ଅଷ୍ଟ୍ରେଲିଆକୁ ଟେଷ୍ଟ ଗଦା, ୧୩.୨ କୋଟି ଟଙ୍କା ଓ ୧ନଂ ମାନ୍ୟତା

ଓଭାଲ୍‌ : ଫାଇନାଲରେ ଭାରତକୁ ୨୦୯ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଛି। ପରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଗଦା ସହ ଅଷ୍ଟ୍ରେଲିଆକୁ ୧.୬ ନିୟୁତ ଡଲାର (ପ୍ରାୟ ୧୩.୨ କୋଟି ଟଙ୍କା)…
Read More...

ନୂଆ ଦଳ ଗଠନରୁ ଦୂରେଇ ରହିଲେ ପାଇଲଟ

ଜୟପୁର : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ହେଉଥିବା ଚର୍ଚ୍ଚା ଏକ ପ୍ରକାର ଅନ୍ତ ହୋଇଛି। ରବିବାର ସଚିନ ପିତା ରାଜେଶ ପାଇଲଟଙ୍କ…
Read More...

୧୫ରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖରେ ଗୁଜରାଟର କଚ୍ଛ ଜିଲା ଓ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର…
Read More...

ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌

ଓଭାଲ୍‌ : ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲର ୩ୟ ଓ ୪ର୍ଥ ଦିନରେ ଲଢ଼ୁଆ ପ୍ରଦର୍ଶନ କରି ଭାରତ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ହେଲେ ରବିବାର ୫ମ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ସମ୍ମୁଖରେ…
Read More...

କୋଇଲା ବୋଝେଇ ରେଳରେ ନିଆଁ : ଆୟତ୍ତ କଲେ ଅଗ୍ନିଶମ ସେବା ବାହିନୀ

ଗୁରୁଡିଝାଟିଆ : ଗୋଟିଏ ପରେ ଗୋଟିଏ ତୃଟି ବିଚ୍ୟୁତି ଏବେ ରେଳ ସେବାରେ ଦେଖାଦେବା ଫଳରେ ସାଧାରଣରେ ବିଭାଗର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ଉଙ୍କିମାରିଲାଣି। ରବିବାର ରାଧାକିଶୋରପୁର ରେଳଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ…
Read More...

କେନ୍ଦୁଝରର ୧୧ ବ୍ଲାକ୍‌‌ବେଲ୍ଟଧାରୀ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼ : କଟକ ବାରବାଟୀ ଷ୍ଟାଡିୟମ  କ୍ଲବହାଉସ୍‌‌ରେ ଚଳିତମାସ ୧୦ ତାରିଖରେ ଓଡିଶା ତାଏକୋଣ୍ଡ ଆସୋସିଏସନ ଏବଂ ଓଡିଶା ତାଏକୋଣ୍ଡ ଟ୍ରେନିଂ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ଲାକ୍‌‌ବେଲ୍ଟ ପରୀକ୍ଷାରେ…
Read More...

ମିଳିତ ଅମଲା ମଞ୍ଚ ପକ୍ଷରୁ ତାରିଣୀ ପୀଠରେ ୧୦୮ ଦ୍ୱୀପ ପ୍ରଜ୍ୱଳନ

କେନ୍ଦୁଝରଗଡ଼ : ୪୨୦୦ଟଙ୍କା ଗ୍ରେଡ ପେ’ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୧ ତାରିଖରୁୁ ରାଜ୍ୟବ୍ୟାପୀ ଅମଲା ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ମିଳିତ…
Read More...

ଦିଲ୍ଲୀ ଗଲା ତେଲକୋଇ ଆମ୍ବ : ଚାଷୀ ଆଶ୍ୱସ୍ତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ବହୁଳ ଆମ୍ବ ଚାଷ ଯୋଗୁଁ ଅଭାବୀ ବିକ୍ରୀ ସାଙ୍ଗକୁ ଠକେଇର ଶୀକାର ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲେ। ତେବେ ରବିବାର ୨୪୧୮ କି.ଗ୍ରା. ଆମ୍ବ ତେଲକୋଇରୁ ଦିଲ୍ଲୀ…
Read More...

୧୧ ଦିନ ହେଲା ଖାଲି ପଡିଛି ଉପଜିଲ୍ଲାପାଳ ପଦବୀ ; ଗୁରୁତ୍ବପୂର୍ଣ୍ଣ କାମ ବାଧାପ୍ରାପ୍ତ 

ଆଠଗଡ: ଆଠଗଡ ଭଳି କଟକ ଜିଲ୍ଲାର ସର୍ବବୃହତ ଉପଖଣ୍ଡର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ ପଦବୀଟି ଗତ ୧୧ ଦିନ ହେବ ଖାଲି ପଡିଛି । ଗତ ମେ ୩୧ ତାରିଖରେ ଏଠାରେ କାର୍ଯ୍ୟରତ ଉପଜିଲ୍ଲାପାଳ ହେମନ୍ତ କୁମାର…
Read More...

୧୦ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ବର  : ୧୦ଟି ଜିଲାରେ ଜିଲା କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସଭାପତି ମୋହର ମାରିଥିବା…
Read More...

ପ୍ରକୃତିଙ୍କ ଅଭିଯୋଗର ଉତ୍ତର ରଖିଲେ ସଞ୍ଜୟ

‘ପ୍ରମାଣ ଥିଲେ ଅଭିଯୋଗ କର, ବଦନାମ କରନି’ ଭୁବନେଶ୍ୱର : ଓଲିଉଡରେ ପୁଣିଥରେ କାଷ୍ଟିଂ କାଉଚ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି । ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିଯୋଗ ଆଣିବା…
Read More...

ଚୋରଙ୍କୁ ଆଇନର ଭୟ ନାହିଁ : ବାଲାଜୀ ଗ୍ରୀନରେ ୩ଟି ଫ୍ଲାଟରୁ ଚୋରି

ସମ୍ବଲପୁର  : କର୍ପୁର ଓଡି ଯାଇଥିବା ବେଳେ କେବଳ କନାଟି ରହିଯାଇଥିବା ଭଳି ସମ୍ବଲପୁରରେ ଆଇନ ବ୍ୟବସ୍ଥା ରହିଛି। ବିଗତ ବର୍ଷ ଗୁଡିକରେ ସମ୍ବଲପୁର ଜିଲାରେ ଅପରାଧିକ ତତ୍ୱ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନର ଅଭାବ ଓ…
Read More...

ରେଳ ଧାରଣା ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ଗୁରୁତ୍ବ ଦିଅ

ଭୁବନେଶ୍ବର : ରେଳ ଧାରଣାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେବାକୁ ଭାରତୀୟ ରେଳ ବିଭାଗର ସମସ୍ତ ମହାପ୍ରବନ୍ଧକଙ୍କୁ ରେଳବାଇ ପରିଷଦ (ରେଲୱେ ବୋର୍ଡ) ଭିତ୍ତିଭୂମି ସଦସ୍ୟ ରୂପନାରାୟଣ ସୁନକର ଶୁକ୍ରବାର…
Read More...

ଦେଶର ୧୧% ମଧୁମେହ ଓ ୩୬% ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶର ୧୧.୪% ନାଗରିକ ମଧୁମେହ ଓ ୩୫.୫% ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିବା ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି। ଲାନସେଟ୍ ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜି ପତ୍ରିକାରେ ପ୍ରକାଶିତ ସର୍ଭେ ରିପୋର୍ଟ…
Read More...

ବଢ଼ିବ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ମରୁଡ଼ି

ନୂଆଦିଲ୍ଲୀ : ସାତବର୍ଷର ବ୍ୟବଧାନ ପରେ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ (ଏଲ୍‌‌ ନିନୋ) ପ୍ରଭାବ ପ୍ରତ୍ୟାବର୍ତ୍ତନ କରୁଛି। ଏହାକୁ ନେଇ ମାତ୍ରାଧିକ ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆମେରିକାର ଜାତୀୟ…
Read More...

ଜ୍ବରପୀଡ଼ା ଲାଘବ ପାଇଁ ; ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଲାଗିଲା ଫୁଲୁରି ତେଲ

ପୁରୀ : ଜ୍ବରପୀଡ଼ା ଲାଘବ ପାଇଁ ଶୁକ୍ରବାର ଦାରୁବ୍ରହ୍ମଙ୍କ ଶ୍ରୀ ଅଙ୍ଗରେ ଫୁଲୁରି ତେଲ ମାଲିସ କରାଯାଇଛି। ଏହାପରେ ମହାପ୍ରଭୁଙ୍କ କଷ୍ଟ ଲାଘବ ହେବା ବିଶ୍ୱାସ ରହିଛି। ପ୍ରତ୍ୟେକ ବର୍ଷ ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ…
Read More...

ମଣିପୁରରେ ପୁଣି ହିଂସା, ୩ ମୃତ

ନୂଆଦିଲ୍ଲୀ/ଗୁଆହାଟି : ଥମୁନି ମଣିପୁର ହିଂସା। ନିୟମିତ ଅନ୍ତରରେ ରାଜ୍ୟରେ ହିଂସାକାଣ୍ଡ ଘଟି ଧନ, ଜୀବନ ହାନି ଘଟୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର…
Read More...

ମୀରା ରୋଡ ହତ୍ୟାକାଣ୍ଡ : ପୁଲିସକୁ ଭୁଆଁ ବୁଲାଉଛି ମନୋଜ

ମୁମ୍ବଇ : ମୀରା ରୋଡ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ମନୋଜ ସାଣେକୁ ପୁଲିସ ଆସନ୍ତା ୧୬ ପର୍ଯ୍ୟନ୍ତ ଜିମାରେ ନେବା ସହ ପଚରାଉଚୁରା ଚଳାଇଛି। ମନୋଜର ମୃତ ସହବାସୀ ବାନ୍ଧବୀ ସରସ୍ବତୀ ବୈଦ୍ୟଙ୍କୁ ଚିହ୍ନଟ ପାଇଁ ତାଙ୍କ ଡିଏନ୍‌ଏ…
Read More...

ଶନିବାର ରାଶିଫଳ (୧୦.୦୬.୨୦୨୩)

ମେଷ : ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ହେବେ ନାହିଁ। ବିଶାଳ ଯଶର ଅଧିକାରୀ ହେବେ। ଦାନରେ ଅନୁରକ୍ତି ରହିବ। ଶତ୍ରୁ ଉପରେ ବିଜୟୀ ହେବେ। ବୃଷ : ଅତୁଳ ରାଜସମ୍ପଦର…
Read More...

ମଞ୍ଚରେ ଟଳି ପଡ଼ିଲେ ମାଲେସିୟା ନୃତ୍ୟଶିଳ୍ପୀ

ଭୁବନେଶ୍ୱର : ଗୁରୁ ଶ୍ରୀ ଗଣେଶାନ୍‌। ବୟସ ୬୦ରୁ ଅଧିକ। ଭାରତନାଟ୍ୟମ୍‌ର ସେ  ଜଣେ ଦକ୍ଷ ନୃତ୍ୟଶିଳ୍ପୀ। ଅନେକ ଶିଷ୍ୟ ଗଢ଼ିଛନ୍ତି।  ନୃତ୍ୟରେ ବାଧକ ସାଜିବ ବୋଲି ସେ ବିବାହ ମଧ୍ୟ କରିନଥିଲେ। ନୃତ୍ୟ ପାଇଁ ସୁଦୂର…
Read More...

ଜେଲଖାନା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା : ୪ ଆହତ

ସମ୍ବଲପୁର : ସମ୍ବଲପୁରର ଜେଲଖାନା ଛକରେ ଶୁକ୍ରବାର ରାତିରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ଜେଲଖାନା ଛକରେ ଅତ୍ୟନ୍ତ ଦ୍ରତୁଗତିରେ ଆସୁଥିବା ଦୁଇଟି ବାଇକ ମଧ୍ୟରେ…
Read More...

ନାବାଳିକା ଗର୍ଭବତୀ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ

କଲମପୁର : ପ୍ରଥମେ ପ୍ରେମ, ପୁଣି ବିବାହର ପ୍ରତିଶୃତି, ପରେ ଶାରିରୀକ ସମ୍ପର୍କ । ଯେତେବେଳେ ଗର୍ଭବତୀ ହେବା ପରେ ବିବାହ ପାଇଁ  ନାବାଳିକା ସମ୍ପୃକ୍ତ ସଂପର୍କୀୟ ଭାଇକୁ କହିଲା, ଫେରାର ମାରିଛନ୍ତି ପ୍ରେମ କରୁଥିବା…
Read More...

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ : ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ

ଓଭାଲ୍‌  : ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଜାରି ରହିଛି । ବ୍ୟାଟ୍‌ସମ୍ୟାନଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ପରେ ଅଧିନାୟକ ପ୍ୟାଟ୍‌ କମିନସଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ମଜଭୁତ…
Read More...

ବିଶ୍ଵନାଥ ଆଦର୍ଶ ବିଦ୍ୟାଳୟରେ ଜନଭାଗିଦାରୀ କାର୍ଯ୍ୟକ୍ରମ

ଆଠଗଡ :  ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ ତତ୍ତ୍ବାବଧାନରେ ବ୍ଲକର ୧୭ଟି କ୍ଲଷ୍ଟରରେ ଜନଭାଗିଦାରୀ କାର୍ଯ୍ୟକ୍ରମ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଠଗଡ ଏନଏସି କ୍ଲଷ୍ଟରର ଜନଭାଗିଦାରୀ କାର୍ଯ୍ୟକ୍ରମ…
Read More...

ମଙ୍ଗୋଲିଆକୁ ହରାଇଲା ଭାରତ

ଭୁବନେଶ୍ବର  : ଆୟୋଜକ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୨-୦ ଗୋଲରେ…
Read More...

ଗୋପାଳପୁର କଲେଜରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ

ଗୋପାଳପୁର : ଗୋପାଳପୁର କଲେଜରେ ଶୁକ୍ରବାର ତିନି ଦିନିଆ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ, ତୃତୀୟ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି ।  ଉତ୍ସବରେ ଭୁବନେଶ୍ୱର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି…
Read More...

ସାଧନକେନ୍ଦ୍ର ସ୍ତରୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ 

ତିଗିରିଆ :  ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ  ଅନ୍ତର୍ଗତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ଏକ ଜନଭାଗିଦାରୀ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ…
Read More...

ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ପ୍ରତୀକ୍ଷା ଗୃହ

ତିଗିରିଆ :  ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଥିବା ତିଗିରିଆ ବ୍ଲକ ଅଚଳକୋଟ ରାସ୍ତାର ଭେଡାତୋଟା ଛକ ଠାରେ ଥିବା ଯାତ୍ରୀ ପ୍ରତୀକ୍ଷା ଗୃହ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ଗୃହଟିର ଛାତରୁ…
Read More...

ଖରା ତାତିରେ ମୁଣ୍ଡରେ ପାଣି ବୋହୁଛନ୍ତି ମହିଳା

ତିଗିରିଆ :  ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ  ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତର ହରିଡ଼ାପଶି ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।  ଗ୍ରାମର ମୁଣ୍ଡିଆସାହିରେ  ୪୦ରୁ ଅଧିକ ପରିବାରର ପ୍ରାୟ…
Read More...

କଣ୍ଟାବାଞ୍ଜିରେ ଜି-୨୦ ଜନ ଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି :  ସ୍ଥାନୀୟ କଣ୍ଟାବାଞ୍ଜି ନୋଡାଲ ସ୍କୁଲରେ କ୍ଲଷ୍ଟର ସ୍ଥରୀୟ ଜି-୨୦ ଜନ ଭାଗିଦାରୀ ଅଭିଯାନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମରେ କଣ୍ଟାବାଞ୍ଜି ଏନଏସି ନଗରପାଳ ବରୀୟମ୍ ସିଂ…
Read More...

+୨ କଳା ପରୀକ୍ଷାର ମେଧାବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ କଳା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଠଗଡ଼ ବିଜୁ ଛାତ୍ର ଜନତା…
Read More...

ନନ୍ଦିନୀ ଶତପଥୀ

ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଜନ୍ମଗ୍ରହଣ…
Read More...

ଆଜି ୧୦ ରେଳ ବାତିଲ

ଭୁବନେଶ୍ବର : ରେଳ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଶୁକ୍ରବାର କେତେକ ରେଳ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ନମ୍ବର ୦୨୮୩୭ ସାନ୍ତ୍ରାଗାଛି-ପୁରୀ ଏକ୍ସପ୍ରେସ ସାନ୍ତ୍ରାଗାଛିରୁ…
Read More...

ଭୁବନ ବ୍ଲକରେ ମିଶନ ଶକ୍ତି ଗୃହ ଲୋକାର୍ପଣ କଲେ ଖଣି ମନ୍ତ୍ରୀ

କାମାକ୍ଷାନଗର : କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ଖଣି, ଇସ୍ପାତ ଓ ପୂର୍ତ୍ତ  ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିର୍ମିତ ମିଶନ ଶକ୍ତି ଗୃହ, ପଞ୍ଚାୟତ କାର୍ଯ୍ୟାଳୟ…
Read More...

ମଣିପୁର ବିସ୍ଥାପିତଙ୍କ ଲାଗି କେନ୍ଦ୍ର ସରକାରଙ୍କ ୧୦୧ କୋଟିର ସହାୟତା ଘୋଷଣା

ନୂଆଦିଲ୍ଲୀ : ମଣିପୁରରେ ସୃଷ୍ଟ ହିଂସାରେ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି ସେମାନଙ୍କ ନିମନ୍ତେ ୧୦୧.୭୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ…
Read More...

ସ୍ମିଥ୍‌ଙ୍କ ଶତକ ; ଅଷ୍ଟ୍ରେଲିଆର ୪୬୯ ପରେ ଭାରତର ବିପର୍ଯ୍ୟୟ

ଓଭାଲ୍‌ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲରେ କ୍ରମାଗତ ୨ୟ ଦିନରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମଦିନରେ ଟ୍ରାଭିସ୍‌ ହେଡ୍‌ ଶତକ ମାରିଥିବା ବେଳେ ୨ୟ ଦିନରେ ଷ୍ଟିଭେନ୍ ସ୍ମିଥ୍‌ ଶତକ…
Read More...

ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ରେ ନିଆଁ

ନୂଆପଡ଼ା : ବାଲେଶ୍ବର ବାହାନଗା ଏବଂ ଯାଜପୁର ରୋଡ଼ଠାରେ ଘଟିଥିବା ‘ଟ୍ରେନ ଦୁର୍ଘଟଣା’ ମନରୁ ନ ଲିଭୁଣୁ ଗୁରୁବାର ରାତି ପ୍ରାୟ ୧୦ଟାବେ​‌ଳେ ନୂଆପଡ଼ା ଜିଲା ଖରିଆର ରୋଡ ଷ୍ଟେସନଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ର ଏସି…
Read More...

ଦେଶରେ ପ୍ରଥମ: ପାର୍ଲାମେଣ୍ଟରେ ସ୍ତନ୍ୟପାନ କରାଇଲେ ଇଟାଲୀ ସାଂସଦ

​ରୋମ : ଇଟାଲୀର ନାରୀ ସ୍ବାଧୀନତା ମାନବାଧିକାର କ୍ଷେତ୍ରରେ ଏକ ମହତ୍ତ୍ବପୂର୍ଣ୍ଣ ଫର୍ଦ ​‌େ​‌ଯାଡ଼ି ହୋଇଛି। ପ୍ରଥମ ଥର ପାଇଁ ଜଣେ ମହିଳା ସାଂସଦ ସଂସଦ ଭବନରେ ନିଜ ସନ୍ତାନକୁ ସ୍ତନ୍ୟପାନ କରାଇଛନ୍ତି। ଏହାକୁ ସବୁ…
Read More...

ବାହାନଗା ମୃତକ ଓ ଚିକିତ୍ସିତଙ୍କ ପାଇଁ ଭରସା ପରିବାର ପକ୍ଷରୁ ମହମବତୀ ଶୋଭାଯାତ୍ରା 

ପାଟଣା : ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା ନିମନ୍ତେ ମହମବତୀ ଶୋଭାଯାତ୍ରା ସହିତ ନୀରବ ପ୍ରାର୍ଥନା ଓ ଦୁର୍ଘଟଣାର ଶିକାର…
Read More...

ଟାଟା ପାୱାର ତରଫରୁ ବ୍ଲକ ସ୍ତରୀୟ ଉପଭୋକ୍ତା କର୍ମଶାଳା

ପାଟଣା : କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ସଭା ଗୃହରେ ଗୁରୁବାର ଟାଟା ପାୱାର ତରଫରୁ ଏକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାହାରପଡା ବିଡ଼ିଓ ବିଜୟ କୁମାର ନାୟକଙ୍କ ଉପସ୍ଥିତିରେ ଟାଟା ପାୱାର…
Read More...

ବେଟର ଲାଇଫ ଫାର୍ମିଙ୍ଗ ପକ୍ଷରୁ କୃଷକ ତାଲିମ କର୍ମଶାଳା 

ପାଟଣା : ବେୟର ସଂସ୍ଥା ବେଟର ଲାଇଫ ଫାର୍ମିଙ୍ଗ ପକ୍ଷରୁ ପାଟଣା ବ୍ଲକ ରେଙ୍ଗାଳବେଡା ଗ୍ରାମରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୦ ଜଣ ଅଗ୍ରଣୀ କୃଷକ ଅଂଶ ଗ୍ରହଣ କରିଥିଲେ। ବେଟର ଲାଇଫ ଫାର୍ମିଙ୍ଗ…
Read More...

ସ୍ଥାନୀୟ ବିଷୟ ବସ୍ତୁର ପ୍ରସାର ଦିଗରେ ଗୋଷ୍ଠୀ ବେତାର କେନ୍ଦ୍ରର ରହିଛି ବିଶେଷ ଭୂମିକା : ଧର୍ମେନ୍ଦ୍ର ପ୍ରଧାନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ବସୁଧା, ଜିରିଡାମାଳି ବେତାର କେନ୍ଦ୍ର ପରିସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା…
Read More...

ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କଲେ ବିଧାୟକ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଗୁରୁବାର ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓପ୍ରବଣ ଭୁର୍ଟିଗଡ଼ ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ…
Read More...

ସହବାସୀ ବାନ୍ଧବୀଙ୍କୁ ବୀଭତ୍ସ ହତ୍ୟା

ତିନି ଦିନ ପରେ ସାମ୍ନାକୁ ଆସିଲା ଘଟଣା, ଶରୀରକୁ ଖଣ୍ଡଖଣ୍ଡ କାଟି ସିଝାଇଥିଲା ଅଭିଯୁକ୍ତ ମୁମ୍ବଇ : ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର-ଅଫତାବ ପୁନାୱାଲା ହତ୍ୟା ଘଟଣାର ପୁନରାବୃତ୍ତି ଘଟିଛି ମୁମ୍ବଇର…
Read More...

ଶୁକ୍ରବାର ରାଶିଫଳ (୦୯.୦୬.୨୦୨୩)

ମେଷ : ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ବୃଷ : ମନ…
Read More...

କର୍ମଚାରୀ ଶୂନ୍ୟ କାର୍ଯ୍ୟାଳୟ, ସେବାରୁ ବଞ୍ଚିତ ହିତାଧିକାରୀ

କେନ୍ଦୁଝରଗଡ଼ : ୪୨୦୦ଟଙ୍କା ଗ୍ରେଡ ପେ’ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୧ ତାରିଖରୁୁ ରାଜ୍ୟବ୍ୟାପୀ ଅମଲା ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚିଛି । କେନ୍ଦୁଝର ଜିଲା…
Read More...

ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ ; ଯାତ୍ରୀ ସୁରକ୍ଷିତ

ଡେସ୍କ : ଦୁର୍ଗରୁ ପୁରୀ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।  ଟ୍ରେନ୍‌ର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି । ବ୍ରେକ୍-ସୁ ଘଷି ହେବା ପରେ ଗୋଟିଏ ଏସି ବଗିରେ  ନିଆଁ…
Read More...

ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝରଗଡ଼ : ସଦର ତହସିଲ ଅଧିନ ନୂଆଗାଁ ପଞ୍ଚାୟତରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ବିରୋଧ କରି ଗୁରୁବାର ପଞ୍ଚାୟତବାସୀ ଜିଲା ଓ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଡ୍ରୋନ…
Read More...

ରାସ୍ତା ଓ ସେତୁ ସଂଯୋଗ ଦ୍ୱାରା ସୁଗମ ହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝରଗଡ଼ : ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା। ଗ୍ରାମାଞ୍ଚଳଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଗମନାଗମ ହେଉଛି ପ୍ରମୁଖ ମାଧ୍ୟମ। ତେଣୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସରକାର ପ୍ରାଥମିକତା…
Read More...

ସମସ୍ତ କାର୍ଯ୍ୟାଳୟରେ କାମ ଠପ୍, ସାଧାରଣ ଲୋକ ହନ୍ତସନ୍ତ 

ଆଠଗଡ :  ରାଜ୍ୟ ଅମଲା ମିଳିତ ମଞ୍ଚର ନିଷ୍ପତ୍ତି କ୍ରମେ ଜୁନ ୧ ତାରିଖରୁ ଗ୍ରେଡ ପେ’ ବୃଦ୍ଧି ଦାବିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଅମଲାମାନେ (କିରାଣି) ସାମୁହିକ ଛୁଟି ନେଇ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଡେସ୍କ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଆସନ୍ତାକାଲି (ଗୁରୁବାର) ପ୍ରକାଶ ପାଇବ । ଆସନ୍ତାକାଲି ଅପରାହ୍ନ ୪ଟାରେ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ…
Read More...

୫ ବାଇକ୍ ଚୋରଙ୍କୁ କୋର୍ଟ ଚାଲାଣ, ୫ ଗାଡି ଉଦ୍ଧାର

ନର୍ଲା : ନର୍ଲା ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରି ବୃଦ୍ଧି ପାଇଥିବା ବେଳେ ବାଇକ୍ ଚୋରଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଥିଲେ । ତେବେ ପୁଲିସକୁ ଏ କ୍ଷେତ୍ରରେ ବଡ ସଫଳତା ମିଳିଛି । ନର୍ଲା ଥାନା ଆଇଆଇସି ଗଙ୍ଗାଧର…
Read More...

ଚାଷ ଜମିରୁ କଂକ୍ରିଟ ସଫା ନିମନ୍ତେ ଜିଲ୍ଲାପାଳଙ୍କୁ ଫେରାଦ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରସଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣହୋଇଥିବା ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣକାରୀ ସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁଁ କେତେକ ଚାଷଜମିରେ କଂକ୍ରିଟ ପଡି ଜମି ଚାଷ ଉପଯୋଗୀ…
Read More...

୯ ଲକ୍ଷ ରେନୋ କାର୍‌ ବିକ୍ରି

ନୂଆଦିଲ୍ଲୀ : ଭାରତରେ କାର୍‌ ନିର୍ମାଣ କରୁଥିବା ୟୁରୋପୀୟ କାର କମ୍ପାନୀ ରେନୋ ଇଣ୍ଡିଆ ଇତିମଧ୍ୟରେ ୯ ଲକ୍ଷ କାର ଉତ୍ପାଦନ ଓ ବିକ୍ରୟର କୀର୍ତ୍ତିମାନ ସ୍ଥାପନ କରିଛି । ୧୧ ବର୍ଷ ମଧ୍ୟରେ ଏହା ନିଜର କାରଗୁଡ଼ିକରେ…
Read More...

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)  ବୈଠକରେ ୨୦୨୩-୨୪ ଖରଫ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ…
Read More...

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମୁକାବିଲାର ପରିସଂଖ୍ୟାନ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଇଂଲଣ୍ଡର ଓଭାଲ୍‌ରେ ଖେଳାଯିବ। ଦୁଇଦଳ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲର ୨ୟ ସଂସ୍କରଣ ଖେଳିବେ। ଏହି ମ୍ୟାଚ୍‌…
Read More...

ବିଳମ୍ବ ହେବ ମୌସୁମୀ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏପର୍ଯ୍ୟନ୍ତ କେରଳରେ ପହଞ୍ଚି ନ ଥିବାବେଳେ ଏହାକୁ ଅଧିକ ବିଳମ୍ବିତ କରିପାରେ ଆରବ ସାଗରରେ ଦାନା ବାନ୍ଧୁଥିବା ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଆରବ ସାଗରରେ ଏକ ଲଘୁଚାପ…
Read More...

ଭୁବନେଶ୍ବର ଏମ୍ସ ବଢ଼ିଲା ; ଖସିଲା ଆଇଆଇଟି

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ୨୦୨୩ ପ୍ରକାଶ ପାଇଛି। ବିଭିନ୍ନ ବର୍ଗକୁ ନେଇ ହୋଇଥିବା ଏହି ରାଙ୍କିଙ୍ଗ‌ରେ ପୂର୍ବପରି ଏଥର…
Read More...

ରେଳ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା : ସିବିଆଇ ତଦନ୍ତ ଆରମ୍ଭ

ବାଲେଶ୍ବର : ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ରାଜ୍ୟ ତଥା ଦେଶର ଅନେକ ପରିବାରକୁ ସାରା ଜୀବନ ପାଇଁ ଦୁଃଖ ଦେଇଯାଇଛି। କିଏ ରୋଜଗାରିଆ ପୁଅକୁ ହରାଇଛି ତ, କାହା ମଥାରୁ ସିନ୍ଦୂର ପୋଛିଦେଇଛି। ଏଭଳି ଭୟଙ୍କର ରେଳ…
Read More...

ଦୁଇଦିନରେ ୬ ଜିଲାରୁ ରେକର୍ଡ ୭୦୦୦ ୟୁନିଟ୍‌ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ପ୍ରାୟତଃ ଜୁନ ମାସରେ ହିଁ ରକ୍ତର ଅଭାବ ଦେଖାଦେଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ରକ୍ତଦାତା ରକ୍ତ ଦେବା ପାଇଁ ଅମଙ୍ଗ ହୋଇଥାନ୍ତି। ମାତ୍ର ଚଳିତ ଜୁନରେ ରାଜ୍ୟ ରକ୍ତ ସଂଗ୍ରହରେ ରେକର୍ଡ କରିଛି।…
Read More...

ଆଜି ଏସ୍‌ସିବିରେ ଆହତଙ୍କୁ ଭେଟିବେ ମମତା

କଟକ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଟକ ଆସିବେ। ସେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଖୋଦ୍‌ ମମତା ସୂଚନା ଦେଇଛନ୍ତି। ମମତା କହିଛନ୍ତି, କଟକ ବଡ଼ ଡାକ୍ତରଖାନା…
Read More...

ମଙ୍ଗଳବାର ରାଶିଫଳ(୦୬.୦୬.୨୦୨୩)

ମେଷ : କର୍ମ ଓ କାର୍ଯ୍ୟକଳାପ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ନିଜ ପ୍ରତି କଠୋର ଓ ଅନ୍ୟପ୍ରତି କୋମଳ ମନୋଭାବର ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଶୁଭକାର୍ଯ୍ୟ କରଣୀୟ। ଯଶସ୍ବୀ ହେବେ। ବୃଷ : ନୀତିହୀନ…
Read More...

ରେଳସୁରକ୍ଷା ଆୟୁକ୍ତଙ୍କ ସ୍ଥିତି ଅନୁଧ୍ୟାନ

ବାହାନଗା : ବାଲେଶ୍ବର ଜିଲା ବାହାନଗା ଷ୍ଟେସନ ରେଳ ଦୁର୍ଘଟଣା ସ୍ଥଳରେ ମଙ୍ଗଳବାର ରେଳ ସୁରକ୍ଷା ଆୟୁକ୍ତ (ସେଫ୍ଟି କମିସନର) ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ଘଟିବାର ୬୦ ଘଣ୍ଟା ପରେ ସୁରକ୍ଷା ଆୟୁକ୍ତ ଶୈଲେଶ…
Read More...

ପାକିସ୍ତାନକୁ ବିଶ୍ବାସ କର ନାହିଁ

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନଙ୍କ ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା…
Read More...

ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ୧୧୮ଅଭିଯୋଗର ଫଇସଲା

କେନ୍ଦୁଝରଗଡ଼ : ଦରବାରହଲ ଠାରେ ସୋମବାର ଜିଲାପାଳ ଆଶିଷ ଠାକରେ ଓ ଏସ୍.ପି. ନିତିନ କୁଶଲକରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଗ୍ରହଣ କରାଯାଇଥିବା ମୋଟ ୨୩୩ଟି ଅଭିଯୋଗ ମଧ୍ୟରୁ ୧୧୮ଟି…
Read More...

ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିକୁ ଭଲ ପାଇଲେ ପ୍ରଦୁଷଣମୁକ୍ତ ବିଶ୍ୱ ଗଠନ ସମ୍ଭବ

କେନ୍ଦୁଝରଗଡ଼ : ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିକୁ ଭଲ ପାଇଲେ ଏକ ପ୍ରଦୁଷଣ ମୁକ୍ତ ବିଶ୍ୱ ଗଠନ ସମ୍ଭବ ହୋଇପାରିବ ବୋଲି ଡିଏଫଓ କେନ୍ଦୁଝର ଧନରାଜ ଏଚ୍.ଡି. ମତବ୍ୟକ୍ତ କରିଛନ୍ତି । ସୋମବାର ଜିଲା ପରିବେଶ ସମିତି ଆନୁକୂଲ୍ୟରେ…
Read More...

ଲଣ୍ଡାଗାଁରେ ଘଟିଲା ଅଭାବନୀୟ ଘଟଣା, ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ

ଫୁଲବାଣୀ :  କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ପଂଚାୟତର ଲଣ୍ଡାଗାଁରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା। ଦୀର୍ଘବର୍ଷ ଧରିଏହି ଅଞ୍ଚଳରେ ବସବାସ କରୁଥିଲେ କୁଲୁ ଷଡ଼ଙ୍ଗୀଙ୍କ ପରିବାର। ପ୍ରତ୍ୟେକ ଦିନ…
Read More...

କାଳବୈଶାଖୀର ତାଣ୍ଡବରେ ଉଡ଼ିଲା ଟିଣ ଛପର ଘର 

ମୋହନା : ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ପ୍ରଭାବରେ ବହୁ ଲୋକଙ୍କ ଘର ସହ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଛି । କାଳବୈଶାଖୀ ଆସିବା ସହ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ ସ୍ଥାନୀୟ ବ୍ଳକ…
Read More...

ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

 ମୁଖୀଗୁଡା : ତାଲୁକ ଆଇନ ସେବା ସମିତି ଜୟପାଟଣା ତରଫରୁ ବିଶ୍ୱ ପରିବେଶ ଦିବସ  ପାଳନ କରାଯାଇଛି। ଏହି ଅଵସରରେ ବରିଷ୍ଠ  ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜଙ୍କ ଅଦାଲତ  ପରିସରରେ ସିନିୟର ସିଭିଲ ଜଜ ଜିତେନ୍ଦ୍ରିୟ…
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ :  ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ବ୍ରହ୍ମପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗଞ୍ଜାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥକ୍ଳବ ଆନୁକୂଲ୍ୟରେ ସହର ସ୍ଥିତ ରଘୁନାଥ ସାହି ଏସଏମ…
Read More...

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ ମାମଲା ; ଅପହରଣ ନାଟକ ରଚି ନିଜେ ଫସିଲେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ଗତ ୨ ତାରିଖ ରାତି ୯ଟାରେ ଜାଜେସ ପଙ୍ଗା ଘାଟି ନିକଟରୁ ପରିସ୍ରା କରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା ପରେ ଏହି ଘଟଣା କିନ୍ତୁ ନୂଆ ମୋଡ଼…
Read More...

ପୋଖରୀ ନଳକୂଅ ଖୋଳାକୁ ନେଇ ତଳଗଡରେ ଗୋଷ୍ଠୀ ସଂଘର୍ଷ

ଆଠଗଡ଼ :  ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ତଳଗଡ ଗ୍ରାମରେ ଏକ ପୋଖରୀ ଖୋଳା ଚାଲିଥିଲା । ମେସିନ ଦ୍ୱାରା ପୋଖରୀ ଖୋଳା କାର୍ଯ୍ୟ କରୁଥିବା ଵେଳେ ଠିକାଦାର ସେହି ଗ୍ରାମର ଵିନୋଦ ମହାରଣା ନାମକ ଜଣେ…
Read More...

ଶିଶୁ ସଦନରେ ବିଶ୍ୱ ପରିବେଶ ଦିବସ

ଚୌଦ୍ୱାର : ସ୍ଥାନୀୟ ଶିଶୁ ସଦନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । କଟକ ଜିଲା ଆଈନ୍ ସେବା ପ୍ରାଧିକରଣ (ଡିଲସା) ଓ ହିନ୍ଦ୍ ସେବକ ସଂଘର ଚୌଦ୍ୱାର କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…
Read More...

ଚୌଦ୍ୱାରରୁ ୧୮୦ୟୁନିଟ୍ ରକ୍ତ ସଂଗ୍ରହ

ଚୌଦ୍ୱାର : ବାହାନଗା ରେଳ ଦୁର୍ଘଟଣାରେ ଆହତ ମାନଙ୍କ ଚିକିତ୍ସା ଓ ଜୀବନ ରକ୍ଷା ପାଇଁ ଚୌଦ୍ୱାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରବିବାର ରକ୍ତଦାନର ବ୍ୟବସ୍ଥା କରାଯାଇଥିଲା । ଚାରବାଟିଆ ବଜାରସ୍ଥିତ ଦୁର୍ଗା ଗୃହ ନିକଟରେ…
Read More...

ଜନବସତିରେ ବେଆଇନ ଗ୍ୟାସ ସିଲିଣ୍ଡର ଗଚ୍ଛିତ ଅଭିଯୋଗ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମରେ ଜନବସତି ଅଞ୍ଚଳରେ ବେଆଇନ ଭାବେ ୫୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରହିବା ଯୋଗୁଁ ଲୋକମାନଙ୍କ ପାଇଁ ବିପଦ ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଲିଖିତ ଭାବେ…
Read More...

ବଡଭାଇକୁ ପଥରରେ ଛେଚି ହତ୍ୟା ଘଟଣା ; ଅଭିଯୁକ୍ତ ସାନଭାଇ କୋର୍ଟ ଚାଲାଣ

ଆଠଗଡ :  ଆଠଗଡ ସହରର ରାସରସିକପୁର ସାହିରେ ରବିବାର ନିଜ ବଡଭାଇକୁ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ସାନଭାଇକୁ ପୁଲିସ ସୋମବାର ଅଦାଲତ ଚାଲାଣ କରିବା ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।…
Read More...

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ

ଓଡ଼ିଶା ସରକାରଙ୍କ ସହଯୋଗରେ ମୃତକ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ଏବଂ ଅପରିଚିତ ମୃତଦେହର ଫଟୋ ପ୍ରକାଶ ପାଇଛି ଭୁବନେଶ୍ବର :  ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ…
Read More...

ଭୁବନେଶ୍ୱରର ୬ଟି ଡାକ୍ତରଖାନାରେ ରହିଛି ମୃତ ଶରୀର

ଡେସ୍କ : ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି । ସେଗୁଡିକ ହେଉଛି :  AIIMS (ଏମ୍ସ), ଭୁବନେଶ୍ୱର । AMRI (ଆମ୍ରି), ଭୁବନେଶ୍ୱର…
Read More...

ଦେବସ୍ନାନ ଉତ୍ସବ ପାଳିତ 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ ସେବାୟତ ଓ ଦଇତାପତି ମାନେ…
Read More...

ଦେବ ଦୁର୍ଲଭ ହାତୀବେଶରେ ମହାପ୍ରଭୁ

ଡେସ୍କ : ଶ୍ରୀକ୍ଷେତ୍ର ପୁରୀରେ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।  ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି ।…
Read More...

ରେଳ ଦୁର୍ଘଟଣା : ପିତାମାତାଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା ଦାୟିତ୍ବ ନେବ ଆଦାନୀ ଗ୍ରୁପ

ଡେସ୍କ : ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ…
Read More...

ଯୁବକର କଟୁରି ଚୋଟରେ ୧ ମୃତ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାହାଙ୍ଗୁଳରେ ବାବୁଲା କାଲୁଣ୍ଡିଆ ନାମକ ଯୁବକର କଟୁରି ଚୋଟରେ ରଣଜିତ ଦେହୁରି ମୃତ୍ୟୁବରଣ କରିଛି । ଏ ନେଇ ଅଭିଯୁକ୍ତ ବାବୁଲାକୁ ପୁଲିସ ତା’ର ନିଜ ଗାଁ ଗୋବରା ପଞ୍ଚାୟତ…
Read More...

ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା

ଗୁରୁଡିଝାଟିଆ : କଖଡିରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଶାସ୍ତ୍ରୀୟ ବିଧିମୁତାବକ ରବିବାର ସଂପନ୍ନ ହୋଇଛି । ପୂଜକ ଶକ୍ତି ପ୍ରସାଦ ପତି ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ସ୍ନାନାଦି…
Read More...

ଗଙ୍ଗା ନଦୀରେ ଭୁଶୁଡି ପଡିଲା ଅଗୁୱାନି-ସୁଲତାନଗଞ୍ଜ ସେତୁ

ପାଟଣା : ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁର କିଛି ଅଂଶ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ…
Read More...

ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ସହିତ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସହିତ ଦେବସ୍ନାନ ପୂର୍ଣ୍ଣିମା…
Read More...

ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ

ଡେସ୍କ : ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ନେଇ ରେଳବାଇ ବୋର୍ଡ଼ ପକ୍ଷରୁ ସୁପାରିସ କରାଯାଇଛି । ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ଼ ସୁପାରିସ କରିଥିବା ସଂପର୍କରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ…
Read More...

ରେଳ ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ତିନି କେନ୍ଦ୍ରମନ୍ତ୍ରୀ

ଡେସ୍କ :  ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କୁ ତିନି କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ମୃତାହତଙ୍କ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

ଡେସ୍କ : ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । ସମ୍ପର୍କୀୟ ମାନେ ୧୯୨୯ ନମ୍ବରକୁ କଲ କରି ମୃତାହତଙ୍କ…
Read More...

ରେଳବାଇ ପକ୍ଷରୁ ଦିଆଗଲାଣି ୩.୨୨କୋଟି ଟଙ୍କାର ସହାୟତା ରାଶି

ଡେସ୍କ : ବାଲେଶ୍ବରର ବହାନଗା ଭୟଙ୍କର ରେଳ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି । ରବିବାର ଅପରାହ୍ଣ ସୁଦ୍ଧା ୩.୨୨କୋଟି ଟଙ୍କାର ସହାୟତା ରାଶି…
Read More...

ବାହାନଗା ରେଳ ଦୁର୍ଘଟଣା : ମୃତାହତଙ୍କ ପାଇଁ ସହାୟତା ଓ ନିଶୁଳ୍କ ବସ୍‌‌ ସେବା

ଡେସ୍କ : ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା କାରଣରୁ କଲକାତାକୁ ରେଳ ସେବା ବ୍ୟାହତ ହୋଇଛି। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତା ପାଇଁ ନିଶୁଳ୍କ…
Read More...

ମେଡିକାଲ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଜିତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଶ୍ରମିକଙ୍କ ପେଟରେ ଲାତ, ରାତିଅଧିଆ ମେସିନରେ ଚାଲିଛି କାମ

ହରଭଙ୍ଗା : ସରକାରଙ୍କ ସବୁପ୍ରକାର କଟକଣା ସତ୍ୱେ ମନରେଗା କାର୍ଯ୍ୟରେ ଅନିୟମିତତା ଦିନକୁ ଦିନ ବୃଦ୍ଧି ପାଉଛି। ଯାହା ଫଳରେ ଶ୍ରମଜୀବି ପରିବାର ପାଇଁ ଉଦ୍ଦିଷ୍ଟ ଏଭଳି ମହତ୍ବାକାଂକ୍ଷୀ ଯୋଜନାର ସ୍ୱାଦ ଶ୍ରମିକ ପରିବାର…
Read More...

ହାତ ବାନ୍ଧି ବସିଛନ୍ତି ଶ୍ରମିକ : ମେସିନ ଖୋଳୁଛି ମନରେଗା ପୋଖରୀ

ଦେବଗଡ଼ : ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)।…
Read More...

ଖାରିକୁଆ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳ ବିକଳ

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ବ୍ଲକରେ ସାଧାରଣତଃ ଶତକଡ଼ା ୮୦ ଭାଗ ଆଦିବାସୀ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ବସବାସ କରନ୍ତି । ବହୁ ଗ୍ରାମକୁ ଏବେ ମଧ୍ୟ ମୌଳିକ ସୁବିଧା…
Read More...

ବର୍ଲିନ୍‌‌ ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ କଳ୍ପନା ଓ ସସ୍ମିତା ମନୋନୀତ

ଡେସ୍କ :  ଜର୍ମାନୀର ବର୍ଲିନ୍‌‌ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଭାଗନେବା ଲାଗି ଆଠଗଠର କଳ୍ପନା ଜେନା ଓ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ଦ୍ବାରା ପରିଚାଳିତ କଟକର ସ୍ବତନ୍ତ୍ର…
Read More...

ରେଳ ଦୁର୍ଘଟଣା : ଦୋଷୀଙ୍କୁ ଆଦୌ କ୍ଷମା ନାହିଁ – ପ୍ରଧାନମନ୍ତ୍ରୀ

ଡେସ୍କ : ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କୁ ଆଦୌ କ୍ଷମା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।…
Read More...

ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଗୁରୁତର ଓ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଡେସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ଣରେ ବାହାନଗା ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଚିକିତ୍ସା ବ୍ୟବସ୍ଥା ସଂପର୍କରେ…
Read More...

ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ନରେ  ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ…
Read More...

ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ଓ ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ…
Read More...

ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା

ଡେସ୍କ : ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଏବଂ ଘରୋଇ ବସର ବ୍ୟବସ୍ଥା କରାଯାଇଛି । ଏହି…
Read More...