ଭଦ୍ରକ ଜିଲାରେ ୧୪୪ ଜାରି, ୫ଜଣରୁ ଅଧିକ ହେବା, ବୁଲିବା ଏବଂ ପ୍ରଚାର କରିବା ମନା
ଭୁବନେଶ୍ବର: ଭଦ୍ରକ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ କରାଯିବା ଦ୍ବାରା ୫ଜଣରୁ ଅଧିକ ହେବା, ବୁଲିବା ଏବଂ ପ୍ରଚାର କରିବା ମନା କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ ହୋଇଛି। ଭଦ୍ରକ ଜିଲାପାଳ ସମସ୍ତ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରିଥିବା ନେଇ ସୂଚନା ମିଳିଛି।।
Comments are closed.