ଭୁବନେଶ୍ୱରର ୬ଟି ଡାକ୍ତରଖାନାରେ ରହିଛି ମୃତ ଶରୀର
ମୃତ ଶରୀର ସମ୍ବନ୍ଧରେ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି
ଡେସ୍କ : ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି । ସେଗୁଡିକ ହେଉଛି :
AIIMS (ଏମ୍ସ), ଭୁବନେଶ୍ୱର ।
AMRI (ଆମ୍ରି), ଭୁବନେଶ୍ୱର ।
SUM (ସମ) ହସ୍ପିଟାଲ୍, ଭୁବନେଶ୍ୱର।
CAPITAL (କ୍ୟାପିଟାଲ୍) ହସ୍ପିଟାଲ୍, ଭୁବନେଶ୍ୱର।
KIMS (କୀମସ) ହସ୍ପିଟାଲ, ଭୁବନେଶ୍ୱର।
HI-TECH (ହାଇ-ଟେକ୍) ହସ୍ପିଟାଲ୍, ଭୁବନେଶ୍ୱର।
ଚିହ୍ନଟ ହୋଇ ନଥିବା ମୃତ ଶରୀର ଫଟୋ ମଧ୍ୟ ରାଜ୍ୟ ସରକାରଙ୍କ ୱେବସାଇଟ୍ “www.bmc.gov.in” ରେ ଉପଲବ୍ଧ ଅଛି।ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ବିଭିନ୍ନ ହେଲ୍ପଲାଇନ ନମ୍ବରରେ ରେଳବାଇ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ନମ୍ବର ଗୁଡିକ ହେଉଛି :
ଭୁବନେଶ୍ୱର : ୦୬୭୪-୨୫୩୪୦୨୭
କଟକ : ୮୪୫୫୮୮୯୯୧୭
ଖୋର୍ଦ୍ଧା ରୋଡ୍ : ୦୬୭୪- ୨୪୯୨୨୪୫ ଏବଂ ୮୪୫୫୮୮୭୯୯୯
ରାଜ୍ୟ ସରକାର : ୧୯୨୯
Comments are closed.