ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଖାତା ଖୋଲିପାରି ନାହିଁ। ନିର୍ବାଚନରେ ଆପ୍ ୨୮ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସମସ୍ତେ ପରାସ୍ତ ହୋଇଛନ୍ତି। ବେଙ୍ଗାଲୁରୁ ସହରାଞ୍ଚଳରେ ଆପ୍ ଏହିସବୁ ପ୍ରାର୍ଥୀ ଦେଇଥିଲା। ନିର୍ବାଚନ ପୂର୍ବରୁ ଆପ୍ ନେତା ତଥା ବେଙ୍ଗାଲୁରୁର ପୂର୍ବତନ ପୁଲିସ ଆୟୁକ୍ତ ଭାସ୍କର ରାୟ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ।
Popular Categories



