ଏଟିଏମ୍ ଲୁଟ ଯୋଜନା ପଣ୍ଡ : ୭ ଅଭିଯୁକ୍ତଙ୍କୁ ଧରିଲା ପୁଲିସ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ଏଟିଏମ୍ ଲୁଟ ଯୋଜନା ପଣ୍ଡ ହୋଇଛି। ଅଭିଯୁକ୍ତ ୭ ଜଣଙ୍କୁ ଧରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ସମେତ ୪ଟି ଥାନାର ୮ ପୁଲିସ ଗାଡ଼ିରେ ୩୫ରୁ ଉର୍ଦ୍ଧ୍ବ କର୍ମଚାରୀ ନୟାନ୍ତ ହୋଇଥିଲେ। ତେବେ ଶେଷରେ ପୁଲିସ ବୋଲେରୋ ଡାଲା ଗାଡି ସହ ଗ୍ୟାସ ସିଲିଣ୍ଡର, ଗ୍ୟାସ ପାଇପ କଟର, ଲୁହା ଶାବଳ, ଗ୍ଲୋବସ, ମଙ୍କି କ୍ୟାପି, ମୋବାଇଲ, ନୂଆ ସିମ କାର୍ଡ, ଛୁରୀ ସମେତ ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ କରିଛି।
Comments are closed.