www.samajalive.in
Thursday, December 11, 2025
26.1 C
Bhubaneswar

ହଂସପାଳ ଛକରେ ଖୋଲିଲା ଗ୍ରୀନ୍ ଟ୍ରେଣ୍ଡସ୍ ସେଲୁନ୍, ଗ୍ରାହକଙ୍କୁ ମିଳିବ ୪୦% ରିହାତି

ଭୁବନେଶ୍ବର:କ୍ୟାଭିନକେୟାର ପ୍ରା.ଲିର ଗ୍ରୀନ୍ ଟ୍ରେଣ୍ଡସ୍ ୟୁନିସେକ୍ସ ହେୟାର ଆଣ୍ଡ ଷ୍ଟାଇଲ ସେଲୁନ୍ ଭୁବନେଶ୍ବର ହଂସପାଳ ଛକରେ ଏହାର ୪୮୯ ତମ ଆଉଟଲେଟ୍ ଲଞ୍ଚ କରିଛି। ନୂଆ ଆଉଟଲେଟ୍ ଖୋଲିବା ଅବସରରେ ଗ୍ରାହକଙ୍କ ପାଇଁ ୪୦% ରିହାତି ରହିଛି। ଉଦଘାଟନ ସମୟରେ ସୁକାନ୍ତ ନନ୍ଦ, ସିପ୍ରା ନନ୍ଦଙ୍କ ସହ ଅନ୍ୟ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ଏହି ଅବସରରେ କମ୍ପାନୀର ନିର୍ଦ୍ଦେଶକ ଗୋପାଳକ୍ରୀଷ୍ଣନ୍ କହିଛନ୍ତି, “ଗ୍ରୀନ୍ ଟ୍ରେଣ୍ଡସ୍ ୟୁନିସେକ୍ସ ହେୟାର ଆଣ୍ଡ ଷ୍ଟାଇଲ ସେଲୁନ୍ ଦେଶରେ ୩୭୫+ ସ୍ଥାନରେ ରହିଛି। ସେଲୁନ୍ ସେବା ପ୍ରଦାନକାରୀଙ୍କ ଦକ୍ଷତା ବିକାଶ ଉପରେ ଆମର କ୍ରମାଗତ ଧ୍ୟାନ ଏବଂ ୩୬୦ ଡିଗ୍ରୀ ସେଲୁନ୍ ସେଟ୍ ଅପ୍ ଏବଂ ଫ୍ରାଞ୍ଚାଇଜି ସହଭାଗୀମାନଙ୍କୁ ଅପରେସନ୍ ସପୋର୍ଟ ଆମର ଦ୍ରୁତ ବିସ୍ତାର ଏବଂ ସ୍ଥିର ଅଭିବୃଦ୍ଧିରେ ସାହାଯ୍ୟ କରିଛି। ସମ୍ପ୍ରସାରଣ ଯୋଜନା ଉପରେ ଅଧିକ ବର୍ଣ୍ଣନା କରି ସେ ଉଲ୍ଲେଖ କରିଛନ୍ତି “ଫ୍ରାଞ୍ଚାଇଜ୍ ପାଇଁ ଆମେ ଇଣ୍ଡଷ୍ଟ୍ରିରେ ପ୍ରଥମ ପସନ୍ଦ ଯେତେବେଳେ ଏକ ବୃତ୍ତିଗତ ଭାବରେ ପରିଚାଳିତ ସେଲୁନ୍ ବ୍ରାଣ୍ଡ ସହିତ ଭାଗିଦାରୀ କରିବାକୁ ଆସେ, ଆମେ ବ୍ୟକ୍ତିବିଶେଷଙ୍କ ସହ ଭାଗିଦାରୀ କରିବାକୁ ଅପେକ୍ଷା କରିଥାଉ।

- Advertisement -

ଏହି ବ୍ରାଣ୍ଡ ବିଷୟରେ ସିଓଓ ଦୀପକ ପ୍ରବୀଣ କହିଛନ୍ତି “ଏହି ସେଲୁନ୍ ଗୁଣବତ୍ତା ଏବଂ ସେବା ସ୍ତରରେ ମାନଦଣ୍ଡ ପ୍ରତିଷ୍ଠା କରିବ ଏବଂ ଏହା ଆମ ସଲମାନଙ୍କରେ ଦିଆଯାଉଥିବା ସେବା ସହିତ ମଧ୍ୟ ସମ୍ମାନ ହେବ। ଗ୍ରାହକମାନେ ଗୁଣବତ୍ତା, ମୂଲ୍ୟ, ଏବଂ ସୁବିଧା ଖୋଜୁଛନ୍ତି, ଏକ ବ୍ରାଣ୍ଡ ଭାବରେ ଆମେ ସମାନ ବିତରଣକୁ ନିଶ୍ଚିତ କରିବାରେ ନିରନ୍ତର ଧ୍ୟାନ ଦେଉଛୁ। ଆମର ସେଲୁନରେ ସମସ୍ତ ସେବା ବୃତ୍ତିଗତ ତାଲିମପ୍ରାପ୍ତ ଏବଂ ସାର୍ଟିଫିକେଟ୍ ଷ୍ଟାଇଲିଷ୍ଟଙ୍କ ଦ୍ବାରା ଏକ ବିଶ୍ୱ ସ୍ତରୀୟ ପରିବେଶରେ ବଳିଷ୍ଠ ବୈଷୟିକ କୌଶଳ ସହିତ ବିତରଣ କରାଯାଇଥାଏ। ଏଠାରେ ଗ୍ରାହକମାନେ ଅକ୍ସିଜେନ୍ ଫେସିଆଲ୍, 2 ଷ୍ଟେପ୍ ସେଫ୍ ଷ୍ଟେଟନିଙ୍ଗ୍, ଆଡଭାନ୍ସଡ୍ ସ୍କିନ୍ ଲାଇଟେନିଙ୍ଗ୍ ଫେସିଆଲ୍, ଏକ୍ସପ୍ରେସ୍ ଗ୍ଲୋ ଫେସିଆଲ୍, ହେଲ୍ ପେଲ୍ ଟ୍ରିଟମେଣ୍ଟ, କେରାଟିନ୍ ଚିକିତ୍ସା ସହିତ ଅନେକ ବିୟୁଟି ଓ କେଶ ଉପରେ ସେବା ମିଳିପାରିବ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories