କାଳ ବୈଶାଖୀରେ କ୍ଷୟକ୍ଷତି ଆକଳନ କଲା ରାଜସ୍ୱ ବିଭାଗ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ  କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ କ୍ଷୟକ୍ଷତି ର ଆକଳନ କରାଯାଇଥିଲା । ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର…
Read More...

କାଳବୈଶାଖୀର ତାଣ୍ଡବ, ଗଛ ପଡି  ଭାଙ୍ଗିଲା ଟିଣ ଘର

କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ସଦରରେ ଗଛ ପଡି ଟିଣ ଘର ଭାଙ୍ଗି ଯାଇଛି। ଆଜି ସନ୍ଧ୍ୟାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଓ ଘଡଘଡି ମାରିବାରୁ…
Read More...

ବିରୁଳିଗଡ଼ ରାଜମାତାଙ୍କ ବିୟୋଗ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଳି ଗଡ଼ ରାଜମାତା ଶ୍ରୀମତୀ ପ୍ରେମ ମଞ୍ଜରୀ ସିଂହଦେଓ ଙ୍କ ବିରୁଳି ରାଜବାଟିରେ ଶନିବାର ଦିନ ଭୋରୁ ଦେହନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କର…
Read More...

୮୭ କିଲୋ ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବୌଦ୍ଧ ବାଘିଆପଡା ରାସ୍ତାର ପାନଖିମାଲ ଗ୍ରାମ ନିକଟସ୍ଥ ଏକ ନାଳ ନିକଟରୁ ଚାଲାଣ ପାଇଁ ରଖାଯାଇଥିବା ୮୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ମିଳିଥିବା  ପନଖିମାଲ…
Read More...

ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ତରଡିଙ୍ଗ ଗ୍ରାମରେ ଜଣେ ଭିନ୍ନକ୍ଷମ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ଭୋର ସମୟରେ ତରଡିଙ୍ଗ ଗ୍ରାମର ଭିନ୍ନକ୍ଷମ ମହିଳା ତୋଫାନୀ ମହାନ୍ତି (୫୫) କୌଣସି…
Read More...

ଚିରନ୍ତନ ପରମ୍ପରା: ସୃଜନ ପକ୍ଷରୁ ବାର୍ଷିକ ଓଡିଶୀ ନୃତ୍ୟ ପ୍ରଦର୍ଶନୀ ‘ଉପସରଣମ୍’

ଭୁବନେଶ୍ୱର : ଗତ ୮ ତାରିଖ ସନ୍ଧ୍ୟାରେ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସର ୫୮ ଜଣ ଯୁବ ନୃତ୍ୟଶିଳ୍ପୀଙ୍କୁ ଏକାଠି କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟରେ ।…
Read More...

ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର 

ବୌଦ୍ଧ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତପସ୍ୱିନୀ ପରିବାର ବୌଦ୍ଧ ପକ୍ଷରୁ ଏକ ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ଅନୁଷ୍ଠାନର ଜ଼ିଲ୍ଲା ସଂଯୋଜିକା ଗୀତାରାଣୀ…
Read More...

କୋଠଘର ଆମ ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ପର୍ବ

ଭୁବନେଶ୍ୱର : କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ଗୀତ ଗୋବିନ୍ଦ ସଦନ ସଭାଗୃହରେ କୋଠଘରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ସହିତ ପତ୍ରିକା ଓ ପୁସ୍ତକ ଉନ୍ମୋଚନ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ…
Read More...

ମହାନଦୀରେ ଚାଲିଛି ଅବାଧ ବିଷ୍ଫୋରଣ, କୀଟନାଶକ ଯୋଗୁଁ ଲୋପ ପାଉଛି ମତ୍ସ୍ୟ ସଂପଦ 

ବୌଦ୍ଧ : ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବୌଦ୍ଧଜିଲ୍ଲା ଦେଇ ପ୍ରାୟ ୧୧୦ କିଲୋମିଟର ମନମୁଣ୍ଡା ଠାରୁ ଆରମ୍ଭ ହୋଇ ହରଭଙ୍ଗା ବ୍ଲକ ନୟାଗଡ ସୀମା ପର୍ଯ୍ୟନ୍ତ ମହାନଦୀ ବୋହିଯାଇଛି। ହୀରାକୁଦର ଉପରମୁଣ୍ଡରେ ବହୁ…
Read More...

କମ୍ବୁପାଣି ସାମନ୍ତଙ୍କୁ ‘ଭଞ୍ଜ ସୌରଭ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠାପନ୍ନ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସର ବର୍ଷ ବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଏକ ମନୋଜ୍ଞ ସାରସ୍ୱତ ସମାରୋହ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ସମ୍ମେଳନ…
Read More...

ରାମୋଜୀ ରାଓଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ମିଡିଆ ବାରନ୍‌, ଇନାଡୁ ଗ୍ରୁପ୍ ଓ ଇଟିିଭି ନେଟ୍‌ୱାର୍କର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି ଓ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…
Read More...

ହଂସପାଳ ଛକରେ ଖୋଲିଲା ଗ୍ରୀନ୍ ଟ୍ରେଣ୍ଡସ୍ ସେଲୁନ୍, ଗ୍ରାହକଙ୍କୁ ମିଳିବ ୪୦% ରିହାତି

ଭୁବନେଶ୍ବର:କ୍ୟାଭିନକେୟାର ପ୍ରା.ଲିର ଗ୍ରୀନ୍ ଟ୍ରେଣ୍ଡସ୍ ୟୁନିସେକ୍ସ ହେୟାର ଆଣ୍ଡ ଷ୍ଟାଇଲ ସେଲୁନ୍ ଭୁବନେଶ୍ବର ହଂସପାଳ ଛକରେ ଏହାର ୪୮୯ ତମ ଆଉଟଲେଟ୍ ଲଞ୍ଚ କରିଛି। ନୂଆ ଆଉଟଲେଟ୍ ଖୋଲିବା ଅବସରରେ ଗ୍ରାହକଙ୍କ ପାଇଁ…
Read More...

ବିଚ ରାସ୍ତାରେ ଯୁବତୀଙ୍କ ତଣ୍ଟି କାଟିଲା ଯୁବକ

ଦେବଗଡ଼: ଦେବଗଡ଼ ଥାନା ଗୁରୁସାହି ରାସ୍ତାରେ ଯୁବକଙ୍କ ଜଘନ୍ୟ କାଣ୍ଡ ଭିଆଇଛି। ଏହି ଯୁବକ ଜଣକ ବିଚ ରାସ୍ତାରେ ଜଣେ ଯୁବତୀଙ୍କ ତଣ୍ଟି କାଟି ଲହୁଲୁହାଣ କରିଥିଲା। ବ୍ଲେଡରେ ଯୁବତୀଙ୍କ ତଣ୍ଟି କାଟିବା ସହ ନିଜ ତଣ୍ଟି…
Read More...

ବିଶ୍ୱ ମହାସାଗର ଦିବସ ଅବସରରେ ଗୋପାଳପୁର ବେଳାଭୂମି ସଫେଇ,

ଗୋପାଳପୁର: ପୁନିତ୍ ସାଗର ଅଭିଯାନ ଓ ବିଶ୍ୱ ମହାସାଗର ଦିବସ ଅବସରରେ ୨ ଓଡ଼ିଶା ବାଟାଲିୟନ ଓ  ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁର ବେଳାଭୂମିଠାରେ ବେଳାଭୂମି ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହ…
Read More...

କାଳିଆଗୁଡାକୁ ଜିଲା ଶିଶୁ ସୁରକ୍ଷା ଟିମ ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାଳିଆଗୁଡା ଗ୍ରାମକୁ ଜିଲା ଶିଶୁ ସୁରକ୍ଷା ଟିମ ଗସ୍ତ କରିଥିବା ଦେଖିବାକୁ ମିଳିଛି । ଭଙ୍ଗାଦଦରା କୁଡ଼ିଆରେ ୫ପ୍ରାଣୀଙ୍କ ଜୀବନ ବିତୁ…
Read More...

କଳଙ୍କି ଖାଉଚି ସ୍ୱାଗତ ତୋରଣ

ପିପିଲି:ସରକାରୀ ସଂପତ୍ତିର ସୁରକ୍ଷା କରିବାର ମୁଖ୍ୟ ଦାୟିତ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ହୋଇଥିବା ବେଳେ ପିପିଲି ପୌରାଞ୍ଚଳରେ ରାସ୍ତା କଡରେ ପଡିରହିଥିବା ଏକ ସ୍ୱାଗତ ତୋରଣ କଳଙ୍କି ଖାଇବାକୁ ନେଇ ପୌରବାସୀଙ୍କ…
Read More...

କୋଇଲା ଟ୍ରେନରେ ନିଆଁ

ସୋର: କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି। ତାଳଚେରରୁ ଝାଡ଼ଖଣ୍ଡ ଯିବାବେଳେ କୋଇଲା ବୋଝେଇ ଟ୍ରେନ ଅଘଟଣ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ…
Read More...

କଲରାପତରା ଆକ୍ରମଣରେ ୫ ଆହତ

ସୋର: କଲରାପତରା ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ବନ କର୍ମଚାରୀ ଥିବା ସୂଚନା। ଗୁରୁତରମାନଙ୍କୁ ବାଲେଶ୍ବର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଏଥିରେ ଆହତ ହୋଇଥିବା…
Read More...

୧୫ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ

ଦେବଗଡ଼ : ସାବିତ୍ରୀ ବ୍ରତ ଭୋଗଖାଇ ତିଲେଇବଣି ବ୍ଲକ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଧୋବଲିପଥର ଗ୍ରାମର ୧୫ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ…
Read More...

ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ରୋଗୀଙ୍କ ପାଖରେ ‘ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍‌ଏମସି)…
Read More...

୧୧ରେ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ, ପ୍ରସ୍ତୁତି ସମୀକ୍ଷା କଲେ ଉପଜିଲାପାଳ

ଆରଡି : ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ୧୧ରେ ମହା ଆଡମ୍ବର ସହ ପାଳିତ ହେବ। ଏହି ଦେବଦମ୍ପତିଙ୍କ  ବିବାହ ଉତ୍ସବ ଲୌକିକ ରୀତିନୀତିରେ ହେଉଥିବାରୁ ବରପିତା କେଦାରନାଥ ପାଢୀ ଓ କନ୍ୟାପିତା ଗଦାଧର ପାଢୀଙ୍କ…
Read More...

ବଜ୍ରଘାତରେ ଝିଅ ମୃତ, ବାପା ଗୁରୁତର

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲା  ମହୁଲଡ଼ିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ  ଆଜି ଉପରବେଳା ବଜ୍ରାଘାତ ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା ଗୁରୁତର ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଉଦ୍‌‌ଘାଟିତ

କେନ୍ଦୁଝରଗଡ଼: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ପୁରୁଣାବଜାରସ୍ଥିତ ନବନର୍ମିିତ ସୁଖଶାନ୍ତି ସରୋବର ପ୍ରାଙ୍ଗଣରେ ଶୁକ୍ରବାର ଠାରୁ ୩ଦିନିଆ ଶିଶୁ ଶିବିର ପ୍ରଶିକ୍ଷଣ…
Read More...

ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

କଲମପୁର: ଶୁକ୍ରବାର ଧର୍ମଗଡ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  ବିଧାୟକ ଶ୍ରୀ ପାଟ୍ଟଯୋଷୀ କଲମପୁର ବ୍ଲକର ବଙ୍କାପଲା ଠାରେ ପହଞ୍ଚିବା ପରେ କଲମପୁର…
Read More...

ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଗିରଫ 

ଫୁଲବାଣୀ :କନ୍ଧମାଳ ଜିଲା  ଫିରିଙ୍ଗିଆ ପୁଲିସ ଏକ ଟିଭିଏସ ଏଏକ୍ସଏଲ ମୋପେଟ ଗାଡ଼ିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ପରେ ୨୫ କିଲୋ ଗଞ୍ଜେଇ ଜବତ କରିଛି।…
Read More...

ଗାଡ଼ି ଯାଞ୍ଚ କରୁନି ପୁଲିସ, ବେପରୁଆ ଭାବେ ସ୍କୁଟି ଚଳାଉଛନ୍ତି ନାବାଳକ

ଭବାନୀପାଟଣା :ସହର ମଧ୍ୟରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଛି। ଗତ ୧୫ ଦିନ ମଧ୍ୟରେ ସହରରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରିଯାନ୍ ପାଇଁ ନୋ ଏଣ୍ଟ୍ରି ସମୟକୁ ସକାଳ ୬ରୁ ରାତି ୧୦ ଯାଏଁ ବୃଦ୍ଧି କରାଯାଇଛି।…
Read More...

ବଜ୍ରପାତରେ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ମୁଖ୍ୟ ବାମକେନାଲର ବାଘୁଆ ଠାରେ ବଜ୍ରପାତରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେକଟକ ଜିଲା ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା (୨୫)। ସନ୍ତୋଷ…
Read More...

ରେଙ୍ଗାଲି ନିର୍ବାଚନ ମଣ୍ଡଳୀ, ଭୋଟରଙ୍କ ପସନ୍ଦ ପାଳି ପଦ୍ଧତି

ରେଙ୍ଗାଲି: ୨୦୨୪ ସାଧାରଣ ନିର୍ବାଚନ ସରିଯାଇଛି ସତ କିନ୍ତୁ ରେଙ୍ଗାଲି ନିର୍ବାଚନର ବିଭିନ୍ନ ଦିଗ କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ସଂପ୍ରତି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଫଳାଫଳ ଏବେ ଚର୍ଚ୍ଚାର ପ୍ରସଙ୍ଗ…
Read More...

ଶୂନ୍ୟରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ବର: ବାଲେଶ୍ବର, ନୀଳଗିରି, ଭଦ୍ରକ ଏବଂ ବାସୁଦେବପୁରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି। ପାହାଡ଼ରୁ ପ୍ରଚଣ୍ଡ ଶବ୍ଦ ବାହାରୁ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଆତଙ୍କିତ…
Read More...

 ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାର ଛାନଭିନ କରୁଛି ସିମୁଳିଆ ପୁଲିସ

ସିମୁଳିଆ: ନିଛାଟିଆ ସ୍ଥାନରେ ଥିବା ଏକ ଗଛରୁ ପୁଲିସ ଦ୍ଵାରା ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କଲହରୁ ଏପରି ଘଟଣା ଘଟିଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ମୃତ ଯୁବକଙ୍କ…
Read More...

ରାସ୍ତା କଡରେ ମୁକୁଳା ପଡିଛି ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର

ପିପିଲି :ପିପିଲି-ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତା କଡରେ ଥିବା ୫ଟି ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦସଂକୁଳ ତଥା ମୁକୁଳା ଅବସ୍ଥାରେ ରହିଛି। ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ରାସ୍ତାକୁ ଲାଗି ରହିଥିବା ବେଳେ…
Read More...

ବଜ୍ରାଘାତରେ ୫ ମୃତ, ୪ ଗୁରୁତର

ଭୁବନେଶ୍ବର: ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ବଜ୍ରାଘାତ ଯୋଗୁଁ କରଞ୍ଜିଆ କୋଇଲିପାଳ ଗାଁରେ ଝିଅ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ହୋଇଛନ୍ତି। ସେହିପରି…
Read More...

୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର:୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ରାଜ୍ୟ ଅର୍ଥ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସୁଜାତା କାର୍ତ୍ତିକେୟନ ଛୁଟିରେ…
Read More...

ସଙ୍ଗୀତ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ ସଙ୍ଗୀତ ସୁଧାକାର ସ୍ମାରକୀ…

ଭୁବନେଶ୍ୱର :ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ଉଦଯାପନା ଦିବସରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷଳୟ ଫାଉଣ୍ଡେସନର ୩୨ତମ ସଂସ୍କରଣ ତଥା ସଙ୍ଗୀତ ସୁଧାକର ୧୦୧ ତମ ଜୟନ୍ତୀରେ ସ୍ମୃତି ଚାରଣ…
Read More...

ମା’ ନାରାୟଣୀ ଯାତ୍ରା : ନଟରାଜ କଳା ମନ୍ଦିର କଳାକାରଙ୍କ ଆକର୍ଶଣୀୟ ନୃତ୍ୟ ପ୍ରଦର୍ଶନ

ଫୁଲବାଣୀ:ଫୁଲବାଣୀରେ ମା’ ନାରାୟଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଅନୁଷ୍ଠିତ  ହୋଇଯାଇଛି। ଯାତ୍ରା ମଣ୍ଡପ ଠାରେ ମା’ଙ୍କ ଆଳତି ସରିବା ପରେ ନଟରାଜ କଳା ମନ୍ଦିର ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। …
Read More...

କଳାପଥର ଧଳାପଥର ଜୁନିୟର କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ, ରାତ୍ରୀ ଜଗୁଆଳି ଅଟକ 

କଳାପଥର(ବାଙ୍କୀ) : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ  କଳାପଥର ଠାରେ ଥିବା ଆଞ୍ଚଳିକ କଲେଜରୁ ଗତ ରାତିରେ କଲେଜ ଘର ଭାଙ୍ଗି କେହି ସମସ୍ତ ସିଲିଂ ଫ୍ୟାନ, ଷ୍ଟାଣ୍ଡ ଫ୍ୟାନ, ଆକୁଗାର୍ଡ, ଟେବୁଲ୍, ସମସ୍ତ ବିଦ୍ୟୁତ ବଲ, ସିସି…
Read More...

ସାବିତ୍ରୀ ବ୍ରତ ପାଳିତ

ଚାରିଛକ  : ସାବିତ୍ରୀବ୍ରତ ହେଉଛି ହିନ୍ଦୁ ମାନଙ୍କ ଏକ ମୁଖ୍ୟ ପର୍ବ। ପୁରାଣ ଶାସ୍ତ୍ର ଅନୁସାରେ ମହାସତୀ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କୁ ଏହି ବ୍ରତ ଉପାସନା କରି ଯମରାଜ ଙ୍କ ନିକଟରୁ ଜୀବିତ କରି ଫେରାଇ ଆଣିଥିଲେ।…
Read More...

ଗ୍ରୀଷ୍ମକାଳୀନ ଓଡିଶୀ ନୃତ୍ୟ କର୍ମଶାଳା ଉଦଘାଟିତ

ବୌଦ୍ଧ : ବୌଦ୍ଧ ଜିଲାର  ପ୍ରଣାମ ଅନୁ୍ଷ୍ଠାନ ପକ୍ଷରୁ  ଚତୁର୍ଥ ରାଜ୍ୟସ୍ତରୀୟ  ଗ୍ରୀଷ୍ମକାଳୀନ  ଓଡିଶୀ ନୃତ୍ୟ କର୍ମଶାଳା  ଗତ ବୁଧବାର ଦିନ  ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟଅତିଥି ଭାବେ ଚିତ୍ତରଂଜନ ଦାଶ,…
Read More...

ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ପାଇଁ ବୌଦ୍ଧର ତୀରନ୍ଦାଜ ଦଳ ମନୋନୀତ

ବୌଦ୍ଧ : ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜୁନ ୨୯ ତାରିଖ ଠାରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ସକାଶେ ଆଜି ଭୁବନେଶ୍ୱର ଠାରେ ହୋଇଥିବା ଚୟନ ପ୍ରକ୍ରିୟାରେ ବୌଦ୍ଧ…
Read More...

ବୌଦ୍ଧରେ ବିଜେଡି ଦୁର୍ଗ ପତନ, ଚାଲିଛି ପରାଜୟର ଆତ୍ମ ସମୀକ୍ଷା

ବୌଦ୍ଧ : ଲଗାତାର ଭାବରେ ୨୪ବର୍ଷ ଧରି ବିଜୁ ଜନତା ଦଳ କ୍ଷମତା ଭୋଗ କରିବା ପରେ ରାଜ୍ୟରେ ବିଜୁ ପରିବାର ଶାସନର ଅନ୍ତ ଘଟିଛି। ବୌଦ୍ଧ ଜିଲାରେ ୧୦ବର୍ଷ ଜନତା ଦଳ ଓ  ୨୪ବର୍ଷ ବିଜୁ ଜନତା ଦଳ କ୍ଷମତାରେ ରହିଥିବାବେଳେ …
Read More...

ଦୁର୍ଘଟଣାରେ ନାବାଳକ ମୃତ୍ୟୁ

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ରାଧାଦାମୋଦରପୁର ଛକ ନିକଟରେ ଦୁର୍ଘଟଣା ଯୋଗୁଁ ନାବାଳକ ପୁତୁରାର ମୃତ୍ୟୁ ଘଟିଥିବା ବେଳେ ଦାଦା ଗୁରୁତର ଆହତ ହୋଇଛନ୍ତି। କ୍ଷତିପୂରଣ ଦାବି ଓ ସର୍ଭିସ ରୋଡ ତୁରନ୍ତ କରିବା ନିମନ୍ତେ…
Read More...

ଲକ୍ଷ୍ମୀ ବସରୁ ହଟିଲା ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ୫ଟି ଷ୍ଟିକର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ କିଛି ମାସ ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ ରାଜ୍ୟ ପରିବହନ ବିଭାଗ ଏବଂ ଓଏସଆରଟିସି ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକ ରେ ଲକ୍ଷ୍ମୀ ବସ  ଦିଆ ଯାଇଥିବା ବେଳେ ଅନୁରୂପ…
Read More...

ସାବିତ୍ରୀ ଅମାବାସ୍ୟା ଅବସରରେ ମନ୍ଦିରରେ ପ୍ରବଳ ଗହଳି

ଫୁଲବାଣୀ: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆଜି ସମଗ୍ର ଜିଲା ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ବିଶେଷ କରି ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ବ୍ୟାପକ ଜନସମାଗମ ଦେଖାଯାଇଥିବା ବେଳେ ଫୁଲବାଣୀ…
Read More...

ପବନଚାଳିତ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବାଟ ଫିଟିଲା

ଲାଞ୍ଜିଗଡ଼: ଏହି ଗାଁରେ ଦିନ ତମାମ ପବନ ପ୍ରବାହିତ ହେଉଥାଏ । ଚାଳିଶରୁ ଷାଠିଏ କି.ମି କିମ୍ବା ତାଠାରୁ ମଧ୍ୟ ଅଧିକ ବେଗରେ ପବନ ପ୍ରବାହିତ ହୁଏ ବର୍ଷର ଅର୍ଦ୍ଧାଧିକ ସମୟ ଧରି । ଗ୍ରୀଷ୍ମ ଦିନରେ ଏହାର ମାତ୍ରା ବଢିଯାଏ…
Read More...

ଧାମରାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୧, ମୁଖ୍ୟ ଆସାମୀ ଏବେ ବି ଫେରାର

ଧାମରା: ଚଳିତ ନିର୍ବାଚନ ସମୟରେ ରାଜ୍ୟ ବିଜେପି ଯୁବ ମୋର୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ତାଙ୍କର ୩ ସହଯୋଗୀ ମାନଙ୍କୁ ମରଣାତ୍ନକ ଆକ୍ରମଣ ଘଟଣା ଘଟିବାର ୯ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ…
Read More...

ରାଜ୍ୟପାଳଙ୍କୁ ଓଡ଼ିଶାର ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର:ଓଡ଼ିଶା ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପୁନଃ ପ୍ରକାଶିତ ହୋଇଛି। ଆଜି ରାଜ୍ୟପାଳ ରଘୁବର…
Read More...

ଅହମଦିଆ ମୁସଲିମ୍ ସଙ୍ଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୂବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି- ପରିବେଶ ସୁରକ୍ଷା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ…
Read More...

ପଞ୍ଚମ ଥର ପାଇଁ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର : ରାଜ୍ୟର ସମ୍ମାନଜନକ ବିଧାନସଭା ଆସନରେ ବିଜେପିର ଟାଣୁଆ ନେତା ଜୟନାରାୟଣ ମିଶ୍ର ପଞ୍ଚମ ଥର ପାଇଁ ମଙ୍ଗଳବାର ଘୋଷିତ ଫଳାଫଳ ପରେ ବିଜୟୀ ହୋଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଶ୍ରୀ…
Read More...

ଓଡ଼ିଶାରେ ବିଜେଡିର ବିପର୍ଯ୍ୟୟ, ସରକାର ଗଠନ କରିବ ବିଜେପି

ଭୁବନେଶ୍ବର: ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡି)କୁ ଶକ୍ତ ଝଟକା ମିଳିଛି। ୨୦୨୪ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସୁଦ୍ଧା ସବୁ ବିଧାନସଭା…
Read More...

ବିଜେପିର ଅନ୍ତସ୍ରୋତ ବିରୋଧରେ ରଣେନ୍ଦ୍ରଙ୍କ ବିଜୟ

ଆଠଗଡ / ଗୁରୁଡିଝାଟିଆ: ସାରା ରାଜ୍ୟରେ ବିଜେପି ସପକ୍ଷରେ ଏବଂ ଶାସକ ଦଳ ବିରୋଧରେ ଥିବା ଅନ୍ତସ୍ରୋତ ବିରୋଧରେ ଲଢେଇ କରି ଶେଷରେ ବିଜୟୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଅଷ୍ଟମ ଥର ପାଇଁ…
Read More...

କନ୍ଧମାଳ ଲୋକସଭା ଆସନରେ ପ୍ରଥମ ଥର ପାଇଁ ଖାତା ଖୋଲିଲା ବିଜେପି: ସୁକାନ୍ତ ପାଣିଗ୍ରାହୀ ବିଜୟୀ, ହାରିଲେ ଅଚ୍ୟୁତ…

ଫୁଲବାଣୀ:ଗଣତନ୍ତ୍ରୀ ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ର ଭୋଗ ଗଣତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନରେ  ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସର୍ବାଧିକ ୪ ଲକ୍ଷ ୧୬…
Read More...

ପାଟଣା ଆସନ ଦଖଲ କଲା ବିଜେପି, ଅଖିଳ ନାଏକ ବିଜୟୀ

ପାଟଣା: ପାଟଣା ବିଧାନସଭା ଆସନ ଏଥର ବିଜେପି ଖାତାକୁ ଯାଇଛି। ଦଳୀୟ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ଏଠାରେ ବିଜୟୀ ଘୋଷିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କୁ…
Read More...

ଚାନ୍ଦବାଲିରେ ହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜୟୀ

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଓଡ଼ିଶାରେ ପଦ୍ମ ଫୁଟିଛି ଏବଂ ଏଠାରେ ବିଜେପି ସରକାର ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ତେବେ ବିଜେପିର ଏହି ବରିଷ୍ଠ ନେତା ତଥା ରାଜ୍ୟ…
Read More...

କୋରାପୁଟ ଲୋକସଭା ମଣ୍ଡଳୀରେ ବିଜେଡି ମୂଳପୋଛ, ପାହାଡ଼ି ମୁଲକରେ ପ୍ରଥମ ଥର ପଦ୍ମ ଫୁଟିଲା

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ ଗୋଟି ଆସନରୁ ବିଜୁଜନତା ଦଳ(ବିଜେଡି) ମୂଳପୋଛ ହୋଇ ଯାଇଥିବା ଜଣାପଡ଼ିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ କୋରାପୁଟ ଜିଲାରେ ଥିବା ୪ ଟି…
Read More...

ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ 

ଫୁଲବାଣୀ :କନ୍ଧମାଳ ଜିଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଆୟୋଜିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ…
Read More...

ଦିନକ ପରେ ସାବିତ୍ରୀ ବ୍ରତ, ଗ୍ରୀଷ୍ମଠୁ ବଳି ପଡିଛି ଫଳ ବଜାର ତାତି

କେନ୍ଦୁଝରଗଡ଼: ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ପାଳିଥାନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ନୂତନ ବସ୍ତ୍ର ପରିଧାନ ସହ ଫଳ ପୂଜା କରି ଦିନତମାମ୍‌‌ ଉପବାସ ରହିବାକୁ ପଡିଥାଏ ପତ୍ନୀଙ୍କୁ। ହିନ୍ଦୁଧର୍ମର ଏହି…
Read More...

ବୌଦ୍ଧରେ ୨୪ବର୍ଷର ବିଜେଡି ଦୁର୍ଗ ପତନ, କହ୍ନାଇଁ ଓ ସରୋଜ ଜିଲାବାସୀଙ୍କ ନୂଆଁ ଆଶା

ବୌଦ୍ଧ : ବୌଦ୍ଧରେ ୨୪ବର୍ଷର ବିଜେଡି ଦୁର୍ଗର ପତନ ହୋଇଛି। ଏଠାରୁ ବିଜେଡିର ହେଭିୱେଟ ନେତା ଲଗାତାର ୫ ଥର ବିଧାୟକ ଭାବରେ ବିଜୟୀ ହୋଇ ଓଡ଼ିଶା ଶାସନରେ ଦୁଇଥର ବାଚସ୍ପତି ପଦବୀ ସହିତ ଅନେକ ପ୍ରମୁଖ ବିଭାଗର ମନ୍ତ୍ରୀ…
Read More...

ପିପିଲିରେ ବାଜି ମାରିଲେ ଆଶ୍ରିତ

ପିପିଲି:ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ୪୦ବର୍ଷର ମହାରଥୀଙ୍କ ଗଡ କୁହାଯାଉଥିବା ଏହି…
Read More...

ହିଞ୍ଜିଳିରେ ଜିତିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ତାଙ୍କର ନିକଟତମ…
Read More...

ବିଜେଡି ହାତରେ ଲାଞ୍ଜିଗଡ ବିଧାନସଭା ଆସନ, ଦଳର ସମ୍ମାନ ରଖିଲେ ପ୍ରଦୀପ ଦିଶାରୀ 

ଲାଞ୍ଜିଗଡ଼:  ଆଜି ସଂଧ୍ୟା ସୁଦ୍ଧା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ କ୍ଷେତ୍ରର ଭୋଟ ଗଣତିର ଫଳାଫଳ ପ୍ରକାଶ ପାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେଡି…
Read More...

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଜୟୀ

ପଦ୍ମପୁର : ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁଜନତା ଦଳର ରଘୁନାଥ ଗମାଙ୍ଗଙ୍କୁ…
Read More...

ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ଭାବେ ନିର୍ବାଚିତ 

କଳାପଥର (ବାଙ୍କୀ ): ଆଜି ବାଙ୍କୀ ନିର୍ବାଚନ ମଣ୍ଡଳିର ବିଧାନ ସଭା ଓ ଲୋକ ସଭା ପାଇଁ ବାଙ୍କୀ କଲେଜରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଇଥିଲା । ବାଙ୍କୀ ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଦେବୀ ପ୍ରସାଦ…
Read More...

ଜି.ଉଦୟଗିରିରେ କଂଗ୍ରେସର ବାଜିମାତ, ଜିତିଲେ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ

ଜି.ଉଦୟଗିରି : ଚଳିତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲାର ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ବାଜିମାତ ହୋଇଥିବା ଜଣାପଡିଛି।  ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ…
Read More...

ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ, ଅଳ୍ପକେ ରକ୍ଷା ପାଇଲେ ୨ ପାଇଲଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକ୍ ଜିଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହାର ୨ଜଣ ପାଇଲଟ ବାହାରକୁ ଚାଲି ଆସିଥିଲେ। ବିମାଟି…
Read More...

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

ଭୁବନେଶ୍ବର: କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି। କଣ୍ଟାବାଞ୍ଜି…
Read More...

ରାଉରକେଲାରେ ହାରିଲେ ଦିଲ୍ଲୀପ ରାୟ, ଜିତିଲେ ସାରଦା ନାୟକ

ଭୁବନେଶ୍ବର: ବିଜେପିର ହେଭିୱେଟ ନେତା ଦିଲ୍ଲୀପ ରାୟ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରି ଯାଇଛନ୍ତି। ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ସାରଦା ନାୟକଙ୍କ ସେ କଡ଼ା ଟକ୍କର…
Read More...

ଶୀତଳଷଷ୍ଠୀ ଛୁଟିକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ତୀବ୍ର ଅସନ୍ତୋଷ

ସମ୍ବଲପୁର : ପଶ୍ଚିମ ଓଡିଶାର ଅନ୍ୟତମ ବୃହତ୍ତମ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରା ପାଇଁ ସରକାରଙ୍କ ତରଫରୁ ଘୋଷିତ ସ୍ଥାନୀୟ ଛୁଟିକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରାଞ୍ଚଳ…
Read More...

ଦେଶଦ୍ରୋହୀ ଯନ୍ତ୍ରୀଙ୍କୁ ଆଜୀବନ ସଜା

ନାଗପୁର: ଦେଶଦ୍ରୋହୀ ଯନ୍ତ୍ରୀଙ୍କୁ ଆଜୀବନ ସଜା ମିଳିଲା। ପାକିସ୍ତାନ ଆଇଏସଆଇ ପାଇଁ ଗୁପ୍ତଚରୀ ମାମଲାରେ ଯନ୍ତ୍ରୀଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ପୂର୍ବତନ ବ୍ରହ୍ମୋସ ଏରୋସ୍ପେସ ଯନ୍ତ୍ରୀ ନିଶାନ୍ତ ଅଗ୍ରୱାଲଙ୍କୁ…
Read More...

କେନ୍ଦୁଝର ଜିଲାରେ ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ଗତ ମାସ ୨୫ ତାରିଖରେ ଶାନ୍ତିପୂର୍ଣ ଭାବେ ମତଦାନ ଶେଷ ହେବାପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ୫ କମ୍ପାନୀ…
Read More...

ଫୁଲବାଣୀରେ ଠାକୁରାଣୀ ଯାତ୍ରା, ସାରା ସହରରେ ଉତ୍ସବର ମାହୋଲ

ଫୁଲବାଣୀ :  ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ୨୫ ଦିନରେ ପହଞ୍ଚିଛି। ସହର ସାରା ଏବେ ଉତ୍ସବର ମାହୋଲ। ଯାତ୍ରା ପଢିଆରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଚାଲିଛି ସାଂସ୍କୃତିକ…
Read More...

ଖୋର୍ଦ୍ଧାରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ମାର୍ଗଦର୍ଶିକା ଜାରି କଲେ ଜିଲାପାଳ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲାପାଳ ମାର୍ଗ ଦର୍ଶିକା ଜାରି କରିଛନ୍ତି। ଖୋର୍ଦ୍ଧା ଜିଲାର…
Read More...

କେବେ ହେବ ପିପିଲି-ଜଟଣୀ ରାସ୍ତାର ମରାମତି ?

ପିପିଲି:ଖାଲଖମାରେ ପରିଣତ ହୋଇଥିବା ପିପିଲି-ଜଟଣୀ ମୁଖ୍ୟରାସ୍ତାର ଆବଶ୍ୟକ ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତା ସମେତ…
Read More...

ପୁରୀରେ ହେବନି ବିଜୟ ଉତ୍ସବ, ନିର୍ଦେଶ ଜାରି କଲେ ଜିଲାପାଳ

ପୁରୀ: ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ…
Read More...

ସାଧାରଣ ନିର୍ବାଚନ ୨୦୨୪ – ମତଗଣନା ଦିନ ପ୍ରାପ୍ତ ହେବାକୁ ଥିବା ପ୍ରାରମ୍ଭିକ ଆକଳନ ଓ ପରିଣାମର ସୂଚନା

ଭୁବନେଶ୍ବର: ଲୋକସଭା ସାଧାରଣ ନିର୍ବାଚନ-୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଧାନସଭା ଓ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୪ ଜୁନ୍ ୨୦୨୪ (ମଙ୍ଗଳବାର) ସକାଳ ୮ଟାରୁ ଅନୁଷ୍ଠିତ ହେବ।  ମୁଖ୍ୟ ନିର୍ବାଚନ…
Read More...

୭୦ଟି କେନ୍ଦ୍ରରେ ଅଢେଇ କୋଟିରୁ ଅଧିକ ଲୋକଙ୍କ ମତ ଗଣନା ହେବ-ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଦେଶର ସାଧାରଣ ନିର୍ବାଚନ ସରିଛି। ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ଆସନ୍ତାକାଲି(ମଙ୍ଗଳବାର) ଆସିବ। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ…
Read More...

ତାଜ ଏକ୍ସପ୍ରେସର ୪ ବଗିରେ ଲାଗିଲା ଭୟଙ୍କର ନିଆଁ, ଯାତ୍ରୀ ସୁରକ୍ଷିତ

ଦିଲ୍ଲୀ: ତାଜ ଏକ୍ସପ୍ରେସ ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଥିଲା। ତୋଗଲକାବାଦ-ଓଖଲା ମଧ୍ୟରେ ତାଜ ଏକ୍ସପ୍ରେସରେ ଅଘଟଣ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଜଣାପଡ଼ିଥିବାବଳେ…
Read More...

ଆଠଗଡ ଓ ବଡମ୍ବାର ଗଣତି ପାଇଁ ପ୍ରସ୍ତୁତି ଚୁଡାନ୍ତ, ‘ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ପୁଲିସ ସୁରକ୍ଷା…

ଆଠଗଡ: ଚଳିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଭୋଟ ଗଣତିକୁ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିବ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁନ ୪ ତାରିଖରେ । ୮୭ ବଡମ୍ବା ଓ ୮୯ ଆଠଗଡ ନିର୍ବାଚନ ମଣ୍ଡଳୀ ଦ୍ୱୟର ଭୋଟ ଗଣତି ସ୍ଥାନୀୟ…
Read More...

ନୃତ୍ୟାଞ୍ଜଳି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ନୃତ୍ୟର ତାଳେତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୨ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା…
Read More...

ବଣୁଆ ହାତୀ ଉପଦ୍ରବ: ଭାଙ୍ଗିଲା ଆମ୍ବ ଏବଂ ନଡ଼ିଆ ଗଛ, ଖଳା ଏବଂ ଚାଷ ଜମିରୁ ଉଜାଡିଲା ଧାନ ଫସଲ

କଲମପୁର : ଗତ ଏକମାସ ଧରି ଗଜରାଜ କଲମପୁର ଅଞ୍ଚଳରେ ତାର ଉପଦ୍ରବ ଜାରି ରଖିଛି। ପ୍ରତି ସପ୍ତାହରେ ଗାଁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନ ସାଧାରଣ ଆତଙ୍କିତ ହେଇ ପଡିଛନ୍ତି। ପ୍ରଥମ ୧୫ ଦିନ କେବଳ ଘୋଡାବନ୍ଧା ଗାଁରେ ହାତୀ…
Read More...

ନୀଳଗିରି ଷ୍ଟ୍ରଙ୍ଗ ରୁମରେ ସିସିଟିଭି ଅଚଳ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି କଲେଜରେ ଥିବା ୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମ ରଖାଯାଇଛି । କିନ୍ତୁ ଆଜି ରାତିରେ ହଠାତ ସିସିଟିଭି ଅଚଳ ହୋଇ ପଡ଼ିବା ଯୋଗୁ ବାହାରେ ଲଗାଯାଇଥିବା ଟିଭି ପରଦାରେ ଭିତର ଦୃଶ୍ୟ ଦେଖାଯାଉନି…
Read More...

ଭୁବନେଶ୍ବରରେ ହେବ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତା, ଆକର୍ଷଣ ସାଜିବେ ମଲାଇକା ଆରୋରା

ଭୁବନେଶ୍ବର: ଆର ଆର ଇଭେଣ୍ଟ ପକ୍ଷରୁ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ମାସ ୨୦ ତାରିଖରେ ଓଡ଼ିଶା କୁଇନର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ…
Read More...

ବିଜେବି କଲେଜରେ ହେବ ଖୋର୍ଦ୍ଧା ଜିଲାର ଭୋଟ ଗଣତି

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତା ୪ ତାରିଖରେ ଭୋଟ ଗଣନା ହେବ।  ଖୋରଧା ଜିଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା…
Read More...

ଅଧରାତିରେ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ବାପା ସହ ପାଞ୍ଚ କୁନି କୁନି ଛୁଆ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ଅଧ ରାତ୍ରରେ ଘରେ ନିଆଁ ଲାଗି ଯାଇଥିଲା। ଘରେ ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ଘରୁ ବାପା ସହ ପାଞ୍ଚ ଜଣ…
Read More...

କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର ଓ ଗଛ

ଫୁଲବାଣୀ:ଆଜି କାଳ ବୈଶାଖୀ ପ୍ରଭାବରେ ଲାଇନିପଡା ଦେବଦର ନାୟକଙ୍କ ଘର ଭାଙ୍ଗିଛି। ଆରଆଇ ଅଫିସ ସମ୍ମୁଖରେ ଥିବା ବହୁ ପୁରାତନ ଗଛ ଭାଙ୍ଗି ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ବପଲମେଣ୍ଡି(ଲା) ଗ୍ରାମ ପଞ୍ଚାୟତର…
Read More...

ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ୭୦ କମ୍ପାନୀ ସିଏପିଏଫ୍‌ ମୁତୟନ

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ପାଇଁ ଏଇଥର ଓଡ଼ିଶାରେ ରେକର୍ଡ ସଂଖ୍ୟକ ସିଏପିଏଫ୍‌ କମ୍ପାନୀ (୧୮୫) ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ହୋଇସାରିବା ପରେ ଏହା ମଧ୍ୟରୁ କେବଳ…
Read More...

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର:  ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା…
Read More...

କୋକସରାରେ କାଳବୈଶାଖୀ ରଚିଲା ତାଣ୍ଡବଲୀଳା : ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ

ଲଡୁଗାଁ:ରବିବାର ଅପରାହ୍ନରେ କଳାହାଣ୍ଡି ଜିଲା କୋକସରା ପଟ୍ଟନାୟକ ପଡା ଅଙ୍ଗନୱାଡ଼ି କେନ୍ଦ୍ର ନିକଟେ  କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ପ୍ରାୟ ଅପରାହ୍ନ ୩ ଟା ରୁ ୫.୩୦ ମଧ୍ୟରେ ପ୍ରବଳ  ଘଡଘଡି ସହିତ…
Read More...

ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ

ଜି.ଉଦୟଗିରି:  ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ କତିଙ୍ଗିଆ ଗ୍ରାମର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। କତିଙ୍ଗିଆ ଗ୍ରାମର ଅମ୍ରୀତା ପ୍ରଧାନ ୩୫ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ…
Read More...

ନିଆରା ପ୍ରକୃତି ପ୍ରେମୀ ମଣିଷ ତାପସ କୁମାର 

କଲ୍ୟାଣସିଂହପୁର: ଆଜି ମଧ୍ୟ ଗଛଳତା ପଶୁପକ୍ଷୀ ଙ୍କ ନିମନ୍ତେ ନିଜକୁ ସମର୍ପିତ କରିବା ଭଳି ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାପସ କୁମାର ଦଳେଈ । ନିଜ ଘର ଓ କାର୍ଯ୍ୟରତ କର୍ମକ୍ଷେତ୍ରରେ ବନେଇଛନ୍ତି ସୁନ୍ଦର…
Read More...

ଫଳ ଓ ପରିବା ବ୍ୟବସାୟୀଘଙ୍କ କବ୍‌‌ଜାରେ ସହରର ପ୍ରମୁଖ ରାସ୍ତା, ଟ୍ରାଫିକ୍‌‌ ସମସ୍ୟା ଯୋଗୁଁ ବୃଦ୍ଧି ପାଉଛି ଦୁର୍ଘଟଣା

କେନ୍ଦୁଝରଗଡ଼ : ଜିଲା ମୁଖ୍ୟାଳୟର ପ୍ରମୁଖ ରାସ୍ତା ଗତ କିଛିବର୍ଷ ଧରି ଫଳ ଓ ପରିବା ବ୍ୟବସାୟୀଙ୍କ କବ୍‌‌ଜାରେ ରହି ଆସିଥିବା ବେଳେ ଏଥିଯୋଗୁଁ ଉତ୍କଟ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହୋଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି…
Read More...

ପ୍ରାକୃତିକ ବିପର୍ଯ୍ୟୟ ଘଟାଇପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ନିରାକରଣ ଉପରେ ସଚେତନତା ଜରୁରୀ

ହରଭଙ୍ଗା: ମନୁଷ୍ୟ ବିଜ୍ଞାନ ବଳରେ ଗୋଟିଏ ପରେ ଗୋଟିଏ ସୋପାନ ସଫଳତାର ସହ ଅତିକ୍ରମ କରିଚାଲିଛି।ତଥାପି ପ୍ରକୃତି ତାଣ୍ଡବ ଏବଂ ଦାନବ ଆଗରେ ମଣିଷ ସବୁବେଳେ ହାର ମାନିଛି। ଖରାଦିନେ ଖରା ,ବର୍ଷା ଦିନେ ବର୍ଷା ଏବଂ ଶୀତ…
Read More...

ବଜ୍ରଘାତରେ ଗଲା ୨ ଜୀବନ

ଦିଗପହଣ୍ଡି: ବଜ୍ରାଘାତରେ ଗଛ ତଳେ ଚାଲିଗଲା ୨ଜଣଙ୍କ ଜୀବନ। ପାଟପୁର ଥାନା ଲକ୍ଷ୍ମୀ ମନ୍ଦିରସାହି ନିକଟରେ ବଜ୍ରାଘାତରେ ୨ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଯୋଗୁଁ ଏହି…
Read More...

ନିର୍ବାଚନ ପରବର୍ତ୍ତି ହିଂସା, ୭ ଆହତ

ଭୁବନେଶ୍ବର: ଆଳି ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ଜଣ ଆହତ ହୋଇଛନ୍ତି। ଠାକୁରପାଟଣା ଗାଁରେ ୨ଟି ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ନିର୍ଦ୍ଧିଷ୍ଟ ଦଳକୁ କାହିଁକି ଭୋଟ ଦେଲ କହି…
Read More...

ଅସ୍ବାଭାବିକ ମୃତ୍ୟୁ ଘଟଣାର ଚାଲିଛି ଯୁଗ୍ମ ତଦନ୍ତ, ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୬

ରାଉରକେଲା: ରାଉରକେଲାରେ ଅଂଶୁଘାତ ଜନିତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାକୁ ମିଶାଇ ରାଉରକେଲାରେ ଅସ୍ବାଭିକଭାବେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ୩୫ଜଣଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ…
Read More...

ଶାନ୍ତିଶୃଙ୍ଖଳା ମଧ୍ୟରେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ  ନିର୍ବାଚନ, ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ…

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ୦୫-ମୟୂରଭଞ୍ଜ (ଏସ୍.ଟି.), ୦୬-ବାଲେଶ୍ୱର, ୦୭-ଭଦ୍ରକ (ଏସ୍.ସି.), ୦୮-ଯାଜପୁର(ଏସ୍.ସି.), ୧୫-କେନ୍ଦ୍ରାପଡ଼ା ଓ…
Read More...

ଓଡିଶୀ ନୃତ୍ୟ ଓ ସଂଗୀତରେ ବିମୋହିତ ହେଲେ ଦର୍ଶକ

ଭୁବନେଶ୍ୱର : ଓଡିଶାର ଅନନ୍ୟ ପରିଚୟ ତଥା ବିଶ୍ୱରେ ପ୍ରଶଂସିତ ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୨ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ…
Read More...

ଜାତୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ ବୌଦ୍ଧର ବାଦଲ ବେହେରା ପ୍ରଥମ

ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଅନ୍ତର୍ଗତ ସରସରା ଗ୍ରାମର ବାଦଲ ବେହେରା ବୌଦ୍ଧ ଜିଲା ପାଇଁ ଗୌରବ ଆଣିଛନ୍ତି। କେରଳ ଠାରେ ଅନୁଷ୍ଠିତ ଜାତୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୭୦ କିଲୋ ଗ୍ରାମ…
Read More...

କନ୍ଧ ସମ୍ପ୍ରଦାୟର ଦୁଇ ପ୍ରାଚୀନ ପୀଠ ଅବହେଳିତ

ବୌଦ୍ଧ: ଜିଲାର ଆଦିମ ଜନଜାତି ମଧ୍ୟରେ କନ୍ଧ ସମ୍ପ୍ରଦାୟ ଅନ୍ୟତମ। ଏହି କନ୍ଧ ସମ୍ପ୍ରଦାୟର ବାର ଭାୟା ବତିଶି କନ୍ଧ ମାଟି ଭାବେ ପରିଚିତ ବାଘଝିର ପ୍ରଗଣା ଓ ଘାଟିତଳ ମୁଠାରେ ରହିଛି ଦୁଇ ପ୍ରାଚୀନ ପୀଠ। ଯାହା ବର୍ତ୍ତମାନ…
Read More...

ଘର ମାଲିକକୁ ଛୁରା ମାରି ସୁନା ଗହଣା ସହ ଟଙ୍କା ଲୁଟିନେଲେ ଡକାୟତ

ବାଉଁଶୁଣି : ବୌଦ୍ଧ ଜିଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମରେ ଘର ମାଲିକକୁ ଛୁରା ମାରି ସୁନା ଗହଣା ସହ ଟଙ୍କା ଲୁଟିନେଲେ ଡକାୟତ। ସୂଚନା ମୁତାବକ ଶୁକ୍ରବାର ରାତିରେ କେତେ ଜଣ ଡକାୟତ ବାଦିକଟା ଗ୍ରାମର…
Read More...

କାଳ ବୈଶାଖୀରେ ଗଛ ପଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଲା ଘର, ଘଟଣା ସ୍ଥଳରେ ଦମକଳ ବାହିନୀ 

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ କାଳ ବୈଶାଖୀ ଯୋଗୁଁ ଘଡଘଡ଼ି ସହକୁଆ ପଥର ବର୍ଷା  ହୋଇଛି। ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଘର ଛପର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ଗଛ…
Read More...