ସାଧାରଣ ନିର୍ବାଚନ ୨୦୨୪ – ମତଗଣନା ଦିନ ପ୍ରାପ୍ତ ହେବାକୁ ଥିବା ପ୍ରାରମ୍ଭିକ ଆକଳନ ଓ ପରିଣାମର ସୂଚନା
- ଆଣ୍ଡ୍ରଏଡ୍: https://play.google.com/store/apps/detailsid=com.eci.citizen&hl=en_US
- ଆଇଓଏସ୍: https://apps.apple.com/in/app/voter-helpline/id1456535004
- ରିଟର୍ଣ୍ଣିଂ ଅଧିକାରୀ ଓ ଗଣନା ଏଜେଣ୍ଟଙ୍କ ପାଇଁ ପୁସ୍ତିକା ଇସିଆଇର ୱେବସାଇଟରେ ଉପଲବ୍ଧ ରହିଛି ଯାହାର ଲିଙ୍କ ହେଉଛି ଯଥାକ୍ରମେ https://tinyurl.com/yknwsu7r ଓ https://tinyurl.com/mr3cjwhe
ଭୋଟ୍ ଗଣତି ପରିଚାଳନା, ଭୋଟ ଗଣତି ପ୍ରକ୍ରିୟା ଏବଂ ଇଭିଏମ୍/ଭିଭିପ୍ୟାଟ୍ ରଖିବା ପାଇଁ ଆୟୋଗଙ୍କ ବିସ୍ତୃତ ନିର୍ଦ୍ଦେଶନାମା ଇସିଆଇ ୱେବସାଇଟରେ ଉପଲବ୍ଧ ଅଛି, ଯାହାକୁ ନିମ୍ନ ଲିଙ୍କରେ ଆକସେସ୍ କରାଯାଇପାରିବ:
- ମତଗଣନା ବ୍ୟବସ୍ଥା: https://tinyurl.com/yxvm5ueh
- ଭୋଟ୍ ଗଣତି ପ୍ରକ୍ରିୟା: https://tinyurl.com/2sdsjkc9
- ଇଭିଏମ୍/ଭିଭିପାଟ୍ ଷ୍ଟୋରେଜ୍: https://tinyurl.com/5hcnzrkc
ସିଇଓ / ଆରଓ / ଡିଇଓ ଦ୍ୱାରା ଟ୍ରେଣ୍ଡ ଏବଂ ଫଳାଫଳର ସ୍ଥାନୀୟ ପ୍ରଦର୍ଶନ ଡିଜିଟାଲ ଡିସପ୍ଲେ ପ୍ୟାନେଲ ମାଧ୍ୟମରେ ମଧ୍ୟ କରାଯାଇପାରିବ।
Comments are closed.