www.samajalive.in
Saturday, December 13, 2025
26.1 C
Bhubaneswar

ଗଙ୍ଗା ନଦୀରେ ଭୁଶୁଡି ପଡିଲା ଅଗୁୱାନି-ସୁଲତାନଗଞ୍ଜ ସେତୁ

ପାଟଣା : ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁର କିଛି ଅଂଶ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି । ଦ୍ବିତୀୟ ଥର ପାଇଁ ଏହି ସେତୁ ଭୁଶୁଡି ପଡିଥିବା କୁହାଯାଉଛି । ତେବେ ଏ ନେଇ ଅଧିକ ତଥ୍ୟ ଓ ସୂଚନାକୁ ପ୍ରତୀକ୍ଷା କରାଯାଇଛି ।

​​‌

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories