www.samajalive.in
Sunday, December 14, 2025
23.1 C
Bhubaneswar

୯ ଲକ୍ଷ ରେନୋ କାର୍‌ ବିକ୍ରି

ନୂଆଦିଲ୍ଲୀ : ଭାରତରେ କାର୍‌ ନିର୍ମାଣ କରୁଥିବା ୟୁରୋପୀୟ କାର କମ୍ପାନୀ ରେନୋ ଇଣ୍ଡିଆ ଇତିମଧ୍ୟରେ ୯ ଲକ୍ଷ କାର ଉତ୍ପାଦନ ଓ ବିକ୍ରୟର କୀର୍ତ୍ତିମାନ ସ୍ଥାପନ କରିଛି । ୧୧ ବର୍ଷ ମଧ୍ୟରେ ଏହା ନିଜର କାରଗୁଡ଼ିକରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରୟୋଗ କରିଛି । ଉଚ୍ଚମାନର ଉତ୍ପାଦ ସହିତ କମ୍ପାନୀ ଦେଶରେ ୪୫୦ରୁ ଅଧିକ ବିତରକ ନିଯୁକ୍ତ କରିଛି । ଏହା ବ୍ୟତୀତ ୫୩୦ ସର୍ଭିସ ଟଚ୍‌ପଏଣ୍ଟ ଜରିଆରେ ମଧ୍ୟ ଏହା ନିଜ ଗ୍ରାହକଙ୍କୁ ତ୍ବରିତ ସେବା ପ୍ରଦାନ କରୁଛି । ଏହାର କାଇଗର, ଟ୍ରିବର ଓ କ୍ବିଡ୍‌ କାରଗୁଡ଼ିକର ବଜାରରେ ବିଶେଷ ଚାହିଦା ରହିଥିବା କହିଛନ୍ତି କମ୍ପାନୀର କଣ୍ଟ୍ରି ସିଇଓ ତଥା ପରିଚାଳନା ନିର୍ଦେଶକ ଭେଙ୍କଟରାମ ମାମିଲାପାଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories