mission shakti banner

ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଦୁର୍ଘଟଣା : ଭିସୁଟର ଜଣେ ଛାତ୍ର ମୃତ, ଜଣେ ଆହତ

nua o banner

ବୁର୍ଲା : ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଗୁରୁତର ଉଭୟେ ବୁର୍ଲା ଭିସୁଟ ଛାତ୍ର ବୋଲି ଜଣାପଡିଛି। ଉଭୟେ ସମ୍ବଲପୁର ପଟରୁ ବୁର୍ଲା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ଜଣକ ଅଂଶିତ ମାଝି ହୋଇଥିବାବେଳେ ଗୁୁରୁତର ଜଣକ ମନିଶ କୁମାର ବୋଲି ଜଣାପଡିଛି ।

Comments are closed.