ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃବୃନ୍ଦଙ୍କ ସହ ମୋଦୀଙ୍କ ଆଲୋଚନା

ଡେସ୍କ :  ହିରୋସିମାରେ ଜି -୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ସେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସମେତ…
Read More...

ସାବିତ୍ରୀ ରଥ ବିଦ୍ୟାପୀଠର ମେଧାବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁର ପଞ୍ଚାୟତର ସାବିତ୍ରୀ ରଥ ବିଦ୍ୟାପୀଠର ୬ଜଣ ବିଦ୍ୟାର୍ଥୀ ଚଳିତବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବାରୁ ସଂପୃକ୍ତ…
Read More...

ଲାଞ୍ଜିଗଡ ଭଟାଙ୍ଗପଦରରେ ଜନସାଧାରଣଙ୍କ ସମସ୍ୟା ବୁଝିଲେ ୫-ଟି ସଚିବ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଠାରେ ଶନିବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ଦୁଇ ଦିନିଆ ଗସ୍ତରେ…
Read More...

ଫାର୍ମ ହାଉସରୁ ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଢେଙ୍କାନାଳ ସଦର : ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଡେଙ୍ଗୋବୋରେଇ ଗାଁରେ ବିଳମ୍ବିତ ରାତିରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ । ଗାଁ ସଭାରୁ ଜଣେ ଯୁବକଙ୍କୁ ଟେକି ନେଇ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର…
Read More...

 ବଜ୍ରାଘାତରେ ଯୁବତୀ ମୃତ

ମୋହନା : କାଳ ବୈଶାଖୀ ପ୍ରଭାବରେ ବଜ୍ରପାତରେ ଜଣେ ଯୁବତୀଙ୍କ ଜୀବନ ଯାଇଛି । ମୋହନା ବ୍ଲକ ଅନ୍ତର୍ଗତ ରାଇଗଣ୍ଡା ଗ୍ରାମର ଗାରତି ନାୟକ ନିଜ ଘରର କବାଟ ପାଖରେ ବସିଥିବା ବେଳେ ହଠାତ ଘଡଘଡି, ବର୍ଷା, ପବନ ସହ  ବଜ୍ରପାତ…
Read More...

ବ୍ଲକ୍ ଟପ୍ପର ଦର୍ଶନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ତିଗିରିଆ : ତିଗିରିଆ ଅଞ୍ଚଳର ଅଗ୍ରଣୀ କୃଷି ଓ କୃଷକ ସଂଗଠନ 'ଆଶ୍ୱାସ' ପକ୍ଷରୁ ଶନିବାର ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ…
Read More...

ବିଜୁସେତୁ ଆପ୍ରୋଚ ରାସ୍ତାରେ ଫାଟ,ମରାମତି ଦାବି

ହରଭଙ୍ଗା : ହରଭଙ୍ଗା-କୁଶାସିଙ୍ଗା ଜଗନ୍ନାଥ ସଡକରେ ଶଗଡିଆ ନାଳ ଉପରେ ନିର୍ମାଣଧିନ ବିଜୁସେତୁ ଆପ୍ରୋଚ ରାସ୍ତାର ଉଭୟ ପଟରେ ଫାଟ ସୃଷ୍ଟି ହୋଇଛି । ସେତୁ ଛାତ ସହିତ ଆପ୍ରୋଚ ରାସ୍ତାର ତାଳମେଳ ନଥିବାରୁ ବହୁସମୟରେ ସାଧାରଣ…
Read More...

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ମାର୍ଟ କ୍ଲାସରୁମ୍ ଓ ଇ-ପାଠାଗାର : ୫-ଟି ସଚିବ

ଭବାନୀପାଟଣା : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଉତ୍କେଲା ଏୟାରଷ୍ଟ୍ରିପରେ ପହଂଚି ବିକାଶ କାମର ଅନୁଧ୍ୟାନ…
Read More...

ଦୁଲକିବନ୍ଧରେ ରବି ଧାନ ମଣ୍ଡି ଉଦଘାଟିତ

କଲମପୁର : ରବି ଧାନ ସଂଗ୍ରହ ପାଇଁ  ଜିଲ୍ଲା ପ୍ରଶାସନର ଧାର୍ଯ୍ୟ ମୁତାବକ ଶନିବାର ବଡକୁଟୃ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଦୁଲକିବନ୍ଧ ଧାନ ମଣ୍ଡି ଉଦଘାଟିତ ହେଇଯାଇଛି। ଏବେ ଜିଲ୍ଲାରେ ରବି ଧାନ ଅମଳ ଆରମ୍ଭ…
Read More...

ଭୈରବୀ ଡିଗ୍ରୀ କଲେଜ ଇତିହାସ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ହରଭଙ୍ଗା : ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଇତିହାସ ବିଭାଗ ପକ୍ଷରୁ ଶେଷବର୍ଷ ଛାତ୍ରଛାତ୍ରୀ ମନଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଲଳିତ…
Read More...

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ରେଳ ପ୍ରକଳ୍ପ

ଡେସ୍କ :  ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନକୁ ସ୍ବତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି। ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ ଲାଇନ ବା ୱାଇ ସଂଯୋଗ ଏବଂ…
Read More...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ; ବିଜେଡି ମୁକ୍ତ ସରକାର ନେଇ ଆଲୋଚନା : ଲେଖାଶ୍ରୀ

ଡେସ୍କ :  ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଭୁବନେଶ୍ୱରରେ  ଆରମ୍ଭ ହୋଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
Read More...

ହିରୋସିମାରେ ଜେଲେନସ୍କି-ମୋଦୀ ସାକ୍ଷାତ ଆଲୋଚନା

ଡେସ୍କ :  ଜି-୭ ବୈଠକ ଅବସରରେ ଜାପାନର ହିରୋସିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଅନେକ ଶୀର୍ଷ ନେତୃବୃନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଭୋଲଦମିର ଜେଲେନସ୍କି…
Read More...

ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆକୁ ତ୍ରିରାଷ୍ଟ୍ରିୟ ଗସ୍ତରେ ଯାଇଛନ୍ତି । ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଜାପାନ…
Read More...

ଦିନିକିଆ ବିଶ୍ବକପରେ ନବାଗତଙ୍କୁ ଅଧିକ ସୁଯୋଗ : ରବି ଶାସ୍ତ୍ରୀ

ନୂଆଦିଲ୍ଲୀ  : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ରେ ଏକାଧିକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ଓପନର ଯଶସ୍ବୀ ଜସୱାଲ, ଋତୁରାଜ ଗାଏକ୍ବାର୍ଡ, ଫିନିସର ରିଙ୍କୁ ସିଂହ, ମଧ୍ୟକ୍ରମ…
Read More...

ନବନିର୍ମିତ ସଂସଦ ଭବନକୁ ୨୮ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନବନିର୍ମିତ ସଂସଦ ଭବନକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖ ଦିନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଲୋକସଭା ବାଚସ୍ପତି ଓମ୍‌‌ ବିର୍ଲା, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଭେଟି…
Read More...

ଆଜି ଝାରସୁଗୁଡ଼ାରେ ପହଞ୍ଚିବେ ମହାନଦୀ ନ୍ୟାୟାଧିକରଣ ଦଳ,କାଲିଠୁ ଅବବାହିକା ପରିଦର୍ଶନ

ନୂଆଦିଲ୍ଲୀ/ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ସମାଧାନ ଲାଗି ନ୍ୟାୟାଧିକରଣ (ଟ୍ରାଇବୁନାଲ) ଅଧ୍ୟକ୍ଷ ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର କୋଚ୍ଚରଙ୍କ ତିନି…
Read More...

କଲକାତା ବାଣ ବିସ୍ଫୋରଣ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କାରଖାନା ମାଲିକ କ୍ରିଷ୍ଣପଦ ବାଗଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କ୍ରିଷ୍ଣପଦ ଓରଫ ଭାନୁ ବାଗଙ୍କର…
Read More...

ଦ୍ବନ୍ଦ୍ବବାଦ- ସତ୍ୟ ଅନ୍ବେଷଣର ଏକ ପନ୍ଥା

ଆଜି ପରିବାରରୁ ଆରମ୍ଭ କରି ରାଜ୍ୟ, ଦେଶ ତଥା ରାଷ୍ଟ୍ରରେ ଦ୍ୱନ୍ଦବାଦ ତାର କାୟା ବିସ୍ତାର କରିଛି। ତେବେ ପ୍ରଥମେ ‘ଦ୍ୱନ୍ଦ୍ବବାଦ’ କ’ଣ ବୋଲି ଆମେ ଜାଣିବା। ‘ଦ୍ୱନ୍ଦ୍ବବାଦ’ ଶଦ୍ଦଟି ପ୍ରଥମେ ବ୍ୟବହୃତ ହେଉଥିଲା ବିଭିନ୍ନ…
Read More...

ଓଡ଼ିଶାର ପ୍ରାକୃତିକ ଐତିହ୍ୟର ସୁରକ୍ଷା

ପୃଥିବୀ ପୃଷ୍ଠରେ ବାୟୁ, ଜଳ, ମୃତ୍ତିକା, ଖଣିଜ ପଦାର୍ଥ, ପାହାଡ଼ ପର୍ବତ, ଜଙ୍ଗଲ, ଜୈବବିବିଧତା ଇତ୍ୟାଦିର ସମାହାରରେ ସୃଷ୍ଟ ବିବିଧ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ କେବଳ ମାନବ ସମାଜର ହିତ ସାଧନ ନିମନ୍ତେ…
Read More...

ଦ୍ବିବିଧ ଚାତୁରୀ

ସାର ଓ ସ୍ପଷ୍ଟ କଥାର ଅବତାରଣାରେ, ‘ଗୌର ଚନ୍ଦ୍ରିକା’ ସମ୍ଭେଇ ନଥାଏ। ତେଣୁ ଏମିତି କଥା ବା ଅବତାରଣାଗୁଡ଼ା ଧାରୁଆ ବା କଟୁ ହୋଇଥାଏ। ତା’ଠି କିଛି କଲେଇ ହୋଇଗଲେ, ତା’ ଗ୍ରହଣୀୟ ହୋଇଯାଏ। ସେମିତି ସଂସାରର ଯାବତୀୟ…
Read More...

ଆଇପିଏଲ କ୍ରିକେଟ : ଆଜି ପଞ୍ଜାବ କିଙ୍ଗ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ

ଧର୍ମଶାଳା : ଚଳିତ ଆଇପିଏଲର ଶୁକ୍ରବାର ଧର୍ମଶାଳାରେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ୬୬ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଦୁଇ ଦଳ ସମାନ ସ୍ଥିତିରେ ରହିଥିବାରୁ…
Read More...

ଜ୍ଞାନବାପି ପ୍ରସଙ୍ଗରେ ଆଜି ଶୁଣାଣି

ନୂଆଦିଲ୍ଲୀ : ଜ୍ଞାନବାପି ମସ୍‌ଜିଦ ପରିସରରେ ଏକ ଶିବଲିଙ୍ଗ ରହିଥିବା ବେଳେ ତାହା କେବେ ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ଜାଣିବାକୁ କାର୍ବନ ଡେଟିଙ୍ଗ କରିବାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଉଚ୍ଚ…
Read More...

ବର୍ଷା ଏଠି ସାତ ସପନ

ଆଟାକାମା ମରୁଭୂମି ଅନ୍ତର୍ଗତ ଚିଲିର ରାଜଧାନୀ କାଲାମା ସହର । ପାହାଡ଼, ପର୍ବତ ଚାରଦିଗରେ ପରିବେ​‌ଷ୍ଟିତ ଥିବାରୁ କାଲାମା ସହର ଖଣିଜ ନଗର ଭାବେ ମଧ୍ୟ ପରିଚିତ । ସ୍ଥାନୀୟ ଲୋକଙ୍କ ପାଇଁ ବର୍ଷା ଏକ ନୂଆ ଓ ନିଆରା…
Read More...

କୋହଲିଙ୍କ ଶତକ ; ପ୍ଲେଅଫ୍ ଦୌଡ଼ରେ ଆର୍‌ସିବି

ହାଇଦରାବାଦ : ଆଇପିଏଲ୍‌ ଇତିହାସରେ ଯୁଗ୍ମ ସର୍ବାଧିକ ୬ଷ୍ଠ ଶତକ ହାସଲ କରିଛନ୍ତି ବିରାଟ କୋହଲି। ତାଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍‌ ବଳରେ ଗୁରୁବାର ସନ୍‌ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ରୟାଲ୍‌…
Read More...

ଆସନ୍ତାକାଲି ଶପଥ ଗ୍ରହଣ : ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଦଳର ବରି​ଷ୍ଠ ନେତା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦଳ…
Read More...

୬ମାସରେ ଅପପୁଷ୍ଟି ଦୂରକର

କଟକ : ଯାଜପୁର ଜିଲା କଳିଙ୍ଗନଗର ଅଞ୍ଚଳରେ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ମାମଲାର ଶୁଣାଣି ଗୁରୁବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ମୁଖ୍ୟ ବିଚାରପତି ଏସ. ମୁରଲୀଧର ଏବଂ ବିଚାରପତି ଗୌରୀଶଙ୍କର ଶତପଥୀଙ୍କୁ ନେଇ…
Read More...

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ ଓଡ଼ିଶାର ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀଙ୍କର ସୁନ୍ଦର ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ପାଳନ କରନ୍ତି। ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରାଯାଇଥାଏ। ଗୋଟିଏ…
Read More...

୩୫ଟି ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଆଇଏଏସ୍‌

ନୂଆଦିଲ୍ଲୀ : ଆଇଏଏସ୍‌ ଅଫିସର ବିଜୟ ବର୍ଦ୍ଧନଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହରିୟାଣାର ସିର୍ସା ଜିଲାବାସୀ ବିଜୟ ୨୦୨୧ରେ ଆଇଏଏସ୍‌ ପାଇବା ପୂର୍ବରୁ କ୍ରମାଗତ ୩୫ଟି ବିଭିନ୍ନ ପ୍ରତିଦ୍ବନ୍ଦ୍ବିମୂଳକ…
Read More...

କୁଣ୍ଡଳୀରେ ନାହିଁ ‘ରାଜଯୋଗ’

ନୂଆଦିଲ୍ଲୀ : ଡି.କେ. ଶିବକୁମାରଙ୍କ କୁଣ୍ଡଳୀରେ ରାଜ ଯୋଗ ନାହିଁ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବୋଲି ସୂଚନା ମିଳିଛି। ଗୁରୁଙ୍କ ପରାମର୍ଶକ୍ରମେ ସେ ଅପେକ୍ଷା କରିଛନ୍ତି। ୨୦୨୫ ନଭେମ୍ବର…
Read More...

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ତ୍ରିରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ତ୍ରିରାଷ୍ଟ୍ର ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଜାପାନ ଗସ୍ତ କରିବେ ପରେ ପପୁଆ ନିୟୁ ଗୁଏନା ଓ ଶେଷରେ ଅଷ୍ଟ୍ରେଲିଆ ଯାତ୍ରା କରିବେ। ଏହି…
Read More...

ବଦଳିବ ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥା, ସମ୍ମେଟିଭ ପରିବର୍ତ୍ତେ ବାର୍ଷିକ ପରୀକ୍ଷା

କଟକ : ବଦଳିବ ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥା। ଏବେ ଆଉ ବର୍ଷକୁ ଦୁଇଟି ନୁହେଁ; ବରଂ ପୂର୍ବପରି ଗୋଟିଏ ବାର୍ଷିକ ଚୂଡ଼ାନ୍ତ ପରୀକ୍ଷା କରାଯିବ। କାର୍ଯ୍ୟକାରୀ କରାଯାଇଥିବା ନୂତନ ପରୀକ୍ଷା ପଦ୍ଧତି ଚଳିତବର୍ଷଠାରୁ ବନ୍ଦ…
Read More...

ରିଜିଜୁଙ୍କୁ ପୃଥ୍ବୀ ବିଜ୍ଞାନ, ମେଘୱାଲଙ୍କୁ ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁବାର ଛୋଟ ଅଦଳବଦଳ କରାଯାଇଛି। ଅଦଳବଦଳ ଅନୁଯାୟୀ, କିରେନ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରୁ ହଟାଯାଇଛି। ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ଓ…
Read More...

ଶୁକ୍ରବାର ରାଶିଫଳ (୧୯.୦୫.୨୦୨୩)

ମେଷ :  ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଭାଗ୍ୟରେ ଅର୍ଥାଗମର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଯାନବାହନ ସୁଖ ମିଳିପାରେ। ଅଶ୍ବିନୀ ଓ କୃତ୍ତିକାର ସାମାନ୍ୟ ଶୁଭ। ବୃଷ :…
Read More...

ଭିରୁଡ଼ାରେ ଅବକାରୀ ଚଢଉ : ୧୬,୧୫୦ ଲିଟର ପୋଚ ଓ ୧୬୧୦ ଲିଟର ମଦ ଜବତ

ତିଗିରିଆ :  ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ  ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିଗିରିଆ  ଥାନା ଅନ୍ତର୍ଗତ  ଭିରୁଡା (ପଣସପାଟଣା) ଅଞ୍ଚଳରେ ଅବକାରୀ…
Read More...

ନିରାମୟ ଉପଦେଷ୍ଟାଙ୍କ ବୌଦ୍ଧ ଜିଲ୍ଲାର ସରକାରୀ ଚିକିତ୍ସାଳୟ ପରିଦର୍ଶନ

ବୌଦ୍ଧ : ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା  ରଞ୍ଜନ ବିଶ୍ୱାଳ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଉଁଶୁଣୀ ଏବଂ ମନମୁଣ୍ଡା ସରକାରୀ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର…
Read More...

ମାଟ୍ରିକ ପରୀକ୍ଷା : ରାଧାନାଥ ବିଦ୍ୟାପୀଠ, ଖୁଣ୍ଟୁଣୀର ସଫଳତା

ଗୁରୁଡିଝାଟିଆ : ଚଳିତ ମାଟ୍ରିକ ପରୀକ୍ଷାର ଫଳ ଗୁରୁବାର ପ୍ରକାଶ ପାଇଛି । ଗୁରୁଡିଝାଟିଆ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଫଳାଫଳ ସନ୍ତୋଷ ଜନକ ହୋଇଥିବା ବେଳେ କେତେକ ବିଦ୍ୟାଳୟର ପରୀକ୍ଷା ପାସ ହାର ଶତପ୍ରତିଶତ…
Read More...

ଯୋଗ ନିରୋଗ ଓ ସମୃଦ୍ଧ ମାନବ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରେ

ଗୁରୁଡିଝାଟିଆ :  ଭାରତର ସଂସ୍କାର, ସଂସ୍କୃତି ଓ ପରମ୍ପରା ଯେତିକି ମହାନ୍ ଯୋଗ ମଧ୍ୟ ସେତିକି ପ୍ରାଚୀନ। ଗୁରୁକୂଳ ପରମ୍ପରା ସହିତ ଯୋଗ ଅଙ୍ଗାଅଙ୍ଗି ଭାବରେ ଜଡିତ । ଯୋଗ ନିରୋଗ,ସୁସ୍ଥ ରଖିବା ସହ ସମୃଦ୍ଧ ମାନବ ସମ୍ବଳ…
Read More...

ପରିବେଶ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ସମ୍ବଲପୁର  : ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ସ୍ମୃତି ଭବନ ଠାରେ ପରିବେଶ ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ…
Read More...

ରାଜ୍ୟସ୍ତରୀୟ ଲନ୍ ବଲ୍ ପ୍ରଶିକ୍ଷଣ ଶିବିରରେ ସମ୍ବଲପୁରର ୮ ପ୍ରତିନିଧି

ସମ୍ବଲପୁର : ଲନ୍ ବଲ୍ ଖେଳ ପାଇଁ ରାଜ୍ୟସ୍ତରୀୟ କୋଚ ଓ ଟେକନିସିଆନ ମାନଙ୍କ ପାଇଁ ରାଜ୍ୟ  କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ  ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଠାରେ ସ୍ଥିତ ଇଣ୍ଡୋର ହଲ ଠାରେ ୩ ଦିନିଆ…
Read More...

ବଡ଼ମ୍ବା ଶିକ୍ଷାମଣ୍ଡଳରେ ୯୯. ୬୫ % ପରୀକ୍ଷାର୍ଥୀ କୃତକାର୍ଯ୍ୟ

ବଡ଼ମ୍ବା : ଗୁରୁବାର ପ୍ରକାଶିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ସମଗ୍ର ବଡମ୍ବା ବ୍ଲକରେ ଉତ୍ସାହଜନକ ହୋଇପାରିଛି । ସୂଚନାନୁଯାଇ ଏହି ବ୍ଳକର ରତାପାଟ ଗ୍ରମପଞ୍ଚାୟତ ହାଇସ୍କଲର ଛାତ୍ରୀ ଶୁଭଲକ୍ଷ୍ମୀ ଧଳ ସର୍ବାଧିକ ୫୬୮…
Read More...

ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜରୁ ବାସନ୍ଦ ସଦସ୍ୟ

କଲମପୁର : ସମାଜ ମଧ୍ୟରେ ବିଶୃଙ୍ଖଳିତ ଆଚରଣ, ସାମନ୍ତରାଳ ଭାବେ ଅନ୍ୟ ଏକ ଜିଲ୍ଲା ସଂଗଠନ କରି ମଦ ପିଇ ଧର୍ମଗଡ ଉପଖଣ୍ଡ କୁମ୍ଭାର ସମାଜ ସଂଗଠନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ନେଇ କଲମପୁର, ଧନପୁର, ହାବସପରୁ,…
Read More...

ପରୁଆଗୁଡା ତଲପଡାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଚଳ, ବିଦ୍ୟୁତ ସେବା ବିପର୍ଯ୍ୟସ୍ତ

କଲମପୁର : ଗତ ଏକ ସପ୍ତାହ ଧରି ସୂର୍ଯ୍ୟ ତାପ ବୃଦ୍ଧି ପାଇଚାଲିଛି । ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ। ଏଭଳି ସମୟରେ ଗତ ୪ଦିନ ହେବ ପରୁଆଗୁଡା ତଲପଡାକୁ ସଂଯୋଗ ଥିବା ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ।…
Read More...

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସଂଗ୍ରହାଳୟରେ ସ୍ଥାପନ ହେଲା ପୁରୀ ରଥ ଚକ

ବୌଦ୍ଧ  : ଶୈବ, ବୈଷ୍ଣବ ଓ ବୌଦ୍ଧ ଧର୍ମର ମିଳନ ସ୍ଥଳ ଐତିହାସିକ ବୌଦ୍ଧଜିଲାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଜନସାରଧାଣଙ୍କ ଅପାର ଅସ୍ଥା ରହିଥିବାର ପରିଲକ୍ଷିତ ହୁଏ । ଜିଲାରେ ଶହେରୁ ଅଧିକ ଶ୍ରୀଜଗନ୍ନାଥ ମନ୍ଦିର…
Read More...

୧୭ ବିଦ୍ୟାଳୟରେ ଶତ ପ୍ରତିଶତ ଫଳ

ଆଠଗଡ : ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ  ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ପ୍ରକାଶିତ ହୋଇଥିବାବେଳେ ଆଠଗଡ ବ୍ଲକର ୩୫ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୧୭ଟି ବିଦ୍ୟାଳୟରେ ୧୦୦%…
Read More...

‘ହୋ’ ଭାଷାକୁ ସମ୍ବିଧାନ ସ୍ୱୀକୃତି ଦାବିରେ ସ୍ମାରକପତ୍ର ପ୍ରଦାନ

ଆଠଗଡ :  ଆଦିବାସୀ ‘ହୋ’ ଭାଷାକୁ ସମ୍ବିଧାନ ସ୍ୱୀକୃତି ଏବଂ ଓଡିଶାରେ ୨ୟ ରାଜଭାଷା ମାନ୍ୟତା ଦାବି କରି ଆଠଗଡର ବୀର ବିର୍ସା ମୁଣ୍ଡା ‘ହୋ’ ଛାତ୍ର ସଂଗଠନ ଓ କଟକ ଦିଶୁମ ‘ହୋ’ ସମାଜ ପକ୍ଷରୁ ଗୁରୁବାର ଏକ ବିଶାଳ…
Read More...

ଶୁବ୍‌ମାନଙ୍କ ଶତକ; କ୍ବାଲିଫାୟର-୧ରେ ଗୁଜରାଟ

ଅହମ୍ମଦାବାଦ : କ୍ରମାଗତ ୨ୟ ବର୍ଷ ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟରେ ଶୀର୍ଷ ୨ଟି ଦଳଙ୍କ ମଧ୍ୟରେ ରହିଛି ଗୁଜରାଟ ଟାଇଟାନ୍‌ସ। ଗତବର୍ଷର ଚମ୍ପିଆନ ଗୁଜରାଟ ୯ମ ବିଜୟ ପରେ ୧୮ ପଏଣ୍ଟ ସହ ପ୍ରଥମ ୨ଟି ସ୍ଥାନରେ ରହି କେବଳ…
Read More...

ଏଜେଣ୍ଟ ଗୁଡୁ କୁମାର ସହ ଆଇଟିଆଇ ଶିକ୍ଷକର ଥିଲା ସମ୍ପର୍କ

ଭୁବନେଶ୍ବର : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆ‌ଇ ହାତରେ ଓଡ଼ିଶା ସିମକାର୍ଡ ଘଟଣାରେ ଗିରଫ ୩ ଓଡ଼ିଆ ଅଭିଯୁକ୍ତଙ୍କୁ ୫ ଦିନିଆ ଜିମାରେ ଆଣିବା ପାଇଁ ସୋମବାର ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର…
Read More...

ଅର୍କେଶଙ୍କ ନାଁରେ ଅଦ୍ରିଜାଙ୍କ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ରାଜ ପରିବାରର ଲାଲ ସାହେବ ଅର୍କେଶ ନାରାୟଣ ସିଂହଦେଓ( ବଲାଙ୍ଗିର ସଦର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ପରାଜିତ)ଙ୍କ ବିରୋଧରେ ପତ୍ନୀ ଅଦ୍ରିଜା ମଞ୍ଜରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଉଭୟଙ୍କ…
Read More...

୧୮ରୁ ଗଡ଼ିବ ‘ବନ୍ଦେ ଭାରତ’

ପୁରୀ : ଆଗାମୀ ୧୮ରୁ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ରେଳଗାଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଏହାର ଶୁଭାରମ୍ଭ କରିବେ। ଏହାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି।…
Read More...

ପାକିସ୍ତାନରେ ଅରାଜକତା

ପିଟିଆଇକୁ ନିଷିଦ୍ଧ ଯୋଜନା ! ୭୦୦୦ ବିରୋଧୀ ଦଳ କର୍ମୀ ଗିରଫ ଇସଲାମାବାଦ : କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଭୁଷୁଡିଥିବା ଅର୍ଥନୀତିକୁ ନେଇ ପାକିସ୍ତାନରେ ଗୁରୁତର ସ୍ଥିତି ସୃଷ୍ଟି ହୋଇନାହିଁ। ବରଂ ପୂର୍ବତନ…
Read More...

ଦାବି ପୂରଣ ପାଇଁ ଗହଲୋତଙ୍କୁ ପାଇଲଟଙ୍କ କଣ୍ଟ

ଜୟପୁର : ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜସ୍ଥାନ କଂଗ୍ରେସରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ପୂର୍ବତନ ପ୍ରଦେଶ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କର ଘୋର ବିରୋଧୀ ମୁଖ୍ୟମନ୍ତ୍ରୀ ଅଶୋକ…
Read More...

କଂଗ୍ରେସକୁ ମମତାଙ୍କ ସର୍ତ୍ତଭିତ୍ତିକ ସମର୍ଥନ

କଲକାତା : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ସର୍ତ୍ତଭିତ୍ତିକ ସମର୍ଥନ ଘୋଷଣା କରିଛନ୍ତି। ସୋମବାର ମମତା କହିଛନ୍ତି ଯେ ଆଗାମୀ ଦିନରେ…
Read More...

ଖଡ଼ଗେଙ୍କୁ ଅଦାଲତ ସମନ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଞ୍ଜାବର ସଙ୍ଗରୁର ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ ତରଫରୁ କର୍ଣ୍ଣାଟକ ନିର୍ବାଚନ ପାଇଁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଉପରେ ନିଷେଧାଦେଶ ଜାରି…
Read More...

ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ/ନୂଆଦିଲ୍ଲୀ : କଂଗ୍ରେସକୁ ପୁରୁଣା ରୋଗ ଘାରିଛି। କର୍ଣ୍ଣାଟକରେ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ତିନି ଦିନ ହେଲା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଚୂଡ଼ାନ୍ତ ହୋଇପାରୁନାହିଁ। ମାମଲା ବେଙ୍ଗାଲୁରୁରୁ…
Read More...

ମଙ୍ଗଳବାର ରାଶିଫଳ (୧୬.୦୫.୨୦୨୩)

ମେଷ : କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ଉଚ୍ଚ ସମ୍ମାନ ଲାଭ କରିବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦୀନ-ଦରିଦ୍ରଙ୍କ ହିତାର୍ଥେ ଧନ ବ୍ୟୟ କରିବେ। ବୃଷ :…
Read More...

ଦୁଇ ମାସ ଧରି ହିତାଧିକାରୀଙ୍କ ମିଳୁନି ଛତୁଆ ଓ ରନ୍ଧା ଖାଦ୍ୟ

କଲମପୁର : ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାରଙ୍କ ଯୋଜନା। ଏହି ସମସ୍ତ ଯୋଜନା ପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚ ହେଉଛି । କିନ୍ତୁ ତୃଣମୂଳସ୍ତରରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନବାଚୀ…
Read More...

‘ସମାଜ’ରେ ଖବର ପ୍ରକାଶ ପରେ ପାଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ

ମୋହନା : ସ୍ଥାନୀୟ ବ୍ଳକର ଲୁଣ୍ଡୁଦୁଆ, ବିଜୟପୁର ଓ ବେତାଗଣ୍ଡା ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଥିବାରୁ ସେଠାକାର ଲୋକେ ନଦୀ, ଚୂଆଁ, କୂଅଁ ଓ ନଳକୂପର ଦୂଷିତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ ।…
Read More...

ଗ୍ରେଡ ପେ’ ପାଇଁ ଜିଲ୍ଲା ଅମଲା ସଂଘର ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅମଲା ସଂଘର ସଭାପତି ଦେବ ମହାନ୍ତିଙ୍କ ନେତୃତ୍ୱରେ ବ୍ଲକର ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ କନିଷ୍ଠ କିରାଣି ମାନଙ୍କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରମୋଦ ମେହେରଙ୍କ…
Read More...

ଡାବରୀ ଗ୍ରାମରେ ଅଭାବନୀୟ ଘଟଣା : ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତର ଡାବରୀ  ଗ୍ରାମରେ ସ୍ତ୍ରୀର ମୃତ୍ୟୁ ପରେ, ସ୍ୱାମୀ ନିଜର ମାନସିକ ଭରସାମ୍ୟ ହରାଇ ଗଛରେ ରସିଲଗାଇ  ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟି…
Read More...

ଅଗମ୍ୟ ହେଲାଣି ୫୫ ନମ୍ବର ଜାତୀୟ ରାଜପଥ, ପ୍ରତିକାର ଦାବି

ଚୌଦ୍ୱାର : ଆଜକୁ ୫ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଜାରୀ ରହିଛି । ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଏମ୍ଏସସିଲ ନାମକ ଠିକା ସଂସ୍ଥା ମଙ୍ଗୁଳି ଛକ ଠାରୁ ଚୌଦ୍ୱାର ନିକଟ ଧୂମାବତୀ ଛକ…
Read More...

ଅଘୋଷିତ ଘନଘନ ବିଜୁଳି କାଟ,ଜନ ଜୀବନ ଅସ୍ତବ୍ୟସ୍ତ

ଚୌଦ୍ୱାର : ଚୌଦ୍ୱାରରେ ଗତ କିଛି ଦିନ ହେବ ଘନଘନ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ ୫ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି।…
Read More...

ବିଭିନ୍ନ ପଞ୍ଚାୟତ ବୁଲି ସଚେତନ କରୁଛନ୍ତି ଜନ ସମ୍ପର୍କ ଅଧିକାରୀ ଏବଂ ଟିମ୍

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକର  ବନ୍ଧଗଡ଼ ପଞ୍ଚାୟତ, ଫିରିଙ୍ଗିଆ ପଞ୍ଚାୟତ, ସହ ବିଭିନ୍ନ ପଞ୍ଚାୟତରେ ଅପମିଶ୍ରିତ ପିଡ଼ିଏସ ଚାଉଳ ଦିଆଯିବା ନେଇ ଅଭିଯୋଗ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଯିବା ସହ…
Read More...

ଛାତ୍ରୀ ଅପହରଣ ଅଭିଯୋଗରେ ଧନ୍ଦାମୁଳକ ଶିକ୍ଷକ ଗିରଫ

ପାଟଣା :  ପାଟଣା ଥାନା ଅଞ୍ଚଳର ଜଣେ +୨ ପଢୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କୁ ଗତ ଏପ୍ରିଲ ୧୧ରେ ପାଟଣାରୁ ଅପହରଣ କରି ନିଆ ଯାଇଥିଲା । ଏ ନେଇ ପାଟଣା ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ…
Read More...

ଗୁଣ୍ଡିଚାଘାଗିରେ ଭରସା ପରିବାରର ପ୍ରମୁଖ କର୍ମକର୍ତ୍ତାଙ୍କ ବୈଠକ

ପାଟଣା :  କେନ୍ଦୁଝର ଘଟଗାଁ ବ୍ଲକ ଗୁଣ୍ଡିଚାଘାଗି ଠାରେ ଭରସା ପରିବାରର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ମୁଖ୍ୟ ଉପଦେଷ୍ଟା ପ୍ରତାପ ରାୟ ସଭା କାର୍ଯ୍ୟ ପରିଚାଳନା…
Read More...

ଜିଲ୍ଲାପାଳଙ୍କ ଜନଶୁଣାଣି

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ପ୍ରାଙ୍ଗଣରେ ସୋମବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢହ ଢହ ଗ୍ରୀଷ୍ମତାତି ସତ୍ତ୍ବେ ବିଭିନ୍ନ ଅଂଚଳରୁ ୨୦୫ଟି…
Read More...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଭବାନିପାଟଣା :  ଜଣେ ନାବାଳିକାକୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି, ସ୍ଥାନୀୟ ପୋକସୋ କୋର୍ଟ ଦ୍ଵାରା ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଇଛନ୍ତି । ଅଭିଯୋଗ ଅନୁଯାୟୀ…
Read More...

ହାତୀଦାଉରୁ ଫସଲ ସୁରକ୍ଷା : ସୌର ତାରବାଡ ଚୋରି ଅଭିଯୋଗରେ ୨ ଗିରଫ

ଗୁରୁଡିଝାଟିଆ : ବନବିଭାଗ ଦ୍ୱାରା ହାତୀଦାଉରୁ ଫସଲ ସୁରକ୍ଷା ପାଇଁ ଟଣାଯାଇଥିବା ସୌର ତାରବାଡକୁ କାଟି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ଶ୍ରୀକାନ୍ତ ଦେହୁରୀ ଓ କବାଡିଆ ମତିବୁଡ ରହେମାନଙ୍କୁ ଗିରଫ…
Read More...

ବାହ୍ୟ ମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ଆଲୋଚନାଚକ୍ର

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଲକ ପରିସରରେ ଜଳ ଓ ପରିମଳ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ବାହ୍ୟ ମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ…
Read More...

ହରିୟାଣା ବିଜେତା ; ଓଡ଼ିଶାକୁ କାଂସ୍ୟ

ରାଉରକେଲା : ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଇଣ୍ଡିଆ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆୟୋଜିତ ୧୩ଶ ଜାତୀୟ ଉପକନିଷ୍ଠ ମହିଳା ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।…
Read More...

ଚେନ୍ନଇକୁ ହରାଇ ପ୍ଲେଅଫ୍ ଦୌଡ଼ରେ କଲକାତା

ଚେନ୍ନଇ : ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ସଫଳତା ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ…
Read More...

ମଦ ପିଇ ୧୦ ମୃତ ; ୧୦ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

ଚେନ୍ନଇ : ବିଷାକ୍ତ ମଦ ପିଇ ତାମିଲନାଡୁ ଭିଲ୍ଲୁପୁରମ୍ ଜିଲାର ମାରାକ୍କାନାମ ଗ୍ରାମରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ରାତିରେ ଏହି ଅଘଟଣ ଘଟିଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ମଦ…
Read More...

୩ଦିନ ଅସହ୍ୟ ତାତି; ୧୮ରୁ କାଳବୈଶାଖୀ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମିଆଁମାରରେ ଭୂମି ସ୍ପର୍ଶ କରିଥିବା ‘ମୋକା’ ଯୋଗୁଁ ଦୁଇଦିନ ହେଲା ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ…
Read More...

ଓଟିପି ହସ୍ତାନ୍ତର ଚେର : ନୟାଗଡ଼ରୁ ପାକିସ୍ତାନ

ଭୁବନେଶ୍ବର/ବରୀ/ଦଶପଲ୍ଲା : ଓଡ଼ିଶା ସିମକାର୍ଡରେ ପାକିସ୍ତାନୀ କାରବାର କରିବା ଘଟଣାରେ ଆଇଟିଆଇର ଶିକ୍ଷକ ଜାଲରେ ଛାତ୍ର ପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ) ଘଟଣାର ରହସ୍ୟ ଉନ୍ମୋଚନ କରିବା…
Read More...

ପରିବେଶ ଅନୁକୂଳ ଜୀବନଶୈଳୀକୁ ଗୁରୁତ୍ବ

ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଭୁବନେଶ୍ୱର : ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ…
Read More...

ଆଇଏସ୍‌ଆଇ ହାତରେ ଓଡ଼ିଶା ସିମ୍‌କାର୍ଡ

ଭୁବନେଶ୍ୱର/ ବରୀ/ଦଶପଲ୍ଲା : ମୋବାଇଲ ସିମ୍‌କାର୍ଡ ଓଡ଼ିଶାର; କିନ୍ତୁ ପାକିସ୍ତାନରେ ହେଉଥିଲା ଦୁରୁପଯୋଗ। ଏହି ସିମ୍‌ ସବୁ ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲା। ମାତ୍ର ଏହାକୁ ଭାରତ ବିରୋଧୀ କାର୍ଯ୍ୟରେ ବ୍ୟବହାର…
Read More...

ଆଜିଠୁ ଦୁବାଇକୁ ବିମାନ ସେବା

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ…
Read More...

କର୍ଣ୍ଣାଟକରେ ଖାତା ଖୋଲିପାରିଲାନି ଆପ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଖାତା ଖୋଲିପାରି ନାହିଁ। ନିର୍ବାଚନରେ ଆପ୍ ୨୮ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସମସ୍ତେ ପରାସ୍ତ ହୋଇଛନ୍ତି। ବେଙ୍ଗାଲୁରୁ ସହରାଞ୍ଚଳରେ…
Read More...

ସୋମବାର ରାଶିଫଳ (୧୫.୦୫.୨୦୨୩)

ମେଷ : ମୌନାବତାରରେ କୃଚ୍ଛ୍ର ସାଧନା କରି ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ରାଜଯୋଗ ଅଛି। ଧାର୍ମିକ ବ୍ୟକ୍ତିଭାବେ ପୂଜ୍ୟପୂଜାର ବ୍ୟକ୍ତିତ୍ବସମ୍ପନ୍ନ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।…
Read More...

ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ; ଖଡ଼ଗେ ବାଛିବେ ନେତା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଦାବିଦାର ହୋଇଛି। ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଧାନସଭାର ମୋଟ ୨୨୪ ଆସନରୁ କଂଗ୍ରେସ ୧୩୫ଟି…
Read More...

ଶେଷରେ କଟାହେଲା ବିପଦପୂର୍ଣ୍ଣ ବିଶାଳକାୟ ଶୁଖିଲା ଗଛ

ଆଠଗଡ : ଆଠଗଡ ନୂଆ ବସଷ୍ଟାଣ୍ଡ ଫାଟକ ନିକଟରେ ଏକ ବିଶାଳକାୟ ଶୁଖିଲା ଛତିଆନ ଗଛ ଦୀର୍ଘଦିନ ହେଲା ରହିଥିବାବେଳେ, ତାହା ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଥଚାରୀ ଓ ବସଯାତ୍ରୀଙ୍କ ପାଇଁ ବିପଦର ଆଶଙ୍କା ଥିବା ବିଭିନ୍ନ…
Read More...

ଆଠଗଡରେ ଚନ୍ଦନ ଯାତ୍ରା ଉଦ୍‌‌ଯାପିତ

ଆଠଗଡ :  ଆଠଗଡରେ ଗତ ଦୁଇଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ଉଦ୍‌‌ଯାପିତ ହୋଇଯାଇଛି । ଶୁକ୍ରବାର ଓ ଶନିବାର ସନ୍ଧ୍ୟାରେ ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ରଘୁନାଥ, ଶ୍ରୀ…
Read More...

ଅଂଶୁଘାତ ପ୍ରତିରୋଧ ଓ ସତର୍କତା ଲାଗି ସଚେତନତା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଅଂଶୁଘାତରୁ ପ୍ରତିରୋଧ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ରାଧାଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଓ…
Read More...

ଓପିଏଲ କ୍ରିକେଟ, ଜର୍ସି ଉନ୍ମୋଚନ ଓ ଖେଳାଳୀ ଚୟନ

ଚୌଦ୍ୱାର : ଓଟିଏମ୍ ପ୍ରିମିୟର ଲିଗ୍ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣମେଣ୍ଟର ଜର୍ସି ଉନ୍ମୋଚନ ଓ ଖେଳାଳୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ…
Read More...

ଚୌଦ୍ୱାରରେ ଚନ୍ଦନଯାତ୍ରା ଉଦଯାପିତ

ଚୌଦ୍ୱାର : ଓଟିଏମ୍ କଲୋନୀସ୍ଥିତ ରାଧାମୋହନ ମନ୍ଦିରରେ ଚନ୍ଦନ ଯାତ୍ରା ଓ ଚାପଖେଳ ଉତ୍ସବ ଉଦଯାପିତ ହୋଇ ଯାଇଛି ।ଓଟିଏମ୍ ଚନ୍ଦନଯାତ୍ରା କମିଟି ତରଫରୁ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ସଂଧ୍ୟାରେ…
Read More...

ରାସ୍ତାକାମରେ ବିଳମ୍ବ ପାଇଁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ

ଗୁରୁଡିଝାଟିଆ :  ବାଳି ଠାରୁ ବଳିପୁର ପର୍ଯ୍ୟନ୍ତ ୮କିମି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଅଧିକଂଶ ସ୍ଥାନରେ ନିମ୍ନମାନର ହୋଇଥିବାର ସାଧାଣରେ ଅଭିଯୋଗ ହୋଇଛି । ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଗ୍ରାମ୍ୟ ଉନ୍ନୟନ ବିଭାଗ…
Read More...

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା

ଲାଞ୍ଜିଗଡ଼ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ,…
Read More...

ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼, ପୁଲିସ ମୁତୟନ   

ଗୋପାଳପୁର : ପ୍ରାୟ ଏକ ସପ୍ତାହ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅସହ ଗୁଳୁଗୁଳି ଲାଗି  ରହୁଛି । ଲେ‌ାକେ କୌଣସି କାମ ନଥିଲେ ବାହାରକୁ ଯିବାକୁ ମଙ୍ଗୁନଥିବା ବେଳେ ସନ୍ଧ୍ୟା ହେଲେ ପରିବାର ସଦସ୍ୟଙ୍କସହ…
Read More...

ନୂଆପାଟଣା ମଦନମୋହନଙ୍କ ଚନ୍ଦନ ଯାତ୍ରା ଉଦଯାପିତ 

ତିଗିରିଆ :  ନୂଆପାଟଣା ମଦନମୋହନଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ଉଦଯାପନୀ ପର୍ବ ରବିବାର ଅନୁଷ୍ଠିତ ହୋଇଛି। ପୀଠ ପରମ୍ପରା ଅନୁଯାୟୀ ମଦନମୋହନ ସକାଳ ଓ ଅପରାହ୍ନରେ ବିଶାଳ ବହୁରୂପୀ ଓ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ…
Read More...

ଚନ୍ଦନ ଯାତ୍ରାରେ ଗଣ୍ଡଗୋଳ : ଚୌକି ଭଙ୍ଗାରୁଜା ଓ ମାଡପିଟ,୪ ଆହତ

ତିଗିରିଆ :  ତିଗିରିଆ ନୂଆପାଟଣା ଚନ୍ଦନ ଯାତ୍ରାରେ ଶନିବାର ରାତିରେ ଗଣ୍ଡଗୋଳ ଘଟିଛି। ଗ୍ରାମର ଆରାଧ୍ୟ ପ୍ରଭୁ ମଦନମୋହନଙ୍କ ବଡ଼ ଚନ୍ଦନ ଯାତ୍ରା ପାଳନ କରାଯାଉଥିବା ବେଳେ ଏହି ଅବସରରେ ବିଭିନ୍ନ ସାହିରେ ରାତିକୁ…
Read More...

ଭତ୍ତା ସମସ୍ୟାର ସମାଧ।।ନ ପାଇଁ ହିତାଧିକାରୀଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା

ହରଭଙ୍ଗା : ସଂସ୍କୃତି, ପର୍ଯ୍ୟଟନ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଶନିବାର ହରଭଙ୍ଗା ବ୍ଲକ ବନ୍ଧାପଦର ପଞ୍ଚାୟତ ସଦର ମହକୁମା ଏବଂ ବାମଣ୍ଡା ପଞ୍ଚାୟତ ଟାଙ୍ଗରପାଲି ଗ୍ରାମ ପରିଦର୍ଶନ…
Read More...

୨୪ରେ ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ, ଯୋଗ ଦେବେ ୩ଶହ କଳାକାର

ଆରଡି :  ମଣିକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ ଚଳିତମାସ ୨୪ରେ ଅର୍ଥାତ ବୁଧବାର ମହାଆଡମ୍ବର ସହ ପାଳିତ ହେବ । ଏଥିପାଇଁ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି…
Read More...

ଆଖି ବୁଜିଲେ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ

କଟକ  : ଓଡ଼ିଶାର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ (୭୭)ଙ୍କ ହୃଦ୍‌ଘାତରେ କେଶରପୁରସ୍ଥିତ ବାସଭବନରେ ଶନିବାର ପରଲୋକ ଘଟିଛି। ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବାସଭବନରେ ପହଞ୍ଚି…
Read More...

ପ୍ରଭସିମ୍ରନ୍‌ଙ୍କ ଶତକ ; ପଞ୍ଜାବ ବିଜୟୀ, ଦିଲ୍ଲୀ ପ୍ଲେଅଫ୍‌ରୁ ବିଦା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଶନିବାରର ମ୍ୟାଚ୍‌ରେ ୪ର୍ଥ ଶତକ ହାସଲ କରିଛନ୍ତି ପଞ୍ଜାବ କିଙ୍ଗ୍‌ସର ଓପ୍‌ନର ପ୍ରଭସିମ୍ରନ୍ ସିଂହ। ତାଙ୍କର ଶତକ ଏବଂ ଦୁଇ ସ୍ପିନର ହରପ୍ରୀତ ସିଂହ ବ୍ରାର ଓ ରାହୁଲ ଚହରଙ୍କ ଚମତ୍କାର…
Read More...

ଆଜି ପ୍ରକାଶ ପାଇବ ସିଆଇଏସସିଇ ଫଳ

ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ରବିବାର ଅପରାହ୍ଣ ୩ଟାବେଳକୁ ପ୍ରକାଶ ପାଇବ। ଏନେଇ ସିଆଇଏସସିଇର…
Read More...

ସବୁ ଅଦାଲତ ହେବ କାଗଜବିହୀନ

କଟକ : ଆପୋସ ବୁଝାମଣା ମାଧ୍ୟମରେ ଅଧିକରୁ ଅଧିକ ବିବାଦର ସମାଧାନ ହୋଇପାରିଲେ ବିଚାର ବିଭାଗ ଉପରେ ଚାପ ହ୍ରାସ ପାଇବ। ମାମଲାର ଆପୋସ ସମାଧାନ ଦ୍ବାରା ଦୁଇ ପକ୍ଷ ମଧ୍ୟରେ ଶତ୍ରୁତା ହ୍ରାସ ପାଇ ବନ୍ଧୁତା ଦୀର୍ଘସ୍ଥାୟୀ…
Read More...

ଓଡ଼ିଶାର ପୁନଃଗଠନ ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ

ଉତ୍ତରଭୁବନେଶ୍ୱର : ଓଡ଼ିଶା ପୁନଃଗଠନ କ୍ଷେତ୍ରରେ ଏବେ ନେତୃତ୍ୱ ତିଆରି କରିବାର ସମୟ ଆସିଛି । ବିନା ନେତୃତ୍ୱରେ ଏହା ସମ୍ଭବ ନୁହେଁ । ଗାନ୍ଧିଜୀଙ୍କ ଛୋଟ ଛୋଟ କାର୍ଯ୍ୟ ଦିନେ ବିରାଟ ଆକାରର ରୂପ ନେଇଥିଲା ଲବଣ…
Read More...

କର୍ଣ୍ଣାଟକ ନିର୍ବାଚନରେ ବିଜୟୀ, ପରାଜିତ ପ୍ରମୁଖ ପ୍ରାର୍ଥୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ଓ ପରାଜିତ ହୋଇଥିବା କେତେକ ପ୍ରମୁଖ ପ୍ରାର୍ଥୀଙ୍କ ତାଲିକା ନିମ୍ନରେ ପ୍ରଦାନ କରାଗଲା। ବରିଷ୍ଠ ବିଜେପି ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ…
Read More...

କଂଗ୍ରେସ ବିଜୟର ସୂତ୍ରଧର

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳର ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କୁ ସମସ୍ତ ଶ୍ରେୟ ଦିଆଯାଉଛି। ତାଙ୍କର ସାଂଗଠନିକ ଦକ୍ଷତା ଓ ନିଷ୍ଠା ଯୋଗୁଁ ଦଳ ୪ମତାକୁ ଫେରିଥିବା…
Read More...

କର୍ଣ୍ଣାଟକ ନିର୍ବାଚନ : ସଫଳତା ଦେଲା ସମ୍ମିଳିତ ଲଢ଼େଇ

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବିଜୟ କଂଗ୍ରେସ ପାଇଁ ସଞ୍ଜୀବନୀ ହୋଇଛି। ନିକଟ ଭବିଷ୍ୟତରେ ଥିବା ରାଜସ୍ଥାନ ଓ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତଥା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ଶକ୍ତି…
Read More...