www.samajalive.in
Saturday, December 13, 2025
26.1 C
Bhubaneswar

୨୫ଟି ପ୍ରକଳ୍ପକୁ ମିଳିଲା ସିଙ୍ଗଲ ଓ୍ବିଣ୍ଡୋ ମଞ୍ଜୁରି: ୧୪,୪୯୭ ନିଯୁକ୍ତି ସୃଷ୍ଟି ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧିନ ବିଜେପି ସରକାର ଆଜି ୨୫ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ବିଣ୍ଡୋ ମଞ୍ଜୁରି ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ଜିଲାରେ ପ୍ରସ୍ତାବିତ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ମଞ୍ଜୁରି ପ୍ରଦାନ କରିଥିବା ଜଣାପଡିଛି ।  ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ୧୬ଟି ପ୍ରମୁଖ କ୍ଷେତ୍ରରେ ୪ ହଜାର ୨୨୨ କୋଟି ଟଙ୍କାର ପୁଞ୍ଜି ନିବେଶ ନିମନ୍ତେ ସୀକୃତି ପ୍ରଦାନ କରାଯାଇଛି।

ପ୍ରସ୍ତାବିତ ପ୍ରକଳ୍ପଗୁଡିକରେ ୧୪ ହଜାର ୪୯୭ରୁ ଅଧିକ ଲୋକ ନିଯୁକ୍ତି ପାଇବା ନେଇ ସରକାର ଆଶାବାଦୀ ରହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories