www.samajalive.in
Sunday, December 14, 2025
23.1 C
Bhubaneswar

ନଦୀ ପଠାରୁ ଅଚିହ୍ନା ମହିଳା ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆଗୁଡା ବାହୁଦା ନଦୀ ପଠାରୁ ସୋମବାର ପ୍ରାୟ ୭୦ବର୍ଷ ବୟସର ଜଣେ ଅଚିହ୍ନା ମହିଳାଙ୍କୁ ଉଦ୍ଧାର ଉଦ୍ଧାର କରାଯାଇଛି । ମହିଳା ଜଣକ ଭ୍ରମରପୁର ଖାରିଆ ଗୁଡା ଚଲା ପଥର ବାହୁଦା ନଦୀ ପଠାରେ ପଡ଼ିଥିବା ଗ୍ରାମର କିଛି ବ୍ୟକ୍ତି ଦେଖିଥିଲେ । ମହିଳା ଜଣକ କିଛି କହିପାରୁ ନଥିବାରୁ ତାଙ୍କର ପରିଚୟ ମିଳିନଥିଲା। ଏହା ପରେ ଗ୍ରାମର  ଯୁବକମାନେ ଖାରିଆ ଗୁଡା ଫାଣ୍ଡି ଅଧିକାରୀଙ୍କୁ ଜାଣଇଥିଲେ। ଏହା ପରେ ଦୁଇ ଜଣ ଫାଣ୍ଡି କର୍ମଚାରୀଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ୧୦୮ଯୋଗେ ପାତ୍ରପୁର ସ୍ଥାନାନ୍ତରିତ କରି ଚିକିତ୍ସା କରାଯାଉଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories