ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ ଗିରଫ 

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ଶିରିୟଲ ଶୁଭ୍ରା ପଟେଲ ଓ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ  ପୁଲିସ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ଆସନ୍ତାକାଲି ନବନିର୍ମିତ ସଂସଦ ଭବନ ଉଦ୍‌‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି(ରବିବାର) ନବନିର୍ମିତ ସଂସଦ ଭବନର ଉଦ୍‌‌ଘାଟନ କରିବା ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌‌ କରି…
Read More...

ପିସିସି ପକ୍ଷରୁ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର :  ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଶ୍ରାଦ୍ଧ ଦିବସ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ…
Read More...

ସ୍କିଲ୍‌-ଇନ୍‌-ଓଡିଶା ଆଜି ବିଶ୍ୱ ବ୍ରାଣ୍ଡ ଭାବେ ପରିଚିତ

-ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ -ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି -ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ସ୍ଥାନିତ ଭୁବନେଶ୍ୱର :…
Read More...

ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ପାଣ୍ଠି : ସୁଜାତା କାର୍ତ୍ତିକେୟନ

ଡେସ୍କ : ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍‌‌ଏଚ୍‌‌ଜି’ର ମହିଳମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଢାଞ୍ଚାରେ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ ହେବ। ଏଥିଲାଗି ରାଜ୍ୟ ବଜେଟ୍‌‌ରୁ ଅର୍ଥ ବ୍ୟୟବରାଦ କରାଯିବ ବୋଲି…
Read More...

ଅପହରଣ ସମୟରେ ଯୁବତୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ : ଏକ ପିକଅପ୍ ଭ୍ୟାନରେ ଜଣେ ଯୁବତୀଙ୍କୁ ଚାରିଜଣ ଯୁବକ ଅପହରଣ କରିନେଉଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଯୁବତୀଙ୍କୁ ପୁଲିସ ଜିମା ଦେଇଛନ୍ତି । ଏଇ ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ…
Read More...

ସିଙ୍ଗାରୀ ଜଙ୍ଗଲରେ ଛଡା ହେଲା ଉଦ୍ଧାର ହେଇଥିବା ୬ ନାଗସାପ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ନାଗ ସାପଙ୍କ ପ୍ରଭାବ। ସାପ ଏବଂ ମଣିଷ ଲଢେଇ ମଧ୍ୟରେ ଉଭୟ ମଣିଷ ଏବଂ ସାପଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଗ୍ରୀଷ୍ମ ତାପର ପ୍ରଭାବ ବୃଦ୍ଧି, ଜଙ୍ଗଲରେ ନିଆଁର ପ୍ରକୋପ ସହ…
Read More...

କଲମପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ; ଉପୁଡିଲା ଗଛ,  ଉଡିଲା ଘରର ଛାତ

କଲମପୁର :  କଲମପୁର ଅଂଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପବନର ଘୋ ଘୋ ଗର୍ଜନ ସହ ବିଜୁଳି ଓ ଘଡଘଡି ଶବ୍ଦରେ ପ୍ରକମ୍ପିତ ହେଇ ଉଠିଲା ସାରା ଅଂଚଳ। ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ତାଣ୍ଡବ ରଚିଲା କାଳବୈଶାଖୀ…
Read More...

କାଳବୈଶାଖୀରେ ଭାଙ୍ଗିଲା ଘର

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ କୁଶଙ୍ଗ ରାସ୍ତା ସାହିରେ କାଳବୈଶାଖୀରେ ଯୋଶଦା ହାତୀଙ୍କ ଦୁଇ ବଖରା ଛାଳଛପର ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଘର ଛପର ଉଡିଯିବାଯୋଗୁଁ ପରିବାରଲୋକେ ମୁଣ୍ଡଗୁଞିବା ପାଇଁ ହଇରାଣ…
Read More...

ବିଶିଷ୍ଟ ସମାଜସେବୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଗଞ୍ଜାମ : ବିଶିଷ୍ଟ ସମାଜ ସେବୀ ତଥା ଗାଣ୍ଡୁ ନାହାକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଗାଣ୍ଡୁ ନାହାକଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ  ଝାରେଡି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ…
Read More...

ଡବଲ ଇଞ୍ଜିନ ସରକାର ଦ୍ବାରା ହିଁ ଓଡ଼ିଶାର ପ୍ରଗତି ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଠମଲ୍ଲିକରେ ବିଶାଳ ଜନସଭା, ଆଠମଲ୍ଲିକ ନାଗରିକଙ୍କର…
Read More...

ସଂସଦ ଭବନ ଉଦଘାଟନ ମାମଲା, ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସଂସଦ ଭବନ ଉଦଘାଟନ ସଂପର୍କୀତ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନବନିର୍ମିତ ସଂସଦ ଭବନର ଉଦ୍‌ଘାଟନ ପ୍ରସଙ୍ଗକୁ ନେଇ ହୋଇଥିବା ଏହି ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା…
Read More...

୯ ବର୍ଷ ପୂରଣ କଲା ମୋଦୀ ସରକାର

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଶୁକ୍ରବାର ୯ ବର୍ଷ ପୂରଣ କରିଛି । ଏଥିପାଇଁ ଆସନ୍ତା ୩୦ତାରିଖରୁ ବିଜେପି ମାସେ ବ୍ୟାପି ଏକ ମହା ଜନ ସଂପର୍କ ପ୍ରଚାର ଅଭିଯାନ ଆରମ୍ଭ…
Read More...

ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ମାନ୍ୟତା

ଡେସ୍କ : ଦୀର୍ଘ୧୫୬ ବର୍ଷ ଧରି ନିରବିଛିନ୍ନ ଭାବେ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ବିଶ୍ୱପାଣିପାଗ ସଂସ୍ଥାନ ଦ୍ୱାରା ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର କଟକକୁ ଐତିହାସିକ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରର ପରିଚୟ…
Read More...

ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ଡେସ୍କ : ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଚଳିତ ବର୍ଷ ଦେଶରେ ମୌସୁମୀ ଋତୁରେ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବର୍ଷାର ସମ୍ଭାବନା ରହିଛି ବୋଲି…
Read More...

ହରଭଙ୍ଗାରେ ମିଶନ ଲାଇଫ କାର୍ଯ୍ୟକ୍ରମ

ହରଭଙ୍ଗା : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଏକ ମିଶନ ଲାଇଫ କାର୍ଯ୍ୟକ୍ରମ ପୁରୁଣା କଟକ, ଶରଧାପୂର ଏବଂ ହରେକୃଷ୍ଣପୁର ଠାରେ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ  ଶହେ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ…
Read More...

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା : ରଗ୍‌ବୀ ସେମିରେ କିଟ୍‌

କଟକ  : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ମିଳିତ ସହଯୋଗରେ ଉତ୍ତରପ୍ରଦେଶରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ​‌ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ପୁରୁଷ ଓ ମହିଳା…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଫାଟକକୁ ଧକ୍କା ଦେଲା କାର୍‌

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଡାଉନିଂ ଷ୍ଟ୍ରିଟ୍‌ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାଭବନର ମୁଖ୍ୟ ଫାଟକକୁ ଗୁରୁବାର ଏକ କାର୍‌ ଧକ୍କା ଦେଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ…
Read More...

ଗଡ଼ୁଛି ୩୩ ହଜାର କୋଟିର ବିନିଯୋଗ ପ୍ରମାଣପତ୍ର

ଭୁବନେଶ୍ବର : ଟଙ୍କାଏ କି ଦୁଇଟଙ୍କା ନୁହେଁ, ଏକାଥରକେ ୩୩ହଜାର ୨୭୯କୋଟି ଟଙ୍କାର ବେନିୟମ ଖର୍ଚ୍ଚର ହିସାବ ଅଧିକାରୀମାନେ ଦେଇପାରୁ ନାହାନ୍ତି । ଖାଲି ସେତିକି ନୁହେଁ, ମହାଲେଖାକାରଙ୍କ ୧୬ହଜାର ୨୨୭ଟି ନିରୀକ୍ଷଣ…
Read More...

ମଙ୍ଗଳ ଗ୍ରହରୁ ଏଲିଏନର ସଙ୍କେତ ପ୍ରସାରିତ

ନୂଆଦିଲ୍ଲୀ : ପୃଥିବୀ ବ୍ୟତୀତ ଅନ୍ୟଗ୍ରହରେ ଜୀବସତ୍ତାର ସନ୍ଧାନ ନିମନ୍ତେ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବାବେଳେ ପ୍ରଥମ କରି ମଙ୍ଗଳ ଗ୍ରହରୁ ଏଲିଏନର ସଙ୍କେତ ପ୍ରସାରିତ ହୋଇଛି। ୟୁରୋପର ମହାକାଶ ଏଜେନ୍ସି…
Read More...

କୁଳପତିଙ୍କ ସହିତ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣାର ବିକାଶ ଉପରେ ଆଲୋଚନା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର, କୁଳସଚିବ ଡକ୍ଟର…
Read More...

ଜଳୁଛି ପଶ୍ଚିମ ; ଉପକୂଳରେ ବିତ୍ପାତ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ଣରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୪୦କିମିରୁ ୫୦ କିମି ବେଗରେ ପବନ…
Read More...

ଛାତ୍ରଛାତ୍ରୀଙ୍କୁ ବହିଷ୍କୃତ କଲେ ବୁର୍ଲା ଭିସୁଟ କର୍ତ୍ତୃପକ୍ଷ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ଗତ ଏପ୍ରିଲ ମାସରେ ଘଟିଥିବା ଏକ ଘଟଣାରେ ଭିସୁଟ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଭିସୁଟରୁ…
Read More...

ଫାଇନାଲ ସ୍ଥାନ ପାଇଁ ଗୁଜରାଟ-ମୁମ୍ବଇ ଲଢ଼େଇ ଆଜି

ଅହମ୍ମଦାବାଦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍‌ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍‌ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌…
Read More...

୮ ରାଜ୍ୟରେ ବିପଦ ଜନକ ବିଜୁଳି

ଭୁବନେଶ୍ବର :  ଦେଶର ୮ଟି ରାଜ୍ୟରେ ଗୁରୁବାର  ପ୍ରଚଣ୍ଡ ବିପଦ ଜନକ ବିଜୁଳି ଘଡ଼ଘଡ଼ି ମାରିଛି। ବିଜୁଳିର ତୀବ୍ରତା ଏତେ ପରିମାଣରେ ଥିଲା ଯେ,  ଚାରି ଆଡ଼େ ଆଲୋକିତ କରି ପକାଉ ଥିଲା । ଭୁବନେଶ୍ବର ସହିତ କଟକ,…
Read More...

ଶୀତଳଷଷ୍ଠୀରେ ଦୁଲୁକିଲା ସମ୍ବଲପୁର ; ଯୁଗଳ ଦର୍ଶନ ଦେଲେ ଦେବଦମ୍ପତି

ସମ୍ବଲପୁର : ନାଚଗୀତରେ କମ୍ପୁଛି ସମ୍ବଲପୁର। ଦେବାଧିଦେବ ମହାଦେବ ଏବଂ ମାତା ପାର୍ବତୀ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରୁଛନ୍ତି। ଗୁରୁବାର ରାତିରେ ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ବର ବାବା,…
Read More...

୬୦ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

କଲକାତା : ବଲିଉଡରେ ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଜଗତର ବରିଷ୍ଠ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ଆସାମର ରୂପାଲି ବରୁଆ (୫୦)ଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ତେବେ ଆଶିଷ ୬୦ବର୍ଷ ବୟସରେ ଏହି…
Read More...

କାଳ ବୈଶାଖୀ, କଇଁଣ୍ଡାରେ ଭାଙ୍ଗିଲା ଘର

ପାଟଣା : କାଳ ବୈଶାଖୀ ବର୍ଷା ପବନରେ ଗତକାଲି ସନ୍ଧ୍ୟାରେ ବହୁ ଘର କ୍ଷତି ଗ୍ରସ୍ଥ ହୋଇଥିବା ସୂଚନା ମିଳିଛି । କଇଁଣ୍ଡା ଗ୍ରାମରେ ଗୋବିନ୍ଦ ବେହେରା, ଚିତ୍ରସେନ ବେହେରା, କଂସଲା ବେହେରା, ଜନ୍ମେଜୟ ବେହେରା, ସରସ୍ୱତୀ…
Read More...

ଶୁକ୍ରବାର ରାଶିଫଳ (୨୬.୦୫.୨୦୨୩)

ମେଷ : ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ଅତ୍ୟଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କୃଷି କ୍ଷେତ ଓ ଭ୍ରାତୃ ସହଯୋଗରୁ ଧନ ମିଳିବ। ବୃଷ : କୃଷି କର୍ମରେ ଦକ୍ଷତା…
Read More...

ବିଜେପି ଘଣ୍ଟିଖାଲ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ଗୁରୁଡିଝାଟିଆ : ଘଣ୍ଟିଖାଲ ବିଜେପି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକମାସ ଧରି ମହାଜନସଂପର୍କ ଯାତ୍ରା…
Read More...

ବିଜେପି ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି

କଣ୍ଟାବାଞ୍ଜି : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ପାଇଁ…
Read More...

ସତ୍ୟବାଦୀ ଅଞ୍ଚଳରେ କାଳ ବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ସାକ୍ଷୀଗୋପାଳ : ସତ୍ୟବାଦୀ ଅଞ୍ଚଳରେ ଗୁରୁବାର କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହାର ପ୍ରଭାବରେ ଅନେକ ଗଛ ଓ କଚ୍ଚା ଘର ଭାଙ୍ଗି ଯାଇଛି । କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏହି…
Read More...

ନାରଙ୍ଗବସ୍ତରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶୀତଳ ଷଷ୍ଠୀ ଉତ୍ସବ

ଗୁରୁଡିଝାଟିଆ :  ମଞ୍ଚେଶ୍ୱର ଗ୍ରାମପଞ୍ଚାୟତ ନାରଙ୍ଗବସ୍ତ ଗ୍ରାମର ନିଳକଣ୍ଠେଶ୍ୱରଙ୍କ ଶିବ ବିବାହ ତଥା ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଅନୁଷ୍ଠିତ ୪ଦିନ ବ୍ୟାପି ବିଶ୍ୱଶାନ୍ତି…
Read More...

ମାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠର ମେଧାବୀ ଛାତ୍ରୀ ଫୈଜିନ୍ କମଲ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆଠଗଡ ବିକାଶ ମଞ୍ଚର…
Read More...

ଦୂରାରୋଗୀଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ

ଚୌଦ୍ୱାର :  ଅଂଚଳର ଦୂରାରୋଗୀ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ ଏବଂ ଅବସର ଗ୍ରହଣ କରିଥିବା ଚୌଦ୍ୱାର ପୌର ପାଳିକାର କର୍ମଚାରୀ ମାନଙ୍କୁ ବକେୟା ପେନସନ୍ ଓ ଗ୍ରାଚୁଇଟି ପ୍ରଦାନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇ…
Read More...

ଆଠଗଡରେ କାଳବୈଶାଖୀର ତାଣ୍ଡବ

ଆଠଗଡ : ଆଠଗଡ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ପ୍ରଵଳ ଘଡଘଡି ସହ ବର୍ଷା ଓ ପଵନ ହେବା ଫଳରେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ-ମୁଣ୍ଡଳୀ ରାସ୍ତାର ରାଜନଗର ଛକଠାରେ…
Read More...

ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼

ଆଠଗଡ : ଶୀତଳଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମା ମାଡ ଭଳି ଅଭାବନୀୟ ଘଟଣା ମେଘା ଗ୍ରମରେ ଘଟିଥିବା ଜଣାପଡିଛି ।  ଆଠଗଡ ଥାନା ଅନ୍ତର୍ଗତ ମେଘା ଗ୍ରାମରେ ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଶୋଭାଯାତ୍ରା…
Read More...

ବନ୍ଧାପଥର କଲ୍ୟାଣମଣ୍ଡପ ଅର୍ଥ ଆତ୍ମସାତ ମାମଲା, ଦୁର୍ନୀତି ନିବାରଣ ବିଭାଗର ମାମଲା ରୁଜୁ

ହରଭଙ୍ଗା : ହରଭଙ୍ଗା ବ୍ଲକ ବନ୍ଧାପଥର କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାର ଭିଜିଲାନ୍ସ ତଦନ୍ତ ହେବ । ଏ ନେଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମିସକେଶ ଦାୟର କରାଯାଇ ଦୁର୍ନୀତିର…
Read More...

ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ତାଲିମ ଶିବିର

ଆଠଗଡ :  ଆଠଗଡ଼ ଵ୍ଲକ ସଭାଗୃହରେ ଗୁରୁବାର ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ ଏନ୍ଏସି, ଵ୍ଲକ ଓ ଟାଙ୍ଗୀ-ଚୌଦ୍ଵାର ବ୍ଲକର ବିଭିନ୍ନ ଵୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କ ଦୁଇ ଅଧିବେଶନ ବିଶିଷ୍ଟ ତାଲିମ…
Read More...

ଟି-ସେତୁରୁ ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଡ଼ମ୍ବା :  ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଜଣେ ଯୁବକ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବକ ଜଣଙ୍କ ହେଲେ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଅଂଚଳର ଏବଂ ତାଙ୍କ ବାପା…
Read More...

ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ୩୦ ଯାତ୍ରୀଙ୍କ ଜୀବନ

ଲକ୍ଷ୍ମୀପୁର/ଦାମନଯୋଡି/କାକିରିଗୁମ୍ମା : କୋରାପୁଟ ଜିଲା ଜୟପୁରରୁ ବଡ଼ମ୍ବା ନରସିଂହପୁରକୁ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ କାକିରିଗୁମା ଥାନା ମରିଚମାଳ ନିକଟ ନାଳ କଡ଼କୁ ଓଲଟି ପଡିଛି । ତେବେ…
Read More...

ବୁରୁବୁଡା ଶିବ ମନ୍ଦିରରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଚୟନ ହୋଇଥିବା ମହାଦେବଙ୍କ ପିତାମାତା ଭାବେ ଟଭାପଦର…
Read More...

ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଧୁମ୍‌‌ଧାମରେ ସଂପନ୍ନ

ପିପିଲି : ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ବୁଧବାର ସଂନ୍ଧ୍ୟାରେ ଧୁମ୍‌‌ଧାମରେ ସଂପନ୍ନ ହୋଇଛି । ଗୁରୁବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଶୀତଳଷଷ୍ଠୀ…
Read More...

ଟିକ୍ରାପଡା ଦେଓଗାଁ ଯୁବକଙ୍କୁ ହତ୍ୟା ଘଟଣା,୨ ଅଭିଯୁକ୍ତ ଅଦାଲତ ଚାଲାଣ

ସଇଁନ୍ତଲା : ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠି କେନ୍ଦ୍ର ନିକଟରେ ଗତ ୨୧ ତାରିଖ ବିଳମ୍ବିତ ରାତ୍ରୀରେ ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଓଗାଁ ଗ୍ରାମର ବୁଦ୍ଧଦେବ…
Read More...

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନକୁ ୫-ଟିରେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଡେସ୍କ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…
Read More...

ବଜ୍ରପାତରେ ୩୦ରୁ ଉର୍ଦ୍ଧ୍ଵ  ଛେଳି ମୃତ, ଜଗୁଆଳି ଗୁରୁତର

ପାତ୍ରପୁର: ତ୍ରପୁର ବ୍ଳକ ତୁରୁବୁଡ଼ି ପଂଚାୟତ କୃଷ୍ଣପୁର ବାହୁଦା ନଦୀ ପାର୍ଶ୍ଵରେ ଏକ ଛେଳି ଗୋଠ ନିକଟରେ ବଜ୍ରପାତ ଘଟି ୩୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଳି ଜଗୁଆଳି (ଛେଳି ଆଳ) ଗୁରୁତର ହୋଇଥିବା…
Read More...

ସଦର ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ

କେନ୍ଦୁଝରଗଡ଼ : କେନ୍ଦୁଝର ସଦର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର କାର୍ଯ୍ୟାଳୟ ସଭା ଗୃହରେ ଚତୁର୍ଥ ଅଧିବେଶନ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଯୋଜନାରେ ଆସୁଥିବା…
Read More...

ନରଣପୁରରେ ଶିବ-ପାର୍ବତୀ ବିବାହତ୍ସୋବ ଓ ଶୀତଳ ଷଷ୍ଠୀ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ନରଣପୁରରେ ଅଷ୍ଟମ ବାର୍ଷିକୀ ଶିବ-ପାବର୍ତୀ ବିବାହତ୍ସୋବ ଓ ଶୀଳତ ଷଷ୍ଠୀ ଯାତ୍ରା ବୁଧବାର ଧୁମ୍‌‌ଧାମରେ ପାଳିତ ହୋଇଯାଇଛି । ସକାଳ ୯ ଘଟିକାରେ ଘଡଘଡିସ୍ଥିତ ଶ୍ରୀ ଶ୍ରୀ…
Read More...

୨୭ ଓ ୨୮ରେ କେନ୍ଦୁଝରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ

କେନ୍ଦୁଝରଗଡ :  ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ନିର୍ବାଚନ ଚଳିତ ମାସ ୨୭ ଓ ୨୮ ତାରିଖ ୨ଦିନ ଧରି କେନ୍ଦୁଝର ଠାରେ ଅନୁଷ୍ଠିତ ହେବ। କାଳୀପଡିଆ ଠାରେ ଅନୁଷ୍ଠିତ…
Read More...

ଦୁର୍ଗମ କଣ୍ଡରା, କାଚପାଜୁ ଗାଁ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା : ଏବେ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ କାଢିହେଉନି । ଜିଲ୍ଲାରେ ଲାଗିରହିଥିବା ଗ୍ରୀଷ୍ମ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଠିକ୍ ଏଇ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ହରଭଙ୍ଗା ବ୍ଲକର…
Read More...

ଏପିଜେ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ଧାମରା : ଧାମରା ନିକଟସ୍ଥ ଚରଦିଆ ଠାରେ ଥିବା ଏପିଜେ ଶିକ୍ଷା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଗ୍ରାମାଞ୍ଚଳରେ କଳା ଓ ଶିକ୍ଷାର ବିକାଶ ପାଇଁ ପ୍ରଥମ ଲାଗି ଚରଦିଆ ଅଂଚଳର ଶତାଧିକ ମେଧାବୀ…
Read More...

ଭାରତର ଫାର୍ମାସିଉଟିକାଲ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଉଦ୍ୟମ ହେଉଛି : ମାଣ୍ଡଭ୍ୟ

ଡେସ୍କ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଉଦ୍‌‌ବୋଧନ ଦେଇଛନ୍ତି। ବିଶ୍ୱସ୍ତରରେ ଦେଶର ଫାର୍ମାସିଉଟିକାଲ…
Read More...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ

ଡେସ୍କ : ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଶେଷ ତଥା ଚୂଡାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେଇଛନ୍ତି । ପରେ…
Read More...

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା : ଦଶମ ଶ୍ରେଣୀରେ ବର୍ଷ ଶେଷକୁ ବୋର୍ଡ ପରୀକ୍ଷା

ଡେସ୍କ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ହେଉଥିବା ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିବ। ପୂର୍ବ ପରି ଦଶମ ଶ୍ରେଣୀରେ ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ…
Read More...

ବିଶ୍ବ କଚ୍ଛପ ଦିବସ

ବିଶ୍ବସ୍ତରରେ ୩୦୦ରୁ ଅଧିକ ପ୍ରଜାତିର କଇଁଛ ଦେଖାଯାନ୍ତି। ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ପ୍ରାଣୀଙ୍କ ବଂଶବୃଦ୍ଧିରେ ସଙ୍କଟ ଉତ୍ପନ୍ନ ହେଉଛି। କଇଁଛକୁ ସୁରକ୍ଷା ଦେବାରେ ମନୁଷ୍ୟର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ।…
Read More...

ମହାଦେବ ବାବାଙ୍କ ପତରପେଁଡ଼ି ସମ୍ପନ୍ନ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବାସହ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର। ସୋମବାର ସନ୍ଧ୍ୟାରେ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବାଙ୍କ ସମେତ ବିଭିନ୍ନ ଶିବାଳୟରେ ପତରପେଁଡ଼ି ବା…
Read More...

ଫାଇନାଲ ସ୍ଥାନ ପାଇଁ ଆଜି ଗୁଜରାଟ-ଚେନ୍ନଇ ଲଢ଼େଇ

ଚେନ୍ନଇ : ଆଇପିଏଲ୍‌ର ୧୬ଶ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମୁକାବିଲା ବାକିଅଛି । ୬ଟି ଦଳ ବିଦାୟ ନେଇ ସାରିଛନ୍ତି। ଏବେ ଟ୍ରଫି ଦୌଡ଼ରେ ୪ଟି ଦଳ। ମଙ୍ଗଳବାର ଗତବର୍ଷର ଚମ୍ପିଆନ୍ ଗୁଜରାଟ…
Read More...

୧୩ ଜିଲା ମନ୍ତ୍ରୀଶୂନ୍ୟ

ଭୁବନେଶ୍ୱର : ନବୀନଙ୍କ ପଞ୍ଚମ ପାଳି ମନ୍ତ୍ରିମଣ୍ଡଳର ତୃତୀୟ ଥର ପାଇଁ ହୋଇଥିବା ଅଦଳବଦଳ ପ୍ରକ୍ରିୟା ପରେ ବି ରାଜ୍ୟର ପ୍ରାୟ ୧୩ଟି ଜିଲା ଏବେ ମନ୍ତ୍ରିପଦରୁ ବାଦ୍‌ ପଡ଼ିଛି। ଏସବୁ ଜିଲା ଭିତରେ ରହିଛି- ଗଜପତି,…
Read More...

ଚାଷୀଙ୍କୁ ୩ବର୍ଷ ମାଗଣା ଶସ୍ୟବୀମା

ଭୁବନେଶ୍ୱର : ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ହେବ। ରାଜ୍ୟ ସରକାର ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ। ରାଜ୍ୟ…
Read More...

ଚୀନ, ପାକିସ୍ତାନକୁ କଡ଼ା ଜବାବ

ଶ୍ରୀନଗର : ଅନେକ ବାଦବିବାଦ ମଧ୍ୟରେ ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ(ଟିଡବ୍ଲ୍ୟୁଜି)ର ବୈଠକ । ଜି-୨୦ର ଅଧ୍ୟକ୍ଷ ଭାରତ ଏହି ବୈଠକର ଆୟୋଜନ…
Read More...

ଦାନା ବାନ୍ଧୁଛି ବିରୋଧୀ ଏକତା

ନୂଆଦିଲ୍ଲୀ : ବିରୋଧୀ ଦଳଙ୍କୁ ଏକାଠି କରିବା ଉଦ୍ୟମ ଜୋର୍‌ ଧରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଏ…
Read More...

ମିଛଧରା, ନାର୍କୋ ପରୀକ୍ଷା ପାଇଁ ପ୍ରସ୍ତୁତ : ବଜରଙ୍ଗ

ନୂଆଦିଲ୍ଲୀ  : ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ ଦାବିରେ ଯନ୍ତରମନ୍ତରରେ ମଲ୍ଲଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ୩୦ ଦିନରେ ପହଞ୍ଚିଛି। ଯୌନ ଶୋଷଣ ଅଭିଯୋଗରେ ବ୍ରିଜଭୂଷଣଙ୍କୁ…
Read More...

ମଙ୍ଗଳବାର ରାଶିଫଳ (୨୩.୦୫.୨୦୨୩)

ମେଷ :  ଈଶ୍ବରଙ୍କ ଭକ୍ତି ଆପଣଙ୍କୁ ଶକ୍ତିସମ୍ପନ୍ନ କରିପାରେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବୃଷ : ସତ୍‌କର୍ମ ଆପଣଙ୍କ…
Read More...

୭୦୦ ମିଟର ପଛକୁ ଫେରିଲା ଟ୍ରେନ୍‌

ଚେରିଆନାଡ଼ : କେରଳର ଆଲ୍ଲାପୁଝା ଜିଲା ଅନ୍ତର୍ଗତ ଚେରିଆନାଡ଼ ରେଳ ଷ୍ଟେସନ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମାଭେଲିକାରା ଓ ଚେଙ୍ଗାନୁର ମଧ୍ୟସ୍ଥ ଚେରିଆନାଡ ଷ୍ଟେସନରେ ଟ୍ରେନ୍‌ରେ ଚଢ଼ିବାକୁ ଓ ଓହ୍ଲାଇବାକୁ…
Read More...

ପାଇପ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ସମ୍ବଲପୁର  : ସମ୍ବଲପୁର ଉପକଣ୍ଠସ୍ଥ ଗୁଣ୍ଡେରପୁରସ୍ଥିତ ଆରଡବ୍ଲ୍ୟୁଏସଏସର ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। କୌଣସି କାରଣରୁ ଉକ୍ତ ଗୋଦାମରେ ନିଆଁ ଲାଗିଥିଲା।…
Read More...

ଧନୁପାଲି ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗ

ସମ୍ବଲପୁର  : ସମ୍ବଲପୁରର ଧନୁପାଲି ସ୍ଥିତ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଓଡିଶା ଓ ପଶ୍ଚିମବଙ୍ଗରୁ ୧୯୮ ଜଣ ସ୍ୱୟଂ ସେବକ ଏହି ଦ୍ୱିତୀୟ…
Read More...

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୩ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ 

ଗୋପାଳପୁର : ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ସୋମବାର ତିନିଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ଏକକ…
Read More...

ଆଗାମୀ ସାଧାରଣ ନିର୍ବାଚନ ଶାସକ ଦଳ ପାଇଁ ହେବକି ଏସିଡ ଟେଷ୍ଟ !

କେନ୍ଦୁଝରଗଡ଼ :  ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶୂନ୍ୟ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରୁ ପ୍ରତିନିଧିତ୍ୱ ସୁଯୋଗ ମିଳିବ…
Read More...

ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ଚଢଉ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ପୁରାନିବସ୍ତି ମେନରୋଡ଼ ସ୍ଥିତ ମେସର୍ସ ଦିଲୀପ କୁମାର ଅଗ୍ରୱାଲଙ୍କ ବ୍ୟବସାୟ ପ୍ରତିଷ୍ଠାନ ତ୍ରିମୁର୍ତ୍ତି ଏଣ୍ଟର ପ୍ରାଇଜେସ ଓ ବଙ୍ଗମୁଣ୍ଡା ରାସ୍ତା ମଶାଣି ନିକଟ ଗୋଦାମରେ ଏକକାଳୀନ…
Read More...

ରେଙ୍ଗାଲିରେ ବ୍ଳକ୍ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି :  ରେଙ୍ଗାଲି ବ୍ଳକ୍ ପରିସରରେ ସୋମବାର  ଜିଲ୍ଲାପାଳଙ୍କ ବ୍ଳକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଜିଲ୍ଲାପଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲାପାଳ…
Read More...

ଜିଓ ନେଟୱର୍କ ବ୍ୟାହତ : ଉପଭୋକ୍ତା ହନ୍ତସନ୍ତ

 ତିଗିରିଆ :   ସୋମବାର ଦିନ ତିଗିରିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲାଏନ୍ସ ଜିଓର ଟେଲିକମ୍ ସେବା ଠପ ହୋଇ ଯାଇଥିଲା । ଫଳରେ ଜିଓ ବ୍ୟବହାରକାରୀ ଉପଭୋକ୍ତା ଦିନ ତମାମ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।…
Read More...

ସାଧୁ ସ୍ୱରୂପ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ :  ରାସରସିକପୁରସ୍ଥିତ ରାଧାରସିକ ଦେବ ମଠର ସାଧୁ ସ୍ୱର୍ଗତ ସ୍ୱରୂପ ମହାରାଜଙ୍କୁ ତାଙ୍କ ବିୟୋଗର ତ୍ରୟୋଦଶ ଦିନ (ସୋମବାର) ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାଧୁ ସ୍ୱରୂପ ମହାରାଜ ରାସରସିକପୁର ସାହିରେ ୧୯୪୭…
Read More...

ମିଶନ ଶକ୍ତିର ଲୋକସ୍‌‌ ମୋବାଇଲ ଆପ୍ଲିକେସନ ସଂପର୍କୀତ ତାଲିମ

ଆଠଗଡ :  ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ଲୋକସ୍‌‌ ମୋବାଇଲ ଆପ୍ଲିକେସନ ସଂପର୍କୀତ ଏକ ତାଲିିମ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୪ଜଣ ଗୋଷ୍ଠୀ ସହାୟିକା ଓ ୧୭ଜଣ…
Read More...

ଦାବି ପୂରଣ ନହେଲେ ଜୁନ୍‌‌ ୧ରୁ ସାମୁହିକ ଛୁଟି

ଆଠଗଡ : ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାଙ୍କର ଗ୍ରେଡ ପେ’ ବୃଦ୍ଧି ଦାବି ପୂରଣ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦରେ ସୋମବାରଠାରୁ ସମସ୍ତ ଅମଲା କଳାବ୍ୟାଜ୍‌‌ ପରିଧାନ…
Read More...

ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ପୁଲିସ ସୋମବାର ଅନନ୍ତପୁର ପଞ୍ଚାୟତର ମହାନଦୀ କୂଳରୁ ଏକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଙ୍କ ଘର ଭୂବନେଶ୍ୱର ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ। ଯୁବତୀଙ୍କ ନାମ…
Read More...

କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼

କଟକ : କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼ ସୋମବାର ରେଭେନ୍ସା କଲିଜିଏଟ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା…
Read More...

ଶପଥ ନେଲେ ୩ କ୍ୟାବିନେଟ୍‌ ମନ୍ତ୍ରୀ

ଡେସ୍କ : ବହୁ ପ୍ରତୀକ୍ଷିତ ରାଜ୍ୟ  ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ଶପଥ ଗ୍ରହଣ କରିଛନ୍ତି । ସୋମବାର…
Read More...

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ

ଜାତିସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମେ ୨୨ତାରିଖରେ ବିଶ୍ବସ୍ତରରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ। ପୃଥିବୀରେ ଲକ୍ଷାଧିକ ପ୍ରଜାତିର ପ୍ରାଣୀ, ଉଦ୍ଭିଦ ଅଛନ୍ତି। ବିବିଧତା ଥିବା ସତ୍ତ୍ବେ ପ୍ରକୃତିର…
Read More...

ନୂଆପଡ଼ାରେ ୫-ଟି ସଚିବଙ୍କ ପ୍ରକଳ୍ପ ସମୀକ୍ଷା

ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ନୂଆପଡ଼ା ଗସ୍ତରେ ଯାଇଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ନୂଆପଡ଼ା, ସିନାପାଲି, ଖରିଆର, ବୋଡେନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ…
Read More...

ରାଜା ରାମମୋହନ ରାୟ

ବ୍ରାହ୍ମସମାଜର ପ୍ରତିଷ୍ଠାତା ରାଜା ରାମମୋହନ ରାୟ ୧୭୭୨ ମେ ୨୨ରେ ବଙ୍ଗପ୍ରଦେଶର ରାଧାନଗରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ପାଠପଢ଼ାରେ ଆଗୁଆ ଥିବା ରାମମୋହନ ନିଜ ଆଗ୍ରହ ବଳରେ ମାତୃଭାଷା ସହିତ ସଂସ୍କୃତ, ପାର୍ସୀ,…
Read More...

ବିକ୍ରମ, ସୁଦାମ ଓ ସାରଦା ଶପଥ ନେବେ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ ଶପଥ ଗ୍ରହଣ କରିବେ…
Read More...

ଆଜିଠୁ କାଶ୍ମୀରରେ ଜି-୨୦ ବୈଠକ

ଶ୍ରୀନଗର : ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଡବ୍ଲ୍ୟୁଜି)ର ବୈଠକ। ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଏହି ବୈଠକର ଆୟୋଜନ କରିଛି। ଶ୍ରୀନଗରର…
Read More...

ଗ୍ରୀନ୍‌ଙ୍କ ଶତକ ; ଶେଷ ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ମୁମ୍ବଇ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ତା’ର ଶେଷ ମ୍ୟାଚ୍‌ରେ ଯାହା ଆବଶ୍ୟକ ଥିଲା; ମୁମ୍ବଇ ଇଣ୍ଡିଆନ୍‌ସ ତାହା କରିପାରିଛି । ରବିବାର ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ୮ ୱିକେଟରେ ସହଜ ବିଜୟ ହାସଲକରି ମୁମ୍ବଇ ପ୍ଲେଅଫ୍‌ରେ…
Read More...

କୋହଲିଙ୍କ ଶତକ ନିଷ୍ଫଳ ; ଗିଲ୍‌ଙ୍କ ଶତକ ଆର୍‌ସିବିକୁ ବିଦାକଲା

ବେଙ୍ଗାଲୁରୁ : ବିରାଟ କୋହଲି ଓ ଶୁବ୍‌ମାନ ଗିଲ୍‌ ଚଳିତ ଆଇପିଏଲ୍‌ରେ ଗୋଟିଏ ମ୍ୟାଚ୍‌ରେ ବ୍ୟକ୍ତିଗତ ୨ୟ ଶତକ ହାସଲ କରିଛନ୍ତି। ତେବେ କୋହଲିଙ୍କ ଅପରାଜିତ ଶତକ ନିଷ୍ଫଳ ହୋଇଥିବା ବେଳେ ଗିଲ୍‌ଙ୍କ ଅପରାଜିତ ଶତକ…
Read More...

ଜୁଲାଇରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ବହୁ ଆକାଙ୍‌କ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ଚଳାଇଛି। ୟୁ.ଆର୍‌. ରାଓ ଉପଗ୍ରହ କେନ୍ଦ୍ରରେ ଏହି ମହାକାଶ…
Read More...

ସୋମବାର ରାଶିଫଳ (୨୨.୦୫.୨୦୨୩)

ମେଷ :  କର୍ମ ତତ୍ପରତା ପ୍ରକାଶ ପାଇବ। ବନ୍ଧୁ ଦର୍ଶନ କରିପାରନ୍ତି। ବିଳାସବ୍ୟସନର ସୁଯୋଗ ଅଛି। ବିଭିନ୍ନ ସ୍ତରରୁ ଆଦର ସମ୍ମାନ ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଲାଭବାନ୍‌ ହେବେ। ବୃଷ : ମନ ପ୍ରସନ୍ନ…
Read More...

ଭୂତଳ ରାସ୍ତାରେ ବୁଡ଼ିଗଲା କାର୍‌ ; ଯନ୍ତ୍ରୀ ମୃତ

ବେଙ୍ଗାଲୁରୁ : ସ୍ଥାନୀୟ କେଆର ସର୍କଲସ୍ଥିତ ଏକ ଭୂତଳ ରାସ୍ତା (ଅଣ୍ଡରପାସ୍‌)ରେ ଏକ କାର୍‌ ବୁଡିଯିବାରୁ ସେଥିରେ ଥିବା ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଯନ୍ତ୍ରୀ ହେଉଛନ୍ତି ଭାନୁରେଖା। ସେ ଇନଫୋସିସ୍‌ରେ…
Read More...

ମୋଦୀଙ୍କ ପାଦ ଛୁଇଁଲେ ପାପୁଆ ନିୟୁ ଗିନିର ପ୍ରଧାନମନ୍ତ୍ରୀ

ପୋର୍ଟ ମୋର୍ସବାଏ : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପାପୁଆ ନିୟୁ ଗିନିରେ ପହଞ୍ଚିଛନ୍ତି। ପପୁଆ ନିୟୁ ଗିନିରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପପୁଆ ନିୟୁ ଗିନିର…
Read More...

ଦୁଇବର୍ଷ ପରେ ବି ତିଆରି ହେଇନି ପାଣି ଟାଙ୍କି, ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ

ଲାଞ୍ଜିଗଡ଼  : ପ୍ରତ୍ୟେକ ଗ୍ରାମରେ ସବୁ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ଓଭରହେଡ୍ ଟାଙ୍କି ନିର୍ମାଣ କରି ପାଇପ୍ ପାଣି ଯୋଗାଇ…
Read More...

ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାଟଣା :  କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ ସମିଣାବିଲା ପଞ୍ଚାୟତ ସାନ ମସିଣାବିଲା ଗ୍ରାମର ହାତୀବାରି ସାହିରେ ରବିବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବର୍ଷା ହୋଇଥିଲା । ପବନର‌ ବେଗ ଏତେ ଅଧିକ ରହିଥିଲା…
Read More...

କଣ୍ଟେନର ପଛରେ ଧକ୍କା ଦେଇ ୧୨ ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଚାଳକ ଆହତ

ପାଟଣା :  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ କଣ୍ଟେନର ପଛରେ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକ ଚାଳକ ଗାଡି…
Read More...

ସାପ କାମୁଡାରେ ମହିଳା ମୃତ

ରେଙ୍ଗାଲି :  ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା ଗ୍ରାମର ଅନୁପମା କୁଅଁର (୪୫) ନାମକ ଜନୈକ ମହିଳା ବାଡି ପଟେ ବାସନ ସଫା କରୁଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କୁ କାମୁଡି ଦେଇ ଥିଲେ। ପରିବାର ଲୋକେ  ତାଙ୍କୁ…
Read More...

ଗଛରୁ ପଡି ଯୁବକଙ୍କ ଗୋଡ ଭାଙ୍ଗିଲା

କଲମପୁର : କାଳ ହେଲା ଗଛ ଚଢି ଜାମୁକୋଳି ତୋଳିବା । ଗଛ ଡାଳ ଭାଙ୍ଗି ଯିବା ଯୋଗୁଁ ୧୦ ଫୁଟ ତଳକୁ ଖସି ପଡିଥିଲା ଯୁବକ । ଯାହା ଫଳରେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଛି । ରବିବାର ଇଛାପୁର ଠାରେ ଘଟିଛି ଏଭଳି ଏକ ଘଟଣା।…
Read More...

କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ ଗୃହ ନିର୍ମାଣରେ ଅନିଶ୍ଚିତତା

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ସ୍ୱାସ୍ଥ୍ୟ ଓ ପରିଚର୍ଯ୍ୟା କେନ୍ଦ୍ର କାର୍ଯ୍ୟାଳୟ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ…
Read More...

ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଦାଦନ ଶ୍ରମିକ ମୃତ

ପାତ୍ରପୁର :  ପାତ୍ରପୁର ବ୍ଳକ ବୁରାତାଲ ପଂଚାୟତ ବାତର ସାହି ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି କାରଖାନାରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ବାତରା ସାହି ଗ୍ରାମର କାମରାଜୁ ବଡ଼ ରଇତଙ୍କ…
Read More...

ଆଲୋଚନା ଓ ଅନୁଧ୍ୟାନରେ ଅଟକିଛି ତିଗିରିଆର ପ୍ରକୃତି ପର୍ଯ୍ୟଟନ ଓ ପ୍ରମୋଦ ଉଦ୍ୟାନ 

ତିଗିରିଆ : ତିଗିରିଆରେ ପ୍ରକୃତି ପର୍ଯଟନ ଏବଂ ପ୍ରମୋଦ ଉଦ୍ୟାନ ହେବ। ଗତବର୍ଷ ସରକାରୀ ସ୍ତରରେ ଏକଥା ଶୁଣିବାକୁ ମିଳିବା ପରେ ଅଞ୍ଚଳରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସଂଚାର ହୋଇଥିଲା। ତିଗିରିଆ ନିଜିଗଡ ପ୍ରସନ୍ନମଣିଙ୍କ…
Read More...

୪ ବାଲି ବୋଝେଇ ହାଇୱା ଜବତ, ୪ ଗିରଫ 

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ମହାନଦୀର ବିଭିନ୍ନ ବାଲି ଘାଟରୁ ବିନା ୱାଇ ପାସରେ ବାଲି ଚୋରାଚାଲାଣ ଚାଲିଥିବା ଖବରପାଇ ହରଭଙ୍ଗା ପୁଲିସ ପକ୍ଷରୁ ରବିବାର ଚଢଉ କରିଥିଲା। ସୁରୁଣ୍ଡି ନିକଟରୁ ପୁଲିସ ୫ ବାଲି…
Read More...

ଗଦାଧରପୁରରେ ବିହନ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ପାଟଣା :  ଓମ୍ ମା ତାରିଣୀ ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଢେଙ୍କିକୋଟ ତରଫରୁ ଚାଷୀ ମାନଙ୍କ ପାଇଁ ଏକ ବିହନ ବିକ୍ରୟ କେନ୍ଦ୍ର କମ୍ପାନୀର ଶାଖା କାର୍ଯ୍ୟାଳୟ ଗଦାଧରପୁର ଠାରେ ଆରମ୍ଭ କରାଯାଇଅଛି । ଆଗାମୀ ଖରିଫ…
Read More...

ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବିକ୍ରମ, ସୁଦାମ ଓ ସାରଦା

ଡେସ୍କ : ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆସନ୍ତାକାଲି ମନ୍ତ୍ରୀ ପଦ ପାଇଁ ୩ ବିଧାୟକ ଶପଥ ନେବେ।  ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ଏହି  ୩ ବିଧାୟକଙ୍କ ପାଖକୁ…
Read More...

ଦାବି ପୂରଣ ନହେବା ପ୍ରତିବାଦରେ ୨୨ରୁ କଳାବ୍ୟାଜ ପରିଧାନ କରିବେ ଅମଲା

ଆଠଗଡ :  ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଗତ ପ୍ରାୟ ୧୦ମାସ ହେଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାଙ୍କର ଗ୍ରେଡ୍‌‌ ପେ’ ବୃଦ୍ଧି ଦାବି ହୋଇଆସୁଛି । ତେବେ ରାଜ୍ୟ ସରକାର ସେମାନଙ୍କର ନ୍ୟାଯ୍ୟ…
Read More...