ପତଙ୍ଗ ପକ୍ଷରୁ ୩ୟ ଯୁବ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ, ଯୋଗଦେଲେ ୫ ରାଜ୍ୟରୁ ୨୫ ଛାତ୍ରଛାତ୍ରୀ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜରାଙ୍ଗ ଠାରେ ସାମାଜିକ ସଙ୍ଗଠନ ପତଙ୍ଗ ତରଫରୁ ମେ ୨୭ ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହାର ତୃତୀୟ ଯୁବ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ…
Read More...

ନିର୍ମାଣ ଅନୁମତି ନିୟମର ଖିଲାପ, ରିଲାଏନ୍ସ ସ୍ମାର୍ଟ ମଲକୁ ସିଲ କଲା ମହାନଗର ନିଗମ

ସମ୍ବଲପୁର: ଶନିବାର ସନ୍ଧ୍ୟାରେ ଅଚାନକ ମହାନଗର ନିଗମ କତ୍ତୃପକ୍ଷଙ୍କ ତରଫରୁ ସ୍ଥାନୀୟ ଫାଟକ ସ୍ଥିତ ଏକ ମଲକୁ ନିର୍ମାଣ ଅନୁମତି ନିୟମର ଖିଲାପ ପାଇଁ ସିଲ କରି ଦିଆଯାଇଛି। ସ୍ଥାନୀୟ ଫାଟକ ଠାରେ ଥିବା ରିଲାଏନ୍ସ ସ୍ମାର୍ଟ…
Read More...

ଧାମରା କାଁ ଭାଁ ନିର୍ବାଚନ ହିଂସା, ଶାନ୍ତି ଶୃଙ୍ଖଳାରେ ମତଦାନ

ଧାମରା: ଧାମରା ଅଂଚଳରେ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟରେ। ଆଜି ସକାଳ ୭ଟାରେ ଭୋଟ ଆରମ୍ଭ ହୋଇଥିବା ବେଳେ ବହୁ ସ୍ଥାନରେ ଇଭିଏମର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସ୍ଥାନରେ…
Read More...

ନବରଙ୍ଗପୁରରେ କାଳ ବୈଶାଖୀର ତାଣ୍ଡବ ଲୀଳା: ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ  

ନବରଙ୍ଗପୁର,:ଶନିବାର ଅପରାହ୍ନରେ ନବରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ପ୍ରାୟ ଅପରାହ୍ନ ୩ ଟା ରୁ ୪.୩୦ ମଧ୍ୟରେ ପ୍ରବଳ  ଘଡଘଡି ସହିତ ବର୍ଷା ଓ ପବନ ହୋଇଥିଲା।ଏତେ ଜୋରରେ…
Read More...

କାମରେ ଆସୁନି ପିଇଓ କ୍ଵାଟର ଓ ମିଶନ ଶକ୍ତି ଗୃହ

ଲଡୁଗାଁ: ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅଧିକାରୀ  ପଞ୍ଚାୟତ ପାଖରେ ରହିବେ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ ବୋଲି ପିଇଓ କ୍ଵାଟର , ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା…
Read More...

ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ

କେନ୍ଦୁଝରଗଡ଼: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀ କୁଅଁରଙ୍କ ନାତି ସ୍ୱସ୍ତିକ ମୁଖାଗ୍ନି ଦେଇଥିଲେ। ଆଜି ପଦ୍ମଶ୍ରୀ…
Read More...

ବିଷମକଟକ ବସ୍‌ଷ୍ଟାଣ୍ଡରେ ଅଘଟଣ, ଜଳିଗଲା ୪ଟି ବସ

ରାୟଗଡ଼ା: ବସଷ୍ଟାଣ୍ଡରେ ଠିଆ ହୋଇଥିବା ଗୋଟିଏ ବସରେ ହଠାତ ଲାଗିଗଲା ନିଆଁ। ଏହାପରେ ଚାହୁଁଚାହୁଁ ଅନ୍ୟ ୩ଟି ବସକୁ ନିଆଁ ବ୍ୟାପୀଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…
Read More...

ଆଠଗଡରେ ଚନ୍ଦନ ଯାତ୍ରା ଉଦ୍‌‌ଯାପିତ

ଆଠଗଡ: ଆଠଗଡ ସହରରେ ୨ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନ ସନ୍ଧ୍ୟାରେ ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ, ଶ୍ରୀ ରାଧାଗୋବିନ୍ଦ, ଶ୍ରୀ ରଘୁନାଥ, ଶ୍ରୀ…
Read More...

ତମ୍ବାଖୁ ବର୍ଜନ ଦିବସରେ ସଚେତନତା ସୃଷ୍ଟି

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଜୋରନ୍ଦା ସେକ୍ଟର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମିଳିତ ଆନୁକୁଲ୍ୟରେ ବେଣ୍ଟପଦା ଗ୍ରାମରେ ଶୁକ୍ରବାର ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନସଚେତନତା ସୃଷ୍ଟି…
Read More...

ଟିପ୍ପରକୁ ଧକ୍କା ଦେଲା ହାଇୱା, ଚାଳକ ମୃତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରିପୁର ଛକଠାରେ ଗୁରୁବାର ରାତିରେ ରାସ୍ତା ଉପରେ ଏକ ହାଇୱା ଯାଉଥିବାବେଳେ ହଠାତ୍‌‌ ବ୍ରେକ ଲଗାଇବାରୁ ପଛରେ ଆସୁଥିବା ଏକ ଟିପ୍ପର ତା ପଛରେ ପିଟି…
Read More...

ବିଦେଶୀ ମଦ ଜବତ, ଜଣେ  ଗିରଫ 

ଚାରିଛକ  : ବୌଦ୍ଧ ଜିଲା ପୁରୁଣା କଟକ ଥାନା ବଦଲା ସାହି ନିକଟରୁ ଶୁକ୍ରବାର ହରଭଙ୍ଗା ଅବକାରୀ ବିଭାଗ  ପକ୍ଷରୁ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ଙ୍କ…
Read More...

ନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ୪ ଗୁରୁତର, ଲକ ଥାନା ପୁଲିସ ମୁତୟନ

ପାରାଦ୍ବୀପ: ପାରାଦ୍ବୀପରେ ଟଙ୍କା ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ହୋଇଥିବାବେଳେ ଉଭୟପକ୍ଷର ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା…
Read More...

ତମାଖୁ ବର୍ଜନ ସଚେତନତା

ଚୌଦ୍ୱାର : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ଥାନୀୟ ନାବାଳକ ନିଶାମୁକ୍ତି କେନ୍ଦ୍ର ‘ପରିବର୍ତ୍ତନ’ ତରଫରୁ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ଧାର ଫାଉଣ୍ଡେସନର ସମ୍ପାଦକ…
Read More...

କାଳବୈଶାଖି ଆଣିଲା ଆଶ୍ବସ୍ଥି

ଜି.ଉଦୟଗିରି:  ଆଜି ଜି.ଉଦୟଗିରି ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଅଞ୍ଚଳବାସୀ ଆଶ୍ବସ୍ଥି ଅନୁଭବ କରିଥିବା ଜଣାପଡିଛି।ପ୍ରକାଶ ଥାଉକି ଗତ…
Read More...

ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ!

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳବାଇ ବିଭାଗ ରେ ଚାଲିଥିବା ଠିକା କାମରେ ନିୟୋଜିତ ଜଣେ ଶ୍ରମିକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଶ୍ରମିକ ରାଇଧର ପୁଞ୍ଜି (୪୫)ବର୍ଷ…
Read More...

ଗୋପାଳପୁର ବେଳାଭୂମି : ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ବିଭାଗର  ଡିପି ସୁଇଚ ବୋର୍ଡ

ଗୋପାଳପୁର:  ଗୋପାଳପୁର ବେଳାଭୂମି ଅଞ୍ଚଳରେ ନିରବିଛନ୍ନ ଭାବେ ବିଦ୍ୟୁତ୍ ସରବାରହ ପ୍ରଦାନ ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ଭୂତଳ ବିଦ୍ୟୁତିକରଣ ବ୍ୟବସ୍ଥା କରା ଯାଇଥିଲା।ଏହା ସହ ଏହାର ସୁପରିଚାଳନା ନିମନ୍ତେ…
Read More...

କାଳବୈଶାଖୀ ତାଣ୍ଡବ:  ୫ଟି ଘରର ଉଡିଲା ଟିଣ, ଭାଙ୍ଗିଲା ଗଛ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀ ତାଣ୍ଡବରେ ଘରର ଟିଣ ଓଡାଇ ନେଇଥିବା ବେଳେ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଆଜି କାଳବୈଶାଖୀର ତାଣ୍ଡବରେ ଜୋରରେ ପବନ ବହିବା ସହ…
Read More...

ଶିଳ୍ପୀ ବିଜୟ ରୁ ପେନସିଲ ମୁନରେ ତିଆରି କଲେ କ୍ଷୁଦ୍ର  ଟି -୨୦ ବିଶ୍ବକପ 

ଗୋପାଳପୁର:  ଗୋପାଳପୁର ସନ୍ନିକଟ ଡୁରା ଗ୍ରାମ ନିବାସୀ ତଥା ୨୨ ବର୍ଷିୟା ଶିଳ୍ପୀ କେ ବିଜୟ କୁମାର ରେଡ୍ଡୀ ପୁଣିଥରେ ନିଜର ଅସାଧାରଣ ପ୍ରତିଭା ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି।   ବିଜୟ ମାତ୍ର ୧.୫ ସେମି ଉଚ୍ଚତା…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଇଞ୍ଜିନ, ଜଣେ ମୃତ

କଲ୍ୟାଣସିଂହପୁର:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ଦାନ୍ତୀଲିଙ୍ଗି ଗ୍ରାମରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଇଞ୍ଜିନ ଓଲଟିବାରୁ ଯୁବକ ରାମଚନ୍ଦ୍ର ମିଣିଆକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଶ୍ରେଣୀଗୃହ ମରାମତି ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୫0 ହଜାର

ଫୁଲବାଣୀ: ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ଏହି କାମ ଗୁଡିକର ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ କାର୍ଯ୍ୟରତ ଯନ୍ତ୍ରୀ ଓ…
Read More...

ଧାମରା ନିର୍ବାଚନ ହିଂସା, ୫ଗିରଫ

ଧାମରା: ଧାମରା ଅଂଚଳରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ  ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତମାନେ ଖୁଲମଖୁଲା ରାଜରାସ୍ତାରେ ବୁଲୁଥିବାବେଳେ…
Read More...

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଏବଂ ୮୬ ପ୍ଲାଟୁନ ଆର୍ମଡ଼ ପୁଲିସ ଫୋର୍ସ…

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଚତୁର୍ଥ ପର୍ଯ୍ୟାୟସାଧାରଣ ନିର୍ବାଚନଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ୟ୍ୟକ୍ଷୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ…
Read More...

ବ୍ଲାକମେଲିଂ କରି ୟୁଟ୍ୟୁବର ଗିରଫ

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ କରାଯାଇଛି। ଭୁବନେଶ୍ବର ମହିଳା ଥାନା ପୁଲିସ ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କରିଛି। ଅନ୍ତରଙ୍ଗ ଭିଡ଼ିଓ ତାଙ୍କ ସ୍ବାମୀଙ୍କୁ ଦେଖାଇବେ କହି ୟୁଟ୍ୟୁବର…
Read More...

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ପୁରୀ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସାଧୀନ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପୁରୀ ବାଣ ବିସ୍ଫୋରଣ…
Read More...

ବଡ଼ସାହି ପୁଲିସକୁ ଆକ୍ରମଣ, ୨୮ ଗିରଫ

ବାରିପଦା: ଜମିବିବାଦକୁ ନେଇ ବଡ଼ସାହି ପୁଲିସକୁ ଆକ୍ରମଣ ଘଟଣାରେ ୩୮ଜଣ ଗିରଫ ହୋଇଛନ୍ତି। ପୁଲିସ ତଦନ୍ତ ପରେ ୩୮ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ମୋଟ ଗିରଫଙ୍କ ମଧ୍ୟରେ ୨୨ ମହିଳା ଥିବା ଜଣାପଡ଼ିଛି। ଗତ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ କରିଛନ୍ତି। ବୁଥ…
Read More...

ଶେଷ ଦିନରେ ପ୍ରୀତିରଞ୍ଜନ ଓ ଝିଲ୍ଲିକଙ୍କ ପ୍ରଚାର 

ଯାଜପୁର : ଚଳିତ ୨୦୨୪ ସାଧାରଣ ନିର୍ବାଚନର ପ୍ରଚାର ଶେଷ ଦିନରେ ପ୍ରୀତିରଞ୍ଜନ ଘଡେଇ  ଓ ପତ୍ନି ଝିଲ୍ଲିକ ଭଟ୍ଟାଚର୍ଯ୍ୟ ଦଳୀୟ କର୍ମୀମାନଙ୍କ ସହ ସୁକିନ୍ଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରୁଥିବା ଦେଖିବାକୁ…
Read More...

ଟି୨୦ ବିଶ୍ବକପ୍‌ ଉପରେ ସମ୍ୟକ ତଥ୍ୟ: ୨୦, ୨୨, ୨୪​ରେ ଭାରତର ସୁପର ଏଇଟ୍‌ ମ୍ୟାଚ୍‌!

ନୂଆଦିଲ୍ଲୀ: ସ୍ଥାନୀୟ ସମୟ ଅନୁଯାୟୀ ଜୁନ୍‌ ୧ରୁ ଏବଂ ଭାରତୀୟ ସମୟ ଅନୁସାରେ ଜୁନ୍‌ ୨ରୁ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭ ହେବ। ଏହା ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଅନୁଷ୍ଠିତ ହେବ। ପ୍ରଥମ ଥର ଆମେରିକା ଏକ…
Read More...

ପାରିବାରିକ କଳହର କରୁଣ ପରିଣତି: ବିଷ ଖାଇଲେ ଦମ୍ପତି-ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଫୁଲବାଣୀ: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାପରେ ଉଭୟେ ସ୍ୱାମୀସ୍ତ୍ରୀ କଥା ହୋଇ ଖାଇଦେଲେ ବିଷ। ହେଲେ ବିଷକ୍ରିୟାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମେଡିକାଲ ଶଯ୍ୟାରେ…
Read More...

 ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ 

ଫୁଲବାଣୀ : ମଦ୍ୟପାନ କରି ବୋହୁ ସହ ଗଣ୍ଡଗୋଳ କରୁଥିଲା ଶଶୁର ଏବଂ ଏହାର ପ୍ରତିବାଦ କରିଥିଲା ପୁଅ। ରାଗରେ ଜର୍ଜରିତ ହୋଇ ପୁଅକୁ ଟାଙ୍ଗିଆରେ ହାଣିବା ପାଇଁ ଗୋଡ଼ାଇଥିଲା ବାପା। ଶେଷରେ ପୁଅ ରାଗିଯାଇ ବାପା ଧରିଥିବା…
Read More...

ସମସ୍ତ ଟି୨୦ ବିଶ୍ବକପ୍‌ ଖେଳିଛନ୍ତି ରୋହିତ ଓ ସାକିବ୍‌

ନୂଆଦିଲ୍ଲୀ: ୨୦୦୭ରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୯ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୮ଟି ସଂସ୍କରଣ ଖେଳି ୯ମ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି ବିଶ୍ବର ମାତ୍ର ୨ ଜଣ କ୍ରିକେଟର ଭାରତୀୟ ଅଧିନାୟକ…
Read More...

ରାସ୍ତା କଡ଼ରୁ ତିନି ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ନ ହେଲ୍‌ପ ଲାଇନ୍

ଫୁଲବାଣୀ :ବୁଧବାର ବିଳମ୍ବିତ ରାତ୍ରରେ ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଏଫସିଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଚାଇଲ୍ନ ହେଲ୍ପ ଲାଇନ୍। ୧୦୯୮ ସଂପର୍କିତ କଣ୍ଟ୍ରୋଲ…
Read More...

ଜଗନ୍ନାଥ ରଥ ନିର୍ମାଣ ପାଇଁ ବୋଝେଇ ଟ୍ରକକୁ ବିପୁଳ ସମ୍ବର୍ଦ୍ଧନା

କଳାପଥର (ବାଙ୍କୀ):କଳାପଥର ଠାରେ ଡ୍ରାଇଭର ମହାସଂଘ ସହ ମହିଳା ଓ ଯୁବକ ମାନଙ୍କ ତରଫରୁ ବୌଦ୍ଧ, କଣ୍ଟାବାଞ୍ଜି, ରେଢ଼ାଖୋଲ ଅଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀକୁ ନିର୍ମାଣ ନିମନ୍ତେ କାଠ ବୋଝେଇ ଟ୍ରକକୁ ବିପୁଳ…
Read More...

ଝାଡା ବାନ୍ତିରେ ଯୁବକର ମୃତ୍ୟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ବିପିନ ନାଏକଙ୍କ ପୁଅ ପୁଟୁସ ନାଏକ (୨୪)ନାମକ ଜଣେ ଯୁବକଙ୍କର ଝାଡା ବାନ୍ତିରେ ମୃତ୍ୟୁ ଘଟିଛି। ଗତ ୨୮ ତାରିଖ ରୁ ତାଙ୍କୁ ଝାଡା ବାନ୍ତି ହେବାରୁ…
Read More...

ରାଉରକେଲାରେ ଚାଞ୍ଚଲ୍ୟ: ଆରଜିଏଚରେ ସାଢ଼େ ୬ଘଣ୍ଟାରେ ଅସ୍ବାଭାବିକ ଭାବେ ୧୦ ମୃତ

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲାରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ସମଗ୍ର ଜିଲାରେ ଅସ୍ବାଭାବିକ ଭାବେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ରାଉରକେଲା ଆରଜିଏଚରେ ସାଢ଼େ ୬ଘଣ୍ଟା ଭିତରେ ୧୦ଜଣଙ୍କ ଜୀବନ…
Read More...

 କେରଳ ଛୁଇଁଲା, ରଜ ପୂର୍ବରୁ ଓଡ଼ିଶା ଆସିବ ମୌସୁମୀ

 ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଚଳିତଥର କେରଳରେ ଆଗୁଆ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଓଡ଼ିଶାରେ ରଜ ପୂର୍ବରୁ…
Read More...

୩ ବିଜେପି କର୍ମୀ ଅପହରଣ, ଧାମରା ଥାନାରେ ଅଭିଯୋଗ

ଧାମରା: ଆଜି ଧାମରା ନିକଟସ୍ଥ କରଞ୍ଜ ମାଲ ପଞ୍ଚାୟତ ଧନକୁଟ ଅଞ୍ଚଳର କିଛି ବିଜେପି କର୍ମୀ ଦଳୀୟ ପ୍ରଚାର କରୁଥିବା ବେଳେ ବିଜେଡ଼ି କର୍ମୀମାନେ ସଂଘ ବଦ୍ଧ ଭାବରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହିତ…
Read More...

ଭଦ୍ରକ ଜିଲାରେ ୧୪୪ ଜାରି, ୫ଜଣରୁ ଅଧିକ ହେବା, ବୁଲିବା ଏବଂ ପ୍ରଚାର କରିବା ମନା

ଭୁବନେଶ୍ବର: ଭଦ୍ରକ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ କରାଯିବା ଦ୍ବାରା ୫ଜଣରୁ ଅଧିକ…
Read More...

ଚାନ୍ଦବାଲିରେ ରାଜନୈତିକ ହିଂସା:ଯୁବ ବିଜେପି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ବାଂଶଡ଼ା ଥାନାରେ ଅଭିଯୋଗ

ଚାନ୍ଦବାଲି: ଆଜି ଚାନ୍ଦବାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଚାରରୁ ଫେରିବାବେଳେ…
Read More...

ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫୁଲବାଣୀ ଟିକାବାଲି ଥାନା ଛତିଘର ଗାଁରେ ଘର ଉପରେ ବଜ୍ରପାତ ହୋଇଥିଲା। ଏଥିରେ ଅଳ୍ପକେ ମା’ ଓ ବାପା ବର୍ତ୍ତି…
Read More...

ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଆଜି ରାଜ୍ୟରେ ତାତି ୪୭ ଡିଗ୍ରୀ ଛୁଇଁଛି। ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଆଜି ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି।…
Read More...

୬ ସଂସଦୀୟ ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ କରିବେ ୯୯, ୬୧, ୦୫୭ ଭୋଟର

ଭୁବନେଶ୍ବର:  ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା: ୦୫-ମୟୂରଭଞ୍ଜ (ଏସ୍.ଟି.), ୦୬-ବାଲେଶ୍ୱର, ୦୭-ଭଦ୍ରକ (ଏସ୍.ସି.), ୦୮-ଯାଜପୁର(ଏସ୍.ସି.),…
Read More...

 ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି 

ଭୁବନେଶ୍ବର:   ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି  ଭାବେ ପ୍ରଫେସର ଶ୍ୟାମ ସୁନ୍ଦର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି…
Read More...

କାଜୁ ଗଛରୁ ପଡ଼ି ନାବାଳିକାର ମୃତ୍ୟୁ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଗୋଜିଟାଙ୍ଗିରୀ ଗ୍ରାମର ଜଣେ ୧୧ ବର୍ଷୀୟା ନାବାଳିକା ଗଛରେ ଚଢ଼ି କାଜୁ ତୋଳୁଥିବା ବେଳେ ଗଛରୁ ଖସି ପଡ଼ି ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ କରଞ୍ଜିଆ…
Read More...

ଚାନ୍ଦବାଲିରେ ମନମୋହନ ସାମଲ ଓ ପୁରନ୍ଦର ମିଶ୍ରଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର:ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଏଠାକାର ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଓ ରାୟପୁର ନଗର…
Read More...

ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ, ଯୁବକ ଗିରଫ

ପାଟଣା : ପାଟଣା ଥାନା ଏରେଣ୍ଡେଇ ଅଞ୍ଚଳର ଜଣେ ୨୮ ବର୍ଷୀୟା ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ରେ ପାଟଣା ପୁଲିସ ଗେଣ୍ଡା ଓରଫ ସୁଶାନ୍ତ ନାଏକ (୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏନେଇ ଥାନା…
Read More...

ବୌଦ୍ଧରେ ରବିଧାନ କ୍ରୟ ଆରମ୍ଭ, ୫୫୩୭ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ

ବୌଦ୍ଧ :ବୌଦ୍ଧ ଏକ କୃଷି ପ୍ରଧାନ ଜିଲା ଭାବରେ ପରିଚିତ । ଜିଲାରେ ଉଭୟ ଖରିଫ ଓ ରବି ଧାନ ପର୍ୟ୍ୟାପ୍ତ ପରିମାଣରେ ଚାଷ ହୋଇଥାଏ । ଜିଲାରେ ମହାନଦୀ, ତେଲନଦୀ, ବାଘନଦୀ ଓ ସାଲୁଙ୍କି ଭଳି ଅନେକ ନଦୀ ଓ ନାଳ ପ୍ରବାହିତ…
Read More...

ଋତୁସ୍ରାବ ଏକ ସ୍ୱଭାବିକ ପ୍ରକ୍ରିୟା, ଏଥିରେ ସ୍ୱଚ୍ଛତା ରକ୍ଷା ଜରୁରୀ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜୋରନ୍ଦା ସେକ୍ଟରର କରିକୋଲ ଅଙ୍ଗନବାଡି କେନ୍ଦ୍ରଠାରେ ମଙ୍ଗଳବାର ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ସଚେତନତା…
Read More...

୩ ଘର ଭାଙ୍ଗିବା ସହ ଖରାଟିଆ ଧାନ ଚାଷ ନଷ୍ଟ କଲା ଦନ୍ତା

ପାଟଣା:  ପାଟଣା ବନାଞ୍ଚଳ ଇଲାକା କଣ୍ଟିଆପଡା ନିକଟରେ ଡେରା ପକାଇଥିବା ଏକ ଗୋଠ ଛଡା ଦନ୍ତା ଗତ ରାତି କେନ୍ଦେଇପଶି ଗ୍ରାମରେ ୩ଟି ଘର ଭାଙ୍ଗିବା ସହ ସେଠାରୁ ଡେଣୁଆ ରାସ୍ତାରେ ଯାଇ ଜହ୍ନେଇନାଳ ନିକଟରେ ହୋଇଥିବା ଖଟାଟିଆ…
Read More...

ଗଞ୍ଜାମ ଜିଲା ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣା, ୫ ଗିରଫ

ଧାମରା: ବାଂଶଡା ଥାନା ଅର୍ନ୍ତଗତ ତୋଟାପଡା ଠାରେ ଗତକାଲି ଗଞ୍ଜାମ ଜିଲା ବିଜେପି ସଭାପତି ସୁବାଶ ସାହୁଙ୍କ ଉପରେ ହୋଇଥିବା ମରଣାତକ ଆକ୍ରମଣ ଘଟଣାରେ ୫ଜଣଙ୍କୁ ପୁଲିସ ଗିରଫ କରିଛି।  ସୋମବାର ସୁବାଶ ସାହୁ ନିଜର ୫ଜଣ…
Read More...

ଯାତ୍ରୀବାହି ବସ ଓଲଟି ୩ ମୃତ, ୨୦ ଆହତ

ଫୁଲବାଣୀ: ଫିରିଙ୍ଗିଆ କାଳିଆସାହି ନିକଟରେ ଗୋଟିଏ ବସ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବସଟି ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବାବେଳେ ଫିରିଙ୍ଗିଆ କାଳିଆସାହି…
Read More...

ସେବିକା ଛାତ୍ରୀ ସନ୍ତୋଷିନୀଙ୍କୁ ସ୍ବର୍ଣ୍ଣ ପଦକ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ବଡମସିଣାବିଲ୍ଲା ପଞ୍ଚାୟତ ସାନମସିଣାବିଲା ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାନ୍ତ ଓ ଗୋଲାପ ମହାନ୍ତଙ୍କ ଝିଅ ସନ୍ତୋଷିନୀ ମହାନ୍ତଙ୍କୁ…
Read More...

ସାରା ଓଡ଼ିଶା ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ସୁନା ଝିଅ ମାମୁନ୍

ଭୁବନେଶ୍ବର: ଗ୍ରୁମିଂ କାହାକୁ ବା ପସନ୍ଦ ନୁହେଁ ! ସୌନ୍ଦର୍ଯ୍ୟ ପ୍ରତିଟି ନାରୀ ଜୀବନର ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁନ୍ଦରତା ଯଦିଓ ସମସ୍ତଙ୍କର ପସନ୍ଦ କିନ୍ତୁ ତା’ ପଛରେ ରହିଥିବା ଗୁପ୍ତ ଚେହେରାଟିକୁ…
Read More...

ଅହମଦୀୟା ମୁସଲିମ ସମ୍ପ୍ରଦାୟରେ  ଖିଲାଫତ ଦିବସ ପାଳିତ

ଭୁବନେଶ୍ୱର: ଅହମଦୀୟା ସଂପ୍ରଦାୟ ଭୁବନେଶ୍ୱର ପକ୍ଷରୁ ୧୧୬ତମ ଖିଲାଫତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ୟୁନିଟ -୪ ସ୍ଥିତ ମସଜିଦ ହମଦରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ନମାଜ…
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ

ଫୁଲବାଣୀ:  କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ମୁସୁଳିପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କଡ଼ିସରୁ ଗାଁ ନିକଟରେ ମଙ୍ଗଳବାର ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। …
Read More...

ଜଳୁଛି ରାଜସ୍ଥାନ, ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ: ଦେଶର ରାଜସ୍ଥାନର ଚୁରୁ ସହରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।  ରାଜସ୍ଥାନରେ ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରି ରେକର୍ଡ କରାଯାଇଛି ଏବଂ ଏହା ଦେଶର ସବୁଠୁ ଉତ୍ତପ୍ତ ସରହ ପାଲଟିଛି।  …
Read More...

ରାଜ୍ୟରେ ପୁଣି ଫେରିଲା ତାତି, ୪୫.୯ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ତାତି। ବୌଦ୍ଧ ସହର ସମେତ ରାଜ୍ୟର ୩ଟି ସହରରେ ତାପମାତ୍ରା ୪୫ ଟପିଛି। ବୌଦ୍ଧରେ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁର ୪୫.୩  ଏବଂ…
Read More...

ଜୀବନରେ ପୂର୍ଣ୍ଣତା ଆଣିଥାଏ ସଙ୍ଗୀତ

କେନ୍ଦୁଝରଗଡ: କେନ୍ଦୁଝରର ଅଗ୍ରଣୀ ସଙ୍ଗୀତ ପ୍ରତିଷ୍ଠାନ ସୁର ନିକତନର ଗ୍ରୀଷ୍ମକାଳୀନ ସଙ୍ଗୀତ ଶିବିର ଉଦଯାପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଉଦ‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଙ୍ଗୀତ…
Read More...

ପ୍ରକାଶ ପାଇଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ

କେନ୍ଦୁଝରଗଡ: କେନ୍ଦୁଝର ଓ ମୟୁରଭଞ୍ଜ ଜିଲାକୁ ନେଇ ଗଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ କେନ୍ଦୁଝର ଜିଲାର ୩୨ଟି ଡିଗ୍ରୀ…
Read More...

ଜଙ୍ଗଲରୁ ୨ ଟିଫିନ ବୋମା ଉଦ୍ଧାର: ବଡ଼ ବିପଦ ଟଳିଲା, ଅଳ୍ପକେ ବର୍ତ୍ତିଲେ ଯବାନ

ବାଲିଗୁଡ଼ା: ବଡ଼ ବିପଦ ଟଳିଲା, ଅଳ୍ପକେ ବର୍ତ୍ତିଲେ ଯବାନ। କମ୍ବିଂ ଅପରେସନବେଳେ ୨ ଟି ଟିଫିନ ବୋମା ଠାବ କରାଯାଇଛି। ସିଆରପିଏଫ ଏବଂ ଏସଓଜି ଯବାନ କମ୍ବିଂ ଅପରେସନ ଚଳାଇଥିବାବେଳେ କୋଟଗଡ଼ ଲାସେରି ସଂରକ୍ଷିତ ଜଙ୍ଗଲରୁ…
Read More...

ହରଭଙ୍ଗା ବ୍ଲକର ୮ ହାଇସ୍କୁଲରେ ପାସ ହାର ୧୦୦%

ହରଭଙ୍ଗା: ବୌଦ୍ଧ ଜିଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ଭଳି ତିନୋଟି ବ୍ଲକରେ ୭୬ଟି ହାଇସ୍କୁଲ ରହିଛି। ସେଥିରୁ ଚଳିତବର୍ଷ ୬ହଜାର୮୪୧ଜଣ ପିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ଯାହାକି ଜିଲାରେ ମାଟ୍ରିକ…
Read More...

ହାତୀ ପଲ ଭାଙ୍ଗିଥିବା ସୋଲାର ବୋର ମରାମତି କଲେ ସରପଞ୍ଚ

କଲ୍ୟାଣସିଂହପୁର: ରାୟଗଡାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ପାର୍ତ୍ତିବେଡ଼ା ଗ୍ରାମରେ କିଛିଦିନ ତଳେ ହାତୀ ପଲ ସେଠାରେ କଦଳୀ ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଉପାଡ଼ି …
Read More...

ଅସ୍ପଷ୍ଟ ଖଣି ନୀତି,ଶିଳ୍ପ ମାନଚିତ୍ରରୁ ଲିଭିବ କେନ୍ଦୁଝର!

କେନ୍ଦୁଝରଗଡ଼: ଖଣିଜସମ୍ପଦରେ ଭରପୂର କେନ୍ଦୁଝର ଜିଲାରୁ ଲୁହାପଥର ରପ୍ତାନୀ ହୋଇ ରାଜ୍ୟ ଓ ଦେଶ ବାହାରେ ଶିଳ୍ପ ସମୃଦ୍ଧ ହେବା ସହ ସେଠାକାର ଆର୍ଥୀକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଦ୍ରୁତ ବିକାଶ ଘଟିପାରିଛି।…
Read More...

ବନବିଭାଗ ଖୋଳିଥିବା ଟ୍ରେଞ୍ଚରେ ଖସି ପଡ଼ିଲା ମାଈହାତୀ, ୩ ଦିନ ସଂଘର୍ଷ ପରେ ମୃତ୍ୟୁ

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଜଙ୍ଗଲରେ  ବନବିଭାଗ ଖୋଳିଥିବା ଟ୍ରେଞ୍ଚ ବା ନାଳରେ ଖସି ଏକ ମାଈହାତୀର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଚେମଚଟା ପାହାଡ଼ ତଥା…
Read More...

ଜଣେମାତ୍ର ଲାଇବ୍ରେରିଆନରେ ଚାଲିଛି ପାଠାଗାର

ବୌଦ୍ଧ: ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଶିକ୍ଷାକ୍ଷେତ୍ରରେ ବୈଷାୟିକ ଜ୍ଞାନ କୈଶଳ ବ୍ୟବହାର ବୃଦ୍ଧି ପାଇବା ସହିତ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ବହୁଳ ପ୍ରଭାବିତ କରିଛି। ବର୍ତମାନ ମୋବାଇଲ ଓ ଇଣ୍ଟରନେଣ୍ଟ ଯୁଗରେ…
Read More...

ଥାନାରେ ସର୍ପାଘାତ, ଶିଶୁ ମୃତ

କୋଣାର୍କ: ଅସ୍ତରଙ୍ଗ ଥାନା ପରିସରରେ ଅଭାବନୀୟ ଘଟଣା। ଥାନାରେ ସର୍ପାଘାତ ଯୋଗୁଁ ୨ ବର୍ଷର ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଜଣେ ମହିଳା ତାଙ୍କ ଛୋଟ ପିଲାଙ୍କୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ…
Read More...

ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ପଞ୍ଜାବ ଗସ୍ତ

କଟକ: ପଞ୍ଜାବର ମୋହାଲିରେ ଚଳିତ ମେ ୨୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ୧୧ତମ ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ପୁରୁଷ ଓ ମହିଳା ଦଳ ପଞ୍ଜାବ ଗସ୍ତ କରିଛନ୍ତି।…
Read More...

ନିର୍ବାଚନ ଗଣ୍ଡଗୋଳ: ରୁଜୁ ହେଲା ୨ ମାମଲା, ତଦନ୍ତ ଆରମ୍ଭ କଲା ପୁଲିସ

ଗୁରୁଡିଝାଟିଆ: ଗତ ଦୁଇଦିନ ତଳେ ନିର୍ବାଚନ ସମୟରେ କୁମାରପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡାପଡିଆ ଠାରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ବିଜେପି ଓ ବିଜେଡିର କିଛି ସମର୍ଥକଙ୍କ ମଧ୍ୟରେ ଠେଲାପେଲା, ମାରପିଟ ସହ ଗଣ୍ଡଗୋଳ…
Read More...

ଗଞ୍ଜାମ ଜିଲା ବିଜେପି ସଭାପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ଭାଙ୍ଗି ଦେଲେ ହାତ

ଗଞ୍ଜାମ: ଗଞ୍ଜାମ ଜିଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୁବାସ ଓ…
Read More...

ବିଜେଡି ଶୋଭାଯାତ୍ରାରେ ମାଡ଼ିଗଲା ପୂର୍ବତନ ସରପଞ୍ଚଙ୍କ ଗାଡ଼ି: ଜଣଙ୍କ ଭାଙ୍ଗିଲା ଗୋଡ଼, ୪ ବାଇକ ଭାଙ୍ଗି ଚୁରମାର

ଯାଜପୁର: ଧର୍ମଶାଳା  ଓସାରାରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡି କର୍ମୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଆଜି ଧର୍ମଶାଳାରେ ବିଜେଡି…
Read More...

ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର-ଭିକେ ପାଣ୍ଡିଆନ

ବାସୁଦେବପୁର: ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଅନ୍ତର୍ବୁକ୍ତ ହୋଇପାରିବେ । ଅଛେଦିନ ପରିବର୍ତ୍ତେ ଦିନକୁ ଦିନ…
Read More...

ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡସ ରୋଲର ସ୍କେଟିଂରେ ଭାଗନେବ ଓଡ଼ିଶା ଦଳ

କଟକ : କର୍ଣ୍ଣାଟକର ବେଲଗାଓଁରେ ଚଳିତ ମେ ୨୮ରୁ ୩୧ ପର୍ଯ୍ୟନ୍ତ ଗିଜିନ୍‌ ବୁକ୍‌ ଅଫ ୱାର୍ଲ୍ଡ ରେକଡର୍ସ ରୋଲର ସ୍କେଟିଂ ରିଲେ ପ୍ରତିଯୋଗିତା ଆୟୋଜିତ ହେବ।ଏଥିରେ ଅଂଶଗ୍ରହଣ କରିବା ଲାଗି ୧୮ଜଣିଆ ଓଡ଼ିଶା ଦଳ ମନୋନୀତ…
Read More...

ବାଙ୍କୀ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତି ଗଣ୍ଡଗୋ, ୬ ଆହତ

ବାଙ୍କୀ: ବାଙ୍କୀ ବେଦପରୁ ଗାଁରେ ନିର୍ବାଚନ ପରବର୍ତ୍ତି ଗଣ୍ଡଗୋଳ ଘଟି ୬ଜଣ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟିରୁ ଚାପା ଉତ୍ତେଜନା ଲାଗି ରହିଛି। ଗାଁ ଲୋକେ ରାସ୍ତାରୋକ କରିଥିବାବେଳେ ଘଟଣାସ୍ଥଳରେ ବାଙ୍କୀ…
Read More...

ଘର ଭିତରେ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୁଲିସର ଛାନଭିନ ଆରମ୍ଭ

ସୋର: ଘର ଭତିରେ ସ୍ବାମୀସ୍ତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁରେ ଘର ଭିତରୁ ଉଭୟ ସ୍ବାମୀସ୍ତ୍ରୀଙ୍କ ମୃତ ମିଳିଛି। ଉଭୟ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ…
Read More...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହୁଛି।

ଭୁବନେଶ୍ବର: ବାତ୍ୟା ‘ରେମାଲ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ। ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁଲା। ପ୍ରାୟ ୪ ଘଣ୍ଟା ଧରି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିବ।…
Read More...

ଆଇପିଏଲ ୨୦୨୪: କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଚାମ୍ପିଅନ୍‌ ହୋଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ…
Read More...

ମାଟ୍ରିକ ପରୀକ୍ଷା: କନ୍ଧମାଳରେ ସଫଳତା ହାର ୯୬.୬, ସୂୟସ ସାମଲ ଜିଲା ଟପ୍ପର

ଫୁଲବାଣୀ/ଜି.ଉଦୟଗିରି:   ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପ୍ରକାଶିତ ଫଳାଫଳ ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମୋଟ ପାସହାର ୯୬. ୬ ପ୍ରତିଶତ ରହିଛି। ଚଳିତ ବର୍ଷ ଜିଲ୍ଲାର ୨୦୮ ଟି ହାଇସ୍କୁଲର ୧୦ ହଜାର ୬୯୨…
Read More...

ଅତାବିରା ବ୍ଲକରେ ମାଟ୍ରିକ ପାସ ହାର ୯୪.୬୯ ପ୍ରତିଶତ, ଶୁଭଙ୍କର ସାହୁ  ୯୭.୧୬ ପ୍ରତିଶତ ରଖି  ବରଗଡ଼ ଜିଲା ଟପ୍ପର

ରେଙ୍ଗାଲିକ୍ୟାମ୍ପ: ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍  ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।…
Read More...

ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ, ଭାଙ୍ଗିଲେ ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଗାଡ଼ି

ନିମାପଡ଼ା: ଆଜି ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ ଦେଖିବାକୁ ମିଳିଛି। ବିଜେପି ସମର୍ଥକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏପରିକି କିଛି ବିଜେପି ସମର୍ଥକ…
Read More...

ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା, ଶ୍ରୀ ଗୁରୁକୁଳ ସଫଳତା ଦୋହରାଇଲା

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଚଳିତ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ମୋଟ ୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଦୀପାଞ୍ଜଳି ସାହୁ ୯୦.୫%…
Read More...

ସକାଳୁ ଉଠୁନି ବେଳାଭୂମିରୁ ଅଳିଆ, ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ

ଗୋପାଳପୁର: ଓଡ଼ିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରେ ଗୋପାଳପୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସ୍ଥାନୀୟ ଏନଏସି ର ଗୋପାଳପୁର ପ୍ରତି ବିଭିନ୍ନ ସମୟରେ ଅନିଚ୍ଛାକୃତ କାର୍ଯ୍ୟକଳାପ ଯୋଗୁଁ ଏଠାକୁ…
Read More...

ରାତିରେ ଚୋରି ହେଉଛି ହ୍ବାଟ୍ସଆପ୍ ୟୁଜର୍ସଙ୍କ ଡାଟା, ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ରାତିରେ ହ୍ବାଟ୍ସଆପ ୟୁଜର୍ସଙ୍କ ଡାଟା ଚୋରି ହେଉଛି। ଏକ ଆଶ୍ବର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନ ଆଇଟି କମ୍ପାନୀଗୁଡିକ ପ୍ରାୟତଃ ସାମାଜିକ ଗଣମାଧ୍ୟମ ତଥ୍ୟକୁ ବିକ୍ରି କିମ୍ବା ବିଶ୍ଳେଷଣ କରୁଥିବା…
Read More...

ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା, ୮୫…
Read More...

ପ୍ରକାଶ ପାଇଲା ମାଟ୍ରିକ୍‌‌ ପରୀକ୍ଷାଫଳ, କେନ୍ଦୁଝରରେ ପାସ୍‌‌ହାର ୯୪ ପ୍ରତିଶତ

କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୪ ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୪୭୭ ବିଦ୍ୟାଳୟର ୨୫୩୯୬ଜଣ ଛାତ୍ରଛାତ୍ରୀ…
Read More...

ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ ନ କରନ୍ତୁ, ଗୁଣୁପୁର ପୋଲିସର ଏକ ଭିନ୍ନ ପ୍ରୟାସ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୋଲିସର ମହାନତା ଦେଖିବାକୁ ମିଳିଛି । ରକ୍ତ ଅଭାବରୁ କାହାର ଯେମିତି ମୃତ୍ୟୁ  ନ ଘଟୁ, ସେଥି ପ୍ରତି ଦୃଷ୍ଟି ଦେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି ଗୁଣୁପୁର ଆଦର୍ଶ ଥାନା। ରାୟଗଡା…
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ପୋଖରୀବନ୍ଧ ନିକଟସ୍ଥ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ…
Read More...

ପ୍ରବଳ ଗରମରୁ ପୁଲିଂ ଅଧିକାରୀ ଚେତା ଶୂନ୍ୟ, ଡାକ୍ତରଖାନାରେ ଭର୍ତ୍ତି

ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମଙ୍ଗଳପୁର ବୁଥରେ ଆଜି ଭୋଟ ଗ୍ରହଣ ସରିବା ପରେ ଅଧିକାରୀମାନେ ଗ୍ରହଣ କରାଯାଇଥିବା ଭୋଟ ତଦାରଖ କରିବା ପାଇଁ ଗୃହର ଝରକା କବାଟ ବନ୍ଦ କରି କାମ କରୁଥିଲେ। ଏହି ସମୟରେ  ଜଣେ…
Read More...

ଭୀଷଣ ବାତ୍ୟାର ରୂପ ନେବ ‘ରେମାଲ’: ସାଗର ଦ୍ବୀପ ଓ ଖେପୁପରାରେ ଛୁଇଁବ ସ୍ଥଳଭାଗ, ଓଡ଼ିଶାର ୪ ଜିଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ…
Read More...

ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ଅପରାଧ ରୋକିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ବର : ଅନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (ଆଇସିବିଏ) ସମ୍ମିଳନୀରେ ବିଶିଷ୍ଟ ସମବାୟବିତ୍‍ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଛନ୍ତି। ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ ଏବଂ ଓଡ଼ିଶା ରାଜ୍ୟ…
Read More...

ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ

ବୌଦ୍ଧ: ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡାରେ ବିଦୁତ୍ ତାର ଲାଗି ଜଣଙ୍କ ମୃତ୍ୟୁ  ହୋଇଛି। ଝାଙ୍କରପଡ଼ା ଗ୍ରାମର ଶମ୍ଭୁ ମହାଳିକ ଦିନ ଦିପହରେ କାମ ଧାମ ସାରି ନିଜ ଘର ପଛ ପାଖରେ କୁଅ ନିକଟକୁ ଯାଇ ବାରିରେ…
Read More...

ମରଣଯନ୍ତ୍ରା ପାଲଟିଛି ଲଡୁଗାଁ-ବାନେର ରାସ୍ତା

ଲଡୁଗାଁ: ସ୍ଵାଧୀନତା ପରଠୁ ଲଡୁଗାଁ -ବାନେର ରାସ୍ତା ନିର୍ମାଣ ହେଉନଥିବାରୁ ଏହା ମରଣଯନ୍ତା ପାଲଟିଛି ।  ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି…
Read More...

ମହିଳା ପୋଲିଂ ଅଧିକାରୀଙ୍କ ମୃତ୍ୟୁ

କଟକ: ହାଡ଼ିବନ୍ଧୁ ସ୍କୁଲ ୧୩୪ ବୁଥର ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ନିର୍ବାଚନ ଡ୍ୟୁଟି ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ପୋଲିଂ ଅଫିସର ସୁଜାତା ମିତ୍ର। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏସସିବି ମେଡ଼ିକାଲ…
Read More...

ଗେମିଂ ଜୋନରେ ନିଆଁ, ୨୦ ମୃତ

ରାଜକୋଟ: ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ ଲାଗିଯିବାରୁ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୨ ଶିଶୁ ଥିବା ଜଣାପଡ଼ିଛି। ନିଆଁଲାଗିଥିବା ଗେମିଂ ଜୋନରେ ବହୁ ଲୋକ ଫସି ରହିଥିବା ସୂଚନା…
Read More...

ଇଭିଏମ ଟାମ୍ପରିଂ ଅଭିଯୋଗ

ବ୍ରହ୍ମଗିରି: ଇଭିଏମ ଟାମ୍ପରିଂ ଅଭିଯୋଗ କଲେ ବିଜେପି ଏଜେଣ୍ଟ। କୁସୁବେଣ୍ଟି ସୁଆସବଙ୍ଗଳା ଗାଁର ୧୨୧ ନମ୍ବର ବୁଥରେ ଟାମ୍ପରିଂ ଅଭିଯୋଗ। ଟାମ୍ପରିଂ ଅଭିଯୋଗ କରି ଦସ୍ତଖତ କରୁ ନଥିବାରୁ ସିଲ ହୋଇପାରୁନି ଇଭିଏମ ମେସିନ।
Read More...

ମେ’ମାସରେ ତାତି ଛୁଇଁଲା ୫୦ ଡିଗ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେହିପରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ପାରଦ ଅଧିକ ରହୁଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମେ’ମାସରେ…
Read More...

ଥାନା ଘେରିଲେ ଗ୍ରାମବାସୀ

ବାରିପଦା: ମୟୁରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ଥାନା ପୁଲିସର ବିରୋଧରେ ଆନ୍ଦୋଳନ କଲେ ଗ୍ରାମବାସୀ। ବଡ଼ସାହି ଥାନା ଘେରିଲେ ଶତାଧିକ ଗ୍ରାମବାସୀ। ନାବାଳିକା ନିଖୋଜର ମାସକ ପରେ ବି ପୁଲିସ ଚୁପ ରହିଥିବା ଅଭିଯୋଗ…
Read More...

ପ୍ରବଳ ବର୍ଷା ନେଇ ସତର୍କତା, ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ପୂର୍ବକେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗଭୀର ଅବପାତ ଦେଖାଦେଇଛି। ଏହାର ପ୍ରଭାବରେ ଆଜି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷିବ। ସେହିପରି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ…
Read More...

ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଶୋକସଭା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଡମ୍ବରୁଧର ଉଲ୍ଲାକାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ…
Read More...

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ମତଦାନ ସୂଚନା

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୫୯.୬୦% ମତଦାନ ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ୬ଟି ଲୋକସଭା ଆସନ ସମେତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ…
Read More...

ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ବାରଣ, ଅସନ୍ତୋଷ ବ୍ୟକ୍ତ କଲେ ଭୋଟର

ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ନେବାକୁ ବାରଣ କରାଯାଇଥିଲା। ଏହାକୁ ନେଇ ଭୋଟରମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମୋବାଇଲ ନ…
Read More...