www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶା ସମେତ ୪ ରାଜ୍ୟରେ ବିଜେପିର ନୂଆ ସଭାପତି

ଡେସ୍କ : ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ବିଜେପି ପକ୍ଷରୁ ନୂଆ ସଭାପତି ନିଯୁକ୍ତ କରାଯାଇଛି । ଓଡ଼ିଶା, ରାଜସ୍ଥାନ, ବିହାର ଏବଂ ଦିଲ୍ଲୀରେ ନୂଆ ବିଜେପି ସଭାପତି ନିଯୁକ୍ତ କରାଯାଇଛି । ମନମୋହନ ସାମଲଙ୍କୁ ଓଡ଼ିଶା ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ବୀରେନ୍ଦ୍ର ସଚ୍ଚଦେବାଙ୍କୁ ଦିଲ୍ଲୀ ଓ ସି.ପି ଯୋଶୀଙ୍କୁ ରାଜସ୍ଥାନର ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି।  ସମ୍ରାଟ ଚୌଧୁରୀଙ୍କୁ ବିହାର ବିଜେପି ଦାୟିତ୍ବ ଦିଆଯାଇଛି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଦଳୀୟ ସାଙ୍ଗଠନିକ ସ୍ତରରେ ଏହି ସବୁ ପରବର୍ତ୍ତନ କରାଯାଇ ଦଳକୁ ସୁଦୃଢ କରାଯିବାକୁ ପ୍ରୟାସ କରାଯାଉଛି। 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories