ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ କରିଛନ୍ତି। ବୁଥ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ତଳକୋର୍ଟରେ ପ୍ରଶାନ୍ତ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ସେ ଉପରକୋର୍ଟରେ ଜାମିନ ପାଇଁ ଆବେଦନ କରିବେ ବୋଲି ସୂଚନା ମିଳିଛି।
Popular Categories



