁ ଶୁକ୍ରବାର ଡିଏମ୍‌କେ ଫାଇଲ୍ସ ନାମକ ଏକ ଭିଡିଓ ଜାରି କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ…
Read More...

ସମୀକ୍ଷା ହେବ ଲୋକଙ୍କ ମତାମତ : ପରଖାଯିବ ‘ମୋ-ସରକାର’ର କାର୍ଯ୍ୟ

ଭୁବନେଶ୍ବର : ‘ମୋ-ସରକାର’ରେ ଜଣେ ସେବକ ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାଂଶ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଉଛନ୍ତି। ଏହାସତ୍ତ୍ବେ କେତେକ…
Read More...

ନକଲି ପ୍ରମାଣପତ୍ର ମାମଲା ; ୧୫୦ରୁ ଅଧିକ ଶିକ୍ଷକ ବହିଷ୍କୃତ

ଭୁବନେଶ୍ବର : ନକଲି ପ୍ରମାଣପତ୍ର ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏହି ଘଟଣା ସମ୍ପର୍କରେ ପୂର୍ବରୁ ଖବର ଥିଲା। ଖୋଳତାଡ଼ ଜାରି ରହିଛି, ପାଖାପାଖି ୧୫୦ରୁ ଅଧିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ଏତଲା…
Read More...

ବ୍ରୁକ୍‌ଙ୍କ ଶତକ ; ନାଇଟ୍‌ ରାଇଡର୍ସକୁ ହରାଇଲା ସନ୍‌ରାଇଜର୍ସ

କଲକାତା : ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକ ହାସଲ କରିଛନ୍ତି ହ୍ୟାରି ବ୍ରୁକ୍‌। ଫଳରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦରାବାଦ ୨୩ ରନ୍‌ରେ ଘରୋଇ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ବ୍ରୁକ୍‌ଙ୍କ ଶତକ…
Read More...

‘ଶାନ୍ତ, ସମୃଦ୍ଧ ବିଶ୍ୱ ଗଠନରେ ଯୁବଗୋଷ୍ଠୀ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ଏକ ଶାନ୍ତ, ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ଗଠନରେ ଯୁଗଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶୁକ୍ରବାର କିଟ୍‌ ବିଶ୍ୱବିଦ୍ୟାଳୟରେ ଆଯୋଜିତ ଯୁବ-୨୦ (ୟୁଥ୍‌-୨୦) କନ୍‌ସଲ୍‌ଟେସନ୍‌ ଉଦ୍‌ଘାଟନୀ…
Read More...

ଶନିବାର ରାଶିଫଳ (୧୫.୦୪.୨୦୨୩)

ମେଷ :  ପରିବାରରୂପି ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ବାଣିଜ୍ୟ କାରବାର ଧନ ଅର୍ଜନର ଉତ୍ତମ ପନ୍ଥା ହେବ। ବିଦ୍ୟାବାନ୍‌ ହେବେ। ଗୁଣଜ୍ଞ ହେବେ। ଚତୁର ଓ ଧାର୍ମିକ ହେବେ। ବୃଷ : ଭୟ, ଦୟା, ଧନ ଲୋଭ,…
Read More...

ହନୁମାନ ଜୟନ୍ତୀରେ ଟେକା ମାଡ଼କୁ ଓଡ଼ିଶାବାସୀ ବରଦାସ୍ତ କରିବେନି : ଗିରିରାଜ

ଭୁବନେଶ୍ୱର : ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ସଂସ୍କୃତିସମ୍ପନ୍ନ ରାଜ୍ୟ। ମାତ୍ର ଏଠାରେ କଠୋରପନ୍ଥୀ ମୁଣ୍ଡ ଟେକୁଛନ୍ତି। ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଟେକାମାଡ଼ ହୋଇଛି। ଏହାକୁ ଓଡ଼ିଶାବାସୀ ବରଦାସ୍ତ…
Read More...

ସମ୍ବଲପୁରରେ ଲାଗୁ ହେଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଛି । ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି…
Read More...

ଟୋକନ୍ ପାଇ ବି ଧାନ ବିକ୍ରିରୁ ବଞ୍ଚିତ ଶତାଧିକ ଚାଷୀ

ବିରିଡ଼ି : ରାଜ୍ୟ ସରକାରଙ୍କର ଧାନ ସଂଗ୍ରହ ନୀତିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚଳିତ ବର୍ଷ ମଣ୍ଡିରେ ଖରିଫ ଋତୁ ପାଇଁ  ଧାନ ସଂଗ୍ରହ ବନ୍ଦ ହୋଇ ଯାଇଛି । କିନ୍ତୁ ସମିତିରେ ନାମ ପଞ୍ଜୀକରଣ କରି ଟୋକନ୍ ପାଇଥିବା…
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଜୋର  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ନୂତନ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳର ପୂଜାର୍ଚ୍ଚନା ପରେ ଭକ୍ତ ମାନେ…
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ହରଭଙ୍ଗା : ପୁରୁଣାକଟକ ଥାନା ହରଭଙ୍ଗା ଅବକାରୀ କାର୍ଯ୍ୟଳୟ ସମ୍ମୁଖରେ ଏକ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଦେବରପାଲି ଗ୍ରାମର ଆଶିଷ କର୍ଣ୍ଣ ଏକ ବାଇକ ଯୋଗେ ଚାରିଛକରୁ…
Read More...

ତିଗିରିଆ ବ୍ଳକ ବଜରଙ୍ଗ ଦଳର ବିଶାଳ ବାଇକ୍ ଶୋଭାଯାତ୍ରା

ତିଗିରିଆ : ତିଗିରିଆ ବ୍ଳକ ବଜରଙ୍ଗ ଦଳ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଶୁକ୍ରବାର ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୈଳାସ ବର୍ଦ୍ଧନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

ଆଦିବାସୀ ଦଳିତ ମଞ୍ଚ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ତିଗିରିଆ : ଦଳିତ ଆଦିବାସୀ ମଞ୍ଚ ଏବଂ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା, ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର ତଥା ଭାରତରତ୍ନ ଡଃ ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ଶୁକ୍ରବାର…
Read More...

ମାଣିକପୁରରେ ହନୁମାନ ଜୟନ୍ତୀ, ବିଶାଳ ବାଇକ ଶୋଭାଯାତ୍ରା

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ଅଧିନ କେଶରୀନଗର ଠାରେ ହନୁମାନ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଚାନ୍ଦିପୁଟଠାରୁ ପ୍ରାୟ ୨ ହଜାର ମହିଳା କଳସ ଯାତ୍ରାରେ ଆସି ହନୁମାନ…
Read More...

ଅନୁସୂଚିତ ଜାତି-ଜନଜାତିି ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଆଠଗଡ : ଆଠଗଡ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ଶୁୁକ୍ରବାର ସ୍ଥାନୀୟ ଆମ୍ବେଦକର ଭବନଠାରେ ସମ୍ବିିଧାନ ପ୍ରଣେତା ଭାରତରତ୍ନ ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ପରିଷଦର ସଭାପତି…
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡିଆ ନବବର୍ଷ ପାଳନ

ଆଠଗଡ:  ଆଠଗଡ ବିଜୁ ଯୁବ ଓ ଛାତ୍ରଜନତା ଦଳ ପକ୍ଷରୁ ଶୁକ୍ରବାର ଆଠଗଡ ଲକ୍ଷ୍ମୀବଜାରଠାରେ ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ ପାଳନ କରାଯାଇଛି । ଏନଏସି ଯୁବ ବିଜେଡି ସଭାପତି ଶିବଶଙ୍କର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡ ସହରର ଚାନ୍ଦବାଲି ଛକ ନିକଟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭୁବନେଶ୍ୱରରୁ ଆଠମଲ୍ଲିକ ଯିବା ରାସ୍ତାରେ ଶୁକ୍ରାବାର…
Read More...

ଦକ୍ଷିଣ ଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ଆଠଗଡ :  ଆଠଗଡ ସହରର କନ୍ତୋଲସ୍ଥିତ ମା’ଦକ୍ଷିଣ ଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସିଦ୍ଧ ଝାମୁଯାତ୍ରା ଦେଖିବା ପାଇଁ ଆଠଗଡ ସହର ଓ…
Read More...

ବିଜେଡି ପକ୍ଷରୁ ଡଃ ଆମ୍ବେଦକର ଜୟନ୍ତୀ

ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟଣ ମଣ୍ଡପଠାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଦଳର ଅନୁସୂଚିତ ଜାତି ଓ ଜନଜାତି…
Read More...

ଡକାୟତି ଅଭିଯୁକ୍ତକୁ ୭ବର୍ଷ ଜେଲ, ଫେରାର ୫ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା

କେନ୍ଦୁଝରଗଡ : ହରିଚନ୍ଦନପୁର ଥାନା ଅଞ୍ଚଳରେ ୨୮ ଅକ୍ଟୋବର ୨୦୧୬ରେ ହୋଇଥିବା ଡକାୟତି ମାମଲାର ଅଭିଯୁକ୍ତ ନିଲୁ ବିରୁଆକୁ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ଗୁରୁବାର ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ…
Read More...

କାହାକୁ ଜଗିଛି ସିସିଟିଭି ! ବିନା ହେଲମେଟ୍‌‌ ଓ ନମ୍ବର ପ୍ଲେଟରେ କାଗଜ ଲଗାଇ ବୁଲୁଛନ୍ତି ଅମାନିଆ

କେନ୍ଦୁଝରଗଡ : ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ରୋକିବା ଏବଂ ଅପରାଧ ନିୟନ୍ତ୍ରଣ ଲକ୍ଷ୍ୟରେ କେନ୍ଦୁଝର ସହରର ପ୍ରମୁଖ ଛକ ସ୍ଥାନ ମାନଙ୍କରେ ପୁଲିସ ପ୍ରଶାସନ ପକ୍ଷରୁ ସିସିଟିଭି ସଂଯୋଗ କରାଯାଇ ତୀକ୍ଷ୍ଣ ନଜର…
Read More...

ଓଡ଼ିଆ ନବବର୍ଷରେ ମନୋରଞ୍ଜନ ଭିତ୍ତିକ କଳା, ସଂସ୍କୃତି ଓ ବାଣିଜ୍ୟର ଅଭିନବ ସଙ୍ଗମ

ବଡ଼ମ୍ବା : ବଡ଼ମ୍ବା କଲେଜ ପଡ଼ିଆରେ ପ୍ରଥମ ବୃହଦମ୍ବା ବୈଶାଖୀ ମହୋତ୍ସବ ଆରମ୍ଭ ହୋଇଛି। ବଡ଼ମ୍ବାର ଅଗ୍ରଣୀ ଯୁବ ଅନୁଷ୍ଠାନ କ୍ଲବ ବାଦଶାହା ଏବଂ କଚେରୀପଡ଼ା ସାହିବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ସ୍ଥାନୀୟ…
Read More...

ଆହୁରି ୨ ଦିନ ତାତି : ବାରିପଦା ଉତ୍ତପ୍ତ ସହର,୨୫ ସ୍ଥାନରେ ପାରଦ ୪୦ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର :  ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି । ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗୁରୁବାର ବାରିପଦା ରାଜ୍ୟର ଉତ୍ତପ୍ତ ସହର ପାଲଟିଯିଛି । ବାରିପଦାରେ…
Read More...

ମଧ୍ୟାହ୍ନ ଭୋଜନ ପରିଚାଳନାରେ ଅନିୟମିତତା ନେଇ ବୈଠକ

କଲମପୁର : କୋଟାଗାଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାର ସମାଧାନ ଦାବି ନେଇ ଗ୍ରାମବାସୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…
Read More...

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭିନ୍ନ ବିଭାଗ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା…
Read More...

ୟୁପି ପୁଲିସର ଏନକାଉଣ୍ଟର : ଅତିକ୍ ଅହମ୍ମଦ ପୁଅ ଅସଦର ମୃତ୍ୟୁ

ଡେସ୍କ : ଉତ୍ତର ପ୍ରଦେଶ ପୁଲିସର ଏନକାଉଣ୍ଟରରେ ଅତିକ୍ ଅହମ୍ମଦ ପୁଅ ଅସଦର ମୃତ୍ୟୁ ଘଟିଛି । ୟୁପିର ଝାନସୀ ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ୟୁପି ପୁଲିସର ସ୍ୱତନ୍ତ୍ର ଟାସ୍କଫୋର୍ସ ଉମେଶ ପାଲ ହତ୍ୟା ମାମଲାରେ ଦୁଇ…
Read More...

ତୁରେକେଲାରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ଚାରି ଦିବସୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (ପ୍ରାରମ୍ଭ) ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚାରି ଦିବସୀୟ …
Read More...

ଡଙ୍ଗା ବୁଡ଼ି ଜଣେ ମୃତ, ତିନି ନିଖୋଜ

ସୁନାବେଡ଼ା : ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତର ପୋଡ଼ାଗଡ଼ ଘାଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ଣରେ ଏକ ଦେଶୀଡଙ୍ଗା ବୁଡ଼ିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଏବଂ ୩ଜଣ…
Read More...

ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା…
Read More...

ବିବିସି ବିରୋଧରେ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ :  ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିବିସି ଇଣ୍ଡିଆ ବିରୋଧରେ ଏକ ମାମଲା ରୁଜୁ କରିଛି। ବିଦେଶୀ ପାଣ୍ଠି ଅନିୟମିତତା ଘଟଣାରେ ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା ଆଇନ ଅଧୀନରେ ଏହି ମାମଲା ରୁଜୁ ହୋଇଛି।…
Read More...

ଜାମ୍ମୁ କାଶ୍ମୀର : ଏଲଓସିରେ ଡ୍ରୋନ୍‌‌କୁ ଗୁଳିକରି ଖସାଇଲେ ଯବାନ

ଡେସ୍କ : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଯବାନମାନେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣରେଖାଠାରେ ଏକ ଡ୍ରୋନ୍‌‌କୁ ଗୁଳିକରି ଖସାଇ ଦେଇଛନ୍ତି । ବେରୀପଟାନ୍‌‌ ଓ ସିଅଟ୍‌‌ ଠାରେ ବୁଧବାର ରାତିରେ ସେହି ଡ୍ରୋନକୁ…
Read More...

ରୋଜଗାର ମେଳା : ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ : ଦେଶବ୍ୟାପୀ ରୋଜଗାର ମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୭୧ ହଜାରରୁ ଅଧିକ କୃତୀ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେମାନେ କେନ୍ଦ୍ର ସରକାରୀ ଚାକିରୀରେ…
Read More...

ବସୁଧା ପ୍ରକଳ୍ପରୁ ମିଳୁନି ପର୍ଯ୍ୟାପ୍ତ ଜଳ : ପାନୀୟ ଜଳ ସମସ୍ୟାରେ ଚଷାଆଁରା ଗ୍ରାମବାସୀ

ତିଗିରିଆ :  ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ବିଭିନ୍ନ ଜନବସତି ପାଖରେ ଥିବା ଜଳ ଉତ୍ସଗୁଡିକରୁ ଜଳସ୍ତର ହ୍ରାସ ପାଇଚାଲିଛି। ଏପରି ସ୍ଥଳେ ତିଗିରିଆ ବ୍ଳକ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା…
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପ୍ରୟୋଗ ନେଇ ଏମ୍‌ସ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର

ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଣିବ ନୁତନ ସଂଚାର, ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ…
Read More...

ବିଜୁ ଯୁବ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ବୈଠକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ଅସନପାଟ ଠାରେ ଝୁମ୍ପୁରା ବ୍ଲକର ୧୦ ଗୋଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ବୈଠକ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ…
Read More...

ରାଜ୍ୟରେ କୋଭିଡ୍‌‌ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍‌‌ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବରିଷ୍ଠ ଅଧିକାରୀ ମାନଙ୍କୁ ସ୍ଥିତିର ତଦାରଖ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସ୍ଥିତି…
Read More...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୩ ଡ଼ିଗ୍ରୀ ସହ ଝାରସୁଗୁଡା ଉତପ୍ତ ସହର

ଡେସ୍କ :  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର କିଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ।ଝାରସୁଗୁଡା ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଠାରେ…
Read More...

ଧନୀ ମୁଖ୍ୟମନ୍ତ୍ରୀ ତାଲିକା : ନବୀନ ୩ ନମ୍ବର

ଡେସ୍କ : ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ତୃତୀୟ ସ୍ଥାନରେ ରହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଡିଆର୍ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡିଛି । ମୁଖ୍ୟମନ୍ତ୍ରୀ…
Read More...

ଚାଲିଛି ଉପକୂଳ ସମରାଭ୍ୟାସ ‘ସାଗର କବଚ’

ଡେସ୍କ : ବଙ୍ଗୋପସାଗରରେ ଦୁଇଦିନିଆ ଉପକୂଳ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହି ସମରାଭ୍ୟାସର ନାମ ‘ସାଗର କବଚ’ ରଖାଯାଇଛି । ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ଧାମରାଠାରୁ ଗଞ୍ଜାମ ଜିଲ୍ଲାର…
Read More...

ଚଳିତ ବର୍ଷ ହେବନି ବିଦ୍ୟୁତ୍‌‌ କାଟ

ଡେସ୍କ :  ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ତେବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବୁଧବାର କହିଛନ୍ତି, ଚଳିତ ବର୍ଷ ଆଦୌ ବିଦ୍ୟୁତ୍‌‌ କାଟ ହେବ ନାହିଁ।…
Read More...

ରାଜସ୍ଥାନରୁ ଗଡିଲା ବନ୍ଦେ ଭାରତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌କୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ବୁଧବାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍‌‌ ଜୟପୁର ଓ ଦିଲ୍ଲୀ…
Read More...