www.samajalive.in
Sunday, December 7, 2025
26.1 C
Bhubaneswar

କାମ୍ୟା ସର୍ବକନିଷ୍ଠ ଭାରତୀୟ ଏଭରେଷ୍ଟ ଆରୋହୀ

ମୁମ୍ବଇ: ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବାରେ ମୁମ୍ବଇର କାମ୍ୟା କାର୍ତ୍ତିକେୟନ ଭାରତର ସର୍ବକନିଷ୍ଠ ପର୍ବତାରୋହୀଭାବେ ମାନ୍ୟତାଲାଭ କରିଛନ୍ତି। ନେପାଳ ପଟରୁ ଏଭରେଷ୍ଟ ଆରୋହଣ କରିବାରେ ୧୬ ବର୍ଷୀୟା କାମ୍ୟା ଏଭଳି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। କାମ୍ୟା ବର୍ତ୍ତମାନ ମୁମ୍ବଇର ନେଭି ଚିଲଡ୍ରେନ୍‌ସ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେ​‌େ​‌ଳ ତାଙ୍କ ପିତା କମୋଡର ଏସ.କାର୍ତ୍ତିକେୟନ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି। କାମ୍ୟା ଏହି ସଫଳତା ମେ‘ ୨୦ରେ ହାସଲ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories