ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ପଞ୍ଜାବ ଗସ୍ତ

କଟକ: ପଞ୍ଜାବର ମୋହାଲିରେ ଚଳିତ ମେ ୨୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ୧୧ତମ ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ପୁରୁଷ ଓ ମହିଳା ଦଳ ପଞ୍ଜାବ ଗସ୍ତ କରିଛନ୍ତି।…
Read More...

ନିର୍ବାଚନ ଗଣ୍ଡଗୋଳ: ରୁଜୁ ହେଲା ୨ ମାମଲା, ତଦନ୍ତ ଆରମ୍ଭ କଲା ପୁଲିସ

ଗୁରୁଡିଝାଟିଆ: ଗତ ଦୁଇଦିନ ତଳେ ନିର୍ବାଚନ ସମୟରେ କୁମାରପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡାପଡିଆ ଠାରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ବିଜେପି ଓ ବିଜେଡିର କିଛି ସମର୍ଥକଙ୍କ ମଧ୍ୟରେ ଠେଲାପେଲା, ମାରପିଟ ସହ ଗଣ୍ଡଗୋଳ…
Read More...

ଗଞ୍ଜାମ ଜିଲା ବିଜେପି ସଭାପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ଭାଙ୍ଗି ଦେଲେ ହାତ

ଗଞ୍ଜାମ: ଗଞ୍ଜାମ ଜିଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୁବାସ ଓ…
Read More...

ବିଜେଡି ଶୋଭାଯାତ୍ରାରେ ମାଡ଼ିଗଲା ପୂର୍ବତନ ସରପଞ୍ଚଙ୍କ ଗାଡ଼ି: ଜଣଙ୍କ ଭାଙ୍ଗିଲା ଗୋଡ଼, ୪ ବାଇକ ଭାଙ୍ଗି ଚୁରମାର

ଯାଜପୁର: ଧର୍ମଶାଳା  ଓସାରାରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଆଜି ଧର୍ମଶାଳାରେ ବିଜେଡି…
Read More...

ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର-ଭିକେ ପାଣ୍ଡିଆନ

ବାସୁଦେବପୁର: ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଅନ୍ତର୍ବୁକ୍ତ ହୋଇପାରିବେ । ଅଛେଦିନ ପରିବର୍ତ୍ତେ ଦିନକୁ ଦିନ…
Read More...

ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡସ ରୋଲର ସ୍କେଟିଂରେ ଭାଗନେବ ଓଡ଼ିଶା ଦଳ

କଟକ : କର୍ଣ୍ଣାଟକର ବେଲଗାଓଁରେ ଚଳିତ ମେ ୨୮ରୁ ୩୧ ପର୍ଯ୍ୟନ୍ତ ଗିଜିନ୍‌ ବୁକ୍‌ ଅଫ ୱାର୍ଲ୍ଡ ରେକଡର୍ସ ରୋଲର ସ୍କେଟିଂ ରିଲେ ପ୍ରତିଯୋଗିତା ଆୟୋଜିତ ହେବ।ଏଥିରେ ଅଂଶଗ୍ରହଣ କରିବା ଲାଗି ୧୮ଜଣିଆ ଓଡ଼ିଶା ଦଳ ମନୋନୀତ…
Read More...

ବାଙ୍କୀ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତି ଗଣ୍ଡଗୋ, ୬ ଆହତ

ବାଙ୍କୀ: ବାଙ୍କୀ ବେଦପରୁ ଗାଁରେ ନିର୍ବାଚନ ପରବର୍ତ୍ତି ଗଣ୍ଡଗୋଳ ଘଟି ୬ଜଣ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟିରୁ ଚାପା ଉତ୍ତେଜନା ଲାଗି ରହିଛି। ଗାଁ ଲୋକେ ରାସ୍ତାରୋକ କରିଥିବାବେଳେ ଘଟଣାସ୍ଥଳରେ ବାଙ୍କୀ…
Read More...

ଘର ଭିତରେ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୁଲିସର ଛାନଭିନ ଆରମ୍ଭ

ସୋର: ଘର ଭତିରେ ସ୍ବାମୀସ୍ତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁରେ ଘର ଭିତରୁ ଉଭୟ ସ୍ବାମୀସ୍ତ୍ରୀଙ୍କ ମୃତ ମିଳିଛି। ଉଭୟ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ…
Read More...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହୁଛି।

ଭୁବନେଶ୍ବର: ବାତ୍ୟା ‘ରେମାଲ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ। ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁଲା। ପ୍ରାୟ ୪ ଘଣ୍ଟା ଧରି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିବ।…
Read More...

ଆଇପିଏଲ ୨୦୨୪: କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଚାମ୍ପିଅନ୍‌ ହୋଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ…
Read More...

ମାଟ୍ରିକ ପରୀକ୍ଷା: କନ୍ଧମାଳରେ ସଫଳତା ହାର ୯୬.୬, ସୂୟସ ସାମଲ ଜିଲା ଟପ୍ପର

ଫୁଲବାଣୀ/ଜି.ଉଦୟଗିରି:   ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପ୍ରକାଶିତ ଫଳାଫଳ ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମୋଟ ପାସହାର ୯୬. ୬ ପ୍ରତିଶତ ରହିଛି। ଚଳିତ ବର୍ଷ ଜିଲ୍ଲାର ୨୦୮ ଟି ହାଇସ୍କୁଲର ୧୦ ହଜାର ୬୯୨…
Read More...

ଅତାବିରା ବ୍ଲକରେ ମାଟ୍ରିକ ପାସ ହାର ୯୪.୬୯ ପ୍ରତିଶତ, ଶୁଭଙ୍କର ସାହୁ  ୯୭.୧୬ ପ୍ରତିଶତ ରଖି  ବରଗଡ଼ ଜିଲା ଟପ୍ପର

ରେଙ୍ଗାଲିକ୍ୟାମ୍ପ: ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍  ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।…
Read More...

ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ, ଭାଙ୍ଗିଲେ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଗାଡ଼ି

ନିମାପଡ଼ା: ଆଜି ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ ଦେଖିବାକୁ ମିଳିଛି। ବିଜେପି ସମର୍ଥକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏପରିକି କିଛି ବିଜେପି ସମର୍ଥକ…
Read More...

ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା, ଶ୍ରୀ ଗୁରୁକୁଳ ସଫଳତା ଦୋହରାଇଲା

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ମୋଟ ୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଦୀପାଞ୍ଜଳି ସାହୁ ୯୦.୫%…
Read More...

ସକାଳୁ ଉଠୁନି ବେଳାଭୂମିରୁ ଅଳିଆ, ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ

ଗୋପାଳପୁର: ଓଡ଼ିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସ୍ଥାନୀୟ ଏନଏସି ର ଗୋପାଳପୁର ପ୍ରତି ବିଭିନ୍ନ ସମୟରେ ଅନିଚ୍ଛାକୃତ କାର୍ଯ୍ୟକଳାପ ଯୋଗୁଁ ଏଠାକୁ…
Read More...

ରାତିରେ ଚୋରି ହେଉଛି ହ୍ବାଟ୍ସଆପ୍ ୟୁଜର୍ସଙ୍କ ଡାଟା, ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ରାତିରେ ହ୍ବାଟ୍ସଆପ ୟୁଜର୍ସଙ୍କ ଡାଟା ଚୋରି ହେଉଛି। ଏକ ଆଶ୍ବର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନ ଆଇଟି କମ୍ପାନୀଗୁଡିକ ପ୍ରାୟତଃ ସାମାଜିକ ଗଣମାଧ୍ୟମ ତଥ୍ୟକୁ ବିକ୍ରି କିମ୍ବା ବିଶ୍ଳେଷଣ କରୁଥିବା…
Read More...

ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା, ୮୫…
Read More...

ପ୍ରକାଶ ପାଇଲା ମାଟ୍ରିକ୍‌‌ ପରୀକ୍ଷାଫଳ, କେନ୍ଦୁଝରରେ ପାସ୍‌‌ହାର ୯୪ ପ୍ରତିଶତ

କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୪ ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୪୭୭ ବିଦ୍ୟାଳୟର ୨୫୩୯୬ଜଣ ଛାତ୍ରଛାତ୍ରୀ…
Read More...

ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ ନ କରନ୍ତୁ, ଗୁଣୁପୁର ପୋଲିସର ଏକ ଭିନ୍ନ ପ୍ରୟାସ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୋଲିସର ମହାନତା ଦେଖିବାକୁ ମିଳିଛି । ରକ୍ତ ଅଭାବରୁ କାହାର ଯେମିତି ମୃତ୍ୟୁ  ନ ଘଟୁ, ସେଥି ପ୍ରତି ଦୃଷ୍ଟି ଦେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି ଗୁଣୁପୁର ଆଦର୍ଶ ଥାନା। ରାୟଗଡା…
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ନିକଟସ୍ଥ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ…
Read More...

ପ୍ରବଳ ଗରମରୁ ପୁଲିଂ ଅଧିକାରୀ ଚେତା ଶୂନ୍ୟ, ଡାକ୍ତରଖାନାରେ ଭର୍ତ୍ତି

ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମଙ୍ଗଳପୁର ବୁଥରେ ଆଜି ଭୋଟ ଗ୍ରହଣ ସରିବା ପରେ ଅଧିକାରୀମାନେ ଗ୍ରହଣ କରାଯାଇଥିବା ଭୋଟ ତଦାରଖ କରିବା ପାଇଁ ଗୃହର ଝରକା କବାଟ ବନ୍ଦ କରି କାମ କରୁଥିଲେ। ଏହି ସମୟରେ  ଜଣେ…
Read More...

ଭୀଷଣ ବାତ୍ୟାର ରୂପ ନେବ ‘ରେମାଲ’: ସାଗର ଦ୍ବୀପ ଓ ଖେପୁପରାରେ ଛୁଇଁବ ସ୍ଥଳଭାଗ, ଓଡ଼ିଶାର ୪ ଜିଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ…
Read More...

ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ଅପରାଧ ରୋକିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ବର : ଅନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇସିବିଏ) ସମ୍ମିଳନୀରେ ବିଶିଷ୍ଟ ସମବାୟବିତ୍‍ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଛନ୍ତି। ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ ଏବଂ ଓଡ଼ିଶା ରାଜ୍ୟ…
Read More...

ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ

ବୌଦ୍ଧ: ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡାରେ ବିଦୁତ୍ ତାର ଲାଗି ଜଣଙ୍କ ମୃତ୍ୟୁ  ହୋଇଛି। ଝାଙ୍କରପଡ଼ା ଗ୍ରାମର ଶମ୍ଭୁ ମହାଳିକ ଦିନ ଦିପହରେ କାମ ଧାମ ସାରି ନିଜ ଘର ପଛ ପାଖରେ କୁଅ ନିକଟକୁ ଯାଇ ବାରିରେ…
Read More...

ମରଣଯନ୍ତ୍ରା ପାଲଟିଛି ଲଡୁଗାଁ-ବାନେର ରାସ୍ତା

ଲଡୁଗାଁ: ସ୍ଵାଧୀନତା ପରଠୁ ଲଡୁଗାଁ -ବାନେର ରାସ୍ତା ନିର୍ମାଣ ହେଉନଥିବାରୁ ଏହା ମରଣଯନ୍ତା ପାଲଟିଛି ।  ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି…
Read More...

ମହିଳା ପୋଲିଂ ଅଧିକାରୀଙ୍କ ମୃତ୍ୟୁ

କଟକ: ହାଡ଼ିବନ୍ଧୁ ସ୍କୁଲ ୧୩୪ ବୁଥର ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ନିର୍ବାଚନ ଡ୍ୟୁଟି ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ପୋଲିଂ ଅଫିସର ସୁଜାତା ମିତ୍ର। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏସସିବି ମେଡ଼ିକାଲ…
Read More...

ଗେମିଂ ଜୋନରେ ନିଆଁ, ୨୦ ମୃତ

ରାଜକୋଟ: ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ ଲାଗିଯିବାରୁ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଥିବା ଜଣାପଡ଼ିଛି। ନିଆଁଲାଗିଥିବା ଗେମିଂ ଜୋନରେ ବହୁ ଲୋକ ଫସି ରହିଥିବା ସୂଚନା…
Read More...

ଇଭିଏମ ଟାମ୍ପରିଂ ଅଭିଯୋଗ

ବ୍ରହ୍ମଗିରି: ଇଭିଏମ ଟାମ୍ପରିଂ ଅଭିଯୋଗ କଲେ ବିଜେପି ଏଜେଣ୍ଟ। କୁସୁବେଣ୍ଟି ସୁଆସବଙ୍ଗଳା ଗାଁର ୧୨୧ ନମ୍ବର ବୁଥରେ ଟାମ୍ପରିଂ ଅଭିଯୋଗ। ଟାମ୍ପରିଂ ଅଭିଯୋଗ କରି ଦସ୍ତଖତ କରୁ ନଥିବାରୁ ସିଲ ହୋଇପାରୁନି ଇଭିଏମ ମେସିନ।
Read More...

ମେ’ମାସରେ ତାତି ଛୁଇଁଲା ୫୦ ଡିଗ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେହିପରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ପାରଦ ଅଧିକ ରହୁଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମେ’ମାସରେ…
Read More...

ଥାନା ଘେରିଲେ ଗ୍ରାମବାସୀ

ବାରିପଦା: ମୟୁରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ଥାନା ପୁଲିସର ବିରୋଧରେ ଆନ୍ଦୋଳନ କଲେ ଗ୍ରାମବାସୀ। ବଡ଼ସାହି ଥାନା ଘେରିଲେ ଶତାଧିକ ଗ୍ରାମବାସୀ। ନାବାଳିକା ନିଖୋଜର ମାସକ ପରେ ବି ପୁଲିସ ଚୁପ ରହିଥିବା ଅଭିଯୋଗ…
Read More...

ପ୍ରବଳ ବର୍ଷା ନେଇ ସତର୍କତା, ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗଭୀର ଅବପାତ ଦେଖାଦେଇଛି। ଏହାର ପ୍ରଭାବରେ ଆଜି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷିବ। ସେହିପରି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ…
Read More...

ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଶୋକସଭା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ…
Read More...

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ମତଦାନ ସୂଚନା

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୫୯.୬୦% ମତଦାନ ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ୬ଟି ଲୋକସଭା ଆସନ ସମେତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ…
Read More...

ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ବାରଣ, ଅସନ୍ତୋଷ ବ୍ୟକ୍ତ କଲେ ଭୋଟର

ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ନେବାକୁ ବାରଣ କରାଯାଇଥିଲା। ଏହାକୁ ନେଇ ଭୋଟରମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମୋବାଇଲ ନ…
Read More...

ଆତ୍ମଘାତୀ ବିସ୍ଫୋରଣରେ ୫ ଚୀନ ନାଗରିକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨୧.୪ କୋଟି ଦେବ ପାକିସ୍ତାନ

ଇସଲାମାବାଦ: ଚଳିତବର୍ଷ ମାର୍ଚ୍ଚରେ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖ୍ବା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟି ୫ ଜଣ ଚୀନ୍‌ ନାଗରିକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨.୫୮…
Read More...

ଗୁରୁଡିଝାଟିଆ ଅଞ୍ଚଳରେ ୭୦ ବୁଥ, ୧୮ ଉତ୍ତେଜନା ପ୍ରବଣ

ଗୁରୁଡିଝାଟିଆ : ଗଣତନ୍ତ୍ରର ମହାପର୍ବ ନିର୍ବାଚନ ରାତି ପାହିଲେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ୭୦ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଛି। ସମସ୍ତ ଭୋଟଗ୍ରହଣ କେନ୍ଦ୍ରକୁ ପୋଲିଂ ଦଳ…
Read More...

ପାଟଣା ଓ ସାହାରପଡା ରେ ୧୮ ଟି ଆଦର୍ଶ ବୁଥ

ପାଟଣା : ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ୯ଟି ଲେଖାଏଁ ମୋଟ ୧୮ ଟି ଆଦର୍ଶ ବୁଥ ବା ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପାଟଣା ବ୍ଲକ ମୁଖ୍ୟାଳୟ ଜି. ଏନ ଉଚ୍ଚ ବିଦ୍ୟାଳୟରେ ଗୋଟିଏ ସଖୀ ବୁଥ ସ୍ଥାପନ କରାଯାଇଥିବା…
Read More...

ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ, ବୁଥରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଆଠଗଡ: ରାଜ୍ୟରେ ୩ୟ ପର୍ଯ୍ୟାୟରେ ମେ ୨୫(ଶନିବାର) ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ବୁଥ ଗୁଡିକରେ ନିର୍ବାଚନ କର୍ମଚାରୀ ପହଞ୍ଚି ସାରିଛନ୍ତି। ଆଠଗଡ ଗୋପବନ୍ଧୁ…
Read More...

ଆଠଗଡ, ତରଡିଙ୍ଗ ଓ ସଠିଲୋରେ ପୁଲିସର ଫ୍ଲାଗମାର୍ଚ୍ଚ

ଆଠଗଡ:  ଆଠଗଡ ନିର୍ବାଚନ ମଣ୍ଡଳିରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଗୁରୁବାର ରାତିରେ ତରଡିଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୨ଜଣ ଗୁରୁତର ଆହତ ହେବା ଘଟଣାକୁ ଜିଲା ପୁଲିସ ଗୁରୁତର ସହିତ ନେଇଛି।…
Read More...

ତରଡିଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଆଠଗଡ: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗୁରୁବାର ରାତିରେ ତରଡିଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟି ବିଜେପି ସମର୍ଥକଙ୍କ ଆକ୍ରମଣରେ ୨ଜଣ ବିଜେଡି ସମର୍ଥକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ସଂଯୁକ୍ତା ମଲ୍ଲିକଙ୍କ…
Read More...

ନୟାଗଡ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡରେ ହାତୀଗଣନା ଆରମ୍ଭ, ମାଧପୁରରେ ଗୋଟିଏ ହାତୀ ପଲ୍ଲ ଚିହ୍ନଟ

ହରଭଙ୍ଗା: ନୟାଗଡ ମହାନଦୀ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ସମସ୍ତ ରେଞରେ ଶୁକ୍ରବାର ହାତୀଗଣନା ଶେଷ ହୋଇଛି।ହାତିଗଣନା ପାଇଁ ବିଭିନ୍ନ ରେଞର ହାତୀ ଚଲାପଥ ଅଂଚଳରେ ମଚାଂ ତିଆରି କରାଯାଇଥିଲା। ନୟାଗଡ…
Read More...

ବିକାଶର ଆଢୁଆଳରେ ଘିଙ୍ଗିରାସାହି ଗାଁ, ଭୋଟ ବର୍ଜନ ପାଇଁ ଚେତାବନୀ

ବୌଦ୍ଧ :  ରହିବା ପାଇଁ ଘରଖଣ୍ଡେ ନାହିଁ, ଦୁଇବେଳା ଖାଇବାକୁ ବି ମିଳୁନାହିଁ।ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି।  ଭାଗ୍ୟକୁ ଆଦରି ଜରି ପାଲ ଟଣା ଭଙ୍ଗା ଦଦରା ଘରେ…
Read More...

ସରପଞ୍ଚଙ୍କ ଗାଡ଼ିରୁ ମିଳିଲା ୫ଲକ୍ଷ ଟଙ୍କା, ଜବତ କଲା ପୁଲିସ

କେଶଦୁରାପାଳ: ଘସିପୁରା ନିର୍ବାଚନ ମଣ୍ଡଳୀରେ ରାମଚନ୍ଦ୍ରପୁର ସରପଞ୍ଚଙ୍କଙ୍କ ଗାଡ଼ିକୁ ପୁଲିସ ଯାଞ୍ଚ କରିଥିଲେ। ତାଙ୍କ ଗାଡ଼ିରୁ ୫ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା କେଉଁଠାରୁ ଆଣିଲେ ଏବଂ କେଉଁଠାକୁ ନେଉଛନ୍ତି…
Read More...

ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ପରିଷଦର ବାର୍ଷିକ ଉତ୍ସବ

ସିମୁଳିଆ: ଆଧ୍ୟାତ୍ମିକ ଓ ଚେତନା ପରିଷଦ କଳସପୁରର ପବିତ୍ରଚନ୍ଦନ ପୂର୍ଣ୍ଣିମା ଅବସରରେ ବାର୍ଷିକ ଉତ୍ସବ ପାଳନ ମହା ଆଡମ୍ବରେ ପାଳନ କରାଯାଇଛି। ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିବା ସହିତ ଲୋକମାନଙ୍କ ମଧ୍ୟରେ…
Read More...

ଆସନ୍ତକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରେ ଆସନ୍ତାକାଲି ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଆଜି ଦ୍ୱିତୀୟ ଦିନରେ ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର…
Read More...

ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ୨୫ ତାରିଖରେ ଛଅଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଅଳ୍ପ କେତୋଟି ଅଞ୍ଚଳରୁ ରାଜନୈତିକ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୦, ୫୫୧ ବୁଥ ପାଇଁ ୩୫ ହଜାର ପୁଲିସ ମୁତୟନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ପୁଲିସ ବ୍ୟବସ୍ଥା ନେଇ ପୁଲିସ ମହାନିର୍ଦେଶକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୫ ହଜାର ପୁଲିସ ବ୍ୟବସ୍ଥା…
Read More...

ଥାନାଧିକାରୀ ଓ ଅବକାରୀ ଷ୍ଟେସନ୍ ଅଧିକାରୀଙ୍କ ବଦଳି ନିର୍ଦେଶ

ଭୁବନେଶ୍ୱର :  ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସମୟରେ ବରଗଡ଼ ଜିଲା ସରସରା ଗ୍ରାମଠାରେ ହୋଇଥିବା ଏକ ଅଭାବନୀୟ ହତ୍ୟାକାଣ୍ଡର ତଦନ୍ତ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ…
Read More...

ଦୁଷ୍କର୍ମ: ସରପଞ୍ଚଙ୍କ ସ୍ବାମୀ ଗିରଫ

ପୋଲସରା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ ହୋଇଛନ୍ତି। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀଙ୍କୁ ପୁରୁଷୋତ୍ତମପୁର ପୁଲିସ ଗିରଫ କରିଛି। ନାବାଳିକାକୁ ଦୁଷ୍କର୍ମ ପରେ…
Read More...

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ମନ୍ତବ୍ୟ ରଖିଥିବା ବିଜେପିକୁ ଜବାବ ଦେଇ ଗଣମାଧ୍ୟମକୁ କହିଛନ୍ତି ଯେ ମିଛ କହିବାର ଗୋଟିଏ ସୀମା ଥାଏ। ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ…
Read More...

ଓଡ଼ିଶାରେ ବାତ୍ୟା ପ୍ରଭାବ: ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲାପାଳଙ୍କୁ ରହିବାକୁ ଏସଆରସିଙ୍କ…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ…
Read More...

ପିପିଲିରେ ମତଦାନ କରିବେ ୨ଲକ୍ଷ ୩୭ ହଜାର ୯୬୨ ଭୋଟର, ସମ୍ବେଦନଶୀଳ ମତଦାନ କେନ୍ଦ୍ରକୁ ଜଗିବେ ଅର୍ଦ୍ଧ ସାମରିକ ବାହିନୀ

ପିପିଲି :ପିପିଲି ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ସମସ୍ତ ୨୭୪ଟି ମତଦାନ କେନ୍ଦ୍ରରେ ପୁଲିଂ ଷ୍ଟାଫ…
Read More...

ବୁଧବାର ଦେଶରେ ବିଜୁଳି ଶକ୍ତି ବ୍ୟବହାର ସର୍ବାଧିକ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ତାପମାତ୍ରା ପ୍ରାୟ ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ…
Read More...

କାମ୍ୟା ସର୍ବକନିଷ୍ଠ ଭାରତୀୟ ଏଭରେଷ୍ଟ ଆରୋହୀ

ମୁମ୍ବଇ: ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ମୁମ୍ବଇର କାମ୍ୟା କାର୍ତ୍ତିକେୟନ ଭାରତର ସର୍ବକନିଷ୍ଠ ପର୍ବତାରୋହୀଭାବେ ମାନ୍ୟତାଲାଭ କରିଛନ୍ତି। ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିବାରେ ୧୬ ବର୍ଷୀୟା…
Read More...

ଭଙ୍ଗାକୁଡିଆରେ ବିତୁଛି ଜୀବନ, ଗରିବଙ୍କ ପାଇଁ ପକ୍କାଘର ସ୍ୱପ୍ନ

ହରଭଙ୍ଗା: ସରକାର ଗରିବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ୱେ ଅନେକ ଗରିବ ପରିବାର ପାଖରେ ସରକାରଙ୍କ ଜନହିତକର ଯୋଜନା ପଂହଚିପାରୁନଥିବା ଚିତ୍ର ବାରମ୍ବାର ସାମନାକୁ…
Read More...

ବୌଦ୍ଧରେ ଜିଲା ସ୍ଥରୀୟ ବୁଦ୍ଧ ଜୟନ୍ତୀ

ବୌଦ୍ଧ : ବୌଦ୍ଧ ମହାନଦୀ ଆରତୀ ଘାତରେ ଜିଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ଉତ୍ସବ ସହିତ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଚିତ୍ତ ରଞ୍ଜନ ଦାଶ, ଯୁଗଳ କିଶୋର,…
Read More...

କଣ୍ଟାମାଳ ବିଧାନସଭା କ୍ଷେତ୍ର ବୁଥ ନଂ ୨୬ ଓ ୨୮ରେ ପୁନଃମତଦାନ

ଭୁବନେଶ୍ବର: ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୁଥ ନମ୍ବର ୨୬ ଓ ବୁଥ ନମ୍ବର ୨୮ରେ ପୁନଃମତଦାନ ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ…
Read More...

କେଳାକଟା ଭୀମ ପାହାଡ଼ରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ :  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କେଳାକଟା ଭୀମ ପାହାଡ଼ ଠାରେ ଭଗବାନ ତଥାଗତ ଗୌତମ ବୁଦ୍ଧ ଶାନ୍ତି ପରିଷଦ ତରଫରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ପରିଷଦର ସମ୍ପାଦକ ନିର୍ଗୁଣ ମହାକୁଡ଼ଙ୍କ…
Read More...

ବଳାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ

ବୌଦ୍ଧ:  ବୌଦ୍ଧ ସଦର ବ୍ଲକ ବିଶ୍ୱ ପ୍ରସିଦ୍ଧ ସନ୍ଥ କବି ଭୀମ ଭୋଇଙ୍କ ଜ୍ଞାନ ପୀଠ ଐତିହାସିକ ମହୁଲ ମୂଳ ବଳାସିଙ୍ଗା ମହିମା ଆଶ୍ରମ ଠାରେ ମହିମା ବିକାଶ ପରିଷଦ ବଳାସିଙ୍ଗା ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ…
Read More...

ଓଡିଶା ଓ ଆସାମ ମଧ୍ୟରେ ଉତ୍ତମ ସମ୍ପର୍କର ଏକ ସେତୁ ବେଜବରୁଆ

ସମ୍ବଲପୁର : ସମ୍ବଲପୁର କୁ ଏକ ଦିବସୀୟ ଗସ୍ତରେ ଗୁରୁବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ବେଜବରୁଆ ଭବନ ପରିଦର୍ଶନ…
Read More...

ଦୋସିଙ୍ଗା ପଞ୍ଚାୟତବାସୀଙ୍କ ଚେତାବନୀ, ରାସ୍ତା ନାହିଁ ତ ଭୋଟ ନାହିଁ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଞ୍ଚାୟତରେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେବା ସହ ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ବାସୁଦେବପୁର ଧାମରା ରୋଡରୁ ନରସିଂହ…
Read More...

ସଦର କଂଗ୍ରେସ ବିଧାୟିକା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ସ୍ୱାମୀ ସୁବର୍ଣ୍ଣ

କେନ୍ଦୁଝରଗଡ଼ : ଚଳିତ ନିର୍ବାଚନରେ କେନ୍ଦୁଝର ସଦର ବିଧାନସଭା ଆସନରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେଥିମଧ୍ୟରୁ ୫ଜଣ ମହିଳା ପ୍ରତିଦ୍ୱନ୍ଦିତା କରୁଛନ୍ତି। ଶାସକ ବିଜେଡି କେନ୍ଦୁଝରର ପୂର୍ବତନ…
Read More...

ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ, ଏଥର ରାଜ୍ୟରେ ବିଜେପି ସରକାର-ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର: ସମ୍ବଲପୁର ଠାରେ ଚଳିତ ବର୍ଷର ସାଧାରଣ ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ନେତାମାନେ ଆସୁଥିବା ବେଳେ ପ୍ରଚାର ଶେଷ ଦିବସରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଗୁରୁବାର ଏଠାକୁ ଆସିଥିଲେ।…
Read More...

୧୬୫୬ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ୧୭କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ

କେନ୍ଦୁଝରଗଡ଼: କେନ୍ଦୁଝରର ଏକମାତ୍ର ଲୋକସଭା ଏବଂ ୬ ବିଧାନସଭା ଆସନ ପାଇଁ ମଙ୍ଗଳବାର ଜିଲାର ୧୬୫୬ ବୁଥରେ ପୋଲିଂ ପାର୍ଟି ପହଞ୍ଚିଛନ୍ତି। ପୋଲିଂପାର୍ଟି ନିୟୋଜିତ ପାଇଁ ମାଇନିଂସ୍କୁଲ କେନ୍ଦୁଝର, କନକମଞ୍ଜରୀ ମହିଳା…
Read More...

ସରିଲା ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ନେତାଙ୍କ ଅନ୍ଧାରିବିଜେ

କେନ୍ଦୁଝରଗଡ଼: ଆସନ୍ତା ୨୫ ତାରିଖ ଅନୁଷ୍ଠିତ ହେବାକୁଥିବା ଜିଲାର ଏକମାତ୍ର ଲୋକସଭା ଓ ୬ ବିଧାନସଭା ଆସନ ପାଇଁ ଗୁରୁବାର ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ବାଚନର ୪୮ଘଣ୍ଟା…
Read More...

ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଚନ୍ଦନ ଯାତ୍ରା ଆରମ୍ଭ, କଳସ ଶୋଭାଯାତ୍ରା

ଫୁଲବାଣୀ: ରିଙ୍ଗିପଡା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଲକ୍ଷ୍ମୀ ନୃସିଂହ ଠାକୁରଙ୍କର  ଜନ୍ମ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି। ଏହି ଅବସରରେ ୨୫ତମ ଚନ୍ଦନ ଯାତ୍ରା ଜିରିଙ୍ଗିପଡା ଲକ୍ଷ୍ମୀ ନୃସିଂହ ମନ୍ଦିର ଯାତ୍ରା…
Read More...

ଆଦିବାସୀ ମହିଳାଙ୍କ ନିଆରା ପରମ୍ପରା, ଝିଅ ଓ ଝିଆରୀଙ୍କୁ ଦିଅନ୍ତି ଚୁଡ଼ିସିନ୍ଦୁର ଉପହାର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଆଦିବାସୀଙ୍କ ମଧ୍ୟରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳୁଛି। ଝିଅ ଓ ଝିଆରୀ ତଥା ସେମାନଙ୍କ ପରିବାରର ମଙ୍ଗଳ କାମନା କରି ସେମାନଙ୍କୁ ଚୁଡି ଓ ସିନ୍ଦୁର ଉପହାର…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ମୃତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ

ମାଲକାନଗିରି: ଆଜି ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ ଅନ୍ତର୍ଗତ ବିଜାପୁର ଜିଲା ନାରାୟଣପୁର ସୀମାରେ ସୁରକ୍ଷାକର୍ମୀ ତଥା ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ…
Read More...

ଶାନ୍ତିଶୃଙ୍ଖଳାର ସହ ସରିଲା ନିର୍ବାଚନ ପ୍ରଚାର, ମତଦାନକୁ ଅପେକ୍ଷା

ପିପିଲି :ଇତିହାସ ରଚିଲା ପିପିଲି। ଦୀର୍ଘ ୫୦ବର୍ଷ ମଧ୍ୟରେ ବିନା କୌଣସି ଗଣ୍ଡଗୋଳରେ ପ୍ରଥମ ଥର ପାଇଁ ପିପିଲି ଭଳି ଏକ ସ୍ପର୍ଶକାତର ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଥିପାଇଁ…
Read More...

ବ୍ଲକ ସ୍ତରୀୟ କ୍ରିକେଟର ଟୁର୍ଣ୍ଣାମେଣ୍ଟ ଉଦଘାଟିତ,  ସୁପର ଓଭରରେ ଏବି ଇଲେଭେନ ବିଜୟୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଟିକିରା ଗ୍ରାମ ଠାରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚର ସୁପର ଓଭରରେ ଏବି ଇଲେଭେନ ଇରିପିପୁଟ …
Read More...

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

କଲମପୁର : ଗୁରୁବାର କଲମପୁର ମୁଖ୍ୟ ବଜାର ନିକଟରେ ଗୋଟିଏ ଅଜଣା ବାଇକ ଧକ୍କାରେ ଜଣେ ଆରୋହୀ ଗୁରୁତର ହେଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ କଲମପୁର ଗୋଷ୍ଠୀ…
Read More...

ଦହିହାଣ୍ଡି ଭଙ୍ଗା ସହ ଉଦଯାପିତ ହେଲା ଅଷ୍ଟ ପ୍ରହରୀ ନାମଯଜ୍ଞ

କଲମପୁର: ଗତ ଦୁଇ ଦିନ ଧରି ରାମ ନାମରେ ପ୍ରକମ୍ପିତ ହେଉଥିଲା ଗୁମାବାହାଲ। ସମସ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକଭାବ ଜାଗ୍ରତ ହୋଇଥିଲା। ମଙ୍ଗଳବାର ସଂଧ୍ୟାରେ ମୁଖ୍ୟ ପୂଜକ ପ୍ରସନ୍ନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ…
Read More...

ଦୋଷିଙ୍ଗାରେ ବିଜେଡିର ରୋଡ ଶୋ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ରେ ବିଜେଡି ପକ୍ଷରୁ ଏକ ରୋଡ ଶୋ ଅନୁଷ୍ଠିତ ହୋଇ ଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଦୋସିଙ୍ଗା ଠାରେ ପହଞ୍ଚିବା ପରେ ଦୋସିଙ୍ଗା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ସ୍ୱାଗତ…
Read More...

ବାତିଆପଡ଼ାରେ ମହୁଲ ଗଛ ପଡି ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ବୁଧବାର ଅପରାହ୍ଣ ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା।ବର୍ଷା ସାଙ୍ଗକୁ ପ୍ରବଳ…
Read More...

ଭିମସାରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବୁର୍ଲା: ବୁର୍ଲା ଭିମସାର ମେଡ଼ିକାଲ କଲେଜ ଫାର୍ମା କୋଲୋଜି ବିଭାଗରେ ରହିଥିବା କୋଭିଡ ଲ୍ୟାବ (ଏମଆରୟୁ) ବିଏସଏଲ ଲ୍ୟାବରେ ଅଗ୍ନିକାଣ୍ଡ ଘଟି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଭିମାସର…
Read More...

ନିର୍ବାଚନ ଆୟୋଗଙ୍କ ନିର୍ଦେଶ, କଣ୍ଟାମାଳର ବୁଥ ନମ୍ବର ୨୬ ଓ ୨୮ ହେବ ପୁନଃମତଦାନ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଥ ନମ୍ବର ୨୬ ଏବଂ ବୁଥ ନମ୍ବର ୨୮ରେ ମେ’ ୨୩, ୨୦୨୪ରେ…
Read More...

ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ସମ୍ବଲପୁର ପୁଲିସର ଫ୍ଲାଗ ମାର୍ଚ୍ଚ

ସମ୍ବଲପୁର: ନିର୍ବାଚନ ପକ୍ଷପାତ ଓ ଭୟମୁକ୍ତ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ନିମନ୍ତେ ନିର୍ବାଚନ ଆୟୋଗର କଡା ନିର୍ଦେଶ ଯୋଗୁଁ ସମ୍ବଲପୁର ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।…
Read More...

ଚୌଦ୍ୱାରରେ ବିଜେପିର ରୋଡ଼ ଶୋ

ଚୌଦ୍ୱାର : ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଚୌଦ୍ୱାର ଅଞ୍ଚଳରେ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି । ସାଂସଦ ପ୍ରାର୍ଥୀ ଶ୍ରୀ ମହତାବ ଓ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଏକ…
Read More...

ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର

ଚୌଦ୍ୱାର: ଚୌଦ୍ୱାରସ୍ଥିତ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ‘ପରିବର୍ତ୍ତନ’ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ପାଇଁ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜଗତପୁର ଇମାମ ନଗରସ୍ଥିତ…
Read More...

ମଦ ବୋଝେଇ କାର ସହ ନଗଦ ୧୮ ହଜାର ଟଙ୍କା ଜବତ

ଗୁରୁଡିଝାଟିଆ :ଗୁରୁଡିଝାଟିଆ ମେଡିକାଲ ଛକ ନିକଟରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଏକ ମଦବୋଝେଇ କାର ସହିତ ୧୮ ହଜାର ୧୫୦ ଟଙ୍କା  ପୁଲିସ ଜବତ କରିଛି। ସେହି ଗାଡ଼ିରେ ସ୍ଥାନୀୟ…
Read More...

ସଡକ ଦୁର୍ଘଟଣା​ରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ରାମ୍ଭିକଟା ନିକଟରେ ମଙ୍ଗଳବାର ଏକ ଅଜଣାଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ସହର ଖଲିଆବଗିଚା ଅଂଚଳର ମନୋଜ ପଟ୍ଟନାୟକ ନାମକ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଉତ୍ତରପୂର୍ବକୁ ଗତି କରି ୨୪ ବେଳକୁ ଅବପାତ ରୂପ…
Read More...

୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ…
Read More...

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ହାତୀମୁଣ୍ଡା ବିଜୟୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମ ଠାରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାତୀମୁଣ୍ଡା ବିଜୟୀ ହୋଇଛି । ଏଥିରେ ୨୪ ଦଳ ଭାଗ…
Read More...

ଓଡିଶାରେ ଚାଲିବନି ତାମିଲ ଶାସନ, କ୍ଷମତାକୁ ଆସିଲେ ଓଡିଶା ହେବ ଦେଶର ୧ନଂ ରାଜ୍ୟ

କେନ୍ଦୁଝରଗଡ଼ : ସାରା ଦେଶରେ ବିଜେପି ପୁଣିଥରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦୀ ତୃତୀୟଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କେନ୍ଦୁଝର ଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ…
Read More...

ଭୁବନେଶ୍ଵରରେ ମେ ୨୧ଓ କଟକରେ ମେ ୨୨ମଧ୍ୟାହ୍ନ ୧୧.୪୩ ରେ ଶୂନ୍ୟ ଛାୟା

ଭୁବନେଶ୍ବର:  କଥାରେ ଅଛି ଛାଇ ଆମର ଭାଇ କେବେ ଆମର ପିଛା ଛାଡଇ ନାହିଁ । ପିଲାଟି ଦିନରୁ ଶୁଣି ଆସିଥିବା ଏହି କଥାଟିର ଅର୍ଥ ହେଲା ଛାଇ ସଦାବେଳେ ଆମ ସାଙ୍ଗରେ ରହିଥାଏ । ସମସ୍ତେ ବିପଦ ଆପଦରେ ସଙ୍ଗ ଛାଡିଲେବି ଛାଇ…
Read More...

ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି-ରାଜନାଥ ସିଂ

ରେଢ଼ାଖୋଲ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ ସଭାରେ ସମ୍ବୋଧନ କରି କହିଛନ୍ତି ଯେ ଏଠି ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି। ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି।…
Read More...

ବିଶ୍ବ ଯୁବ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଜ୍ୟୋତ୍ସ୍ନା ଓ ପ୍ରତିସ୍ମିତା

କଟକ: ପେରୁର ଲିମାରେ ମେ ୨୦ରୁ ୨୭ ପର୍ଯ୍ୟନ୍ତ ବିଶ୍ବ ଯୁବ ଭାରୋତ୍ତୋଳନ ଚମ୍ପିଆନସିପ୍‌ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବାକୁ ଦୁଇ ଓଡ଼ିଆ ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ସାବର ଓ ପ୍ରତିସ୍ମିତା ​‌େ​‌ଭାଇ ମନୋନୀତ…
Read More...

ବିରାଟ କୋହଲିଙ୍କ ନୂଆ ରେକର୍ଡ, ଏମ.ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଛକା ମାରି ପୂରଣ କଲେ ୩୦୦୦ରନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆଇପିଏଲରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିରାଟ ଆଇପିଏଲରେ ୩୦୦୦ରନ…
Read More...

‘ଜୁନିୟର ରକ୍ଷକ’ ମାନ୍ୟତା ପାଇଲେ ଏନସିସି କ୍ୟାଡେଟ

କଟକ: ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଶନିବାର ପୁରୀରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ବରିଷ୍ଠ…
Read More...

ସମାଜକୁ ପ୍ରଭାବିତ କରିଥାଏ ଉତ୍ତମ ଚଳଚ୍ଚିତ୍ର

ଭୁବନେଶ୍ୱର: ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ବାଣୀଚିତ୍ର ଚଳଚ୍ଚିତ୍ରର ୫୬ବର୍ଷ ପୂର୍ତ୍ତି ଓ ବାଣୀଚିତ୍ର ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ଗାଳ୍ପିକ, ଔପନ୍ୟାସିକ…
Read More...

ଦରଘାରୁ ମିଳିଲା ମୋଗଲ ସାମ୍ରାଜ୍ୟ ଶିଳାଲେଖ

ରେମୁଣା: ଯାଜପୁର ସହରସ୍ଥିତ ସୟଦ ଅଲ୍ଲୀ ବୁଖାରୀ ଦରଘାରୁ ମୋଗଲ ସାମ୍ରାଜ୍ୟ ବେଳର ଶିଳାଲେଖ ଓ ବାଲିଚନ୍ଦ୍ରପୁର ତହକତ-ଇ-ସୁଲେମାନ ଦରଘା ନିକଟରୁ ଏକ ପୁରାତନ ମୋହର ମିଳିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଇତିହାସ ଓ…
Read More...

ଖୋର୍ଦ୍ଧା: ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୫ ହଜାର ପୋଲିଂ ଅଧିକାରୀ ନିୟୋଜିତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥି ନିମନ୍ତେ ଜିଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ୧୫ ହଜାର ପୋଲିଂ ଅଧିକାରୀଙ୍କୁ…
Read More...

ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍) ଶିବିର ଉଦଯାପିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସା ଏହା ସହ ମେ’ ୪ ରୁ ଚାଲିଥିବା ୧୫ ଦିନିଆ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍) ଶିବିର ମଧ୍ୟ ଉଦଯାପିତ…
Read More...

ଗୋପାଳପୁର ବେଳାଭୂମି ପାର୍କିଂ: ଚୋରୀ ହେଉଛି ଗାଡ଼ି, ଥାନାରେ କରାଯାଉଛି ଅଭିଯୋଗ

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପରିଚିତ ରହି ଆସିଥିବା ବେଳେ ଏଠାକୁ ପ୍ରତ୍ୟହ ଶହଶହ ପର୍ଯ୍ୟଟକ ପରିବାର ସହ ନିଜ ନିଜର ଗାଡିମୋଟର ନେଇ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକମାନେ…
Read More...

ଶେଷ ଦିନରେ ନିର୍ବାଚନୀ ପ୍ରଚାର, ଫୁଲବାଣୀ ବିଧାନସଭା ମଣ୍ଡଳୀରେ ଚତୁର୍ମୁଖୀ ଲଢେଇ

ଫୁଲବାଣୀ: ଆଜି ନିର୍ବାଚନ ପ୍ରଚାର  ପ୍ରକ୍ରିୟା ଶେଷ ଦିନରେ ପହଞ୍ଚିଥିବା ବେଳେ ଚଳିତ ୨0୨୪ ର ନିର୍ବାଚନ ପ୍ରଚାର ସେତେଟା ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳି ନାହିଁ କି ପ୍ରଚାର ସେଭଳି ଭାବରେ ସରଗରମ ପରିଲକ୍ଷିତ…
Read More...

ଗୋରୁବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ ରକ୍ଷକକର୍ମୀ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଛକ ଠାରେ ଏକ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଗୋ ରକ୍ଷକ କର୍ମୀ ରୋନାଲି ପାଣିଗ୍ରାହୀଙ୍କ ପକ୍ଷରୁ ଅଟକ ରଖି ଯାଇ ଗୋଳନ୍ଥରା ଥାନାରେ ଜିମା ଦିଆ…
Read More...

ଆସନ୍ତା ୨୦ରେ ବୌଦ୍ଧଜିଲାରେ ନିର୍ବାଚନ, ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥରେ ପହଞ୍ଚିଲେ କର୍ମଚାରୀ

ବୌଦ୍ଧ:  ବୌଦ୍ଧଜିଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ   ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ଆଜି ଜିଲା ପ୍ରଶାସନ ପକ୍ଷରୁ…
Read More...

୬୭୪ କର୍ମଚାରୀଙ୍କ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମତଦାନ

ଆଠଗଡ: ଆଠଗଡରେ ୧୪ତାରିଖରୁ ଏଠାରେ ୫ଦିନ ଧରି ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବା ଅବସରରେ ସେମାନଙ୍କର ପୋଷ୍ଟାଲ ଭୋଟ ଗ୍ରହଣ କରାଯାଇଛି। ଏହି ୫ଦିନ ମଧ୍ୟରେ ୬୭୪ଜଣ ନିର୍ବାଚନରେ…
Read More...

ଘରେ ରହି ଭୋଟ ଦେଲେ ବରିଷ୍ଠ ନାଗରିକ

ଆଠଗଡ: ଚଳିତ ନିର୍ବାଚନରେ ପ୍ରଥମ କରି ୮୫ବର୍ଷ ବୟସରୁ ଅଧିକ ବର୍ଷ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀ ବ୍ୟକ୍ତିଙ୍କ ପାଇଁ ଘରେ ରହି ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ୮୭-ବଡମ୍ବା ନିର୍ବାଚନ ମଣ୍ଡଳିରେ ଏହିପରି…
Read More...