www.samajalive.in
Saturday, December 6, 2025
14.1 C
Bhubaneswar

କାଳବୈଶାଖୀର ତାଣ୍ଡବ, ଗଛ ପଡି  ଭାଙ୍ଗିଲା ଟିଣ ଘର

କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ସଦରରେ ଗଛ ପଡି ଟିଣ ଘର ଭାଙ୍ଗି ଯାଇଛି। ଆଜି ସନ୍ଧ୍ୟାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଓ ଘଡଘଡି ମାରିବାରୁ ଗୁଡୁଲ୍ଲା ରମେଶଙ୍କ ଘର ନିକଟରେ ଥିବା ଗଛ ଟିଣ ଉପରେ ପଡିବାରୁ ଘର ଭାଙ୍ଗି ଯାଇଛି । ବର୍ତ୍ତମାନ ବର୍ଷା ହେଉଥିବାରୁ ଗୋଟିଏ କୋଠରୀରେ ଜିନିଷ ପତ୍ର ସହ ପରିବାର ଲୋକେ ଭାଗ୍ୟକୁ ଆଦରି ପଡିରହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories