www.samajalive.in
Wednesday, December 10, 2025
26.1 C
Bhubaneswar

୩ ଘର ଭାଙ୍ଗିବା ସହ ଖରାଟିଆ ଧାନ ଚାଷ ନଷ୍ଟ କଲା ଦନ୍ତା

ପାଟଣା:  ପାଟଣା ବନାଞ୍ଚଳ ଇଲାକା କଣ୍ଟିଆପଡା ନିକଟରେ ଡେରା ପକାଇଥିବା ଏକ ଗୋଠ ଛଡା ଦନ୍ତା ଗତ ରାତି କେନ୍ଦେଇପଶି ଗ୍ରାମରେ ୩ଟି ଘର ଭାଙ୍ଗିବା ସହ ସେଠାରୁ ଡେଣୁଆ ରାସ୍ତାରେ ଯାଇ ଜହ୍ନେଇନାଳ ନିକଟରେ ହୋଇଥିବା ଖଟାଟିଆ ଧାନ ଚାଷ ନଷ୍ଟ କରିବା ସହ ଖାଇଯାଇଛି । ଡେଣୁଆ  ଗ୍ରାମର ମଦନ ମୋହନ ମହାନ୍ତଙ୍କ ଚାଷ ଜମିରୁ ଦନ୍ତା ଧାନ ଫସଲ ଖାଇଥିବା ଜଣାପଡିଛି।  ସେହିପରି କେନ୍ଦେଇପଶି ଗ୍ରାମରେ କୁଳମଣି ବେହେରା, ତପନ ବେହେରା ଓ ଅନ୍ୟଜଣେ ମହିଳା ଙ୍ ଘର ଭାଙ୍ଗିବା ସହ ଦନ୍ତା ଟି ଧାନ ଚାଉଳ ଖାଇଦେଇଥିଲା। ଆଜି ମଧ୍ୟ ଅଞ୍ଚଳରେ ଦନ୍ତା ଟି ଥିବାରୁ ଲୋକମାନେ ଚିନ୍ତାରେ ଅଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories