ସରିଲା ଉଦ୍ଧାର ଅଭିଯାନ ; ମରାମତି କାର୍ଯ୍ୟ ଆରମ୍ଭ

ଡେସ୍କ : ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାସ୍ଥଳରେ ଚାଲିଥିବା ଉଦ୍ଧାର ଅଭିଯାନ ଶେଷ ହୋଇଛି ବୋଲି ରେଳ ମନ୍ତ୍ରଣାଳୟର ପ୍ରବକ୍ତା ଅମିତାଭ ଶର୍ମା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଉଦ୍ଧାର ଅଭିଯାନ…
Read More...

କ୍ରମାଗତ ଦ୍ବିତୀୟ ଥର ଫାଇନାଲ ଖେଳିବ ଭାରତ

ନୂଆଦିଲ୍ଲୀ : ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୧୯-୨୧ ପ୍ରଥମ ସଂସ୍କରଣ ପରେ ୨୦୨୧-୨୩ ଦ୍ବିତୀୟ…
Read More...

ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲୀ’

ଢେଙ୍କାନାଳ  : ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିପାରିଛି।…
Read More...

ଦୁର୍ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସକାଳେ ବାହାନଗା କରମଣ୍ଡଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ରେଳ ମନ୍ତ୍ରୀ ଅଶ୍ୱିନୀ…
Read More...

ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସ୍ଥଳର ଚିତ୍ର

ଡେସ୍କ : ବାହାନଗା କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ସ୍ଥଳର ଚିତ୍ର । ଯାହା ହୃଦୟବିଦାରକ ଓ ଚିନ୍ତାଜନକ। ଆକଶ ମାର୍ଗରୁ ଦୁର୍ଘଟଣାର ଭୟାନକ ଚିତ୍ର । ଏଣେ ତେଣେ ଖେଳାଇ ହୋଇ ପଡ଼ିଛି ଏକାଧିକ ବଗି ଓ ମୃତ ଦେହ,…
Read More...

ଦୁର୍ଘଟଣା ସ୍ଥଳରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଡେସ୍କ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ଉପରେ ପ୍ରଥମେ…
Read More...

ଶନିବାର ରାଶିଫଳ (୦୩.୦୬.୨୦୨୩)

ମେଷ : ପ୍ରବଳ ମାତ୍ରାରେ ଧନାଗମ ହେବାର ମାର୍ଗ ଉନ୍ମୁକ୍ତ ରହିଛି। ନାନା ସୁନ୍ଦର, ମୂଲ୍ୟବାନ୍‌, ବସ୍ତୁ-ରତ୍ନ ଲାଭ ହେବାର ସୂଚନା ମିଳୁଛି। ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ବୃଷ : ଆପଣଙ୍କ…
Read More...

ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ : ଅଶ୍ୱିନୀ ବୈଷ୍ଣବ

ଡେସ୍କ :  ବାହାନଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହେବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ଦୁର୍ଘଟଣା ଘଟିଲା ଓ କିଏ ଦାୟୀ ସେ ତଦନ୍ତ ହେବ ବୋଲି ଶ୍ରୀ…
Read More...

ଭୟଙ୍କର ରେଳ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି, ଆଜି ଦିନିକିଆ ଶୋକ

ଡେସ୍କ : କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଛି । ସକାଳ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା  ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି । ଏସଆରସିଙ୍କ  ତଥ୍ୟ ଆଧାରରେ ମୁଖ୍ୟ ସଚିବ…
Read More...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୮୫୦ ଆହତଙ୍କୁ ହସ୍ପିଟାଲ ପଠାଯାଇଛି : ମୁଖ୍ୟ ସଚିବ

ଡେସ୍କ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ୮୫୦ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି । ସେହିପରି ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ…
Read More...

ଆଜି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

ଡେସ୍କ : ବାଲେଶ୍ବର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା କହି ଶନିବାର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି ।…
Read More...

ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ପ୍ରଯୁକ୍ତିବିଦ୍ୟା : ମୁଖ୍ୟ ବିଚାରପତି

ଆଠଗଡ଼  : ଆଠଗଡ଼ ବିଚାର ବିଭାଗୀୟ ଅଦାଲତର ନୂତନ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଏସ. ମୁରଲୀଧର ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି…
Read More...

ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ଧୁମଧାମରେ ସଂପନ୍ନ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ଏଥିପାଇଁ ତିନିଦିନ ଧରି…
Read More...

ମୃତ୍ୟୁ ସଂଖ୍ୟା ୧୦୦ ଟପିବା ଆଶଙ୍କା, ୫ଶହରୁ ଅଧିକ ଆହତ

ଯାତ୍ରୀଙ୍କ ପରିବାରବର୍ଗଙ୍କ ସହାୟତା ପାଇଁ ଫୋନ ନମ୍ବର ଜାରି :  ହାୱଡା ପାଇଁ ୦୩୩-୨୬୩୮୨୨୧୭, ଖଡ଼ଗପୁର ପାଇଁ- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ବର ପାଇଁ- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨ ଓ ସାଲିମାର ଟ୍ରେନ…
Read More...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଡେସ୍କ :  କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦କୁ ବୃଦ୍ଧି ପାଇଛି । ସେହିପରି ୩୫୦ରୁ ଅଧିକ ଲୋକ ଆହତ ହୋଇଥିବା…
Read More...

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଡେସ୍କ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତର ଆହତଙ୍କୁ ୨ ଲକ୍ଷ ଓ…
Read More...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ୫୦ ଜଣଙ୍କ ମୃତ୍ୟୁ, ୨ଶହରୁ ଅଧିକ ଆହତ

ଡେସ୍କ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ  ୫୦ ଜଣଙ୍କ ମୃତ୍ୟୁ, ୨ଶହରୁ ଅଧିକ ଆହତ ହୋଇଥିବା ନେଇ ଦକ୍ଷିଣ-ପୂର୍ବ ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବା ନେଇ ଅନୁମାନ…
Read More...

ଏକାଧିକ ଟ୍ରେନ ଚଳାଚଳ ବାତିଲ

ଡେସ୍କ :  ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଏକାଧିକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । #ser #IndianRailways…
Read More...

ଜମି ବିବାଦରେ ମହାଲ୍ଲିକପଡା ପ୍ରକଳ୍ପ, ୨୦୦ ପରିବାର ପାଣି ପାଇଁ ଡହଳ ବିକଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପାନୀୟ ଜଳ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାଳ ମାଳ ପ୍ରକଳ୍ପ ଥିଲେ ମଧ୍ୟ ଲୋକଙ୍କୁ ଖରା ଦିନେ ପାଣି ମୁନ୍ଦାଏ ମିଳୁ ନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ…
Read More...

ସ୍ୱାଗତ ତୋରଣରୁ ଖସୁଛି ମାର୍ବଲ, ପଥଚାରୀଙ୍କ ପ୍ରତି ବିପଦ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ତରଫରୁ ବିରୁପା ନଦୀ ପୋଲ ନିକଟ ଚୌଦ୍ୱାର ପ୍ରବେଶ ପଥରେ ସ୍ୱାଗତ ତୋରଣ ନିର୍ମାଣ କରାଯାଇଛି । ଦୀର୍ଘ ବର୍ଷ ହେବ ଏହି ସ୍ୱାଗତ ତୋରଣ ନିର୍ମିତ ହୋଇଥିବାବେଳେ ଏଥିରେ ଲାଗିଥିବା ମାର୍ବଲ…
Read More...

ଧାମରା କଲାମ ଦ୍ବୀପରୁ ଅଗ୍ନି-୧ର ସଫଳ ପରୀକ୍ଷା

ବାଲେଶ୍ବର : ଭଦ୍ରକ ଜିଲା ଅବଦୁଲ କଲାମ ଦ୍ବୀପରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷା କରାଯାଇଛି । ପ୍ରତିରକ୍ଷା ବିଭାଗର ଷ୍ଟ୍ରାଟେଜିକ…
Read More...

ଚମ୍ପକ ଦ୍ଵାଦଶୀ ପାଇଁ ଆଦ୍ୟ ଶାସନ ଉତ୍ସବ ମୁଖର

ସାକ୍ଷୀଗୋପାଳ :  ଆଦ୍ୟ ଶାସନ ବୀରରାମଚନ୍ଦ୍ର ପୁର ଗ୍ରାମ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣ ଯାତ୍ରା ପାଇଁ  ଉତ୍ସବ ମୁଖର ହୋଇଉଠିଛି । ବୁଧବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ରାତ୍ରୀରେ ଗ୍ରାମ ଇଷ୍ଟ ଦେବତା ଗୋପୀନାଥ …
Read More...

ଜିଏସ୍‌‌ଟି ସଂଗ୍ରହ ୧ଲକ୍ଷ ୫୭ହଜାର କୋଟି ଟପିଲା

ଡେସ୍କ :  ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସ୍‌‌ଟି)  ରାଜସ୍ବ ସଂଗ୍ରହ ବୃଦ୍ଧି ପାଇ ୧ଲକ୍ଷ ୫୭ହଜାର ୯୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ମଇ ମାସରେ ଏହା ୧ ଲକ୍ଷ ୫୭ହଜାର ୯୦ କୋଟି ଟଙ୍କା ହୋଇଛି ।  ଗତ ବର୍ଷ ମଇ ମାସ…
Read More...

ଶୀଘ୍ର କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ : ୮୫ ପ୍ରତିଶତ କାର୍ଯ୍ୟ ଶେଷ

ଡେସ୍କ : ୫-ଟି ସଚିବ  ଭି.କେ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ନିର୍ମାଣସ୍ଥଳ ପରିଦର୍ଶନ କରି କାମର ଅଗ୍ରଗତି ସମୀକ୍ଷା କରିଛନ୍ଥି । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫…
Read More...

ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ

ଡେସ୍କ :  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ଣରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଝଡ଼ ପବନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ଘରର ଛପର ଉଡିଯାଇଛି । ଗଛ ପଡ଼ି ଜିଲ୍ଲାର ବିଭିନ୍ନ…
Read More...

ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଡେସ୍କ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଆଜି ଗାଧୋଇବା ବେଳେ ୬ ଛାତ୍ରୀ ଭାସି ଯାଇଥିଲେ। ତେବେ ୪ ଜଣଙ୍କୁ ସ୍ଥାନୀୟ…
Read More...

କନିଷ୍ଠ ଏସିଆ କପ୍‌ ପୁରୁଷ ହକି : ଆଜି ଭାରତ-ପାକିସ୍ତାନ ଫାଇନାଲ

ସାଲାଲା (ଓମାନ୍‌) : କନିଷ୍ଠ ଏସିଆ କପ୍‌ ପୁରୁଷ ହକି-୨୦୨୩ ଫାଇନାଲରେ ଆଜି ଗତଥରର ଚାମ୍ପିୟନ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍‌‌ ଭାରତୀୟ ସମୟ ରାତି ୯ଟା ୩୦ ମିନିଟ୍‌‌ରେ…
Read More...

ପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ

ଭୁବନେଶ୍ବର  : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ମେ’ ୨୯ ତାରିଖରେ ଶେଷ ହୋଇଯାଇଛି। ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇନାହିଁ। ଫଳରେ ପ୍ରଫେସର ଲାଲ…
Read More...

ବିଶ୍ବ ଦୁଗ୍ଧ ଦିବସ

ନିୟମିତ ଖିର ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୁଏ। ଖିର ଆମ ଶରୀର ପାଇଁ କେତେ ଜରୁରୀ, ସେ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ବିଶ୍ବସ୍ତରରେ…
Read More...

୨୦୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୨%

ନୂଆଦିଲ୍ଲୀ : ୨୦୨୩ ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦନ(ଜିଡିପି) ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା ହ୍ରାସ ପାଇ ୭.୨ ପ୍ରତିଶତ ହୋଇଛି । ୨୦୨୨ ଆର୍ଥିକ ବର୍ଷରେ ଏହି ହାର ୯.୧ ପ୍ରତିଶତ ଥିଲା। ଜାନୁଆରୀରୁ ମାର୍ଚ୍ଚ…
Read More...

ମାନବାଧିକାର ଆୟୋଗରେ ଦୁଇ ଦୁଇଟି ମାମଲା

ଭୁବନେଶ୍ବର/ନୂଆଦିଲ୍ଲୀ/କଟକ : କଟକ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୟରେ ନାଳରେ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗରେ ଦୁଇଟି ମାମଲା ରୁଜୁ ହୋଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ…
Read More...

୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଆୟୁକ୍ତ ଓ ମେୟରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ, ମୃତ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ସହାୟତା, ନିର୍ମାଣ ସ୍ଥଳ ସୁରକ୍ଷା ପାଇଁ ଜାରି ହେବ ମାର୍ଗଦର୍ଶିକା କଟକ : ନିର୍ମାଣାଧୀନ ବକ୍ସଡ୍ରେନ୍‌ ପାଇପରେ ଖସିପଡି କଟକ…
Read More...

ଅଭୟକାନ୍ତଙ୍କ ସମ୍ପତ୍ତି ଜବତ

ଭୁବନେଶ୍ୱର : ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ)ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ବେଆଇନ ଅର୍ଥ କାରବାର ଆଇନ (ପ୍ରିଭେନସନ୍‌ ଅଫ୍‌…
Read More...

କର୍ତ୍ତବ୍ୟ ସମୟରେ ମୃତ୍ୟୁ ଘଟିଲେ ମିଳିବ ୧୦ଲକ୍ଷ

ଭୁବନେଶ୍ବର : ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି। ନିଷ୍ପତ୍ତି…
Read More...

କଂଗ୍ରେସ ସରକାର ରିମୋଟ ଦ୍ବାରା ପରିଚାଳିତ ହେଉଥିଲା : ମୋଦୀ

ଆଜମେର : କଂଗ୍ରେସ ଶାସନ ସମୟରେ ଦେଶର ସରକାର ରିମୋଟ୍‌ ଦ୍ବାରା ନିୟନ୍ତ୍ରିତ ହେଉଥିଲା। ପ୍ରଧାନମନ୍ତ୍ରୀଙ୍କ ଉପରେ ଜଣେ ମହାଶକ୍ତି ରହି ସରକାରକୁ ଚଳାଉଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର…
Read More...

ଗୁରୁବାର ରାଶିଫଳ (୦୧.୦୬.୨୦୨୩)

ମେଷ : ନାନା ସୁଖକର ଘଟଣାମାନ ଘଟିବ। ଧନ ଲାଭର ସୂଚନା ମିଳୁଛି। ଉନ୍ନତ ମାର୍ଗରେ ଅଗ୍ରସର ହେବେ। ପ୍ରୀତିଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଳ ହେବ। ମିଷ୍ଟାନ୍ନ ଭୋଜନରେ ଆନନ୍ଦ ଉପଭୋଗ କରିବେ। ବୃଷ : ଆପଣଙ୍କ…
Read More...

ମୋଦୀଙ୍କ ପ୍ରଶଂସା ରାହୁଲ ସହ୍ୟ କରିପାରୁ ନାହାନ୍ତି : ବିଜେପି

ନୂଆଦିଲ୍ଲୀ : ଆମେରିକା ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛି ବିଜେପି। ବୁଧବାର ବିଜେପି ନେତା ତଥା କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ…
Read More...

‘ମୋଦୀ ନିଜକୁ ଭଗବାନଙ୍କଠାରୁ ଅଧିକ ଭାବୁଛନ୍ତି’

ସାନ ଫ୍ରାନସିସ୍‌କୋ : ଭାରତ ହେଉଛି ବିବିଧତାର ଦେଶ। ଏଠାରେ ବିଭିନ୍ନ ଭାଷା, ଧର୍ମ ଓ ସମ୍ପ୍ରଦାୟର ଲୋକ ବାସ କରିଥାନ୍ତି। ଭାଷା ଓ ଧର୍ମର ବିବିଧତା ସତ୍ତ୍ବେ ଭାରତବାସୀ ନିଜକୁ ଏକ ମନେ କରିଥାନ୍ତି। ବିବିଧତା ହେଉଛି…
Read More...

ଚାଉଳ ଚୋରା ଚାଲାଣ ସନ୍ଦେହରେ କୁଟୃ ଫାଣ୍ଡିରେ ଗାଡ଼ି ଅଟକ

କଲମପୁର : କଲମପୁର ପୁଲିସ ଥାନା ଅଞ୍ଚଳରୁ ଏକ ଗାଡ଼ି ଯୋଗେ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହ କରି କୁଟୃ ପୁଲିସ ଫାଣ୍ଡିରେ ଗାଡ଼ିକୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ଏକ ୪୦୭ ଗାଡ଼ିରେ ୨୦ ବ୍ୟାଗରୁ ଅଧିକ ପିଡିଏସ୍…
Read More...

ଧୁମ୍‌‌ଧାମରେ ସରିଲା ରୁକ୍ମିଣୀଙ୍କ ବିବାହ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ବୁଧବାର ରାତିରେ…
Read More...

ମୋହନ ସୁବୁଦ୍ଧି ମହାବିଦ୍ୟାଳୟ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ବଡ଼ମ୍ବା :  ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ସନ୍ତୋଷ ଜନକ ହୋଇଛି।  +୨ ବିଜ୍ଞାନରେ ୮୬% ପରିକ୍ଷାଥିୀ କୃତକାର୍ଯ୍ୟ ହୋଇଥିବାବେଳେ +୨ ବାଣିଜ୍ୟରେ ୮୭% କୃତକାର୍ଯ୍ୟ ହୋଇଥିବା…
Read More...

ବଡ଼ମ୍ବାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ

ବଡ଼ମ୍ବା : ବଡ଼ମ୍ବା ବ୍ଲକ ଗମେଇଁ ଗ୍ରାମରେ ନଦୀବନ୍ଧକୁ ଲାଗି ରହିଥିବା ଜଳସେଚନ ବିଭାଗ ଜମିରେ ବହୁଦିନ ଧରି ଜବର ଦଖଲରେ ଥିବା ୩୨ ଗୋଟି ଘରକୁ ସ୍ଥାନୀୟ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି । ସୂଚନା ଥାଉକି ଗମେଇଁ ଗ୍ରାମ…
Read More...

ବିଦ୍ୟାର୍ଥୀମାନେ ହିଁ ନବଭାରତ ନିର୍ମାଣର ସ୍ଥପତି

କେନ୍ଦୁଝରଗଡ଼ :  ଶିକ୍ଷା ଜୀବନକୁ ଆଲୋକିତ କରେ, ସେହି ଆଲୋକରେ ସମାଜ ଓ ଦେଶର ଛବି ଅଧିକ ଉଜ୍ଜଳ ହୋଇଉଠେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ନବ ଭାରତ ନିର୍ମାଣର ସ୍ଥପତି । ସେମାନଙ୍କ ନିଷ୍ଠାପର ସାଧନା ଓ ସଫଳତା…
Read More...

ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ‘ଜୟହିନ୍ଦ’ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ :  ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ) କେନ୍ଦୁଝର ଶାଖା ପକ୍ଷରୁ ଜିଲା ସଂସ୍କୃତି ଭବନ ଠାରେ ବୁଧବାର "ଜୟହିନ୍ଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ ଜବାନ ରତନ…
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

କେନ୍ଦୁଝରଗଡ଼ : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ପକ୍ଷରୁ ବୁଧବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାର୍ତ୍ତା ପ୍ରଚାର ଶୋଭାଯାତ୍ରାକୁ…
Read More...

ସାଇକେଲରେ ସାରା ଭାରତ ଯାତ୍ରା କରୁଥିବା ରାମ ପ୍ରସାଦ ନସ୍କରଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

ବୌଦ୍ଧ : ପଶ୍ଚିମବଙ୍ଗର ରାମ ପ୍ରସାଦ ନସ୍କର୍ ପେସାରେ ଶିକ୍ଷକ, ନିଶାରେ ସାଇକେଲ ଯାତ୍ରୀ । ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବଙ୍ଗଳାଦେଶ ଓ ନେପାଳକୁ ସାଇକେଲରେ…
Read More...

ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ବାଳିସ୍ଥିତ ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ବେଉରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର…
Read More...

ପ୍ରିନ୍ସ କ୍ଲବର ୨୬ତମ ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ନଦୀକୂଳ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ପ୍ରିନ୍ସ କ୍ଳବର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । କ୍ଲବର ସଭାପତି ଶେଷଦେବ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ସ୍ଥାନୀୟ ବିଧାୟକ…
Read More...

ଓରନ୍ଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ଓରନ୍ଦା ପଞ୍ଚାୟତର ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ  ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବ ବାଳି ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ…
Read More...

ଶ୍ରୀକ୍ଷେତ୍ର ଅଭିମୁଖେ ବଉଳ କାଠକୁ ମେଲାଣି

ସାକ୍ଷୀଗୋପାଳ : ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ତଥା ପବିତ୍ର ନିର୍ଜ୍ଜଳା ଏକାଦଶୀରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଶ୍ରୀଅଙ୍ଗର…
Read More...

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ; ଉପଲବ୍ଧି ଗଣାଇଲେ କେନ୍ଦ୍ରମନ୍ତ୍ରୀ ରେଡ୍ଡୀ

ଭୁବନେଶ୍ୱର : ଦୀର୍ଘଦଶନ୍ଧି ପରେ ୨୦୧୪ରେ ଦେଶକୁ ଭ୍ରଷ୍ଟାଚାର ମୁକ୍ତ ଶାସନ ଓ ଦକ୍ଷ ନେତୃତ୍ବ ମିଳିଛି ବୋଲି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ବିଭାଗ ମନ୍ତ୍ରୀ ଜି. କିଷନ ରେଡ୍ଡୀ…
Read More...

୩୧ରେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ବାର୍ଷିକ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।…
Read More...

ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଯାତ୍ରା ଜଗତର ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ କଟକସ୍ଥିତ ଏକ ନର୍ସିଂ ହୋମ୍‌ରେ ସେ ଚିକିତ୍ସାଧୀନ ଥିଲେ। ସୋମବାର ସନ୍ଧ୍ୟାରେ ସେଠାରେ…
Read More...

ସକାଳ ୯ଟା ୩୦ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୋମବାର ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା,…
Read More...

୭୩.୮୫% ଶ୍ରେଣୀଗୃହ ଅଭାବ

ଭୁବନେଶ୍ବର : ରାଜ୍ୟରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇ ଥିବାବେଳେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପାଣି, ବିଦ୍ୟୁତ, ଖେଳପଡ଼ିଆ ଓ ଶ୍ରେଣୀଗୃହର ଅଭାବ ରହିଛି। ରାଜ୍ୟରେ ସରକାରୀ ବିଦ୍ୟାଳୟ ଭିତ୍ତିଭୂମିର…
Read More...

ଏନଆଇଏର ମୃତ୍ୟୁଦଣ୍ଡ ଆବେଦନ ଉପରେ ୟାସିନକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ୟାସିନକୁ ମୃତ୍ୟୁ ଦଣ୍ଡାଦେଶ ଦାବି କରି ହୋଇଥିବା…
Read More...

ଦିଲ୍ଲୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ

ନୂଆଦିଲ୍ଲୀ : ରାସ୍ତା କଡ଼ରେ ବହୁ ଲୋକ ଦେଖୁଛନ୍ତି। କେହି କେହି ବୀଭତ୍ସ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଛନ୍ତି; କିନ୍ତୁ ଉଦ୍ଧାର ପାଇଁ ଆସୁନାହାନ୍ତି। ଏଭଳି ସ୍ଥିତିରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାଙ୍କୁ…
Read More...

ଚେନ୍ନଇ ଚମ୍ପିଆନ୍‌

ଅହମ୍ମଦାବାଦ : ଆଇପିଏଲ୍‌-୧୬ର ରୋମାଞ୍ଚକର ପରିସମାପ୍ତି ଘଟିଛି । ସୋମବାର ଫାଇନାଲ ମ୍ୟାଚ୍‌ ଜିତିବା ପାଇଁ ଶେଷ ୨ ବଲ୍‌ରୁ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ରନ୍‌ ଆବଶ୍ୟକ କରୁଥିବାବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଛକା ଓ ଚୌକା…
Read More...

ମଙ୍ଗଳବାର ରାଶିଫଳ (୩୦.୦୫.୨୦୨୩)

ମେଷ : ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କରି ବାହ୍ୟ ଖର୍ଚ୍ଚ ସୀମିତ ରଖିବାକୁ ବାଧ୍ୟ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ। ବୃଷ…
Read More...

୫-ଟି ସଚିବଙ୍କୁ ଭେଟି ଚକଖଡିରେ ନିର୍ମିତ କଳାକୃତି ପ୍ରଦାନ କଲେ ପିଏମଇସି ଛାତ୍ର ବିଜୟ

ଗୋପାଳପୁର : ୫- ଟି ସଚିବ ଭିକେ ପାଣ୍ଡିଆନଙ୍କ ଜନ୍ମଦିନ ଅବସରରେ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଡୁରା ନିବାସୀ କେ ବିଜୟ କୁମାର ରେଡ୍ଡୀ ଭୁବନେଶ୍ୱର ସ୍ଥିତ…
Read More...

ଚାରିଛକ ଶୌଚାଳୟ ପୁନରୁଦ୍ଧାର ପାଇଁ ହରଭଙ୍ଗା ବିଡିଓଙ୍କ କ୍ଷେତ୍ର ପରିଦର୍ଶନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ଠାରେ ବହୁ ବର୍ଷ ଧରି ବନ୍ଦ ହୋଇ ପଡିଥିବା ଚାରିଛକ ଶୁଲଭ ଶୌଚାଳୟର ପୁନରୁଦ୍ଧାର ପାଇଁ ସୋମବାର ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ କ୍ଷେତ୍ର ପରିଦର୍ଶନ କରିଥିବା…
Read More...

ଶିକ୍ଷା- ସମାଜ ଓ ରାଷ୍ଟ୍ରର କଲ୍ୟାଣରେ ବିନିଯୋଗ ହେଉ

କେନ୍ଦୁଝରଗଡ଼ :  କେନ୍ଦୁଝର ସହର ଉପକଣ୍ଠ ଡମ୍ବୋସ୍ଥିତ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ପରିସରରେ ଏକ୍ସପ୍ଲୋରେକ୍ସ-୨୦୨୩ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ  ଇଂ ବସନ୍ତ…
Read More...

ମନରେଗା ଯୋଜନା ଅର୍ଥ ହରିଲୁଟ ଅଭିଯୋଗ

ଦେବଗଡ଼ : ରକୋଟ ବ୍ଲକ ବିଜୟନଗର ଗ୍ରାମ ପଂଚାୟତର ସରପଂଚଙ୍କ ମନୋମୁଖି କାର୍ଯ୍ୟ ଏବଂ ତାଙ୍କ ଦ୍ୱାରା ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି…
Read More...

ଲୋହରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ଅନ୍ୟତ୍ର ବସବାସ କରୁଥିବା ଲୋହରା ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଚାଲିଚଳଣ ଆଦିବାସୀ ମାନଙ୍କ ସହ ସମାନ। ଅଥଚ ଏମାନଙ୍କୁ ଆଦିବାସୀ ମାନ୍ୟତାରୁ ବଞ୍ଚିତ କରାଯାଇଛି ।…
Read More...

ବର୍ଲିନ ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ ମନୋନୀତ କଳ୍ପନାଙ୍କୁ ସମ୍ବର୍ଦ୍ଧନା 

ଆଠଗଡ : ସ୍ୱତନ୍ତ୍ର ଅଲମ୍ପିକ୍ସରେ ନିଜର କ୍ରୀଡା ପାରଦର୍ଶିତା ପ୍ରଦର୍ଶନ କରି ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲମ୍ପିକ୍ସର ସାଇକେଲ ଚାଳନା ପ୍ରତିଯୋଗିତାରେ ଭାଗ ନେବା ପାଇଁ…
Read More...

ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ଉଠିଲା ଦାବୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ସୋମବାର ହରଭଙ୍ଗା ଆଂଚଳିକ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ…
Read More...

ଇଚ୍ଛାଶକ୍ତି ଆଣି ଦେଇଛି ସଫଳତା : ଅଢେଇ ଏକର ଜମିରେ ଫଳାଉଛନ୍ତି ସବୁଜ ପନିପରିବା

ଗୁରୁଡିଝାଟିଆ :  ପରିବାରର ଜଞ୍ଜାଳ ସମ୍ଭାଳିବା ପରେ ମଧ୍ୟ ନାରୀ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିଛି । ସେ ଆଉ କେବଳ ଘରର ଚାରିକାନ୍ଥ  ଭିତରେ ଆବଦ୍ଧ ହୋଇନାହିଁ । ନିଜର ଇଚ୍ଛାଶକ୍ତିକୁ…
Read More...

ନଦୀ ପଠାରୁ ଅଚିହ୍ନା ମହିଳା ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆଗୁଡା ବାହୁଦା ନଦୀ ପଠାରୁ ସୋମବାର ପ୍ରାୟ ୭୦ବର୍ଷ ବୟସର ଜଣେ ଅଚିହ୍ନା ମହିଳାଙ୍କୁ ଉଦ୍ଧାର ଉଦ୍ଧାର କରାଯାଇଛି । ମହିଳା ଜଣକ ଭ୍ରମରପୁର ଖାରିଆ ଗୁଡା ଚଲା ପଥର ବାହୁଦା ନଦୀ ପଠାରେ…
Read More...

ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ 

ତିଗିରିଆ :  ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତକୁ ତିଗିରିଆ ଥାନା ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ଏହି ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ସପନା ରଣା…
Read More...

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅରେ ଫସିଲେ ମାମୁଁ

ତିଗିରିଆ :  କୂଅରେ ପଡ଼ିଯାଇଥିବା ଦେଢ଼ ବର୍ଷର ଛୁଆ ଭଣଜାକୁ ଉଦ୍ଧାର କରିବାକୁ ଯାଇ ଗଭୀର କୂଅକୁ ଡେଇଁପଡି ଫସି ଯାଇଥିବା ମାମୁଁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର ହେବା ଭଳି ଘଟଣା ଘଟିଛି ତିଗିରିଆ ଅଞ୍ଚଳରେ। ଅଗ୍ନିଶମ…
Read More...

ଗୋରୁ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଡ୍ରାଇଭର ସମେତ ୩ ଅଟକ

ଚୌଦ୍ୱାର : ସ୍ଥାନୀୟ ଗୋ ସୁରକ୍ଷା ବାହିନୀ ଓ ବଜରଙ୍ଗ ଦଳର କର୍ମୀ ମାନେ ୪ଟି ବଳଦ ଭର୍ତ୍ତି ହୋଇ ଚାଲାଣ ହେଉଥିବା ଏକ ପିକ୍ଅପ୍ ଭ୍ୟାନକୁ ଧରି ଚୌଦ୍ୱାର ଥାନାକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଚୌଦ୍ୱାର ଦେଇ ନିୟମିତ…
Read More...

ଭାରତୀୟ ଦଳରେ ଓଡ଼ିଶାରୁ ୫

କଟକ  : ଜାପାନରେ ଆସନ୍ତା ଜୁନ୍‌ ୨ରୁ ୧୧ ପର୍ଯ୍ୟନ୍ତ କନିଷ୍ଠ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ପ୍ରୀତି ଅଧିନାୟିକା ଓ ଦୀପିକା ଉପ…
Read More...

ସାକ୍ଷୀ, ବଜରଙ୍ଗ, ବିନେଶ ଅଟକ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ଚଳାଇଥିବା ଆନ୍ଦୋଳନ ଉଗ୍ର ରୂପ ନେଇଛି। ରବିବାର ଆନ୍ଦୋଳନକାରୀମାନେ ଜନ୍ତରମନ୍ତରର…
Read More...

ନବୀନଙ୍କ ପଞ୍ଚମ ପାଳିର ୪ବର୍ଷ ପୂର୍ତ୍ତି :୨୪ବର୍ଷର ନିରଙ୍କୁଶ ଶାସନ

ଭୁବନେଶ୍ବର : ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିର ଇଏ ଚତୁର୍ଥ ବର୍ଷ ପୂର୍ତ୍ତି। ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ଥିବା ଦଳ ବିଜେଡିକୁ କ୍ରମାଗତ ମିଳୁଛି ନିର୍ବାଚନ ସଫଳତା। ୨୦୦୦ରେ ହାତ ଧରାଧରି ହୋଇ…
Read More...

ଅହମ୍ମଦାବାଦରେ ବର୍ଷା ବାଧକ ; ଆଜି ଆଇପିଏଲ୍‌ ଫାଇନାଲ

ଅହମ୍ମଦାବାଦ : ପ୍ରଥମଥର ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ଅତିରିକ୍ତ ଦିବସକୁ ଯାଇଛି। ରବିବାର ଏଠାରେ ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ଓ ୪ ଥର ଚମ୍ପିଆନ୍‌ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟରେ ଫାଇନାଲ ମ୍ୟାଚ୍‌…
Read More...

+୨ ନାମଲେଖା : ଆଜିଠୁ ଆବେଦନ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ସୋମବାର…
Read More...

ଜୁନ୍ ପହିଲା ଯାଏ କାଳବୈଶାଖୀ

ଭୁବନେଶ୍ବର : ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ସମ୍ବଲପୁର ଏବଂ ବୌଦ୍ଧରେ ପାରଦ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବାରୁ ଉଭୟ ସହର ସବୁଠୁ ଅଧିକ ଉତ୍ତପ୍ତ ରହିଥିଲା। ୧୦ ସହରରେ ଦିନ…
Read More...

‘ବିତରକଙ୍କ ବିନା ସମ୍ବାଦପତ୍ର ଶିଳ୍ପର ସ୍ଥିତି ନାହିଁ ’

କଟକ  : ସମ୍ବାଦପତ୍ର ଜଗତରେ ବିତରକ ହେଉଛନ୍ତି ମୁଖ୍ୟ। ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନ କରି କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି। ଖବରକାଗଜ ଶିଳ୍ପ ବିତରକଙ୍କ ବିନା ସହାୟତାରେ ସମୃଦ୍ଧି ଲାଭ କରିପାରିବ ନାହିଁ ବୋଲି…
Read More...

ମଣିପୁରରେ ୪୦ ଆତଙ୍କବାଦୀ ନିପାତ

ଇମ୍ଫାଲ : ଚଳିତ ମାସ ପ୍ରାରମ୍ଭରେ ମଣିପୁର ନିକଟରେ ଘଟିଥିବା ହିଂସାକାଣ୍ଡକୁ ନେଇ ରବିବାର ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୪୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଗଣମାଧ୍ୟମକୁ…
Read More...

ସଂସଦ ଭବନକୁ ପ୍ରଶଂସା ; ଶାହାରୁଖଙ୍କୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ନୂଆ ସଂସଦ ଭବନକୁ ପ୍ରଶଂସା କରିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ନେତା ତଥା ଉତ୍ତରପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ପାନଖୁରୀ ପାଠକ…
Read More...

ସୋମବାର ରାଶିଫଳ (୨୯.୦୫.୨୦୨୩)

ମେଷ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।…
Read More...

ସଂସଦ ସୌଧରେ କୋଣାର୍କ ଚକ୍ର

ନୂଆଦିଲ୍ଲୀ : ନୂତନ ସଂସଦ ସୌଧର ପ୍ରବେଶ ଦ୍ୱାର କର୍ମଦ୍ୱାରରେ କୋଣାର୍କ ଚକ୍ରର ପ୍ରତୀକ ସ୍ଥାନ ପାଇଛି। ଏହି ପ୍ରବେଶ ଦ୍ୱାର ଡାହଣ ପାର୍ଶ୍ବର କୋଣାର୍କ ଚକ୍ର ଶୋଭା ପାଉଛି। ପିତ୍ତଳ ଧାତୁରେ ନିର୍ମିତ ଏହି କୋଣାର୍କ…
Read More...

ଓଡ଼ିଆ ଶ୍ରମିକ ପୁରଞ୍ଜନଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦ ସୌଧ ନିର୍ମାଣ କାର୍ଯ୍ୟ ସମୟରେ ବିଶେଷ ସେବା ଲାଗି ଚାନ୍ଦିପୁର ଅଞ୍ଚଳର ଓଡ଼ିଆ ଶ୍ରମିକ ପୁରଞ୍ଜନ ଦଳାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନୀତ କରିଛନ୍ତି । ସେବାକୁ ଧର୍ମ ମାନୁଥିବା…
Read More...

ନବନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସଵ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମପଞ୍ଚାୟତ ସରକାରୀ କୃଷି ଫାର୍ମ ନିକଟରେ ଥିବା ଶ୍ରୀ ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନବନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା…
Read More...

ଜୁନ ୫ରୁ ନବମ ରଜ ମହୋତ୍ସବ ଓ ସର୍ବଭାରତୀୟ ହସ୍ତଶିଳ୍ପ ମେଳା

କେନ୍ଦୁଝର଼ : କେନ୍ଦୁଝର କାଳୀପଡିଆରେ ଜୁନ ୫ରୁ ୧୮ତାରିଖ ୧୪ଦିନ ବ୍ୟାପୀ ସର୍ବଭାରତୀୟ ହସ୍ତଶିଳ୍ପ ମେଳା ଓ ଜୁନ ୧୪ରୁ ୧୬ ତାରିଖ ଜିଲାସ୍ତରୀୟ ନବମ ରଜ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ…
Read More...

ଜୁନ ପହିଲାରୁ ସମୂହ ଛୁଟିରେ ଯିବେ ଅମଲା

କେନ୍ଦୁଝରଗଡ଼ :  ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତି କ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଶିକ୍ଷା ଥାଇ ସୁଦ୍ଧା ଅମଲା ମାନଙ୍କର ମୂଳ ଦରମା ଗ୍ରେଡ ପେ’ ୧୯୦୦ ସହ ଲେଭେଲ-୪ରେ ଥିବା…
Read More...

ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ବିକଶିତ ଭାରତ ଗଠନରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝରଗଡ଼ : ମହାମାରୀ କରୋନା ସମୟରେ ସମଗ୍ର ବିଶ୍ୱ ଯେତେବେଳ ଲଢ଼ୁଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହାର ଦୃଢ଼ ମୁକାବିଲା ସହ ନୂତନ ଟିକା ଉଦ୍ଭାବନ କରି ଦେଶ ଓ ଦେଶ ବାହାରେ…
Read More...

କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟାଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ :  କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ବୌଦ୍ଧ ଗସ୍ତରେ ଆସି  ଡିଏଫ୍ଓ କାର୍ଯ୍ୟାଳୟରେ ସମୀକ୍ଷା କରିବା ସହ ମନୋମୁଣ୍ଡା ରେଞ୍ଜ ପରିଦର୍ଶନ କରି କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ…
Read More...

କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅଜଗରର ସନ୍ଦେହଜନକ ମୃତ୍ୟୁ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞର ଶୀତଳପାଣି ବିଟ୍ ଅଂଚଳରେ ୨୦-୨୫ଦିନ ତଳେ ଏକ ଅଜଗର ସାପର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ ଅଜଗରର ଲମ୍ବ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ କଛପ ଗତି

ତିଗିରିଆ : ତିଗିରିଆ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ସବୁଠୁ ପଛରେ ପଡିଛି। ଏହାର ଭିତ୍ତିପ୍ରସ୍ତର ଆଉ ଗୃହ ନିର୍ମାଣ ଆରମ୍ଭ ହେବାର ୩ ବର୍ଷ ବିତିଗଲାଣି, ଏଯାଏଁ କାମ ସରୁନି । ଗତ ବର୍ଷେ ତଳୁ ଓଡ଼ିଶା ଆଦର୍ଶ…
Read More...

ବିଶ୍ୱ ମାସିିକ ଋତୁସ୍ରାବ ସ୍ୱଚ୍ଛତା ଦିବସ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁରଠାରେ ରବିବାର ବିଶ୍ୱ ମାସିକ…
Read More...

ବିଜେପି ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଆଠଗଡ : ବିଜେପିର ଆଠଗଡ ଏନଏସି ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଗାନ୍ଧୀମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନଗରମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

ଦିବ୍ୟାଙ୍ଗ କଳ୍ପନାଙ୍କ କୃତିତ୍ୱ ; ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ ମନୋନୀତ

ଆଠଗଡ : ସ୍ୱତନ୍ତ୍ର ଅଲମ୍ପିକ୍ସ କ୍ରୀଡାରେ ନିଜର ପରାକାଷ୍ଠା ପ୍ରତିପାଦିତ କରି ଆଠଗଡର ଦିବ୍ୟାଙ୍ଗ ଝିଅ କଳ୍ପନା ଜେନା ଆସନ୍ତା ଜୁନ୍‌‌ ମାସରେ ଜର୍ମାନୀର ବର୍ଲିନ୍‌‌ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର…
Read More...

ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ଲାଗି ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିବାକୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶନିବାର ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ…
Read More...

ନିଆଁ ବ୍ୟାପି ଫାଟିଲା ଗ୍ୟାସ ସିଲିଣ୍ଡର, ଦୁଇଭାଇଙ୍କ ଘର ପୋଡି ପାଉଁଶ

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଲାବିର ପଞ୍ଚାୟତ ସଦରମହକୁମା କୁଲାବିର ଗାଁରେ ଶନିବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି । ସର୍ଟ ସର୍କିଟରୁ ନିଆଁ  ବ୍ୟାପି ଗ୍ୟାସ ସିଲିଣ୍ଡର ଫାଟିବାରୁ…
Read More...

ମୋଦୀଙ୍କ ହାତରେ ‘ରାଜଦଣ୍ଡ’

ନୂଆଦିଲ୍ଲୀ: ନୂତନ ସଂସଦ ଭବନରେ ଆସନ୍ତାକାଲି ସ୍ଥାନିତ ହେବ ଏହି ସେନଗଲ ବା ‘ରାଜଦଣ୍ଡ’ ।  ପୂଜାର୍ଚ୍ଚନା ପରେ ଅଧୀନମ ମଠ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାଜଦଣ୍ଡ’ ହସ୍ତାନ୍ତର କରିଛନ୍ତି । #WATCH…
Read More...

ମନ୍ଥର ଗତିରେ ହରଭଙ୍ଗାରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ

ହରଭଙ୍ଗା : ବହୁତ ଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି । ପ୍ରକଳ୍ପ ନିର୍ମାଣ ମିଆଦ ୨ବର୍ଷ ରହିଛି । ନିର୍ମାଣର ୧୮ମାସ ପରେ ବି ୫୦…
Read More...

ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ପୀଠରେ ସ୍ନାନ ପର୍ବ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଭକ୍ତ ଦାସିଆ ସ୍ମୃତି କମିଟିରେ ଆଲୋଚିତ ହୋଇଯାଇଛି ।…
Read More...

ଭାରତର ରାଷ୍ଟ୍ରଦୂତଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଆଲୋଚନା

ଭୁବନେଶ୍ୱର : ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ…
Read More...