Patra electronics

ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡସ ରୋଲର ସ୍କେଟିଂରେ ଭାଗନେବ ଓଡ଼ିଶା ଦଳ

କଟକ : କର୍ଣ୍ଣାଟକର ବେଲଗାଓଁରେ ଚଳିତ ମେ ୨୮ରୁ ୩୧ ପର୍ଯ୍ୟନ୍ତ ଗିଜିନ୍‌ ବୁକ୍‌ ଅଫ ୱାର୍ଲ୍ଡ ରେକଡର୍ସ ରୋଲର ସ୍କେଟିଂ ରିଲେ ପ୍ରତିଯୋଗିତା ଆୟୋଜିତ ହେବ।ଏଥିରେ ଅଂଶଗ୍ରହଣ କରିବା ଲାଗି ୧୮ଜଣିଆ ଓଡ଼ିଶା ଦଳ ମନୋନୀତ ହୋଇଛନ୍ତି। ପୂର୍ବତନ ଜାତୀୟ ଖେଳାଳି ତଥା ଓଡ଼ିଶା ସ୍କେଟିଂ ସ୍ପୋର୍ଟସର ପ୍ରତିଷ୍ଠାତା ପାର୍ଥ ସାରଥି ଜେନାଙ୍କ ନେତୃତ୍ବରେ ଓଡ଼ିଶା ଦଳ ପ୍ରତିଯୋଗିତାରେ ଭାଗ ନେବ।

ଏଥିରେ ଅଂଶଗ୍ରହଣ କରିବା ଲାଗି ବୀରେନ ଦାସ, ଶ୍ରେୟାଶ ମହାନ୍ତି, ଆର୍ଯ୍ୟନ ଓଝା, ଆଧ୍ୟା ତୋହାନି, ସନ୍ଦୀପ ସାହୁ, ରୋହିତ ଭୋଇ, ସାଇ ଶ୍ରୀୟାଂଶୁ ରାଉତ, ଆଦ୍ବତ କୁମାର ନାଥ, ଆୟୁଷ ଜେନା, ସୁଦିକାହା ସ୍ବାଇଁ, ସର୍ବାନନ ପ୍ରକାଶ, ପ୍ରତି ଅର୍ଣ୍ଣବ ଜେନା, ଆଶାଲିଶ ନାୟକ, ହର୍ଷିତ କୁମାର ମାଲି, ତରୁଣିକା ଅର୍ଥନାରୀ, ଋଷୱନ୍ତ ଅର୍ଥନାରୀ ପ୍ରମୁଖ ରହିଛନ୍ତି।

Comments are closed.