www.samajalive.in
Friday, December 12, 2025
27.1 C
Bhubaneswar

ଗ୍ରୀଷ୍ମକାଳୀନ ଓଡିଶୀ ନୃତ୍ୟ କର୍ମଶାଳା ଉଦଘାଟିତ

ବୌଦ୍ଧ : ବୌଦ୍ଧ ଜିଲାର  ପ୍ରଣାମ ଅନୁ୍ଷ୍ଠାନ ପକ୍ଷରୁ  ଚତୁର୍ଥ ରାଜ୍ୟସ୍ତରୀୟ  ଗ୍ରୀଷ୍ମକାଳୀନ  ଓଡିଶୀ ନୃତ୍ୟ କର୍ମଶାଳା  ଗତ ବୁଧବାର ଦିନ  ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟଅତିଥି ଭାବେ ଚିତ୍ତରଂଜନ ଦାଶ, ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଗୀତାଂଜଳୀ ସାହୁ, ମାର୍ଗଦର୍ଶକ ନୃତ୍ୟଗୁରୁ ଡ. ମନୋଜ କୁମାର ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ଭାଇନା ଯୋଗଦେଇ ଉଦଘାଟନ କରିଥିଲେ।

ଏନେଇ ଏଭଳି ଏକ କର୍ମଶାଳା ଆୟୋଜନ କରାଯାଇଥିବାରୁ  ଅତିଥି ମାନେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ଏହି କର୍ମଶାଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। କର୍ମଶାଳାରେ ୨୦ରୁ ଅଧିକ ଛାତ୍ର ଛାତ୍ରୀ  ଭାଗ ନେଇଛନ୍ତି।  ଏହା ଦ୍ୱାରା ଓଡିଶାରେ ଶାସ୍ତ୍ରୀୟ  ନୃତ୍ୟର ବିକାଶ ଘଟିବା ସହି ଓଡିଶୀ ନୃତ୍ୟ ଶିକ୍ଷା କରୁଥିବା ଛାତ୍ର ଛାତ୍ରୀଙ୍କର ବିକାଶ ହୋଇପାରିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories