www.samajalive.in
Monday, December 15, 2025
27.1 C
Bhubaneswar

ଇ-ବାହନ : ଆଗରେ ମହାରାଷ୍ଟ୍ର

ପୁଣେ : ପ୍ରଦୂଷଣ ହ୍ରାସ ପାଇଁ ଇ-ବାହନ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ପାରମ୍ପରିକ ଇନ୍ଧନକୁ ସବୁଜ ଇନ୍ଧନର ବିକଳ୍ପ କରିବା ନିମନ୍ତେ ଦେଶବ୍ୟାପୀ ନାନା ପ୍ରକାର ପ୍ରୟାସ ଜାରୀ ରହିଛି । ଏହି କ୍ରମରେ ଦେଶର ଇ-ବାହନ କରାଯାଇଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କାରବାର ହେଉଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କ୍ରୟ ହେଊଥିବା ସୂଚନା ମିଳିଛି।
ଇଲେକଟ୍ରିକ୍ ଭେଇକିଲ ବା ଇ-ବାହନ ବିକ୍ରୀ କ୍ଷେତ୍ରରେ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତାମିଲନାଡ଼ୁ ତୃତୀୟ, ଗୁଜରାଟ ଚତୁର୍ଥ ଏବଂ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି । ବିଭିନ୍ନ ରାଜ୍ୟର ସରକାରଙ୍କ ପକ୍ଷରୁ ଇ-ବାହନ କିଣିବା ପାଇଁ ମଧ୍ୟ ପ୍ରେତ୍ସାହନ ଦିଆଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories